ମନୋରଞ୍ଜନ

ଖାଣ୍ଟି ଓଡ଼ିଆରୁ ବିଦେଶୀ

ଖାଣ୍ଟି ଓଡ଼ିଆରୁ ବିଦେଶୀ

ପଞ୍ଜାବରୁ ପାକିସ୍ତାନ, ଉତ୍ତରାଖଣ୍ଡରୁ ୟୁଏଇ, ନର୍ଥଇଷ୍ଟ୍‌ରୁ ନେଦରଲାଣ୍ଡ, ମୁମ୍ବାଇରୁ ମଙ୍ଗୋଲିଆ। ଖାଣ୍ଟି ଓଡ଼ିଆରୁ ଦେଶୀ ଓ ବିଦେଶୀ ଖାଦ୍ୟର ଏଭଳି ଫ୍ୟୁଜନ୍‌କୁ ନେଇ ଭୁବନେଶ୍ୱରରେ ଆରମ୍ଭ ହୋଇଛି ‘ଇଣ୍ଟରନ୍ୟାଶନାଲ ଷ୍ଟ୍ରିଟ୍‌ ଫୁଡ୍‌ ଫେଷ୍ଟିଭାଲ’। ପ୍ରଥମଥର ପାଇଁ ୧୬ରୁ ଊର୍ଦ୍ଧ୍ୱ ରାଷ୍ଟ୍ରର ବିଦେଶୀ ଖାଦ୍ୟ ସହ ଭାରତର ପ୍ରତି ରାଜ୍ୟର ବଛା ବଛା ଷ୍ଟ୍ରିଟ୍‌ ଫୁଡ୍‌କୁ ନେଇ ଆୟୋଜିତ ହୋଇଛି ଏହି ମେଗା ଫୁଡ୍‌ ଫେଷ୍ଟିଭାଲ। 


ଅଭୁଲା ହୋଇ ରହିବ

ଅଭୁଲା ହୋଇ ରହିବ

ପୁରୁଷ ବିଶ୍ୱକପ ହକି-୨୦୧୮ର ଆୟୋଜନ କରିଛି ଓଡ଼ିଶା। ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଟାଇଟଲ ହାସଲ ପାଇଁ ଚାଲିଛି କସରତ। ଏହି ଅବସରରେ ଉଦ୍‌ଘାଟନୀ ସମାରୋହର କିଛି ସମୟ ପା ଇଁ ସଞ୍ଚାଳନ ଦାୟିତ୍ୱକୁ ବେଶ୍‌ ସୂଚାରୁ ଭାବରେ ସମ୍ପାଦନ କରିଥିଲେ ଓଲିଉଡ୍‌ର ଅନ୍ୟତମ ଲୋକପ୍ରିୟ ଯୋଡି ସବ୍ୟସାଚୀ-ଅର୍ଚ୍ଚିତା। ତେବେ ମଞ୍ଚ ଉପରେ ସେମାନେ ସାଉଁଟିଥିଲେ ଏଭଳି କେତୋଟି ଅନୁଭୂତି, ଯାହା ସେମାନେ କଦାପି ଭୁଲିପାରିବେ ନାହିଁ ବୋଲି ମିଳିତ ସ୍ବରରେ କହନ୍ତି...


ସରପ୍ରାଇଜ ଡେଟ୍‌କୁ ଅପେକ୍ଷା

ସରପ୍ରାଇଜ ଡେଟ୍‌କୁ ଅପେକ୍ଷା

ନିର୍ଦ୍ଦେଶକ ଡେଭିଡ୍‌ ଧାଓ୍ବନଙ୍କ ପୁଅ ବରୁଣ ବଲିଉଡ୍‌ରେ ଏଣ୍ଟ୍ରି କରିସାରିଛନ୍ତି। ଏବେ ସେ ଆଲୋଚନାର କେନ୍ଦ୍ରବିନ୍ଦୁ ସାଜିଛନ୍ତି। କାରଣ ସେ ଖୁବ୍‌ଶୀଘ୍ର ହାତକୁ ଦି’ ହାତ ହେବାକୁ ଯାଉଛନ୍ତି। ଅର୍ଥାତ୍‌, ପ୍ରେମିକା ନତାଶା ଦଲାଲଙ୍କୁ ସେ ଧର୍ମପତ୍ନୀ ଭାବରେ ଗ୍ରହଣ କରିବେ ବୋଲି ଚର୍ଚ୍ଚା ଚାଲିଛି।

