ଖେଳ

ବଜରଙ୍ଗଙ୍କୁ ଶୀର୍ଷ ର଼୍ୟାଙ୍କ

ବଜରଙ୍ଗଙ୍କୁ ଶୀର୍ଷ ର଼୍ୟାଙ୍କ

ନୂଆଦିଲ୍ଲୀ,୧୦।୧୧- ଷ୍ଟାର ଭାରତୀୟ କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ ଶନିବାର କ୍ୟାରିୟରରେ ଏକ ବିଶେଷ ସଫଳତା ପାଇଛନ୍ତି। ସେ ୬୫ କିଗ୍ରା ପୁରୁଷ ବର୍ଗରେ ଶୀର୍ଷ ର଼୍ୟାଙ୍କ ହାସଲ କରିଛନ୍ତି। 

କୋଚ୍‌ଙ୍କ ସହ ସମ୍ପର୍କ ଛିନ୍ନ କଲେ ହାଲେପ

କୋଚ୍‌ଙ୍କ ସହ ସମ୍ପର୍କ ଛିନ୍ନ କଲେ ହାଲେପ

ପ୍ୟାରିସ,୧୦।୧୧(ଏଏଫ୍‌ପି)- ମହିଳା ସିଙ୍ଗଲ୍ସ ବର୍ଗର ଶୀର୍ଷ ର଼୍ୟାଙ୍କଧାରୀ ଟେନିସ ଖେଳାଳି ସିମୋନା ହାଲେପ କୋଚ୍‌ ଡାରେନ କାହିଲଙ୍କ ସହ ସମ୍ପର୍କ ଛିନ କରିଛନ୍ତି। କୋଚ୍‌ କାହିଲ ଆଗାମୀ ସିଜନରେ ଟେନିସରୁ ବିରତି ନେବେ ବୋଲି କହିଛନ୍ତି।

ହକି ବିଶ୍ୱକପ୍‌ରେ ଖେଳିବ ପାକିସ୍ତାନ

ହକି ବିଶ୍ୱକପ୍‌ରେ ଖେଳିବ ପାକିସ୍ତାନ

ଚେନ୍ନାଇ,୧୦।୧୧- ଓଡ଼ିଶା ରାଜଧାନୀଠାରେ ହେବାକୁ ଥିବା ହକି ବିଶ୍ୱକପ୍‌ରେ ପାକିସ୍ତାନ ଦଳ ଖେଳିବା ନେଇ ଚାଲିଥିବା ଅନିଶ୍ଚିତତାର ଅନ୍ତ ଘଟିଛି।

ଇମାମ ଉଲ ହକ ଆହତ

ଇମାମ ଉଲ ହକ ଆହତ

ଆବୁଧାବି,୧୦।୧୧- ଏଠାରେ ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆକୁ ଜିତି ପାକିସ୍ତାନ ଦଳ ୩ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌କୁ ୧-୧ ବରାବରକୁ ଆଣିଛି। ମାତ୍ର ଘରୋଇ ଦଳର ଓପନର ଇମାମ ଉଲ ହକ ଏହି ମ୍ୟାଚ୍‌ରେ ଆହତ ହୋଇଛନ୍ତି।

କ୍ରିକେଟରୁ ମୁନାଫ ପଟେଲଙ୍କ ଅବସର

କ୍ରିକେଟରୁ ମୁନାଫ ପଟେଲଙ୍କ ଅବସର

ନୂଆଦିଲ୍ଲୀ,୧୦।୧୧- ଦୀର୍ଘ ୧୫ ବର୍ଷ ଧରି ପ୍ରତିଦ୍ୱନ୍ଦ୍ୱିତା ମୂଳକ କ୍ରିକେଟରେ ସକ୍ରିୟ ରହିବା ପରେ ୨୦୧୧ ବିଶ୍ୱକପ୍‌ ଚାମ୍ପିୟନ ଭାରତୀୟ ଦଳର ସଦସ୍ୟ ମୁନାଫ ପଟେଲ କ୍ରିକେଟରୁ ଅବସର ନେଇଛନ୍ତି। 

ପାକିସ୍ତାନ ୬ ଉଇକେଟରେ ଜିତିଲା

ପାକିସ୍ତାନ ୬ ଉଇକେଟରେ ଜିତିଲା

ଆବୁଧାବି, ୧୦ା୧୧ -ସ୍ଥାନୀୟ ଶେଖ ଜାୟେଦ ଷ୍ଟାଡିୟମରେ ଶୁକ୍ରବାର ଖେଳାଯାଇଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ପାକିସ୍ତାନ ୬ ଉଇକେଟରେ ବିଜୟ ଲାଭ କରିଛି। 

