ମନୋରଞ୍ଜନ

ଥିଏଟର ପ୍ରତି ଲୋକଙ୍କ ଚିନ୍ତାଧାରା ବଦଳାଇବା ଲକ୍ଷ୍ୟ

ଥିଏଟର ପ୍ରତି ଲୋକଙ୍କ ଚିନ୍ତାଧାରା ବଦଳାଇବା ଲକ୍ଷ୍ୟ

ମୁମ୍ବାଇରେ ଥିଏଟର ଜଗତର ଏକ ପରିଚିତ ନାମ ହେଲା ଅଭିଷେକ ପଟ୍ଟନାୟକ। ୨୮ବର୍ଷ ବୟସ୍କ ଏହି ଓଡ଼ିଆ ଯୁବକ ଗତ ୭ବର୍ଷ ହେବ ସେ ଇଂଲିଶ, ହିନ୍ଦୀ ଥିଏଟରରେ ଅଭିନୟ କରିବା ସହିତ କାହାଣୀ ରଚନା ଓ ନିର୍ଦ୍ଦେଶନା ମଧ୍ୟ ଦେଉଛନ୍ତି।

ମହିଳାଙ୍କୁ ସମ୍ମାନ ଦିଅନ୍ତି ନାହିଁ ଏହି ଅଭିନେତା

ମହିଳାଙ୍କୁ ସମ୍ମାନ ଦିଅନ୍ତି ନାହିଁ ଏହି ଅଭିନେତା

ପୂର୍ବତନ ମିସ୍‌ ଇଣ୍ଡିଆ ତଥା ବଲିଉଡ ଅଭିନେତ୍ରୀ ତନୁଶ୍ରୀ ଦତ୍ତ ଅଭିନେତା ନାନା ପାଟେକରଙ୍କ ନାଁରେ ଗୁରୁତର ଅଭିଯୋଗ ଆଣିଛନ୍ତି। ମହିଳାଙ୍କ ପ୍ରତି ନାନାଙ୍କ ଆଚରଣ ଆଦୌ ଭଲ ନୁହେଁ ବୋଲି ସେ ମତ ଦେଇଛନ୍ତି। 

‘ଅର୍ଜୁନ ରେଡ୍‌ଡୀ’ର ରିମେକ୍‌ ପାଇଁ କାଇରା ଉତ୍ସାହିତ

‘ଅର୍ଜୁନ ରେଡ୍‌ଡୀ’ର ରିମେକ୍‌ ପାଇଁ କାଇରା ଉତ୍ସାହିତ

ମୁମ୍ବାଇ: ‘ଅର୍ଜୁନ ରେଡ୍‌ଡୀ’ର ହିନ୍ଦୀ ରିମେକ୍‌ ନିର୍ମାଣ ହେବାକୁ ଯାଉଥିବା ବେଳେ ଅଭିନେତା ଶାହିଦ୍‌ କପୁରଙ୍କ ସହିତ କାର୍ଯ୍ୟ କରିବାକୁ ଉତ୍ସାହିତ ଥିବା କଥା ଅଭିନେତ୍ରୀ କାଇରା ଆଡଭାନୀ ପ୍ରକାଶ କରିଛନ୍ତି। 

ରଣବୀରଙ୍କ ପୂର୍ବରୁ ଥିଲେ ତାଙ୍କର  ୫ ପ୍ରେମିକ

ରଣବୀରଙ୍କ ପୂର୍ବରୁ ଥିଲେ ତାଙ୍କର ୫ ପ୍ରେମିକ

ବଲିଉଡ ୟଙ୍ଗ୍‌ ସେନସେସନ୍‌ ଆଲିଆ ଭଟ୍ଟ ଓ ରଣବୀର କପୁରଙ୍କ ସମ୍ପର୍କକୁ ନେଇ ଏବେ ଜୋରଦାର ଚର୍ଚ୍ଚା। ଦୁହେଁ ନିଜ ନିଜ ଅଭିନୟ ଲାଗି ଯେତିକି ଲୋକପିୟ ଆଫେୟାର୍ସ ପାଇଁ ମଧ୍ୟ ସେତିକି ଚର୍ଚ୍ଚିତ।

