ମନୋରଞ୍ଜନ

ଡ୍ରିମ୍‌ ପ୍ରୋଜେକ୍ଟ ଅପେକ୍ଷାରେ ଇମତିୟାଜ୍‌

ଡ୍ରିମ୍‌ ପ୍ରୋଜେକ୍ଟ ଅପେକ୍ଷାରେ ଇମତିୟାଜ୍‌

ବଲିଉଡର ଜଣାଶୁଣା ନିର୍ଦ୍ଦେଶକ ଇମତିଆଜ ଅଲ୍ଲୀ ରାଧା-କୃଷ୍ଣଙ୍କ ପ୍ରେମ କାହାଣୀକୁ ନେଇ ଫିଲ୍ମ ନିର୍ମାଣ କରିବାକୁ ଯାଉଛନ୍ତି। ‘ଜବ ଉଇ ମେଟ୍‌’, ‘ଲଭ ଆଜକାଲ’, ‘ହାଇଓ୍ବେ’, ‘ରକଷ୍ଟାର’, ‘କକଟେଲ’ ଓ ‘ତମାସା’ ଭଳି ହିଟ୍‌ ଫିଲ୍ମ ନିର୍ମାଣ କରିଥିବା ଇମତିୟାଜଙ୍କ ଏହି ଡ୍ରିମ୍‌ ପ୍ରୋଜେକ୍ଟର କାର୍ଯ୍ୟ ଖୁବଶିଘ୍ର ଆରମ୍ଭ ହେବାକୁ ଯାଉଛି। 

ସମାଜକୁ ପ୍ରଭାବିତ କଲା ଭଳି ଫିଲ୍ମରେ କାମ କରିବାକୁ ଚାହାଁନ୍ତି ସୋନମ୍‌

ସମାଜକୁ ପ୍ରଭାବିତ କଲା ଭଳି ଫିଲ୍ମରେ କାମ କରିବାକୁ ଚାହାଁନ୍ତି ସୋନମ୍‌

ମୁମ୍ବାଇ: ବଲିଉଡ୍‌ କୁଇନ୍‌ ସୋନମ୍‌ କପୁର ଲାଗାତାର ଭାବେ ଦର୍ଶକଙ୍କୁ ଦେଇ ଚାଲିଛନ୍ତି ଗୋଟିଏ ପରେ ଗୋଟିଏ ହିଟ୍‌ ଫିଲ୍ମ। ପାଖାପାଖି ୬ ବର୍ଷ ହେବ ତାଙ୍କର କୌଣସି ଫିଲ୍ମ ଫ୍ଲପ୍‌ ହୋଇ ନାହିଁ କହିଲେ ଚଳେ।

ସେଲିବ୍ରିଟି ଟିଚର୍‌

ସେଲିବ୍ରିଟି ଟିଚର୍‌

ବଲିଉଡ୍‌ର ଗ୍ଲାମର୍‌ ଦୁନିଆର ଏମାନେ ଜଣେ ଜଣେ ତାରକା। ହେଲେ ଏହି ଦୁନିଆକୁ ଆସିବା ପୂର୍ବରୁ ଏମାନେ ବି ଥିଲେ ଆମପରି ସାଧାରଣ ମଣିଷ। କେହି କେହି ତ ଥିଲେ ଭିନ୍ନ ଭିନ୍ନ କ୍ଷେତ୍ରରେ ଜ୍ଞାନର ଆଲୋକ ପ୍ରଦାନ କରୁଥିବା ଗୁରୁ। ଜାଣନ୍ତୁ ସେମିତି କେତେଜଣ ସେଲିବ୍ରିଟି ଟିଚର୍‌ଙ୍କ ସମ୍ପର୍କରେ...