ଓଡ଼ିଶା ବନାମ ଉତ୍ତର ପ୍ରଦେଶ

ଓଡ଼ିଶା ବନାମ ଉତ୍ତର ପ୍ରଦେଶ

ଭୁବନେଶ୍ୱର, ୧୦।୧୧(କ୍ରୀଡ଼ା ପ୍ରତିନିଧି) ଚଳିତ ରଣଜୀ ଟ୍ରଫି ସିଜନରେ ଓଡ଼ିଶା ଏହାର ଦ୍ୱିତୀୟ ମ୍ୟାଚ ଉତ୍ତର ପ୍ରଦେଶ ସହିତ ଖେଳିବ। କିଟ୍‌ କ୍ରିକେଟ ଷ୍ଟାଡିୟମରେ ଏହି ମ୍ୟାଚ ଆଗାମୀ ୧୨ରୁ ୧୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। 

ମହିଳା ଟି୨୦ ବିଶ୍ୱକପ୍‌ ଆରମ୍ଭ

ମହିଳା ଟି୨୦ ବିଶ୍ୱକପ୍‌ ଆରମ୍ଭ

ଗୁୟାନା, ୧୦।୧୧ (ପି.ଟି.)- ମହିଳା ଟି୨୦ ବିଶ୍ୱକପ୍‌ର ଷଷ୍ଠ ସଂସ୍କରଣ ଓ୍ବେଷ୍ଟଇଣ୍ଡିଜ୍‌ରେ ଶୁକ୍ରବାରଠାରୁ ଆରମ୍ଭ ହୋଇଛି। ସ୍ଥାନୀୟ ପ୍ରୋଭିଡେନ୍ସ ଷ୍ଟାଡିୟମରେ ଅନୁଷ୍ଠିତ ଉଦ୍‌ଘାଟନୀ ମ୍ୟାଚ୍‌ରେ ଭାରତ ଓ ନ୍ୟୁଜିଲାଣ୍ଡ ପରସ୍ପରକୁ ଭେଟିଥିଲେ। ଅଧିନାୟିକା ହରମନପ୍ରୀତଙ୍କ ରେକର୍ଡ ଶତକୀୟ ପାଳି ବଳରେ ଭାରତ ୩୪ ରନରେ ନ୍ୟୁଜିଲାଣ୍ଡକୁ ହରାଇ ବିଜୟ ଅଭିଯାନ ଆରମ୍ଭ କରିଛି। 

ହେରାଥଙ୍କ ଅନ୍ତିମ ଟେଷ୍ଟରେ ଶ୍ରୀଲଙ୍କା ପରାସ୍ତ

ହେରାଥଙ୍କ ଅନ୍ତିମ ଟେଷ୍ଟରେ ଶ୍ରୀଲଙ୍କା ପରାସ୍ତ

ଗାଲେ (ଶ୍ରୀଲଙ୍କା), ୧୦ା୧୧ (ଏଏଫ୍‌ପି)ଶ୍ରୀଲଙ୍କା ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟ ମ୍ୟାଚକୁ ଇଂଲଣ୍ଡ ୨୧୧ରନରେ ଜିତିନେଇଛି। ବିଦେଶରେ ୧୩ଟି ମ୍ୟାଚ ପରେ ଦଳର ଏହା ହେଉଛି ପ୍ରଥମ ବିଜୟ। ଅବସର ପୂର୍ବରୁ କ୍ରିକେଟର ସବୁଠାରୁ ସଫଳ ବାମହାତୀ ସ୍ପିନର ରଙ୍ଗନା ହେରାଥଙ୍କର ଏହା ଥିଲା ଅନ୍ତିମ ମ୍ୟାଚ। 

ରାଜ୍ୟ ସ୍ନୁକର: ସୁଜିତ ଶ୍ରେଷ୍ଠ ଖେଳାଳି

ରାଜ୍ୟ ସ୍ନୁକର: ସୁଜିତ ଶ୍ରେଷ୍ଠ ଖେଳାଳି

କଟକ ଅଫିସ,୧୦ା୧୧ ଦି ବିଲିୟାର୍ଡସ ଆଣ୍ଡ ସ୍ନୁକର ଆସୋସିଏଶନ ଅଫ ଓଡ଼ିଶା(ବିଏସ୍‌ଏଓ) ଆନୁକୂଲ୍ୟରେ କଟକ କ୍ଲବରେ ଚାଲିଥିବା ରାଜ୍ୟ ସିନିୟର ସ୍ନୁକର ଚାମ୍ପିୟନଶିପ୍‌ର ଶୁକ୍ରବାରର ଖେଳ ଶେଷ ହୋଇଛି ।

