ଖେଳ

ଗାଙ୍ଗୁଲି ଦିଲ୍ଲୀ କ୍ୟାପିଟାଲ୍ସର ପରାମର୍ଶଦାତା

ଗାଙ୍ଗୁଲି ଦିଲ୍ଲୀ କ୍ୟାପିଟାଲ୍ସର ପରାମର୍ଶଦାତା

ନୂଆଦିଲ୍ଲୀ, ୧୪।୩(ପି.ଟି.)- ପ୍ରାକ୍ତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲି ଗୁରୁବାର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଫ୍ରାଞ୍ଚାଇଜ ଦିଲ୍ଲୀ କ୍ୟାପିଟାଲ୍ସର ପରାମର୍ଶଦାତା ନିଯୁକ୍ତ ହୋଇଛନ୍ତି।

୨୬ତମ ପ୍ରଦୀପ ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଘାଟିତ

୨୬ତମ ପ୍ରଦୀପ ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଘାଟିତ

ବନ୍ତ,୧୪।୩(ସ୍ବ.ପ୍ର.): ଭଦ୍ରକ ଜିଲା ବନ୍ତ ବ୍ଲକ ଟିଲୋ ହନୁମାନଜୀଉ ମିନି ଷ୍ଟାଡିୟମରେ ଗୁରୁବାର ୨୬ତମ ପ୍ରଦୀପ ମେମୋରିଆଲ ଟୁର୍ନାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି ।

ପୁରା ଦିନ ବ୍ୟାଟିଂ କରିଥିଲେ ଡ୍ରାଭିଡ୍‌-ଲକ୍ଷ୍ମଣ

ପୁରା ଦିନ ବ୍ୟାଟିଂ କରିଥିଲେ ଡ୍ରାଭିଡ୍‌-ଲକ୍ଷ୍ମଣ

ନୂଆଦିଲ୍ଲୀ, ୧୪।୩- ଠିକ୍‌ ୧୮ ବର୍ଷ ତଳେ ୧୪ ମାର୍ଚ୍ଚ ୨୦୦୧ ମସିହାରେ ଭାରତର ଦୁଇ ମହାନ କ୍ରିକେଟର ରାହୁଲ ଡ୍ରାଭିଡ୍‌ ଓ ଭିଭିଏସ୍‌ ଲକ୍ଷ୍ମଣ ଅଷ୍ଟ୍ରେଲିଆ ବିପକ୍ଷ ଏକ ଟେଷ୍ଟ ମ୍ୟାଚ୍‌ରେ ପୁରା ଗୋଟିଏ ଦିନ ବ୍ୟାଟିଂ କରିଥିଲେ।

ଚାମ୍ପିୟନ୍ସ ଲିଗ୍‌: ମେସିଙ୍କ ଡବଲ୍‌ ଗୋଲ, କ୍ୱାର୍ଟରରେ ବାର୍ସିଲୋନା

ଚାମ୍ପିୟନ୍ସ ଲିଗ୍‌: ମେସିଙ୍କ ଡବଲ୍‌ ଗୋଲ, କ୍ୱାର୍ଟରରେ ବାର୍ସିଲୋନା

ବାର୍ସିଲୋନା, ୧୪।୩(ଏଏଫ୍‌ପି)- ଲିଓନେଲ ମେସିଙ୍କ ଡବଲ୍‌ ଗୋଲ୍‌ ବଳରେ ବାର୍ସିଲୋନା ଚାମ୍ପିୟନ୍ସ ଲିଗ୍‌ କ୍ୱାର୍ଟର ଫାଇନାଲରେ ସ୍ଥାନ ପକ୍କା କରିଛି। ବୁଧବାର ଅନୁଷ୍ଠିତ ରାଉଣ୍ଡ-୧୬ର ୨ୟ ଲେଗ୍‌ ମ୍ୟାଚ୍‌ରେ ବାର୍ସିଲୋନା ୫-୧ ଗୋଲରେ ଲିୟନ କ୍ଲବକୁ ପରାସ୍ତ କରିଛି। 

