Dharitri News
ଫଟୋରେ ଖବର

ଚତୁର୍ଥ ରାଜୀବ ସ୍ମାରକୀ କ୍ରିକେଟ ଉଦ୍‌ଘାଟିତ

ଚତୁର୍ଥ ରାଜୀବ ସ୍ମାରକୀ କ୍ରିକେଟ ଉଦ୍‌ଘାଟିତ

ସମ୍ବଲପୁର ମହାନଗର ନିଗମ ଅଧୀନ ନକ୍ସାପାଲି ଗୋପାଲଜୀ ୟୁଥ୍‌ କ୍ଲବ ପକ୍ଷରୁ ଅଏଁଲାପାଲି ଖେଳପଡ଼ିଆଠାରେ ବୁଧବାର ଚତୁର୍ଥ ରାଜୀବ ସ୍ମାରକୀ କ୍ରିକେଟ ପ୍ରତିଯୋଗିତାର ଉଦ୍‌ଘାଟନୀ ଉତ୍ସବରେ ଅତିଥିଙ୍କ ସହ ଖେଳାଳିମାନେ।

ଫଟୋରେ ଖବର View All