ଜିଲା ସଂଘ ବୈଠକ ଡାକିଲେ ଆଶୀର୍ବାଦ

ଜିଲା ସଂଘ ବୈଠକ ଡାକିଲେ ଆଶୀର୍ବାଦ

କଟକ ଅଫିସ,୧୦ା୧୧ ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ)ର ହାଇକମାଣ୍ଡ ଭାବେ ପରିଚିତ ଆଶୀର୍ବାଦ ବେହେରା ଶୁକ୍ରବାର କଟକର ଏକ ହୋଟେଲରେ ରାଜ୍ୟର ସମସ୍ତ ଜିଲା କ୍ରିକେଟ ଆସୋସିଏଶନଗୁଡ଼ିକୁ ନେଇ ଏକ ବୈଠକ ଡାକିଥିଲେ ।

ଜୁନିୟର ଜାତୀୟ ହକି ପ୍ରଶିକ୍ଷଣ ଶିବିରରେ ୩୪ :ଓଡ଼ିଶାରୁ ୪ ଖେଳାଳି ସାମିଲ

ଜୁନିୟର ଜାତୀୟ ହକି ପ୍ରଶିକ୍ଷଣ ଶିବିରରେ ୩୪ :ଓଡ଼ିଶାରୁ ୪ ଖେଳାଳି ସାମିଲ

ନୂଆଦିଲ୍ଲୀ, ୧୦।୧୧(ପି.ଟି.)- ଆସନ୍ତା ୧୧ ତାରିଖରୁ ବେଙ୍ଗାଲୁରୁରେ ଆରମ୍ଭ ହେବାକୁ ଥିବା ଜୁନିୟର ନ୍ୟାଶନାଲ କୋଚିଂ କ୍ୟାମ୍ପ ପାଇଁ ହକି ଇଣ୍ଡିଆ ଏକ ୩୪ ଜଣିଆ ଖେଳାଳି ତାଲିକା ଘୋଷଣା କରିଛି। 

ଭାରତ ଆସିବେ ଡ୍ରୋଗ୍‌ବା

ଭାରତ ଆସିବେ ଡ୍ରୋଗ୍‌ବା

ନୂଆଦିଲ୍ଲୀ, ୯ା୧୧ (ପି.ଟି.)-ଚେଲ୍‌ସି ଫୁଟ୍‌ବଲ କିମ୍ବଦନ୍ତୀ ଡିଡିଅର୍‌ ଡ୍ରୋଗ୍‌ବା ଚଳିତ ମାସ ୨୩ ତାରିଖରେ ଭାରତ ଗସ୍ତରେ ଆସିବେ। ଜାପାନିଜ୍‌ ଟାୟାର ପ୍ରସ୍ତୁତକାରୀ କମ୍ପାନୀ ୟୋକୋହାମା ଉଦ୍ଦେଶ୍ୟରେ ହେବାକୁଥିବା ଏକ ପ୍ରଶଂସକ ଇଭେଣ୍ଟରେ ଯୋଗଦାନ ଲାଗି ସେ ଆସିବେ। 

ମୋହନ ବାଗନକୁ ଭେଟିବ ଆରୋଜ

ମୋହନ ବାଗନକୁ ଭେଟିବ ଆରୋଜ

କଟକ ଅଫିସ,୯ା୧୧- ବାରବାଟୀ ଷ୍ଟାଡିୟମରେ ଶନିବାର ସନ୍ଧ୍ୟାରେ ଚଳିତ ସଂସ୍କରଣ ଆଇ-ଲିଗ୍‌ର ମୋହନ ବାଗନ ଓ ଇଣ୍ଡିଆନ ଆରୋଜ ମଧ୍ୟରେ ମ୍ୟାଚ୍‌ ଖେଳାଯିବ । ଶୁକ୍ରବାର ପୂର୍ବାହ୍ନରେ ମୋହନ ବାଗନ ଓ ଅପରାହ୍ନରେ ଇଣ୍ଡିଆନ ଆରୋଜ ଦଳ ଅଭ୍ୟାସ ଶେଷ କରି ଫେରିଛନ୍ତି । 

ଅଷ୍ଟ୍ରେଲିଆର ପ୍ରଥମ ବିଜୟ

ଅଷ୍ଟ୍ରେଲିଆର ପ୍ରଥମ ବିଜୟ

ଆଡିଲେଡ୍‌,୯।୧୧- ଆଡିଲେଡ୍‌ ଓଭାଲଠାରେ ଖେଳାଯାଇଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍‌କୁ ଅଷ୍ଟ୍ରେଲିଆ ଦଳ ୭ ରନ୍‌ରେ ଜିତି ନେଇଛି। 

