ଭାଲେଣ୍ଟାଇନ୍‌ସ ଡେ

ରାଜନୀତି ମଇଦାନରେ କିଏ ସବୁଠାରୁ ଅଧିକ ରୋମାଣ୍ଟିକ

ରାଜନୀତି ମଇଦାନରେ କିଏ ସବୁଠାରୁ ଅଧିକ ରୋମାଣ୍ଟିକ

ନୂଆଦିଲ୍ଲୀ,୧୪।୨: ଭାଲେଣ୍ଟାଇନ୍‌ ଡେ’କୁ ନେଇ ସବୁଆଡେ ଦେଖିବାକୁ ମିଳିଛି ଖୁସିର ମାହୋଲ। ହେଲେ ଏତିକିବେଳେ ମନକୁ ଆସିଛି ଆମ ନେତାମାନଙ୍କ ଭିତରୁ କିଏ ଅଧିକ ରୋମାଣ୍ଟିକ। 

ବ୍ରେକ୍‌ଅପ୍‌ ପରେ କେମିତି ଭାଲେଣ୍ଟାଇନ୍ସ ଡେ’ ପାଳିଲେ ନେହା କକ୍କର

ବ୍ରେକ୍‌ଅପ୍‌ ପରେ କେମିତି ଭାଲେଣ୍ଟାଇନ୍ସ ଡେ’ ପାଳିଲେ ନେହା କକ୍କର

ମୁମ୍ବାଇ,୧୪।୨: ବଲିଉଡ୍‌ ଗାୟିକା ନେହା କକ୍କରଙ୍କ ବ୍ରେକ୍‌ଅପ୍‌ ଖବର ସମସ୍ତଙ୍କୁ ଅଳ୍ପ ବହୁତେ ଜଣା। ଏଥର ସେ ବିନା ସାଥିରେ ପାଳିଛନ୍ତି ଭାଲେଣ୍ଟାଇନ୍ସ ଡେ’। ଏହାକୁ ନେଇ ସେ ଏକ ମନଲୋଭା ଭିଡିଓ ମଧ୍ୟ ନିଜ ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି।

ବୃଦ୍ଧାଶ୍ରମରେ ଭାଲେଣ୍ଟାଇନ୍ସ ଡେ’ ପାଳିଲେ ଯୁବବର୍ଗ

ବୃଦ୍ଧାଶ୍ରମରେ ଭାଲେଣ୍ଟାଇନ୍ସ ଡେ’ ପାଳିଲେ ଯୁବବର୍ଗ

ଅହମ୍ମଦାବାଦ,୧୪।୨: ଗୁଜରାଟ ଅହମ୍ମଦାବାଦର ଏକ ବୃଦ୍ଧାଶ୍ରମରେ କେତେଜଣ ଯୁବତୀଯୁବକ ଭାଲେଣ୍ଟାଇନ୍ସ ଡେ’ ସେଲିବ୍ରେଟ କରିଥିବା ଦେଖିବାକୁ ମିଳିଛି। 

ନିଜଠାରୁ କମ୍‌ ବୟସ୍କଙ୍କୁ ଜୀବନ ସାଥୀ ଭାବେ ଚୟନ କରିଛନ୍ତି ଏସବୁ ବଲିଉଡ୍‌ ଅଭିନେତ୍ରୀ...

ନିଜଠାରୁ କମ୍‌ ବୟସ୍କଙ୍କୁ ଜୀବନ ସାଥୀ ଭାବେ ଚୟନ କରିଛନ୍ତି ଏସବୁ ବଲିଉଡ୍‌ ଅଭିନେତ୍ରୀ...

ବଲିଉଡ୍‌ରେ  ବହୁ ସେଲିବ୍ରିଟିଙ୍କ ବିବାହରେ ବିପରୀତ ରୀତି ଦେଖିବାକୁ ମିଳିଥାଏ । ଏଠି ଅଭିନେତ୍ରୀମାନେ ନିଜ ଠାରୁ ବହୁ କମ୍‌ ବୟସର ଜୀବନସାଥି ବାଛିଥିବା ଦେଖାଯାଇଥାଏ। ଏହିଧାରା ୬୦ ଦଶକରୁ ବଲିଉଡ୍‌ରେ ଜାରି ରହିଛି। 

