ମନୋରଞ୍ଜନ

ସିଗାରେଟ ହିଁ ରାକେଶଙ୍କ ଗଳା କର୍କଟର କାରଣ: ଅମୋଦ ମେହେରା

ସିଗାରେଟ ହିଁ ରାକେଶଙ୍କ ଗଳା କର୍କଟର କାରଣ: ଅମୋଦ ମେହେରା

ମୁମ୍ବାଇ: ବଲିଉଡ୍‌ ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ ରାକେଶ ରୋଶନ ଏବେ ଗଳା କର୍କଟରେ ପୀଡିତ ବୋଲି ୨ ଦିନ ତଳେ ତାଙ୍କ ପୁଅ ହ୍ରିତିକ ରୋଶନ ସୋସିଆଲ ମିଡିଆ ମାଧ୍ୟମରେ ସମସ୍ତଙ୍କୁ ଜଣାଇଥିଲେ। 

ଅନ୍ୟ ଅଭିନେତ୍ରୀଙ୍କ ସହ ପ୍ରେମ ସମ୍ପର୍କ ଯୋଗୁ ହ୍ରିତିକ ଏବଂ ସୁଜେନଙ୍କ ଦାମ୍ପତ୍ୟ ଜୀବନରେ ଆସିଥିଲା ଝଡ଼...

ଅନ୍ୟ ଅଭିନେତ୍ରୀଙ୍କ ସହ ପ୍ରେମ ସମ୍ପର୍କ ଯୋଗୁ ହ୍ରିତିକ ଏବଂ ସୁଜେନଙ୍କ ଦାମ୍ପତ୍ୟ ଜୀବନରେ ଆସିଥିଲା ଝଡ଼...

ମୁମ୍ବାଇ,୧୦।୧: ବଲିଉଡ୍‌ ସୁପର ଷ୍ଟାର ହ୍ରିତିକ ରୋଶନ ଗୁରୁବାର ୪୫ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୭୪ ଜାନୁୟାରୀ ୧୦ରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। 

ମନୀଷାଙ୍କ ‘ହିଲ୍‌ଡ’ ଲୋକାର୍ପିତ

ମନୀଷାଙ୍କ ‘ହିଲ୍‌ଡ’ ଲୋକାର୍ପିତ

ମୁମ୍ବାଇ: ଅଭିନେତ୍ରୀ ମନୀଷା କୋଇରାଲାଙ୍କ ପୁସ୍ତକ ‘ହିଲ୍‌ଡ’ ଲୋକର୍ପିତ ହୋଇଛି। ଏଥିରେ ସେ କର୍କଟ ରୋଗ ସହ ତାଙ୍କ ସଂଗ୍ରାମ ଜୀବନର ଆତ୍ମକଥା ଉଲ୍ଲେଖ କରିଛନ୍ତି। ଲୋକଙ୍କୁ ଏ ବିଷୟରେ ଜଣାଇବା ଉଚିତ୍‌ ମନେ କରି ସେ ଏହି ପୁସ୍ତକ ଲେଖିଥିବା କହିଛନ୍ତି। 

ଲାଇମ୍‌ଲାଇଟ୍‌ରୁ ଦୂରରେ ଅନେକ ଷ୍ଟାରଙ୍କ ଭାଇ-ଭଉଣୀ: ଐଶ୍ୱର୍ଯ୍ୟାଙ୍କ ଭାଇ ଇଞ୍ଜିନିୟର ତ ଆଲିଆଙ୍କ ଭାଇ ଫିଟ୍‌ନେସ୍‌ ଟ୍ରେନର୍‌

ଲାଇମ୍‌ଲାଇଟ୍‌ରୁ ଦୂରରେ ଅନେକ ଷ୍ଟାରଙ୍କ ଭାଇ-ଭଉଣୀ: ଐଶ୍ୱର୍ଯ୍ୟାଙ୍କ ଭାଇ ଇଞ୍ଜିନିୟର ତ ଆଲିଆଙ୍କ ଭାଇ ଫିଟ୍‌ନେସ୍‌ ଟ୍ରେନର୍‌

