ମନୋରଞ୍ଜନ

‘ପଙ୍ଗା’ ନେବେ କଙ୍ଗନା

‘ପଙ୍ଗା’ ନେବେ କଙ୍ଗନା

ମୁମ୍ବାଇ: ବଲିଉଡ୍‌ରେ ପଙ୍ଗା ନେବାକୁ ଯାଉଛନ୍ତି ଅଭିନେତ୍ରୀ କଙ୍ଗନା ରାଣାଓ୍ବତ୍‌। କୌଣସି ଅଭିନେତା କିମ୍ବା ନିର୍ଦ୍ଦେଶକଙ୍କ ସାଙ୍ଗରେ ଝଗଡ଼ା କରିବାକୁ ଯାଉନାହାନ୍ତି  ସେ, ବରଂ ତାଙ୍କ ଅପ୍‌କମିଂ ଫିଲ୍ମର ନାମ ହେଉଛି ‘ପଙ୍ଗା’। ଫିଲ୍ମ ନିର୍ମାତା ଅଶ୍ୱିନୀ ଆୟାର୍‌ ତିଓ୍ବାରୀ ନିଜର ଆଗାମୀ ପ୍ରୋଜେକ୍ଟ ‘ପଙ୍ଗା’ରେ କଙ୍ଗନାଙ୍କୁ ମୁଖ୍ୟ ଭୂମିକାରେ ନେଇଛନ୍ତି।

ପିସିଙ୍କ ଏନ୍‌ଗେଜ୍‌ମେଣ୍ଟ କେକ୍‌ରେ ଲାଗିଥିଲା ୨୪ କ୍ୟାରେଟ ସୁନା

ପିସିଙ୍କ ଏନ୍‌ଗେଜ୍‌ମେଣ୍ଟ କେକ୍‌ରେ ଲାଗିଥିଲା ୨୪ କ୍ୟାରେଟ ସୁନା

ମୁମ୍ବାଇ: ବଲିଉଡ୍‌ ନାୟିକା ପ୍ରିୟଙ୍କା ଚୋପ୍ରା ଓ ହଲିଉଡ୍‌ ସିଙ୍ଗର ନିକ୍‌ ଜୋନ୍‌ସଙ୍କ ଏନ୍‌ଗେଜ୍‌ମେଣ୍ଟ ସରିଛି ସତ, ହେଲେ ଏହାକୁ ନେଇ ଚର୍ଚ୍ଚା ଏପର୍ଯ୍ୟନ୍ତ ଥମୁନାହିଁ। ନିକ୍‌ଙ୍କର ମାତା ପିତା ଏକଦମ୍‌ ଦେଶୀ ଅନ୍ଦାଜରେ ଏହି ଏନ୍‌ଗେଜ୍‌ମେଣ୍ଟ ସେରିମନିରେ ଯୋଗ ଦେଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

୧୨ ବର୍ଷ ବଡ ନାୟକଙ୍କ ସହ ରୋମାନ୍ସ କରିବେ ଜାହ୍ନବୀ

୧୨ ବର୍ଷ ବଡ ନାୟକଙ୍କ ସହ ରୋମାନ୍ସ କରିବେ ଜାହ୍ନବୀ

ମୁମ୍ବାଇ: ବଲିଉଡ୍‌ ନାୟିକା ଶ୍ରୀଦେବୀଙ୍କ ଲାଡ୍‌ଲି ଜାହ୍ନବୀ କପୁରଙ୍କ ଉପରେ ଏବେ ଫିଦା ହୋଇଛନ୍ତି ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ କରନ୍‌ ଜୋହର। ନିକଟରେ କରନ୍‌ ଜାହ୍ନବୀଙ୍କୁ ମୁଭି ‘ତଖ୍‌ତ’ପାଇଁ ସାଇନ୍‌ କରାଇଥିଲେ। 

