ଫଟୋରେ ଖବର

ଶିଶୁ ପେଟରୁ ବାହାରିଲା ୫ ଟଙ୍କିଆ କଏନ

ଶିଶୁ ପେଟରୁ ବାହାରିଲା ୫ ଟଙ୍କିଆ କଏନ

ରାଉରକେଲା ଆଇଜିଏଚ୍‌ର ଡାକ୍ତରଙ୍କ ନିପୁଣ ଚିକିତ୍ସାର ଫଳସ୍ବରୁପ ଏକ ଶିଶୁର ଖାଦ୍ୟନଳୀରେ ଅଟକିଥିବା ୫ ଟଙ୍କିଆ କଏନକୁ ସଫଳତାର ସହ କଢ଼ାଯାଇଛି। ଏହି ଶିଶୁ ଜଣକ ହେଉଛି ସେକ୍ଟର-୧୬ ଜଗନ୍ନାଥପାଲି ଅଞ୍ଚଳର ରୋହିତ ପ୍ରସାଦଙ୍କ ଦୁଇବର୍ଷର ଝିଅ। ସେ କଏନଟିକୁ ଗିଳି ଦେଇଥିଲା। ମା’ କୋଳରେ ଚିକିତ୍ସିତ ଶିଶୁ। ନିକଟରେ ଅଛନ୍ତି ଚିକିତ୍ସା କରିଥିବା ଡାକ୍ତରମାନେ।

ଫଟୋରେ ଖବର View All