ଜଣେ ଅଭିନେତା ଦର୍ଶକଙ୍କୁ ଅଢ଼େଇ ଘଣ୍ଟା ଧରି ବୋକା ବନାଇପାରେ। କହିବାର ଅର୍ଥ ଅଭିନେତାଟିଏ ନିଜର ବଳିଷ୍ଠ ଅଭିନୟ ମାଧ୍ୟମରେ ଦର୍ଶକଙ୍କୁ ହସାଇଥାଏ ଅଥବା କନ୍ଦାଇବାରେ ସକ୍ଷମ ହୋଇଥାଏ। ଜଣେ କଳାକାର ହେବା ଯେତିକି କଷ୍ଟ ତାହାଠାରୁ କଳାକାର ହେବା ପରେ ମିଳୁଥିବା ସମ୍ମାନ ଢ଼େର ଗୁଣା ଅଧିକ। 

ଅଧାରୁ ପାଠଛାଡି ବଲିଉଡ୍‌ରେ ପାଦ ଦେଇଥିଲେ ଫରହାନ; ଘରୁ ବାହାର କରିବାକୁ ମା’ଙ୍କର ଥିଲା ଧମକ

ଅଧାରୁ ପାଠଛାଡି ବଲିଉଡ୍‌ରେ ପାଦ ଦେଇଥିଲେ ଫରହାନ; ଘରୁ ବାହାର କରିବାକୁ ମା’ଙ୍କର ଥିଲା ଧମକ

ମୁମ୍ବାଇ,୯।୧: ବଲିଉଡ୍‌ ଅଭିନେତା ତଥା ଫିଲ୍ମ ନିର୍ମାତା ଫରହାନ ଅଖତର ବୁଧବାର ତାଙ୍କର ୪୫ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ୧୯୭୪ ଜାନୁୟାରୀ ୯ରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। 

ମଦ୍ୟପାନ କରି ଫରହା ଖାଁଙ୍କୁ ଭଲ ପାଉଥିବା କହିଥିଲେ ଶିରିଶ...

ମଦ୍ୟପାନ କରି ଫରହା ଖାଁଙ୍କୁ ଭଲ ପାଉଥିବା କହିଥିଲେ ଶିରିଶ...

ମୁମ୍ବାଇ,୯।୧: ବଲିଉଡ୍‌ର ପ୍ରସିଦ୍ଧ କୋରିଓଗ୍ରାଫର ଫରହା ଖାଁ ବୁଧବାର ୫୪ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୬୫ ଜାନୁୟାରୀ ୯ରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। 

ନରେନ୍ଦ୍ର ମୋଦିଙ୍କ ବାୟୋପିକ ପୋଷ୍ଟରକୁ ପରିହାସ କରୁଛନ୍ତି ଦର୍ଶକ

ନରେନ୍ଦ୍ର ମୋଦିଙ୍କ ବାୟୋପିକ ପୋଷ୍ଟରକୁ ପରିହାସ କରୁଛନ୍ତି ଦର୍ଶକ

ମୁମ୍ବାଇ,୮।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ବଲିଉଡ୍‌ରେ ତିଆରି ହୋଇଛି ଏକ ଫିଲ୍ମ। ଏବେ ଏହାର ଫାଷ୍ଟ ପୋଷ୍ଟର ରିଲିଜ୍‌ ହୋଇଛି। ଏଥିରେ ମୋଦିଙ୍କ ଭୂମିକାରେ ଆସିଛନ୍ତି ବଲିଉଡ ଷ୍ଟାର ବିବେକ ଓବରଏ। 

