ଖେଳ

ଏଥର ଆଇପିଏଲ୍‌ ଡେବ୍ୟୁ କରୁଛନ୍ତି ଏହି ୫ ଷ୍ଟାର୍‌ ବ୍ୟାଟ୍ସମ୍ୟାନ୍‌

ଏଥର ଆଇପିଏଲ୍‌ ଡେବ୍ୟୁ କରୁଛନ୍ତି ଏହି ୫ ଷ୍ଟାର୍‌ ବ୍ୟାଟ୍ସମ୍ୟାନ୍‌

ଆରମ୍ଭ ହୋଇଯାଇଛି ଆଇପିଏଲର ୧୨ତମ ସଂସ୍କରଣ। ଏହି ମହାସମରରେ ଏଥର ଅନେକ ଯୁବ ଚେହେରା ପ୍ରଥମଥର ପାଇଁ ମୈଦାନକୁ ଓହ୍ଲାଇଛନ୍ତି। ଆସନ୍ତୁ ଜାଣିବା ଏହି ଖେଳାଳିଙ୍କ ସମ୍ପର୍କରେ...

ଫିଞ୍ଚ୍‌ ହ୍ୟାଟ୍ରିକ ଶତକରୁ ବଞ୍ଚିତ: ସିରିଜ କବ୍‌ଜା କଲା ଅଷ୍ଟ୍ରେଲିଆ

ଫିଞ୍ଚ୍‌ ହ୍ୟାଟ୍ରିକ ଶତକରୁ ବଞ୍ଚିତ: ସିରିଜ କବ୍‌ଜା କଲା ଅଷ୍ଟ୍ରେଲିଆ

ଆବୁଧାବି, ୨୮।୩- ଘରୋଇ ପାକିସ୍ତାନ ବିପକ୍ଷରେ ବୁଧବାର ଏଠାରେ ଅନୁଷ୍ଠିତ ୩ୟ ଦିନିକିଆ ମ୍ୟାଚ୍‌କୁ ଅଷ୍ଟ୍ରେଲିଆ ୮୦ ରନରେ ଜିତିନେଇଛି। ଟସ୍‌ ଜିତି ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ୫୦ ଓଭରରେ ୬ ଉଇକେଟ୍‌ ହରାଇ ୨୬୬ ରନ କରିଥିଲା।

ଏହି ମଡେଲଙ୍କ ପ୍ରେମରେ ପଡ଼ିଛନ୍ତି ହିଟ୍‌ ବ୍ୟାଟ୍ସମ୍ୟାନ କେଏଲ ରାହୁଲ

ଏହି ମଡେଲଙ୍କ ପ୍ରେମରେ ପଡ଼ିଛନ୍ତି ହିଟ୍‌ ବ୍ୟାଟ୍ସମ୍ୟାନ କେଏଲ ରାହୁଲ

କିଙ୍ଗସ ଇଲେଭେନ ପଞ୍ଜାବର ହିଟ ବ୍ୟାଟସମ୍ୟାନ୍‌ କେଏଲ ରାହୁଲ ନିଜ ଖେଳ ବ୍ୟତୀତ ଲଭ ଲାଇଭ୍‌କୁ ନେଇ ଖୁବ୍‌ ଚର୍ଚ୍ଚାରେ ରହିଛନ୍ତି। 

ଧୋନୀ ସୁପ୍ରିମ କୋର୍ଟଙ୍କ ଦ୍ୱାରସ୍ଥ

ଧୋନୀ ସୁପ୍ରିମ କୋର୍ଟଙ୍କ ଦ୍ୱାରସ୍ଥ

ନୂଆଦିଲ୍ଲୀ,୨୮।୩- ଜଣାଶୁଣା ରିୟଲ ଇଷ୍ଟେଟ୍‌ କମ୍ପାନୀ ଆମ୍ରପାଲିଠାରୁ ବକେୟା ପାଉଣା ଦାବି କରି ଭାରତୀୟ ପୂର୍ବତନ କ୍ରିକେଟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। 

