ରାଜ୍ୟ

କର୍ତ୍ତବ୍ୟରେ ଅବହେଳା କାରଣରୁ ପ୍ରଧାନ ଶିକ୍ଷକ ନିଲମ୍ବିତ

କର୍ତ୍ତବ୍ୟରେ ଅବହେଳା କାରଣରୁ ପ୍ରଧାନ ଶିକ୍ଷକ ନିଲମ୍ବିତ

ଓଡ଼ଗାଁ,୧୮ା୯(ସ୍ବ.ପ୍ର.)-ନୟାଗଡ ଜିଲା ଓଡ଼ଗାଁ ବ୍ଲକ ପାଣ୍ଡେରୀପଡା ଶତ୍ରୁଘ୍ନ ନୋଡାଲ ହାଇସ୍କୁଲ ପ୍ରଧାନ ଶିକ୍ଷକ ନବ କିଶୋର ସାହୁଙ୍କୁ କର୍ତ୍ତବ୍ୟରେ ଅବହେଳା କାରଣରୁ ନିଲମ୍ବିତ କରାଯାଇଛି। 

୧ ଲକ୍ଷ ୩୨ ହଜାର ଟଙ୍କାରେ ଲଡୁ ପ୍ରସାଦ ନିଲାମ

୧ ଲକ୍ଷ ୩୨ ହଜାର ଟଙ୍କାରେ ଲଡୁ ପ୍ରସାଦ ନିଲାମ

ରାଜନଗର, ୧୮ା୯(ଡି.ଏନ୍‌.ଏ.)ରାଜନଗର ବ୍ଲକ ଓସ୍ତିଆ ପଞ୍ଚାୟତ ଅନ୍ତର୍ଗତ ବାଲିକଣା ଗାଁର ମା’ ଜୟଦୁର୍ଗା କ୍ଲବ ପକ୍ଷରୁ ଏକାଦଶତମ ଗଣେଶ ପୂଜା ପାଳିତ ହୋଇଯାଇଛି। ଏହି ଅବସରରେ ଶ୍ରୀଗଣେଶଙ୍କ ପାଖରେ ପ୍ରସାଦ ରୂପେ ୭ କିଲୋଗ୍ରାମର ଲଡୁ ସମର୍ପଣ କରାଯାଇଥିଲା। 

ଫେରାର ଯୁବକଙ୍କ ମୃତ୍ୟୁ ଘଟଣା :ନ୍ୟାୟ ଦାବିରେ କ୍ୟାଣ୍ଡେଲ ଶୋଭାଯାତ୍ରା

କେନ୍ଦ୍ରାପଡ଼ା ଅଫିସ୍‌, ୧୮।୯
ମହାକାଳପଡା ଥାନା ହାଜତରୁ ଫେରାର ଯୁବକ ଅବିନାଶ ପାଇଟାଳ ଓରଫ ମୂଷା(୨୩) ମୃତ୍ୟୁ ଘଟଣାରେ ଅଭିଯୁକ୍ତ ଥାନା ଅଧିକାରୀ ଶ୍ୟାମଘନ ବେହେରାଙ୍କ ଗିରଫ ଦାବି କରି ପରିବାର ସଦସ୍ୟ ଗତ ବୁଧବାରଠାରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି। 

ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଦେଲା ଲଘୁଚାପ ବର୍ଷା : ଡେରାବିଶ ବ୍ଲକକୁ ବନ୍ୟାଞ୍ଚଳ ଘୋଷଣା ଦାବି

ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଦେଲା ଲଘୁଚାପ ବର୍ଷା : ଡେରାବିଶ ବ୍ଲକକୁ ବନ୍ୟାଞ୍ଚଳ ଘୋଷଣା ଦାବି

