ମନୋରଞ୍ଜନ

ଏମ୍‌ଜେ ଆକବରଙ୍କ ‘ମୈ ଭି ଚୌକିଦାର’ ଟୁଇଟ୍‌କୁ ରେଣୁକାଙ୍କ ଜବାବ: ‘ତେବେ କୌଣସି ମହିଳା ସୁରକ୍ଷିତ ନୁହଁନ୍ତି’

ଏମ୍‌ଜେ ଆକବରଙ୍କ ‘ମୈ ଭି ଚୌକିଦାର’ ଟୁଇଟ୍‌କୁ ରେଣୁକାଙ୍କ ଜବାବ: ‘ତେବେ କୌଣସି ମହିଳା ସୁରକ୍ଷିତ ନୁହଁନ୍ତି’

ବମ୍ବେ,୧୭।୩: ୨୦୧୯ ଲୋକ ସଭା ନିର୍ବାଚନ ପୂର୍ବରୁ ଭାଜପା ଓ କଂଗ୍ରେସ ମଧ୍ୟରେ ପରସ୍ପର ବିରୋଧୀ ବୟାନବାଜି ଆରମ୍ଭ ହୋଇଯାଇଛି। ନିକଟରେ ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆକ୍ଷେପ କରି ‘ଚୌକିଦାର ହି ଚୋର ହୈ’ କହିଥିଲେ। ଏହାର ଜବାବରେ ମୋଦି ଟୁଇଟରରେ ‘ମୈ ଭି ଚୌକିଦାର’ ଅଭିଯାନ ଆରମ୍ଭ କରିଛନ୍ତି। ଖୁବ୍‌ କମ୍‌ ସମୟ ମଧ୍ୟରେ ସୋସିଆଲ ମିଡିଆରେ ହ୍ୟାଶଟ୍ୟାଗ୍‌ ସହ ଚୌକିଦାର ଟ୍ରେଣ୍ଡ କରୁଥିବା ଦେଖିବାକୁ ମିଳୁଛି। 

ବିକ୍କି କୌଶଲ-ପ୍ରେମିକା ହରଲିନ୍‌ଙ୍କ ବ୍ରେକ୍‌ଅପ୍‌ ପଛରେ କଟ୍ରିନା!

ବିକ୍କି କୌଶଲ-ପ୍ରେମିକା ହରଲିନ୍‌ଙ୍କ ବ୍ରେକ୍‌ଅପ୍‌ ପଛରେ କଟ୍ରିନା!

ବମ୍ବେ: ‘ଓରି ଦ ସର୍ଜିକାଲ ଷ୍ଟାଇକ୍‌’ର ସଫଳତା ପରେ ଏବେ ଅଭିନେତା ବିକ୍କି କୌଶଲଙ୍କ ହାତରେ ଗୋଟିଏ ପରେ ଗୋଟିଏ ବଡ଼ ବଜେଟ ଫିଲ୍ମ। ବଛା ବଛା ନିର୍ଦ୍ଦେଶକମାନେ ତାଙ୍କୁ ନିଜର ଫିଲ୍ମରେ ନେବାକୁ ଇଚ୍ଛୁକ। ଏ ସବୁ ମଧ୍ୟରେ ଏବେ ବିକ୍କିଙ୍କ ବାସ୍ତବିକ ଜୀବନକୁ ନେଇ ବଡ଼ ଧରଣର ଚର୍ଚ୍ଚା ହେଉଛି। ଚର୍ଚ୍ଚାଟି ପ୍ରେମିକା ହରଲୀନ୍‌ ସେଟ୍ଟୀଙ୍କ ସହ ବ୍ରେକ୍‌ଅପ୍‌କୁ ନେଇ। 

ଫିଲ୍ମରେ ବୋଲ୍ଡ ସିନ୍‌ ଶୁଟ୍‌ କରି ନିଜ ୧୦ ବର୍ଷର ଝିଅକୁ ଏହାର ଟ୍ରେଲର ଦେଖାଇଥିଲେ ଏହି ଅଭିନେତା

