ଫଟୋରେ ଖବର

ସୁଦୀପ୍ତ ମେମୋରିଆଲ୍‌ କ୍ରିକେଟ୍‌ ପ୍ରତିଯୋଗିତା

ସୁଦୀପ୍ତ ମେମୋରିଆଲ୍‌ କ୍ରିକେଟ୍‌ ପ୍ରତିଯୋଗିତା

ବରଗଡ଼ ସହର ଉପକଣ୍ଠସ୍ଥ ତୋରା ନନ୍ଦଟିକ୍ରା ଖେଳ ପଡ଼ିଆରେ ସ୍ଥାନୀୟ ଇଣ୍ଡିପେଣ୍ଡେନ୍ସ କ୍ଲବ ପକ୍ଷରୁ ଚତୁର୍ଥ ସୁଦୀପ୍ତ ମେମୋରିଆଲ୍‌ କ୍ରିକେଟ୍‌ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅତିଥିଙ୍କ ଗହଣରେ ଚାମ୍ପିୟନ ଓ ରନର୍ସ ଅପ୍‌ ଦଳର ଖେଳାଳିମାନେ ଉପସ୍ଥିତ ।

ଫଟୋରେ ଖବର View All

Model This Week

Model This Week