ବିଶ୍ୱ ଜୁନିୟର ବ୍ୟାଡ୍‌ମିଣ୍ଟନ:  ମିକ୍ସଡ୍‌ କ୍ୱାର୍ଟର ଫାଇନାଲରୁ ଭାରତ ବାଦ୍‌

ବିଶ୍ୱ ଜୁନିୟର ବ୍ୟାଡ୍‌ମିଣ୍ଟନ: ମିକ୍ସଡ୍‌ କ୍ୱାର୍ଟର ଫାଇନାଲରୁ ଭାରତ ବାଦ୍‌

ମାର୍ଖାହାମ(କାନାଡା),୯।୧୧(ପି.ଟି.)- ଏଠାରେ ଚାଲିଥିବା ବିଶ୍ୱ ଜୁନିୟର ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ର ମିକ୍ସଡ୍‌ ଡବଲ୍ସ ବର୍ଗରେ ଭାରତ ଅଭିଯାନ କ୍ୱାର୍ଟର ଫାଇନାଲରୁ ଶେଷ ହୋଇଛି। 

ଅଲିମ୍ପିକ୍ସରେ ଚେସ୍‌କୁ ସାମିଲ କରାଯାଉ- ଆନନ୍ଦ

ଅଲିମ୍ପିକ୍ସରେ ଚେସ୍‌କୁ ସାମିଲ କରାଯାଉ- ଆନନ୍ଦ

ନୂଆଦିଲ୍ଲୀ,୯।୧୧- ଚେସ୍‌କୁ ଅଲିମ୍ପିକ୍ସ ଇଭେଣ୍ଟରେ ସାମିଲ କରିବା ଲାଗି ପାଞ୍ଚ ଥର ବିଶ୍ୱ ଚାମ୍ପିୟନ ବିଶ୍ୱନାଥନ ଆନନ୍ଦ ଯୁକ୍ତି ବାଢ଼ିଛନ୍ତି। ”ଅଲିମ୍ପିକ୍ସରେ ଚେସ୍‌ ସାମିଲ ହେବା ଦ୍ୱାରା ବିଭିନ୍ନ ଦେଶରେ ଲୋକପ୍ରିୟତା ବୃଦ୍ଧି ପାଇବ। 

ହାରିଲେ ସିନ୍ଧୁ

ହାରିଲେ ସିନ୍ଧୁ

ଫୁଝୁ(ଚାଇନା),୯।୧୧- ଅଲିମ୍ପିକ୍‌ ରୌପ୍ୟ ପଦକଧାରୀ ପି. ଭି. ସିନ୍ଧୁ ପୁଣି ଥରେ ଚାଇନା ଖେଳାଳି ହେ ବିଙ୍ଗଜିଆଓଙ୍କୁ ହରାଇବାରେ ବିଫଳ ହୋଇଛନ୍ତି।

ପନ୍ତ କିମ୍ବଦନ୍ତୀ ଧୋନୀଙ୍କ ଶ୍ରେଷ୍ଠ ବିକଳ୍ପ

ପନ୍ତ କିମ୍ବଦନ୍ତୀ ଧୋନୀଙ୍କ ଶ୍ରେଷ୍ଠ ବିକଳ୍ପ

ଚେନ୍ନାଇ,୯।୧୧- ଯୁବ ଉଇକେଟକିପର ବ୍ୟାଟ୍ସମ୍ୟାନ ରିଶଭ ପନ୍ତ ୨୦୧୧ ବିଶ୍ୱକପ୍‌ ଚାମ୍ପିୟନ ଦଳର ଅଧିନାୟକ ତଥା କିମ୍ବଦନ୍ତୀ ମହେନ୍ଦ୍ର ସିଂ ଧୋନୀଙ୍କ ଶ୍ରେଷ୍ଠ ବିକଳ୍ପ। ଏଭଳି ମନ୍ତବ୍ୟ ଦେଇଛନ୍ତି ବିଜୟ ଡାହିୟା। 