ଫିଲ୍ମରେ ବୋଲ୍ଡ ସିନ୍‌ ଶୁଟ୍‌ କରି ନିଜ ୧୦ ବର୍ଷର ଝିଅକୁ ଏହାର ଟ୍ରେଲର ଦେଖାଇଥିଲେ ଏହି ଅଭିନେତା

ମୁମ୍ବାଇ: କୁହାଯାଏ ମାୟାନଗରୀରର ମୋହରେ ଯିଏ ଥରେ ପଡିଛି ସେ ଏଠାରୁ ବାହାରିବା ମୁସ୍କିଲ। ସେମିତି ଜଣେ ନାୟକ ହେଉଛନ୍ତି ଶର୍‌ମନ ଯୋଶୀ। କମ୍‌ ବୟସରେ ବିବାହ କରିଥିବା ଏହି ନାୟକ ବଡ ପରଦାରେ ମଧ୍ୟ ଦେଇଛନ୍ତି ଖୁବ୍‌ ବୋଲ୍ଡ ସିନ୍‌। ଫିଲ୍ମ ‘ହେଟ୍‌ ଷ୍ଟୋରୀ ୩’ରେ ଦେଖିବାକୁ ମିଳିଥିଲା ଶର୍‌ମନଙ୍କର ବୋଲ୍ଡ ସିନ୍‌। 

କପିଲ ଶର୍ମାଙ୍କ ଶୋ’ରେ କ’ଣ କହିଥିଲେ ପରିଣୀତି

କପିଲ ଶର୍ମାଙ୍କ ଶୋ’ରେ କ’ଣ କହିଥିଲେ ପରିଣୀତି

ବଲିଉଡ୍‌ ଅଭିନେତ୍ରୀ ପରିଣୀତି ଚୋପ୍ରା ଭଉଣୀ ପ୍ରିୟଙ୍କା ଚୋପ୍ରାଙ୍କ ବିବାହର ୩ ମାସ ପରେ ଭିଣୋଇ ନିକ୍‌ ଏବଂ ତାଙ୍କ ବନ୍ଧୁଙ୍କୁ ନେଇ ଗୋଟିଏ କଥା କହିଛନ୍ତି। ପରିଣୀତି ଅକ୍ଷୟ କୁମାରଙ୍କ ସହିତ କପିଲ ଶର୍ମାଙ୍କ ଶୋ’ରେ ପହଞ୍ଚତ୍ ଉପସ୍ଥିତ ଜନତାଙ୍କ ସହିତ ଖୁବ୍‌ ମଜା କରିଥିଲେ। ଏହା ସହିତ କପିଲ ଶର୍ମାଙ୍କ କିଛି ପ୍ରଶ୍ନର ଉତ୍ତର ମଧ୍ୟ ଦେଇଥିଲେ।  ଶନିବାର ପ୍ରସାରିତ ‘ଦ କପିଲ ଶର୍ମା ଶୋ’ରେ ପରିଣୀତିିଙ୍କୁ ପ୍ରିୟଙ୍କା ଚୋପ୍ରାଙ୍କ ବିବାହରେ ନିକ୍‌ ଏବଂ ତାଙ୍କ ବନ୍ଧୁଙ୍କ ସମ୍ପର୍କରେ କପିଲ କିଛି ପ୍ରଶ୍ନ କରିଥିଲେ।

