ମନୋରଞ୍ଜନ

ଜୋକର୍‌ ପରି ଦିଶିବା ପାଇଁ

ଜୋକର୍‌ ପରି ଦିଶିବା ପାଇଁ

ରିଚି ଦି ବାର୍‌ବର୍‌। ପେସାରେ ସେ କେଶ କଟାଳି। ହେଲେ ପିଲାଦିନୁ ତାଙ୍କର ଇଚ୍ଛା ଥିଲା ଜୋକର୍‌ ହେବା ପାଇଁ। ପିଲାଦିନେ ଯେତେବେଳେ ସେ ପ୍ରଥମକରି ଏକ ଜୋକର୍‌କୁ ଭେଟିଥିଲେ ତାଙ୍କୁ ନ ଡରି ତାଙ୍କର ହସାଇବା ଶୈଳୀ, ବିଭିନ୍ନ ଟ୍ରିକ୍ସ ଓ ଜଗଲ୍‌ କରିବା ତରିକାରେ ପ୍ରଭାବିତ ହୋଇଯାଇଥିଲେ। 

ଅଭିନେତ୍ରୀ ହୋଇ ନ ଥାନ୍ତେ କାଜୋଲ

ଅଭିନେତ୍ରୀ ହୋଇ ନ ଥାନ୍ତେ କାଜୋଲ

ହିନ୍ଦୀ ସିନେମା ‘ବେଖୁଦି’ରୁ ଆରମ୍ଭ ହୋଇଥିଲା ତାଙ୍କର ଅଭିନୟ ଜୀବନ। ତା’ପରେ ଆଉ ସେ ପଛକୁ ଫେରି ଚାହିଁ ନ ଥିଲେ। ଗୋଟିଏ ପରେ ଗୋଟିଏ ସିନେମାରେ ଅଭିନୟ କରି ସେ  ସିନେପ୍ରେମୀଙ୍କ ହୃଦୟରେ ହାସଲ କରିଥିଲେ ସ୍ବତନ୍ତ୍ର ସ୍ଥାନ।

ଆଉ ଜଣେ ଷ୍ଟାର କିଡ୍‌

ଆଉ ଜଣେ ଷ୍ଟାର କିଡ୍‌

ପ୍ରଯୋଜକ ସାଜିଦ ନାଦିଓ୍ବାଦଓ୍ବାଲା ଆଉ ଜଣେ ଷ୍ଟାର କିଡ୍‌ଙ୍କୁ ବଲିଉଡ୍‌ରେ ସୁଯୋଗ ଦେଇଛନ୍ତି। 

ସ୍ତ୍ରୀ ହେବ ଏମିତି

ସ୍ତ୍ରୀ ହେବ ଏମିତି

ପରିବାରକୁ ସୁରୁଖୁରୁରେ ଚଳାଇବା ପାଇଁ କେବଳ ପରିବାରର ସଦସ୍ୟ ନୁହନ୍ତି, ସ୍ତ୍ରୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ।  ନିଜର ଏଭଳି ଦାୟିତ୍ୱକୁ ବେଶ୍‌ ସୁଚାରୁ ଭାବରେ ତୁଲାଇଛନ୍ତି ଅନୁଷ୍କା ଶର୍ମା।

ଗିମିକ ମାଷ୍ଟରଙ୍କ ଲଭ୍‌ ଫର୍ମୁଲା

ଗିମିକ ମାଷ୍ଟରଙ୍କ ଲଭ୍‌ ଫର୍ମୁଲା

ଥରେ ମନେପକାନ୍ତୁ ନା କଟା ହାତ, କଙ୍କଡ଼ା ବିଛା, ଗାଈ ପରି ଗିମିକ ସିକୁଏନ୍ସକୁ ! ନିର୍ଦ୍ଦେଶକ ସଞ୍ଜୟ ନାୟକଙ୍କୁ ଏସବୁ ବେଶ୍‌ ମାଇଲେଜ ଦେଇଥିଲା। ‘ରାଖୀ ବାନ୍ଧିଲି ମୋ ରଖିବ ମାନ’ରୁ ଆରମ୍ଭ ହୋଇଥିଲା ନିର୍ଦ୍ଦେଶନା। 