ମହାକାଶକୁ ଯିବେ ଖିଲାଡି ହିରୋ

ମହାକାଶକୁ ଯିବେ ଖିଲାଡି ହିରୋ

ମୁମ୍ବାଇ: କିଛିଦିନ ହେବ ରୂପେଲି ପରଦାରେ ଜବରଦସ୍ତ ପରଫରମାନ୍ସ ଦେଉଛନ୍ତି ବଲିଉଡର ଖିଲାଡି ବୟ ଅକ୍ଷୟ କୁମାର। ନିକଟରେ ତାଙ୍କ ଅଭିନୀତ ଫିଲ୍ମ ‘ପ୍ୟାଡ ମ୍ୟାନ୍‌’ ଭଲ ବିଜନେସ୍‌ କରିଥିବା ବେଳେ ଏବେ ପୁଣି ଥରେ ଏକ ଭିନ୍ନ ଚରିତ୍ର ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି ଅକ୍ଷୟ। 

ଓସ୍କାର ଦୌଡରେ ସାମିଲ ହେଲା ଇରଫାନଙ୍କ ଅଭିନୀତ ଫିଲ୍ମ

ଓସ୍କାର ଦୌଡରେ ସାମିଲ ହେଲା ଇରଫାନଙ୍କ ଅଭିନୀତ ଫିଲ୍ମ

ଢାକା,୨୫।୯: ବଲିଉଡର ନାଁକରା ଅଭିନେତା ଇରଫାନ ଖାଁଙ୍କ ଅଭିନୀତ ଏକ ବାଂଲାଦେଶୀ ଫିଲ୍ମ ଓସ୍କାର ଦୌଡରେ ସାମିଲ ହୋଇଛି। ‘ଡୁବ: ନୋ ବେଡ୍‌ ଅଫ୍‌ ରୋଜେସ୍‌’ ନାମକ ଏହି ଫିଲ୍ମ ୨୦୧୯ ଓସ୍କାର ସମ୍ମାନ ପାଇଁ ବାଂଲାଦେଶରୁ ପଠାଯାଇଥିବା ସୂଚନା ମିଳିଛି।

ହସ୍ପିଟାଲ ଗଲେ କମେଡି କୁଇନ୍‌ ଭାରତିଙ୍କ ସହ ସ୍ବାମୀ ହର୍ଷ

ହସ୍ପିଟାଲ ଗଲେ କମେଡି କୁଇନ୍‌ ଭାରତିଙ୍କ ସହ ସ୍ବାମୀ ହର୍ଷ

ମୁମ୍ବାଇ: କମେଡି କୁଇନ୍‌ ଭାରତି ସିଂ ଓ ତାଙ୍କ ସ୍ବାମୀ ହର୍ଷ ଲିମ୍ବାଚିୟା ଏବେ ଅସୁସ୍ଥତା କାରଣରୁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଦୁହେଁ ଏବେ ଏକ ମାରାତ୍ମକ ରୋଗରେ ପୀଡିତ।

ଅଷ୍ଟ୍ରେଲିଆରେ ଶିଳ୍ପା ଶେଟ୍ଟି ବର୍ଣ୍ଣ ବୈଷମ୍ୟର ଶିକାର

ଅଷ୍ଟ୍ରେଲିଆରେ ଶିଳ୍ପା ଶେଟ୍ଟି ବର୍ଣ୍ଣ ବୈଷମ୍ୟର ଶିକାର

ସିଡ୍‌ନୀ,୨୪।୯: ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ଶେଟ୍ଟି କୁନ୍ଦ୍ରା ଅଷ୍ଟ୍ରେଲିଆରେ ବର୍ଣ୍ଣ ବୈଷମ୍ୟର ଶିକାର ହୋଇଛନ୍ତି। ସେ ସିଡ୍‌ନୀରୁ ମେଲବୋର୍ଣ୍ଡ ଯାତ୍ରା କରୁଥିବା ସମୟରେ ଏହା ଘଟିଛି। 

ଭାଇଜାନଙ୍କୁ ଭିନ୍ନ ଦୃଷ୍ଟିରେ ଦେଖନ୍ତି କ୍ୟାଟ୍ରିନା

ଭାଇଜାନଙ୍କୁ ଭିନ୍ନ ଦୃଷ୍ଟିରେ ଦେଖନ୍ତି କ୍ୟାଟ୍ରିନା

ମୁମ୍ବାଇ: ବଲିଉଡର ବାର୍ବି ଗର୍ଲ କ୍ୟାଟ୍ରିନା କେଫ୍‌ ଦବଙ୍ଗ ଷ୍ଟାର ସଲମାନ ଖାଁଙ୍କୁ ଭିନ୍ନ ଦୃଷ୍ଟିରେ ଦେଖନ୍ତି। ତେବେ ବଲିଉଡର ୩ଖାଁ ମାନେ ଶାହାରୁଖ, ଆମିର ଓ ସଲମାନଙ୍କ ଭିତରେ ସେ ସଲମାନ ଖାଁଙ୍କୁ ସବୁଠାରୁ ଭଲ ଅଭିନେତା ବୋଲି ଭାବନ୍ତି।