ଡେରାବିଶ, ୧୮।୯ (ସ୍ବ.ପ୍ର.)
ଗତ ଲଘୁଚାପଜନିତ ଲଗାଣ ବର୍ଷା ଡେରାବିଶ ବ୍ଲକ ଅଞ୍ଚଳରେ ଅନେକ କ୍ଷୟକ୍ଷତି ଘଟାଇଥିବା ବେଳେ କ୍ଷେତରେ ପାଣି ଜମି ରହିବା ଯୋଗୁ ଫସଲ ହାନିର ଆଶଙ୍କା ଦେଖାଯାଇଥିଲା। ମାତ୍ର ରବିବାରଠାରୁ କେତେଜ ଚାଷ ଜମିରୁ ପାଣି ଛାଡ଼ିବା ପରେ ଚାଷୀମାନେ ହତାଶ ହୋଇପଡ଼ିଛନ୍ତି। 

ତୋରଣ, ଆଲୋକମାଳାରେ ଝଲସୁଛି ପାରାଦୀପ

ତୋରଣ, ଆଲୋକମାଳାରେ ଝଲସୁଛି ପାରାଦୀପ

ପାରାଦୀପ,୧୮ା୯(ସ୍ବ.ପ୍ର.): ପାରାଦୀପ ବନ୍ଦର ନଗରୀର ସବୁଠାରୁ ବଡ଼ ଗଣପର୍ବ ବିଶ୍ୱକର୍ମା ପୂଜା ସୋମବାର ଆରମ୍ଭ ହୋଇଛି। ଏହା ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ଚାଲିବ।  ସପ୍ତାହବ୍ୟାପୀ ହେବାକୁ ଥିବା ଏହି ପୂଜାରେ ଚଳିତବର୍ଷ ଆଖି ଝଲସିବା ଭଳି ସାଜସଜା ହୋଇଛି। 

ଉଲିବୁରୁ ଗ୍ରାମର ମହେନ୍ଦ୍ର ମୁଣ୍ଡାଙ୍କ ହତ୍ୟା ଘଟଣା: ୬ ବର୍ଷ ପରେ ୨ ଅଭିଯୁକ୍ତ ଗିରଫ

ଉଲିବୁରୁ ଗ୍ରାମର ମହେନ୍ଦ୍ର ମୁଣ୍ଡାଙ୍କ ହତ୍ୟା ଘଟଣା: ୬ ବର୍ଷ ପରେ ୨ ଅଭିଯୁକ୍ତ ଗିରଫ

ବଡବିଲ, ୧୮।୯(ସ୍ବ.ପ୍ର.): ବଡବିଲ ଥାନା ଉଲିବୁରୁ ଗ୍ରାମର ମହେନ୍ଦ୍ର ମୁଣ୍ଡାଙ୍କ ହତ୍ୟା ଘଟଣାର ସମ୍ପୃକ୍ତି ଅଭିଯୋଗରେ ଦୀର୍ଘ ୬ ବର୍ଷ ପରେ ଫେରାର ଥିବା ୨ ଅଭିଯୁକ୍ତଙ୍କୁ ସୋମବାର ସ୍ଥାନୀୟ ପୋଲିସ ଝାଡଖଣ୍ଡ ଚାଇଁବସା ଥାନା ସରାଇକେଲା ଅଞ୍ଚଳରୁ ଗିରଫ କରିଛି। 

ଇଞ୍ଜିନିୟରିଂ କଲେଜ ଦୁର୍ନୀତି ମାମଲା:  ତଦନ୍ତରେ ବିଳମ୍ବ ନେଇ ଅସନ୍ତୋଷ

ଇଞ୍ଜିନିୟରିଂ କଲେଜ ଦୁର୍ନୀତି ମାମଲା: ତଦନ୍ତରେ ବିଳମ୍ବ ନେଇ ଅସନ୍ତୋଷ

ଭଦ୍ରକ ଅଫିସ,୧୮।୯- ବରପଦା ଇଞ୍ଜିନିୟରିଂ କଲେଜରେ ହୋଇଥିବା ଶହେ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଦୁର୍ନୀତିର ବିଧିବଦ୍ଧ ତଦନ୍ତ ଲାଗି କର୍ମଚାରୀ ତଥା ସାମାଜିକ କର୍ମୀମାନେ ଦାବି କରିଆସୁଛନ୍ତି। 

