Dharitri News
ଫଟୋରେ ଖବର

ସୁନ୍ଦର ଆଲୋକ ମାଳାରେ ଲିଙ୍ଗରାଜ ମନ୍ଦିର

ସୁନ୍ଦର ଆଲୋକ ମାଳାରେ ଲିଙ୍ଗରାଜ ମନ୍ଦିର

ବୁଧବାର ମହାଶିବରାତ୍ରି ପାଇଁ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରକୁ ସୁନ୍ଦର ଆଲୋକ ମାଳାରେ ସଜ୍ଜା ଯାଇଛି।

ଫଟୋରେ ଖବର View All