ମନୋରଞ୍ଜନ

‘ରୋ’ ର ଟ୍ରେଲର ରିଲିଜ୍‌

‘ରୋ’ ର ଟ୍ରେଲର ରିଲିଜ୍‌

ମୁମ୍ବାଇ, ୪।୩: ବଲିଉଡ ଅଭିନେତା ଜନ ଆବ୍ରାହମଙ୍କ ଅପ୍‌କମିଂ ଫିଲ୍ମ ‘ରୋ’ ବା ‘ରୋମିଓ ଅକବର ଓ୍ବାଲଟର’ର ଟ୍ରେଲର ରିଲିଜ ହୋଇଛି। ସ୍ପାଇ ଥ୍ରିଲର ଫିଲ୍ମ ‘ରୋମିଓ ଅକବର ଓ୍ବାଲଟର’ ଏକ ସତ ଘଟଣା ଉପରେ ଆଧାରିତ ହୋଇଛି। 

‘ପାକିସ୍ତାନ ଧ୍ୱଂସ’ ବିବୃତି ସ୍ବତଃସ୍ଫୂର୍ତ୍ତ

‘ପାକିସ୍ତାନ ଧ୍ୱଂସ’ ବିବୃତି ସ୍ବତଃସ୍ଫୂର୍ତ୍ତ

ନୂଆଦିଲ୍ଲୀ: ପୁଲ୍‌ଓ୍ବାମା ଆତଙ୍କବାଦୀ ଆକ୍ରମଣ ଘଟଣା ଜାଣିବା ପରେ ‘ପାକିସ୍ତାନକୁ ଧ୍ୱଂସ କରିବା’ ଭଳି ତାଙ୍କର ବିବୃତି ସ୍ବାଭାବିକ ଥିଲା ବୋଲି ବଲିଉଡ୍‌ ଅଭିନେତ୍ରୀ କଙ୍ଗ୍‌ନା ରଣାଓ୍ବତ୍‌ ପ୍ରକାଶ କରିଛନ୍ତି। 

ଆଦିତ୍ୟ ଏବଂ ଫରହାନ୍‌ଙ୍କ ସହିତ ପ୍ରେମ ସମ୍ପର୍କ ନେଇ ଶ୍ରଦ୍ଧା କପୁର ନୀରବ

ଆଦିତ୍ୟ ଏବଂ ଫରହାନ୍‌ଙ୍କ ସହିତ ପ୍ରେମ ସମ୍ପର୍କ ନେଇ ଶ୍ରଦ୍ଧା କପୁର ନୀରବ

ମୁମ୍ବାଇ,୩।୩ : ବଲିଉଡ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ରବିବାର ୩୨ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୮୭ ମାର୍ଚ୍ଚ ୩ରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ତାଭ୍କ ଅଭିନୀତି ଆଶିକ୍‌-୨ ବକ୍ସ ଅଫିସ୍‌ରେ ବେଶତ ସଫଳ ରହିଥିଲା। 

ପୁଣି ଥରେ ସଲମାନ୍‌-     ଐଶ୍ୱର୍ଯ୍ୟା

ପୁଣି ଥରେ ସଲମାନ୍‌- ଐଶ୍ୱର୍ଯ୍ୟା

ସଲମାନ-ଐଶ୍ୱର୍ଯ୍ୟା ଯୋଡ଼ିକୁ ପୁଣି ଥରେ ବଡ଼ ପରଦାରେ ଦେଖିବାକୁ ମିଳିବ। ଏପରି ଏକ ପ୍ରୟାସ ଆରମ୍ଭ କରିଛନ୍ତି ବଲିଉଡ୍‌ର ବିଶିଷ୍ଟ ପ୍ରଯୋଜକ-କମ୍‌-ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଁସାଲୀ। ଶୁଣିବାକୁ ମିଳୁଛି ଯେ ଭଁସାଲୀଙ୍କ ଆଗାମୀ ଫିଲ୍ମର କାହାଣୀ ଏବଂ ଚିତ୍ରନାଟ୍ୟ ଏହି ଯୋଡ଼ିକୁ ଆଧାର କରି ଲେଖାଯାଇଛି। 