ହଟ୍‌ ସିଟ୍‌ରେ ବସିବେ ଶ୍ରୀ ରେଡ୍ଡି

ହଟ୍‌ ସିଟ୍‌ରେ ବସିବେ ଶ୍ରୀ ରେଡ୍ଡି

ତେଲୁଗୁ ଅଭିନେତ୍ରୀ ଶ୍ରୀ ରେଡ୍ଡି ଖୁବ୍‌ ଶୀଘ୍ର ହଟ୍‌ ସିଟ୍‌ରେ ବସିବେ। ଅନ୍ୟ ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶନାରେ କାମ କରିବା ପରେ ସେ ନିଜେ ଏଭଳି ଗୁରୁଦାୟିତ୍ୱ ନେବାକୁ ମାଇଣ୍ଡ ମେକ୍‌ଅପ୍‌ କରିଛନ୍ତି। ଏହାବ୍ୟତୀତ ଉକ୍ତ ଫିଲ୍ମର ପ୍ରଯୋଜନା ମଧ୍ୟ ନିଜେ କରିବେ। 

ତାରାଙ୍କ ନୂଆ ପ୍ରେମିକ

ତାରାଙ୍କ ନୂଆ ପ୍ରେମିକ

ନବାଗତା ତାରା ସୁଟାରିଆ। ସେ ଏବେ ପ୍ରେମରେ ପଡିଯାଇଛନ୍ତି। ଆଉ ତାଙ୍କ ପ୍ରେମ ବଲ୍‌ରେ କିଏ ବୋଲ୍ଡ ହୋଇଛନ୍ତି ଜାଣନ୍ତି ? ଷ୍ଟାର କିଡ୍‌ ଏବଂ ବର୍ତ୍ତମାନର ବଲିଉଡ୍‌ର ୟଙ୍ଗ୍‌ ସେନସେଶନ ଟାଇଗର ଶ୍ରଫ। ଅର୍ଥାତ୍‌, ଦୁହିଁଙ୍କ ପ୍ରେମ ଏତେ ନିବିଡ଼ ଯେ ସେଥିରେ କୁଆଡେ ପାଣି ଗଳୁନାହିଁ। 

ଆଲିଆ-ରଣବୀର ବାହାଘର !

ଆଲିଆ-ରଣବୀର ବାହାଘର !

ମହେଶ ତନୟା ଆଲିଆ ଭଟ୍ଟ ଏବଂ ରଣବୀର କପୁରଙ୍କ ପ୍ରେମରେ ନୂଆ ଟ୍ବିଷ୍ଟ। ଏପଟେ ଦୁହେଁ ତ ପ୍ରେମରେ ମସ୍‌ଗୁଲ, ପୁଣି ଏହି ଲଭ୍‌କୁ ମହେଶ ଭଟ୍ଟ ଗ୍ରୀନ୍‌ ସିଗ୍‌ନାଲ ଦେଇସାରିଛନ୍ତି। ହେଲେ ଜାଣିଛନ୍ତି ହାତକୁ ଦି’ ହାତ ହେବାକୁ  ଏହି ହଟ୍‌ ଯୋଡି ଆଉ ଡେରି କରିବେ ନାହିଁ। 

କ୍ୟାଟ୍ରିନା ହିଁ ଫିଟ୍‌

କ୍ୟାଟ୍ରିନା ହିଁ ଫିଟ୍‌

ସଲମାନ-କ୍ୟାଟ୍ରିନା ଯୋଡ଼ି ବଲିଉଡ୍‌ରେ ନୂଆ ନୁହେଁ। କେବଳ ରିଲ୍‌ ନୁହେଁ, ସେମାନଙ୍କର ରିୟଲ ଲାଇଫକୁ ନେଇ ଅନେକ ଚର୍ଚ୍ଚା ହୋଇଛି। ଏପରି କି ଏହି ଯୋଡି କୁଆଡେ ଘର ସଂସାର କରିବେ ବୋଲି ଆଲୋଚନା ହୋଇଥିଲା।