ଦିଲ୍ଲୀ ଡେୟାରଡେଭିଲ୍ସ ସହାୟକ କୋଚ୍‌ କୈଫ

ଦିଲ୍ଲୀ ଡେୟାରଡେଭିଲ୍ସ ସହାୟକ କୋଚ୍‌ କୈଫ

ନୂଆଦିଲ୍ଲୀ,୯।୧୧(ପି.ଟି.)- ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ ମହମ୍ମଦ କୈଫଙ୍କୁ ଶୁକ୍ରବାର ଆଇପିଏଲ ଫ୍ରାଞ୍ଚାଇଜ୍‌ ଦିଲ୍ଲୀ ଡେୟାରଡେଭିଲ୍ସର ସହାୟକ କୋଚ୍‌ ଭାବେ ନିଯୁକ୍ତ କରାଯାଇଛି। 

ଉମେଶ, ବୁମରା, କୁଲଦୀପଙ୍କୁ ବିଶ୍ରାମ

ଉମେଶ, ବୁମରା, କୁଲଦୀପଙ୍କୁ ବିଶ୍ରାମ

ନୂଆଦିଲ୍ଲୀ,୯।୧୧- ଚେନ୍ନାଇଠାରେ ଖେଳାଯିବାକୁ ଥିବା ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷ ଅନ୍ତିମ ଟି୨୦ ମ୍ୟାଚ୍‌ ଲାଗି ଘୋଷିତ  ଭାରତୀୟ ଦଳରୁ ଉମେଶ ଯାଦବ, କୁଲଦୀପ ଯାଦବ ଓ ଯଶପ୍ରୀତ ବୁମରାଙ୍କୁ ବିଶ୍ରାମ ଦିଆଯାଇଛି

ଏଫ୍‌ସି ଗୋଆ ବିଜୟୀ

ଏଫ୍‌ସି ଗୋଆ ବିଜୟୀ

ମାରଗାଓ,୯ା୧୧ (ପି.ଟି.)- ଗୁରୁବାର ଅନୁଷ୍ଠିତ ଏକ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସଏଲ) ମୁକାବିଲାରେ ୩-୨ ଗୋଲରେ ଦିଲ୍ଲୀ ଡାଇନାମୋସକୁ ପରାସ୍ତ କରିଛି। ଖେଳର ୬ଷ୍ଠ ମିନିଟ୍‌ରେ ଭ୍ରମଣକାରୀ ଦଳର ବିକ୍ରମଜିତ୍‌ ସିଂ ଏକ ଗୋଲ ସ୍କୋର କରି ଦଳକୁ ୧-୦ରେ ଅଗ୍ରଣୀ କରାଇଥିଲେ। 

୧୨ ବର୍ଷ ପରେ ହକି ବିଶ୍ୱକପ ଦଳରେ ୨ ଓଡ଼ିଆ

୧୨ ବର୍ଷ ପରେ ହକି ବିଶ୍ୱକପ ଦଳରେ ୨ ଓଡ଼ିଆ

ଭୁବନେଶ୍ୱର,୯।୧୧(କ୍ରୀଡ଼ା ପ୍ରତିନିଧି)- ହକି ବିଶ୍ୱକପର ୧୪ତମ ସଂସ୍କରଣ ପାଇଁ ଗୁରୁବାର ଘୋଷିତ ୧୮ ଜଣିଆ ଖେଳାଳି ତାଲିକାରେ ଓଡ଼ିଶାର ୨ ଖେଳାଳି ସ୍ଥାନ ପାଇଛନ୍ତି। ସେମାନେ ହେଲେ ଡିଫେଣ୍ଡର ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସ। ଦୀର୍ଘ ୧୨ ବର୍ଷ ବ୍ୟବଧାନରେ ଭାରତୀୟ ହକି ବିଶ୍ୱକପ ଦଳରେ ଏକାଧିକ ଖେଳାଳି ସାମିଲ ହେବାର ସୁଯୋଗ ପାଇଛନ୍ତି। 

ହରିୟାଣା ଷ୍ଟିଲର୍ସକୁ ହରାଇଲା ଦବଙ୍ଗ ଦିଲ୍ଲୀ

ହରିୟାଣା ଷ୍ଟିଲର୍ସକୁ ହରାଇଲା ଦବଙ୍ଗ ଦିଲ୍ଲୀ

ଗ୍ରେଟର ନଏଡା, ୯ା୧୧ (ପି.ଟି.)-ଚଳିତ ପ୍ରୋ-କବତଡ଼ି ଲିଗ୍‌ରେ ଗୁରୁବାର ଦିଲ୍ଲୀ ଦବଙ୍ଗ ୩୯-୩୩ରେ ହରିୟାଣା ଷ୍ଟିଲର୍ସକୁ ପରାସ୍ତ କରିଛି। କ୍ରମାଗତ ତିନୋଟି ପରାଜୟ ପରେ ଦଳର ଏହା ହେଉଛି ପ୍ରଥମ ବିଜୟ।