ସବୁଠି ବୁଡ଼ିଯାଉଛି ଚିତ୍ରାଳୟ

ସବୁଠି ବୁଡ଼ିଯାଉଛି ଚିତ୍ରାଳୟ

ବଡ଼ସାହି,୧୮ା୯(ସ୍ବ.ପ୍ର.)- କଳା ଓ ସଂସ୍କୃତିର ମାଟି ମୟୂରଭଞ୍ଜ ା ଏକଦା ଏଠି ନାଟକ, ଗୀତିନାଟ୍ୟ, ଡ୍ରାମା, ଥିଏଟର, ଯାତ୍ରା ଓ ପାଲା ଭଳି ସାଂସ୍କୃତି କାର୍ଯ୍ୟକ୍ରମର ବହୁଳ ପ୍ରସାର ଘଟିଥିଲା। 

ଇମାମୀ କପ୍‌ ଫୁଟବଲ ଟୁର୍ନାମେଣ୍ଟ: ଷ୍ଟୋର୍ଟସ ହଷ୍ଟେଲ ବାରିପଦା ଚାମ୍ପିୟନ

ଇମାମୀ କପ୍‌ ଫୁଟବଲ ଟୁର୍ନାମେଣ୍ଟ: ଷ୍ଟୋର୍ଟସ ହଷ୍ଟେଲ ବାରିପଦା ଚାମ୍ପିୟନ

ବାଲେଶ୍ୱର ଅଫିସ, ୧୮।୯- ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା ଉପଲକ୍ଷେ ଇମାମୀ ପେପର ମିଲ୍‌୍‌ସ ପକ୍ଷରୁ ଆୟୋଜିତ ୨୫ତମ ଇମାମୀ କପ୍‌ ଏକଦିବସୀୟ ଫୁଟବଲ ଟୁର୍ନାମେଣ୍ଟକୁ ସୋମବାର ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ ଏବଂ ନୀଳଗିରି ପୂର୍ବତନ ବିଧାୟକ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଉଦ୍‌ଘାଟନ କରିଥିଲେ।

କରତାଳି ଦେଇଛି ବଢ଼ିବାର ପ୍ରେରଣା: ଉଦୀୟମାନ କଣ୍ଠଶିଳ୍ପୀ ଶୁଭ ସୌରଭ

କରତାଳି ଦେଇଛି ବଢ଼ିବାର ପ୍ରେରଣା: ଉଦୀୟମାନ କଣ୍ଠଶିଳ୍ପୀ ଶୁଭ ସୌରଭ

ସଙ୍ଗୀତ କଳାର ଆକର୍ଷଣ ନିଆରା। ଏପରି କେହି ବ୍ୟକ୍ତି ନାହାନ୍ତି, ଯିଏ ଗୀତ ଗାଇ ନ ଥାନ୍ତି। ସଙ୍ଗୀତର ମୂର୍ଚ୍ଛନା ମନରେ ଶାନ୍ତି ଭରିଦିଏ। ଆଉ ଏହା ବି ଅସାଧ୍ୟ ରୋଗ ନିବାରଣ ଶକ୍ତି ରଖେ।
ବାଲେଶ୍ୱର ଅଫିସ, ୧୮ା୯(ମାନସ ବିଶ୍ୱାଳ)- ଆମର ପରମ୍ପରା, କଳା ଓ ସଂସ୍କୃତି ମହାନ୍‌। ଯୁବପିଢି ଏହାସହ ନିବିଡ଼ ଭାବେ ପରିଚିତ ହେବା ଆବଶ୍ୟକ। 

ହକି ବିଶ୍ୱକପ୍‌ ପାଇଁ କମିଶନରେଟ ପୋଲିସର ସୁରକ୍ଷା ଚିନ୍ତା

ହକି ବିଶ୍ୱକପ୍‌ ପାଇଁ କମିଶନରେଟ ପୋଲିସର ସୁରକ୍ଷା ଚିନ୍ତା

ଭୁବନେଶ୍ୱର,୧୮।୯(ବ୍ୟୁରୋ)- ଆଗକୁ ଆସୁଛି ହକି ବିଶ୍ୱକପ୍‌। ଭୁବେନେଶ୍ୱରକୁ ବିଭିନ୍ନ ଦେଶର ଖେଳାଳି ଓ ଖେଳପ୍ରେମୀ ଏଠାକୁ ଆସିବେ। ତେଣୁ ରାଜଧାନୀରେ ଲୋକଙ୍କ ଗହଳି ବଢ଼ିବା ସହ ଟ୍ରାଫିକ୍‌ ସମସ୍ୟା ଉପୁଜିବ। ଏଭଳି ଆଶଙ୍କାକୁ ନେଇ କମିଶନରେଟ ପୋଲିସର ଚିନ୍ତା ବଢ଼ିଛି। 