ସଲମାନ କରିବେ ନୂଆ ଟେଲିଭିଜନ ଚ୍ୟାନେଲ

ସଲମାନ କରିବେ ନୂଆ ଟେଲିଭିଜନ ଚ୍ୟାନେଲ

ମୁମ୍ବାଇ,୧୭।୩: ବଲିଉଡ୍‌ ଭାଇଜାନ୍‌ ସଲମାନ ଖାଁ କେବଳ ବଡ ପରଦାରେ ନୁହେଁ ଟେଲିଭିଜନ ପରଦାରେ ମଧ୍ୟ ବେଶ୍‌ ସକ୍ରିୟ। ଟେଲିଭିଜନ ଦୁନିଆର ‘ବିଗ୍‌ ବସ୍‌’ ଶୋ’ର ହୋଷ୍ଟ ଭାବେ ସଲମାନ ଘରେ ଘରେ ବେଶ୍‌ ପରିଚିତ। ତେବେ ତାଙ୍କର ପ୍ରଡକ୍ସନ କମ୍ପାନୀ ଏସ୍‌କେଟିଭି ବ୍ୟାନରରେ କପିଲ ଶର୍ମା ଶୋ’ ନିର୍ମାଣ କରାଯାଉଛି। 

ସାପକୁ ଡର

ସାପକୁ ଡର

ପ୍ରତ୍ୟେକ ମଣିଷ ମନରେ କାହାକୁ ନା କାହାକୁ ନେଇ ଭୟ ଥାଏ। ଆଉ ସେଥିରୁ ବା ପରିଣିତି ବାଦ୍‌ ପଡନ୍ତେ କିପରି। ସେ କାହାକୁ ବେଶି ଭୟ କରନ୍ତି ଜାଣନ୍ତି ? ସାପକୁ। ପୁଣି ତାହା ସତସତିକା ହେଉ ଅବା ପ୍ଲାଷ୍ଟିକର । 

 ନାୟକ ହେବ ଏମିତି

ନାୟକ ହେବ ଏମିତି

ସତରେ, ନାୟକ ହେବ ଏମିତି। ଦେଖୁନାହାନ୍ତି, ପ୍ରଶଂସକଙ୍କ ପାଇଁ ସେ କେତେ ଉଦାର। ସେମାନଙ୍କୁ ଖୁସି କରିବା ପାଇଁ ସେ ନିଜର ଏକ ଗୁରୁତ୍ୱପୂର୍ଣ୍ଣ କାମକୁ କ୍ୟାନ୍‌ସଲ କରିବାକୁ ପଛାଇ ନ ଥିଲେ। 

ସେଲଫିସ୍‌ ଦିଲ୍‌

ସେଲଫିସ୍‌ ଦିଲ୍‌

ଏ ଦିଲ୍‌ଟା କ’ଣ ସତରେ ସେଲଫିସ୍‌ ? ଯଦି ଏପରି ହୁଏ ତେବେ ପ୍ରେମର ଗାଡି ଆଗକୁ ଆଗେଇବ ବା କେମିତି ? ହେଲେ ସେହି ସେଲଫିସ୍‌ ଦିଲ୍‌ ଭିତରେ କେଉଁଠି ନା କେଉଁଠି ଛୋଟ ଜାଗାଟିଏ ରହିଛି। 

ରଣବୀରଙ୍କ ମନ କଥା

ରଣବୀରଙ୍କ ମନ କଥା

ବଲିଉଡ୍‌ରେ ରଣବୀରଙ୍କ ଡିମାଣ୍ଡ ଏବେ କାହିଁରେ କେତେ। କେବଳ ଚଳଚ୍ଚିତ୍ର ନୁହେଁ ଅଧିକାଂଶ ବିଜ୍ଞାପନରେ ତାଙ୍କୁ ଦେଖିବାକୁ ମିଳୁଛି। 

ବହାର୍‌ ବେଗମ୍‌ : ପ୍ରଥମେ ଶ୍ରୀଦେବୀ, ତା’ପରେ ମାଧୁରୀ

ବହାର୍‌ ବେଗମ୍‌ : ପ୍ରଥମେ ଶ୍ରୀଦେବୀ, ତା’ପରେ ମାଧୁରୀ

ହିନ୍ଦୀ ସିନେମା ‘କଳଙ୍କ’ର ବହାର୍‌ ବେଗମ୍‌ ଭୂମିକାଟିକୁ ତୁଲାଇଛନ୍ତି ମାଧୁରୀ ଦୀକ୍ଷିତ। ହେଲେ ଏହି ଭୂମିକା ପଛରେ ଏକ ମଜାଦାର ଘଟଣା ଲୁଚି ରହିଛି। 

