ଫଟୋରେ ଖବର

ସୋସିଆଲ ମିଡିଆରେ ଯୁବତୀଙ୍କ ନଗ୍ନ ଭିଡିଓ ଭାଇରାଲ: କାର୍ଯ୍ୟାନୁଷ୍ଠାନ ଦାବି

ସୋସିଆଲ ମିଡିଆରେ ଯୁବତୀଙ୍କ ନଗ୍ନ ଭିଡିଓ ଭାଇରାଲ: କାର୍ଯ୍ୟାନୁଷ୍ଠାନ ଦାବି

ସମ୍ବଲପୁର ସହରରେ ୨ଜଣ ଯୁବତୀଙ୍କ ନଗ୍ନ ଭିଡିଓ ବୁଧବାର ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଭାଜପା ମହିଳା ମୋର୍ଚ୍ଚା ପକ୍ଷରୁ ଏହାର ପ୍ରତିବାଦ କରାଯାଇ ଏସ୍‌ପିଙ୍କ ନିକଟରେ ଦୋଷୀଙ୍କୁ ଗିରଫ ଦାବି କରାଯାଇଛି।

ଫଟୋରେ ଖବର View All

Model This Week

Model This Week