ଫେଡେରେଶନ କପ୍‌ ଟେନିସ କ୍ରିକେଟ ପାଇଁ ଓଡ଼ିଶା ଦଳ

ଫେଡେରେଶନ କପ୍‌ ଟେନିସ କ୍ରିକେଟ ପାଇଁ ଓଡ଼ିଶା ଦଳ

ଭୁବନେଶ୍ୱର, ୨୮।୩(କ୍ରୀଡ଼ା ପ୍ରତିନିଧି)- ତାମିଲନାଡ଼ୁ ଟେନିସ କ୍ରିକେଟ ଆସୋସିଏଶନ ଆନୁକୂଲ୍ୟରେ ଚଳିତ ମାସ ୩୦ରୁ ଏପ୍ରିଲ ୧ ପର୍ଯ୍ୟନ୍ତ ସର୍ବଭାରତୀୟ ଫେଡେରେଶନ କପ୍‌ ଅନୁଷ୍ଠିତ ହେବ। 

ଚଣ୍ଡିଗଡ଼, ପୂର୍ଣ୍ଣିମା ବିଶ୍ୱବିଦ୍ୟାଳୟ ଚାମ୍ପିୟନ

ଚଣ୍ଡିଗଡ଼, ପୂର୍ଣ୍ଣିମା ବିଶ୍ୱବିଦ୍ୟାଳୟ ଚାମ୍ପିୟନ

ଭୁବନେଶ୍ୱର, ୨୮।୩(କ୍ରୀଡ଼ା ପ୍ରତିନିଧି)- ଆସୋସିଏଶନ ଅଫ୍‌ ଇଣ୍ଡିଆନ ୟୁନିଭର୍ସିଟିଜ୍‌ (ଏଆଇୟୁ) ସହଯୋଗରେ କିଟ୍‌ ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ଅନୁଷ୍ଠିତ ସର୍ବଭାରତୀୟ ଆନ୍ତଃ ବିଶ୍ୱବିଦ୍ୟାଳୟ ଆମେରିକାନ୍‌ ଫୁଟବଲ (ପୁରୁଷ) ଟୁର୍ନାମେଣ୍ଟ ବୁଧବାର ଉଦ୍‌ଯାପିତ ହୋଇଛି। ପ୍ରତିଯୋଗିତା ୨ଟି  ଟ୍ୟାକ୍‌ଲ ଓ ଫ୍ଲାଗ୍‌ ବିଭାଗରେ ଅନୁଷ୍ଠିତ ହୋଇଥିଲା।

ମନଦୀପଙ୍କ ହ୍ୟାଟ୍ରିକ, ଭାରତ-କୋରିଆ ଫାଇନାଲ

ମନଦୀପଙ୍କ ହ୍ୟାଟ୍ରିକ, ଭାରତ-କୋରିଆ ଫାଇନାଲ

ଇପୋ (ମାଲେସିଆ), ୨୮।୩- ମନଦୀପ ସିଂଙ୍କ ହ୍ୟାଟ୍ରିକ ଏବଂ ଓଡ଼ିଆ ଖେଳାଳି ଅମିତ ରୋହିଦାସଙ୍କ ସମେତ ଅନ୍ୟ ୪ ଖେଳାଳିଙ୍କ ଗୋଲ ଯୋଗୁ ଭାରତ ସୁଲତାନ ଆଜଲାନଶାହ କପ୍‌ ହକି ଟୁର୍ନାମେଣ୍ଟର ବୁଧବାର ଅନୁଷ୍ଠିତ ମ୍ୟାଚରେ କାନାଡ଼ାକୁ ୭-୩ ଗୋଲରେ ହରାଇ ଫାଇନାଲରେ ପ୍ରବେଶ କରିଛି।

ଇଣ୍ଡିଆ ଓପନ୍‌: ଦ୍ୱିତୀୟ ରାଉଣଣ୍ଡରେ ସିନ୍ଧୁ, ଶ୍ରୀକାନ୍ତ

ଇଣ୍ଡିଆ ଓପନ୍‌: ଦ୍ୱିତୀୟ ରାଉଣଣ୍ଡରେ ସିନ୍ଧୁ, ଶ୍ରୀକାନ୍ତ

ନୂଆଦିଲ୍ଲୀ, ୨୮।୩(ପି.ଟି.)- ପୂର୍ବତନ ଚାମ୍ପିୟନ ପି.ଭି. ସିନ୍ଧୁ ଓ କିଡାମ୍ବୀ ଶ୍ରୀକାନ୍ତ ଏଠାରେ ଚାଲିଥିବା ଇଣ୍ଡିଆ ଓପନ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାରେ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। 