ଆଇଟମ୍‌ ନମ୍ବରରେ ସୋନାକ୍ଷୀ

ଆଇଟମ୍‌ ନମ୍ବରରେ ସୋନାକ୍ଷୀ

ମୁମ୍ବାଇ: ବଲିଉଡ୍‌ର ଦବଙ୍ଗ ଗର୍ଲ ସୋନାକ୍ଷୀ ସିହ୍ନା ତାଙ୍କ ଆଗାମୀ ଫିଲ୍ମ ‘ଟୋଟାଲ ଧମାଲ୍‌’ରେ ଆଇଟମ୍‌ ନମ୍ବରରେ ନଜର ଆସିପାରନ୍ତି। ବଲିଉଡ୍‌ ଫିଲ୍ମ ମେକର ଇନ୍ଦ୍ର କୁମାର ‘ଧମାଲ୍‌’ର ସିକ୍ୟୁଏଲ ନିର୍ମାଣ କରିବାକୁ ଯାଉଥିବା ବେଳେ ସୋନାକ୍ଷୀଙ୍କୁ ଆଇଟମ୍‌ ନମ୍ବରରେ ନେବେ ବୋଲି ଚିନ୍ତା କରିଛନ୍ତି। 

ମାଆଙ୍କଠାରୁ ବୟସରେ ବଡ ମହିଳାଙ୍କୁ ଡେଟ୍‌ କରିଛନ୍ତି ନିକ୍‌

ମାଆଙ୍କଠାରୁ ବୟସରେ ବଡ ମହିଳାଙ୍କୁ ଡେଟ୍‌ କରିଛନ୍ତି ନିକ୍‌

ମୁମ୍ବାଇ: ବଲିଉଡ୍‌ ନାୟିକା ପ୍ରିୟଙ୍କା ଚୋପ୍ରାଙ୍କ ବିବାହକୁ ନେଇ ଏବେ ସବୁଠି ଚର୍ଚ୍ଚା ଜୋର୍‌ ଧରିଛି। ବଲିଉଡ୍‌ର ଏହି ନାୟିକା ହଲିଉଡ୍‌ ସିଙ୍ଗର ନିକ୍‌ ଜୋନ୍‌ସଙ୍କୁ ପ୍ରେମ ବିବାହ କରୁଛନ୍ତି। ନିକଟରେ ଏମାନଙ୍କର ନିର୍ବନ୍ଧ ସରିଥିବା ବେଳେ ଅପେକ୍ଷା ରହିଛି ବିବାହକୁ।

ଦ୍ୱିତୀୟ ବିବାହ ପାଇଁ ଅରବାଜ୍‌ ଖାଁଙ୍କ ପ୍ରସ୍ତୁତି

ଦ୍ୱିତୀୟ ବିବାହ ପାଇଁ ଅରବାଜ୍‌ ଖାଁଙ୍କ ପ୍ରସ୍ତୁତି

ମୁମ୍ବାଇ: ବଲିଉଡ୍‌ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅରବାଜ ଖାଁ ଏବଂ ଜୋର୍ଜିଆ ଏଣ୍ଡ୍ର୍ରିୟାନ୍‌ଙ୍କ ରୋମାନ୍ସ୍‌ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ଅରବାଜ୍‌ ଖୁବ୍‌ଶୀଘ୍ର ଜୋର୍ଜିଆଙ୍କୁ ବିବାହ କରିବାକୁ ଯାଉଥିବା ଶୁଣିବାକୁ ମିଳୁଛି। 

ପାଠ୍ୟପୁସ୍ତକରେ ଫାରହାନ୍‌ଙ୍କ ଫଟୋକୁ ମିଲ୍‌ଖା ସିଂ ଦର୍ଶାଯାଇଛି

ପାଠ୍ୟପୁସ୍ତକରେ ଫାରହାନ୍‌ଙ୍କ ଫଟୋକୁ ମିଲ୍‌ଖା ସିଂ ଦର୍ଶାଯାଇଛି

ମୁମ୍ବାଇ: ପଶ୍ଚିମବଙ୍ଗରୁ ପ୍ରକାଶିତ ଏକ ପାଠ୍ୟପୁସ୍ତକରେ ଫାରହାନ୍‌ ଅଖତାରଙ୍କ ଫଟୋକୁ ବିଶିଷ୍ଟ ଆଥଲେଟ୍‌ ମିଲ୍‌ଖା ସିଂଙ୍କର ବୋଲି ଦର୍ଶାଯାଇଛି। ସୋସିଆଲ୍‌ ମିଡିଆରେ ଏହା ଭାଇରାଲ୍‌ ହେବାପରେ ଏଭଳି ତ୍ରୁଟିକୁ ସୁଧାରିବା ପାଇଁ ଅଭିନେତା ଫାରହାନ୍‌ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଛନ୍ତି। 