ଆସିଲା ବ୍ୟବଚ୍ଛେଦ ରିପୋର୍ଟ :ମହିଳାଙ୍କୁ ମାଂସାସୀ ପ୍ରାଣୀ ମାରିଛି

ଆସିଲା ବ୍ୟବଚ୍ଛେଦ ରିପୋର୍ଟ :ମହିଳାଙ୍କୁ ମାଂସାସୀ ପ୍ରାଣୀ ମାରିଛି

ଭୁବନେଶ୍ୱର,(ବ୍ୟୁରୋ)/ ବନ୍ତଳା, ୧୮ା୯(ଡି.ଏନ୍‌.ଏ.) - ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟରେ ମହିଳାଙ୍କ ମୃତ୍ୟୁ ଘଟଣାର ବ୍ୟବଚ୍ଛେଦ ରିପୋର୍ଟ ସୋମବାର ଆସିଛି। ଜଙ୍ଗଲୀ ମାଂସାସୀ ପ୍ରାଣୀ ଆକ୍ରମଣ କରିଥିବା ଓ ୨୪ ଘଣ୍ଟା ମଧ୍ୟରେ ମହିଳାଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି। 

୩୩ ଦିନରେ ଶିକ୍ଷକଙ୍କ ଅହୋରାତ୍ର ଆନ୍ଦୋଳନ: ଗଁ।  ବୁଲିଲେ, ଲୋକଙ୍କ ସମର୍ଥନ ଲୋଡ଼ିଲେ

୩୩ ଦିନରେ ଶିକ୍ଷକଙ୍କ ଅହୋରାତ୍ର ଆନ୍ଦୋଳନ: ଗଁ। ବୁଲିଲେ, ଲୋକଙ୍କ ସମର୍ଥନ ଲୋଡ଼ିଲେ

ଭୁବନେଶ୍ୱର, ୧୮।୯(ବ୍ୟୁରୋ)- ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ପକ୍ଷରୁ ଭୁବନେଶ୍ୱରରେ ଚାଲିଥିବା ଆନ୍ଦୋଳନ ଗାଁମୁହାଁ ହୋଇଛି। ସୋମବାର ଶିକ୍ଷକ, ଅଧ୍ୟାପକ ଓ ଶିକ୍ଷା କର୍ମଚାରୀ ପଦଯାତ୍ରାରେ ରାଜ୍ୟର ବିଭିନ୍ନ ଗାଁକୁ ଯାଇ ଘର ଘର ବୁଲିଛନ୍ତି। 

ଚିଲିକା ଉପରେ ହେଲିକପ୍ଟର ଉଡ଼ିବା ଘଟଣା: ଅରଖକୁଦା ସାମୁଦ୍ରିକ ଥାନାରେ ମାମଲା ରୁଜୁ

ଚିଲିକା ଉପରେ ହେଲିକପ୍ଟର ଉଡ଼ିବା ଘଟଣା: ଅରଖକୁଦା ସାମୁଦ୍ରିକ ଥାନାରେ ମାମଲା ରୁଜୁ

ପୁରୀ ଅଫିସ/ବ୍ରହ୍ମଗିରି, (ଡି.ଏନ.ଏ), ୧୮ା୯: ଚିଲିକାର ଅରଖକୁଦା ମୁହାଣରେ ହେଲିକପ୍ଟର ଉଡ଼ିବା ଘଟଣାରେ ମାମଲା ରୁଜୁ ହୋଇଛି। ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ (ସିଡିଏ) ପକ୍ଷରୁ ସୋମବାର ଅରଖକୁଦା ସାମୁଦ୍ରିକ ଥାନାରେ ଏନେଇ ଅଭିଯୋଗ କରାଯାଇଛି। ଚିଲିକା ଉପରେ ବେନିୟମ ଭାବେ କମ୍‌ ଉଚ୍ଚତାରେ ଜୋର ଶବ୍ଦରେ ଏକ ଚପର  (ହେଲିକପ୍ଟର) ଉଡିଥିବା ସେଥିରେ ଦର୍ଶାଯାଇଛି। ସାମୁଦ୍ରିକ ଥାନାରେ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ ହୋଇଛି।