ହିନ୍ଦୀ ଫିଲ୍ମ ‘ସୋନୀ’ର ସ୍କ୍ରିନିଂ

ହିନ୍ଦୀ ଫିଲ୍ମ ‘ସୋନୀ’ର ସ୍କ୍ରିନିଂ

ଭୁବନେଶ୍ୱର,୧୭।୩ (ବ୍ୟୁରୋ) : ଅକ୍ସଫାମ୍‌ ଇଣ୍ଡିଆ ପକ୍ଷରୁ ଶନିବାର ଇଡ୍‌କଲ ଅଡିଟୋରିୟମଠାରେ ହିନ୍ଦୀ ଫିଲ୍ମ ‘ସୋନୀ’ର ସ୍କ୍ରିନିଂ ହୋଇଥିଲା। 

୧୮ରୁ ମେଗା ଧାରାବାହିକ ‘ସର୍‌ଗମ୍‌’

୧୮ରୁ ମେଗା ଧାରାବାହିକ ‘ସର୍‌ଗମ୍‌’

ଭୁବନେଶ୍ୱର, ୧୭ା୩(ବ୍ୟୁରୋ) : ଓଡ଼ିଶାର ଦର୍ଶକଙ୍କୁ ମନୋରଞ୍ଜନ ଯୋଗାଇ ଆସୁଥିବା ଲୋକପ୍ରିୟ ଓଡ଼ିଆ ଟିଭି ଚ୍ୟାନେଲ ‘ଜୀ ସାର୍ଥକ’ ଆଉଏକ ନୂଆ ମେଗା ଧାରାବାହିକ ଆଣିଦେଉଛି। 

ପୁଅ ହୋଇଥିଲେ ତମନ୍ନାଙ୍କୁ ବିବାହ କରିଥାନ୍ତି: ଶ୍ରୁତି

ପୁଅ ହୋଇଥିଲେ ତମନ୍ନାଙ୍କୁ ବିବାହ କରିଥାନ୍ତି: ଶ୍ରୁତି

ଦକ୍ଷିଣ ଇଣ୍ଡଷ୍ଟ୍ରୀର ଜଣେ ସଫଳ ତଥା ଚର୍ଚ୍ଚିତ ନାୟିକା ଶ୍ରୁତି ହାସନ। ସେ ବଲିଉଡ୍‌ରେ ଖୁବ୍‌ କମ୍‌ ସିନେମାରେ କାମକରି ମଧ୍ୟ ବେଶ୍‌ ପରିଚିତ। କମଲ ହାସନଙ୍କ ଝିଅ ଶ୍ରୁତି ୨୦୦୯ରେ ମୁକ୍ତିଲାଭ କରିଥିବା ସିନେମା ‘ଲକ୍‌’ରୁ ବଲିଉଡ୍‌ରେ ଡେବ୍ୟୁ କରିଥିଲେ।

ଚିକିତ୍ସା ପରେ ଭାରତ ଫେରିଛନ୍ତି କ୍ୟାନ୍‌ସର ପୀଡ଼ିତ ଇରଫାନ୍‌, ଚିହ୍ନିବା ମୁସ୍କିଲ

ଚିକିତ୍ସା ପରେ ଭାରତ ଫେରିଛନ୍ତି କ୍ୟାନ୍‌ସର ପୀଡ଼ିତ ଇରଫାନ୍‌, ଚିହ୍ନିବା ମୁସ୍କିଲ

ବମ୍ବେ: କ୍ୟାନ୍‌ସରରେ ପୀଡ଼ିତ ଅଛନ୍ତି ବଲିଉଡ୍‌ ଅଭିନେତା ଇରଫାନ୍‌ ଖାନ୍‌। ଇରଫାନ୍‌ ଲଣ୍ଡନରେ ନିଜର ଚିକିତ୍ସା କରାଉଥିବା ବେଳେ ଏବେ ଭାରତ ଆସିଛନ୍ତି। ଏହି ସମୟରେ ସେ ଗଣମାଧ୍ୟମଠାରୁ ନିଜକୁ ଦୂରେଇ ରଖୁଥିବା ଦେଖାଯାଉଛି।

ଦୀପିକାଙ୍କ ମହମ ମୁର୍ତ୍ତି ଅନାବରଣକୁ ନେଇ ରଣବୀରଙ୍କ ପୋଷ୍ଟ: ଲେଖିଲେ ବାସ୍ତବ ସୁନ୍ଦରୀ ତ ମୋ’ ଜୀବନରେ..