ବାଙ୍ଗାଲୋର- ମୁମ୍ବାଇ ମୁକାବିଲା ଆଜି

ବାଙ୍ଗାଲୋର- ମୁମ୍ବାଇ ମୁକାବିଲା ଆଜି

ବେଙ୍ଗାଲୁରୁ,୨୮।୩(ପି.ଟି.)- ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଦ୍ୱାଦଶ ସଂସ୍କରଣରେ ଗୁରୁବାର ଦୁଇ ତାରକା ଖଚିତ ଦଳ ମୁହାଁମୁହିଁ ହେବେ। 

ଆଇପିଏଲ୍‌ ୧୨:  କୋଲକାତା ୨୮ ରନରେ ବିଜୟୀ

ଆଇପିଏଲ୍‌ ୧୨: କୋଲକାତା ୨୮ ରନରେ ବିଜୟୀ

କୋଲକାତା,୨୭।୩ (ପି.ଟି.)- ଦୀନେଶ କାର୍ତ୍ତିକଙ୍କ ନେତୃତ୍ୱାଧୀନ କୋଲକାତା ନାଇଟ ରାଇଡର୍ସ ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ବୁଧବାର ଖେଳାଯାଇଥିବା ମ୍ୟାଚ୍‌ରେ କିଙ୍ଗ୍ସ ଇଲେଭେନ ପଞ୍ଜାବକୁ ୨୮ ରନରେ ପରାସ୍ତ କରିଛି। ପୂର୍ବରୁ ପ୍ରଥମ ମ୍ୟାଚ୍‌ରେ ସନ୍‌ରାଇଜର୍ସ ହାଇଦ୍ରାବଦାକୁ ହରାଇଥିବା କୋଲକାତା ଏଥି ସହିତ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି।

ସବିତାଙ୍କୁ ନେତୃତ୍ୱ; ଭାରତୀୟ ମହିଳା ହକି ଦଳରେ ୪ ଓଡ଼ିଆ

ସବିତାଙ୍କୁ ନେତୃତ୍ୱ; ଭାରତୀୟ ମହିଳା ହକି ଦଳରେ ୪ ଓଡ଼ିଆ

ନୂଆଦିଲ୍ଲୀ,୨୭।୩(ପିଟି)- ଆଗାମୀ ମାଲେସିଆ ଗସ୍ତ ଲାଗି ହକି ଇଣ୍ଡିଆ ପକ୍ଷରୁ ଗୋଲକିପର ସବିତାଙ୍କ ନେତୃତ୍ୱରେ ୧୮ ଜଣିଆ ଭାରତୀୟ ମହିଳା ଦଳ ବୁଧବାର ଘୋଷଣା କରାଯାଇଛି। ଆସନ୍ତା ଏପ୍ରିଲ ୪ ତାରିଖଠାରୁ ମାଲେସିଆ ବିପକ୍ଷରେ ଭାରତ ୫ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ ଖେଳିବ।

