ମେଟ୍ରୋ

ବିଶ୍ୱସ୍ତରୀୟ କନ୍‌ଭେନ୍‌ଶନ ସେଣ୍ଟର ପାଇଁ ପ୍ରସ୍ତାବ

ବିଶ୍ୱସ୍ତରୀୟ କନ୍‌ଭେନ୍‌ଶନ ସେଣ୍ଟର ପାଇଁ ପ୍ରସ୍ତାବ

ଭୁବନେଶ୍ୱର,୧୩।୧୧(ବ୍ୟୁରୋ)-ମିଟିଙ୍ଗ୍‌ସ, ଇନ୍‌ସେନ୍‌ଟିଭ୍‌ସ, କନ୍‌ଫରେନ୍ସେସ୍‌ ଆଣ୍ଡ୍‌ ଇଭେଣ୍ଟ୍‌ସ(ମାଇସ୍‌) ଟୁରିଜମ୍‌ର ଡିମାଣ୍ଡ ଏବେ ସମଗ୍ର ବିଶ୍ୱରେ ରହିଛି। ପର୍ଯ୍ୟଟନ କ୍ଷେତ୍ରରେ ଏହା ଏକ ନୂଆ ସମ୍ଭାବନା ହୋଇଥିବା ବେଳେ ଓଡ଼ିଶାରେ ମଧ୍ୟ ଏଥିପାଇଁ ବ୍ୟାପକ ସୁଯୋଗ ରହିଛି।

ଆଜିଠୁ ଖୋଲିବ ଭୁବନେଶ୍ୱର କୋର୍ଟ

ଆଜିଠୁ ଖୋଲିବ ଭୁବନେଶ୍ୱର କୋର୍ଟ

ଭୁବନେଶ୍ୱର,୧୩ା୧୧ (ବ୍ୟୁରୋ)- ପୋଲିସ ମାଡ଼ ଘଟଣାକୁ ନେଇ ହାଇକୋର୍ଟର ଆଇନଜୀବୀମାନେ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଚଳାଇଛନ୍ତି।

୨୬ରୁ ରକ୍ତ ଭଣ୍ଡାର କର୍ମଚାରୀଙ୍କ ଗଣଧାରଣା

୨୬ରୁ ରକ୍ତ ଭଣ୍ଡାର କର୍ମଚାରୀଙ୍କ ଗଣଧାରଣା

ଭୁବନେଶ୍ୱର, ୧୩।୧୧(ବ୍ୟୁରୋ)- ଓଡ଼ିଶା ରାଜ୍ୟ ରକ୍ତ ଭଣ୍ଡାର କର୍ମଚାରୀ ସଂଘର କର୍ମଚାରୀମାନେ ଆସନ୍ତା ୨୬ ତାରିଖରୁ ଗଣଧାରଣାରେ ବସିବେ। ସ୍ଥାୟୀ ନିଯୁକ୍ତି ସହିତ ସପ୍ତମ ବେତନ କମିଶନ ହାରରେ ଦରମା ଓ ସରକାରୀ କ୍ୱାର୍ଟର୍ସ ଆଦି ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇବେ।

ଡା. ଏସ୍‌. ଗୋପକୁମାରଙ୍କୁ ବୈଦ୍ୟ କୈବଲ୍ୟ ଉପାଧି

ଡା. ଏସ୍‌. ଗୋପକୁମାରଙ୍କୁ ବୈଦ୍ୟ କୈବଲ୍ୟ ଉପାଧି

ଭୁବନେଶ୍ୱର, ୧୩।୧୧(ବ୍ୟୁରୋ)- ଅଷ୍ଟାଙ୍ଗ ଆୟୁର୍ବେଦ ଚିକିତ୍ସାଳୟ ଓ ଆସ୍ଥା ଅନୁଷ୍ଠାନ ପକ୍ଷରୁ ରବିବାର ଉତ୍କଳ ରଙ୍ଗମଞ୍ଚଠାରେ ଆୟୁର୍ବେଦ ଉପରେ ଜାତୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।