ମୋଦିଙ୍କୁ ଧନ୍ୟବାଦ ଦେଲେ ପ୍ରିୟଙ୍କା

ମୋଦିଙ୍କୁ ଧନ୍ୟବାଦ ଦେଲେ ପ୍ରିୟଙ୍କା

ନୂଆଦିଲ୍ଲୀ: ନବବିବାହିତ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ତାଙ୍କ ଓ୍ବେଡିଂ ରିସେପ୍‌ଶନ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ନିମନ୍ତ୍ରଣ ରକ୍ଷାକରି ମୋଦି ଏପରି ଏକ ମାଙ୍ଗଳିକ ଉତ୍ସବରେ ଯୋଗଦେଇଥିବାରୁ ପ୍ରିୟଙ୍କା ତାଙ୍କୁ ହୃଦୟଭରା ସ୍ବାଗତ କରିଥିଲେ। ତାଙ୍କ ଆଶୀର୍ବଚନ ଏବଂ ଉପସ୍ଥିତିରେ ଅତ୍ୟନ୍ତ ଖୁସି ଥିବା ପ୍ରିୟଙ୍କା ଟୁଇଟର ପୃଷ୍ଠାରେ ବୁଧବାର ପ୍ରକାଶ କରିଛନ୍ତି।

ବିରାଟଙ୍କୁ ପଛରେ ପକାଇ ସଲମାନ ହେଲେ ନଂ୧

ବିରାଟଙ୍କୁ ପଛରେ ପକାଇ ସଲମାନ ହେଲେ ନଂ୧

ନୂଆଦିଲ୍ଲୀ, ୫।୧୨: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ପଛରେ ପକାଇ ଦେଇଛନ୍ତି ବଲିଉଡର ଭାଇଜାନ ସଲମାନ ଖାନ୍‌। ଦୁହେଁ ଏକା ଫିଲ୍ଡର ହୋଇ ନ ଥିଲେ ମଧ୍ୟ ଧନୀ ତାଲିକାରେ ବିରାଟଙ୍କଠାରୁ ଆଗରେ ଅଛନ୍ତି ସଲମାନ। 

ବିବାହ ବେଳେ ଦୀପିକା କ’ଣ ଥିଲେ ଗର୍ଭବତୀ ?

ବିବାହ ବେଳେ ଦୀପିକା କ’ଣ ଥିଲେ ଗର୍ଭବତୀ ?

ମୁମ୍ବାଇ, ୫।୧୨: ଦୀପିକା ପାଦୁକୋନ ଏବଂ ରଣବୀର ସିଂଙ୍କ ଓ୍ବିଡିଂ ନେଇ ଚର୍ଚ୍ଚା ଥମୁନି। ବିବାହ ପୂର୍ବରୁ ନାନା ପ୍ରକାର  ଚର୍ଚ୍ଚା ହେଉଥିବାବେଳେ ଏବେ ମଧ୍ୟ ଏହା ଜାରି ରହିଛି।

ନିକ୍‌-ପ୍ରିୟଙ୍କାଙ୍କ ବିବାହ ବେଳର ଫଟୋ ଭାଇରାଲ, ପିସିଙ୍କ ଗାଉନ୍‌ ତିଆରି ପାଇଁ ଲାଗିଛି ୧,୮୨୬ ଘଣ୍ଟା

ନିକ୍‌-ପ୍ରିୟଙ୍କାଙ୍କ ବିବାହ ବେଳର ଫଟୋ ଭାଇରାଲ, ପିସିଙ୍କ ଗାଉନ୍‌ ତିଆରି ପାଇଁ ଲାଗିଛି ୧,୮୨୬ ଘଣ୍ଟା