ଦିଲ୍ଲୀ କ୍ୟାପିଟାଲ୍ସ ଖେଳାଳିଙ୍କ ସହ ଫେଲ୍ପସଙ୍କ ଭାବ ବିନିମୟ

ଦିଲ୍ଲୀ କ୍ୟାପିଟାଲ୍ସ ଖେଳାଳିଙ୍କ ସହ ଫେଲ୍ପସଙ୍କ ଭାବ ବିନିମୟ

ନୂଆଦିଲ୍ଳୀ,୨୭।୩- ଅଲିମ୍ପିକ୍ସ ଲିଜେଣ୍ଡ ତଥା କିମ୍ବଦନ୍ତୀ ସନ୍ତରଣକାରୀ ଆମେରିକାର ମାଇକେଲ ଫେଲ୍ପସ ଓ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଅନ୍ୟତମ ଫ୍ରାଞ୍ଚାଇଜ୍‌ ଦିଲ୍ଲୀ କ୍ୟାପିଟାଲ୍ସର ଖେଳାଳିଙ୍କ ମଧ୍ୟରେ ଭାବ ବିନିମୟ ହୋଇଛି। ବୁଧବାର ଆୟୋଜିତ କ୍ରିକେଟ ସେସେନ ଅବସରରେ ବିଶ୍ୱର ଏହି ସଫଳତମ ଅଲିମ୍ପିଆନ୍‌ଙ୍କ ସହ ଦିଲ୍ଲୀ ଖେଳାଳିମାନେ ବେଶ୍‌ ମନଖୋଲି କଥାବାର୍ତ୍ତା କରିଥିଲେ।

ପୁରୁଷ ହକିର ନୂଆ କୋଚ୍‌ ହେବେ ଗ୍ରାହମ ରିଡ୍‌

ପୁରୁଷ ହକିର ନୂଆ କୋଚ୍‌ ହେବେ ଗ୍ରାହମ ରିଡ୍‌

ନୂଆଦିଲ୍ଲୀ, ୨୭।୩ (ପି.ଟି.)- ଅଷ୍ଟ୍ରେଲିଆର ଗ୍ରାହମ ରିଡ୍‌ ଭାରତୀୟ ପୁରୁଷ ହକି ଦଳର ନୂତନ ମୁଖ୍ୟକୋଚ୍‌ ନିଯୁକ୍ତ ହେବେ। ଆଗାମୀ ୨୦୨୨ ହକି ବିଶ୍ୱକପ୍‌ ପର୍ଯ୍ୟନ୍ତ ରିଡ୍‌ ଏହି ଗୁରୁତ୍ୱପୂର୍ଣ୍ଣ ପଦରେ ରହିବେ। ଗତ ୩ ମାସ ହେବ ଭାରତୀୟ ହକି ଦଳର ମୁଖ୍ୟ କୋଚ୍‌ ପଦ ଖାଲି ରହିଛି। ହକି ଇଣ୍ଡିଆ ଓ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) ମଧ୍ୟରେ ମଙ୍ଗଳବାର ଅନୁଷ୍ଠିତ ବୈଠକରେ ରିଡ୍‌ଙ୍କ ନାମ ଚୂଡ଼ାନ୍ତ ହୋଇଥିବା ଜଣାପଡ଼ିଛି।

ଡେଭିଡ ଓ୍ବାର୍ନରଙ୍କୁ ଆକ୍ରମଣ କଲେ ଓ୍ବିଲିୟମସନ

ଡେଭିଡ ଓ୍ବାର୍ନରଙ୍କୁ ଆକ୍ରମଣ କଲେ ଓ୍ବିଲିୟମସନ

ହାଇଦ୍ରାବାଦ,୨୭।୩- ପ୍ରଥମ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ(କେେଆର)ଠାରୁ ହାରିବା ପରେ ସନରାଇର୍ସ ହାଇଦ୍ରାବାଦ କ୍ୟାମ୍ପରେ ଉଲ୍ଲାସପୂର୍ଣ୍ଣ ସ୍ଥିତି ଦେଖିବାକୁ ମିଳିଛି।

ଡି’ଭିଲର୍ସଙ୍କୁ ପଛରେ ପକାଇଲେ ଧୋନୀ

ଡି’ଭିଲର୍ସଙ୍କୁ ପଛରେ ପକାଇଲେ ଧୋନୀ

ନୂଆଦିଲ୍ଲୀ,୨୭।୩- ଭେଟେରାନ ଉଇକେଟକିପର ତଥା ଚେନ୍ନାଇ ସୁପର କିଙ୍ଗ୍ସ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଆଇପିଏଲରେ ସର୍ବାଧିକ ଛକା ଲଗାଇବାରେ ପୂର୍ବତନ ଦକ୍ଷିଣ ଆଫ୍ରିକା ଅଧିନାୟକ ଏବି ଡି’ଭିଲର୍ସଙ୍କୁ ପଛରେ ପକାଇ ଦେଇଛନ୍ତି। 