‘କେବିସି’ର ଶୁଟିଂ ଆରମ୍ଭ

‘କେବିସି’ର ଶୁଟିଂ ଆରମ୍ଭ

ମୁମ୍ବାଇ: ମେଗାଷ୍ଟାର ଅମିତାଭ୍‌ ବଚ୍ଚନ ପୁଣିଥରେ ତାଙ୍କର ହିଟ୍‌ ଗେମ୍‌ ଶୋ ‘କୌନ ବନେଗା କରୋଡପତି’ (କେବିସି) ୧୦ମ ସିଜିନ୍‌ର ଶୁଟିଂ ଆରମ୍ଭ କରିଛନ୍ତି। ୭୫ ବର୍ଷୀୟ ଏହି ସୁପରଷ୍ଟାର ଏକ ନୂଆ ବ୍ଲଗ୍‌ ପୋଷ୍ଟ୍‌ରେ ବିଗତ ଦିନର ସ୍ମୃତିଚାରଣ କରିଛନ୍ତି। ଏଭଳି ଏକ ମେଗା କାର୍ଯ୍ୟକ୍ରମ ୨୦୦୦ରେ ପ୍ରଥମକରି ଆରମ୍ଭ ହୋଇଥିଲା।

ହଲିଉଡ୍‌ ଫିଲ୍ମର ରିମେକ୍‌ରେ ଆସିବେ ଆମିର

ହଲିଉଡ୍‌ ଫିଲ୍ମର ରିମେକ୍‌ରେ ଆସିବେ ଆମିର

ମୁମ୍ବାଇ: ବଲିଉଡ୍‌ର ମିଷ୍ଟର ପରଫେକ୍ସନିଷ୍ଟ ଆମିର ଖାଁ ଏବେ ମୁଭି ‘ଠଗ୍ସ ଅଫ୍‌ ହିନ୍ଦୁସ୍ତାନ’ ପାଇଁ ବ୍ୟସ୍ତ ଅଛନ୍ତି। ହେଲେ ସୂଚନା ମୁତାବକ ଖୁବ୍‌ଶୀଘ୍ର ଆମିର ଏକ ହଲିଉଡ୍‌ ପ୍ରୋଜେକ୍ଟରେ କାମ କରିବେ। 

ନିକ୍‌ଙ୍କୁ ପାଗଳ ଭଳି ଭଲପାଆନ୍ତି ପ୍ରିୟଙ୍କା: ପରିଣିତି

ନିକ୍‌ଙ୍କୁ ପାଗଳ ଭଳି ଭଲପାଆନ୍ତି ପ୍ରିୟଙ୍କା: ପରିଣିତି

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା(ପିସି) ତାଙ୍କ ପୁରୁଷ ବନ୍ଧୁ ନିକ୍‌ ଜୋନ୍‌ସଙ୍କୁ ବିବାହ କରିବେ ବୋଲି ସ୍ପଷ୍ଟ ହୋଇଛି। ନିକଟରେ ତାଙ୍କର ନିର୍ବନ୍ଧ ସରିଥିବା ବେଳେ ଏହି ଅବସରରେ ଉପସ୍ଥିତ ଥିବା ପିସିଙ୍କ କଜିନ୍‌ ସିଷ୍ଟର ତଥା ବଲିଉଡ୍‌ ନାୟିକା ପରିଣିତି ଚୋପ୍ରା କହିଛନ୍ତି, ପ୍ରିୟଙ୍କା ନିକ୍‌ଙ୍କୁ ପାଗଳ ପରି ଭଲ ପାଆନ୍ତି।

ଥ୍ୟାଙ୍କ ୟୁ ସିଦ୍ଧାର୍ଥ

ଥ୍ୟାଙ୍କ ୟୁ ସିଦ୍ଧାର୍ଥ

ଯାହା ହେଉ ପରିଣିତିଙ୍କ ଟେନସନ ଗଲା। ଗୋଟିଏ ଫିଲ୍ମର ଟାଇଟଲ କ’ଣ ଦିଆଯିବ ତାହାକୁ ନେଇ ପ୍ରଯୋଜିକା ଏକତା କପୁର ଏବଂ ନିର୍ଦ୍ଦେଶକ ଟେନସନରେ ଥିଲେ। 

