ମନୋରଞ୍ଜନ

ଗୋଟିଏ ଭୁଲ୍‌ ଟୁଇଟ୍‌ ଯୋଗୁ ଜନ୍‌-ବିପାଶାଙ୍କ ସମ୍ପର୍କରେ ଆସିଥିଲା ଫାଟ

ଗୋଟିଏ ଭୁଲ୍‌ ଟୁଇଟ୍‌ ଯୋଗୁ ଜନ୍‌-ବିପାଶାଙ୍କ ସମ୍ପର୍କରେ ଆସିଥିଲା ଫାଟ

ମୁମ୍ବାଇ,୧୭।୧୨: ବଲିଉଡ୍‌ ଅଭିନେତା ହ୍ୟାଣ୍ଡସମ୍‌ ହଙ୍କ୍‌ ଜନ ଆବ୍ରାହମ୍‌ ସୋମବାର ୪୬ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୭୨ ଡିସେମ୍ବର ୧୭ରେ ସେ ଜନ୍ମଗ୍ରହଣ କରିଥିଲେ।

ଅନ-ସ୍କ୍ରିନ୍‌ କ୍ୟାରେକ୍ଟର ପାଇଁ ଅଧିକ ପରିଚିତ

ଅନ-ସ୍କ୍ରିନ୍‌ କ୍ୟାରେକ୍ଟର ପାଇଁ ଅଧିକ ପରିଚିତ

ପଣଜୀ: ‘ଆଙ୍ଗ୍ରି ଇଣ୍ଡିଆନ୍‌ ଗଡେସ୍‌’ର ଲକ୍ଷ୍ମୀ ଚରିତ୍ର ହେଉ ଅଥବା ‘ଏସ୍‌ ଦୁର୍ଗା’ର ଦୁର୍ଗା, ‘ସାକ୍ରିଡ ଗେମ୍‌ସ’ର ସୁଭଦ୍ରା କିମ୍ବା ‘ମଣ୍ଟୋ’ ଫିଲ୍ମର ଇସ୍‌ମତ ଚରିତ୍ର ପାଇଁ ଦର୍ଶକଙ୍କ ନିକଟରେ ଅଧିକ ପରିଚିତି ହାସଲ କରିପାରିଛନ୍ତି ଅଭିନେତ୍ରୀ ରାଜଶ୍ରୀ ଦେଶପାଣ୍ଡେ। ଲୋକେ ତାଙ୍କ ନାମ ଅପେକ୍ଷା ଅନ-ସ୍କ୍ରିନ୍‌ କ୍ୟାରେକ୍ଟରକୁ ଅଧିକ ଜାଣିଥିବାରୁ ସେ ବେଶ୍‌ ଖୁସି।

ସାରାଙ୍କ ହାତରେ ଆଉ ଏକ ଅଫର୍‌

ସାରାଙ୍କ ହାତରେ ଆଉ ଏକ ଅଫର୍‌

ମୁମ୍ମାଇ: ବଲିଉଡ୍‌ରେ ଫିଲ୍ମ ‘କେଦାରନାଥ’ମାଧ୍ୟମରେ ଡେବ୍ୟୁ କରିଥିବା ଶୈଫ ଅଲ୍ଲି ଖାଁ ଓ ଅମ୍ରିତା ସିଙ୍କ ଝିଅ ସାରା ଏବେ ତାଙ୍କର ଆଉ ଏକ ଫିଲ୍ମ ‘ଶିମ୍ବା’ର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି। 

ଦିଶା ଯାହା ଖୋଜୁଥିଲେ

ଦିଶା ଯାହା ଖୋଜୁଥିଲେ

କଥାରେ ଅଛି-ଏ ମନ ଖୋଜୁଥାଏ ଯାହା କାଳେ ପ୍ରାପତ ହୁଏ ତାହା। ଦିଶା ପଟାନି ଯାହା  ଅନେକ ଦିନ ଧରି ଆଶା କରିଥିଲେ ତାହା ପୂରଣ ହୋଇଛି।