ପୂର୍ବତନ  କ୍ରିକେଟର ଭିଆର୍‌ଭି ସିଂଙ୍କ ଅବସର

ପୂର୍ବତନ କ୍ରିକେଟର ଭିଆର୍‌ଭି ସିଂଙ୍କ ଅବସର

ମୋହାଲି, ୧୪।୩- ବିକ୍ରମ ରାଜବୀର ସିଂ ତଥା କ୍ରିକେଟ ଜଗତରେ ଭିଆର୍‌ଭି ସିଂ ନାମରେ ପରିଚିତ ପୂର୍ବତନ ଭାରତୀୟ ଦ୍ରୁତ ବୋଲର ସମସ୍ତ ପ୍ରକାର କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। 

ଇଣ୍ଡିଆନ ଓ୍ବେଲ୍ସ କ୍ୱାର୍ଟରରେ ଫେଡରର, ନାଡାଲ

ଇଣ୍ଡିଆନ ଓ୍ବେଲ୍ସ କ୍ୱାର୍ଟରରେ ଫେଡରର, ନାଡାଲ

ଇଣ୍ଡିଆନ ଓ୍ବେଲ୍ସ (ୟୁଏସ୍‌), ୧୪।୩(ଏଏଫ୍‌ପି)- ପ୍ରାକ୍ତନ ଚାମ୍ପିୟନ ରୋଜର ଫେଡରର ଓ ରାଫାଲ ନାଡାଲ ଏଠାରେ ଚାଲିଥିବା ଏଟିପି ଇଣ୍ଡିଆନ ଓ୍ବେଲ୍ସ ମାଷ୍ଟର୍ସ ପ୍ରତିଯୋଗିତାର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। 

ସୁପର କପ୍‌ ନେଇ ଅନିଶ୍ଚିତତା ଜାରି

ସୁପର କପ୍‌ ନେଇ ଅନିଶ୍ଚିତତା ଜାରି

ନୂଆଦିଲ୍ଲୀ, ୧୪।୩(ପି.ଟି.)- ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଆଉ ମାତ୍ର ଦୁଇଦିନ ପରେ ଆରମ୍ଭ ହେବାକୁଥିବା ସୁପର କପ୍‌ ଫୁଟବଲ ଟୁର୍ନାମେଣ୍ଟ ନେଇ ଅନିଶ୍ଚିତତା ଜାରି ରହିଛି। 

ପନ୍ତଙ୍କ ସହ କୌଣସି ପ୍ରତିଦ୍ୱନ୍ଦ୍ୱିତା ନାହିଁ: ରିଦ୍ଧିମାନ

ପନ୍ତଙ୍କ ସହ କୌଣସି ପ୍ରତିଦ୍ୱନ୍ଦ୍ୱିତା ନାହିଁ: ରିଦ୍ଧିମାନ

କୋଲକାତା,୧୪।୩(ପି.ଟି.)- ଯୁବ ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କ ଉତ୍‌ଥାନ ଫଳରେ ଅଭିଜ୍ଞ ରିଦ୍ଧିମାନ ଶାହଙ୍କ ସ୍ଥାନ ପ୍ରତି ବିପଦ ସୃଷ୍ଟି କରିଛି। ତେବେ ଏହାକୁ ରିଦ୍ଧିମାନ ଅସ୍ବୀକାର କରିଛନ୍ତି।

ସାଫ୍‌ ମହିଳା ଚାମ୍ପିୟନଶିପ୍‌: ଭାରତର ବୃହତ୍‌ ବିଜୟ

ସାଫ୍‌ ମହିଳା ଚାମ୍ପିୟନଶିପ୍‌: ଭାରତର ବୃହତ୍‌ ବିଜୟ

ବିରାଟନଗର (ନେପାଳ),୧୪।୩- ସ୍ଥାନୀୟ ସହିଦ ରଙ୍ଗଶାଳା ଷ୍ଟାଡିୟମରେ ଚାଲିଥିବା ସାଫ୍‌ ମହିଳା ପୁଟ୍‌ବଲ ଚାମ୍ପିୟନଶିପ୍‌ରେ ଭାରତ ଏକ ବୃହତ ବିଜୟ ହାସଲ କରିଛି। ବୁଧବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୬-୦ ଗୋଲରେ ମାଲଦ୍ୱୀପକୁ ହରାଇଛି। 