ଇସ୍କ ପୁଣି ଥରେ

ଇସ୍କ ପୁଣି ଥରେ

ଥରେ ମନେପକାନ୍ତୁ ନା ଏକ ଭାବପ୍ରବଣ ପ୍ରେମ କାହାଣୀକୁ ନେଇ ନିର୍ମିତ ଓଡ଼ିଆ ସିନେମା ‘ଇସ୍କ ତୁ ହି ତୁ’ କୁ ! ଏହି ଫିଲ୍ମରୁ ନିଜର ବଡ ପରଦା ଜୀବନ ଆରମ୍ଭ କରିଥିଲେ ବର୍ତ୍ତମାନ ଅନ୍ୟତମ ବ୍ୟସ୍ତ ନାୟିକା ଏଲିନା ସାମନ୍ତରାୟ। 

ଘରେ କେଉଁ ଭାଷାରେ କଥା ହୁଅନ୍ତି ଅମିତାଭ

ଘରେ କେଉଁ ଭାଷାରେ କଥା ହୁଅନ୍ତି ଅମିତାଭ

ମୁମ୍ବାଇ : ପପୁଲାର ଗେମ ସୋ’ ‘କୌନ ବନେଗା କରୋଡପତି’ର ୧୦ମ ସିଜିନ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି। କିନ୍ତୁ ସୋ’ର ପ୍ରମୋଶନ ବେଳେ ଅମିତାଭଙ୍କୁ ଗଣମାଧ୍ୟମ ପକ୍ଷରୁ ଏକ ଭାଷା ଭିତ୍ତିକ ପ୍ରଶ୍ନ ପଚରାଯାଇଥିଲା।

ପ୍ରଥମ ଦିନରେ ୬.୫ କୋଟି

ପ୍ରଥମ ଦିନରେ ୬.୫ କୋଟି

ଶ୍ରଦ୍ଧା କପୁର ଓ ରାଜକୁମାର ରାଓ ଷ୍ଟାରର ଫିଲ୍ମ ‘ସ୍ତ୍ରୀ’ ବକ୍ସ ଅଫିସରେ ଆଶାଠାରୁ ଅଧିକ ସଫଳତା ପାଇଛି। ଫିଲ୍ମ ଫ୍ରାଇଡେ’ରେ ରିଲିଜ୍‌ ହୋଇଥିବା ଏହି ଫିଲ୍ମ ପ୍ରଥମ ଦିନରେ ୬.୫ କୋଟି ଟଙ୍କାର ବିଜ୍‌ନେସ କରିଛି। ଯାହା ଆଶା କରାଯାଉଥିଲା ତା’ଠାରୁ ଢେର ସଫଳତା ପାଇଁ ବୋଲି ବଲିଉଡରେ ଚର୍ଚ୍ଚା ଚାଲିଛି।

ଇତିହାସ ରଚିଲା ଗୋଲ୍ଡ

ଇତିହାସ ରଚିଲା ଗୋଲ୍ଡ

ମୁମ୍ବାଇ: ବଲିଉଡ୍‌ ଖିଲାଡି ବୟ ଅକ୍ଷୟ କୁମାରଙ୍କ ସ୍ପୋଟର୍‌ସ ଡ୍ରାମା ଫିଲ୍ମ ‘ଗୋଲ୍ଡ’ ଶହେ କୋଟି କ୍ଲବରେ ସାମିଲ ହେବା ପରେ ଏବେ ପୁଣି ଏକ ରେକର୍ଡ ସୃଷ୍ଟି କରିଛି। ବଲିଉଡ୍‌ର ପ୍ରଥମ ଫିଲ୍ମ ଭାବେ ସୌଦି ଆରବରେ ରିଲିଜ୍‌ ହୋଇଛି ଗୋଲ୍ଡ।

