ଖେଳ

କୁଲଦୀପ ପ୍ରଥମ ସ୍ପିନର

କୁଲଦୀପ ପ୍ରଥମ ସ୍ପିନର

ମାଉଣ୍ଟ ମାଉଙ୍ଗନୁଇ,୨୬।୧- ଏଠାରେ ଖେଳାଯାଇଥିବା ଦ୍ୱିତୀୟ ମ୍ୟାଚ୍‌ରେ ଭାରତୀୟ ଦଳ ୯୦ ରନ୍‌ରେ ନ୍ୟୁଜିଲାଣ୍ଡ ଦଳକୁ ହରାଇ ଦେଇଛି। ଏହି ବିଜୟରେ ଭାରତୀୟ ଦଳ ଲାଗି କୁଲଦୀପ ଯାଦବ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି।

ଓସାକାଙ୍କୁ କ୍ରମାଗତ ଦ୍ୱିତୀୟ ଗ୍ରାଣ୍ଡସ୍ଲାମ

ଓସାକାଙ୍କୁ କ୍ରମାଗତ ଦ୍ୱିତୀୟ ଗ୍ରାଣ୍ଡସ୍ଲାମ

ମେଲବୋର୍ନ,୨୬।୧- ଜାପାନିଜ ମହିଳା ଟେନିସ୍‌ ଖେଳାଳି ନାଓମି ଓସାକା ଏଠାରେ ୟୁଏସ୍‌ ଓପନ ମହିଳା ସିଙ୍ଗଲ୍ସ ବର୍ଗରେ ଟାଇଟଲ ସହ ନଂ ୧ ର଼୍ୟାଙ୍କ ମଧ୍ୟ ହାତେଇ ନେଇଛନ୍ତି। 

ଫାଇନାଲରେ ସାଇନା

ଫାଇନାଲରେ ସାଇନା

ନୂଆଦିଲ୍ଲୀ,୨୬।୧- ଭାରତୀୟ ଷ୍ଟାର ମହିଳା ଶଟଲର ସାଇନା ନେହ୍ବାଲ ଜାକାର୍ତ୍ତାଠାରେ ଚାଲିଥିବା ଇଣ୍ଡୋନେସିଆ ମାଷ୍ଟର୍ସ ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। 

ସାଧାରଣତନ୍ତ୍ର ଦିବସରେ ଟିମ୍‌ ଇଣ୍ଡିଆର ଭେଟି

ସାଧାରଣତନ୍ତ୍ର ଦିବସରେ ଟିମ୍‌ ଇଣ୍ଡିଆର ଭେଟି

ମାଉଣ୍ଟ ମାଉଙ୍ଗନୁଇ,୨୬।୧- ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଭଳି ଦ୍ୱିତୀୟ ମ୍ୟାଚ୍‌କୁ ମଧ୍ୟ ଟିମ୍‌ ଇଣ୍ଡିଆ ସହଜରେ ଜିତି ନେଇଛି। ଏଠାରେ ଖେଳାଯାଇଥିବା ମ୍ୟାଚ୍‌କୁ ୯୦ ରନ୍‌ରେ ଜିତି ଦେଶର କୋଟି କୋଟି ନାଗରିକଙ୍କୁ ସାଧାରଣତନ୍ତ୍ର ଦିବସରେ ଭେଟି ଦେଇଛି ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ।

୪ ହଜାର ଉଇକେଟ ନେଇଥିବା ସ୍ପିନର

୪ ହଜାର ଉଇକେଟ ନେଇଥିବା ସ୍ପିନର

ୟର୍କଶାୟର,୨୬।୧- ଅନ୍ତର୍ଜାତୀୟ କ୍ରିକେଟର ଲମ୍ବା ଫର୍ମାଟରେ ସର୍ବାଧିକ ଉଇକେଟ ନେବାର ରେକର୍ଡ ଅଷ୍ଟ୍ରେଲିଆର ଲେଗ୍‌ ସ୍ପିନର ଶେନ ଓ୍ବର୍ନଙ୍କ ନାମରେ ରହିଛି। ହେଲେ ପ୍ରଥମ ଶ୍ରେଣୀ କ୍ରିକେଟରେ ଜଣେ ସ୍ପିନର ୪ ହଜାରରୁ ଅଧିକ ଉଇକେଟ ନେଇଛନ୍ତି।