ବମ୍ବେ: ଦୀପ-ବୀରଙ୍କ ପରେ ଏବେ ନିଙ୍କ୍ୟାଙ୍କା ବିବାହକୁ ନେଇ ସବୁଆଡ଼େ ଚର୍ଚ୍ଚା। ପୂର୍ବରୁ ଅନୁଷ୍କା ହୁଅନ୍ତୁ ଅଥବା ଦୀପିକା, ସେମାନେ ଇଟାଲିର ଲେକ୍‌ କେମୋରେ ବିବାହ କରିବା ନିଷ୍ପତ୍ତି ନେଇଥିଲେ। ମାତ୍ର ପିସି ରାଜସ୍ଥାନ ଜୋଧପୁରରେ ଥିବା ଉମ୍ମେଦ ଭବନକୁ ବିବାହ ନିମନ୍ତେ ବାଛିଥିଲେ। ନିକ୍‌ ଖ୍ରିଷ୍ଟିଆନ୍‌ ହୋଇଥିବା ବେଳେ ପ୍ରିୟଙ୍କା ପଞ୍ଜାବୀ ପରିବାରର। ତେଣୁ ଉଭୟଙ୍କ ବିବାହରେ ଉଭୟ ଧର୍ମକୁ ସମ୍ମାନ ଜଣାଯାଇଛି।

ତୈମୁରଙ୍କ ପରେ ଭାଇରାଲ ହେଉଛି ନିକ୍‌-ପ୍ରିୟଙ୍କା ଡଲ୍‌

ତୈମୁରଙ୍କ ପରେ ଭାଇରାଲ ହେଉଛି ନିକ୍‌-ପ୍ରିୟଙ୍କା ଡଲ୍‌

ମୁମ୍ମାଇ: ଏବେ ଇଣ୍ଟରନେଟ୍‌ରେ ନିକ୍‌ ଜୋନସ୍‌ ଓ ପ୍ରିୟଙ୍କା ଚୋପ୍ରାଙ୍କର ଏକ ଡଲ୍‌ ଭାଇରାଲ ହେବାରେ ଲାଗିଛି। ପତ୍ନୀପତି ଭଳି ଦେଖାଯାଉଛି ଏହି ଡଲ୍‌। ହେଲେ ଏହାକୁ ଦେଖି ୟୁଜରମାନେ ଭିନ୍ନ ଭିନ୍ନ ମତ ଦେଉଛନ୍ତି। 

ରଣବୀରଙ୍କ ସହ ବ୍ରେକ୍‌ଅପ୍‌ ମୋ ପାଇଁ ଆଶୀର୍ବାଦ: କ୍ୟାଟ୍ରିନା

ରଣବୀରଙ୍କ ସହ ବ୍ରେକ୍‌ଅପ୍‌ ମୋ ପାଇଁ ଆଶୀର୍ବାଦ: କ୍ୟାଟ୍ରିନା

ମୁମ୍ବାଇ: ବଲିଉଡ୍‌ କୁଇନ୍‌ କ୍ୟାଟ୍ରିନା କେଫ୍‌ ନିକଟରେ ଏକ ମାଗାଜିନ୍‌ ପାଇଁ ବେଶ୍‌ ହଟ୍‌ ଫଟୋଶୁଟ୍‌ କରିଥିଲେ। ମାଗାଜିନର କଭର ପେଜ୍‌ ପାଇଁ କ୍ୟାଟ୍ରିନାଙ୍କର ଏହି ଫଟୋ ଦେଖି ତାଙ୍କ ପ୍ରଶଂସକ ବେଶ୍‌ ତାରିଫ୍‌ କରିଥିଲେ। 

୬ମାସ ପରେ ମା’ ହେବେ ଦୀପିକା!

୬ମାସ ପରେ ମା’ ହେବେ ଦୀପିକା!

ମୁମ୍ବାଇ: ଏପର୍ଯ୍ୟନ୍ତ ପ୍ରଶଂସକ ଭୁଲି ନାହାନ୍ତି ଦୀପିକା ପାଦୁକୋନ ଓ ରଣବୀର ସିଂଙ୍କ ବିବାହକୁ। ଏବେବି ଏମାନଙ୍କ ବିବାହ ଓ ରିସେପଶନ୍‌ ପାର୍ଟିର ଫଟୋ ଭାଇରାଲ ହେବାରେ ଲାଗିଛି। 

ଫରହାନ୍‌ ଅଖତର-ଶିବାନୀଙ୍କ ସମ୍ପର୍କ ନେଇ ଚର୍ଚ୍ଚା

ଫରହାନ୍‌ ଅଖତର-ଶିବାନୀଙ୍କ ସମ୍ପର୍କ ନେଇ ଚର୍ଚ୍ଚା

ମୁମ୍ବାଇ,୪।୧୨:  ଅଭିନେତା ଫରହାନ୍‌ ଅଖତର ଏବଂ ଅଭିନେତ୍ରୀ ଶିବାନୀ ଦାଣ୍ଡେକରଙ୍କ ସମ୍ପର୍କକୁ ନେଇ ଏବେ ବଲିଉଡ୍‌ରେ ଜାରି ରହିଛି ଚର୍ଚ୍ଚା। 