ଚିଲିକାରେ ହେଲିକପ୍ଟର ଉଡ଼ାଣ ଘଟଣାର ଭିନ୍ନମୋଡ଼ : ବୈଜୟନ୍ତଙ୍କ ହେଲିକପ୍ଟର ସିଜ୍‌

ଚିଲିକାରେ ହେଲିକପ୍ଟର ଉଡ଼ାଣ ଘଟଣାର ଭିନ୍ନମୋଡ଼ : ବୈଜୟନ୍ତଙ୍କ ହେଲିକପ୍ଟର ସିଜ୍‌

ପୁରୀ ଅଫିସ,୧୮।୯: ଚିଲିକାରେ ହେଲିକପ୍ଟର ଉଡ଼ିବା ଘଟଣା ଭିନ୍ନମୋଡ ନେଇଛି। ପୂର୍ବତନ ଏମ୍‌ପି ବୈଜୟନ୍ତ ପଣ୍ଡା ଚଲାଉଥିବା ହେଲିକପ୍ଟର ଚିଲିକାରେ ଉଡ଼ିଥିବା ପୁରୀ ପୋଲିସ ସନ୍ଦେହ କରୁଛି। 

ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟରେ ପାଠପଢ଼ା ଆରମ୍ଭ

ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟରେ ପାଠପଢ଼ା ଆରମ୍ଭ

ବ୍ରହ୍ମପୁର ଅଫିସ୍‌,୧୮ା୯-ଓଡ଼ିଶାର ପ୍ରଥମ କ୍ଲଷ୍ଟର୍‌ ବିଶ୍ୱବିଦ୍ୟାଳୟ ତଥା ଖଲ୍ଲିକୋଟ କ୍ଲଷ୍ଟର୍‌ ବିଶ୍ୱବିଦ୍ୟାଳୟରେ  ଘୋଷଣା ହେବାର ୩ବର୍ଷ ପରେ ଅର୍ଥାତ୍‌ ସୋମବାରଠାରୁ ପାଠପଢ଼ା ଆରମ୍ଭ ହୋଇଛି ।  

ନକଲି ଡ଼ାକ୍ତରଙ୍କୁ ଧରିବାକୁ ଯାଇ ପୋଲିସ ହଟହଟା

ନକଲି ଡ଼ାକ୍ତରଙ୍କୁ ଧରିବାକୁ ଯାଇ ପୋଲିସ ହଟହଟା

ଦିଗପହଣ୍ଡି,୧୮ା୯(ଡି.ଏନ.ଏ.)-ଦିଗପହଣ୍ଡି ବ୍ଳକ ଝରିପଦର ଗ୍ରାମରେ ଦୀର୍ଘଦିନ ଧରି ବେଆଇନ ଭାବେ ଚିକିତ୍ସା କରୁଥିବା ଜଣେ ନକଲି ଡାକ୍ତରଙ୍କୁ ଧରିବାକୁ ଯାଇ ସୋମବାର ପୋଲିସ ହଟହଟା ହୋଇଛି । 

ନିଖୋଜ ଏମ୍‌ବିଏ ଛାତ୍ରଙ୍କ ବାଇକ୍‌ ଜଙ୍ଗଲରୁ ଉଦ୍ଧାର

ନିଖୋଜ ଏମ୍‌ବିଏ ଛାତ୍ରଙ୍କ ବାଇକ୍‌ ଜଙ୍ଗଲରୁ ଉଦ୍ଧାର

ଭଞ୍ଜନଗର,୧୮।୯(ଡି.ଏନ.ଏ.)-ତାରସିଂ ଥାନା ଭଗାରୀ ଗ୍ରାମର ଏମ୍‌ବିଏ ଛାତ୍ର ଜିତୁ ପ୍ରଧାନ ଗତ ୨୭ ତାରିଖରୁ ନିଖୋଜ ଅଛନ୍ତି। ସୋମବାର ଅପରାହ୍ନରେ ତିନିଛକିଆ ନିକଟସ୍ଥ କିରିଆମ୍ବା ଜଙ୍ଗଲରୁ ତାଙ୍କ ବାଇକ୍‌କୁ ପୋଲିସ ଉଦ୍ଧାର କରିଛି। 

୨୪ରେ ପରୀକ୍ଷା: ଏଯାଏ ପିଲାଙ୍କୁ ମିଳିନି ପୁସ୍ତକ

୨୪ରେ ପରୀକ୍ଷା: ଏଯାଏ ପିଲାଙ୍କୁ ମିଳିନି ପୁସ୍ତକ

କୁନ୍ଦୁରା,୧୮।୯(ଡି.ଏନ୍‌.ଏ.)-ଆଦିବାସୀ, ହରିଜନ ଛାତ୍ରୀଛାତ୍ରଙ୍କୁ ରହିବା ଖାଇବାଠାରୁ ଆରମ୍ଭ କରି ଡ୍ରେସ୍‌ , ପୁସ୍ତକ ମାଗଣାରେ ଦିଆଯାଉଥିବା କୁହାଯାଇଛି। କିନ୍ତୁ ବାସ୍ତବ ଚିତ୍ର ଓଲଟା। କୋରାପୁଟ ଜିଲାରେ କୁନ୍ଦୁରା ବ୍ଳକ ଆଦିବାସୀ ଅଧ୍ୟୁଷିିତ ତଥା ଦୁର୍ଗମ ଅଞ୍ଚଳ। 

୧୭ ବର୍ଷ ବନ୍ଦୀ ଜୀବନ କାଟୁଛନ୍ତି ସୁମିତ୍ରା

୧୭ ବର୍ଷ ବନ୍ଦୀ ଜୀବନ କାଟୁଛନ୍ତି ସୁମିତ୍ରା

ବିଷମକଟକ,୧୮।୯(ଡି.ଏନ୍‌.ଏ): ବିଷମକଟକ ବ୍ଳକ୍‌ର ଦୁର୍ଗୀ ଗଁ। । ଏଠାରେ ପୂଜକ କେ. ବିଶ୍ୱନାଥ ବାସ କରନ୍ତି। ତାଙ୍କର ସାନ ଝିଅ ସୁମିତ୍ରା। ପିଲା ଦିନେ ସୁମିତ୍ରାଙ୍କୁ ଜ୍ୱର ହୋଇଥିଲା। କିନ୍ତୁ ଏହା ଭଲ ହୋଇ ନ ଥିଲା। ସେବେଠୁ ସେ ମାନସିକ ବିକଳାଙ୍ଗ ହୋଇଯାଇଛନ୍ତି। 

ନିମ୍ନମାନର କାମ ଅଭିଯୋଗ: ନିର୍ମାଣର  ସପ୍ତାହକ ମଧ୍ୟରେ କଙ୍କ୍ରିଟରେ ଫାଟ

ନିମ୍ନମାନର କାମ ଅଭିଯୋଗ: ନିର୍ମାଣର ସପ୍ତାହକ ମଧ୍ୟରେ କଙ୍କ୍ରିଟରେ ଫାଟ

ଲୋଇସିଂହା,୧୮।୯(ଡି.ଏନ.ଏ.)
 ପନେସର-କେଉଁଟିପାଲି ରାସ୍ତାର କଙ୍କ୍ରିଟ କରଣର ଗୋଟିଏ ସପ୍ତାହ  ମଧ୍ୟରେ କଙ୍କ୍ରିଟରେ  ଫାଟ ଦେଖା ଦେଇଛି ା କାମ ନିମ୍ନମାନର ହୋଇଥିବାରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଥିବା ପନେସରା ଗ୍ରାମାବସୀ ଅଭିଯୋଗ କରିଛନ୍ତି ା