ସୋନମ-ଆନନ୍ଦ ପ୍ରେମ କାହାଣୀ

ସୋନମ-ଆନନ୍ଦ ପ୍ରେମ କାହାଣୀ

ସୋନମ କପୁର ଏବଂ ଆନନ୍ଦ ଆହୁଜାଙ୍କ ଦୀର୍ଘ ଦିନର ପ୍ରେମ ବିବାହରେ ରୂପାନ୍ତରିତ ହୋଇସାରିଛି। ଆଉ ଏବେ ଦୁହେଁ ବୈବାହିକ ଜୀବନକୁ ନେଇ ବେଶ୍‌ ଖୁସିରେ ଅଛନ୍ତି ବୋଲି କହି ବୁଲୁଛନ୍ତି।

କିଏ ହେବ ଗୁଲସନ କୁମାର

କିଏ ହେବ ଗୁଲସନ କୁମାର

ଗୁଲସନ କୁମାର, ଯାହାଙ୍କର ପରିଚୟ ଦେବା କେବଳ ଔପଚାରିକତା ମାତ୍ର। କାରଣ ସଙ୍ଗୀତ ଜଗତରେ ସେ ସୃଷ୍ଟି କରିଥିଲେ ସ୍ବତନ୍ତ୍ର ସ୍ଥାନ। ଟି ସିରିଜ ନାମକ ଏକ କ୍ୟାସେଟ୍‌ କମ୍ପାନୀ ପ୍ରସ୍ତୁତ କରି ହିନ୍ଦୀ ତଥା ବିଭିନ୍ନ ପ୍ରାନ୍ତୀୟ ଭାଷାର ଗୀତଗୁଡିକୁ ସେ ଶ୍ରୋତାଙ୍କ ନିକଟରେ ପହଞ୍ଚାଇବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ। 

ମାଫିଆ ସବ୍ୟସାଚୀ

ମାଫିଆ ସବ୍ୟସାଚୀ

ଓଡ଼ିଆ ସିନେମା ‘ପାଗଳ ପ୍ରେମୀ’ରୁ ଆକ୍ଟିଂ କ୍ୟାରିୟର ଆରମ୍ଭ କରିଥିବା ସବ୍ୟସାଚୀଙ୍କ ଖୁସି କହିଲେ ନ ସରେ। ଓଡ଼ିିଆ,ତେଲୁଗୁ ପରେ ସେ ଏବେ ଆଉ ଏକ ସିନେମା ଦୁନିଆରେ ପାଦ ରଖିଛନ୍ତି। 

ଟ୍ରୋଲ୍‌ର ଜବାବ ଦେଲେ ରିୟା

ଟ୍ରୋଲ୍‌ର ଜବାବ ଦେଲେ ରିୟା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଓ ନିର୍ଦ୍ଦେଶକ ମହେଶ ଭଟ୍ଟଙ୍କୁ ନେଇ ଏବେ ସୋସିଆଲ ମିଡିଆ ବେଶ୍‌ ସରଗରମ। କିଛିଦିଦ ତଳେ ବିଗ୍‌ବସ୍‌ ୧୨ର କଣ୍ଟେଷ୍ଟାଣ୍ଟ ଭାବେ ଆସିଥିବା ଅଭିନେତ୍ରୀ ଜସଲିନ୍‌ ଓ ତାଙ୍କ ପୁରୁଷ ବନ୍ଧୁ ତଥା ତାଙ୍କଠାରୁ ୩୭ ବର୍ଷ ବଡ ଭଜନ ଗାୟକ ଅନୁପ ଜଲୋଟାଙ୍କ ସମ୍ପର୍କକୁ ନେଇ ଖୁବ୍‌ ଆଲୋଚନା ହୋଇଥିଲା।

ମୋବାଇଲ୍‌ ନିଶା

ମୋବାଇଲ୍‌ ନିଶା

ସତେ ଯେମିତି ଲାଗୁଛି ମହେଶ ତନୟା ଆଲିୟାଙ୍କ ଆଖିକୁ ଆଉ କିଛି ଦେଖାଯାଉନାହିଁ। ଶୟନେ, ସପନେ, ଜାଗରଣେ କେବଳ ଗୋଟିଏ କଥା-ଲଭ୍‌..ଲଭ୍‌..ଲଭ୍‌। 

ଓଃ ! କି କଷ୍ଟ..

ଓଃ ! କି କଷ୍ଟ..