ଓଜନ ସମସ୍ୟା

ଛୋଟ ପରଦାରେ ପ୍ରସାରିତ ଏକ୍‌ତା କପୁରଙ୍କ ଧାରାବାହିକ ‘ମେରି ଆସିକି ତୁମ୍‌ସେ ହି’ ତାଙ୍କୁ ଦେଇଥିଲା ପରିଚୟ। ନିଜର ଅଭିନୟ ଦ୍ୱାରା ସେ ଦର୍ଶକଙ୍କ ମନ ଜିଣିଥିଲେ। 

ଲାଜୁଆ ରଣବୀର

ଲାଜୁଆ ରଣବୀର

ରଣବୀର, ପୁଣି ଲାଜୁଆ ! ଅନେକେ ହୁଏତ ଏହାକୁ ସହଜରେ ଗ୍ରହଣ କରି ନ ପାରନ୍ତି। ହେଲେ ସେ ଗୋଟିଏ କଥାରେ ଭାରି ଲାଜୁଆ। ଏଭଳି ଶଟ୍‌ଟିଏ ଦେବାକୁ ସେ ଝାଳରେ ଗାଧୋଇ ପଡ଼ନ୍ତି। 

ଯୋଧପୁର କିଲାରେ ବିବାହ କରିବେ ପ୍ରିୟଙ୍କା-ନିକ୍‌

ଯୋଧପୁର କିଲାରେ ବିବାହ କରିବେ ପ୍ରିୟଙ୍କା-ନିକ୍‌

ମୁମ୍ବାଇ: ବଲିଉଡ୍‌ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଓ ଆମେରୀକାନ୍‌ ସିଙ୍ଗର ନିକ୍‌ ଜୋନସଙ୍କ ବିବାହକୁ ନେଇ ପୁଣି ଏକ ଚର୍ଚ୍ଚା ସାମ୍ନାକୁ ଆସିଛି। ଏବେ ନିକ୍‌ ପ୍ରିୟଙ୍କାଙ୍କ ସହ ସମୟ କାଟିବାକୁ ଭାରତ ଆସିଛନ୍ତି। 

ପୁଣି ଥରେ ଏକାଠି ହେବେ ଆଲିଆ-ବରୁଣ

ପୁଣି ଥରେ ଏକାଠି ହେବେ ଆଲିଆ-ବରୁଣ

ମୁମ୍ବାଇ: ବଲିଉଡ୍‌ ନାୟିକା ଆଲିଆ ଭଟ୍ଟ ଓ ନାୟକ ବରୁଣ ଧଓ୍ବନଙ୍କୁ ପୁଣିଥରେ ଏକାଠି ଦେଖିବାକୁ ମିଳିବ। ଦୁହେଁ ଗୋଟିଏ ଫିଲ୍ମରୁ ହିଁ କ୍ୟାରିୟର ଆରମ୍ଭ କରି ପ୍ରଥମରୁ ହିଟ୍‌ ହୋଇଥିଲେ।

ବିଗ୍‌ ବସ୍‌ ଘରର ସିକ୍ରେଟ୍‌

ବିଗ୍‌ ବସ୍‌ ଘରର ସିକ୍ରେଟ୍‌

ଛୋଟ ପରଦାର ସବୁଠାରୁ ଚର୍ଚ୍ଚିତ ତଥା ବିବାଦୀୟ ଶୋ’ ଭାବେ ପରିଚିତ ‘ବିଗ୍‌ ବସ୍‌’। ବର୍ତ୍ତମାନ ଏହାର ୧୨ ନଂ. ସିଜନ୍‌ ପ୍ରସାରିତ ହେଉଛି। ତେବେ ବିଗ୍‌ ବସ୍‌ ଘରର ଅନେକ ସିକ୍ରେଟ୍‌ ରହିଛି, ଯାହାସବୁ ଆମକୁ ଅଜଣା। ଯେତିକି ଆମକୁ ଶୋ’ରେ ଦେଖାଯାଇଥାଏ, ତାହା ଆମେ ଜାଣିଥାଉ। ତେବେ ଆସନ୍ତୁ ଜାଣିବା ଏହି ଘରେ ଘଟୁଥିବା ଏମିତି କିଛି ଅଜଣା କଥା, ଯାହା ବିଷୟରେ ପ୍ରକାଶ କରିଛନ୍ତି ସିଜିନ୍‌-୧୦ର ପ୍ରତିଯୋଗୀ ନିତିଭା କୌଲ।