ସାଙ୍ଗ ହେବ ଏମିତି

ସାଙ୍ଗ ହେବ ଏମିତି

ପ୍ରିୟଙ୍କା ଚୋପ୍ରା ଏବେ କରୀନାଙ୍କ ପ୍ରଶଂସାରେ ଶତମୁଖ। ଯୁଆଡ଼େ ଗଲେ ତାଙ୍କୁ ପ୍ରଶଂସାରେ ପୋତି ପକାଉଛନ୍ତି। ହେଲେ ସେଠାରେ ସେ ତାଙ୍କୁ ଏକ ନୂଆ ନାମରେ ସମ୍ବୋଧନ କରୁଛନ୍ତି। ତାହା ହେଲା ‘ଛୋଟି ମା’। 

ଇମୋଶନାଲ କ୍ରିତି

ଇମୋଶନାଲ କ୍ରିତି

ଓ ହୋ, ଏମିତି କୋମଳ ହୃଦୟ! ଜଣେ ନାରୀର ଦୁଃଖ କଥା ଆରମ୍ଭ ହେଉ ହେଉ ସେ ଇମୋଶନାଲ ହୋଇପଡ଼ିଲେ। କେବଳ ସେତିକି ନୁହେଁ କାହାଣୀ ଅଧା ଶୁଣୁଶୁଣୁ ତାଙ୍କ ଆଖି ଛଳ ଛଳ ହୋଇଉଠିଲା। 

ସମୟ ନାହିଁ

ସମୟ ନାହିଁ

ଅକ୍ଷୟ କୁମାରଙ୍କ ହାତରେ ଏବେ ସମୟ ନାହିଁ। ସେ ଏତେ ବ୍ୟସ୍ତ ଯେ ୩-୪ଟି ଭଲ ଅଫର ହାତଛଡ଼ା କରିଛନ୍ତି। ଖାସ୍‌ କଥା ହେଲା, ଚଳିତବର୍ଷ ତାଙ୍କର ପାଞ୍ଚଟି ଫିଲ୍ମ ରିଲିଜ୍‌ ହେବ। ସେଗୁଡ଼ିକ ହେଲା, ‘ସୂର୍ଯ୍ୟବଂଶୀ’, ‘କେଶରୀ’, ‘ହାଉସଫୁଲ-୪’, ‘ମିଶନ୍‌ ମଙ୍ଗଳ’ ଏବଂ ‘ଗୁଡ ନ୍ୟୁଜ’। ଏକ ଯୁଦ୍ଧଭିତ୍ତିକ କାହାଣୀକୁ ନେଇ ‘କେଶରୀ’ ନିର୍ମିତ ହୋଇଛି। 

ମେ’କୁ ଅପେକ୍ଷା

ମେ’କୁ ଅପେକ୍ଷା

ନବାଗତା ଅନନ୍ୟା ପାଣ୍ଡେ ମେ’କୁ ଅପେକ୍ଷା କରିଛନ୍ତି। କାରଣ ତାଙ୍କର ଡେବ୍ୟୁ ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ ଦ ଇୟର-୨’ ଏହି ମାସରେ ରିଲିଜ୍‌ ହେବାକୁ ଯାଉଛି। ତେଣୁ ଏବେଠାରୁ ତାହାର ପ୍ରଚାରରେ ନିଜକୁ ନିୟୋଜିତ ରଖିଛନ୍ତି 

ପ୍ରେମ ପାଇଁ..

ପ୍ରେମ ପାଇଁ..

ବେଳେବେଳେ ପ୍ରେମ ପାଇଁ ପ୍ରେମିକକୁ ଅନେକ କିଛି ସାମ୍‌ନା କରିବାକୁ ପଡ଼ିଥାଏ। ତେବେ ନିଜ ପ୍ରେମକୁ ସଫଳ କରିବାକୁ ମାନସିକ ସ୍ତରରେ ନିଜକୁ ପ୍ରସ୍ତୁତ କରିଥିବା ଦେବ୍‌ ସେଥିରୁ ବାଦ୍‌ ପଡ଼ନ୍ତା କିପରି ?