କାଷ୍ଟିଂ କାଉଚ୍‌କୁ ବିରୋଧ କରନ୍ତି ରିଚା

କାଷ୍ଟିଂ କାଉଚ୍‌କୁ ବିରୋଧ କରନ୍ତି ରିଚା

ମୁମ୍ବାଇ: ଅଭିନେତ୍ରୀ ରିଚା ଚଢ଼ା ଦୁଇଥର କାଷ୍ଟିଂ କାଉଚର ସମ୍ମୁଖୀନ ହୋଇଥିଲେ ବି ଏହାର ଶିକାର ହୋଇନାହାନ୍ତି। ଏହାକୁ ସେ ସବୁବେଳେ ନାପସନ୍ଦ ତଥା ବିରୋଧ କରିଥାଆନ୍ତି।

ଫିଲ୍ମ ଫ୍ରାଇଡେ’: ରିଲିଜ୍‌ ହେବ ‘ସ୍ତ୍ରୀ’, ‘ୟମ୍‌ଲା ପଗ୍‌ଲା ଦ୍ୱିଓ୍ବାନା ଫିର୍‌ ସେ’

ଫିଲ୍ମ ଫ୍ରାଇଡେ’: ରିଲିଜ୍‌ ହେବ ‘ସ୍ତ୍ରୀ’, ‘ୟମ୍‌ଲା ପଗ୍‌ଲା ଦ୍ୱିଓ୍ବାନା ଫିର୍‌ ସେ’

ଭୁବନେଶ୍ୱର,୩୧।୮(ବ୍ୟୁରୋ)- ଫ୍ରାଇଡେ’ ରିଲିଜ୍‌ରେ ଏଥର ମୁକ୍ତିଲାଭ କରିବାକୁ ଯାଉଛି ରାଜକୁମାର ରାଓ ଓ ଶ୍ରଦ୍ଧା କପୁରଙ୍କ ଅଭିନୀତ ବହୁ ପ୍ରତୀକ୍ଷିତ ଫିଲ୍ମ ‘ସ୍ତ୍ରୀ’। ଏହାସହ ‘ୟମ୍‌ଲା ପଗ୍‌ଲା ଦିଓ୍ବାନା’ ଫିଲ୍ମ ସିରିଜ୍‌ର ୩ୟ ଇନ୍‌ଷ୍ଟଲମେଣ୍ଟ ‘ୟମ୍‌ଲା ପଗ୍‌ଲା ଦିଓ୍ବାନା ଫିର୍‌ ସେ’ ମଧ୍ୟ ଏହି ଶୁକ୍ରବାର ପରଦାକୁ ଆସୁଛି।

ମେରିଲ ଷ୍ଟ୍ରିପ୍‌ ଆଓ୍ବାର୍ଡରେ ସମ୍ମାନିତ ହେବେ ଐଶ୍ୱର୍ଯ୍ୟା

ମେରିଲ ଷ୍ଟ୍ରିପ୍‌ ଆଓ୍ବାର୍ଡରେ ସମ୍ମାନିତ ହେବେ ଐଶ୍ୱର୍ଯ୍ୟା

ମୁମ୍ବାଇ: ବଲିଉଡ କୁଇନ୍‌ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ମେରିଲ ଷ୍ଟ୍ରିପ୍‌ ଆଓ୍ବାର୍ଡରେ ସମ୍ମାନିତ ହେବେ। ସେପ୍ଟେମ୍ବର ୮ରେ ଓ୍ବାଶିଂଟନ୍‌ ଡିସିରେ ଆୟୋଜିତ ହେବାକୁଥିବା ଡବ୍ଲୁଆଇଏଫ୍‌ଟି  ଆଓ୍ବାର୍ଡ ଗାଲାରେ ଯୋଗ ଦେବା ଅବସରରେ ଐଶଙ୍କୁ ଏହି ସମ୍ମାନ ମିଳିବ ବୋଲି ଜଣାପଡିଛି। 

