ଝାରସୁଗୁଡ଼ା ଜିଲା କୋଲାବିରା ବ୍ରିଜ୍ ନିକଟରେ ବୁଧବାର ଅପରାହ୍ନ ୪ଟାରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଓଡି୨୩-ସି୪୭୮୯ନଂ ଅଟୋରିକ୍ସା। ଏହି ଦୁର୍ଘଟଣାରେ କୋଲାବିରା ଗ୍ରାମର ଜିଆର୍ଏସ୍ ରାଜେଶ ସାହୁ ଓ ରଘୁନାଥପାଲି ନିକଟ ପାଚେରବନ୍ଧର ସୁନେର୍ନ୍ଦି ପଧାନ ଗୁରୁତର ଆହତ ହୋଇଛନ୍ତି।