ପ୍ରିୟଙ୍କା-ନିକ୍‌ ବିବାହ: ଜୋତା ଫେରାଇବା ପାଇଁ ୫ ଲକ୍ଷ ଟଙ୍କା ନେଲେ ପରିଣିତି

ପ୍ରିୟଙ୍କା-ନିକ୍‌ ବିବାହ: ଜୋତା ଫେରାଇବା ପାଇଁ ୫ ଲକ୍ଷ ଟଙ୍କା ନେଲେ ପରିଣିତି

ଯୋଧପୁର, ୪।୧୨: ପ୍ରିୟଙ୍କ ଚୋପ୍ରା ଏବଂ ନିକ୍‌ ଜୋନସ୍‌ଙ୍କ ବିବାହ ପୂର୍ବରୁ ନାନା ଚର୍ଚ୍ଚା ହେଉଥିଲା। ତେବେ ବିବାହ ପରେ ମଧ୍ୟ ଥମିନି ଚର୍ଚ୍ଚା। ବିବାହରେ ନିକ୍‌ଙ୍କ ଜୋତା ଲୁଚାଇଥିଲେ ପ୍ରିୟଙ୍କା ଚୋପ୍ରାଙ୍କ ଭଉଣୀ ପରିଣିତି ଚୋପ୍ରା। 

ମଲାଇକା, ଅର୍‌ବାଜ୍‌ ମୁହାଁମୁହିଁ

ମଲାଇକା, ଅର୍‌ବାଜ୍‌ ମୁହାଁମୁହିଁ

ମୁମ୍ବାଇ:ଦୀପିକା-ରଣବୀରଙ୍କ ବିବାହ ପାର୍ଟିରେ ବଲିଉଡ୍‌ର ଚର୍ଚ୍ଚିତ ତାରକା ମଲାଇକା ଆରୋରା ଓ ତାଙ୍କ ପୂର୍ବତନ ଜୀବନସାଥୀ ଅର୍‌ବାଜ୍‌ ଖାନ୍‌ ମୁହଁାମୁହିଁ ହୋଇଛନ୍ତି। ଦୀର୍ଘଦିନର ବିଚ୍ଛେଦ ପରେ ଗୋଟିଏ ଛାତ ତଳେ ମଲାଇକା ଏବଂ ଅରବାଜ୍‌ଙ୍କୁ ପ୍ରଥମଥର ଦେଖିବାକୁ ମିଳିଥିଲା।

କାନ୍ଦିଲେ ପ୍ରିୟଙ୍କା

କାନ୍ଦିଲେ ପ୍ରିୟଙ୍କା

ମୁମ୍ବାଇ: ବଲିଉଡ୍‌ କୁଇନ୍‌ ପ୍ରିୟଙ୍କା ଚୋପ୍ରା ପୂର୍ବରୁ ବିବାହକୁ ନେଇ ଯେତିକି ଉତ୍ସାହିତ ଆଉ ଖୁସି ଥିଲେ ବିବାହ ସମୟରେ ସେ ସେତିକି କାନ୍ଦିଥିବା କୁହାଯାଉଛି। ଡିସେମ୍ବର ୧ରୁ ଆରମ୍ଭ ହୋଇଥିବା ରୀତିନୀତି ଅନୁଯାୟୀ ବିବାହ କରିଛନ୍ତି ପ୍ରିୟଙ୍କା।

ଯୋଧପୁର ଛାଡିଲେ ପ୍ରିୟଙ୍କା-ନିକ୍‌

ଯୋଧପୁର ଛାଡିଲେ ପ୍ରିୟଙ୍କା-ନିକ୍‌

ଜୟପୁର,୩।୧୨: ବଲିଉଡ୍‌ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଓ ଆମେରିକାନ୍‌ ସିଙ୍ଗର ନିକ୍‌ ଜୋନସ୍‌ ବିବାହ ବନ୍ଧନରେ ଆବନ୍ଧ ହେବା ପରେ ଏବେ ଯୋଧପୁର ଛାଡିଛନ୍ତି। ୨ ଦିନର ବିବାହ ଉତ୍ସବ ପରେ ଏମାନେ ପରିବାର ସଦସ୍ୟଙ୍କ ସହ ମିଶି ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି। 