ସୁନା ପିଲା ବରୁଣ

ସୁନା ପିଲା ବରୁଣ

ଗୋଟିଏ କଥାର ମହତ୍ତ୍ୱ କେତେ ତାହା ବରୁଣ ଧାଓ୍ବନ ଭଲ ଭାବରେ ହୃଦୟଙ୍ଗମ କରିପାରିଛନ୍ତି। ତା’ ସହ ନିଜ ପ୍ରେମିକାଙ୍କ ମନର ଆଶାକୁ ପୂରଣ କରିଛନ୍ତି।

କରନ୍‌ଙ୍କ ପାଇଁ

କରନ୍‌ଙ୍କ ପାଇଁ

ନବାଗତା ଜାହ୍ନବୀ କପୁର ଏବେ ଯୁଆଡେ ଗଲେ ପ୍ରଯୋଜକ କରନ୍‌ ଜୋହରଙ୍କୁ ପ୍ରଶଂସା କରିବାକୁ ଭୁଲୁ ନାହାନ୍ତି। କୌଣସି ବିଷୟରେ କଥା ହେଉଥିଲେ ତା’ ଭିତରେ କରନ୍‌ଙ୍କ ଉଦାହରଣ ଦେଉଛନ୍ତି। 

ଶ୍ରଦ୍ଧାଙ୍କୁ କ’ଣ ଭଲ ଲାଗେ

ଶ୍ରଦ୍ଧାଙ୍କୁ କ’ଣ ଭଲ ଲାଗେ

ଶ୍ରଦ୍ଧା କପୁରଙ୍କୁ କ’ଣ ଭଲ ଲାଗେ ? ତାଙ୍କର ଚଏସ ନିଆରା ହୋଇଥିବ। ହେଲେ ଗୋଟିଏ ଜିନିଷ ପ୍ରତି ତାଙ୍କର ଅଧିକ ଆଗ୍ରହ ରହିଛି। ତାହା କ’ଣ ଜାଣନ୍ତି ?

ବାଟରେ ବାଟରେ..

ବାଟରେ ବାଟରେ..

ଦେଖୁଦେଖୁ ମନରେ ମନ ମିଶିଗଲା। ଆଉ ତା’ପରେ ଆରମ୍ଭ ହେଲା ଲଭ୍‌ ଷ୍ଟୋରି। ଦୁହିଁଙ୍କର ପ୍ରଥମ ଦେଖା ହୁଏ ଏକ ରେଷ୍ଟୁରାଣ୍ଟରେ। ସୁନ୍ଦରୀ ଝିଅଟିଏ ଦେଖିବା ପରେ ସ୍ବତଃ ପୁଅଟିର ମନ ତା’ ଆଡକୁ ଢଳିପଡେ। ଝିଅଟି କହେ, ‘ଯଦି କିଛି ମାଇଣ୍ଡ ନ କରିବେ ତେବେ ମୋତେ ଟିକେ ମୋ ଘରେ ଡ୍ରପ୍‌ କରିଦେବେ।’ ଉତ୍ତର ଆସେ, ‘ଆରେ ଏଥିରେ ମାଇଣ୍ଡ କରିବାର କ’ଣ ଅଛି।’

 ଯଦି ଧର୍ମେନ୍ଦ୍ର ରାଜି ହୋଇଥାଆନ୍ତେ...

ଯଦି ଧର୍ମେନ୍ଦ୍ର ରାଜି ହୋଇଥାଆନ୍ତେ...

ଅନେକ ଫିଲ୍ମର କାଷ୍ଟିଂ ସମୟରେ ମଜାଦାର ଘଟଣା ଘଟିଥାଏ। ଜଣକୁ ନାୟକ ଭାବରେ ଫାଇନାଲ କରାଯାଇଥିଲେ ମଧ୍ୟ ରାତାରାତି ଚକ ବଦଳି ଯାଇଥାଏ। 

