ଫଟୋରେ ଖବର

ଆନ୍ତଃବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା

ଆନ୍ତଃବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା

ବୁଧବାର ଝାରସୁଗୁଡ଼ା ଓଏମ୍‌ପିସ୍ଥିତ ଓଏସ୍‌ଏପି ଦ୍ୱିତୀୟ ବାଟାଲିୟନ ପଡ଼ିଆରେ ରାଜ୍ୟ ପୋଲିସ ଆନ୍ତଃବାଟାଲିୟନ କମାଣ୍ଡୋ ପ୍ରତିଯୋଗିତାର ଉଦ୍‌ଘାଟନୀ ସମାରୋହରେ ଚିତ୍ତାକର୍ଷକ ପରେଡ୍‌ ପ୍ରଦର୍ଶନ କରାଯାଉଛି। ଏଥିରେ ମୁଖ୍ୟଅତିଥିଭାବେ ଉତ୍ତରାଞ୍ଚଳ ଆଇଜି ସୁଶାନ୍ତ କୁମାର ନାଥ ଯୋଗଦେଇ ଅଭିବାଦନ ଗ୍ରହଣ କରିଥିଲେ।

ଫଟୋରେ ଖବର View All