ରାଗିଲେ ରଣବୀର

ରାଗିଲେ ରଣବୀର

ମୁମ୍ବାଇ: ସରିଛି ବଲିଉଡ୍‌ର ହାଇ ପ୍ରୋଫାଇଲ ମ୍ୟାରେଜର ରିସେପଶନ୍‌ ପାର୍ଟି। ଦୀପିକା ପାଦୁକୋନ୍‌ ଓ ରଣବୀର ସିଂ ତାଙ୍କ ବଲିଉଡ ବନ୍ଧୁଙ୍କ ପାଇଁ ହୋଟେଲ୍‌ ଗ୍ରାଣ୍ଡ ହୟାତରେ ୧ତାରିଖରେ ପାର୍ଟିର ଆୟୋଜନ କରିଥିଲେ। 

ଚ୍ୟାଲେଞ୍ଜ ଦେବେ ପ୍ରୀତି

ଚ୍ୟାଲେଞ୍ଜ ଦେବେ ପ୍ରୀତି

କମେଡିଆନ କପିଲ ଶର୍ମାଙ୍କ ପୂର୍ବତନ ପ୍ରେମିକା ପ୍ରୀତି ସିମୋଇସ ଏବେ ଚର୍ଚ୍ଚାରେ। ବର୍ତ୍ତମାନ ନିଜ ଭଉଣୀ ନୀତିଙ୍କ ସହ ମିଶି ସେ ଏକ କମେଡି ରିୟାଲିଟି ଶୋ’ ପ୍ରଯୋଜନା କରୁଛନ୍ତି। 

ମିଳିଗଲା ଡ୍ରିମ୍‌ ରୋଲ

ମିଳିଗଲା ଡ୍ରିମ୍‌ ରୋଲ

ଅଭିନେତା ଦୀପକଙ୍କ ଖୁସି କହିଲେ ନ ସରେ। କାରଣ ସେ ଯେଉଁଭଳି ଭୂମିକା ଚାହୁଁଥିଲେ ତାହା ତାଙ୍କୁ ମିଳିଯାଇଛି। ହଁ, ଦୀପକଙ୍କୁ ଏପରି ରୋଲ୍‌ରେ ଦେଖିବାକୁ ମିଳିବ ନିର୍ମାଣାଧୀନ ଓଡ଼ିଆ ଚଳଚ୍ଚିତ୍ର ‘ଜୋର୍‌ କା ଝଟକା’ରେ। ଲଭ୍‌, ଇମୋଶନ ଏବଂ କମେଡିଭିତ୍ତିକ କାହାଣୀକୁ ନେଇ ଏହି ଫିଲ୍ମଟି ପ୍ରସ୍ତୁତ ହେଉଛି। 

ଆଇଟମ୍‌ ନମ୍ବର ପାଇଁ ଟେନ୍‌ସନ୍‌

ଆଇଟମ୍‌ ନମ୍ବର ପାଇଁ ଟେନ୍‌ସନ୍‌

ତାପସୀ ପାନ୍ନୁ ଏବେ ଦୋଛକିରେ ପଡିଯାଇଛନ୍ତି। ଏଥିପାଇଁ କିଏ ଦାୟୀ ଜାଣନ୍ତି ? ଆଇଟମ୍‌ ନମ୍ବର। କଥା କ’ଣ କି ନର୍ମିତ ହେବାକୁ ଯାଉଥିବା ଏକ ତାମିଲ ସିନେମାରେ ସେ ଅଭିନୟ କରିବାକୁ ଚୁକ୍ତିବଦ୍ଧ ହୋଇଛନ୍ତି। 