ସମସ୍ୟାରେ ପଡ଼ିଲେ ମହିଳା ମୁହଁ ଖୋଲନ୍ତୁ

ସମସ୍ୟାରେ ପଡ଼ିଲେ ମହିଳା ମୁହଁ ଖୋଲନ୍ତୁ

ମୁମ୍ବାଇ: ମହିଳାଙ୍କ ପ୍ରତି ହେଉଥିବା ଯୌନ ଉତ୍ପୀଡନ ସମ୍ପର୍କରେ ସେମାନେ ମୁହଁ ଖୋଲିବା ଉଚିତ। ନଚେତ୍‌ ସେମାନଙ୍କୁ ସବୁବେଳେ ଅନ୍ଧାର ମଧ୍ୟରେ ରହିବାକୁ ପଡ଼ିବ ବୋଲି ବଲିଉଡ୍‌ ଅଭିନେତ୍ରୀ ପରିଣୀତି ଚୋପ୍ରା ପ୍ରକାଶ କରିଛନ୍ତି। ଦଶବର୍ଷ ତଳେ ତନୁଶ୍ରୀ ଦତ୍ତଙ୍କ ପ୍ରତି ହୋଇଥିବା ଯୌନ ନିର୍ଯାତନା ବିଷୟ ଉପରେ ସେ ଏପରି କହିଛନ୍ତି।

ଗମ୍ଭୀର ସମସ୍ୟାରେ ପୀଡିତ ଶ୍ରଦ୍ଧା

ଗମ୍ଭୀର ସମସ୍ୟାରେ ପୀଡିତ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ ନାୟିକ ଶ୍ରଦ୍ଧା କପୁର ଏବେ ଏକ ଗମ୍ଭୀର ସମସ୍ୟାରେ ପୀଡିତ ଅଛନ୍ତି। କିଛିଦିନ ହେବ ତାଙ୍କ ଆଗାମୀ ଫିଲ୍ମକୁ ନେଇ ଚର୍ଚ୍ଚାରେ ଥିବା ଶ୍ରଦ୍ଧା ହଠାତ୍‌ ଅସୁସ୍ଥ ହୋଇ ପଡିଛନ୍ତି।

ଆମ୍‌ଗେ ଜୁଳୀ

ଆମ୍‌ଗେ ଜୁଳୀ

ଏକ ସତ ଘଟଣାକୁ ନେଇ ନିର୍ମିତ ହୋଇଛି ‘ହୋ’ ଭାଷାରେ ପ୍ରଥମ ଚଳଚ୍ଚିତ୍ର ‘ଆମ୍‌ଗେ ଜୁଳୀ’। ଏକ ତ୍ରିକୋଣୀୟ ପ୍ରେମକୁ ଆଧାରକରି ଏହାର କାହାଣୀ ସହ ଚିତ୍ରନାଟ୍ୟ ରଚନା କରିଛନ୍ତି ଡମ୍ବରୁଧର ହୋନାଗା। 

ସତ ହେଲା ଆକଳନ

ସତ ହେଲା ଆକଳନ

ନିର୍ଦ୍ଦେଶକ ଅନୁରାଗ କାଶ୍ୟପ ଯାହା ଆକଳନ କରିଥିଲେ ତାହା ସତ ହୋଇଛି। ଏହାକୁ ନେଇ ସେ ଏବେ ଖୁସିରେ ଉଛୁଳୁଛନ୍ତି। କଥା କ’ଣ କି ଅନୁରାଗଙ୍କ ନିର୍ଦ୍ଦେଶିତ ‘ମନମର୍ଜିୟଁା’ ହିଟ୍‌ ହୋଇଛି।