ଯାହା କହନ୍ତୁ ନା କାହିଁକି ୟାମିଙ୍କ ଧୈର୍ଯ୍ୟକୁ ମାନିବାକୁ ପଡିବ। ଅଫର ମିଳିବା ବେଳଠାରୁ ଶୁଟିଂ ଆରମ୍ଭ ହେବା ପର୍ଯ୍ୟନ୍ତ ସେ ଟେନସନରେ ଥିଲେ। 

ଭାଗ୍ୟ ହିଁ ସାହାରା

ଭାଗ୍ୟ ହିଁ ସାହାରା

କୌଣସି କାମ ଆରମ୍ଭ କଲେ ତାହାକୁ ନେଇ ମନରେ ଅନେକ ଆଶା ରହିଥାଏ। ବେଳେବେଳେ ତାହାର ସଫଳତାକୁ ନେଇ ସୃଷ୍ଟି ହୁଏ ପ୍ରଶ୍ନବାଚୀ। ପୁଣି ଗୋଟିଏ ଘଟଣା ଅକସ୍ମାତ ଘଟିଯାଏ ଏବଂ ତାକୁ ପାଥେୟ କରି ଜଣେ ନିଜର ଲକ୍ଷ୍ୟ ପଥରେ ଅଗ୍ରସର ହୋଇଥାଏ।

ପରଲୋକରେ କଳ୍ପନା ଲାଜମୀ

ପରଲୋକରେ କଳ୍ପନା ଲାଜମୀ

ମୁମ୍ବାଇ, ୨୩।୯: ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ କଳ୍ପନା ଲାଜମୀଙ୍କର ରବିବାର ଭୋର୍‌ ୪ଟା ୩୦ରେ ୬୪ ବର୍ଷରେ ପରଲୋକ ହୋଇଯାଇଛି। ସେ କିଡ୍‌ନୀ କର୍କଟ ରୋଗରେ ପୀଡ଼ିତ ଥିଲେ। 

ସେଲିବ୍ରିଟିଙ୍କ ଅଜବ ଅଭ୍ୟାସ

ସେଲିବ୍ରିଟିଙ୍କ ଅଜବ ଅଭ୍ୟାସ

ସେଲିବ୍ରିଟିଙ୍କ ଚାକଚକ୍ୟ, ତାଙ୍କ ଷ୍ଟାଇଲ୍‌ ସମସ୍ତଙ୍କୁ ଆକର୍ଷିତ କରିଥାଏ। ତେବେ ସମସ୍ତଙ୍କ ଆଇକନ୍‌ ପାଲଟିଥିବା ସେଲିବ୍ରିଟିମାନେ ମଧ୍ୟ ମଣିଷ। ଆଉ ତାଙ୍କର ସାଧାରଣ ମଣିଷଙ୍କ ଭଳି ଥାଏ କିଛି ଅଭ୍ୟାସ ଓ ବଦଭ୍ୟାସ। ଜାଣନ୍ତୁ ସେ ସମ୍ପର୍କରେ....

ନେପାଳ ପର୍ଯ୍ୟଟନର ବ୍ରାଣ୍ଡ ଆମ୍ବାସାଡର ହେଲେ ଜୟପ୍ରଦା

ନେପାଳ ପର୍ଯ୍ୟଟନର ବ୍ରାଣ୍ଡ ଆମ୍ବାସାଡର ହେଲେ ଜୟପ୍ରଦା

ନୂଆଦିଲ୍ଲୀ, ୨୨।୯: ବଲିଉଡ୍‌ ଅଭିନେତ୍ରୀ ଜୟପ୍ରଦା ନେପାଳ ପର୍ଯ୍ୟଟନ ବିଭାଗର ଆମ୍ବାସାଡର ଭାବେ ନିଯୁକ୍ତ ହୋଇଛନ୍ତି।

ବିଦେଶରେ ପ୍ରଦର୍ଶିତ ହେବ ‘ଲଭ୍‌ ସୋନିଆ’

ବିଦେଶରେ ପ୍ରଦର୍ଶିତ ହେବ ‘ଲଭ୍‌ ସୋନିଆ’

ମୁମ୍ବାଇ: ନିକଟରେ ରିଲିଜ୍‌ ହୋଇଥିବା ହିନ୍ଦୀ ଫିଲ୍ମ ‘ଲଭ୍‌ ସୋନିଆ’ ଆମେରିକାରେ ପ୍ରଦର୍ଶିତ ହେବ ବୋଲି ସୂଚନା ମିଳିଛି। ନିର୍ଦ୍ଦେଶକ ତବରେଜ ନୁରାନି ଓ ପ୍ରଯୋଜକ ଡାଭିଡ ଓମାର୍କଙ୍କ ଦ୍ୱାରା ନିର୍ମିତ ଏହି ଫିଲ୍ମ ଆମେରିକାରେ ପ୍ରଦର୍ଶନ କରାଯିବ।

