Plastic Free Odisha


ପ୍ଲାଷ୍ଟିକମୁକ୍ତ ଅଭିଯାନରେ କୁରୁଜଙ୍ଗା ପଞ୍ଚାୟତ ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟ ସାମିଲ

ପ୍ଲାଷ୍ଟିକମୁକ୍ତ ଅଭିଯାନରେ କୁରୁଜଙ୍ଗା ପଞ୍ଚାୟତ ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟ ସାମିଲ

ଡେରାବିଶ, ୨୬।୯ (ସ୍ବ.ପ୍ର.)-ଧରିତ୍ରୀ ଓ ଓଡ଼ିଶାପୋଷ୍ଟ ତରଫରୁ ଆୟୋଜିତ ପ୍ଲାଷ୍ଟିକମୁକ୍ତ ଓଡ଼ିଶା ଅଭିଯାନରେ ଡେରାବିଶ ବ୍ଲକ କୁରୁଜଙ୍ଗାସ୍ଥିତ ପଞ୍ଚାୟତ ହାଇସ୍କୁଲ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀଛାତ୍ର ଓ ଶିକ୍ଷୟିତ୍ରୀଶିକ୍ଷକମାନେ ସାମିଲ ହୋଇଛନ୍ତି।

Kalamatia Sahid Bidyapitha Students support a Plastic Free Odisha. Do you?

Kalamatia Sahid Bidyapitha Students support a Plastic Free Odisha. Do you?

Kalamatia Sahid Bidyapitha Students support a Plastic Free Odisha. Do you? 

Balibil Nodal School Students support a Plastic Free Odisha. Do you?

Balibil Nodal School Students support a Plastic Free Odisha. Do you?

Balibil Nodal School Students support a Plastic Free Odisha. Do you? 

‘ଆମେ ଚାହଁୁ ପ୍ଲାଷ୍ଟିକ ମୁକ୍ତ ଓଡ଼ିଶା’

‘ଆମେ ଚାହଁୁ ପ୍ଲାଷ୍ଟିକ ମୁକ୍ତ ଓଡ଼ିଶା’

ଭଞ୍ଜନଗର,୨୫।୯(ଡି.ଏନ.ଏ.)-ଧରିତ୍ରୀ ଏବଂ ଓଡ଼ିଶା ପୋଷ୍ଟ ପକ୍ଷରୁ ଚାଲିଥିବା ପ୍ଲାଷ୍ଟିକ୍‌ ମୁକ୍ତ ଓଡ଼ିଶା ଅଭିଯାନରେ ଭଞ୍ଜନଗର ସାଇ ଗୁରୁକୁଳ ଆବାସିକ ବିଦ୍ୟାଳୟ ଛାତ୍ରୀଛାତ୍ର ସାମିଲ ହେବାପାଇଁ ସୋମବାର ନିଷ୍ପତ୍ତି ନେଇଛନ୍ତି। 

ସମ୍ବଲପୁର ଶ୍ରୀ ଅରବିନ୍ଦ ସ୍କୁଲର ଛାତ୍ରୀଛାତ୍ର ଓ ଶିକ୍ଷୟତ୍ରୀଶିକ୍ଷକ ପ୍ଲାଷ୍ଟିକ ମୁକ୍ତ ଓଡ଼ିଶା ଅଭିଯାନରେ ସାମିଲ।

ସମ୍ବଲପୁର ଶ୍ରୀ ଅରବିନ୍ଦ ସ୍କୁଲର ଛାତ୍ରୀଛାତ୍ର ଓ ଶିକ୍ଷୟତ୍ରୀଶିକ୍ଷକ ପ୍ଲାଷ୍ଟିକ ମୁକ୍ତ ଓଡ଼ିଶା ଅଭିଯାନରେ ସାମିଲ।

ସମ୍ବଲପୁର ଶ୍ରୀ ଅରବିନ୍ଦ ସ୍କୁଲର ଛାତ୍ରୀଛାତ୍ର ଓ ଶିକ୍ଷୟତ୍ରୀଶିକ୍ଷକ ଦୈନିକ ଓଡ଼ିଆ ଖବରକାଗଜ ଧରିତ୍ରୀ ଓ ଇଂରାଜୀ ଖବରକାଗଜ ଓଡ଼ିଶାପୋଷ୍ଟ ତରଫରୁ ଆରମ୍ଭ ହୋଇଥିବା ପ୍ଲାଷ୍ଟିକ ମୁକ୍ତ ଓଡ଼ିଶା ଅଭିଯାନରେ ସାମିଲ।

ପ୍ଲାଷ୍ଟିକ ମୁକ୍ତ ଅଭିଯାନରେ ସାମିଲ ହେଲେ କୋରାଇ ମହାବିଦ୍ୟାଳୟର ଛାତ୍ରୀଛାତ୍ର।

ପ୍ଲାଷ୍ଟିକ ମୁକ୍ତ ଅଭିଯାନରେ ସାମିଲ ହେଲେ କୋରାଇ ମହାବିଦ୍ୟାଳୟର ଛାତ୍ରୀଛାତ୍ର।

ଦୈନିକ ଓଡ଼ିଆ ଖବରକାଗଜ ଧରିତ୍ରୀ ଓ ଇଂରାଜୀ ଖବରକାଗଜ ଓଡ଼ିଶାପୋଷ୍ଟ ତରଫରୁ ଆରମ୍ଭ ହୋଇଥିବା ପ୍ଲାଷ୍ଟିକ ମୁକ୍ତ ଅଭିଯାନରେ ସାମିଲ ହେଲେ କୋରାଇ ମହାବିଦ୍ୟାଳୟର ଛାତ୍ରୀଛାତ୍ର।

Sambalpur Zilla Nirgunpada Prakalpa Uchha Bidyalaya Students

Sambalpur Zilla Nirgunpada Prakalpa Uchha Bidyalaya Students

Sambalpur Zilla Nirgunpada Prakalpa Uchha Bidyalaya Students support a Plastic Free Odisha. Do you? 