ଫର୍ମକୁ ଫେରିଲେ ଯୁବି

ଫର୍ମକୁ ଫେରିଲେ ଯୁବି

ମୁମ୍ବାଇ,୨୬।୧- ଭେଟେରାନ ଅଲରାଉଣ୍ଡର ଯୁବରାଜ ସିଂ (ଯୁବି) ଏଠାରେ ଚାଲିଥିବା ଡି.ଓ୍ବାଇ. ପାଟିଲ ଟି୨୦ କପ୍‌ ଟୁର୍ନାମେଣ୍ଟରେ ଫର୍ମକୁ ଫେରିଥିବା ସୂଚନା ଦେଇଛନ୍ତି। 

ଇମାମଙ୍କ ଶତକ ବେକାର

ଇମାମଙ୍କ ଶତକ ବେକାର

ସେଞ୍ଚୁରିୟାନ,୨୬।୧(ଏଏଫ୍‌ପି)- ପାକିସ୍ତାନ ଓପନର ଇମାମ ଉଲ ହକ୍‌ଙ୍କ ଶତକ ବେକାର ସାବ୍ୟସ୍ତ ହୋଇଛି। ବର୍ଷା ବାଧାପ୍ରାପ୍ତ ସିରିଜ୍‌ର ୩ୟ ମ୍ୟାଚ୍‌କୁ ଦକ୍ଷିଣ ଆଫ୍ରିକା ଦଳ ଡିଏଲଏସ୍‌ ନିୟମ ଅନୁଯାୟୀ ୧୩ ରନ୍‌ରେ ଜିତି ନେଇଛି। 

ନ୍ୟୁଜିଲାଣ୍ଡକୁ ୩୨୫ ରନ୍‌ର ଟାର୍ଗେଟ

ନ୍ୟୁଜିଲାଣ୍ଡକୁ ୩୨୫ ରନ୍‌ର ଟାର୍ଗେଟ

ମାଉଣ୍ଟ ମାଙ୍ଗନୁଇ,୨୬।୧- ଏଠାରେ ଖେଳାଯାଇଥିବା ଭାରତ ବିପକ୍ଷ ଦ୍ୱିତୀୟ ମ୍ୟାଚ୍‌ରେ ଘରୋଇ ନ୍ୟୁଜିଲାଣ୍ଡ ଆଗରେ ୩୨୫ ରନ୍‌ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। 

ବଛେନ୍ଦ୍ରୀଙ୍କୁ ପଦ୍ମଭୂଷଣ: ଗମ୍ଭୀର, ଛେତ୍ରୀଙ୍କୁ ପଦ୍ମଶ୍ରୀ ସମ୍ମାନ

ବଛେନ୍ଦ୍ରୀଙ୍କୁ ପଦ୍ମଭୂଷଣ: ଗମ୍ଭୀର, ଛେତ୍ରୀଙ୍କୁ ପଦ୍ମଶ୍ରୀ ସମ୍ମାନ

ନୂଆଦିଲ୍ଲୀ, ୨୬।୧(ପି.ଟି.)- ୨୦୧୯ ପାଇଁ ଭାରତ ସରକାର ଗଣତନ୍ତ୍ର ଦିବସ ଅବ୍ୟବହିତ ପୂର୍ବରୁ ପଦ୍ମ ପୁରସ୍କାର ଘୋଷଣା କରିଛନ୍ତି। କ୍ରୀଡ଼ାରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଭିନ୍ନ କ୍ରୀଡ଼ାବିତ୍‌ଙ୍କୁ ପଦ୍ମ ସମ୍ମାନ ପ୍ରଦାନ କରାଯାଇଛି। 