ମଲାଇକା-ଅର୍ଜୁନଙ୍କ ରିଲେସନଶିପରେ ମୋହର ଲଗାଇଲେ କରନ

ମଲାଇକା-ଅର୍ଜୁନଙ୍କ ରିଲେସନଶିପରେ ମୋହର ଲଗାଇଲେ କରନ

ମୁମ୍ବାଇ: ବଲିଉଡ୍‌ର ସବୁଠାରୁ ଫିଟ୍‌ ନାୟିକା ମଲାଇକା ଆରୋରା ଓ ନାୟକ ଅର୍ଜୁନ କପୁରଙ୍କ ରିଲେସନଶିପକୁ ନେଇ ଚର୍ଚ୍ଚା ଯୋର ଧରିଛି। ଏମାନେ ପରସ୍ପରକୁ ଡେଟ୍‌ କରୁଛନ୍ତି ଓ ଖୁବ୍‌ଶୀଘ୍ର ବିବାହ କରିପାରନ୍ତି ବୋଲି ଆଲୋଚନା ହେଉଥିବା ବେଳେ ଏହାକୁ କିନ୍ତୁ ଏଡାଇ ଯାଉଛନ୍ତି ଉଭୟେ।

କ୍ୟାନ୍‌ସର କବଳରେ  ଆଉ ଜଣେ ବଲିଉଡ୍‌ ସେଲିବ୍ରିଟି

କ୍ୟାନ୍‌ସର କବଳରେ ଆଉ ଜଣେ ବଲିଉଡ୍‌ ସେଲିବ୍ରିଟି

ମୁମ୍ବାଇ,୮।୧: ବଲିଉଡ୍‌ ଦୁନିଆରେ ଏବେ ଯେମିତି ଖରାପ ସମୟ ଆସିଛି। ଜଣକ ପରେ ଜଣେ ସେଲିବ୍ରିଟି କ୍ୟାନ୍‌ସର ଭଳି ମାରାତ୍ମକ ରୋଗର ଶିକାର ହେଉଛନ୍ତି। ବଲିଉଡ୍‌ର ଫିଲ୍ମ ନିର୍ମାତା ରାକେଶ ରୋଶନ ଏବେ "squamous cell carcinoma of the throat" (throat cancer)ରେ ପୀଡିତ ବୋଲି ସୂଚନା ମିଳିଛି।

କ୍ରିକେଟର ଜାହିର ଖାଁଙ୍କ ସ୍ତ୍ରୀ ସାଗରିକାଙ୍କୁ ରାତାରାତି ଷ୍ଟାର କରିଥିଲା ଇମ୍ରାନ୍‌ଙ୍କ କିସିଂ ସିନ୍‌...

କ୍ରିକେଟର ଜାହିର ଖାଁଙ୍କ ସ୍ତ୍ରୀ ସାଗରିକାଙ୍କୁ ରାତାରାତି ଷ୍ଟାର କରିଥିଲା ଇମ୍ରାନ୍‌ଙ୍କ କିସିଂ ସିନ୍‌...

ମୁମ୍ବାଇ,୮।୧: ବଲିଉଡ୍‌ର ସୁନ୍ଦରୀ ଅଭିନେତ୍ରୀ ତଥା କ୍ରିକେଟର ଜାହିର ଖାଁଙ୍କ ସ୍ତ୍ରୀ ସାଗରିକା ଘାଟଗେ ମଙ୍ଗଳବାର ୩୩ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୮୬ ଜାନୁୟାରୀ ୮ରେ କୋହ୍ଲାପୁରଠାରେ ଜନ୍ମଗ୍ରହଣ କରିଥିଲେ।

ସାରାଙ୍କ ଦିଲ୍‌ ଭାଙ୍ଗିଦେଲେ କାର୍ତ୍ତିକ

ସାରାଙ୍କ ଦିଲ୍‌ ଭାଙ୍ଗିଦେଲେ କାର୍ତ୍ତିକ

ମୁମ୍ବାଇ: ନିକଟରେ ବଲିଉଡ୍‌ରେ ଡେବ୍ୟୁ କରିଥିବା ନାୟିକା ସାରା ଅଲି ଖାଁ ଏକ ସାକ୍ଷାତ୍‌କାରରେ ନିଜ ପର୍ସନାଲ ଲାଇଫ୍‌କୁ ନେଇ କିଛି କଥା କହିଥିଲେ। ସାରା କହିଥିଲେ ଭବିଷ୍ୟତରେ ସେ ଅଭିନେତା କାର୍ତ୍ତିକ ଆର୍ୟନଙ୍କୁ ଡେଟ୍‌ କରିବାକୁ ଚାହୁଁଛନ୍ତି।