Bargarh Ranapratap High School Students

Bargarh Ranapratap High School Students

Bargarh Ranapratap High School Students support a Plastic Free Odisha. Do you? 

ଧର୍ମବିହାର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ପଲିଥିନ୍‌ ନିଷେଧ

ଧର୍ମବିହାର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ପଲିଥିନ୍‌ ନିଷେଧ

ଭୁବନେଶ୍ୱର,୫।୯(ବ୍ୟୁରୋ)- ଖଣ୍ଡଗିରି ନିକଟ ଧର୍ମବିହାରସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ପଲିଥିନ ବ୍ୟବହାରକୁ ନିଷେଧ କରାଯାଇଛି। ପଲିଥିନର ବହୁଳ ବ୍ୟବହାର ଯୋଗୁ ପରିବେଶ ପ୍ରଦୂଷଣର ମାତ୍ରା ସୀମା ଟପିଯାଉଛି, ଯାହାକି ଆଗାମୀ ପିଢ଼ି ପାଇଁ ଏକ ଉଦ୍‌ବେଗଜନକ ବିଷୟ। 

Cuttack Stewart School Students & Principal

Cuttack Stewart School Students & Principal

Cuttack Stewart School Students & Principal support a Plastic Free Odisha. Do you? 

Utkal University Journalism Department Students

Utkal University Journalism Department Students

Utkal University Journalism Department Students support a Plastic Free Odisha. Do you? 

Unit 3 Bharat Scouts and Guides

Unit 3 Bharat Scouts and Guides

Unit 3 Bharat Scouts and Guides support a Plastic Free Odisha. Do you? 

Deepak Kumar,Actor

Deepak Kumar,Actor

Deepak Kumar support a Plastic Free Odisha. Do you?

Sudarsan Pattnaik,Sand Artist

Sudarsan Pattnaik,Sand Artist

Sudarsan Pattnaik support a Plastic Free Odisha. Do you? 

Swaraj Barik,Actor

Swaraj Barik,Actor

Swaraj Barik support a Plastic Free Odisha. Do you? 

Naveen Jindal,Enterpreneur

Naveen Jindal,Enterpreneur

Naveen Jindal support a Plastic Free Odisha. Do you? 

Elina Samantray,Actress

Elina Samantray,Actress

Elina Samantray call for a Plastic Free Odisha. Do you support the movement?

Sabyasachi Mishra,Actor

Sabyasachi Mishra,Actor

Sabyasachi Mishra call for a Plastic Free Odisha. Do you support the movement?

Arindam Roy,Actor

Arindam Roy,Actor

Arindam Roy supports a Plastic Free Odisha. Do you? 

Anubhav Mohanty,Actor

Anubhav Mohanty,Actor

Anubhav Mohanty support a Plastic Free Odisha. Do you?  

ପ୍ଲାଷ୍ଟିକ ମୁକ୍ତ ଆହ୍ବାନ ଦେଲେ ସ୍କୁଲ ଛାତ୍ରୀଛାତ୍ର

ପ୍ଲାଷ୍ଟିକ ମୁକ୍ତ ଆହ୍ବାନ ଦେଲେ ସ୍କୁଲ ଛାତ୍ରୀଛାତ୍ର

ଖୋର୍ଦ୍ଧା ଅଫିସ,୨୮।୮: ଧରିତ୍ରୀ ଓ ଓଡ଼ିଶା ପୋଷ୍ଟ ପକ୍ଷରୁ ଆରମ୍ଭ ହୋଇଥିବା ପ୍ଲାଷ୍ଟିକ ଫ୍ରି ଓଡ଼ିଶା ଅଭିଯାନରେ ସାମିଲ ହୋଇଛନ୍ତି ଖୋର୍ଦ୍ଧା ସହରସ୍ଥିତ ସିଗ୍ମା ପବ୍ଲିକ ସ୍କୁଲର ଛାତ୍ରୀଛାତ୍ର। ସୋମବାର ସ୍କୁଲ ପରିସରରେ ଏକ ମିଟିଂ କରି ପ୍ଲାଷ୍ଟିକର  ଭୟାବହତା ଓ କୁପ୍ରଭାବ ବିଷୟ ଉପରେ ଶିକ୍ଷୟିତ୍ରୀଶିକ୍ଷକମାନେ ବିଭିନ୍ନ ପ୍ରକାରର ଉଦାହରଣ ଦେଇ ଛାତ୍ରୀଛାତ୍ରଙ୍କୁ ଟିପ୍ପଣୀ ଦେଇଥିଲେ।

Valena Valentina, Karate player

Valena Valentina, Karate player

Karate player Valena Valentina calls for a Plastic Free Odisha. Have You Joined the movement?

Govinda Poddar, Odisha Ranji Team Captain

Govinda Poddar, Odisha Ranji Team Captain

Govinda Poddar, Odisha Ranji Team Captain  calls for a Plastic Free Odisha. Have You Joined the movement?

Sradhanjali Samantaray, Sports Personality

Sradhanjali Samantaray, Sports Personality

Sports Personality Sradhanjali Samantaray supports a Plastic Free Odisha. Join the movement.