ଏବେ ବି ମନେପଡ଼େ ଜାଇ କଥା

ଏବେ ବି ମନେପଡ଼େ ଜାଇ କଥା

ଓଡ଼ିଆ ଯାତ୍ରାଜଗତର ଅନ୍ୟତମ ଆଗଧାଡ଼ିର ନାୟିକା ତଥା ବର୍ତ୍ତମାନ ଇନ୍ଦ୍ରଭୁବନରେ ଅଭିନୟ ଜାରି ରଖିଥିବା ପ୍ରତିଭା ମହାରଣା। ଯାତ୍ରାପ୍ରେମୀଙ୍କ ନିକଟରେ ରିଙ୍କି ନାମରେ ପରିଚିତ। ଅଭିନୟ ଜୀବନ ଆରମ୍ଭରେ ଏଭଳି ଏକ ଘଟଣା ଘଟିଥିଲା, ଯାହା ତାଙ୍କ ମନର ଆଲବମ୍‌ରେ ସତେଜ ସ୍ମୃତି ହୋଇ ରହିଛି...

ଶ୍ରଦ୍ଧାଙ୍କ ପ୍ରେମ କାହାଣୀ

ଶ୍ରଦ୍ଧାଙ୍କ ପ୍ରେମ କାହାଣୀ

କଥାରେ ଅଛି-ଲୁଚିଛି ନା ଗୋଡ଼ ଦି’ଟା ଦିଶୁଛି। ଦେଖୁନାହାନ୍ତି କହୁ କହୁ କେମିତି ମନ ଭିତରେ ଦୀର୍ଘ ବର୍ଷ ଧରି ଲୁଚି ରହିଥିବା କଥାକୁ ଓକାଳି ପକାଇଲେ। 

ଲଙ୍ଗ୍‌  ଟ୍ରିପ୍‌ରେ  ତମନ୍ନା

ଲଙ୍ଗ୍‌ ଟ୍ରିପ୍‌ରେ ତମନ୍ନା

ତମନ୍ନା ଭାଟିଆ ଏବେ ପ୍ୟାରିସରେ ଡେରା ପକାଇଛନ୍ତି। ଯେହେତୁ ଏବେ ଶୁଟିଂରୁ ବ୍ରେକ୍‌ ମିଳିଛି, ତେଣୁ କିଛିଦିନ ମାଇଣ୍ଡ ଫ୍ରେସ୍‌ କରିବାକୁ ସେଠାରେ ଅଛନ୍ତି।

ବକ୍ସ ଅଫିସ୍‌ରେ ‘ସୁଇ ଧାଗା’ ସୁପରହିଟ୍‌

ବକ୍ସ ଅଫିସ୍‌ରେ ‘ସୁଇ ଧାଗା’ ସୁପରହିଟ୍‌

ଅଭିନେତା ବରୁଣ ଧାଓ୍ବନ ଓ ଅଭିନେତ୍ରୀ ଅନୁଷ୍କା ଶର୍ମା ଷ୍ଟାରର ଫିଲ୍ମ ‘ସୁଇ ଧାଗା’ ବକ୍ସ ଅଫିସରେ ସୁପରହିଟ୍‌ ସାବ୍ୟସ୍ତ ହୋଇଛି। 

ଚୁମ୍ବନ ଦେବେନି ଟାଇଗର୍‌

ଚୁମ୍ବନ ଦେବେନି ଟାଇଗର୍‌

ବଲିଉଡ ଅଭିନେତା ଟାଇଗର ଶ୍ରଫ୍‌ ଆଉ ପରଦାରେ ଚୁମ୍ବନ ଦୃଶ୍ୟ କରିବେ  ନାହିଁ ।

ଶୁଟିଂ ସମୟରେ ନାନାଙ୍କୁ ଦିଆଯାଉଛି ପୋଲିସ ସୁରକ୍ଷା

ଶୁଟିଂ ସମୟରେ ନାନାଙ୍କୁ ଦିଆଯାଉଛି ପୋଲିସ ସୁରକ୍ଷା

ମୁମ୍ବାଇ: ବଲିଉଡ୍‌ ଅଭିନେତା ନାନା ପାଟେକର ଓ ତନୁଶ୍ରୀ ଦତ୍ତଙ୍କୁ ନେଇ ଦେଖା ଦେଇଥିବା ବିବାଦ ଏବେ ଜଟିଳ ରୂପ ଧାରଣ କରି ସାରିଛି। ଇତି ମଧ୍ୟରେ ନାନା ପାଟେକରଙ୍କୁ ଶୁଟିଂ ସେଟ୍‌ରେ ପୋଲିସ ସୁରକ୍ଷା ଦିଆଯାଉଥିବା ସୂଚନା ମିଳିଛି।

ମଣିକର୍ନିକାରେ କଙ୍ଗନାଙ୍କ ଦମ୍‌ଦାର ଅଭିନୟ

ମଣିକର୍ନିକାରେ କଙ୍ଗନାଙ୍କ ଦମ୍‌ଦାର ଅଭିନୟ

ମୁମ୍ବାଇ: ବହୁ ଚର୍ଚ୍ଚିତ ଫିଲ୍ମ ‘ମଣିକର୍ନିକା-ଦ କୁଇନ୍‌ ଅଫ୍‌ ଝାନ୍ସି’ର ଟିଜର ମଙ୍ଗଳବାର ରିଲିଜ୍‌ ହୋଇଛି। କଙ୍ଗନା ରାନାଓ୍ବତଙ୍କ ଅଭିନୀତ ଏହି ଫିଲ୍ମ ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସିବ ବୋଲି ନିର୍ମାତା ନିର୍ଦ୍ଦେଶକ ଆଶା ରଖିଛନ୍ତି।

କେମିତି ହେବ ପ୍ରିୟଙ୍କା-ନିକ୍‌ଙ୍କ ବିବାହ

କେମିତି ହେବ ପ୍ରିୟଙ୍କା-ନିକ୍‌ଙ୍କ ବିବାହ

ମୁମ୍ବାଇ: କିଛିଦିନ ହେବ ବଲିଉଡ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଓ ଆମେରିକାନ୍‌ ସିଙ୍ଗର ନିକ୍‌ ଜୋନସଙ୍କ ବିବାହକୁ ନେଇ ଚର୍ଚ୍ଚା ଚାଲିଛି। ଭାରତରେ ଉଭୟଙ୍କ ନିର୍ବନ୍ଧ ସରିଥିବା ବେଳେ ଏବେ ଅପେକ୍ଷା ବିବାହକୁ। 

ଦୀପିକାଙ୍କ ନୂଆ ଯୋଜନା

ଦୀପିକାଙ୍କ ନୂଆ ଯୋଜନା

ମୁମ୍ବାଇ: ବଲିଉଡର ଡିମ୍ପଲ୍‌ ଗର୍ଲ ଦୀପିକା ପାଦୁକୋନ୍‌ ଏବେ ଅଭିନେତ୍ରୀରୁ ପ୍ରଯୋଜିକ ହେବାକୁ ମନ ବଳାଇଛନ୍ତି। ପୂର୍ବରୁ ପ୍ରୀତି ଜିଣ୍ଟା, ଅନୁଷ୍କା ଶର୍ମା, ପ୍ରିୟଙ୍କା ଚୋପ୍ରା ଆଦି ଅଭିନେତ୍ରୀରୁ ପ୍ରଯୋଜିକ ହୋଇଥିବା ବେଳେ ଏବେ ଏହି ପଥରେ ଯିବାକୁ ଚାହିଁଛନ୍ତି ଦୀପିକା।

ଫୁଟବଲ ମଇଦାନରେ ନିକ୍‌

ଫୁଟବଲ ମଇଦାନରେ ନିକ୍‌

ମୁମ୍ବାଇ: ବଲିଉଡର ମୋଷ୍ଟ ଚାର୍ମିଙ୍ଗ କପଲ୍‌ ପ୍ରିୟଙ୍କା ଚୋପ୍ରା ଓ ନିକ୍‌ ଜୋନସ୍‌ ପୁଣି ଥରେ ଖବର ବଜାରରେ ଛାଇ ହୋଇ ଯାଇଛନ୍ତି। ନିକ୍‌ ଏବେ ପ୍ରିୟଙ୍କାଙ୍କୁ ଦେଖା କରିବାକୁ ମୁମ୍ବାଇ ଆସିଛନ୍ତି।