୮୦୦୦ ରନ୍‌ ପୂରଣ କଲେ ରୋହିତ

୮୦୦୦ ରନ୍‌ ପୂରଣ କଲେ ରୋହିତ

ନୂଆଦିଲ୍ଲୀ, ୧୪।୩(ପି.ଟି.)- ଭାରତୀୟ ଉପ- ଅଧିନାୟକ ତଥା ତାରକା ଓପନର ରୋହିତ ଶର୍ମା ଦିନିକିଆରେ ୮୦୦୦ ରନ ପୂରଣ କରିଛନ୍ତି। ବୁଧବାର ଖେଳାଯାଇଥିବା ଅଷ୍ଟ୍ରେଲିଆ ବିପକ୍ଷ ପଞ୍ଚମ ତଥା ଅନ୍ତିମ ଦିନିକିଆରେ ସେ ଏହି ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି। 

ଜାତୀୟ ସିନିୟର ତୀରନ୍ଦାଜୀ: କମ୍ପାଉଣ୍ଡ ରାଉଣ୍ଡ: ଅଭିଷେକ, ଜ୍ୟୋତିଙ୍କୁ ସ୍ବର୍ଣ୍ଣ

ଜାତୀୟ ସିନିୟର ତୀରନ୍ଦାଜୀ: କମ୍ପାଉଣ୍ଡ ରାଉଣ୍ଡ: ଅଭିଷେକ, ଜ୍ୟୋତିଙ୍କୁ ସ୍ବର୍ଣ୍ଣ

କଟକ ଅଫିସ,୧୪ା୩- ବାରବାଟୀ ଷ୍ଟାଡିୟମରେ ଚାଲିଥିବା ୩୯ତମ ଜାତୀୟ ସିନିୟର ତୀରନ୍ଦାଜୀ ଚାମ୍ପିୟନଶିପରେ ବୁଧବାରଠାରୁ ଆରମ୍ଭ ହୋଇଛି କମ୍ପାଉଣ୍ଡ ରାଉଣ୍ଡ ପ୍ରତିଯୋଗିତା । 

ରେନେଡି ସିଂ ନେରୋକା ମୁଖ୍ୟକୋଚ୍‌ ନିଯୁକ୍ତ

ରେନେଡି ସିଂ ନେରୋକା ମୁଖ୍ୟକୋଚ୍‌ ନିଯୁକ୍ତ

ଇମ୍ଫାଲ, ୧୪।୩(ପି.ଟି.)- ପ୍ରାକ୍ତନ ଅନ୍ତର୍ଜାତୀୟ ମିଡ୍‌ଫିଲ୍ଡର ରେନେଡି ସିଂ ମଣିପୁର ବେସଡ୍‌ ଫୁଟ୍‌ବଲ କ୍ଲବ ନେରୋକା ଏଫ୍‌ସିର ନୂତନ ମୁଖ୍ୟ କୋଚ୍‌ ଭାବେ ବୁଧବାର ନିଯୁକ୍ତ ହୋଇଛନ୍ତି। 

ମୋଟର ରାଲି ମାଧ୍ୟମରେ ଶାନ୍ତି, ସୁରକ୍ଷିତ ଗାଡ଼ି ଚାଳନା ବାର୍ତ୍ତା

ମୋଟର ରାଲି ମାଧ୍ୟମରେ ଶାନ୍ତି, ସୁରକ୍ଷିତ ଗାଡ଼ି ଚାଳନା ବାର୍ତ୍ତା

ଭୁବନେଶ୍ୱର, ୧୪।୩(କ୍ରୀଡ଼ା ପ୍ରତିନିଧି)- ମହାତ୍ମା ଗାନ୍ଧିଙ୍କର ୧୫୦ତମ ଜନ୍ମବାର୍ଷିକୀ ପାଳନ ଅବସରରେ ଭୁବନେଶ୍ୱରସ୍ଥିତ କଳିଙ୍ଗ ମୋଟର ସ୍ପୋଟର୍‌ସ କ୍ଲବ ପକ୍ଷରୁ ଶାନ୍ତି ଓ ସୁରକ୍ଷିତ ଗାଡ଼ି ଚାଳନା ବାର୍ତ୍ତା ନେଇ ଏକ ମୋଟର ରାଲି ଅନୁଷ୍ଠିତ ହୋଇଛି। 