ପୂରଣ ହେଲା ବାୟୋପିକ୍‌ ଆଶା

ପୂରଣ ହେଲା ବାୟୋପିକ୍‌ ଆଶା

ଜାହ୍ନବୀ କପୁରଙ୍କ ବଲିଉଡ୍‌ କ୍ୟାରିୟର ଆରମ୍ଭ ହୋଇଥିଲା ‘ଧଡକ’ରୁ। ପ୍ରଥମ ଫିଲ୍ମର ସଫଳତା ପରେ ସେ ନିଜ ଅଭିନୟକୁ ନେଇ ବେଶ୍‌ ସ୍ବପ୍ନ ଦେଖିଛନ୍ତି । 

ଯାତ୍ରା      ‘ଜନ୍ମ କେବଳ       ନାଟକ ପାଇଁ’

ଯାତ୍ରା ‘ଜନ୍ମ କେବଳ ନାଟକ ପାଇଁ’

ମନେ ପକାନ୍ତୁ ଏମିତିକା ଦୃଶ୍ୟଟେ : ମଞ୍ଚ ଉପରେ ନାମ ଘୋଷଣା ହୁଏ। ୧୫/୧୬ ବର୍ଷର ପିଲାଟେ ମଞ୍ଚ ଉପରକୁ ଉଠେ। ତାକୁ ଦେଖି ମଞ୍ଚସ୍ଥ ଅତିଥିମାନେ ତଟସ୍ଥ ହୁଅନ୍ତି। ପଚାରନ୍ତି, ତମେ ମାନପତ୍ର ନେବାକୁ ଆସିଛ? ତମ ବାପା କ’ଣ ଆସିନାହାନ୍ତି? ପିଲାଟି ଉତ୍ତର ଦିଏ: ମୋ ବାପାଙ୍କୁ ନୁହେଁ; ମୋତେ ହିଁ ସମ୍ମାନିତ କରିବାକୁ ଡକାଯାଇଛି।

‘ନୋ କିସିଂ’ ନିୟମ ଭାଙ୍ଗିବେ

‘ନୋ କିସିଂ’ ନିୟମ ଭାଙ୍ଗିବେ

ଚେନ୍ନାଇ: ଅଭିନେତ୍ରୀ ତମନ୍ନା ଭାଟିଆ ଅଭିନେତା ହ୍ରିତିକ୍‌ ରୋଶନ୍‌ଙ୍କ କ୍ଷେତ୍ରରେ ‘ନୋ କିସିଂ’ ନିୟମ ଭାଙ୍ଗିବାକୁ ଯାଉଛନ୍ତି। ସେ କୌଣସି ଫିଲ୍ମରେ କାମ କରିବା ପୂର୍ବରୁ କାହାରିକୁ କିସ୍‌ କରିବେ ନାହିଁ ବୋଲି ଚୁକ୍ତି କରିଥାଆନ୍ତି। ତେବେ ହ୍ରିତିକ୍‌ଙ୍କ ପାଇଁ ସେ ଏହି ନିୟମ ଭାଙ୍ଗିଦେବେ ବୋଲି କହିଛନ୍ତି। 

ଶହେ ଜଣ କନ୍ୟାଙ୍କୁ ଏକ ଲକ୍ଷ ଲେଖାଁ ଟଙ୍କା ଦାନ କଲେ ଅକ୍ଷୟ

ଶହେ ଜଣ କନ୍ୟାଙ୍କୁ ଏକ ଲକ୍ଷ ଲେଖାଁ ଟଙ୍କା ଦାନ କଲେ ଅକ୍ଷୟ

ମୁମ୍ବାଇ,୨।୩: ସବୁବେଳେ ସାମାଜିକ କାମ ପାଇଁ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ବଲିଉଡର ଖିଲାଡି ବୟ ଅକ୍ଷୟ କୁମାର।

ଖ୍ରାଷ୍ଟିଆନ ରୀତିନୀତିରେ ହୋଇପାରେ ମଲାଇକାଙ୍କ ବିବାହ

ଖ୍ରାଷ୍ଟିଆନ ରୀତିନୀତିରେ ହୋଇପାରେ ମଲାଇକାଙ୍କ ବିବାହ

ମୁମ୍ବାଇ: ବେଶ୍‌ କିଛିଦିନ ହେବ ଚର୍ଚ୍ଚାରେ ଅଛନ୍ତି ବଲିଉଡ୍‌ ଲଭ୍‌ ବାର୍ଡ ମଲାଇକା ଆରୋରା ଓ ନାୟକ ଅର୍ଜୁନ କପୁର। ଆସନ୍ତା ମାସରେ ଏମାନେ ବିବାହ କରିପାରନ୍ତି ବୋଲି ଆଲୋଚନା ହେଉଛି।