ସଚିନ୍‌ ପାଇଲଟ୍‌-ସାରାଙ୍କ ପ୍ରେମ କାହାଣୀ: ଧର୍ମ ସାଜିଥିଲା ପ୍ରତିବନ୍ଧକ

ସଚିନ୍‌ ପାଇଲଟ୍‌-ସାରାଙ୍କ ପ୍ରେମ କାହାଣୀ: ଧର୍ମ ସାଜିଥିଲା ପ୍ରତିବନ୍ଧକ

ଜୟପୁର,୧୪।୨: ରାଜସ୍ଥାନର ପ୍ରଭାବଶାଳୀ ଯୁବ କଂଗ୍ରେସ ନେତା ତଥା ଉପମୁଖ୍ୟମନ୍ତ୍ରୀ ସଚିନ୍‌ ପାଇଲଟ୍‌ଙ୍କ ରାଜନୈତିକ ଜୀବନ ଭଳି ବ୍ୟକ୍ତିଗତ ଜୀବନ ମଧ୍ୟ ବେଶ୍‌ ରୋମାଞ୍ଚଭରା। 

ସ୍ବରାଜ କୌଶଳଙ୍କ ସହିତ ସୁଷମାଙ୍କ ପ୍ରେମ ସମ୍ପର୍କ ଆଗରେ ହାର୍‌ ମାନିଥିଲା ସମାଜ

ସ୍ବରାଜ କୌଶଳଙ୍କ ସହିତ ସୁଷମାଙ୍କ ପ୍ରେମ ସମ୍ପର୍କ ଆଗରେ ହାର୍‌ ମାନିଥିଲା ସମାଜ

ନୂଆଦିଲ୍ଲୀ,୧୪।୨: କେନ୍ଦ୍ର ସରକାରଙ୍କ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ବରାଜ ଗୁରୁବାର ୬୭ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୫୨ ଫେବୃୟାରୀ ୧୪ରେ ସେ ଅମ୍ବାଲା  କ୍ୟାଣ୍ଟନମେଣ୍ଟଠାରେ ଜନ୍ମଗ୍ରହଣ କରିଥିଲେ। 

କାହିଁକି ପାଳନ କରାଯାଏ ଭାଲେଣ୍ଟାଇନ୍ସ ଡେ’

କାହିଁକି ପାଳନ କରାଯାଏ ଭାଲେଣ୍ଟାଇନ୍ସ ଡେ’

ଫେବୃୟାରୀ ୧୪। ସହର ବଜାର ସବୁଠି ଦେଖିବାକୁ ମିଳୁଛି କିଛି ନିଆରା ଉତ୍ସବ। ବିଶେଷକରି ଯୁବବର୍ଗ ଏହି ଦିନକୁ ନେଇ କରିଛନ୍ତି ବିଶେଷ ଯୋଜନା। ଫେବୃୟାରୀ ୧୪ ତାରିଖକୁ ପ୍ରାୟ ସମସ୍ତଙ୍କର ଅପେକ୍ଷା ଥାଏ ।

ଏସବୁ ରାଶିର ବ୍ୟକ୍ତିଙ୍କ ଉପରେ ଭାଲେଣ୍ଟାଇନ୍‌ ଡେ ରେ  ହେବ ପ୍ରେମର ବର୍ଷା...

ଏସବୁ ରାଶିର ବ୍ୟକ୍ତିଙ୍କ ଉପରେ ଭାଲେଣ୍ଟାଇନ୍‌ ଡେ ରେ ହେବ ପ୍ରେମର ବର୍ଷା...

ଗୁରୁବାର ପାଳିତ ହେଉଛି ପ୍ରେମ ଦିବସ ଭାଲେଣ୍ଟାଇନ୍‌ ଡେ।  ପ୍ରେମର ପରିଭାଷାକୁ ପ୍ରତିପାଦିତ କରିବା ଏହି ଦିନଟିକୁ ପ୍ରେମୀ ଯୋଡ଼ା ଚାହିଁ ରହିଥାନ୍ତି।

ଏଠାରେ ପ୍ରତି ମାସ ୧୪ ତାରିଖରେ ପାଳନ କରାଯାଏ ଭାଲେଣ୍ଟାଇନ୍‌ ଡେ’

ଏଠାରେ ପ୍ରତି ମାସ ୧୪ ତାରିଖରେ ପାଳନ କରାଯାଏ ଭାଲେଣ୍ଟାଇନ୍‌ ଡେ’