ଟାଟା ଉତ୍କଳିକା କପ୍‌: ସେମିରେ ଫାଓ ଏକାଦଶ

ଟାଟା ଉତ୍କଳିକା କପ୍‌: ସେମିରେ ଫାଓ ଏକାଦଶ

ଭୁବନେଶ୍ୱର, ୧୪।୩(ସ୍ପୋଟର୍‌ସ ବ୍ୟୁରୋ)- ୟୁନିଟ୍‌-୬ ଆଥ୍‌ଲେଟିକ ଆସୋସିଏଶନ ଆନୁକୂଲ୍ୟରେ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଚାଲିଥିବା ଟାଟା ଉତ୍କଳିକା କପ୍‌ ଫୁଟ୍‌ବଲ ଟୁର୍ନାମେଣ୍ଟର ସେମିଫାଇନାଲରେ ଫାଓ ଏକାଦଶ ପ୍ରବେଶ କରିଛି।

ଦକ୍ଷିଣ ଆଫ୍ରିକାର ଲଗାତର ୪ର୍ଥ ବିଜୟ

ଦକ୍ଷିଣ ଆଫ୍ରିକାର ଲଗାତର ୪ର୍ଥ ବିଜୟ

ପୋର୍ଟ ଏଲିଜାବେଥ, ୧୪।୩- ଭ୍ରମଣକାରୀ ଶ୍ରୀଲଙ୍କା ବିପକ୍ଷରେ ବୁଧବାର ଏଠାରେ ଅନୁଷ୍ଠିତ ୪ର୍ଥ ଦିନିକିଆ ମ୍ୟାଚ୍‌କୁ ଦକ୍ଷିଣ ଆଫ୍ରିକା ୬ ଉଇକେଟ୍‌ରେ ଜିତିନେଇଛି। ଚଳିତ ସିରିଜରେ ଦକ୍ଷିଣ ଆଫ୍ରିକା ଦଳର ଏହା କ୍ରମାଗତ ୪ର୍ଥ ବିଜୟ ଥିଲା।

ଅସୁସ୍ଥ ସାଇନା ସୁଇସ୍‌ ଓପନ୍‌ରୁ ଓହରିଲେ

ଅସୁସ୍ଥ ସାଇନା ସୁଇସ୍‌ ଓପନ୍‌ରୁ ଓହରିଲେ

ନୂଆଦିଲ୍ଲୀ, ୧୪।୩(ପି.ଟି.)- ଷ୍ଟାର୍‌ ଭାରତୀୟ ସଟ୍‌ଲର ସାଇନା ନେହ୍ବାଲ ଅସୁ୍‌ସ୍ଥତା ଲାଗି ସୁଇଜରଲାଣ୍ଡରେ ଚାଲିଥିବା ସୁଇସ୍‌ ଓପନ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାରୁ ଓହରି ଯାଇଛନ୍ତି। ସାଇନାଙ୍କଠାରେ ଗ୍ୟାସଟିକଜନିତ ସମସ୍ୟା ଦେଖାଦେଇଛି।

ଅଷ୍ଟ୍ରେଲିଆ ୩-୨ରେ ସିରିଜ ବିଜୟୀ:  ଖ୍ବାଜା ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ଓ ସିରିଜ୍‌

ଅଷ୍ଟ୍ରେଲିଆ ୩-୨ରେ ସିରିଜ ବିଜୟୀ: ଖ୍ବାଜା ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ଓ ସିରିଜ୍‌