ସିନ୍ଧୁ, ଶ୍ରୀକାନ୍ତ ହାରିଲେ, ସାଇନା ସେମିଫାଇନାଲରେ

ସିନ୍ଧୁ, ଶ୍ରୀକାନ୍ତ ହାରିଲେ, ସାଇନା ସେମିଫାଇନାଲରେ

ଜାକର୍ତ୍ତା, ୨୬ା୧ (ପି.ଟି.)-ସାଇନା ନେହ୍ବାଲ ଏଠାରେ ଚାଲିଥିବା ଇଣ୍ଡୋନେସିଆ ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟ ସେମିଫାଇନାଲରେ ପ୍ରବେଶ କରିଥିବାବେଳେ ପି.ଭି. ସିନ୍ଧୁ ଓ କିଡାମ୍ବି ଶ୍ରୀକାନ୍ତ ସେମାନଙ୍କ କ୍ୱାର୍ଟରଫାଇନାଲ ମ୍ୟାଚ ହାରିଯାଇଛନ୍ତି।

ଦିବାରାତ୍ର ଟେଷ୍ଟ: ଅଷ୍ଟ୍ରେଲିଆ ସ୍ଥିତି ସୁଦୃଢ

ଦିବାରାତ୍ର ଟେଷ୍ଟ: ଅଷ୍ଟ୍ରେଲିଆ ସ୍ଥିତି ସୁଦୃଢ

ବ୍ରିସ୍‌ବେନ, ୨୬ା୧ (ଏଏଫ୍‌ପି)-ଟ୍ରାଭିସ୍‌ ହେଡ୍‌ ଓ ମାର୍କସ ଲାବୁସ୍କେନଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ ଯୋଗୁ ଗାବାଠାରେ ଚାଲିଥିବା ଶ୍ରୀଲଙ୍କା ବିପକ୍ଷ  ପ୍ରଥମ କ୍ରିକେଟ ଟେଷ୍ଟ (ଦିବାରାତ୍ର) ଅଷ୍ଟ୍ରେଲିଆ ନିୟନ୍ତ୍ରଣରେ ରହିଛି। 

ଫାଇନାଲରେ ରାମେଶ୍ୱର ସ୍ପୋର୍ଟିଂ

ଫାଇନାଲରେ ରାମେଶ୍ୱର ସ୍ପୋର୍ଟିଂ

ଭୁବନେଶ୍ୱର, ୨୬।୧(ସ୍ପୋଟର୍‌ସ ବ୍ୟୁରୋ)- ପାରାଦୀପର ଭୁତମୁଣ୍ଡାଇଠାରେ ଚାଲିଥିବା ସୁଶୀଲ ଓ ସମୀର ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟର ଫାଇନାଲରେ ଭୁବନେଶ୍ୱରର ରାମେଶ୍ୱର ସ୍ପୋର୍ଟିଂ ପ୍ରବେଶ କରିଛି। 

ବିମ୍ବାଧର ସାହୁ ସ୍ମାରକୀ କ୍ରିକେଟ ଉଦ୍‌ଘାଟିତ: ସେମିଫାଇନାଲରେ ଏମ୍‌ସିସି

ବିମ୍ବାଧର ସାହୁ ସ୍ମାରକୀ କ୍ରିକେଟ ଉଦ୍‌ଘାଟିତ: ସେମିଫାଇନାଲରେ ଏମ୍‌ସିସି

ଭଣ୍ଡାରିପୋଖରୀ, ୨୬।୧ (ଡି.ଏନ.ଏ.) -  ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ମଞ୍ଜୁରିରୋଡସ୍ଥିତ ଡାକ୍ତରଖାନା ଖେଳପଡ଼ିଆରେ ମହାବୀର ୟୁଥ କ୍ଲବ ଆନୁକୂଲ୍ୟରେ ୨୫ତମ ଆନ୍ତଃ ଜିଲା ବିମ୍ବାଧର ସାହୁ ସ୍ମାରକୀ କ୍ରିକେଟ ଟୁର୍ନାମେଣ୍ଟ ଶୁକ୍ରବାର ଉଦ୍‌ଘାଟିତ ହୋଇଛି। 