ପୂର୍ବରୁ ମଙ୍କ୍‌ଡିଙ୍ଗ କରିଥିଲେ ଅଶ୍ୱିନ

ପୂର୍ବରୁ ମଙ୍କ୍‌ଡିଙ୍ଗ କରିଥିଲେ ଅଶ୍ୱିନ

ନୂଆଦିଲ୍ଲୀ,୨୭।୩- ଚଳିତ ଆଇପିଏଲରେ କିଙ୍ଗ୍ସ ଏକାଦଶ ପଞ୍ଜାବ ଦଳର ଅଧିନାୟକ ରବିଚନ୍ଦ୍ରନ ଅଶ୍ୱିନ ରାଜସ୍ଥାନ ରୟାଲ୍ସ ବ୍ୟାଟ୍ସମ୍ୟାନ ଜୋସ ବଟଲରଙ୍କୁ ମକ୍‌ଡିଙ୍ଗ କରିବାରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି।

୪୫୦ ଚୌକା କ୍ଲବ୍‌ରେ  ରାଇନା

୪୫୦ ଚୌକା କ୍ଲବ୍‌ରେ ରାଇନା

ନୂଆଦିଲ୍ଲୀ,୨୭।୩- ମିଡ୍‌ଲ ଅର୍ଡର ବ୍ୟାଟ୍ସମ୍ୟାନ ସୁରେଶ ରାଇନା ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ୩୦ ରନ୍‌ର ଇନିଂସ ଖେଳିଛନ୍ତି। 

ବିଶ୍ୱ ରେକର୍ଡ ସହ ସ୍ବର୍ଣ୍ଣ ଜିତିଲେ ମନୁ-ସୌରଭ

ବିଶ୍ୱ ରେକର୍ଡ ସହ ସ୍ବର୍ଣ୍ଣ ଜିତିଲେ ମନୁ-ସୌରଭ

ନୂଆଦିଲ୍ଲୀ,୨୭।୩(ପିଟି)- ଟିନଏଜ ଭାରତୀୟ ଶୁଟିଂ ଷ୍ଟାର ମନୁ ଭାକର ଓ ସୌରଭ ଚୌଧାରୀ ଯୋଗ୍ୟତା ପର୍ଯ୍ୟାୟର ବିଶ୍ୱ ରେକର୍ଡ ଭାଙ୍ଗିବା ସହ ୧୦ ମିଟର ଏୟାର ପିସ୍ତଲ ମିକ୍ସଡ୍‌ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। 

ଡେଲିଭରିର ୫ ମାସ ଭିତରେ ୨୨ କେଜି ଓଜନ କମାଇଲେ ସାନିଆ

ଡେଲିଭରିର ୫ ମାସ ଭିତରେ ୨୨ କେଜି ଓଜନ କମାଇଲେ ସାନିଆ

ଜଣେ ଖେଳାଳି ଫିଟ୍‌ ରହିବା ଜରୁରୀ। ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ନ ଦେଲେ ସବୁକିଛି ବିଗିଡ଼ି ଯାଇଥାଏ। ଯେମିତି ଟେନିସ୍‌ ଖେଳାଳି ସାନିଆ ମିର୍ଜାଙ୍କ ଓଜନ ପ୍ରେଗ୍‌ନାନ୍ସି ସମୟରେ ଢେର ବଢ଼ି ଯାଇଥିଲା।

ଅଶ୍ୱିନଙ୍କ ସହ ହାତ ମିଳାଇଲେ ନାହିଁ ବଟଲର

ଅଶ୍ୱିନଙ୍କ ସହ ହାତ ମିଳାଇଲେ ନାହିଁ ବଟଲର

ନୂଆଦିଲ୍ଲୀ,୨୭।୩- ନିକଟରେ ରାଜସ୍ଥାନ ରୟାଲ୍ସ ଓପନର ଜୋସ ବଲଟରଙ୍କୁ କିଙ୍ଗ୍ସ ଏକାଦଶ ପଞ୍ଜାବ ଅଧିନାୟକ ରବିଚନ୍ଦ୍ରନ ଅଶ୍ୱିନ ମଙ୍କଡିଙ୍ଗ୍‌ ଆଉଟ୍‌ କରି ବିବାଦରେ ଘେରି ହୋଇଯାଇଛନ୍ତି। 