୧୭ରୁ ଓଡ଼ିଶା ବିଜ୍ଞାନ ଓ ପରିବେଶ କଂଗ୍ରେସ

ଭୁବନେଶ୍ୱର, ୧୩।୧୧(ବ୍ୟୁରୋ)- ଓଡ଼ିଶା ପରିବେଶ ସମିତି ଏବଂ ଜାତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ (ନାଇଜର)ର ମିଳିତ ଆନୁକୂଲ୍ୟରେ ଆସନ୍ତା ୧୭ ତାରିଖରୁ ବିଂଶତମ ଓଡ଼ିଶା ବିଜ୍ଞାନ ଓ ପରିବେଶ କଂଗ୍ରେସ ଆରମ୍ଭ ହେବ। 

୬ ଜେଲ୍‌ର ଅନ୍ତେବାସୀ ଖାଇଛନ୍ତି ୧୮ଲକ୍ଷ ଟଙ୍କାର ଜଳଖିଆ

୬ ଜେଲ୍‌ର ଅନ୍ତେବାସୀ ଖାଇଛନ୍ତି ୧୮ଲକ୍ଷ ଟଙ୍କାର ଜଳଖିଆ

ଭୁବନେଶ୍ୱର,୧୩ା୧୧ (ବ୍ୟୁରୋ)- ରାଜ୍ୟର ୬ଟି ଜେଲ୍‌ରେ ରହୁଥିବା ଅନ୍ତେବାସୀମାନେ ବର୍ଷକ ଭିତରେ ୧୮ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଜଳଖିଆ ଖାଇଛନ୍ତି। 

ବିମାନବନ୍ଦରରେ ଶିଳ୍ପପତିଙ୍କ ୧୨ ବିମାନ

ବିମାନବନ୍ଦରରେ ଶିଳ୍ପପତିଙ୍କ ୧୨ ବିମାନ

ଭୁବନେଶ୍ୱର, ୧୩ା୧୧(ବ୍ୟୁରୋ)- ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭର ସୋମବାର ଦ୍ୱିତୀୟ ଦିବସରେ ଦେଶର ବଡ଼ ବଡ଼ ଶିଳ୍ପପତି ଯୋଗଦେଇଛନ୍ତି।

୧.୩୫ କୋଟି ଋଣ ଠକେଇ: ଅଭିଯୁକ୍ତଙ୍କୁ ଗିରଫ କଲା ଇଓଡବ୍ଲ୍ୟୁ

୧.୩୫ କୋଟି ଋଣ ଠକେଇ: ଅଭିଯୁକ୍ତଙ୍କୁ ଗିରଫ କଲା ଇଓଡବ୍ଲ୍ୟୁ

ଭୁବନେଶ୍ୱର,୧୩ା୧୧ (ବ୍ୟୁରୋ)- ମଦ ଦୋକାନ କରିବା ଆଳରେ ଜାଲ୍‌ କାଗଜପତ୍ର ଦେଇ ଏସ୍‌ବିଆଇରୁ ୧.୩୫ କୋଟି ଋଣ ନେବା ଘଟଣାରେ ଇଓଡବ୍ଲ୍ୟୁ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। 

ଦୀର୍ଘଦିନ ଧରି କୁରୁଜଙ୍ଗ ସୋସାଇଟିରେ ଝୁଲୁଛି ତାଲା

କୋଣାର୍କ, ୧୨।୧୧(ଡି.ଏନ୍‌.ଏ.)-କାକଟପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୁରୁଜଙ୍ଗ ପଞ୍ଚାୟତର ଜାଗେଶ୍ୱରୀ ସୋସାଇଟିରେ ଦୀର୍ଘ ଦିନ ଧରି ତାଲା ଝୁଲୁଥିବା ଦେଖିବାକୁ ମିଳୁଛି।  

