Dharitri News
ଫଟୋରେ ଖବର

ମହାନଦୀ ଅବବାହିକାରେ ଐତିହ୍ୟ ସମୂହର ବୃତ୍ତ ପ୍ରସ୍ତୁତି

ମହାନଦୀ ଅବବାହିକାରେ ଐତିହ୍ୟ ସମୂହର ବୃତ୍ତ ପ୍ରସ୍ତୁତି

ମହାନଦୀ ଅବବାହିକାରେ ଥିବା ଐତିହ୍ୟ ସମୂହର ବୃତ୍ତ ପ୍ରସ୍ତୁତି ପାଇଁ ଇନ୍‌ଟାକ ସୋନପୁର ଶାଖା ଆନୁକୂଲ୍ୟରେ ଏକ କର୍ମଶାଳା ସୋମବାର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଉପସ୍ଥିତ ରାଜ୍ୟ ଓ ଜିଲାସ୍ତରୀୟ କର୍ମକର୍ତ୍ତା ବୃନ୍ଦ।

ଫଟୋରେ ଖବର View All