ଭାଲେଣ୍ଟାଇନ୍‌ ଡେ’କୁ ନେଇ ଏବେ ସବୁଠି ପରିବେଶ ସରଗରମ। କିଏ କେମିତି ଢଙ୍ଗରେ ଏହାକୁ ସ୍ମରଣୀୟ କରିବେ ସେଥିପାଇଁ ଲାଗି ପଡିଛନ୍ତି ପ୍ରସ୍ତୁତିରେ। କାରଣ ବର୍ଷକରେ ଥରେ ଅର୍ଥାତ୍‌ ଫେବୃୟାରୀ ୧୪ରେ ପାଳନ କରାଯାଇଥାଏ ଏହି ପ୍ରେମର ଦିବସ। 

ମାତା ପିତାଙ୍କ ବିନା ଅନୁମତିରେ କରିବେନି ଲଭ୍‌ ମ୍ୟାରେଜ୍‌ : ୧୦ ହଜାର ଯୁବତୀଯୁବକ ନେବେ ଶପଥ

ମାତା ପିତାଙ୍କ ବିନା ଅନୁମତିରେ କରିବେନି ଲଭ୍‌ ମ୍ୟାରେଜ୍‌ : ୧୦ ହଜାର ଯୁବତୀଯୁବକ ନେବେ ଶପଥ

ସୁରଟ,୧୨।୨: ଗୁଜରାଟରେ ଭାଲେଣ୍ଟାଇନ୍‌ ସପ୍ତାହ ଅବସରରେ  କରାଯିବ ଏକ ନିଆରା ଉତ୍ସବରେ ଆୟୋଜନ।  ଏଠାରେ ଫେବୃୟାରୀ ୧୪ରେ ହାସ୍ୟମେବ ଜୟତେ ସ୍ବେଚ୍ଛାସେବୀ ସଂସ୍ଥା ପକ୍ଷରୁ ଯୁବତୀ ଯୁବକଙ୍କ ପାଇଁ ଆୟୋଜିତ ହେବ ଏକ ଶପଥ ଗ୍ରହଣ ଉତ୍ସବ। 

ହଗ୍‌  ଡେ: ପ୍ରେମ ସମ୍ପର୍କକୁ ସୁଦୃଢ଼ ପାଇଁ କରନ୍ତୁ ଏପରି...

ହଗ୍‌ ଡେ: ପ୍ରେମ ସମ୍ପର୍କକୁ ସୁଦୃଢ଼ ପାଇଁ କରନ୍ତୁ ଏପରି...

ମୁମ୍ବାଇ,୧୨।୨: ଭାଲେଣ୍ଟାଇନ୍‌ ଓ୍ବିକ୍‌ରେ ମଙ୍ଗଳବାର ପାଳିତ ହେଉଛି ହଗ୍‌ ଡେ ବା ଆଲିଙ୍ଗନ ଦିବସ। ଆଲିଙ୍ଗନ କେବଳ ପ୍ରେମୀଯୋଡ଼ାଙ୍କ ଭଲ ପାଇବା ତଥା ଆବେଗକୁ ପରିପ୍ରକାଶ କରେ ନାହିଁ। 

ପ୍ରେମୀଯୁଗଳଙ୍କୁ ଘାରିଲା ବିଛୁଆତି ଭୟ:ଭାଲେଣ୍ଟାଇନ୍ସ ଡେ’ପାଳନକୁ ବିରୋଧ କରିବ କଳିଙ୍ଗ ସେନା

ପ୍ରେମୀଯୁଗଳଙ୍କୁ ଘାରିଲା ବିଛୁଆତି ଭୟ:ଭାଲେଣ୍ଟାଇନ୍ସ ଡେ’ପାଳନକୁ ବିରୋଧ କରିବ କଳିଙ୍ଗ ସେନା

ଭୁବନେଶ୍ୱର,୧୨-୨(ବ୍ୟୁରୋ)- ପ୍ରେମର ମାସ ହେଉଛି ଫେବୃୟାରୀ। ଗତ ୭ ତାରିଖ ପ୍ରେମ ସପ୍ତାହ ଆରମ୍ଭ ହୋଇଥିବାବେଳେ ଆସନ୍ତା ୧୪ ତାରିଖ ହେଉଛି ପ୍ରେମ ଦିବସ ବା ଭାଲେଣ୍ଟାଇନ୍ସ ଡେ’। 

ଏଥର  ଭାଲେଣ୍ଟାଇନ୍ସ  ଡେ’ରେ...