୧୪ରୁ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’

ଭୁବନେଶ୍ୱର, ୧୨।୧୧(ବ୍ୟୁରୋ)- ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆସନ୍ତା ୧୪ ତାରିଖରୁ ଆରମ୍ଭ ହେବାକୁ ଯାଉଛି ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’। ୟୁନିଟ୍‌-୯ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ୧୬ ତାରିଖ ଯାଏ ଏହି ମହୋତ୍ସବ ଚାଲିବ।

କେନ୍ଦ୍ର ମନ୍ତ୍ରୀ ଅନନ୍ଥ କୁମାରଙ୍କ ପରଲୋକ: ରାଜ୍ୟ ଭାଜପାର ଗଭୀର ଶୋକ

କେନ୍ଦ୍ର ମନ୍ତ୍ରୀ ଅନନ୍ଥ କୁମାରଙ୍କ ପରଲୋକ: ରାଜ୍ୟ ଭାଜପାର ଗଭୀର ଶୋକ

ଭୁବନେଶ୍ୱର,୧୨।୧୧(ବ୍ୟୁରୋ): ଭାଜପା ରାଷ୍ଟ୍ରୀୟ ନେତା ତଥା କେନ୍ଦ୍ର ସରକାରର ସଂସଦୀୟ ବ୍ୟାପାର ଏବଂ ସାର ଓ ରସାୟନ ମନ୍ତ୍ରୀ ଅନନ୍ଥ କୁମାରଙ୍କ ରବିବାର ମଧ୍ୟରାତ୍ରିରେ ପରଲୋକ ଘଟିଛି।

ପୁରୀ ହିଂସାକାଣ୍ଡ ଘଟଣା: ବିରୋଧୀଙ୍କୁ ଫସାଇବା ପାଇଁ ସରକାରଙ୍କ ଏକ ଯୋଜନାବଦ୍ଧ ଷଡ଼ଯନ୍ତ୍ର: କଂଗ୍ରେସ

ପୁରୀ ହିଂସାକାଣ୍ଡ ଘଟଣା: ବିରୋଧୀଙ୍କୁ ଫସାଇବା ପାଇଁ ସରକାରଙ୍କ ଏକ ଯୋଜନାବଦ୍ଧ ଷଡ଼ଯନ୍ତ୍ର: କଂଗ୍ରେସ

ଭୁବନେଶ୍ୱର,୧୨।୧୧(ବ୍ୟୁରୋ): ଧାଡ଼ି ଦର୍ଶନକୁ ବିରୋଧ ପ୍ରତିବାଦରେ ଗତ ଅକ୍ଟୋବର ୩ ତାରିଖରେ ଜଗନ୍ନାଥ ସେନା ପକ୍ଷରୁ ପୁରୀ ବନ୍ଦ ଡାକରା ଦିଆଯାଇଥିଲା। ସେହି ସମୟରେ ପୁରୀରେ ହିଂସାକାଣ୍ଡ ଘଟିଥିଲା। ଉକ୍ତ ଘଟଣାରେ  କଂଗ୍ରେସ ସିଧା ସଳଖ ଜିଲା ପ୍ରଶାସନକୁ ଟାର୍ଗେଟ କରିଛି।

ମହାପ୍ରଭୁଙ୍କୁ ଦର୍ଶନ କଲେ ମୁକେଶ ଅମ୍ବାନୀ

ମହାପ୍ରଭୁଙ୍କୁ ଦର୍ଶନ କଲେ ମୁକେଶ ଅମ୍ବାନୀ

ପୁରୀ ଅଫିସ,୧୨।୧୧: ରିଲାଏନ୍ସ ଇଣ୍ଡଷ୍ଟ୍ରି ଅଧ୍ୟକ୍ଷ ତଥା ଭାରତର ପ୍ରତିଷ୍ଠିତ ଶିଳ୍ପପତି ମୁକେଶ ଅମ୍ବାନୀ ସୋମବାର ଅପରାହ୍ନ ସାଢ଼େ ୩ଟାରେ ଶ୍ରୀମନ୍ଦିରକୁ ଯାଇ ଭିତର କାଠ ନିକଟରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି।