ମଲାଇକା ନୁହେଁ ଅର୍ଜୁନଙ୍କ ଲେଡି ଲଭ୍‌

ମଲାଇକା ନୁହେଁ ଅର୍ଜୁନଙ୍କ ଲେଡି ଲଭ୍‌

ମୁମ୍ବାଇ: ବଲିଉଡ୍‌ ନାୟକ ଅର୍ଜୁନ କପୁର ଓ ନାୟିକା ମଲାଇକା ଆରୋରାଙ୍କ ଯୋଡିକୁ ନେଇ ଏବେ ଚର୍ଚ୍ଚା ଯୋର ଧରିଛି। ଏମାନେ ରିଲେସନଶିପରେ ରହୁଥିବା କୁହାଯାଉଛି। ହେଲେ ଅଫିସିଆଲି ଏହି ଲଭ୍‌ବାର୍ଡ ଏକଥା ସ୍ପଷ୍ଟ କରି ନାହାଁନ୍ତି। 

ଅନ୍‌ସ୍କ୍ରିନ୍‌ ପତ୍ନୀପତି ଭୂମିକାରେ ଆସିପାରନ୍ତି ଦୀପିବୀର

ଅନ୍‌ସ୍କ୍ରିନ୍‌ ପତ୍ନୀପତି ଭୂମିକାରେ ଆସିପାରନ୍ତି ଦୀପିବୀର

ମୁମ୍ବାଇ: ନିକଟରେ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ବଲିଉଡ୍‌ର ବହୁ ଚର୍ଚ୍ଚିତ ଯୋଡି ଦୀପିକା ପାଦୁକୋନ ଓ ରଣବୀର ସିଂ ଖୁବ୍‌ଶୀଘ୍ର ତାଙ୍କ ଫ୍ୟାନମାନଙ୍କ ମନ କିଣିବାକୁ ଚେଷ୍ଟା କରିବେ।

ପ୍ରକାଶ ରାଜ୍‌ଙ୍କୁ ସ୍ବାଗତ କଲେ କମଲ ହାସନ

ପ୍ରକାଶ ରାଜ୍‌ଙ୍କୁ ସ୍ବାଗତ କଲେ କମଲ ହାସନ

ଚେନ୍ନାଇ,୭।୧: ରାଜନୀତିରେ ନୂଆ ଇନିଂସ୍‌ ଆରମ୍ଭ କରିବାକୁ ଯାଇ ‘ମକଲ୍‌ ନିଧି ମାୟିମ୍‌’ ନାମକ ଏକ ଦଳ ଗଠନ କରିଥିବା ସୁପରଷ୍ଟାର କମଲ ହାସନ ଅଭିନେତାରୁ ଫିଲ୍ମ ନିର୍ମାତା ହୋଇଥିବା ପ୍ରକାଶ ରାଜ୍‌ଙ୍କ ରାଜନୈତିକ ଯାତ୍ରାକୁ ସ୍ବାଗତ କରିଛନ୍ତି।

ପ୍ରେମରେ ଅସଫଳ ପରେ ମୋହସୀନ୍‌ ଖାଁଙ୍କୁ ବିବାହ କରିଥିଲେ ରୀନା ରାୟ...

ପ୍ରେମରେ ଅସଫଳ ପରେ ମୋହସୀନ୍‌ ଖାଁଙ୍କୁ ବିବାହ କରିଥିଲେ ରୀନା ରାୟ...