ଶୁଟିଂ ଋତୁ: ‘ପ୍ରେମ ପାଇଁ ମହାଭାରତ’ ରେ ସମ୍ବିତ-ରିୟା

ଶୁଟିଂ ଋତୁ: ‘ପ୍ରେମ ପାଇଁ ମହାଭାରତ’ ରେ ସମ୍ବିତ-ରିୟା

ଚଳିତ ବର୍ଷ ଅଗଷ୍ଟ ଶେଷ ସପ୍ତାହ ସୁଦ୍ଧା ୧୫ଟି ସିନେମା ମୁକ୍ତିଲାଭ କରିସାରିଛି। ଅନ୍ୟପକ୍ଷରେ ଏବେ ଏକାଥରେ ୮ଟି ଓଡ଼ିଆ ସିନେମାର ଶୁଟିଂ ଚାଲୁ ରହିଛି। ବିନ୍ନି ସାମଲଙ୍କ ପ୍ରଯୋଜନାରେ ପ୍ରସ୍ତୁତ ହେଉଛି ‘ସାଥୀ ତୁ ଫେରିଆ’।

ଅପେରା ହାଲ୍‌ଚାଲ୍‌: କମେଡି ଦେଇଛି ପରିଚୟ

ଅପେରା ହାଲ୍‌ଚାଲ୍‌: କମେଡି ଦେଇଛି ପରିଚୟ

ସରୋଜିନୀ ନାୟକ! ସମସ୍ତେ ଶ୍ରଦ୍ଧାରେ ଡାକନ୍ତି ଜିନା। ଜଗତ୍‌ସିଂହପୁର ଜିଲାର ଅପଣ୍ଡ୍ରା ଗଁାରେ ଜନ୍ମହୋଇଥିତ୍ବା ଜିନାଙ୍କର ପିଲାବେଳୁ ନାଚିବାରେ ରୁଚି ଥିଲା। ରୁଚି ଦେଖି ବାପାମା’ ତାଙ୍କୁ ଓଡ଼ିଶୀ ଶିଖେଇଲେ। ଦଶମ ଶ୍ରେଣୀରେ ପଢୁଥାନ୍ତି ଜିନା। ଜଣେ ଡ୍ୟାନ୍ସର ଭାବରେ ଯୋଗଦେଲେ ତାରିଣୀ ଗଣନାଟ୍ୟରେ।

ପରଦାରେ ‘ବ୍ଲାକମେଲ୍‌’: ମୁଖ୍ୟ ଭୂମିକାରେ ଅର୍ଦ୍ଧେନ୍ଦୁ

ପରଦାରେ ‘ବ୍ଲାକମେଲ୍‌’: ମୁଖ୍ୟ ଭୂମିକାରେ ଅର୍ଦ୍ଧେନ୍ଦୁ

ଚଳିତ ମାସ ୩୧ରେ ପରଦା ଉପରକୁ ଆସୁଛି ସସପେନ୍ସ ଥ୍ରୀଲର ଓଡ଼ିଆ ସିନେମା  ‘ବ୍ଲାକମେଲ’। ପ୍ରଯୋଜକ -କମ-ଅଭିନେତା ଅର୍ଦ୍ଧେନ୍ଦୁ ସାହୁ ଏହାର ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ସସପେନ୍ସ ଥ୍ରୀଲର ବିଶିଷ୍ଟ ଏହି ଫିଲ୍ମରେ ସେ ଡବଲ ରୋଲ୍‌ରେ ଦର୍ଶକଙ୍କ ସାମନାକୁ ଆସିବେ।

ଗୁରୁ ଖୋଜୁଛନ୍ତି ଦବଙ୍ଗ ଗର୍ଲ

ଗୁରୁ ଖୋଜୁଛନ୍ତି ଦବଙ୍ଗ ଗର୍ଲ

ଦବଙ୍ଗ ଗର୍ଲ ସୋନାକ୍ଷୀ ଏବେ ଗୁରୁ ଖୋଜିବାରେ ବ୍ୟସ୍ତ । ହେଲେ ହଠାତ୍‌ ଏମିତି ଗୁରୁଙ୍କର କ’ଣ ଆବଶ୍ୟକତା ପଡିଲା ? କଥା କ’ଣ କି ସେ କୁଆଡେ ଏଣିକି କମେଡି ଭୂମିକାକୁ ଅଧିକ ଗୁରୁତ୍ୱ ଦେବେ।

