ମନୋରଞ୍ଜନ

୩୭ ବର୍ଷ ସାନ ଗାୟିକାଙ୍କୁ ଡେଟ୍‌ କରୁଛନ୍ତି ଅନୁପ ଜଲୋଟା

୩୭ ବର୍ଷ ସାନ ଗାୟିକାଙ୍କୁ ଡେଟ୍‌ କରୁଛନ୍ତି ଅନୁପ ଜଲୋଟା

ମୁମ୍ବାଇ: ଭଜନ ଗାୟକ ଅନୁପ ଜଲୋଟା ବିଗ୍‌ ବସ୍‌ ୧୨ରେ କଣ୍ଟେଷ୍ଟାଣ୍ଟ ଭାବେ ନଜର ଆସିବେ।  ସେ ୨୮ବର୍ଷୀୟା ଗାୟିକା ଜସଲିନ୍‌ ମଥାରୁଙ୍କ ସହ ଏହି ଶୋ’ରେ ନଜର ଆସିବେ ବୋଲି ଜଣାପଡିଛି।

ଦୁଇ ବର୍ଷର ଅପେକ୍ଷା

ଦୁଇ ବର୍ଷର ଅପେକ୍ଷା

ଅପେକ୍ଷାର ଫଳ ମିଠା। ଦେଖୁନାହାନ୍ତି, ଦୁଇବର୍ଷ ଅପେକ୍ଷା କରିବା ପରେ ପୁଣି ଥରେ କେମିତି ଡାକରା ଆସିଲା। ଆଉ ଏଥର ମନ ଦୁଃଖ କରି ଫେରିବାକୁ ପଡି ନ ଥିଲା। 

ଆଲ୍ଲୁଙ୍କ ସଜବାଜ

ଆଲ୍ଲୁଙ୍କ ସଜବାଜ

ଆଲ୍ଲୁ ଅର୍ଜୁନ-କେବଳ ନାମ ହିଁ ଯଥେଷ୍ଟ। ତାମିଲ ସିନେମାରେ  ଇଏ ଜଣେ ପରିଚିତ ତଥା ଲୋକପ୍ରିୟ ଅଭିନେତା। ଏବେ ସେ ସଜବାଜରେ ବ୍ୟସ୍ତ।

ନାହିଁ ନାହିଁର ପ୍ରୋଜେକ୍ଟରେ ତାପସୀ

ନାହିଁ ନାହିଁର ପ୍ରୋଜେକ୍ଟରେ ତାପସୀ

ପ୍ରୋଜେକ୍ଟ ହେବ କି ନାହିଁ ତା’ ଉପରେ ଏବେ ମଧ୍ୟ ପ୍ରଶ୍ନବାଚୀ ଲାଗି ରହିଛି। ହେଲେ ପ୍ରଯୋଜକଙ୍କ କାଷ୍ଟିଂ ଫାଇନାଲ ହୋଇପାରୁ ନାହିଁ। ପ୍ରଯୋଜକ ଶୈଳେଶ ଆର. ସିଂଙ୍କ ଅନଟାଇଟଲଡ ଫିଲ୍ମକୁ ନେଇ ଏବେ ବଲିଉଡ୍‌ରେ ଚର୍ଚ୍ଚା। 

ଶୁଭ ଦିନକୁ ଅପେକ୍ଷା

ଶୁଭ ଦିନକୁ ଅପେକ୍ଷା

ଅକ୍ଷୟ କୁମାର ସେହି ଶୁଭ ଦିନକୁ ଅପେକ୍ଷା କରିଛନ୍ତି। କେବେ ‘ଟୁ. ଜିରୋ’ ଫିଲ୍ମଟି ପରଦା ଉପରକୁ ଆସିବ ତାହାକୁ ନେଇ ଏବେ ମଧ୍ୟ କଳ୍ପନାଜଳ୍ପନା ଲାଗି ରହିଛି। 

ସାଥୀ..ତୁ ଫେରିଆ

ସାଥୀ..ତୁ ଫେରିଆ

ଜୀବନରେ ଭଲ ସାଥୀଟିଏ ନିହାତି ଲୋଡା।  ମନପସନ୍ଦର ସାଥୀଟିଏ କିଏ ନ ଖୋଜେ କହିଲେ ? ଯଦି ତାହା ମିଳିଗଲା ତେବେ ତା’ ସହ ଜୀବନର ପ୍ରତିଟି ମୁହୂର୍ତ୍ତକୁ ଶେୟାର କରିହୁଏ। 