ଦୀପିକାଙ୍କ ମହମ ମୁର୍ତ୍ତି ଅନାବରଣକୁ ନେଇ ରଣବୀରଙ୍କ ପୋଷ୍ଟ: ଲେଖିଲେ ବାସ୍ତବ ସୁନ୍ଦରୀ ତ ମୋ’ ଜୀବନରେ..

ବମ୍ବେ: ବଲିଉଡରେ ନିଜ ଅଭିନୟ ଯାଦୁଗରୀରେ ଅନେକ ହୃଦୟ ଜିଣିବା ପରେ ରଣବୀରଙ୍କୁ ହୃଦୟ ଦେଇଛନ୍ତି ଅଭିନେତ୍ରୀ ଦୀପିକା ପାଦୁକୋନ୍‌। ତାଙ୍କୁ ନେଇ ସ୍ବାମୀ ରଣବୀର ମଧ୍ୟ ବେଶ୍‌ ଗର୍ବ କରନ୍ତି। ବିଭିନ୍ନ ଆଓ୍ବାର୍ଡ ଶୋ’ ଅଥବା ଡିନ୍‌ର ଡେଟରେ ଉଭୟଙ୍କ ମନରେ ଥିବା ଭଲପାଇବା ବାରି ହୋଇ ପଡ଼େ। 

ରିଅଲିଟି ଶୋ’ରୁ ରିଜେକ୍ଟ ହୋଇଥିବା ନିଆ ଏବେ ଲୋକପ୍ରିୟ କଳାକାର

ରିଅଲିଟି ଶୋ’ରୁ ରିଜେକ୍ଟ ହୋଇଥିବା ନିଆ ଏବେ ଲୋକପ୍ରିୟ କଳାକାର

ବୋଲ୍ଡ ଫ୍ୟାଶନ ଷ୍ଟାଇଲ ଏବଂ ହଟ୍‌ ଫଟୋସୁଟ୍‌ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ଛୋଟ ପରଦାର ସଫଳ ତଥା ଚର୍ଚ୍ଚିତ ଅଭିନେତ୍ରୀ ନିଆ ଶର୍ମା। ନିଆ ୨୦୧୬ରେ ହୋଇଥିବା ଏସିୟାର ସବୁଠାରୁ ସେକ୍ସି ମହିଳା ତାଲିକାର ୩ୟ ସ୍ଥାନରେ ରହିଥିଲେ। 

‘ଧଡ୍‌କନ୍‌’ ପାଇଁ କୌଣସି ପୁରସ୍କାର ପାଇ ନ ଥିବାରୁ ଦୁଃଖିତ ଶିଳ୍ପା

‘ଧଡ୍‌କନ୍‌’ ପାଇଁ କୌଣସି ପୁରସ୍କାର ପାଇ ନ ଥିବାରୁ ଦୁଃଖିତ ଶିଳ୍ପା

ବଲିଉଡ୍‌ର ୯୦ ଦଶକର ଚର୍ଚ୍ଚିତ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ ଶିଳ୍ପା ଶେଟ୍ଟୀ।  ଲମ୍ବା ସମୟ ହେବ ସେ ବଲିଉଡ୍‌ରୁ ନିଜକୁ ଦୂରେଇ ରଖିଛନ୍ତି। ଛୋଟ ପରଦାର ଡ୍ୟାନ୍ସ ରିଅଲିଟି ଶୋ’ରେ ଜଜ୍‌ ଭାବେ ଏବେ ତାଙ୍କୁ ଦେଖିବାକୁ ମିଳୁଛି।