ପୁଣି ଧୋନୀଙ୍କ ଗୋଡ଼ ଧରିଲେ ପ୍ରଶଂସକ

ପୁଣି ଧୋନୀଙ୍କ ଗୋଡ଼ ଧରିଲେ ପ୍ରଶଂସକ

ନୂଆଦିଲ୍ଲୀ,୨୭।୩- ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ପ୍ରଶଂସକଙ୍କ ସଂଖ୍ୟା ଖୁବ ଅଧିକ। 

୪୦ କୋଟି ବକେୟା: ନ୍ୟାୟ ପାଇଁ ସୁପ୍ରିମ୍‌ କୋର୍ଟ ପହଞ୍ଚିଲେ ଧୋନୀ

୪୦ କୋଟି ବକେୟା: ନ୍ୟାୟ ପାଇଁ ସୁପ୍ରିମ୍‌ କୋର୍ଟ ପହଞ୍ଚିଲେ ଧୋନୀ

ନୂଆଦିଲ୍ଲୀ,୨୭।୩: କ୍ରିକେଟର ମହେନ୍ଦ୍ର ସିଂ ଧୋନୀ ୪୦ କୋଟି ଟଙ୍କା ବକେୟା ପାଇବା ପାଇଁ ସୁପ୍ରିମ୍‌ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ଆମ୍ରପାଲୀ ଗ୍ରୁପ୍‌ ଏହି ବକେୟା ଦେଉ ନ ଥିବାରୁ ଶେଷରେ ବାଧ୍ୟ ହୋଇ ଧୋନୀ ଏହି ପଦକ୍ଷେପ ନେଇଛନ୍ତି। 

କ୍ୱିଟୋଭା ଆକ୍ରମଣକାରୀଙ୍କୁ ଜେଲ୍‌

କ୍ୱିଟୋଭା ଆକ୍ରମଣକାରୀଙ୍କୁ ଜେଲ୍‌

ପ୍ରେଗ୍‌, ୨୭ା୩ (ଏଏଫ୍‌ପି)-ଦୁଇଥର ଅଲିମ୍ପିକ ଚାମ୍ପିୟନ ପେଟ୍ରା କ୍ୱିଟୋଭାଙ୍କୁ  ଛୁରିରେ ଆକ୍ରମଣ କରିଥିବା ବ୍ୟକ୍ତିଙ୍କୁ ମଙ୍ଗଳବାର ୮ ବର୍ଷ ଜେଲ ଦଣ୍ଡ ହୋଇଛି। ଚେକ୍‌ ରିପବ୍ଲିକର ଦକ୍ଷିଣାଞ୍ଚଳ ସହର ବିର୍ନୋସ୍ଥିତ ଆଞ୍ଚଳିକ କୋର୍ଟର ମୁଖପାତ୍ର ଇଭା ଆଙ୍ଗ୍ୟାଲୋସି ସୂଚନା ଦେଇଛନ୍ତି। 

ବିଳାସ ରାଉତରାୟ ସ୍ମାରକୀ ଫୁଟବଲ:  ଭୁବନେଶ୍ୱର ଏକାଦଶ ବିଜୟୀ

ବିଳାସ ରାଉତରାୟ ସ୍ମାରକୀ ଫୁଟବଲ: ଭୁବନେଶ୍ୱର ଏକାଦଶ ବିଜୟୀ

ଭୁବନେଶ୍ୱର, ୨୭।୩(କ୍ରୀଡ଼ା ପ୍ରତିନିଧି)- ପୋଖରୀପୁଟ ଖେଳ ପଡ଼ିଆରେ ଚାଲିଥିବା ୪ର୍ଥ ବିଳାସ ରାଉତରାୟ ସ୍ମାରକୀ ଫୁଟବଲ ଟୁର୍ନାମେଣ୍ଟର ମଙ୍ଗଳବାର ଅନୁଷ୍ଠିତ ମ୍ୟାଚରେ ଭୁବନେଶ୍ୱର ଏକାଦଶ ୨-୧ ଗୋଲରେ ଖୋର୍ଦ୍ଧାର ମର୍ନିଂ ଷ୍ଟାରକୁ ପରାସ୍ତ କରିଛି।