Dharitri News
ଫଟୋରେ ଖବର

କରମସାନୀ ଫୁଟବଲ ପ୍ରତିଯୋଗିତା

କରମସାନୀ ଫୁଟବଲ ପ୍ରତିଯୋଗିତା

ବରଗଡ଼ ଜିଲା ବରପାଲି ବ୍ଳକ ଅନ୍ତର୍ଗତ ଲକ୍ଷ୍ମୀନଗର ପଞ୍ଚାୟତ ହାଇସ୍କୁଲ ପଡ଼ିଆରେ ମାଁ କରମସାନୀ ଫୁଟବଲ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି । ଏହି ଅବସରରେ ଅତିଥିଙ୍କ ଗହଣରେ ଚାମ୍ପିୟନ, ରନର୍ସ ଅପ୍‌ ଦଳର ଖେଳାଳିମାନେ ।

ଫଟୋରେ ଖବର View All