ଓଡ଼ିଶାରେ ଜେଏସପିଲ୍‌ର ସମ୍ପ୍ରସାରଣ ହେବ: ନବୀନ ଜିନ୍ଦଲ

ଓଡ଼ିଶାରେ ଜେଏସପିଲ୍‌ର ସମ୍ପ୍ରସାରଣ ହେବ: ନବୀନ ଜିନ୍ଦଲ

ଭୁବନେଶ୍ୱର, ୧୨।୧୧(ବ୍ୟୁରୋ): ଓଡ଼ିଶାରେ ନିଜ ଇସ୍ପାତ କାରଖାନାର ଉତ୍ପାଦନ ବୃଦ୍ଧି କରିବାକୁ ଯାଉଛି ଜେଏସପିଏଲ୍‌ କମ୍ପାନୀ।  ଭୁବନେଶ୍ୱର ଜନତା ମୈଦାନରେ ଆରମ୍ଭ ହୋଇଥିବା ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ୍‌ରେ ଯୋଗଦେଇ ଏହା କହିଛନ୍ତି କମ୍ପାନୀର ମୁଖ୍ୟ ନବୀନ ଜିନ୍ଦଲ। 

ଓଡ଼ିଶାରେ ୨ ବର୍ଷରେ ୨ ବିଲିୟନ୍‌ ଡଲାର ନିବେଶ କରିବ ବିର୍ଲା

ଓଡ଼ିଶାରେ ୨ ବର୍ଷରେ ୨ ବିଲିୟନ୍‌ ଡଲାର ନିବେଶ କରିବ ବିର୍ଲା

ଭୁବନେଶ୍ୱର, ୧୨।୧୧(ବ୍ୟୁରୋ): ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭର ଦ୍ୱିତୀୟ ଦିନରେ ଭାରତର ପ୍ରମୁଖ ଶିଳ୍ପପତିମାନେ ଯୋଗ ଦେଇଛନ୍ତି। ଭୁବନେଶ୍ୱର ଜନତା ମୈଦାନରେ ଆରମ୍ଭ ହୋଇଥିବା ଏହି କନକ୍ଲେଭ୍‌ରେ ଯୋଗଦେଇ ଆଦିତ୍ୟ ବିର୍ଲା ଗ୍ରୁପ୍‌ର ଚେୟାରମ୍ୟାନ୍‌ କୁମାର ମଙ୍ଗଲମ୍‌ ବିର୍ଲା ଓଡ଼ିଶା ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭୂୟସୀ ପ୍ରଶଂସା କରିଥିଲେ।

ଓଡ଼ିଶାରେ ୩ ହଜାର କୋଟି ଟଙ୍କା ନିବେଶ କରିବ ରିଲାଏନ୍ସ

ଓଡ଼ିଶାରେ ୩ ହଜାର କୋଟି ଟଙ୍କା ନିବେଶ କରିବ ରିଲାଏନ୍ସ

ଭୁବନେଶ୍ୱର, ୧୨।୧୧(ବ୍ୟୁରୋ): ଭୁବନେଶ୍ୱର ଜନତା ମୈଦାନରେ ଆରମ୍ଭ ହୋଇଥିବା ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ୍‌ରେ ଯୋଗ ଦେଇଛନ୍ତି ଭାରତର ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀ।