ରୋହିତଙ୍କ ପ୍ରଶଂସାରେ ଅକ୍ଷୟ

ରୋହିତଙ୍କ ପ୍ରଶଂସାରେ ଅକ୍ଷୟ

ସତରେ ୟାକୁ ହିଁ କହନ୍ତି ହାତୀ ମୁଣ୍ଡରେ ସୁନାକଳସ ଢାଳିବା। ଦେଖୁନାହାନ୍ତି, ନିର୍ଦ୍ଦେଶକ ରୋହିତ ସେଟ୍ଟି ତାଙ୍କର ଆଗାମୀ ଫିଲ୍ମରେ ରଣବୀର ସିଂଙ୍କୁ ବ୍ରେକ୍‌ ଦେବେ ବୋଲି ଶୁଣାଯାଉଥିଲା। 

ଇଶାଙ୍କ ବିବାହ ଭୋଜିରେ କାହିଁକି ଖାଦ୍ୟ ପରଷିଲେ ସେଲିବ୍ରିଟି

ଇଶାଙ୍କ ବିବାହ ଭୋଜିରେ କାହିଁକି ଖାଦ୍ୟ ପରଷିଲେ ସେଲିବ୍ରିଟି

ମୁମ୍ବାଇ,୧୬।୧୨: ନିକଟରେ ଅର୍ଥାତ୍‌ ଗତ ୧୨ ତାରିଖରେ ଅନୁଷ୍ଠିତ ହୋଇ ଯାଇଛି ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ମୁଖ୍ୟ ମୁକେଶ ଅମ୍ବାନୀ ଓ ନିତା ଅମ୍ବାନୀଙ୍କ ଝିଅ ଇଶା ଅମ୍ବାନୀଙ୍କ ବିବାହ ଉତ୍ସବ। ଏଥିରେ ବହୁ ନାମୀଦାମୀ ବ୍ୟକ୍ତି ଯୋଗ ଦେଇଥିଲେ।

ଲକ୍ଷ୍ମୀକାନ୍ତଙ୍କ ମୃତ୍ୟୁରେ ଜୋର୍‌ରେ କାନ୍ଦିଥିଲେ ସଲମାନ

ଲକ୍ଷ୍ମୀକାନ୍ତଙ୍କ ମୃତ୍ୟୁରେ ଜୋର୍‌ରେ କାନ୍ଦିଥିଲେ ସଲମାନ

ମୁମ୍ବାଇ, ୧୬।୧୨: ବଲିଉଡ୍‌ର କମେଡ଼ିଆନ୍‌ ଲକ୍ଷ୍ମୀକାନ୍ତ ବର୍ଡେଙ୍କ ୧୪ ତମ ଶ୍ରାଦ୍ଧ ବାର୍ଷିକୀ ରବିବାର ପାଳିତ ହେଉଛି। କିଡ଼ନୀ ଆକାମୀ ହେବା ଯୋଗୁ ତାଙ୍କର ମୃତ୍ୟୁ ୨୦୦୪ ଡିସେମ୍ବର ୧୬ରେ ହୋଇଥିଲା। 

ଶାହରୁଖ ହିଁ ବେଷ୍ଟ

ଶାହରୁଖ ହିଁ ବେଷ୍ଟ

ଭବିଷ୍ୟତରେ ଶାହରୁଖଙ୍କ ସହ ଆକ୍ଟିଂ କରିବାକୁ ଯଦି ସୁଯୋଗ ମିଳେ ତେବେ ତାହାକୁ କଦାପି ହାତଛଡ଼ା କରିବେ ନାହିଁ ବୋଲି କହିଛନ୍ତି କ୍ୟାଟ୍ରିନା। ଚଳିତ ମାସ ୨୧ରେ ରିଲିଜ ହୋଇଥିବା ‘ଜିରୋ’କୁ ନେଇ ବେଶ୍‌ ଆଶାବାଦୀ ଅଛନ୍ତି ସେ।

ଆଲିୟାଙ୍କ ନୀରବତା

ଆଲିୟାଙ୍କ ନୀରବତା

ଆଲିୟାଙ୍କ ମନ ଭଲ ନାହିଁ। ଅଧିକାଂଶ ସମୟ ଗୁମ୍‌ସୁମ୍‌ ମୁଖମଣ୍ଡଳ। ଆବଶ୍ୟକ ପଡ଼ିଲେ ପଦେଅଧେ କଥା ହେଉଛନ୍ତି। ହେଲେ କ’ଣ ପାଇଁ ? ଅନେକ ସମୟରେଏହି ପ୍ରଶ୍ନକୁ ଏଡ଼ାଇ ଦେଉଥିବା ଆଲିୟା ଶେଷରେ ଏ ବିଷୟରେ ସଫେଇ ଦେଇଛନ୍ତି। ସେ କହନ୍ତି, ”ଏବେ ଟିକେ ମୁଁ ଚୁପ୍‌ଚାପ୍‌ ରହିବାକୁ ପସନ୍ଦ କରୁଛି। ଏହାକୁ ନେଇ ଅନେକ କଥା ମୁଁ ଶୁଣୁଛି। 

ଘାରିଛି ଓଜନ କମାଇବା ନିଶା

ଘାରିଛି ଓଜନ କମାଇବା ନିଶା

ସୈଫ ତନୟା ସାରା ଅଲ୍ଳୀ ଖଁାଙ୍କୁ ଏବେ ଓଜନ କମାଇବା ନିଶା ଘାରିଛି। ବଲିଉଡ୍‌ରେ ଏଣ୍ଟ୍ରି କରିବା ପୂର୍ବରୁ ତାଙ୍କର ଓଜନ ଥିଲା ୯୬ କି.ଗ୍ରା.। ହେଲେ ଓଜନକୁ କିପରି ସନ୍ତୁଳିତ ରଖିବେ ସେ ନେଇ ଦିନରାତି ଏକାଠି କରିଦେଇଥିଲେ। ବାସ୍‌, ପ୍ରଥମ ସିନେମା ‘କେଦାରନାଥ’ ଶୁଟିଂ ପୂର୍ବରୁ ସେ ଏଥିରେ ଅନେକାଂଶରେ ସଫଳ ହୋଇଥିଲେ। 

ଯାତ୍ରା ସ୍ବପ୍ନରେ ରଞ୍ଜନ

ଯାତ୍ରା ସ୍ବପ୍ନରେ ରଞ୍ଜନ

ଯାତ୍ରାଜଗତର ଉଦ୍ଦୀୟମାନ ଯୁବ ନିର୍ଦ୍ଦେଶକ ରଞ୍ଜନ ବିଶ୍ୱାଳଙ୍କ ପାଇଁ ଯାତ୍ରା ଏମିତି ଏକ ସ୍ବପ୍ନ ଯାହାକୁ ସେ ରାତିର ପାଆନ୍ତା ପ୍ରହରରେ ଦେଖି ସକାଳକୁ ଭୁଲିଯିବା ପାଇଁ ଚାହାନ୍ତି ନାହିଁ। ଏହି ସ୍ବପ୍ନର ଆରମ୍ଭ ହୋଇଥିଲା ଆଜକୁ ଠିକ୍‌ ୬ବର୍ଷ ତଳେ ଅର୍ଥାତ୍‌  ୨୦୧୨ ମସିହାରେ। ଏହାପୂର୍ବରୁ ନାଟ୍ୟକାର ତଥା ନିର୍ଦ୍ଦେଶକ ହିମାଂଶୁ ସାମଲ (ହେମି)ଙ୍କ ତତ୍ତ୍ୱାବଧାନରେ ସେ ‘ଭାଉଜ’, ‘ଟୋପାଏ ସିନ୍ଦୂର’, ‘କଳିଯୁଗ’ ଭଳି ସିରିଏଲର ସହକାରୀ ନିର୍ଦ୍ଦେଶକ ରହିବା ସହିତ ‘କଳିଯୁଗ’ରେ ଅଭିନୟ ମଧ୍ୟ କରିଥିଲେ।

ମଞ୍ଚରେ ମା’ ହେବା ସହଜ ନୁହେଁ

ମଞ୍ଚରେ ମା’ ହେବା ସହଜ ନୁହେଁ

”ରାଜକୁମାର ବିକ୍ରାନ୍ତ ଜଗଦ୍ଦେବର ଜନ୍ମଦିନ। ସେ ଖୁସି ହୋଇ ଧାଇଁ ଆସୁଛି ମା’ ରାଣୀ ରାଜେଶ୍ୱରୀ ଜଗଦ୍ଦେବଙ୍କ ନିକଟକୁ। କହୁଛି, ମତେ ଜନ୍ମଦିନର ଉପହାର ଦିଅ ମା’। ମା’ ତାକୁ ଏମିତି ଏକ ଉପହାର ଦେଉଛି ଯାହା ଏ ସୃଷ୍ଟିର କୌଣସି ମା’ ତା’ପୁଅକୁ ଦେଇନାହିଁ କିମ୍ବା ଆଗକୁ ମଧ୍ୟ ଦେବନାହିଁ। ତା’ହେଲେ ପୁଅକୁ କି ଉପହାର ଦେଉଛନ୍ତି ରାଣୀ ରାଜେଶ୍ୱରୀ ଜଗଦ୍ଦେବ?

ପ୍ରସିଦ୍ଧ ହେବାକୁ ତରବର  ନୁହନ୍ତି  ସାନ୍ୟା

ପ୍ରସିଦ୍ଧ ହେବାକୁ ତରବର ନୁହନ୍ତି ସାନ୍ୟା

ନୂଆଦିଲ୍ଲୀ: ପ୍ରସିଦ୍ଧି ଅର୍ଜନ କରିବା ଅଥବା ଏକ ସ୍ବତନ୍ତ୍ର ସ୍ଥାନରେ ପହଞ୍ଚତ୍ବାକୁ ଏତେ ତରବର ନୁହେଁ। ଭଲ ଲୋକଙ୍କ ସହିତ ମିଶି କାର୍ଯ୍ୟକରିବା ଉପରେ ଗୁରୁତ୍ୱ ଦିଏ ବୋଲି ବଲିଉଡ୍‌ ଅଭିନେତ୍ରୀ ସାନ୍ୟା ମଲହୋତ୍ରା ପ୍ରକାଶ କରିଛନ୍ତି।

ବାହାହେବେ କି ପରିଣିତି

ବାହାହେବେ କି ପରିଣିତି

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପରିଣିତି ଚୋପ୍ରା ବିବାହ କରିବେ ବୋଲି ଶୁଣିବାକୁ ମିଳୁଛି। ହେଲେ ବିଧିବଦ୍ଧ ଭାବେ ଏହା ଘୋଷଣା କରାଯାଇ ନାହିଁ। ସେ ତାଙ୍କ ପୁରୁଷ ବନ୍ଧୁ ଚରିତ ଦେଶାଇଙ୍କ ହାତ ଧରିବେ ବୋଲି କୁହାଯାଉଛି।

ମୟୂର ଉତ୍ସବରେ ଖେର୍‌ଙ୍କୁ ବାସନ୍ଦ କରନ୍ତୁ: ସୋନା

ମୟୂର ଉତ୍ସବରେ ଖେର୍‌ଙ୍କୁ ବାସନ୍ଦ କରନ୍ତୁ: ସୋନା

ନୂଆଦିଲ୍ଲୀ: ଦିଲ୍ଲୀ ସରକାରଙ୍କ ଦ୍ୱାରା ଆୟୋଜିତ ହେଉଥିବା ମୟୂର ଉତ୍ସବରୁ ମ୍ୟୁଜିକ୍‌ କମ୍ପୋଜର କୈଳାସ ଖେର୍‌ଙ୍କୁ ଦୂରେଇ ରଖିବା ପାଇଁ ଗାୟିକା ସୋନା ମହାପାତ୍ର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ୍‌ଙ୍କୁ ନିବେଦନ କରିଛନ୍ତି। ଖେର୍‌ ତାଙ୍କ ପ୍ରତି ଅଶାଳୀନ ଆଚରଣ କରିଥିବା ନେଇ ସେ ପୂର୍ବରୁ ଅଭିଯୋଗ କରିଥିଲେ।

ରଣବୀରଙ୍କ କଥା ପଡ଼ିଲେ ଆଲିଆଙ୍କୁ ଲାଗୁଛି ଲାଜ

ରଣବୀରଙ୍କ କଥା ପଡ଼ିଲେ ଆଲିଆଙ୍କୁ ଲାଗୁଛି ଲାଜ

ମୁମ୍ବାଇ: ‘ବ୍ରହ୍ମାସ୍ତ୍ର’ର ସହ-ଅଭିନେତା ରଣବୀର କପୁରଙ୍କ କଥା ପଡ଼ିଲେ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କୁ ଆଜିକାଲି ଖୁବ୍‌ ଲାଜ ଲାଗୁଛି। ଗୁରୁବାର ଏଠାରେ ନିକେଲୋଡିଓନ୍‌ କିଡ୍ସ ଚଏସ୍‌ ଆଓ୍ବାର୍ଡସ-୨୦୧୮ ଅବସରରେ ଖବରଦାତାଙ୍କ ସହ ଆଲୋଚନା ବେଳେ ଆଲିଆ ଏହା ପ୍ରକାଶ କରିଛନ୍ତି।

ଶୀଘ୍ର ବାପା ହେବାକୁ ଚାହୁଁଛନ୍ତି ନିକ୍‌

ଶୀଘ୍ର ବାପା ହେବାକୁ ଚାହୁଁଛନ୍ତି ନିକ୍‌

ମୁମ୍ବାଇ: ବଲିଉଡ୍‌ କୁଇନ୍‌ ପ୍ରିୟଙ୍କା ଚୋପ୍ରାଙ୍କ ପତି ତଥା ଆମେରିକୀୟ ସିଙ୍ଗର ନିକ୍‌ ଜୋନସ୍‌ ଶୀଘ୍ର ବାପା ହେବାକୁ ଚାହୁଁଥିବା ଜଣାପଡିଛି। ନିକଟରେ ସେ ଏକ ସାକ୍ଷାତ୍‌କାରରେ ଏମିତି କଥା କହିଥିବା ଆଲୋଚନା ହେଉଛି। 

ବାପା ହେବେ ଯୁବରାଜ

ବାପା ହେବେ ଯୁବରାଜ

ନୂଆଦିଲ୍ଲୀ,୧୪।୧୨: ବଲିଉଡ୍‌ ଅଭିନେତ୍ରୀ ତଥା କ୍ରିକେଟର ଯୁବରାଜ ସିଂଙ୍କ ପତ୍ନୀ ହେଜେଲ କିଚ୍‌ ଖୁବ୍‌ ଶୀଘ୍ର ମାଆ ହେବାକୁ ଯାଉଛନ୍ତି। ୨୦୧୬ ଡିସେମ୍ବର ୩୦ରେ ଉଭୟଙ୍କ ବିବାହ କରିଥିବା ବେଳେ ପାଖାପାଖି ୨ବର୍ଷ ପରେ ଏମାନେ ମାତାପିତା ହେବାକୁ ଯାଉଥିବା ଜଣାପଡିଛି। 

ରାଜ କପୁରଙ୍କ ୩ ଦୁର୍ବଳତା: ନର୍ଗିସ୍‌, ସିନେମା ଓ ମଦ୍ୟପାନ

ରାଜ କପୁରଙ୍କ ୩ ଦୁର୍ବଳତା: ନର୍ଗିସ୍‌, ସିନେମା ଓ ମଦ୍ୟପାନ

ମୁମ୍ବାଇ, ୧୪।୧୨: ବଲିଉଡ୍‌ର କିମ୍ବଦନ୍ତୀ ପୁରୁଷ ରାଜ କପୁରଙ୍କ ୯୪ ତମ ଜନ୍ମ ବାର୍ଷିକୀ ଶୁକ୍ରବାର ପାଳିତ ହେଉଛି। ସେ ୧୯୨୪ ଡିସେମ୍ବର ୧୪ରେ ପେଶାଓ୍ବରରେ ଜନ୍ମ ଗ୍ରହଣ କରିଥିଲେ। 

୧୮ରେ ‘ମଣିକର୍ଣ୍ଣିକା’ର ଟ୍ରେଲର ରିଲିଜ୍‌

୧୮ରେ ‘ମଣିକର୍ଣ୍ଣିକା’ର ଟ୍ରେଲର ରିଲିଜ୍‌

ମୁମ୍ବାଇ: ଡିସେମ୍ବର ୧୮ରେ ‘ମଣିକର୍ଣ୍ଣିକା’ର ଟ୍ରେଲର ରିଲିଜ ହେଉଥିବା ବେଳେ ଏଥିପାଇଁ ମହାପ୍ରସ୍ତୁତି ଆରମ୍ଭ ହୋଇଛି ବୋଲି ଅଭିନେତ୍ରୀ କଙ୍ଗନା ରାଣାଓ୍ବତ୍‌ ପ୍ରକାଶ କରିଛନ୍ତି।

ସମ୍ମାନିତ ହେଲେ ଜାହ୍ନବୀ

ସମ୍ମାନିତ ହେଲେ ଜାହ୍ନବୀ

ମୁମ୍ବାଇ: ବଲିଉଡର ଧଡକ୍‌ ଗର୍ଲ ଜାହ୍ନବୀ କପୁର ନିକଟରେ ସମ୍ମାନିତ ହୋଇଛନ୍ତି। Norwegian Consulate’s Shooting Star of the Year ସମ୍ମାନରେ ସମ୍ମାନିତ ହୋଇଛନ୍ତି ଜାହ୍ନବୀ। 

 ଜରୀନ୍‌ ଖାଁଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ: ଜଣେ ମୃତ

ଜରୀନ୍‌ ଖାଁଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ: ଜଣେ ମୃତ

ପାନାଜୀ,୧୩।୧୨: ବଲିଉଡ଼ ଅଭିନେତ୍ରୀ ଜରୀନ୍‌ ଖାଁଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଗୋଆରେ ଜରୀନ୍‌ଙ୍କ କାର୍‌ ଜଣେ ବାଇକ୍‌ ଚାଳକଙ୍କୁ ଧକ୍କା ଦେଇଥିଲା।

ସ୍ମିତା ପାଟିଲଙ୍କୁ ଶୁଆଇ ମେକ୍‌ଅପ୍‌ କରିଥିଲେ ଦୀପକ

ସ୍ମିତା ପାଟିଲଙ୍କୁ ଶୁଆଇ ମେକ୍‌ଅପ୍‌ କରିଥିଲେ ଦୀପକ

ମୁମ୍ବାଇ, ୧୩।୧୨: ବଲିଉଡ ଅଭିନେତ୍ରୀ ସ୍ମିତା ପାଟିଲଙ୍କ ୩୨ତମ ପୁଣ୍ୟ ତିଥି ଗୁରୁବାର ପାଳିତ ହେଉଛି। ସ୍ମିତା ୧୯୫୫ ଅକ୍ଟୋବର ୧୭ରେ ପୁଣେଠାରେ ଜନ୍ମଗ୍ରହଣ କରିଥିଲେ। 

ଓ୍ବେଲକମ୍‌ ପାର୍ଟି

ଓ୍ବେଲକମ୍‌ ପାର୍ଟି

ସତରେ ମା’ ହେବ ଏମିତି। ସାବତ ଝିଅ ହେଲେ କ’ଣ ହେଲା, ତା’ ପାଇଁ ନିଜ କର୍ତ୍ତବ୍ୟ କରିବାକୁ ଭୁଲିନାହାନ୍ତି କରୀନା। ହଁ, ସୈଫ-ଅମ୍ରିତାଙ୍କ ଝିଅ ସାରା ଅଲ୍ଲୀ ଖଁା ନିକଟରେ ବଲିଉଡ୍‌ରେ କ୍ୟାରିୟର ଆରମ୍ଭ କରିଛନ୍ତି।