ପ୍ଲାଷ୍ଟିକ ବ୍ୟବହାର ବନ୍ଦ କରିବାକୁ ପରିଣୀତିଙ୍କ ନିବେଦନ

ପ୍ଲାଷ୍ଟିକ ବ୍ୟବହାର ବନ୍ଦ କରିବାକୁ ପରିଣୀତିଙ୍କ ନିବେଦନ

ନୂଆଦିଲ୍ଲୀ: ଦୈନନ୍ଦିନ ବ୍ୟବହାର କରାଯାଉଥିବା ପ୍ଲାଷ୍ଟିକ୍‌ ବନ୍ଦ କରିବାକୁ ବଲିଉଡ୍‌ ଅଭିନେତ୍ରୀ ପରିଣୀତି ଚୋପ୍ରା ଲୋକଙ୍କୁ ନିବେଦନ କରିଛନ୍ତି। ଗୁରୁବାର ‘ବେହତର ଇଣ୍ଡିଆ କ୍ୟାମ୍ପେନ୍‌’ର ଚୂଡ଼ାନ୍ତ ସଂସ୍କରଣରେ ପ୍ଲାଷ୍ଟିକ୍‌ର ଗୁରୁତର ପ୍ରଭାବ ବିଷୟରେ ସେ ମନ୍ତବ୍ୟ ଦେଇଥିଲେ। ପରିଣୀତି ଏହି କାର୍ଯ୍ୟକ୍ରମର ବ୍ରାଣ୍ଡ ଆମ୍ବାସାଡର ଅଛନ୍ତି।

ଓ୍ବିଙ୍ଗ କମାଣ୍ଡରଙ୍କ ଘର ବାହୁଡାକୁ ଅପେକ୍ଷା କରିଛି ବଲିଉଡ୍‌: ଅମିତାଭ ଲେଖିଲେ ‘ଆପଣଙ୍କୁ ଅଭିନନ୍ଦନ’

ଓ୍ବିଙ୍ଗ କମାଣ୍ଡରଙ୍କ ଘର ବାହୁଡାକୁ ଅପେକ୍ଷା କରିଛି ବଲିଉଡ୍‌: ଅମିତାଭ ଲେଖିଲେ ‘ଆପଣଙ୍କୁ ଅଭିନନ୍ଦନ’

ମୁମ୍ବାଇ,୧।୩: ଭାରତୀୟ ବାୟୁସେନାର ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଥମାନଙ୍କ ଘର ବାହୁଡାକୁ ସମସ୍ତେ ଅପେକ୍ଷା ରଖିଛନ୍ତି। ଏହାକୁ ନେଇ ବିଗ୍‌ ବି ଅମିତାଭ ଟୁଇଟ୍‌ କରି ଲେଖିଛନ୍ତି, ‘ଆପଣଙ୍କୁ ଅଭିନନ୍ଦନ’।

ଶହୀଦଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କା ଦାନ କଲେ ଅକ୍ଷୟ

ଶହୀଦଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କା ଦାନ କଲେ ଅକ୍ଷୟ

ମୁମ୍ବାଇ,୧।୩: ବଲିଉଡ୍‌ ଖିଲାଡି ବୟ ଅକ୍ଷୟ କୁମାରଙ୍କ ବଦାନ୍ୟତାର ପରିଚୟ ମିଳିଛି। ପୁଲଓ୍ବାମା ଆକ୍ରମଣରେ ଶହୀଦ ହୋଇଥିବା ସିଆର୍‌ପିଏଫ୍‌ ଯବାନ ଜିତ ରାମ ଗୁର୍ଜରଙ୍କ ପରିବାରକୁ ଅକ୍ଷୟ ୧୫ ଲକ୍ଷ ଟଙ୍କା ଦାନ କରିଛନ୍ତି।

ଲିଭ୍‌ ଇନ୍‌ରେ ରହିବାକୁ ମା’ ଦେଲେ ଅନୁମତି!

ଲିଭ୍‌ ଇନ୍‌ରେ ରହିବାକୁ ମା’ ଦେଲେ ଅନୁମତି!

ମୁମ୍ବାଇ,୨୮।୨: ବଲିଉଡ୍‌ରେ ରିଲିଜ୍‌ ଅପେକ୍ଷାରେ ରହିଛି କ୍ରିତି ସାନନ୍‌ ଓ କାର୍ତ୍ତିକ୍‌ ଆର୍ୟନଙ୍କ ଅଭିନୀତ ଫିଲ୍ମ। ହେଲେ ଏବେଠାରୁ ଏମାନେ ଏହାକୁ ନେଇ ଆସିଲେଣି ଚର୍ଚ୍ଚାକୁ। ଫିଲ୍ମର କାହାଣୀ ଲିଭ୍‌ ଇନ୍‌ ରିଲେସନଶିପ ଉପରେ ଆଧାରିତ।

ମା’ଙ୍କ ସହ ନଜର ଆସିଲେ ସାରା ଅଲ୍ଲୀ ଖାନ

ମା’ଙ୍କ ସହ ନଜର ଆସିଲେ ସାରା ଅଲ୍ଲୀ ଖାନ

ମୁମ୍ବାଇ,୨୮।୨: ବି ଟାଉନରେ ସବୁବେଳେ ଚର୍ଚ୍ଚାରେ ରହୁଥିବା ବଲିଉଡର ନବାଗତା ଅଭିନେତ୍ରୀ ସାରା ଅଲ୍ଲୀ ଖାନଙ୍କୁ ମୁମ୍ବାଇରେ ସ୍ପଟ କରାଯାଇଛି।  ମା’ ଅମୃତା ସିଂହଙ୍କ ସହ ସାରା ମୁମ୍ବାଇର ଏକ ବିୟୁଟି ପାର୍ଲର ସାମନାରେ ନଜର ଆସିଛନ୍ତି।

ବିନ୍‌ଦାସ ଦୀପକ

ବିନ୍‌ଦାସ ଦୀପକ

ଆଶା କାହାର ନ ଥାଏ କହିଲେ? ଯେତେବେଳେ ତାହା ପୂରଣ ହୋଇଯାଏ ସେତେବେଳେ ଖୁସି କହିଲେ ନ ସରେ। ଆଉ ସେଥିରୁ ଦୀପକ ବାଦ୍‌ ବା ପଡ଼ନ୍ତେ କିପରି? ନିକଟରେ ତାଙ୍କର ଏପରି ଏକ ଆଶା ପୂରଣ ହେବା ପରେ ସେ ଖୁସିରେ ଉଛୁଳୁଛନ୍ତି।

ଦୋଛକିରେ ପଡ଼ିଛନ୍ତି ଈଶାନ

ଦୋଛକିରେ ପଡ଼ିଛନ୍ତି ଈଶାନ

ନବାଗତ ଈଶାନ ଖଟ୍ଟର। ‘ଧଡକ୍‌’ ସିନେମାରୁ ସେ ତାଙ୍କର ବଲିଉଡ୍‌ ଜର୍ନି ଆରମ୍ଭ କରିଛନ୍ତି। ନିକଟରେ ସେ ଦୋଛକିରେ ପଡିଯାଇଛନ୍ତି। ପୁଣି ଏମିତି ଏଣୁ ମାରିଲେ ଗୋହତ୍ୟା ତେଣୁ ମାରିଲେ ବ୍ରହ୍ମହତ୍ୟା। 

ରେହନୁମା ରେହନୁମା..

ରେହନୁମା ରେହନୁମା..

ନିର୍ମାଣାଧୀନ ଓଡ଼ିଆ ସିନେମା ‘ବିଶ୍ୱରୂପ’ରେ ସଂଯୋଜିତ ଗୀତ ‘ରେହନୁମା ରେହନୁମା’କୁ ନେଇ ଚର୍ଚ୍ଚା। 

ବ୍ୟସ୍ତ ଅଛନ୍ତି ରଣବୀର

ବ୍ୟସ୍ତ ଅଛନ୍ତି ରଣବୀର

ରଣବୀର ସିଂଙ୍କ ପାଖରେ ଏବେ ଟାଇମ୍‌ ନାହିଁ। କାରଣ ପ୍ରସ୍ତୁତିରେ ଏବେ ସମୟ ବିତି ଯାଉଛି। କ’ଣ ପାଇଁ ଜାଣନ୍ତି ?

ଶ୍ରଦ୍ଧାଙ୍କ ଫରେନ ଟୁର୍‌

ଶ୍ରଦ୍ଧାଙ୍କ ଫରେନ ଟୁର୍‌

ଶ୍ରଦ୍ଧା କପୁର ଏବେ ଲଣ୍ଡନରେ ଡେରା ପକାଇଛନ୍ତି। ଠାକୁର ଦେଖାକୁ କଦଳୀ ଖିଆ ପରି ଯେଉଁ କାମ ପାଇଁ ସେଠାକୁ ଯାଇଛନ୍ତି ତାହା ତ ହେଉଛି, ତା’ସହ ବୁଲାବୁଲି ପୁଣି ଶପିଂ ବି ଚାଲିଛି।