ଜାତୀୟ ସିନିୟର କବାଡ଼ି ପାଇଁ ଓଡ଼ିଶା ଦଳ

ଜାତୀୟ ସିନିୟର କବାଡ଼ି ପାଇଁ ଓଡ଼ିଶା ଦଳ

କଟକ ଅଫିସ,୨୬ା୧- ଆସନ୍ତା ୨୮ରୁ ୩୧ ତାରିଖ ପର୍ଯ୍ୟନ୍ତ ମହାରାଷ୍ଟ୍ରର ରୋହାରାଇଗଡ଼ଠାରେ ୬୬ତମ ସିନିୟର ଜାତୀୟ କବାଡ଼ି ଚାମ୍ପିୟନଶିପ ଅନୁଷ୍ଠିତ ହେବ ।

ଜଗବନ୍ଧୁ ମେମୋରିଆଲ କ୍ରିକେଟ: ଫ୍ରେଣ୍ଡ୍ସ, ସିଦ୍ଧେଶ୍ୱର ଫାଇନାଲରେ

ଜଗବନ୍ଧୁ ମେମୋରିଆଲ କ୍ରିକେଟ: ଫ୍ରେଣ୍ଡ୍ସ, ସିଦ୍ଧେଶ୍ୱର ଫାଇନାଲରେ

ପୁରୁଣା ଭୁବନେଶ୍ୱର, ୨୬।୧(ଡି.ଏନ୍‌.ଏ.)- ସ୍ଥାନୀୟ ବାଙ୍କୁଆଳ ଖେଳ ପଡ଼ିଆରେ ଚାଲିଥିବା ଜଗବନ୍ଧୁ ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟର ସେମିଫାଇନାଲ ପର୍ଯ୍ୟାୟ ଶେଷ ହୋଇଛି। 

ଭୁବନେଶ୍ୱର ଆନ୍ତଃ ସ୍କୁଲ କ୍ରିକେଟ: କିସ୍‌-ବିଜେଇଏମ ଫାଇନାଲ

ଭୁବନେଶ୍ୱର ଆନ୍ତଃ ସ୍କୁଲ କ୍ରିକେଟ: କିସ୍‌-ବିଜେଇଏମ ଫାଇନାଲ

ଭୁବନେଶ୍ୱର, ୨୬।୧(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶା ଭେଟେରାନ୍ସ କ୍ରିକେଟ ଆସୋସିଏଶନ ଆନୁକୂଲ୍ୟରେ ବିଜେବି କଲେଜ ପଡ଼ିଆରେ ଚାଲିଥିବା ୧୭ତମ ଭୁବନେଶ୍ୱର ଆନ୍ତଃ ସ୍କୁଲ କ୍ରିକେଟ ଟୁର୍ନାମେଣ୍ଟରେ କିସ୍‌ ଓ ବିଜେଇଏମ ସ୍କୁଲ ମଧ୍ୟରେ ଫାଇନାଲ ମୁକାବିଲା ହେବ। 