ଏଥର ଭାଲେଣ୍ଟାଇନ୍ସ ଡେ’ରେ...

ପ୍ରେମ ଜୀବନରେ କେବେ କିଭଳି ଭାବେ ଆସେ ତାହା କହିବା ଅସମ୍ଭବ । ପ୍ରେମ ନା ଦେଖେ ବୟସ ନା ଦେଖେ ସାମାଜିକ ସ୍ଥିତି। ପ୍ରେମର ମଧ୍ୟ ନ ଥାଏ କୌଣସି ସ୍ବତନ୍ତ୍ର ସଂଜ୍ଞା। ତେବେ ପ୍ରେମ, ଭଲପାଇବାକୁ ନିଜ ପ୍ରିୟଜନଙ୍କ ପାଖେ ଜାହିର କରିବା ଲାଗି ପ୍ରତ୍ୟେକେ ଥା’ନ୍ତି ବ୍ୟଗ୍ର। ସେଥିଲାଗି ସମଗ୍ର ବିଶ୍ୱରେ ଫେବୃୟାରୀ ୧୪ କୁ ଭଲପାଇବା ଦିବସ ଅର୍ଥାତ୍‌  ‘ଭାଲେଣ୍ଟାଇନ୍ସ୍‌ ଡେ’ ଭାବେ ପାଳନ କରାଯାଏ...

ରୋଜ୍‌ ଡେ: କେଉଁ ରଙ୍ଗର ଗୋଲାପ ଜିଣିବ ସାଥୀଙ୍କ ହୃଦୟ...

ରୋଜ୍‌ ଡେ: କେଉଁ ରଙ୍ଗର ଗୋଲାପ ଜିଣିବ ସାଥୀଙ୍କ ହୃଦୟ...

ନୂଆଦିଲ୍ଲୀ,୬।୨: ଭାଲେଣ୍ଟାଇନ୍‌ ଓ୍ବିକ୍‌ର ପ୍ରଥମ ଦିନକୁ ରୋଜ୍‌ ଡେ କୁହାଯାଇଥାଏ। ଏହା ଗୁରୁବାର ପାଳିତ ହେବ। ତେବେ କେଉଁ ରଙ୍ଗର ଗୋଲାପ ଦେଇ ପ୍ରେମିକାପ୍ରେମିକ ନିଜ ସାଥୀଙ୍କ ହୃଦୟ ଜିଣିବେ ସେ ସମ୍ପର୍କରେ ଜାଣିନେବା ଆବଶ୍ୟକ।

ଭାଲେଣ୍ଟାଇନ୍‌ ଡେ ରେ ଏସବୁ ରାଶିର ବ୍ୟକ୍ତିଙ୍କ ଉପରେ ହେବ ପ୍ରେମର ବର୍ଷା...

ଭାଲେଣ୍ଟାଇନ୍‌ ଡେ ରେ ଏସବୁ ରାଶିର ବ୍ୟକ୍ତିଙ୍କ ଉପରେ ହେବ ପ୍ରେମର ବର୍ଷା...

ନୂଆଦିଲ୍ଲୀ ,୩।୨: ଆଗକୁ ଆସୁଛି ଭାଲେଣ୍ଟାଇନ୍‌ ଡେ। ଫେବୃୟାରୀ ୭ ଠାରୁ ଫେବୃୟାରୀ ୧୪କୁ ସାଧାରଣତଃ ଭାଲେଣ୍ଟାଇନ୍‌ ଓ୍ବିକ୍‌ କୁହାଯାଇଥାଏ। ଫେବୃୟାରୀ ୭କୁ ରୋଜ୍‌ ଡେ, ୮କୁ ପ୍ରପୋଜ୍‌ ଡେ, ୯ରେ ଚକୋଲେଟ୍‌ ଡେ, ୧୦ରେ ଟେଡି ଡେ, ୧୧ରେ ପ୍ରମିସ୍‌ ଡେ, ୧୨ରେ ହଗ୍‌ ଡେ ବା ଆଲିଙ୍ଗନ ଦିବସ, ୧୩ରେ କିସ୍‌ ଡେ ବା ଚୁମ୍ବନ ଦିବସ ଏବଂ ୧୪ରେ ପାଳିତ ହୋଇଥାଏ ଭାଲେଣ୍ଟାଇନ୍‌ ଡେ।