ଦୀପବୀରଙ୍କ ରିସେପଶନ୍‌ ପାର୍ଟିରେ ବିଳମ୍ବରେ ପହଞ୍ଚିଲେ ଅମିତାଭ, ଶାହାରୁଖ

ଦୀପବୀରଙ୍କ ରିସେପଶନ୍‌ ପାର୍ଟିରେ ବିଳମ୍ବରେ ପହଞ୍ଚିଲେ ଅମିତାଭ, ଶାହାରୁଖ

ମୁମ୍ବାଇ: ବଲିଉଡର ବହୁ ଚର୍ଚ୍ଚିତ ଯୋଡି ଦୀପିକା ପାଦୁକୋନ ଓ ରଣବୀର ସିଂଙ୍କର ମୁମ୍ବାଇ ରିସେପଶନ ପାର୍ଟି ସରିଛି। ଶନିବାର ଆୟୋଜିତ ହୋଇଥିବା ଏହି ପାର୍ଟିରେ ଯୋଗ ଦେଇଥିଲେ ବଲିଉଡ୍‌ର ପ୍ରାୟ ସମସ୍ତ ସଦସ୍ୟ।

ଓ୍ବାଲ୍‌ ଅଫ୍‌ କନ୍‌ଷ୍ଟାଣ୍ଟିନୋପଲ

ଓ୍ବାଲ୍‌ ଅଫ୍‌ କନ୍‌ଷ୍ଟାଣ୍ଟିନୋପଲ

ଏହା ବିଶ୍ୱ ସ୍ଥାପତ୍ୟର ଏକ ଅନନ୍ୟ ନିଦର୍ଶନ। କଳା କାରିଗରିରେ ଅନନ୍ୟ। ଏହାକୁ ଓ୍ବାଲ୍‌ ଅଫ୍‌ କନ୍‌ଷ୍ଟାଣ୍ଟିନୋପଲ ବା କନ୍‌ଷ୍ଟାଣ୍ଟିନୋପଲ୍‌ ପ୍ରାଚୀର ବୋଲି କୁହାଯାଇଥାଏ। ଦିନେ କନ୍‌ଷ୍ଟାଣ୍ଟିନୋପଲ ଥିଲା ଏକ ବିଶାଳ ସହର ଯାହାକୁ ଆଜି ଇସ୍ତାନବୁଲ୍‌ ବୋଲି କୁହାଯାଉଛି। 

ଅପେକ୍ଷାର ଫଳ ମିଠା

ଅପେକ୍ଷାର ଫଳ ମିଠା

ସତରେ ଅପେକ୍ଷାର ଫଳ ମିଠା। ହେଲେ ଏଥିପାଇଁ ଧୈର୍ଯ୍ୟର ସହ ଅପେକ୍ଷା କରିପାରିଲେ ହେଲା। ଦେଖୁନାହାନ୍ତି, ନିଜର ଆଶା ପୂରଣ ପାଇଁ କଙ୍ଗନା କେମିତି ସେହି ଅପେକ୍ଷାକୁ ଚ୍ୟାଲେଞ୍ଜ ଭାବରେ ନେଇଛନ୍ତି। 

ହ୍ରିତିକଙ୍କ ବେଷ୍ଟ ଫ୍ରେଣ୍ଡ

ହ୍ରିତିକଙ୍କ ବେଷ୍ଟ ଫ୍ରେଣ୍ଡ

ହ୍ରିତିକ ରୋଶନଙ୍କ ବେଷ୍ଟ ଫ୍ରେଣ୍ଡ କିଏ ? ଆରେ, ଏ କଥା ଆମେ କେମିତି କହିବା ? ତାହାର ଠିକ୍‌ ଉତ୍ତର ସେ ହିଁ ଦେଇପାରିବେ। ଯେ କେହି ମଧ୍ୟ ଏହାର ଉତ୍ତର କ’ଣ ବୋଲି ଜାଣିବାକୁ ନିଶ୍ଚୟ ଆଗ୍ରହ ପ୍ରକାଶ କରିବେ। 

ପୁଣି ପ୍ରେମରେ ପଡିଲେ ଦୀପିକା

ପୁଣି ପ୍ରେମରେ ପଡିଲେ ଦୀପିକା

ରଣବୀର ସିଂଙ୍କୁ ପ୍ରେମ ବିବାହ କରିବା ପରେ ପୁଣି ଥରେ ପ୍ରେମରେ ପଡ଼ିଯାଇଛନ୍ତି ଦୀପିକା। କି କଥା ! ଏତେବର୍ଷ ଧରି ଦୁହିଁଙ୍କର ପ୍ରେମ ସମ୍ପର୍କ ବିବାହର ରୂପ ନେବା ପରେ ଏଭଳି ଘଟଣା ନିଶ୍ଚୟ ସମସ୍ତଙ୍କୁ ଚକିତ କରିଦେବ।