ଅଷ୍ଟ୍ରେଲିଆନ ଓପନ ଟେନିସ:   ଜୋକୋଭିଚ୍‌-ନାଡାଲ ଟାଇଟଲ ଟକ୍କର

ଅଷ୍ଟ୍ରେଲିଆନ ଓପନ ଟେନିସ: ଜୋକୋଭିଚ୍‌-ନାଡାଲ ଟାଇଟଲ ଟକ୍କର

ମେଲବୋର୍ନ, ୨୫।୧(ଏଏଫପି)-

ସର୍ବିୟାର ନୋଭାକ ଜୋକୋଭିଚ୍‌ ରେକର୍ଡ ୭ମ ଅଷ୍ଟ୍ରେଲିଆନ ଓପନ ଗ୍ରାଣ୍ଡସ୍ଲାମ ଟାଇଟଲ ଦ୍ୱାରରେ ପହଞ୍ଚତ୍ ଯାଇଛନ୍ତି। ଶୁକ୍ରବାର ଅନୁଷ୍ଠିତ ପୁରୁଷ ସିଙ୍ଗଲ୍ସ ସେମିଫାଇନାଲରେ ସେ ୨୮ତମ ସିଡ୍‌ ଫ୍ରାନ୍ସର ଲୁକାସ ପୋଉଲିଙ୍କୁ ୬-୦, ୬-୨, ୬-୨ ସେଟ୍‌ରେ ହରାଇ ଫାଇନାଲରେ ପ୍ରବେଶ କରିଛନ୍ତି। ରବିବାର ଫାଇନାଲରେ ରାଫାଲ ନାଡାଲଙ୍କ ସହ ଜୋକୋଭିଚ୍‌ଙ୍କର ମୁକାବିଲା ହେବ। ସମ୍ପ୍ରତି ବିଶ୍ୱର ନମ୍ବରଓ୍ବାନ ସ୍ଥାନରେ ଥିବା ଜୋକୋଭିଚ୍‌ ୨୦୧୬ ପରେ ଏଠାରେ ଟାଇଟଲ ମୁକାବିଲାରେ ଅବତୀର୍ଣ୍ଣ ହୋଇଛନ୍ତି। 

ବିଜୟଧାରା ବଜାୟ ଲକ୍ଷ୍ୟରେ ଭାରତ

ବିଜୟଧାରା ବଜାୟ ଲକ୍ଷ୍ୟରେ ଭାରତ

ମାଉଣ୍ଟ ମାଉଁଗାନୁଇ,୨୫।୧(ପି.ଟି.)- ସ୍ଥାନୀୟ ବେ ଓଭାଲ ଗ୍ରାଉଣ୍ଡରେ ଶନିବାର ନ୍ୟୁଜିଲାଣ୍ଡ ଓ ଭ୍ରମଣକାରୀ ଭାରତ ମଧ୍ୟରେ ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ ଖେଳାଯିବ। ନାପିଏର ଅନୁଷ୍ଠିତ ପ୍ରଥମ ଦିନିକିଆ ମ୍ୟାଚ୍‌ରେ ଭାରତ ୮ ଉଇକେଟରେ ଅତି ସହଜରେ ବିଜୟ ହାସଲ କରି ଅଭିଯାନ ଆରମ୍ଭ କରିଥିଲା।

ରଣଜୀ ଫାଇନାଲରେ ବିଦର୍ଭ

ରଣଜୀ ଫାଇନାଲରେ ବିଦର୍ଭ

କୋଚୀ,୨୫।୧- ଓ୍ବାୟାନାଡସ୍ଥିତ କ୍ରିଷ୍ଣାଗିରି ଷ୍ଟାଡିୟମ୍‌ଠାରେ ବିଦର୍ଭ ଓ କେରଳ ମଧ୍ୟରେ ଚାଲିଥିବା ରଣଜୀ କ୍ୱାର୍ଟର ଫାଇନାଲ ମ୍ୟାଚ୍‌ ମାତ୍ର ଦୁଇ ଦିନରେ ଶେଷ ହୋଇଛି। 

ଫେଲୁକଓ୍ବାଙ୍କୁ ଭେଟି କ୍ଷମା ପ୍ରାର୍ଥନା କଲେ ସର୍ଫରାଜ

ଫେଲୁକଓ୍ବାଙ୍କୁ ଭେଟି କ୍ଷମା ପ୍ରାର୍ଥନା କଲେ ସର୍ଫରାଜ

ଡର୍ବାନ,୨୫।୧(ପି.ଟି.)- ପାକିସ୍ତାନ ଅଧିନାୟକ ସର୍ଫରାଜ ଅହମ୍ମଦ ଶୁକ୍ରବାର ଦକ୍ଷିଣ ଆଫ୍ରିକୀୟ ଅଲରାଉଣ୍ଡର ଆଣ୍ଡିଲେ ଫେଲୁକଓ୍ବା ଭେଟି କ୍ଷମା ପ୍ରାର୍ଥନା କରିଛନ୍ତି। ମୋ ଭୁଲ ପାଇଁ ଘରୋଇ ଅଲରାଉଣ୍ଡକୁ ଭେଟି କ୍ଷମା ମାଗିଛି। 

