ଫଟୋରେ ଖବର

ଆଜି ସମ୍ବଲପୁର ଲୋକ ମହୋତ୍ସବ- ୨୦୧୮

ଆଜି ସମ୍ବଲପୁର ଲୋକ ମହୋତ୍ସବ- ୨୦୧୮

ଜିଲା ସଂସ୍କୃତି ପରିଷଦ ପକ୍ଷରୁ ଆୟୋଜିତ ସମ୍ବଲପୁର ଲୋକ ମହୋତ୍ସବ-୨୦୧୮ ପ୍ରସ୍ତୁତି ଶେଷ ହୋଇଛି । ବୁଧବାର ସକାଳେ ସମ୍ବଲପୁର ରେଳଷ୍ଟେଶନରେ କର୍ନାଟକର ଢୋଳକୁନିତା କଳାକାରଙ୍କୁ ସ୍ବାଗତ କରାଯାଉଛି।

ଫଟୋରେ ଖବର View All