ବିକି-ହରଲିନ୍‌ଙ୍କ ବ୍ରେକ୍‌ଅପ୍‌

ବିକି-ହରଲିନ୍‌ଙ୍କ ବ୍ରେକ୍‌ଅପ୍‌

‘ସଞ୍ଜୁ’ ଏବଂ ‘ଉରୀ’ ଫିଲ୍ମ ପରେ ବିକି କୌଶଲ ବଲିଉଡ୍‌ର ଟପ୍‌ ଷ୍ଟାର ଲିଷ୍ଟରେ ସାମିଲ ହୋଇଛନ୍ତି। ଏବେ ତାଙ୍କ ପାଖରେ ଫିଲ୍ମ ସାଇନ୍‌ କରିବା ପାଇଁ ଲମ୍ବା ତାଲିକା। ଗୋଟିଏ ପରେ ଗୋଟିଏ ବଡ଼ ପ୍ରୋଜେକ୍ଟ ଫିଲ୍ମରେ ସାଇନ୍‌ କରି ଚାଲିଛନ୍ତି ବିକି। କିନ୍ତୁ ବ୍ୟକ୍ତିଗତ ଜୀବନରେ ସେ ଟିକେ ନିିଆରା। ବିକି ସର୍ବଦା ଚାହିଁଥାନ୍ତି ତାଙ୍କ ବ୍ୟକ୍ତିଗତ ଜୀବନ ପ୍ରାଇଭେଟ୍‌ ହେଉ।

ହଟ୍‌ ଲୁକ୍‌ରେ ମୌନୀ

ହଟ୍‌ ଲୁକ୍‌ରେ ମୌନୀ

‘ନାଗିନୀ’ ଭାବରେ ଘରେ ଘରେ ପରିଚିତ ଅଭିନେତ୍ରୀ ମୌନୀ ରାୟ ଏବେ ଲାଇଫ୍‌କୁ ବେଶ୍‌ ଉପଭୋଗ କରୁଛନ୍ତି। ଇନ୍‌ଷ୍ଟାଗ୍ରାମରେ ମୌନୀ ଛୁଟି କଟାଇବା ପାଇଁ ଯାଇଥିବାର ଏକ ଫଟୋ ଅପ୍‌ଲୋଡ୍‌ କରିଛନ୍ତି।

ଅନ୍ୟକୁ ହସାଉଥିବା ଏହି କଳାକାର ଜେଲରେ ବିତାଇଛନ୍ତି ୩ ମାସ

ଅନ୍ୟକୁ ହସାଉଥିବା ଏହି କଳାକାର ଜେଲରେ ବିତାଇଛନ୍ତି ୩ ମାସ

ମୁମ୍ବାଇ: ବଲିଉଡ୍‌ ଦୁନିଆରେ ଜଣେ ଆଗଧାଡିର ହାସ୍ୟ ଅଭିନେତା ହେଲେ ରାଜପାଲ ଯାଦବ। ୧୯୭୧ ମାର୍ଚ୍ଚ ୧୬ରେ ଜନ୍ମ ନେଇଥିବା ଏହି କଳାକାର ଏବେ ୪୮ ବର୍ଷରେ ପାଦ ଥାପିଛନ୍ତି।

ବିବାହ ପୂର୍ବରୁ ମା’ ହେଲେ ଖୁସି ହେବେ ଏହି ଲକ୍ଷେ ଦିଲ୍‌କି ଧଡକନ୍‌

ବିବାହ ପୂର୍ବରୁ ମା’ ହେଲେ ଖୁସି ହେବେ ଏହି ଲକ୍ଷେ ଦିଲ୍‌କି ଧଡକନ୍‌

ମୁମ୍ବାଇ: ସାଉଥ ଷ୍ଟାର କମଲ ହାସନ ଓ ସାରିକାଙ୍କ ଝିଅ ଶ୍ରୁତି ହାସନ ଏବେ ଜଣେ ଅଗାଧାଡିର ନାୟିକା । ତାଙ୍କ ଫିଗର ଦେଖିଲେ ଆଖି ଲାଖିଯିବ । ସେଇଥିପାଇଁ ବୋଧହୁଏ ତାଙ୍କର ଅଛନ୍ତି ଲକ୍ଷେ ଦିୱାନା । 