ଇଣ୍ଡୋନେସିଆ ମାଷ୍ଟର୍ସ:  ସେମିରେ ସାଇନା, ଶ୍ରୀକାନ୍ତ ଆଉଟ୍‌

ଇଣ୍ଡୋନେସିଆ ମାଷ୍ଟର୍ସ: ସେମିରେ ସାଇନା, ଶ୍ରୀକାନ୍ତ ଆଉଟ୍‌

ଜାକର୍ତ୍ତା,୨୫।୧(ପି.ଟି.)- ଭାରତୀୟ ଷ୍ଟାର ମହିଳା ଶଟଲର ସାଇନା ନେହ୍ବାଲ ଏଠାରେ ଚାଲିଥିବା ସାଢ଼େ ତିନିଲକ୍ଷ ପୁରସ୍କାର ରାଶି ବିଶିଷ୍ଟ ଇଣ୍ଡୋନେସିଆ ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ସେମିଫାଇନାଲରେ ପ୍ରବେଶ କରିଛନ୍ତି।

ସ୍ତୋସୁର-ଶୁଆଇଙ୍କୁ ମହିଳା ଡବଲ୍ସ ଟାଇଟଲ

ସ୍ତୋସୁର-ଶୁଆଇଙ୍କୁ ମହିଳା ଡବଲ୍ସ ଟାଇଟଲ

ମେଲବୋର୍ନ,୨୫।୧(ପି.ଟି.)- ଅଣସିଡ୍‌ ସାମନ୍ଥା ସ୍ତୋସୁର ଓ ଝାଙ୍ଗ ଶୁଆଇଙ୍କ ଯୋଡ଼ି ଚଳିତ ଅଷ୍ଟ୍ରେଲିଆନ ଓପନ ମହିଳା ଡବଲ୍ସ ବର୍ଗର ଟାଇଟଲ ଜିତିଛନ୍ତି। 

ଜୁନ୍‌ ୧୪ରୁ କୋପା ଆମେରିକା

ଜୁନ୍‌ ୧୪ରୁ କୋପା ଆମେରିକା

ରିଓ ଡି ଜେନିରୋ,୨୫।୧- ଏଠାରେ ଆସନ୍ତା ଜୁନ୍‌ ୧୪ରୁ ଜୁଲାଇ ୭ ତାରିଖ ପର୍ଯ୍ୟନ୍ତ କୋପା ଆମେରିକା ଫୁଟ୍‌ବଲ ଟୁର୍ନାମେଣ୍ଟ ଅନୁଷ୍ଠିତ ହେବାକୁ ଯାଉଛି। ୨୦୦୭ରୁ ଏହି ଟାଇଟଲ ଜିତି ନ ଥିବା ଆୟୋଜକ ବ୍ରାଜିଲ ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ବଲିଭିଆକୁ ଭେଟିବ।

ପୂଜାରା@୩୧

ପୂଜାରା@୩୧

ଆଦିଲ୍ଲୀ,୨୫।୧- ଭାରତୀୟ ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ୱର ପୂଜାରା ଶୁକ୍ରବାର ୩୧ ବର୍ଷରେ ପାଦ ଦେଇଛନ୍ତି। ନିକଟରେ ଅଷ୍ଟ୍ରେଲିଆରେ ଐତିହାସିକ ଟେଷ୍ଟ ସିରିଜ୍‌ ବିଜୟରେ ଭାରତୀୟ ଦଳ ଲାଗି ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।