ନୂଆ ସିନେମା: 'ଜୋର୍‌ କା ଝଟକା'

ନୂଆ ସିନେମା: 'ଜୋର୍‌ କା ଝଟକା'

ଦୀପକ-ପିଙ୍କି ପ୍ରିୟଦର୍ଶିନୀ ଯୋଡିକୁ ପ୍ରଥମେ ଦେଖିବାକୁ ମିଳିଥିଲା ଓଡ଼ିଆ ସିନେମା ‘ସପନର ନାୟିକା’ରେ। ଏକ୍ସସେଲ ମୁଭିଜ ବ୍ୟାନରରେ ତଥା ରବୀନ୍ଦ୍ର ପଣ୍ଡାଙ୍କ ପ୍ରଯୋଜିତ ଏହି ଫିଲ୍ମଟି ଦର୍ଶକଙ୍କୁ ପ୍ରଭାବିତ କରିବାରେ ସକ୍ଷମ ହୋଇଥିଲା। 

ଯାହା ଦେଖେ ତାକୁ ନେଇ ଫିଲ୍ମ କରେ: ପଦ୍ମଶ୍ରୀ ନୀଳମାଧବ ପଣ୍ଡା

ଯାହା ଦେଖେ ତାକୁ ନେଇ ଫିଲ୍ମ କରେ: ପଦ୍ମଶ୍ରୀ ନୀଳମାଧବ ପଣ୍ଡା

ନିଜର ଭିନ୍ନ କାହାଣୀ ଓ ନିର୍ଦ୍ଦେଶନା ଶୈଳୀ ପାଇଁ ସମଗ୍ର ବିଶ୍ୱରେ ଲୋକପ୍ରିୟ ହୋଇପାରିଛନ୍ତି ଜଣେ ଓଡ଼ିଆ। ସେ ହେଉଛନ୍ତି ବହୁ ଜାତୀୟ ଏବଂ ଅନ୍ତର୍ଜାତୀୟ ପୁରସ୍କାର ବିଜେତା ଏବଂ ପ୍ରସିଦ୍ଧ ହିନ୍ଦୀ ଫିଲ୍ମ ‘ଆଇ ଆମ୍‌ କଲାମ’ର ନିର୍ମାତା ପଦ୍ମଶ୍ରୀ ନୀଳମାଧବ ପଣ୍ଡା

ଶୋଇବାକୁ ଗୁରୁତ୍ୱ ଦିଏ: ଅଭିନେତା ଚିନ୍ମୟ ମିଶ୍ର

ଶୋଇବାକୁ ଗୁରୁତ୍ୱ ଦିଏ: ଅଭିନେତା ଚିନ୍ମୟ ମିଶ୍ର

ଓଡ଼ିଆ ଟେଲିଭିଜନ ଜଗତର ଜଣେ ଲୋକପ୍ରିୟ ଅଭିନେତା ଚିନ୍ମୟ ମିଶ୍ର। ୧୨ରୁ ଅଧିକ ଟେଲି ଧାରାବାହିକରେ ନିଜର ଅଭିନୟ ଯାଦୁ ଦେଖାଇସାରିଥିବା ଚିନ୍ମୟ ନିଜର ରିୟଲିଷ୍ଟିକ୍‌ ଆକ୍ଟିଂ ପାଇଁ ଓଡ଼ିଶାର ଘରେ ଘରେ ପରିଚିତ। ବର୍ତ୍ତମାନ ନିଜର ଅପ୍‌କମିଙ୍ଗ ତଥା ହାଇବଜେଟ୍‌ ଓଡ଼ିଆ ଫିଲ୍ମ ‘ପାଟଣାଗଡ଼’କୁ ନେଇ ଏବେ ବେଶ୍‌ ଚର୍ଚ୍ଚାରେ। 