ମହମ ପ୍ରତିମୂର୍ତ୍ତି ଅନାବରଣ କଲେ ଦୀପିକା

ମହମ ପ୍ରତିମୂର୍ତ୍ତି ଅନାବରଣ କଲେ ଦୀପିକା

ଲଣ୍ଡନ: ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ ମାଡାମ ଟୁସାଡ୍‌ସରେ ନିଜ ମହମ ପ୍ରତିମୂର୍ତ୍ତି ଅନାବରଣ କରିଛନ୍ତି। ମାନସିକ ସ୍ବାସ୍ଥ୍ୟ ସମ୍ପର୍କରେ ଦୀପିକା ସଚେତନତାର ସ୍ବର ଉଠାଇ ଆସୁଛନ୍ତି। ପ୍ରତିମୂର୍ତ୍ତି ମାଧ୍ୟମରେ ନିଜ ସ୍ବରକୁ ଶାଣିତ କରିବା ଏବଂ ନିଜ ପ୍ରଶଂସକଙ୍କ ମନରେ ନିଜ ଭାବମୂର୍ତ୍ତି ସ୍ଥାନିତ କରିବା ନିମନ୍ତେ ସେ ତାଙ୍କର ପ୍ରତିମୂର୍ତ୍ତିକୁ ‘ପର୍‌ପୋଜ୍‌ ଅଫ୍‌ ଷ୍ଟାଚ୍ୟୁ’ ନାମକରଣ କରିଛନ୍ତି।

ସିଦ୍ଧାର୍ଥଙ୍କୁ ମିଳିଗଲେ ନୂଆ ପ୍ରେମିକା

ସିଦ୍ଧାର୍ଥଙ୍କୁ ମିଳିଗଲେ ନୂଆ ପ୍ରେମିକା

ବଲିଉଡ୍‌ରେ କାହାର ନା କାହାର ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର ଧରିଥାଏ। ଏ କ୍ଷେତ୍ରରେ ଏବେ ସିଦ୍ଧାର୍ଥ ମାଲହୋତ୍ରାଙ୍କ ପ୍ରେମସମ୍ପର୍କୁ ନେଇ ଚର୍ଚ୍ଚା ଚାଲିଛି। ଆଲିୟା ଭଟ୍ଟଙ୍କ ପରେ ସିଦ୍ଧାର୍ଥ ତାଙ୍କ ଠାରୁ ୧୧ ବର୍ଷ ସାନ ଜଣେ ଅଭିନେତ୍ରୀଙ୍କ ପ୍ରେମରେ ପଡ଼ିଯାଇଛନ୍ତି। 

ଅରବାଜ୍‌ ଖାନ୍‌ଙ୍କ ଆକାଉଣ୍ଟରେ ନାହିଁ ୧ ଟଙ୍କା

ଅରବାଜ୍‌ ଖାନ୍‌ଙ୍କ ଆକାଉଣ୍ଟରେ ନାହିଁ ୧ ଟଙ୍କା

ଆଜିକାଲି ଅରବାଜ୍‌ ଖାନ୍‌ ବେଶ୍‌ ଚର୍ଚ୍ଚାରେ ରହୁଛନ୍ତି। ଖାସ୍‌ ତାଙ୍କର ସେଲିବ୍ରିଟି ଶୋ’ ‘ପିଞ୍ଚ’କୁ ନେଇ। ଏହି ଶୋ’ରେ କରୀନା କପୁର ଖାନ୍‌ ସର୍ବପ୍ରଥମେ ଅତିଥି ଭାବେ ଆସିଥିଲେ।