ଜନ୍‌ ଦେବେନି ସକ୍ସେସ୍‌ ପାର୍ଟି

ଜନ୍‌ ଦେବେନି ସକ୍ସେସ୍‌ ପାର୍ଟି

ମୁମ୍ବାଇ: ବଲିଉଡ୍‌ ଷ୍ଟାର ଜନ୍‌ ଆବ୍ରାହମ୍‌ଙ୍କ ଫିଲ୍ମ ‘ସତ୍ୟମେବ ଜୟତେ’ ବକ୍ସ ଅଫିସରେ ଭଲ ବିଜ୍‌ନେସ କରିଛି। ‘ପରମାଣୁ’ ପରେ ଜନ୍‌ଙ୍କର ଏହି ଫିଲ୍ମ ଏବେ ବକ୍ସ ଅଫିସରେ ଭଲ ବିଜ୍‌ନେସ କରିଥିବାରୁ ସମସ୍ତେ ଆଶା କରିଥିଲେ ସେ ନିଶ୍ଚିତ ଭାବେ ଏଥିପାଇଁ ସକ୍ସେସ୍‌ ପାର୍ଟି ଦେବେ। 

ପ୍ରିୟଙ୍କା-ନିକଙ୍କର ହେଲା ନିର୍ବନ୍ଧ

ପ୍ରିୟଙ୍କା-ନିକଙ୍କର ହେଲା ନିର୍ବନ୍ଧ

ମୁମ୍ବାଇ,୧୮।୮: ବଲିଉଡ ଦେଶୀଗର୍ଲ ପ୍ରିୟଙ୍କ ଚୋପ୍ରା ଶେଷରେ ନିକ୍‌ ଜୋନ୍ସଙ୍କ ହାତ ଧରିବେ ବୋଲି ସ୍ପଷ୍ଟ ହୋଇଛି। ଶନିବାର ମୁମ୍ବାଇରେ ଏମାନଙ୍କର ଏନ୍‌ଗେଜ୍‌ମେଣ୍ଟ ସେରିମନି ବା ‘ରୋକା’ ଆୟୋଜିତ ହୋଇଛି। 

ସୂତା ପୋଷାକ ପିନ୍ଧିବାକୁ ପସନ୍ଦ କରନ୍ତି ଭୂମି

ସୂତା ପୋଷାକ ପିନ୍ଧିବାକୁ ପସନ୍ଦ କରନ୍ତି ଭୂମି

ମୁମ୍ବାଇ:ବଲିଉଡରେ ଖୁବ୍‌ କମ୍‌ ସମୟ ମଧ୍ୟରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଭୂମି ପେଦନେକର ଏବେ ତାଙ୍କ ପୋଷାକକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି।

ସୂତା ପୋଷାକ ପିନ୍ଧିବାକୁ ପସନ୍ଦ କରନ୍ତି ଭୂମି

ସୂତା ପୋଷାକ ପିନ୍ଧିବାକୁ ପସନ୍ଦ କରନ୍ତି ଭୂମି

ମୁମ୍ବାଇ: ବଲିଉଡରେ ଖୁବ୍‌ କମ୍‌ ସମୟ ମଧ୍ୟରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଭୂମି ପେଦନେକର ଏବେ ତାଙ୍କ ପୋଷାକକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି। ନିକଟରେ ଭୂମି ଏକ ନିର୍ଦ୍ଦିଷ୍ଟ ବ୍ରାଣ୍ଡ୍‌ର ପୋଷାକକୁ ନେଇ କରୁଥିବା ବିଜ୍ଞାପନ ପରେ କହିଛନ୍ତି ତାଙ୍କୁ ଆଧୁନିକ ପୋଷାକ ଅପେକ୍ଷା ଆରାମଦାୟକ ପୋଷାକ ବେଶ୍‌ ପସନ୍ଦ।

ତିନୋଟି ଭାଷାରେ ତିଆରି ହେବ ଜୟାଙ୍କ ବାୟୋପିକ୍‌

ତିନୋଟି ଭାଷାରେ ତିଆରି ହେବ ଜୟାଙ୍କ ବାୟୋପିକ୍‌

ଚେନ୍ନାଇ,୧୬।୮: ଏବେ ବାୟୋପିକ୍‌ର ଟ୍ରେଣ୍ଡ ଚାଲିଥିବା ବେଳେ ଏହା ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସୁଥିବା ଦେଖିବାକୁ ମିଳିଛି। ରିୟଲ୍‌ ଲାଇଫ୍‌ ଷ୍ଟୋରୀକୁ ରିଲ୍‌ ଲାଇଫରେ ଦେଖିବା ପରେ ଦର୍ଶକେ ଅନେକ ବ୍ୟକ୍ତିଙ୍କ ଜୀବନର କିଛି ଅଜଣା କଥା ସମ୍ପର୍କରେ ଜାଣି ପାରୁଛନ୍ତି। ଏବେ ଏହି କ୍ରମରେ ସାମିଲ ହେବାକୁ ଯାଉଛି ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତା ଜୟାଲଲିଥାଙ୍କ ଜୀବନ କାହାଣୀ। 

‘ଗୋଲ୍ଡ’ ଭର୍‌ସେସ ‘ସତ୍ୟମେବ ଜୟତେ’

‘ଗୋଲ୍ଡ’ ଭର୍‌ସେସ ‘ସତ୍ୟମେବ ଜୟତେ’

ମୁମ୍ବାଇ: ସ୍ବାଧୀନତା ଦିବସ ଅବସରରେ ବୁଧବାର ସିଲ୍‌ଭର ସ୍କ୍ରିନ୍‌ରେ ରିଲିଜ୍‌ ହୋଇଛି ଅକ୍ଷୟ କୁମାରଙ୍କ ‘ଗୋଲ୍ଡ’ ଏବଂ ଜନ୍‌ ଆବ୍ରାହମ୍‌ଙ୍କ ‘ସତ୍ୟମେବ ଜୟତେ’। ‘ଗୋଲ୍ଡ’ରେ ଦେଶପ୍ରେମ ଭରପୂର ରହିଥିବାବେଳେ ସ୍ପୋର୍ଷ୍ଟ, ଡ୍ରାମା ଏବଂ ଇତିହାସ ସବୁକିଛି ନଜର ଆସିଛି। ଫିଲ୍ମର କାହାଣୀ ୧୯୩୬ ମସିହାରୁ ଆରମ୍ଭ ହୋଇଛି। 

‘ତଖତ୍‌’ ମୋ ପାଇଁ ଏକ ବଡ଼ ପ୍ରକଳ୍ପ: ଭୂମି

‘ତଖତ୍‌’ ମୋ ପାଇଁ ଏକ ବଡ଼ ପ୍ରକଳ୍ପ: ଭୂମି

ମୁମ୍ବାଇ: କରନ୍‌ ଜୋହରଙ୍କ ନିର୍ଦ୍ଦେଶନାରେ ନିର୍ମାଣ ହେବାକୁ ଥିବା ‘ତଖତ୍‌’ ଫିଲ୍ମ ମୋ ଅଭିନୟ ଜୀବନରେ ଏକ ବଡ଼ ପ୍ରକଳ୍ପ ବୋଲି ଅଭିନେତ୍ରୀ ଭୂମି ପେଡନେକର ପ୍ରକାଶ କରିଛନ୍ତି। ମଙ୍ଗଳବାର ଏଠାରେ ଆୟୋଜିତ ଏକ ଇଭେଣ୍ଟ୍‌ରେ ‘ରାଇସିନ୍‌ ଗ୍ଲୋବାଲ୍‌ ବ୍ରାଣ୍ଡ’ର ଆମ୍ବାସାଡର ଭାବେ ନିଯୁକ୍ତି ପାଇବା ଅବସରରେ ତଖତ୍‌ ବିଷୟରେ ତାଙ୍କ ମନକଥା କହିଛନ୍ତି। 

ଦୀପିକାଙ୍କ ବିବାହରେ ଯୋଗଦେବେ ୩୦ ଅତିଥି

ଦୀପିକାଙ୍କ ବିବାହରେ ଯୋଗଦେବେ ୩୦ ଅତିଥି

ମୁମ୍ବାଇ: ବଲିଉଡ୍‌ର ଆଉ ଏକ ଚର୍ଚ୍ଚିତ ବାହାଘରର ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଯାଇଛି। ଆସନ୍ତା ନଭେମ୍ବର ୨୦ରେ ପଦ୍ମାବତ୍‌ ଫେମ୍‌ ଦୀପିକା ପାଦୁକୋନ୍‌ ବଲିଉଡ ନାୟକ ରଣବୀର ସିଂଙ୍କ ହାତ ଧରିବେ।