ମୁମ୍ବାଇ,୭।୧: ବଲିଉଡ୍‌ର ସୁନ୍ଦରୀ ଅଭିନେତ୍ରୀ ରୀନା ରାୟ ସୋମବାର ୬୨ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୫୭ ଜାନୁୟାରୀ ୭ରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ।

ମନ କିଣୁଛନ୍ତି ମାତନ

ମନ କିଣୁଛନ୍ତି ମାତନ

ପୁଅଟିଏ ଯଦି ବାପାମା’ଙ୍କ ପାଇଁ ସାହାରା ହୋଇପାରିବ ତା’ହେଲେ ଝିଅଟିଏ କାହିଁକି ସେକଥା କରିପାରିବନି। ଦିନେ ଏମିତି ଏକ ଭାବନା ଆସିଥିଲା ମାତନଙ୍କ ମନରେ। ତାଙ୍କ ବାପାଙ୍କର କୌଣସି ପୁଅ ନ ଥିଲେ।

ସେଇ ଖଣ୍ଡିଏ ଚିଠି

ସେଇ ଖଣ୍ଡିଏ ଚିଠି

”ମୁଁ ଓଡ଼ିଆ ଘରର ପୁଅ। ମୋ କଥାରୁ ଓଡ଼ିଆ ପଖାଳର ବାସ୍ନା ଛୁଟୁ। ମୋ ଶବ୍ଦରୁ ଓଡ଼ିଆ ମାଟିର ମହକ ଝରିଯାଉ। ବିଶ୍ୱାସ କରନ୍ତୁ, ଏଭଳି ଭାବନାରୁ ମୋର ସବୁ ଲେଖା ଆରମ୍ଭ।“ ହଁ, ଓଡ଼ିଶାର ମାଟି, ପାଣି, ପବନର କାହାଣୀ କହୁଥିବା ମଣିଷ ଜଣକ ହେଉଛନ୍ତି ଯାତ୍ରାଜଗତର ଅନ୍ୟତମ ସଫଳ ନାଟ୍ୟକାର ଅରୁଣ ବାରିକ; ଯାହାଙ୍କ ବିଷୟରେ ଏକଦା ଲିଟିଲ ମାଷ୍ଟର ବିନୋଦ ରାଉତ କହିଥିଲେ- ‘କେହି ଯଦି ନାଟ୍ୟକାର ଅନନ୍ତ ଓଝାଙ୍କ ବିକଳ୍ପ ହୋଇପାରେ ସେ ହେଉଛନ୍ତି ଅରୁଣ ବାରିକ।’ 

ଶାହରୁଖଙ୍କ ନଖରାମି

ଶାହରୁଖଙ୍କ ନଖରାମି

ଶାହରୁଖ ଖାଁ -କେବଳ ନାମ ହିଁ ଯଥେଷ୍ଟ। ବଲିଉଡ୍‌ରେ ନେମ୍‌ ଫେମ୍‌ ଅର୍ଜନ କରିସାରିଛନ୍ତି। ହେଲେ ପିଲାଦିନେ ନଖରାମି ପାଇଁ ସେ ବେଶ୍‌ ଚର୍ଚ୍ଚିତ ଥିଲେ। ସାଙ୍ଗପିଲାଙ୍କ ସହ ମଜା କରିବା ଥିଲା ତାଙ୍କର ଅଭ୍ୟାସ।

ଦିନ ଗଣୁଛନ୍ତି କଙ୍ଗନା

ଦିନ ଗଣୁଛନ୍ତି କଙ୍ଗନା

କଙ୍ଗନା ରାଣାଓ୍ବତ ଏବେ ଦିନ ଗଣିବାରେ ଲାଗି ପଡିଛନ୍ତି। ହେଲେ କ’ଣ ହେବ, ସେପଟେ ଫିଲ୍ମର ରିଲିଜ ଡେଟ୍‌ ଘୁଞ୍ଚତ୍ ଘୁଞ୍ଚତ୍ ଚାଲିଛି।  ଏହି ଫିଲ୍ମଟି ପରଦା ଉପରକୁ ଆସିବ ଆସିବ ବୋଲି ଇତି ମଧ୍ୟରେ ବର୍ଷେ ପୂରି ଗଲାଣି। 