ସିସିଟିଭି କ୍ୟାମେରାରେ କଳା ବୋଳି ଏଟିଏମରୁ ଲୁଟି ନେଲେ ଟଙ୍କା

ସିସିଟିଭି କ୍ୟାମେରାରେ କଳା ବୋଳି ଏଟିଏମରୁ ଲୁଟି ନେଲେ ଟଙ୍କା

ଖୋର୍ଦ୍ଧା ଅଫିସ୍‌, ୧୨।୧୧: ଖୋର୍ଦ୍ଧା ଟାଉନ ଥାନା ବାଘମାରୀ ଫାଣ୍ଡି ତୁଳସୀପୁରର ଇଣ୍ଡିକାସ୍‌ ଏଟିଏମରୁ ଟଙ୍କା ଲୁଟ୍‌ ହୋଇଛି। ରବିବାର ରାତିରେ ଲୁଟେରାମାନେ ସିସିଟିଭି କ୍ୟାମେରାରେ କଳା ବୋଳି ଲୁଟ କରିଥିଲେ। 

ଓଡ଼ିଶାରେ ମୁକେଶ ଅମ୍ବାନୀ

ଓଡ଼ିଶାରେ ମୁକେଶ ଅମ୍ବାନୀ

ଭୁବନେଶ୍ୱର, ୧୨।୧୧(ବ୍ୟୁରୋ): ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ୍‌ରେ ଯୋଗଦେବା ପାଇଁ ଭୁବନେଶ୍ୱରରେ ପହଞ୍ଚିଛନ୍ତି ଭାରତର ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀ।

ପରଦାକୁ ଆସୁଛି ‘ଅଜବ ସଞ୍ଜୁର ଗଜବ ଲଭ୍‌’

ପରଦାକୁ ଆସୁଛି ‘ଅଜବ ସଞ୍ଜୁର ଗଜବ ଲଭ୍‌’

ପୁରୀ ଅଫିସ୍‌, ୧୨।୧୧: ପୁରୀଠାରୁ ୨୦ କିମି ଦୂର ବୀରଗୋବିନ୍ଦପୁର ସ୍ଥିତ ମା’ ଦକ୍ଷିଣକାଳୀଙ୍କ ପୀଠରେ ‘ଅଜବ ସଞ୍ଜୁର ଗଜବ୍‌ ଲଭ୍‌’ ଚଳଚ୍ଚିତ୍ରର ଶୁଭ ମହୁରତ୍‌ ସୋମବାର ଅନୁଷ୍ଠିତ ହୋଇଯାଇଛି। ଛାଇଶ୍ରଦ୍ଧା ଟେଲି ପ୍ରଡକ୍ସନର ଏହା ଦ୍ୱିତୀୟ ଚଳଚ୍ଚିତ୍ର।

ହରିହର ବେଶରେ ଦର୍ଶନ ଦେଲେ ବଡଠାକୁର

ହରିହର ବେଶରେ ଦର୍ଶନ ଦେଲେ ବଡଠାକୁର

ପୁରୀ ଅଫିସ,୧୨ା୧୧ : ଶ୍ରୀମନ୍ଦିରରେ ସୋମବାର ହରିହର ବେଶ ଅନୁଷ୍ଠିତ ହୋଇଯାଇଛି। ଅବକାଶ ନୀତି ପରେ ବଡଠାକୁର ହରିହର ବେଶରେ ଭକ୍ତଙ୍କୁ ଦର୍ଶନ ଦେଛନ୍ତି। ବଡଠାକୁରଙ୍କୁ ହର ବା ଶିବ ବୋଲି ବିବେଚନା କରାଯାଉଥିବାବେଳେ ଏହି ବେଶରେ ହରି (ବିଷ୍ଣୁ) ଓ ହର (ଶିବ)ଙ୍କ ଆତ୍ମୀୟତା ପ୍ରସ୍ଫୁଟିତ ହୋଇଥାଏ। ଏହି ବେଶରେ ବଡଠାକୁର ଅର୍ଦ୍ଧେକ ଧଳା ଓ ଅର୍ଦ୍ଧେକ କଳା ଦିଶିବା ସହ ୩୨ ପ୍ରକାର ସୁବର୍ଣ୍ଣ ଅଳଙ୍କାର ପରିଧାନ କରିଥାନ୍ତି। 