ବିଭିନ୍ନ ସହରରେ ରିଲିଜ୍‌ ହେଲା ‘ମଣ୍ଟୋ’

ବିଭିନ୍ନ ସହରରେ ରିଲିଜ୍‌ ହେଲା ‘ମଣ୍ଟୋ’

ନୂଆଦିଲ୍ଲୀ: ଭାରତର ବିଭିନ୍ନ ସହରରେ ଫିଲ୍ମ ଫ୍ରାଇଡେରେ ‘ମଣ୍ଟୋ’ ମୁକ୍ତିଲାଭ କରିଛି। କିନ୍ତୁ ପ୍ରଥମ ଦିନର ମର୍ନିଂ ଶୋ’ ପ୍ରଦର୍ଶିତ ହୋଇପାରି ନ ଥିବାରୁ ଅଭିନେତ୍ରୀ ତଥା ଫିଲ୍ମ ନିର୍ମାତା ନନ୍ଦିତା ଦାସ ନୈରାଶ୍ୟ ପ୍ରକାଶ କରିଥିଲେ। କିନ୍ତୁ ଅପରାହ୍ନରେ ଫିଲ୍ମ ରିଲିଜ ହେବାପରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା ବୋଲି ଭାୟକମ୍‌ ୧୮ ମୋଶନ୍‌ ପିକ୍ଚର୍ସ ପକ୍ଷରୁ କୁହାଯାଇଛି। 

ଚର୍ଚ୍ଚାରେ ରିୟା-ମହେଶ

ଚର୍ଚ୍ଚାରେ ରିୟା-ମହେଶ

ମୁମ୍ବାଇ: ବଲିଉଡ ନିର୍ଦ୍ଦେଶକ ମହେଶ ଭଟ୍ଟ ଗୁରୁବାର ତାଙ୍କର ୭୦ ତମ ଜନ୍ମ ଦିବସ ମନାଇବା ପରେ ପରେ ଆସିଛନ୍ତି ଚର୍ଚ୍ଚାକୁ। ଏବେ ମହେଶଙ୍କ ନାଁ ସହ ଏକ ପ୍ରକାର ଯୋଡି ହୋଇ ଯାଇଛି ବଲିଉଡ୍‌ ନାୟିକା ରିୟା ଚକ୍ରବର୍ତ୍ତିଙ୍କ ନାଁ।

ସ୍ମିତା ପାଟିଲ୍‌ ପୁରସ୍କାର ଯଥାର୍ଥ

ସ୍ମିତା ପାଟିଲ୍‌ ପୁରସ୍କାର ଯଥାର୍ଥ

ମୁମ୍ବାଇ: ଅଭିନେତ୍ରୀ ଅନୁଷ୍କା ଶର୍ମା ସର୍ବଶ୍ରେଷ୍ଠ ଅଭିନୟ ଲାଗି ସ୍ମିତା ପାଟିଲ୍‌ ପୁରସ୍କାର ପାଇଥିବା ବେଳେ ଏହା ତାଙ୍କ କ୍ୟାରିୟର ପାଇଁ ଯଥାର୍ଥ ବୋଲି ବର୍ଣ୍ଣନା କରିଛନ୍ତି।

ସଫଳତା ପାଇବା ପୂର୍ବରୁ ଏହି କଳାକାରଙ୍କ କିପରି ଥିଲା ଜୀବନ

ସଫଳତା ପାଇବା ପୂର୍ବରୁ ଏହି କଳାକାରଙ୍କ କିପରି ଥିଲା ଜୀବନ

କଳାକାର ନିଜ ଅଭିନୟ ଦ୍ୱାରା ଦର୍ଶକଙ୍କ ମନ ମୋହିଥାନ୍ତି। କେତେବେଳେ ଦର୍ଶକଙ୍କୁ ହସାଇଥାନ୍ତି ତ ଆଉ କେତେବେଳେ କନ୍ଦାଇଥାନ୍ତି। ଅଭିନୟ ଦ୍ୱାରା ପ୍ରତ୍ୟେକ କଳାକାର ଦର୍ଶକଙ୍କ ହୃଦୟରେ ନିଜ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଥାନ୍ତି। ମାତ୍ର ପରଦା ଉପରେ ଚମକୁଥିବା କଳାକାରଙ୍କ କ୍ୟାରିୟର କେତେ ସଂଘର୍ଷମୟ ତାହା ଦର୍ଶକଙ୍କୁ ଜଣା ନ ଥାଏ।