ନୂଆଦିଲ୍ଲୀ,୧୩।୩ (ପି.ଟି.)-  ସ୍ଥିର ପ୍ରଦର୍ଶନର ଅଭାବ ଟିମ୍‌ ଇଣ୍ଡିଆ ପାଇଁ ମହଙ୍ଗା ପଡ଼ିଛି। ପ୍ରଥମ ଦୁଇଟି ମ୍ୟାଚ୍‌ରେ ପରାସ୍ତ ହେବା ସତ୍ତ୍ୱେ ଅଷ୍ଟ୍ରେଲିଆ ସଫଳ ପ୍ରତ୍ୟାବର୍ତ୍ତନ କରି ଦିନିକିଆ ସିରିଜକୁ କବ୍‌ଜା କରିବାରେ ସକ୍ଷମ ହୋଇଛି। ଫିରୋଜ ଶାହା କୋଟଲା ଗ୍ରାଉଣ୍ଡରେ ବୁଧବାର ଅନୁଷ୍ଠିତ ପଞ୍ଚମ ତଥା ଅନ୍ତିମ ଦିନିକିଆ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ୩୫ ରନରେ ଭାରତକୁ ପରାସ୍ତ କରିଛି। ଫଳରେ ଏହି ଦଳ ୫ ମ୍ୟାଚ୍‌ ବିଶିଷ୍ଟ ସିରିଜକୁ ୩-୨ରେ ଜିତିବା ସହ ବିଶ୍ୱକପ୍‌ ପ୍ରସ୍ତୁତିକୁ ଜୋରଦାର କରିଛି।

ଓପନିଂ ବ୍ୟାଟିଂ କଲେ ଉମେଶ ଯାଦବ

ଓପନିଂ ବ୍ୟାଟିଂ କଲେ ଉମେଶ ଯାଦବ

ନୂଆଦିଲ୍ଲୀ, ୧୩।୩- ଉମେଶ ଯାଦବଙ୍କ ପ୍ରଥମ ଶ୍ରେଣୀ କ୍ରିକେଟରେ ବ୍ୟାଟିଂ ଆଭରେଜ ୧୫ରୁ କମ୍‌ ଓ ଅନ୍ତର୍ଜାତୀୟ କ୍ରିକେଟରେ ତାଙ୍କର ସର୍ବାଧିକ ସ୍କୋର ୩୦, ଯାହାକି ଅଷ୍ଟ୍ରେଲିଆ ବିପକ୍ଷ ସିଡ୍‌ନୀ ଟେଷ୍ଟ କରିଥିଲେ।

ରାତି ଆଇପିଏଲ ମ୍ୟାଚ୍‌ ଶୀଘ୍ର ଆରମ୍ଭକୁ ବିରୋଧ କରିଥିଲା ମୁମ୍ବାଇ ଇଣ୍ଡିଆନ୍ସ

ରାତି ଆଇପିଏଲ ମ୍ୟାଚ୍‌ ଶୀଘ୍ର ଆରମ୍ଭକୁ ବିରୋଧ କରିଥିଲା ମୁମ୍ବାଇ ଇଣ୍ଡିଆନ୍ସ

ମୁମ୍ବାଇ, ୧୩।୩- ଆଇପିଏଲର ରାତି ମ୍ୟାଚ୍‌ ୭ଟାରୁ ଆରମ୍ଭ କରାଯିବା ନେଇ ପ୍ରସାରଣକାରୀ ଚ୍ୟାନେଲ ଷ୍ଟାର ସ୍ପୋଟର୍‌ସ ପକ୍ଷରୁ କରାଯାଇଥିବା ନିବେଦନକୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପ୍ରତ୍ୟାଖ୍ୟାନ କରିଦେଇଛି।