 ରଣବୀର-ଦୀପିକା : ସିନ୍ଧି ଓ୍ବେଡିଙ୍ଗ

ରଣବୀର-ଦୀପିକା : ସିନ୍ଧି ଓ୍ବେଡିଙ୍ଗ

ଗତ କିଛି ମାସ ହେବ ବଲିଉଡ୍‌ରେ ଯେଉଁ ପ୍ରେମୀଯୁଗଳଙ୍କୁ ନେଇ ଅଧିକ ଆଲୋଚନା ହେଉଛି ସେମାନେ କିଏ ତାହା ଅନେକଙ୍କୁ ଅଳ୍ପବହୁତେ ଜଣା। ଦୁହିଁଙ୍କ ଭିତରେ ପ୍ରେମ ପରେ ତାହା ବିବାହର ରୂପ ନେଇଛି। 

ଫୁଟବଲ୍‌ ଖେଳୁଛନ୍ତି ତୈମୁର

ଫୁଟବଲ୍‌ ଖେଳୁଛନ୍ତି ତୈମୁର

ବଲିଉଡ୍‌ର ସେଲିବ୍ରିଟି କିଡ୍ସଙ୍କ ମଧ୍ୟରେ ଏବେ ସବୁଠୁ ଚର୍ଚ୍ଚାରେ ଅଛନ୍ତି ତୈମୁର ଅଲ୍ଲୀ ଖାନ୍‌। ଅଭିନେତା ସୈଫ୍‌ ଅଲ୍ଲୀ ଖାନ୍‌ ଓ କରିନା କପୁରଙ୍କ ସୁପୁତ୍ର ତୈମୁରଙ୍କ କ୍ୟୁଟ୍‌ ଅନ୍ଦାଜ ସମସ୍ତଙ୍କୁ ପସନ୍ଦ ଆସିଥାଏ।

ପୁଣିଥରେ ହଲିଉଡ୍‌ ଏଣ୍ଟ୍ରି କରିବେ ଦୀପିକା

ପୁଣିଥରେ ହଲିଉଡ୍‌ ଏଣ୍ଟ୍ରି କରିବେ ଦୀପିକା

ମୁମ୍ବାଇ: ବଲିଉଡର ଡିମ୍ପଲ ଗର୍ଲ ଦୀପିକା ପାଦୁକୋନ୍‌ ପୁଣିଥରେ ହଲିଉଡ୍‌ ଫିଲ୍ମରେ କାମ କରିପାରନ୍ତି। ଦୀପିକା ହଲିଉଡର ‘ଟ୍ରିପିଲ୍‌ ଏକ୍ସ’ ସିରିଜର ତୃତୀୟ ଫିଲ୍ମରେ ଅଭିନୟ କରିଥିଲେ।

ହୃଦୟ ସହ ଭଲପାଏ ଗଣେଶ ଉତ୍ସବ: ସୋନାଲି ବେନ୍ଦ୍ରେ

ହୃଦୟ ସହ ଭଲପାଏ ଗଣେଶ ଉତ୍ସବ: ସୋନାଲି ବେନ୍ଦ୍ରେ

ମୁମ୍ବାଇ: ବର୍ତ୍ତମାନ ନ୍ୟୁୟର୍କରେ ଚିକିତ୍ସାଧୀନ ଥିବା ବଲିଉଡ୍‌ ଅଭିନେତ୍ରୀ ସୋନାଲି ବେନ୍ଦ୍ରେ ମୁମ୍ବାଇରେ ଗଣେଶ ଚତୁର୍ଥୀ ଉତ୍ସବ ପାଳନ କରିବାର ସୁଯୋଗ ହରାଇଥିବାରୁ ଦୁଃଖ ପ୍ରକାଶ କରିଛନ୍ତି। ସେ ମେଟାଷ୍ଟାଟିକ୍‌ କ୍ୟାନ୍‌ସରରେ ପୀଡିତ ଅଛନ୍ତି। ଗଣେଶ ପୂଜା ତାଙ୍କ ହୃଦୟ ସହ କିପରି ଜଡ଼ିତ ସେ ବିଷୟ ନିଜ ଟୁଇଟର ଆକାଉଣ୍ଟ୍‌ରେ ଶେୟାର କରିଛନ୍ତି।

ବିଗ୍‌ ବସ୍‌ ସିଜନ୍‌-୧୨ରେ ନଜର ଆସିବେ ଏହିସବୁ କଳାକାର

ବିଗ୍‌ ବସ୍‌ ସିଜନ୍‌-୧୨ରେ ନଜର ଆସିବେ ଏହିସବୁ କଳାକାର

ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ଚର୍ଚ୍ଚିତ ଟିଭି ଶୋ’ ‘ବିଗ୍‌ ବସ୍‌ ସିିଜନ୍‌-୧୨’। ଏହି ଶୋ’କୁ ହୋଷ୍ଟ କରିବେ ଦବଙ୍ଗ ଷ୍ଟାର୍‌ ସଲମାନ ଖାଁ। ପ୍ରତିଥର ଭଳି ଏଥର ମଧ୍ୟ ଏହି ଶୋ’ରେ ନଜର ଆସିବେ ଅନେକ ଲୋକପ୍ରିୟ କଳାକାର। ଏଥର ମୋଟ ୧୩ ଜଣ କଳାକାର ଭାଗନେବେ।  

ମହିଳା ନିଜ ସୌନ୍ଦର୍ଯ୍ୟ ପାଇଁ ଗର୍ବିତ ହେବା ଉଚିତ: ଜାହ୍ନବୀ

ମହିଳା ନିଜ ସୌନ୍ଦର୍ଯ୍ୟ ପାଇଁ ଗର୍ବିତ ହେବା ଉଚିତ: ଜାହ୍ନବୀ

ମୁମ୍ବାଇ: ପ୍ରତ୍ୟେକ ମହିଳା ତାଙ୍କ ସୌନ୍ଦର୍ଯ୍ୟ ପାଇଁ ଗର୍ବ ଅନୁଭବ କରିବା ଉଚିତ। ଏ ବାବଦରେ କୌଣସି ଶୋଚନା କରିବା ଉଚିତ ନୁହେଁ ବୋଲି ବଲିଉଡ ଅଭିନେତ୍ରୀ ଜାହ୍ନବୀ କପୁର ପ୍ରକାଶ କରିଛନ୍ତି।

ଫିଲ୍ମ ଫ୍ରାଇଡେ’: ରିଲିଜ୍‌ ହେବ ‘ଦି ପ୍ରିଡେଟର୍‌’, ‘ମନ୍‌ମର୍ଜିୟାଁ’

ଫିଲ୍ମ ଫ୍ରାଇଡେ’: ରିଲିଜ୍‌ ହେବ ‘ଦି ପ୍ରିଡେଟର୍‌’, ‘ମନ୍‌ମର୍ଜିୟାଁ’

ଭୁବନେଶ୍ୱର,୧୪।୯(ବ୍ୟୁରୋ)- ‘ସ୍ତ୍ରୀ’ ଓ ‘ଦି ନନ୍‌’ ଏବେ ବି ସିନେମା ହଲ୍‌ରେ ହାଉସ୍‌ଫୁଲ୍‌ରେ ଚାଲୁଥିବା ବେଳେ ଏଥର ଫ୍ରାଇଡେ’ ରିଲିଜ୍‌ରେ ପରଦାକୁ ଆସୁଛି ଆଉ ଦୁଇଟି ବହୁଚର୍ଚ୍ଚିତ ଫିଲ୍ମ। 

‘ଲଭ୍‌ରାତ୍ରି’ ପାଇଁ ଅଡ଼ୁଆରେ ସଲ୍‌ମାନ

‘ଲଭ୍‌ରାତ୍ରି’ ପାଇଁ ଅଡ଼ୁଆରେ ସଲ୍‌ମାନ

ମୁଜାଫରପୁର: ଫିଲ୍ମ ‘ଲଭ୍‌ରାତ୍ରି’ ପାଇଁ ବଢ଼ିଲା ଅଭିନେତା ସଲ୍‌ମାନ ଖାନ୍‌ଙ୍କ ଅଡ଼ୁଆ। ସଲ୍‌ମାନଙ୍କ ବିରୋଧରେ ଏତଲା ଦାଏର କରିବା ଲାଗି ବିହାରର ମୁଜାଫରପୁର କୋର୍ଟ ବୁଧବାର ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି।

ମୋ ଅନୁଭୂତି: ପୋଲିସ ମାଡ଼ରୁ ବଞ୍ଚିବାକୁ ତାଜାରେ ଓହଳି ରହିଥିଲି

ମୋ ଅନୁଭୂତି: ପୋଲିସ ମାଡ଼ରୁ ବଞ୍ଚିବାକୁ ତାଜାରେ ଓହଳି ରହିଥିଲି

ହସିବାକୁ ଆମ ସମସ୍ତଙ୍କୁ ଭଲ ଲାଗେ ଏବଂ ଏହା ଅତି ସହଜ ମଧ୍ୟ। ମାତ୍ର କାହାକୁ ହସାଇବା ବଡ କଷ୍ଟକର କାମ। ଅନ୍ୟକୁ ହସାଇବାର ଝୁଙ୍କ୍‌ ଆଜି ତାଙ୍କୁ ଜଣେ ହାସ୍ୟ ଅଭିନେତା ଭାବେ ପରିଚୟ ଦେଇଛି। 

ମ୍ୟୁଜିକ୍‌କୁ ନେଇ ବଞ୍ଚିବି

ମ୍ୟୁଜିକ୍‌କୁ ନେଇ ବଞ୍ଚିବି

ଜଣେ ଆଗଧାଡ଼ିର କଣ୍ଠଶିଳ୍ପୀ ହେଉଛନ୍ତି ଅଭିଜିତ୍‌ ମିଶ୍ର। ୨୦୦୯ରେ ‘ସାତ ସୁରେ ବନ୍ଧା ଏ ଜୀବନ’ ଫିଲ୍ମର ଟାଇଟଲ ଗୀତ ତାଙ୍କୁ ଲୋକଙ୍କ ମଧ୍ୟରେ ଦେଇଥିଲା ଏକ ସ୍ବତନ୍ତ୍ର ପରିଚୟ। 

ପ୍ରାଣାୟାମ କରେ

ପ୍ରାଣାୟାମ କରେ

ଆକାଶ ଦାସ ନାୟକ। ଓଡ଼ିଆ ସିନେ ଜଗତର ଜଣେ ଜଣାଶୁଣା ଚେହେରା। ୨୦୦୮ରେ ‘ସତ୍ୟମେବ ଜୟତେ’ ଚଳଚ୍ଚିତ୍ର ଜରିଆରେ ସେ ଇଣ୍ଡଷ୍ଟ୍ରିରେ ପାଦ ଥାପିଥିଲେ। ଏହାପରେ ‘ଶୁଭ ବିବାହ’, ‘ଆଲୋ ମୋର କଣ୍ଢେଇ’, ‘ଶପଥ’, ‘ଅଗସ୍ତ୍ୟ’ ଭଳି ସୁପରହିଟ୍‌ ଫିଲ୍ମରେ ଅଭିନୟ କରି ଦର୍ଶକଙ୍କ ଭଲପାଇବା ସାଉଁଟିଛନ୍ତି। 

ଭାଗ୍ୟକୁ ନିନ୍ଦୁଛନ୍ତି କିଆରା

ଭାଗ୍ୟକୁ ନିନ୍ଦୁଛନ୍ତି କିଆରା

ଇତି ମଧ୍ୟରେ ଚାରିବର୍ଷ ବିତିଗଲାଣି। ସେ ପୁଣି ଥରେ ବଡ଼ ପରଦାରେ ମୁହଁ ଦେଖାଇବେ ବୋଲି ଗୋଡ଼ ଟେକି ବସିଛନ୍ତି। ହେଲେ କୌଣସି ପ୍ରଯୋଜକ ତାଙ୍କୁ ଆଡ଼ ଆଖିରେ ଅନାଉ ନାହାନ୍ତି। 

ଅବସର ମିଳିଲେ...

ଅବସର ମିଳିଲେ...

ଅବସର ମିଳିଲେ ହ୍ରିତିକ ରୋଶନ କ’ଣ କରନ୍ତି ? ତାଙ୍କର ନିଶ୍ଚୟ କିଛି ଅଲଗା ରୁଚି ଥିବ। ଯେତେବେଳେ ତାଙ୍କୁ ଶୁଟିଂରୁ ବିରତି ମିଳେ ସେ କ’ଣ କରନ୍ତି ଜାଣନ୍ତି ? କ୍ୟାମେରା ଧରି ଫଟୋଗ୍ରାଫିରେ ବ୍ୟସ୍ତ ରହନ୍ତି।

ପ୍ରେମୀ ଦିଓ୍ବାନା

ପ୍ରେମୀ ଦିଓ୍ବାନା

ରିତିକା ମୁଣ୍ଡରେ ଗୋଟିଏ କଥା ପଶିଛି। ଯେମିତି ହେଲେ ସେ ବଡ ପରଦାରେ ମୁହଁ ଦେଖାଇବ। ହେଲେ କେମିତି ? ସୁଯୋଗ ମିଳିଲେ ତ ? ମନକୁ ଦୃଢ଼ କରି ସେ ଆଗେଇଛି। 

ନୀରବତା ପରେ

ନୀରବତା ପରେ

କଥାରେ ଅଛି ବେଶ୍‌ ସମୟର ଦାଠୁ କିଛି ମାସ ଦୂରେଇ ରହିବା ପରେ ପୁଣି ଥରେ ଏଣ୍ଟ୍ରି କଲେ ତାହା ଏକରକମ ଦମ୍‌ଦାର ହୋଇଥାଏ। ବାସ୍‌, ନିଜର ଆକ୍ଟିଂ ଲାଇଫରେ ଆଉ ଏକ ଟର୍ନିଂ ପଏଣ୍ଟ ଆଣିବାକୁ ପୂରା ଦମ୍‌ରେ ଲାଗିପଡିଛନ୍ତି। 

ଟ୍ରାଜେଡି କୁଇନ୍‌

ଟ୍ରାଜେଡି କୁଇନ୍‌

ଜଲିଉଡ୍‌ର ଆଗଧାଡିର ଅନ୍ୟତମ ଅଭିନେତ୍ରୀ ଟୁନିଆ ମଲ୍ଲିକ ଏବେ ଭାରି ଖୁସ୍‌। କାରଣ ଏଥର ଦୁଇଟି ନାଟକରେ ତାଙ୍କୁ ମିଳିଛି ଡବଲ ରୋଲ୍‌। ପୁଣି ତାହା ଏମିତି ଯେ ଚଳିତ ସିଜନ ଆରମ୍ଭରୁ ଦର୍ଶକ ତାଙ୍କୁ ପ୍ରଶଂସାରେ ପୋତି ପକାଉଛନ୍ତି।  

ଆଶାରେ କ୍ରିଷ୍ଣା

ଆଶାରେ କ୍ରିଷ୍ଣା

ଥରେ ମନେ ପକାନ୍ତୁ ନା ଆମ ରାଜ୍ୟର ବ୍ରହ୍ମପୁରର ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ୍‌କୁ ଆଉ ସେହି ଅଭୁଲା ଦେଶାତ୍ମବୋଧ ନୃତ୍ୟକୁ। କେବଳ ଓଡ଼ିଶାରେ ନୁହେଁ ଜାତୀୟ ସ୍ତରରେ ଏହି ଗ୍ରୁପ୍‌ର ପ୍ରଦର୍ଶନ ଦର୍ଶକଙ୍କୁ ମତୁଆଲା କରିଥିଲା। 

ଶ୍ରଦ୍ଧା କପୁରଙ୍କ କ୍ରେଜି ଡ୍ୟାନ୍ସ

ଶ୍ରଦ୍ଧା କପୁରଙ୍କ କ୍ରେଜି ଡ୍ୟାନ୍ସ

ବଲିଉଡ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ଅଭିନୀତ ଫିଲ୍ମ ‘ସ୍ତ୍ରୀ’ ବକ୍ସ ଅଫିସରେ ସୁପରହିଟ୍‌ ସାବ୍ୟସ୍ତ ହୋଇଛି। ଶ୍ରଦ୍ଧାଙ୍କ ଅଭିନୟକୁ ନେଇ ବଲିଉଡ୍‌ରେ ଚାଲିଛି ଜୋରଦାର ଚର୍ଚ୍ଚା। ଏହି ଖୁସିରେ ଶ୍ରଦ୍ଧାଙ୍କ ଗୋଡ଼ ଆଉ ତଳେ ଲାଗୁନାହିଁ।