ଅନୁତାପ କରୁଛନ୍ତି କ୍ୟାଟ୍ରିନା

ଅନୁତାପ କରୁଛନ୍ତି କ୍ୟାଟ୍ରିନା

ବୋହି ଗଲା ପାଣି ହେଉ ଅବା ପାଟିରୁ ସ୍ଲିପ୍‌ କରିଥିବା କଥା କ’ଣ ଫେରିଆସେ ? ସେମିତି ହାତରୁ ଅଫରଟିଏ ଖସିଯିବା ପରେ ତାକୁ ନେଇ କେବଳ ଅନୁଶୋଚନା କରିବା କଥା। ଏବେ ଠିକ୍‌ ଯେମିତି କ୍ୟାଟ୍ରିନା ଅନୁତାପ କରୁଛନ୍ତି। 

ପ୍ରେମ ପାଇଁ ଟେନସନ୍‌

ପ୍ରେମ ପାଇଁ ଟେନସନ୍‌

ପ୍ରେମ କରିବା ସମୟରେ ବିଭିନ୍ନ ପ୍ରକାର ସମସ୍ୟା ଦେଖାଯାଇଥାଏ। ତା’ ଭିତରୁ ଟେନସନ ବାଦ୍‌ ପଡିବ କେମିତି ? ବାସ୍‌, ନିଜ ପ୍ରେମକୁ ନେଇ ଟେନସନରେ ଅଛନ୍ତି ରିୟା। ଏ ବିଷୟରେ ବିଶଦ ସୂଚନା ଦେବା ପୂର୍ବରୁ ଗୋଟିଏ କଥା ଜଣାଇ ଦେବା ଠିକ୍‌ ହେବ।

ମାନିଲେ ପରିଣିତି

ମାନିଲେ ପରିଣିତି

କଥାରେ ଅଛି ଆରେ ଢମଣା, ବୁଲି ବୁଲି ପୁଣି ସେଇ ଅଗଣା। ଦେଖୁନାହାନ୍ତି, ଯେଉଁ କଥାକୁ ସେ ନାହିଁ ନାହିଁ ବୋଲି କହି ବୁଲୁଥିଲେ ଏବେ କେମିତି ସେହି କଥା ସତ ବୋଲି ନିଜେ ସ୍ବୀକାର କରିଛନ୍ତି।

ବିବାହ ପୂର୍ବରୁ ସ୍ତ୍ରୀଙ୍କ ସହିତ ଏପରି ସର୍ତ୍ତ ରଖିଥିଲେ ଏ.ଆର୍‌. ରହେମାନ୍‌...

ବିବାହ ପୂର୍ବରୁ ସ୍ତ୍ରୀଙ୍କ ସହିତ ଏପରି ସର୍ତ୍ତ ରଖିଥିଲେ ଏ.ଆର୍‌. ରହେମାନ୍‌...

ମୁମ୍ବାଇ,୬।୧: ସଙ୍ଗୀତକାର ଏ.ଆର୍‌.ରହେମାନ୍‌ ରବିବାର ୫୨ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୬୭ ଜାନୁୟାରୀ ୬ରେ ଚେନ୍ନାଇଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପ୍ରକୃତ ନାମ ଏ.ଏସ୍‌. ଦିଲ୍ଲୀପ୍‌ କୁମାର ମୁଦଲିଆର ଥିଲା।

ଆଉ ନାହାନ୍ତି ନିକିତା

ଆଉ ନାହାନ୍ତି ନିକିତା

କଟକ ଅଫିସ/ଭୁବନେଶ୍ୱର,୫।୧(ବ୍ୟୁରୋ):  ଓଡ଼ିଆ ଫିଲ୍ମ  ଇଣ୍ଡଷ୍ଟ୍ରୀର ଜଣାଶୁଣା ଅଭିନେତ୍ରୀ ନିକିତା (ଲକ୍ଷ୍ମୀପ୍ରିୟା ବେହେରା)ଙ୍କର ଶନିବାର ମୃତ୍ୟୁ ଘଟିଛି। ଶୁକ୍ରବାର ନିକିତା ୩୦ ଫୁଟ ଉଚ୍ଚ ଛାତ ଉପରୁ ପଡ଼ିଯାଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।