ଫେନ୍ସରେ ର଼୍ୟାକେଟ୍‌ ପିଟିଲେ ଜୋକୋଭିଚ୍‌

ଫେନ୍ସରେ ର଼୍ୟାକେଟ୍‌ ପିଟିଲେ ଜୋକୋଭିଚ୍‌

ଇଣ୍ଡିଆନ ଓ୍ବେଲ(ୟୁଏସ୍‌ଏ), ୧୩।୩(ଏଏଫ୍‌ପି)- ଏଠାରେ ଚାଲିଥିବା ଇଣ୍ଡିଆନ ଓ୍ବେଲ୍ସ ମାଷ୍ଟର୍ସ ଟେନିସ ଟୁର୍ନାମେଣ୍ଟର ପୁରୁଷ ଡବଲ୍ସ ବର୍ଗରେ ଅଘଟଣ ଦେଖିବାକୁ ମିଳିଛି।

ସିରିଜ୍‌ ଜିତିବା ପାଇଁ ଭାରତକୁ ୨୭୩ ରନ୍‌ ଦରକାର

ସିରିଜ୍‌ ଜିତିବା ପାଇଁ ଭାରତକୁ ୨୭୩ ରନ୍‌ ଦରକାର

ନୂଆଦିଲ୍ଲୀ,୧୩।୩- ଏଠାରେ ଖେଳାଯାଉଥିବା ଅନ୍ତିମ ତଥା ନିର୍ଣ୍ଣାୟକ ଦିନିକିଆରେ ଭାରତୀୟ ଦଳ ଆଗରେ ୨୭୩ ରନ୍‌ର ବିଜୟ ଲକ୍ଷ୍ୟ ଛିଡ଼ା କରିଛି।

 ଟେଷ୍ଟରେ ଆସିପାରେ ଫ୍ରି-ହିଟ୍‌

ଟେଷ୍ଟରେ ଆସିପାରେ ଫ୍ରି-ହିଟ୍‌

ବେଙ୍ଗାଲୁରୁ, ୧୩।୩- ଟେଷ୍ଟ କ୍ରିକେଟ ଲାଗି ଦର୍ଶକଙ୍କୁ ଆକୃଷ୍ଟ କରିବା ପାଇଁ ଏମ୍‌ସିସି ଓ୍ବାଲର୍‌ଡ କମିଟି ପକ୍ଷରୁ କିଛି ଗୁରୁତ୍ୱପୂର୍ଣ୍ଣ ସୁପାରିସ କରାଯାଇଛି। 

କୋହଲି, ଧୋନୀ, ସଚିନଙ୍କୁ ଗୁରୁ ଦାୟିତ୍ୱ ଦେଲେ ମୋଦି

କୋହଲି, ଧୋନୀ, ସଚିନଙ୍କୁ ଗୁରୁ ଦାୟିତ୍ୱ ଦେଲେ ମୋଦି

ନୂଆଦିଲ୍ଲୀ, ୧୩।୩- ନିକଟରେ ସାଧାରଣ ନିର୍ବାଚନ ଲାଗି ତାରିଖ ଘୋଷଣା ହେବା ପରେ ପ୍ରଧାନମନ୍ତ୍ରୀ ମୋଦି ଷ୍ଟାର କ୍ରିକେଟରଙ୍କ ସମେତ ପ୍ରମୁଖ ଭାରତୀୟ ବ୍ୟକ୍ତିବିଶେଷଙ୍କୁ ଗୁରୁ ଦାୟିତ୍ୱ ଦେଇଛନ୍ତି।

ପ୍ରଥମେ ବ୍ୟାଟିଂ କରିବ ଅଷ୍ଟ୍ରେଲିଆ

ପ୍ରଥମେ ବ୍ୟାଟିଂ କରିବ ଅଷ୍ଟ୍ରେଲିଆ

ନୂଆଦିଲ୍ଲୀ, ୧୩।୩- ସ୍ଥାନୀୟ ଫିରୋଜ ଶାହ କୋଟଲା ଗ୍ରାଉଣ୍ଡରେ ଭାରତ ବିପକ୍ଷରେ ଖେଳାଯିବାକୁ ଥିବା ଅନ୍ତିମ ତଥା ୫ମ ଦିନିକିଆ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଦଳ ପ୍ରଥମେ ବ୍ୟାଟିଂ କରିବ।