ଫଟୋରେ ଖବର

ଆତ୍ମସୁରକ୍ଷା ତାଲିମ ନେଲେ ୬୦ଛାତ୍ରୀ

ଆତ୍ମସୁରକ୍ଷା ତାଲିମ ନେଲେ ୬୦ଛାତ୍ରୀ

ବଲାଙ୍ଗୀର ଜିଲା ଦେଓଗାଁ ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟରେ ୧୨ଦିନ ଧରି ଚାଲିଥିବା ଆତ୍ମ ସୁରକ୍ଷା ତାଲିମ ଶିବିର ମଙ୍ଗଳବାର ଉଦ୍‌ଯାପିତ ହୋଇଯାଇଛି। ଉଦ୍‌ଯାପନୀ ଉସତ୍ବରେ ଜଣେ କୃତି ଛାତ୍ରୀଙ୍କୁ ପୁରସ୍କୃତ କରାଯାଉଛି

ଫଟୋରେ ଖବର View All


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri