ରାଜ୍ୟ

ଟଙ୍କା ହଡ଼ପ ଘଟଣାରେ ନକଲି ଶିକ୍ଷୟତ୍ରୀ ଗିରଫ

ଟଙ୍କା ହଡ଼ପ ଘଟଣାରେ ନକଲି ଶିକ୍ଷୟତ୍ରୀ ଗିରଫ

ପାଟକୁରା,୧୫।୩(ଡିଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ବିଲହାଟ ଗ୍ରାମ୍ୟ ବ୍ୟାଙ୍କରୁ ଜାଲ ପ୍ରମାଣପତ୍ର ଦେଇ ଟଙ୍କା ହଡ଼ପ ଘଟଣାରେ ଶୁକ୍ରବାର ଇଓଡବ୍ଲ୍ୟୁ ଅଭିଯୁକ୍ତ ନକଲି ଶିକ୍ଷୟତ୍ରୀଙ୍କୁ ଗିରଫ କରିଛି। ସେ ହେଲେ ପାଟକୁରାଥାନା ଗରଦପୁର ଅଞ୍ଚଳର ଅନ୍ନପୂର୍ଣ୍ଣା ଦାଶ। 

ମୁଁ ଭାଜପାରେ ଯୋଗଦେଲି; ଏବେ ଆପଣମାନେ ଖୁସି ତ: ଦାମ

ମୁଁ ଭାଜପାରେ ଯୋଗଦେଲି; ଏବେ ଆପଣମାନେ ଖୁସି ତ: ଦାମ

ଭୁବନେଶ୍ୱର,୧୫।୩(ବ୍ୟୁରୋ): ଭାଜପାରେ ବିଧିବଦ୍ଧ ଭାବେ ଦାମୋଦର ରାଉତ ଯୋଗଦେବା ପରେ ରାଜ୍ୟ ରାଜନୀତି ସରଗରମ ହୋଇଉଠିଛି। ଗୁରୁବାର ଦିଲ୍ଲୀରେ ଆୟୋଜିତ ମିଶ୍ରଣ ପର୍ବରେ ଦାମ ଯୋଗଦେଇ ଶୁକ୍ରବାର ଭୁବନେଶ୍ୱର ଫେରିଥିଲେ। 

୧୨୦ ସ୍ଥାନରେ ପ୍ରାର୍ଥୀ ଦେବାକୁ ଭାଜପା ପାଖରେ ପ୍ରାର୍ଥୀ ନାହାନ୍ତି: ସସ୍ମିତ୍‌ ପାତ୍ର

୧୨୦ ସ୍ଥାନରେ ପ୍ରାର୍ଥୀ ଦେବାକୁ ଭାଜପା ପାଖରେ ପ୍ରାର୍ଥୀ ନାହାନ୍ତି: ସସ୍ମିତ୍‌ ପାତ୍ର

ଭୁବନେଶ୍ୱର,୧୫।୩(ବ୍ୟୁରୋ): ବରିଷ୍ଠ ନେତା ଦାମୋଦର ରାଉତ ଭାଜପାରେ ଯୋଗ ଦେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଟାକ୍ଷ କରିଥିଲେ। ଏ ନେଇ ଶୁକ୍ରବାର ପ୍ରତିକ୍ରିୟା ରଖିଛନ୍ତି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର। ସେ କହିଛନ୍ତି, ଏକଦା ଭାଜପା ଦାମଙ୍କ ମହିଳା ବିରୋଧି ମନ୍ତବ୍ୟକୁ ନେଇ ସ୍ବର ଉତ୍ତୋଳନ କରୁଥିଲା। 

ନିର୍ବାଚନ ନେଇ ଓଡ଼ିଶା ପୋଲିସର ସମୀକ୍ଷା

ନିର୍ବାଚନ ନେଇ ଓଡ଼ିଶା ପୋଲିସର ସମୀକ୍ଷା

ଭୁବନେଶ୍ୱର,୧୫।୩(ବ୍ୟୁରୋ): ଏପ୍ରିଲ୍‌ରେ ହେବାକୁ ଥିବା ଲୋକସଭା ଓ ବିଧାନସଭା ନିର୍ବାଚନ ନେଇ ଶୁକ୍ରବାର କଟକସ୍ଥିତ ପୋଲିସ ମୁଖ୍ୟାଳୟରେ ଓଡ଼ିଶା ପୋଲିସର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। 

ପଦ୍ମ ଧରିବେ ନବରଙ୍ଗପୁର ଏମ୍‌ପି ବଳଭଦ୍ର ମାଝି

ପଦ୍ମ ଧରିବେ ନବରଙ୍ଗପୁର ଏମ୍‌ପି ବଳଭଦ୍ର ମାଝି

ଭୁବନେଶ୍ୱର,୧୫।୩(ବ୍ୟୁରୋ): ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ରାଜ୍ୟରେ ଦଳବଦଳ ରାଜନୀତି ସେତିକି ବଢ଼ି ବଢ଼ି ଚାଲିଛି। ଏହି କ୍ରମରେ ଗୁରୁବାର ବିଜେଡି ଛାଡ଼ିଥିବା ନବରଙ୍ଗପୁର ଏମ୍‌ପି ବଳଭଦ୍ର ମାଝି ଭାଜପାରେ ଯୋଗ ଦେବେ ବୋଲି ଜଣାପଡ଼ିଛି।

ପୁଣି ପିପିଲିରୁ ଲଢ଼ିବେ ମହାରଥୀ

ପୁଣି ପିପିଲିରୁ ଲଢ଼ିବେ ମହାରଥୀ

ଭୁବନେଶ୍ୱର,୧୫।୩(ବ୍ୟୁରୋ): ଆଗକୁ ନିର୍ବାଚନ। ଏ ନେଇ ତାରିଖ ଘୋଷଣା ହେବା ପରେ ପ୍ରାର୍ଥୀ ହେବା ଲାଗି ନବୀନ ନିବାସରେ ଆଶାୟୀଙ୍କ ଭିଡ଼ ଜମୁଛି। ନେତାମାନେ ନିଜ ନିଜର ଗଡ଼ରୁ ପୁଣି ନିର୍ବାଚିତ ହେବାର ଆଶା ରଖିଥିବାରୁ ଦଳର ହାଇକମାଣ୍ଡଙ୍କ ନିକଟରେ ନିଜ ପକ୍ଷ ରଖୁଛନ୍ତି। ଏପରିସ୍ଥଳେ ପିପିଲି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀ ପୁଣି ଥରେ ଉକ୍ତ ଆସନରୁ ଲଢ଼ିବେ ବୋଲି କହିଛନ୍ତି।

ମଦପାଇଁ ଟଙ୍କା ନ ଦେବାରୁ ଜେଜେଙ୍କୁ ହତ୍ୟାକଲେ ନାତି

ମଦପାଇଁ ଟଙ୍କା ନ ଦେବାରୁ ଜେଜେଙ୍କୁ ହତ୍ୟାକଲେ ନାତି

ବାସୁଦେବପୁୁର,୧୫।୩(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ଥାନା ଗୁଆଗଡ଼ିଆ ଗ୍ରାମରେ ଜଣେ ମହିଳାଙ୍କ ଗୁରୁବାର ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି। ସେ ହେଲେ ଉକ୍ତ ଗ୍ରାମର ପୂର୍ଣ୍ଣଚନ୍ଦ୍ର  ମଳିକଙ୍କ ସ୍ତ୍ରୀ ଜୟନ୍ତୀ ମଳିକ। ତାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଘର ବଙ୍ଗଳାରୁ  ଉଦ୍ଧାର କରାଯାଇଛି।

ବିଜେଡିରୁ ଇସ୍ତଫା ଦେଲେ ନୀଳଗିରି ବିଧାୟକ

ବିଜେଡିରୁ ଇସ୍ତଫା ଦେଲେ ନୀଳଗିରି ବିଧାୟକ

ସଜନାଗଡ଼,୧୫।୩(ଡି.ଏନ୍‌.ଏ): ନୀଳଗିରି ବିଧାୟକ ଇଂ. ସୁକାନ୍ତ କୁମାର ନାୟକ ଗୁରୁବାର ବିଜେଡିରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ର ଦଳୀୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି। ଏହି ଇସ୍ତଫାପତ୍ରରେ ଦଳର ଜିଲା ସଭାପତି ତାଙ୍କୁ ଅଣଦେଖା କରିବା ଏପରିକି ତାଙ୍କୁ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ କରିଛନ୍ତି। 

ଭିଜିଲାନ୍ସ ଜାଲରେ ରଣପୁର ତହସିଲ୍‌ର ପୂର୍ବତନ ନାଜର, କନିଷ୍ଠ କିରାଣୀ

ଭିଜିଲାନ୍ସ ଜାଲରେ ରଣପୁର ତହସିଲ୍‌ର ପୂର୍ବତନ ନାଜର, କନିଷ୍ଠ କିରାଣୀ

ରଣପୁର,୧୫।୩(ସ୍ବ.ପ୍ର.): ନୟାଗଡ଼ ଜିଲା ରଣପୁର ତହସିଲ୍‌ର ପୂର୍ବତନ ନାଜର ଓ କନିଷ୍ଠ  କିରାଣୀ ଲାଞ୍ଚ ନେଉଥିବା ବେଳେ ଶୁକ୍ରବାର ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ତହସିଲ କାର୍ଯ୍ୟାଳୟରେ ଜଣେ ଲୋକଙ୍କଠାରୁ  ଦୁଇ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭୁବନେଶ୍ୱର  ଭିଜିଲାନ୍ସ  ଟିମ୍‌ ଉଭୟଙ୍କୁୁ ଗିରଫ କରିଛନ୍ତି।

ରେଳଧାରଣାରୁ ନବଜାତ ଶିଶୁ ମୃତଦେହ ଉଦ୍ଧାର: ବଳି ସନ୍ଦେହ

ରେଳଧାରଣାରୁ ନବଜାତ ଶିଶୁ ମୃତଦେହ ଉଦ୍ଧାର: ବଳି ସନ୍ଦେହ

ଟିଟିଲାଗଡ଼,୧୫।୩(ଡି.ଏନ୍‌.ଏ.): ବଲାଙ୍ଗିର ଜିଲା ଟିଟିଲାଗଡ଼ ସହର ବହିଦାରପଡ଼ା ରେଳଧାରଣ ନିକଟରୁ ଗୁରୁବାର ଏକ ନବଜାତ ଶିଶୁର ମୃତଦେହ ଉଦ୍ଧାର କରାଯାଇଛି। 

କମିଶନରେଟ୍‌ ପୋଲିସର ଅପରାଧି ଦମନ ନୀତି ଫେଲ୍‌: ଶୈଳଶ୍ରୀବିହାରରେ ଅଧାଘଣ୍ଟା ଧରି ଲୁଟେରାଙ୍କ ଆତଙ୍କ,  ଲୁଟିଲେ ସୁନାଅଳଙ୍କାର

କମିଶନରେଟ୍‌ ପୋଲିସର ଅପରାଧି ଦମନ ନୀତି ଫେଲ୍‌: ଶୈଳଶ୍ରୀବିହାରରେ ଅଧାଘଣ୍ଟା ଧରି ଲୁଟେରାଙ୍କ ଆତଙ୍କ, ଲୁଟିଲେ ସୁନାଅଳଙ୍କାର

ଭୁବନେଶ୍ୱର,୧୫।୩(ବ୍ୟୁରୋ): ଫେଲ ମାରିଛି ଭୁବନେଶ୍ୱର କମିଶନରେଟ ପୋଲିସର ଅପରାଧି ଦମନ ନୀତି। ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଅପରାଧିମାନେ ଦିନ ଦ୍ୱିପ୍ରହରରେ ଆତଙ୍କ ଖେଳାଉଛନ୍ତି। ଏଭଳି ଏକ ଘଟଣା ଚନ୍ଦ୍ରଶେଖରପୁର ଥାନା ଶୈଳଶ୍ରୀବିହାର ଫେଜ୍‌ ୭ ଅଞ୍ଚଳରେ ଶୁକ୍ରବାର ଦେଖିବାକୁ ମିଳିଛି।

କାଳିଆ ଯୋଜନା ଟଙ୍କା ନପାଇ ଅନଶନରେ ବସିଲେ ଚାଷୀ

କାଳିଆ ଯୋଜନା ଟଙ୍କା ନପାଇ ଅନଶନରେ ବସିଲେ ଚାଷୀ

ପାଟକୁରା,୧୫।୩(ଡି.ଏନ୍‌.ଏ.): କେନ୍ଦ୍ରପଡ଼ା ଜିଲା ଗରଦପୁର ବ୍ଲକ ଅଧୀନ ବେଡ଼ାରୀ ପଞ୍ଚାୟତ ସମ୍ମୁଖରେ ଶୁକ୍ରବାର ବିଭିନ୍ନ ଗ୍ରାମର କୃଷକ କାଳିଆ ଯୋଜନାର ଟଙ୍କା ପାଇ ନ ଥିବା ନେଇ ଅନଶନରେ ବସିଛନ୍ତି। 

ଭଡ଼ାଘରେ ଚାଲିଥିଲା ସେକ୍ସ ର଼୍ୟାକେଟ୍‌: ରାୟଗଡ଼ା ପୋଲିସର ଚଢ଼ାଉ; ୬ପୁରୁଷ,ଜଣେ ମହିଳା ଗିରଫ

ଭଡ଼ାଘରେ ଚାଲିଥିଲା ସେକ୍ସ ର଼୍ୟାକେଟ୍‌: ରାୟଗଡ଼ା ପୋଲିସର ଚଢ଼ାଉ; ୬ପୁରୁଷ,ଜଣେ ମହିଳା ଗିରଫ

ରାୟଗଡ଼ା ଅଫିସ,୧୫।୩: ରାୟଗଡ଼ା ସହରର ସାଇପ୍ରିୟା ନଗର ଛକରେ ଥିବା ଏକ ଭଡ଼ାଘରୁ ସେକ୍ସ ର଼୍ୟାକେଟ୍‌ ଠାବ କରାଯାଇଛି। ଗୁରୁବାର ଅପରାହ୍ନରେ ରାୟଗଡ଼ା ଆଇଆଇସି ନିହାର ରଞ୍ଜନ ପ୍ରଧାନଙ୍କ ନେତୃତ୍ୱରେ ପୋଲିସ ଟିମ୍‌ ଚଢ଼ାଉ କରି  ୭ଜଣଙ୍କୁ ଗିରଫ କରିଛନ୍ତି।

ତାମିଲନାଡ଼ୁରେ ୨୬ ଓଡ଼ିଆ ଶ୍ରମିକ ଅଟକ

ତାମିଲନାଡ଼ୁରେ ୨୬ ଓଡ଼ିଆ ଶ୍ରମିକ ଅଟକ

ଜୟପୁର,୧୫।୩(ଡି.ଏନ୍‌.ଏ.): କୋରାପୁଟ ଜିଲା କୁନ୍ଦୁରା ବ୍ଲକରୁ ତାମିଲନାଡ଼ୁକୁ ଦାଦନ ଖଟିବାକୁ ୨୬ ଶ୍ରମିକ ଯାଇଥିଲା ବେଳେ ଆଉ ଘରକୁ  ଫେରିନାହାନ୍ତି। 

ପ୍ରାର୍ଥୀ ତାଲିକା ଘୋଷଣା ନେଇ ଛକାପଞ୍ଝା

ପ୍ରାର୍ଥୀ ତାଲିକା ଘୋଷଣା ନେଇ ଛକାପଞ୍ଝା

ଭୁବନେଶ୍ୱର,୧୫।୩ (ବ୍ୟୁରୋ): ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ସାଧାରଣ ନିର୍ବାଚନ ହେବ। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଉ କିଛିଦିନ ପରେ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଯିବ। ଏହା ପୂର୍ବରୁ ରାଜ୍ୟର ୩ ପ୍ରମୁଖ ଦଳ ବିଜେଡି, ଭାଜପା ଏବଂ କଂଗ୍ରେସ ନିଜର ପ୍ରାର୍ଥୀ ତାଲିକା ଘୋଷଣା କରିବେ। ସମୟ କମ୍‌ ଥିବାବେଳେ କୌଣସି ଦଳ ଏଯାଏ ପ୍ରାର୍ଥୀ ତାଲିକା ଘୋଷଣା କରିପାରି ନାହାନ୍ତି। 

କଲେଜ ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ଟ୍ୟୁଶନରୁ ଫେରୁଥିବା ବେଳେ ଉଠାଇ ନେଇଥିଲେ ଯୁବକ

କଲେଜ ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ଟ୍ୟୁଶନରୁ ଫେରୁଥିବା ବେଳେ ଉଠାଇ ନେଇଥିଲେ ଯୁବକ

ବାଲେଶ୍ୱର ଅଫିସ,୧୫।୩: ବାଲେଶ୍ୱର ଜିଲା ରେମୁଣା ବ୍ଲକ ନରହରିପୁର ପଞ୍ଚାୟତ ମେଳା ପଡ଼ିଆରୁ ଶୁକ୍ରବାର ପୂର୍ବାହ୍ନରେ ଜଣେ କଲେଜ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ସଦର ଥାନା ଅନ୍ତର୍ଗତ ବାଙ୍ଗରା ଗ୍ରାମ ହରିଶ୍ଚନ୍ଦ୍ର ବେହେରାଙ୍କ ଝିଅ ସୁପ୍ରିୟା(୨୦)।

ରାଜନଗର ନିର୍ବାଚନମଣ୍ଡଳୀର ୨୮୪ କେନ୍ଦ୍ରରେ ମତ ଦେବେ ଭୋଟର

ରାଜନଗର, ୧୫।୩(ଡି.ଏନ୍‌.ଏ.): ଆସନ୍ତା ଏପ୍ରିଲରେ ହେବାକୁ ଥିବା ୨୦୧୯ ସାଧାରଣ ନିର୍ବାଚନରେ କେନ୍ଦ୍ରାପଡ଼ା ଜିଲା ରାଜନଗର ନିର୍ବାଚନ ମଣ୍ଡଳୀରୁ ୨ ଲକ୍ଷ ୩୯ ହଜାର ୮୫୨ ଭୋଟର ମତଦାନ କରିବେ। 

ଆଭ୍ୟନ୍ତରୀଣ, ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭାବନା

ଆଭ୍ୟନ୍ତରୀଣ, ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର, ୧୫।୩(ବ୍ୟୁରୋ): ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାର କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। 

ଦିଲ୍ଲୀରୁ ଫେରିଲେ ଦାମ: ବିମାନବନ୍ଦରରେ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା, ଶୋଭାଯାତ୍ରାରେ ପାଛୋଟି ଆଣିଲେ ସମର୍ଥକ

ଦିଲ୍ଲୀରୁ ଫେରିଲେ ଦାମ: ବିମାନବନ୍ଦରରେ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା, ଶୋଭାଯାତ୍ରାରେ ପାଛୋଟି ଆଣିଲେ ସମର୍ଥକ

ଭୁବନେଶ୍ୱର,୧୫।୩(ବ୍ୟୁରୋ): ଭାଜପାରେ ବରିଷ୍ଠ ନେତା ଦାମୋଦର ରାଉତ ଯୋଗ ଦେବା ପରେ ଶୁକ୍ରବାର ଦିଲ୍ଲୀରୁ ଫେରିଛନ୍ତି। ଦାମ ଫେରିବା ପରେ ଭୁବନେଶ୍ୱର ବିମାନବନ୍ଦରରେ ତାଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି। ଏପରିକି ଏକ ଶୋଭାଯାତ୍ରାରେ ଦାମକୁ ଦଳୀୟ କର୍ମୀ ଓ ସମର୍ଥକମାନେ ପାଛୋଟି ଆଣିଛନ୍ତି। 

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଆରମ୍ଭ

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଆରମ୍ଭ

ପୁରୀ ଅଫିସ, ୧୫।୩: ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଶୁକ୍ରବାର ଆରମ୍ଭ ହୋଇଛି। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଚାଲିଥିବା ଏହି ବୈଠକରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଅଧ୍ୟକ୍ଷତା କରୁଛନ୍ତି। 

ନାଲକୋ ସୁରକ୍ଷା କର୍ମଚାରୀଙ୍କୁ ମାଡ଼ ମାରିବା ଭିଡିଓ ଭାଇରାଲ, ଜଣେ ଗିରଫ

ନାଲକୋ ସୁରକ୍ଷା କର୍ମଚାରୀଙ୍କୁ ମାଡ଼ ମାରିବା ଭିଡିଓ ଭାଇରାଲ, ଜଣେ ଗିରଫ

ବଅଁରପାଳ, ୧୫।୩(ଡି.ଏନ୍‌.ଏ.): ଅନୁଗୋଳ ଜିଲା ବଅଁରପାଳ ନାଲ୍‌କୋ କଲୋନୀ ଟାଉନସିପ୍‌ ଫାଟକ ନିକଟରେ ଜଣେ ସିକ୍ୟୁରିଟି କର୍ମଚାରୀଙ୍କୁ ଗତ ୧୩ତାରିଖ ରାତିରେ କେତେଜଣ ଯୁବକ ମାଡ଼ ମାରିଥିଲେ। 

ଆଜି ପରିଚାଳନା କମିଟି: ଉପସ୍ଥାପନ ହେବ ଶ୍ରୀମନ୍ଦିର ବଜେଟ

ଆଜି ପରିଚାଳନା କମିଟି: ଉପସ୍ଥାପନ ହେବ ଶ୍ରୀମନ୍ଦିର ବଜେଟ

ପୁରୀ ଅଫିସ,୧୫ା୩: ଶୁକ୍ରବାର ଅନୁଷ୍ଠିତ ହେବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ପୂର୍ବାହ୍ନ ୧୧ଟାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଅଧ୍ୟକ୍ଷତା କରିବେ।

ଗଡ଼  ବଞ୍ଚାଇବାକୁ  ଉଦ୍ୟମ

ଗଡ଼ ବଞ୍ଚାଇବାକୁ ଉଦ୍ୟମ

ବୌଦ୍ଧ,୧୫ା୩(ସ୍ବ.ପ୍ର.)(ଅଜିତ୍‌ କୁମାର ବାରିକ):  ୨୦୦୯ ମସିହା ସୀମା ନିର୍ଦ୍ଧାରଣ ପରେ ବୌଦ୍ଧ ନିର୍ବାଚନମଣ୍ଡଳୀ ହରଭଙ୍ଗା ବ୍ଲକର ୨୨ ପଞ୍ଚାୟତ, ବୌଦ୍ଧ ବ୍ଲକର ୧୧ ପଞ୍ଚାୟତ ଓ ବୌଦ୍ଧ ଏନ୍‌ଏସିକୁ ଗଠିତ ହୋଇଛି । 

ରଣନୀତି ପ୍ରସ୍ତୁତିରେ ଲାଗିଛନ୍ତି ଆଶାୟୀ

ରଣନୀତି ପ୍ରସ୍ତୁତିରେ ଲାଗିଛନ୍ତି ଆଶାୟୀ

କୁଆଁରମୁଣ୍ଡା, ୧୫।୩(ମହେନ୍ଦ୍ର କୁମାର ସାହୁ) : ଭୌଗୋଳିକ ଦୃଷ୍ଟିକୋଣରୁ ବୀରମିତ୍ରପୁର ନିର୍ବାଚନମଣ୍ଡଳୀ ସୁନ୍ଦରଗଡ଼ ଜିଲାର ସୀମାନ୍ତବର୍ତ୍ତୀ ଝାଡ଼ଖଣ୍ଡ ରାଜ୍ୟକୁ ଲାଗିଛି। ଏହି ନିର୍ବାଚନମଣ୍ଡଳୀ ବୀରମିତ୍ରପୁର ପୌରପାଳିକା ସମେତ କୁଆଁରମୁଣ୍ଡା, ନୂଆଗାଁ ଓ ବିଶ୍ରା ବ୍ଲକକୁ ନେଇ ଗଠିତ। ରାଉରକେଲା ଓ ରଘୁନାଥପାଲୀ ନିର୍ବାଚନମଣ୍ଡଳୀକୁ ଲାଗିଥିବାରୁ ଏହି ଆସନ ପାଇଁ ରାଉରକେଲା ନେତାଙ୍କ ହସ୍ତକ୍ଷେପ ରହିଛି।