ବିଦ୍ୟୁତ୍‌ ଖୁଣ୍ଟରେ ପିଟିହେଲା ବାଇକ୍‌: ଚାଳକ ମୃତ, ୨ ଗୁରୁତର

ବିଦ୍ୟୁତ୍‌ ଖୁଣ୍ଟରେ ପିଟିହେଲା ବାଇକ୍‌: ଚାଳକ ମୃତ, ୨ ଗୁରୁତର

ଭୁବନେଶ୍ୱର, ୧୨ା୧୧(ବ୍ୟୁରୋ)- ଖଣ୍ଡଗିରି ଥାନା କୋଳଥିଆ ଛକ ନିକଟରେ ରବିବାର ରାତି ପ୍ରାୟ ୧୦ଟାରେ ଏକ ବାଇକ୍‌ ଗୋଟିଏ ବିଦ୍ୟୁତ୍‌ ଖୁଣ୍ଟରେ ପିଟିହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି।

ଶଟର ତାଡ଼ି ଲୁଟିନେଲେ ୩୫ ଦାମୀ ମୋବାଇଲ: ସିସି କ୍ୟାମେରାରେ ଲୁଟ୍‌ର ଦୃଶ୍ୟ

ଶଟର ତାଡ଼ି ଲୁଟିନେଲେ ୩୫ ଦାମୀ ମୋବାଇଲ: ସିସି କ୍ୟାମେରାରେ ଲୁଟ୍‌ର ଦୃଶ୍ୟ

ଭୁବନେଶ୍ୱର, ୧୨ା୧୧(ବ୍ୟୁରୋ)- ନୟାପଲ୍ଲୀ ଥାନା ଆଇଆରସି ଭିଲେଜରେ ଥିବା ମୋବାଇଲ ଜୋନ୍‌ ନାମକ ଏକ ଦୋକାନରୁ ଦୁର୍ବୃତ୍ତମାନେ ୩୫ଟି ଦାମୀ ମୋବାଇଲ୍‌ ଫୋନ ଲୁଟି ନେଇଛନ୍ତି। 

ଲୁଟବେଳେ ଧରାପଡ଼ିଲେ ୩ ଲୁଟେରା

ଲୁଟବେଳେ ଧରାପଡ଼ିଲେ ୩ ଲୁଟେରା

ଭୁବନେଶ୍ୱର, ୧୨ା୧୧(ବ୍ୟୁରୋ)-ବରମୁଣ୍ଡା ଓଭରବ୍ରିଜ୍‌ ଉପରେ ଲୁଟ କରିବା ସମୟରେ ଧରା ପଡିଛନ୍ତି ୩ ଲୁଟେରା। ସେମାନଙ୍କୁ ଖଣ୍ଡଗିରି ପୋଲିସ କାବୁ କରି ଥାନାରେ ଅଟକ ରଖିଛି।

ଯୌତୁକ ପାଇଁ ବଧୂଙ୍କୁ ପୋଡ଼ି ହତ୍ୟା:ସ୍ବାମୀ, ଶାଶୁ, ଶ୍ୱଶୁର ଅଟକ

ଯୌତୁକ ପାଇଁ ବଧୂଙ୍କୁ ପୋଡ଼ି ହତ୍ୟା:ସ୍ବାମୀ, ଶାଶୁ, ଶ୍ୱଶୁର ଅଟକ

ବାରଙ୍ଗ,୧୨।୧୧(ଡି.ଏନ୍‌.ଏ.)-ନନ୍ଦନକାନନ ଥାନା ଅଧୀନ ଗୋକନପୁର ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ଜଣେ ବଧୂଙ୍କୁ କିରୋସିନ ଢାଳି ପୋଡ଼ି ମାରିଦିଆଯାଇଛି।