ବଢୁଛି ସାର କଳାବଜାର

ବଢୁଛି ସାର କଳାବଜାର

ଢେଙ୍କାନାଳ ଅଫିସ, ୧୮ା୯
ସାର ସଙ୍କଟ ଓ ବାହାରେ ଚଢା ଦରରେ ସାର କଳାବଜାରକୁ ନେଇ ଚିନ୍ତାରେ ପଡିଛନ୍ତି ଚାଷୀ। ଚଳିତ ବର୍ଷ ଭଲ ବର୍ଷା ହୋଇଥିବାରୁ ଚାଷ କାର୍ଯ୍ୟ ଆଗେଇଥିବାବେଳେ ଏବେ ସାର ସମସ୍ୟା ଯୋଗୁ ଭଲ ଫସଲ ଅମଳରେ ବାଧା ଉପୁଜିବା ନେଇ ଆଶଙ୍କା ସୃଷ୍ଟି ହୋଇଛି। 

ନିର୍ଦ୍ଦୟ ବାପା ମାଡ଼ରେ ଝିଅ ସଙ୍କଟାପନ୍ନ ଘଟଣା: ସହାୟତା ଦେଇ କଟକ ପଠାଇଲା ପ୍ରଶାସନ

ନିର୍ଦ୍ଦୟ ବାପା ମାଡ଼ରେ ଝିଅ ସଙ୍କଟାପନ୍ନ ଘଟଣା: ସହାୟତା ଦେଇ କଟକ ପଠାଇଲା ପ୍ରଶାସନ

ଅନୁଗୋଳ ଅଫିସ, ୧୮ା୯
 ନିର୍ଦ୍ଦୟ ବାପାର ମାଡ଼ରେ ସଙ୍କଟାପନ୍ନ ହୋଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଥିବା ତାଳଚେର ସିରିଗିଡା ଅଞ୍ଚଳର ସୋନାଲି ସାମଲ (୭)ଙ୍କୁ ସହାୟ ହୋଇଛି ପ୍ରଶାସନ। ସୋମବାର ଜିଲା ପ୍ରଶାସନ ପକ୍ଷରୁ ସୋନାଲିଙ୍କ ଅଧିକ ଚିକିତ୍ସା ପାଇଁ ତାଙ୍କ ମା’ ସୁଜାତାଙ୍କୁ ୫ ହଜାର ଟଙ୍କାର ସହାୟତା ପ୍ରଦାନ କରାଯିବା ସହ ଆମ୍ବୁଲାନ୍ସରେ କଟକ ପଠାଇ ଦିଆଯାଇଛି। ଆବଶ୍ୟକ ପଡ଼ିଲେ ଅଧିକ ଅର୍ଥ ସାହାଯ୍ୟ କରାଯିବ ବୋଲି ପ୍ରତିଶ୍ରୁତି ମଧ୍ୟ ଦିଆଯାଇଛି। 

ଗାଁରେ ନାହିଁ ପକ୍କା ରାସ୍ତା: ଅନଶନରେ ବସିବାକୁ ଚେତାବନୀ

ଗାଁରେ ନାହିଁ ପକ୍କା ରାସ୍ତା: ଅନଶନରେ ବସିବାକୁ ଚେତାବନୀ

ପୁରୀ ଅଫିସ, ୧୭ା୯: ପୁରୀ ଭଳିି ଅଗ୍ରଣୀ ଜିଲାରେ ଅଦ୍ୟାବଧି ଏଭଳି ଏକ ଗାଁ ରହିଛି ଯେଉଁଠାରେ  ଏ ଯାଏ ପକ୍କା ରାସ୍ତା ନାହିଁ। ଏଭଳି ଅଭିଯୋଗ ଆଣି କାକଟପୁର ବ୍ଲକ ଅନ୍ତର୍ଗତ ଜଳେଶ୍ୱରପଡା ଗ୍ରାମ ପଞ୍ଚାୟତ ନରେନ୍ଦ୍ରପୁର ଗ୍ରାମର ୫୦ରୁ ଅଧିକ ମହିଳା ଜିଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି।