ମନୋରଞ୍ଜନ

ହୋସ୍‌ ଉଡାଇଲେ କରିନା

ହୋସ୍‌ ଉଡାଇଲେ କରିନା

ମୁମ୍ବାଇ: କରିନା କପୁର ଖାଁ। ନିକଟରେ ‘ଭିରେ ଦି ଓ୍ବେଡିଂ’ ମାଧ୍ୟମରେ ବଲିଉଡରେ ଧମାକାଦାର ଏଣ୍ଟ୍ରି କରିବା ପରେ ଏବେ ଫିଲ୍ମ ନିର୍ମାତା ଓ ନିର୍ଦ୍ଦେଶକଙ୍କୁ ଚିନ୍ତାରେ ପକାଇ ଦେଇଛନ୍ତି।

ବୁକ୍‌ ଲଭର୍ସ ଡେ’ ପାଳିଲେ ସୋନାଲି

ବୁକ୍‌ ଲଭର୍ସ ଡେ’ ପାଳିଲେ ସୋନାଲି

ମୁମ୍ବାଇ/ଲଣ୍ଡନ,୧୦।୮: ବଲିଉଡ ଅଭିନେତ୍ରୀ ସୋନାଲି ବେନ୍ଦ୍ରେ କିଛିଦିନ ହେବ ନ୍ୟୁୟର୍କରେ ହାଇଗ୍ରେଡ୍‌ କ୍ୟାନସରର ଟ୍ରିଟମେଣ୍ଟ କରୁଛନ୍ତି। ଏବେ କିନ୍ତୁ ସେ ଟ୍ରିଟମେଣ୍ଟରୁ ଟିକେ ବିରତି ନେଇ କିଛି ନା କିଛି କାମରେ ନିଜକୁ ବ୍ୟସ୍ତ ରଖିବାକୁ ଚାହୁଁଛନ୍ତି।

ଫିଲ୍ମ ଫ୍ରାଇଡେ’: ରିଲିଜ୍‌ ହେବ ‘ବିଶ୍ୱରୂପ୍‌-୨’, ‘ଲସ୍ଥମ୍‌ ପସ୍ଥମ୍‌’

ଫିଲ୍ମ ଫ୍ରାଇଡେ’: ରିଲିଜ୍‌ ହେବ ‘ବିଶ୍ୱରୂପ୍‌-୨’, ‘ଲସ୍ଥମ୍‌ ପସ୍ଥମ୍‌’

ଭୁବନେଶ୍ୱର,୧୦।୮(ବ୍ୟୁରୋ)- ଫିଲ୍ମ ଫ୍ରାଇଡେ’ରେ ଏଥର ରିଲିଜ୍‌ ହେବ କମଲ୍‌ ହାସନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ବିଶ୍ୱରୂପ୍‌-୨’। ଉଭୟ ତାମିଲ ଏବଂ ହିନ୍ଦୀ ଭାଷାରେ ନିର୍ମିତ ଏହି ଚଳଚ୍ଚିତ୍ର ଏକ ସ୍ପାଏ ଥ୍ରୀଲର ଫିଲ୍ମ, ଯାହାର କାହାଣୀ ରଚନା ସହ ନିର୍ଦ୍ଦେଶନା ଦେଇଛନ୍ତି ନିଜେ କମଲ ହାସନ୍‌।

ହିନ୍ଦୀ ଫିଲ୍ମ ‘ସୁଇ ଧାଗା’ରେ ପିପିଲି ଚାନ୍ଦୁଆର ଝଲକ

ହିନ୍ଦୀ ଫିଲ୍ମ ‘ସୁଇ ଧାଗା’ରେ ପିପିଲି ଚାନ୍ଦୁଆର ଝଲକ

ଭୁବନେଶ୍ୱର,୧୦।୮(ବ୍ୟୁରୋ)- ଜାତୀୟ ହସ୍ତତନ୍ତ ଦିବସ ଅବସରରେ ୨୦୧୮ର ଏକ ବହୁ ପ୍ରତୀକ୍ଷିତ ହିନ୍ଦୀ ଫିଲ୍ମ ‘ସୁଇ ଧାଗା’ର ଟ୍ରେଲର ଏବଂ ଲୋଗୋ ରିଲିଜ୍‌ ହୋଇଯାଇଛି।

ପ୍ରଥମ ଥର ସିଲଭର ସ୍କ୍ରିନରେ ଆସିବେ ରଣବୀର, କରିନା, ଆଲିଆ

ପ୍ରଥମ ଥର ସିଲଭର ସ୍କ୍ରିନରେ ଆସିବେ ରଣବୀର, କରିନା, ଆଲିଆ

ମୁମ୍ବାଇ: ବଲିଉଡର ନିର୍ମାତା ନିର୍ଦ୍ଦେଶକ କରନ ଜୋହରଙ୍କ ଆଗାମୀ ଫିଲ୍ମରେ ରଣବୀର ସିଂ, କରିନା କପୁର ଓ ଆଲିଆ ଭଟ୍ଟଙ୍କୁ ଦେଖିବାକୁ ମିଳିବ। ସୋସିଆଲ ମିଡିଆରେ କରନ ଏହା ଘୋଷଣା କରିବା ପରେ ସିନେପ୍ରେମୀଙ୍କ ମହଲରେ ଉତ୍ସାହ ଦେଖାଦେଇଛି।

ଭଲ ସୁଯୋଗ ମିଳିଲେ ନିଶ୍ଚୟ ଆଗକୁ ଆଗେଇବି: ଶାଶ୍ବତ

ଭଲ ସୁଯୋଗ ମିଳିଲେ ନିଶ୍ଚୟ ଆଗକୁ ଆଗେଇବି: ଶାଶ୍ବତ

ପ୍ରଥମେ ଓଡ଼ିଆ ଆଲବମ୍‌ ଆଉ ତା’ପରେ ଶର୍ଟ ଫିଲ୍ମ। ଏବେ ତାଙ୍କୁ ସୁଯୋଗ ମିଳିଛି ଓଡ଼ିଆ ସିନେମାରେ, ଯାହାର ଟାଇଟଲ ରହିଛି ‘ତୁ ମୋ ସୁଇଟ୍‌ ସିକ୍ସଟିନ୍‌’। ଏଥିରେ ତାଙ୍କୁ ମିଳିଛି ସେକେଣ୍ଡ ଲିଡ୍‌ ଭୂମିକା। ସେ ହେଲେ ଶାଶ୍ବତ କୁମାର ଜେନା। ସେ ଅଭିନୟ କରିଥିତ୍ବା ଆଲ୍‌ବମ ମଧ୍ୟରେ ରହିଛି ‘ଦୋଷୀ ହୋଇଗଲି, ପ୍ରିୟତମା, କାହିଁକି ଖୋଜୁଛି ତତେ ଜାଣେନା’।

ଲଭ୍‌ର ମାଆକୁ ନମସ୍କାର ଗୀତ ଏବେ ଭାଇରାଲ

ଲଭ୍‌ର ମାଆକୁ ନମସ୍କାର ଗୀତ ଏବେ ଭାଇରାଲ

‘ପାସ୍‌ ହେଲେ ନାମ ନେ, ଫେଲ୍‌ ହେଲେ ନାମ ନେ, ଯାହା କଲେ ବି ପାର୍ଟି ନାମ ନେ, ବାହା ହେଲେ ବି ନାମ ନେ ଯାହା କଲେ ବି ପାର୍ଟି ନାମ ନେ, ଜିନ୍ଦେଗୀ ଏଠି ପଙ୍କଚର ଗାଡି ଟେନଶନ ଏଠି ଘଡିକି ଘଡି ତା’ଠୁ ବଡ ଟେନସନ ଏଠି ପ୍ୟାର, ସୋ ଲଭ୍‌ ର ମାଆକୁ ନମସ୍କାର।’ ଏଭଳି ଏକ ମୁଖଡାକୁ ନେଇ ଦୃଶ୍ୟାୟିତ ହୋଇଛି ଗୀତଟିଏ। ଚଳଚ୍ଚିତ୍ରଟି ହେଲା ‘ଲୋକାଲ ଟୋକା ଲଭ୍‌ ଚୋଖା’।

ରିଲିଜ୍‌ ଅପେକ୍ଷାରେ ସୋନି ପାଇଁ ମହାଭାରତ

ରିଲିଜ୍‌ ଅପେକ୍ଷାରେ ସୋନି ପାଇଁ ମହାଭାରତ

ସୋନି ମନ ପ୍ରାଣ ଦେଇ ଭଲ ପାଏ କାହ୍ନାକୁ। ସେପଟେ କାହ୍ନା ମନରେ ମଧ୍ୟ ତା’ ପାଇଁ ସ୍ବତନ୍ତ୍ର ସ୍ଥାନ ଥାଏ। ହେଲେ ଘଟଣାକ୍ରମରେ ଥରେ ସୋନି ଦୁର୍ଘଟଣାର ସମ୍ମୁଖୀନ ହୁଏ ଆଉ ନିଜକୁ ବଞ୍ଚାଇବାକୁ ସେ ନଦୀ ଭିତରକୁ ଡେଇଁପଡ଼େ। ହେଲେ ତାକୁ ସେଭଳି ପରିସ୍ଥିତିରୁ ପାଞ୍ଚ ଜଣ ଯୁବକ ଉଦ୍ଧାର କରନ୍ତି। ଧୀରେ ଧୀରେ ସୋନି ପ୍ରତି ସେମାନଙ୍କ ମନରେ ଭଲ ପାଇବା ସୃଷ୍ଟି ହୁଏ। ତେବେ ସୋନି କାହାର ? ଏ ପାଞ୍ଚ ଜଣଙ୍କର ନା କାହ୍ନାର ?

ଚଳଚ୍ଚିତ୍ରର ମ୍ୟାନେଜରଙ୍କୁ ହଇରାଣ କରିବାକୁ ଯାଇ ନିଜେ ଫସିଥିଲି: ସବ୍ୟସାଚୀ

ଚଳଚ୍ଚିତ୍ରର ମ୍ୟାନେଜରଙ୍କୁ ହଇରାଣ କରିବାକୁ ଯାଇ ନିଜେ ଫସିଥିଲି: ସବ୍ୟସାଚୀ

କେବେ ସେ ‘ପାଗଳ ପ୍ରେମୀ’ ହୋଇ ପ୍ରେମିକାଙ୍କୁ ଫିଲ୍ମ ମାଇଁ ଲଭ୍‌ କହିଛନ୍ତି ତ, କେତେବେଳେ ପ୍ରେମ ଜ୍ୱରରେ ପଡିଛନ୍ତି। ପୁଣି କେତେବେଳେ ‘ଦୋସ୍ତି’ ନିଭାଇଥିବାବେଳେ ଆଉ କେବେ ‘ସ୍ମାଇଲ୍‌ ପ୍ଲିଜ୍‌’ କହି ସମସ୍ତଙ୍କୁ ହସାଇଛନ୍ତି। ଦର୍ଶକଙ୍କୁ ନିଜ ଅଭିନୟର ଯାଦୁରେ ବାନ୍ଧି ରଖିଥିବା ଏହି କଳାକାର ଜଣକ ହେଉଛନ୍ତି ଓଲିଉଡ୍‌ ଜଗତର ଆଗଧାଡ଼ିର ଅଭିନେତା ସବ୍ୟସାଚୀ ମିଶ୍ର।

ଯୋଗ ହିଁ ଫିଟ୍‌ ରଖେ: ଗୁନ୍‌ଗୁନ୍‌ ମହାନ୍ତି

ଯୋଗ ହିଁ ଫିଟ୍‌ ରଖେ: ଗୁନ୍‌ଗୁନ୍‌ ମହାନ୍ତି

ଗୁନ୍‌ଗୁନ୍‌ ମହାନ୍ତି। ଟିଭି ପରଦାରେ ନିଜର କଳା ଯାଦୁ ଦେଖାଇ ଘରେ ଘରେ ପରିଚିତ ହୋଇପାରିଛନ୍ତି। ଅନେକ ରିଅଲିଟି ଶୋ’ରେ ଆଙ୍କର ଭାବେ କାର୍ଯ୍ୟ କରିବା ସହିତ ରେଡିଓ ଜକି ଭାବେ ଶ୍ରୋତାଙ୍କ ମନ ଛୁଇଁ ପାରିଛନ୍ତି। କେବଳ ଟିଭି ନୁହେଁ, ‘କିଛି ଖଟା କିଛି ମିଠା’, ‘ସାକ୍ଷୀ ରହିଲା ଏ ସିଂହଦୁଆର’ ଭଳି ସିନେମାରେ ଅଭିନୟ କରିଛନ୍ତି। ନିଜ ବ୍ୟସ୍ତ ଜୀବନରେ ସେ କିଭଳି ସୁସ୍ଥ ରହିବେ ସେଥିପ୍ରତି ସବୁବେଳେ ସଜାଗ ରହିଥାନ୍ତି। ଫିଟ୍‌ ରହିବା ପାଇଁ ସେ ପ୍ରତିଦିନ ସକାଳେ ଯୋଗ କରନ୍ତି।

ପ୍ରିୟକାଙ୍କ ହଲିଉଡ୍‌ ପ୍ରୋଜେକ୍ଟ ବାତିଲ

ପ୍ରିୟକାଙ୍କ ହଲିଉଡ୍‌ ପ୍ରୋଜେକ୍ଟ ବାତିଲ

ନୂଆଦିଲ୍ଲୀ/ଲସ୍‌ଏଞ୍ଜେଲ୍‌ସ: ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ସଲ୍‌ମାନ ଖାନ୍‌ଙ୍କ ଅଭିନୀତ ‘ଭାରତ’ ଛାଡ଼ିବାର ପ୍ରକୃତ କାରଣ ଏବେ ସ୍ପଷ୍ଟ ହୋଇଛି। ଇତିମଧ୍ୟରେ ପ୍ରିୟଙ୍କାଙ୍କୁ ମିଳିଛି ଆଉ ଏକ ହଲିଉଡ୍‌ ପ୍ରୋଜେକ୍ଟ। ହଲିଉଡ୍‌ ଫିଲ୍ମ ‘କାଓବଏଜ୍‌ ନିଞ୍ଜା ଓ୍ବିକିଙ୍ଗ୍‌ସ୍‌’ରେ କ୍ରିସ୍‌ ପ୍ରାଟ୍‌ଙ୍କ ବିପକ୍ଷରେ ମୁଖ୍ୟ ଭୂମିକାରେ ଅଭିନୟ କରିବାକୁ ଯାଉଛନ୍ତି ପ୍ରିୟଙ୍କା। ଆମେରିକୀୟ ଗାୟକ ନିକ୍‌ ଜୋନାସ୍‌ଙ୍କ ସହ ନୂଆ ନୂଆ ପ୍ରେମ ସମ୍ପର୍କ ଗଢ଼ିଥିବା ପ୍ରିୟଙ୍କା ଏହି ସମ୍ପର୍କକୁ ଅଧିକ ସମୟ ଦେବା ଲାଗି ଶେଷ ମୁହୂର୍ତ୍ତରେ ‘ଭାରତ’ ଛାଡ଼ିବାକୁ ଘୋଷଣା କରିଥିଲେ।

ଏବେ ବି ମନେ ପଡେ: ରାତି ତମାମ ଭିଜିବାକୁ ପଡିଥିଲା

ଏବେ ବି ମନେ ପଡେ: ରାତି ତମାମ ଭିଜିବାକୁ ପଡିଥିଲା

ମଡେଲ-କମ୍‌-ଆକ୍ଟର ଆରିଏନ ଧୀର କୁମାର। ଶ୍ରୀଧର ମାର୍ଥାଙ୍କ ପ୍ରଯୋଜିତ ‘ଯୋଗୀ’ରେ ତାଙ୍କୁ ବ୍ରେକ୍‌ ମିଳିଥିଲା। ଏଥିରେ ତାଙ୍କ ସହ ସ୍କ୍ରିନ ସେୟାର କରିଥିଲେ ପୂର୍ବରୁ ଶିଶୁ କଳାକାର ଭାବରେ ଅଭିନୟ କରିଥିବା ନିକିତା।

‘ଭାରତ’ ଛାଡ଼ିବାର ପ୍ରକୃତ କାରଣ ସ୍ପଷ୍ଟ: ପ୍ରିୟଙ୍କାଙ୍କ ହାତରେ ହଲିଉଡ୍‌ ଫିଲ୍ମ

‘ଭାରତ’ ଛାଡ଼ିବାର ପ୍ରକୃତ କାରଣ ସ୍ପଷ୍ଟ: ପ୍ରିୟଙ୍କାଙ୍କ ହାତରେ ହଲିଉଡ୍‌ ଫିଲ୍ମ

ନୂଆଦିଲ୍ଲୀ: ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ସଲ୍‌ମାନ ଖାନ୍‌ଙ୍କ ଅଭିନୀତ ‘ଭାରତ’ ଛାଡ଼ିବାର ପ୍ରକୃତ କାରର ଏବେ ସ୍ପଷ୍ଟ ହୋଇଛି। ଇତମଧ୍ୟରେ ପ୍ରିୟଙ୍କାଙ୍କୁ ମିଳିଛି ଆଉ ଏକ ହଲିଉଡ୍‌ ପ୍ରୋଜେକ୍ଟ। ହଲିଉଡ୍‌ ଫିଲ୍ମ ‘କାଓବଏଜ୍‌ ନିଞ୍ଜା ଓ୍ବିକିଂସ୍‌’ରେ କ୍ରିସ୍‌ ପ୍ରାଟ୍‌ଙ୍କ ବିପକ୍ଷରେ ମୁଖ୍ୟ ଭୂମିକାରେ ଅଭିନୟ କରିବାକୁ ଯାଉଛନ୍ତି ପ୍ରିୟଙ୍କା।

ପ୍ରଥମ ଶୁଟିଂ ଅନୁଭୂତି, କୁକୁର ଗୋଡେଇବା ସିକୁଏନ୍ସକୁ ଭୁଲି ପାରୁନି : ଦୀପକ

ପ୍ରଥମ ଶୁଟିଂ ଅନୁଭୂତି, କୁକୁର ଗୋଡେଇବା ସିକୁଏନ୍ସକୁ ଭୁଲି ପାରୁନି : ଦୀପକ

ମୋତେ ଓଡ଼ିଆ ସିନେମାରେ ବ୍ରେକ୍‌ ଦେଇଥିଲେ ପ୍ରଯୋଜକ ଅନାମ ଚରଣ ସାହୁ। ଚଳଚ୍ଚିଚ୍ଚ୍ରଟି ଥିଲା ‘ମନ ମୋର ପ୍ରଜାପତି’। ଏହାର ଶୁଟିଂ ଗୀତରୁ ହିଁ ଆରମ୍ଭ ହୋଇଥିଲା।

ରାଗିଲେ ସଲମାନ୍‌

ରାଗିଲେ ସଲମାନ୍‌

ନିଜର ବିଜି ଶୁଟିଂ ସିଡ୍ୟୁଲ ଭିତରେ ଏବେ କାହା କଥା ଶୁଣିବାକୁ ସଲମାନଙ୍କ ପାଖରେ ସମୟ ନାହିଁ କହିଲେ ଚଳେ। ଦୁଇଦିନ ତଳେ ଫିଲ୍ମ ‘ଲଭରାତ୍ରୀ’ର ଟ୍ରେଲର୍‌ ରିଲିଜ୍‌ ସମୟରେ ରାଗି ଯାଇଛନ୍ତି ସଲମାନ୍‌।

ଭାଇରାଲ ହେଉଛି କପିଲଙ୍କ ଫଟୋ

ଭାଇରାଲ ହେଉଛି କପିଲଙ୍କ ଫଟୋ

ମୁମ୍ବାଇ: ଦିନେ ଟେଲିଭିଜନ ଦୁନିଆରେ ନିଜର ଏକ ସ୍ବତନ୍ତ୍ର ସ୍ଥାନ ବଜାୟ ରଖିଥିବା କପିଲ ଶର୍ମା ଏବେ ଏକ ପ୍ରକାର ହଜି ଯାଇଛନ୍ତି କହିଲେ କିଛି ଭୁଲ୍‌ ହେବନାହିଁ। କାରଣ ନା ଏବେ ସେ ଛୋଟ ପରଦାରେ ନା ବଡ ପରଦାରେ କୋଉଠି ବି ନଜର ଆସୁ ନାହାନ୍ତି।

ଚାଇନା ଅଭିମୁଖେ ସୁଲ୍‌ତାନ

ଚାଇନା ଅଭିମୁଖେ ସୁଲ୍‌ତାନ

ମୁମ୍ବାଇ: ସଲମାନ ଖାଁଙ୍କ ଅଭିନୀତ ଫିଲ୍ମ ‘ସୁଲ୍‌ତାନ’ ଚାଇନାରେ ରିଲିଜ୍‌ ହେବାର ଯୋଜନା ଚାଲିଛି। ୟଶରାଜ ବ୍ୟାନରରେ ନିର୍ମାଣ କରାଯାଇଥିବା ସୁଲତାନ ଇ ଷ୍ଟାର ଚାଇନା ସହ ଏଥିପାଇଁ ଚୁକ୍ତିବଦ୍ଧ ହୋଇଛି।

ଦକ୍ଷିଣମୁହାଁ ଅଜୟ

ଦକ୍ଷିଣମୁହାଁ ଅଜୟ

ମୁମ୍ବାଇ: ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରମୁହାଁ ହେଲେ ଅଭିନେତା ଅଜୟ ଦେବଗନ। ଅକ୍ଷୟ କୁମାରଙ୍କ ପରେ ବଲିଉଡ୍‌ର ଆଉ ଜଣେ ପ୍ରମୁଖ ଅଭିନେତା ଭାବେ ଅଜୟ ତାମିଲ ଫିଲ୍ମ ଜଗତରେ ପଦାର୍ପଣ କରିବାକୁ ଯାଉଛନ୍ତି। ନିଜର ଅପ୍‌କମିଂ ଫିଲ୍ମ ‘ଇଣ୍ଡିଆନ୍‌ ୨’ରେ ଚଳଚ୍ଚିତ୍ର ନିର୍ମାତା ଶଙ୍କର ଅଜୟଙ୍କୁ କାଷ୍ଟ କରିବେ ବୋଲି ଚର୍ଚ୍ଚା ହେଉଛି।

କେବଳ ଗ୍ଲାସେ ପାଣି

କେବଳ ଗ୍ଲାସେ ପାଣି

ଆଜିକାଲିର ବ୍ୟସ୍ତ ଜୀବନଶୈଳୀରେ ଆମକୁ ନିଜ ଫିଟ୍‌ନେସ୍‌ ପ୍ରତି ସତର୍କ କରିବାକୁ ପଡୁଛି। ବିଶେଷଭାବରେ ସେଲିବ୍ରେଟିମାନେ ଏଥିପ୍ରତି ଅଧିକ ନଜର ଦେଇଥାଆନ୍ତି।

ଫିଲ୍ଡ ମାର୍ଶଲ ଭୂମିକାରେ ରଣବୀର

ଫିଲ୍ଡ ମାର୍ଶଲ ଭୂମିକାରେ ରଣବୀର

ମୁମ୍ବାଇ: ବଲିଉଡ ନାୟକ ରଣବୀର କପୁର ବାୟୋପିକ୍‌ ‘ସଞ୍ଜୁ’ରେ ଅଭିନୟ କରି ଦର୍ଶକଙ୍କ ମନ ଜିତିଛନ୍ତି। ବକ୍ସ ଅଫିସରେ ଏହା ଭଲ ବିଜନେସ୍‌ କରିବା ସହ ରଣବୀରଙ୍କ ଅଭିନୟକୁ ମିଳିଛି ଅନେକ ପ୍ରଶଂସା।

ପୁଅବୋହୂଙ୍କ ସହ ଅଭିନୟ କରିବେ ଅମିତାଭ

ପୁଅବୋହୂଙ୍କ ସହ ଅଭିନୟ କରିବେ ଅମିତାଭ

ମୁମ୍ବାଇ: କିଛିଦିନ ହେବ ରିୟଲ ଲାଇଫ୍‌ କପୁଲ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଓ ଅଭିଶେଷକ ବଚ୍ଚନଙ୍କୁ ରିଲ୍‌ ଲାଇଫ୍‌ରେ ଏକାଠି ଦେଖି ନ ଥିବା ଦର୍ଶକେ ଏବେ ଏହି ଯୋଡିଙ୍କୁ ଦେଖିବାକୁ ପାଇବେ।

ବିବାହ ସହ ଅଭିନୟକୁ ନେଇ ଆଲିଆଙ୍କ ମନ୍ତବ୍ୟ

ବିବାହ ସହ ଅଭିନୟକୁ ନେଇ ଆଲିଆଙ୍କ ମନ୍ତବ୍ୟ

ମୁମ୍ବାଇ: ବଲିଉଡ୍‌ ନାୟିକା ଆଲିଆ ଭଟ୍ଟ ଏବେ ତାଙ୍କ ଅଭିନୟକୁ ନେଇ ଚର୍ଚ୍ଚାରେ ଅଛନ୍ତି। ସେ ଅୟାନ ମୁଖାର୍ଜୀଙ୍କ ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ଶୁଟିଂରେ ବ୍ୟସ୍ତ ଅଛନ୍ତି। ଆଗକୁ ମଧ୍ୟ ତାଙ୍କ ହାତରେ ଆଉ ୨-୩ଟି ଫିଲ୍ମ ରହିଛି।

ଚର୍ଚ୍ଚାରେ ନୋରା

ଚର୍ଚ୍ଚାରେ ନୋରା

ଅଭିନେତ୍ରୀ ନୋରା ଫତେହି ଏବେ ବଲିଉଡ୍‌ରେ ଆଲୋଚନାର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି। କାରଣ କ’ଣ ଜାଣନ୍ତି ? ଅଲ୍ଲୀ ଆବାସ ଜାଫରଙ୍କ ଆଗାମୀ ଫିଲ୍ମ ‘ଭାରତ’ରେ ସେ ଅଭିନୟ କରିବାକୁ ଯାଉଛନ୍ତି।

ଗୁଡ୍‌ବୟ, ସମ୍ରାଟ : ଆଉ ତା’ପରେ..

ଗୁଡ୍‌ବୟ, ସମ୍ରାଟ : ଆଉ ତା’ପରେ..

ବଡ ପରଦାରେ ସେ ଦେଖାଦେଇଥିଲେ ‘ଗୁଡ୍‌ବୟ’ ଭାବରେ। ବିଶେଷତଃ ଏହାର ଟାଇଟଲ ଗୀତରେ ତାଙ୍କର ଡ୍ୟାନ୍ସ ଯୁବପିଢ଼ିଙ୍କୁ ବେଶ୍‌ ପ୍ରଭାବିତ କରିଥିଲା। ତା’ପରେ ସେ ସାଜିଲେ ଅଶୋକ ସମ୍ରାଟ। ଆଉ ଏବେ ପୁଣି ଥରେ ସେ ଏକ ନୂଆ ଅବତାରରେ ଦର୍ଶକଙ୍କ ସାମ୍‌ନାକୁ ଆସିବେ।