 ରୋପ୍‌ଓ୍ବେ ଛିଡ଼ିଯିବାରୁ ୨ଘଣ୍ଟା ଝୁଲି ରହିଥିଲି: ଅଭିନେତା ଶ୍ରୀତମ ଦାସ

ରୋପ୍‌ଓ୍ବେ ଛିଡ଼ିଯିବାରୁ ୨ଘଣ୍ଟା ଝୁଲି ରହିଥିଲି: ଅଭିନେତା ଶ୍ରୀତମ ଦାସ

ସଫଳତା: ରାମ ଲକ୍ଷ୍ମଣ, ସନ୍ତାନ, ବାବୁ ପର୍ଶୁରାମ, ଜୀବନସାଥୀ, ରଙ୍ଗ ନମ୍ବର, ବାହୁଡିବେ ମୋ ଜଗାବଳିଆ ଭଳି ୬୦ରୁ ଊର୍ଦ୍ଧ୍ୱ ଫିଲ୍ମରେ ଅଭିନୟ। ୮୦ରୁ ଉର୍ଦ୍ଧ୍ୱ ଆଲବମ୍‌ରେ ଅଭିନୟ, ୨ ଫିଲ୍ମରେ ନିର୍ଦ୍ଦେଶନା, ରିଲିଜ୍‌ ଅପେକ୍ଷାରେ ‘ପ୍ରେମ ପାଇଁ ମହାଭାରତ’,‘ସାଥୀ ତୁ ଫେରି ଆ’,‘ଫେସବୁକ୍‌’ ଏବଂ ‘ଆଣ୍ଟି ନମସ୍କାର’।
ଓଲିଉଡ୍‌ ଜଗତର ଜଣେ ଜଣାଶୁଣା ଚେହେରା ହେଉଛନ୍ତି ଶ୍ରୀତମ ଦାସ।

ବିଶାଲ ଭରଦ୍ୱାଜଙ୍କ ଫିଲ୍ମ କରିବେ ପ୍ରିୟଙ୍କା

ବିଶାଲ ଭରଦ୍ୱାଜଙ୍କ ଫିଲ୍ମ କରିବେ ପ୍ରିୟଙ୍କା

ବମ୍ବେ: ନିର୍ବନ୍ଧ ପରେ ଦେଶୀ ଗର୍ଲ ପ୍ରିୟଙ୍କା ପୁଣି ଚର୍ଚ୍ଚାରେ। ବଲିଉଡ ସୁପରଷ୍ଟାର ସଲମାନଙ୍କ ଚଳଚ୍ଚିତ୍ର ‘ଭାରତ’ ଛାଡ଼ିବା ପରେ ପିସି ବଲିଉଡର ଅନ୍ୟ ଏକ ଫିଲ୍ମରେ କାମ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫିଲ୍ମଟିକୁ ବିଶାଲ ଭରଦ୍ୱାଜ ନିର୍ଦ୍ଦେଶନା ଦେବେ। 

୫୯ ବର୍ଷରେ ନାଗାର୍ଜୁନ: ଏକଦା ତବ୍ବୁଙ୍କୁ ନେଇ ଥିଲେ ଚର୍ଚ୍ଚାରେ

୫୯ ବର୍ଷରେ ନାଗାର୍ଜୁନ: ଏକଦା ତବ୍ବୁଙ୍କୁ ନେଇ ଥିଲେ ଚର୍ଚ୍ଚାରେ

ହାଇଦ୍ରାବାଦ: ଟଲିଉଡ ସୁପରଷ୍ଟାର ନାଗାର୍ଜୁନଙ୍କର ଆଜି ‘ହାପି ବାର୍ଥ ଡେ’। ସେ ୫୯ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୫୯ ମସିହା ଆଜିର ଦିନରେ ନାଗାର୍ଜୁନ ଜନ୍ମଗ୍ରହଣ କରିଥିଲେ। ୩ହଜାର କୋଟି ସମ୍ପତ୍ତିର ମାଲିକ ହେଉଛନ୍ତି ସେ।