ମନୋରଞ୍ଜନ

୧୬ ବର୍ଷ ବୟସରେ ବୋହୂ ସାଜିଥିଲେ କାଞ୍ଚି ସିଂହ: ଏବେ ରିଲ୍‌ ଭାଇଙ୍କ ପ୍ରେମରେ

୧୬ ବର୍ଷ ବୟସରେ ବୋହୂ ସାଜିଥିଲେ କାଞ୍ଚି ସିଂହ: ଏବେ ରିଲ୍‌ ଭାଇଙ୍କ ପ୍ରେମରେ

ଟିଭି କଳାକାର କୌଣସି ବଲିଉଡ୍‌ କଳାକାରଙ୍କଠାରୁ କୌଣସି ଗୁଣରେ କମ୍‌ ନୁହନ୍ତି। ସେମାନେ ନିଜକୁ ଫିଟ୍‌ ରଖିବା ପାଇଁ ସବୁପ୍ରକାର ପରିଶ୍ରମ କରୁଛନ୍ତି। ଟିଭି କଳାକାରଙ୍କୁ ବଲିଉଡ୍‌ରେ ଡେରିରେ ଅଥବା କେବେ ବି କାମ ନ ମିଳିଲେ ମଧ୍ୟ ସେମାନେ ନିଜର ସୌନ୍ଦର୍ଯ୍ୟ ଦ୍ୱାରା ଷ୍ଟାରଡମ୍‌ ପାଇଥାନ୍ତି।

ରଣବିର ମୋ’ର ନ ଥିଲେ, ଯିଏ ମୋ ପାଇଁ ଗଢ଼ା ହୋଇଥିବ ସେ ମୋତେ ମିଳିଯିବ: କଟ୍ରିନା

ରଣବିର ମୋ’ର ନ ଥିଲେ, ଯିଏ ମୋ ପାଇଁ ଗଢ଼ା ହୋଇଥିବ ସେ ମୋତେ ମିଳିଯିବ: କଟ୍ରିନା

ବମ୍ବେ: ରଣବିରଙ୍କଠାରୁ ଅଲଗା ହେବା ପରେ ପୁରାପୁରି ଭାଙ୍ଗି ପଡ଼ିଥିଲେ ବଲିଉଡ୍‌ ଡିଭା କଟ୍ରିନା କୈଫ। ସେ ନିଜକୁ ଅଭିନୟଠାରୁ ଦୂରେଇ ଦେଇଥିଲେ। ରଣବିରଙ୍କୁ ଭୁଲିବା ଲାଗି ତାଙ୍କୁ ଅନେକ ସମୟ ଲାଗିଥିଲା।

ୟୁଟ୍ୟୁବ୍‌ରେ ‘ଗ୍ୟାଙ୍ଗନମ୍‌ ଷ୍ଟାଇଲ୍‌’ର ରେକର୍ଡ ଭାଙ୍ଗିଲା ଏହି ଗୀତ

ୟୁଟ୍ୟୁବ୍‌ରେ ‘ଗ୍ୟାଙ୍ଗନମ୍‌ ଷ୍ଟାଇଲ୍‌’ର ରେକର୍ଡ ଭାଙ୍ଗିଲା ଏହି ଗୀତ

ଦକ୍ଷିଣ କୋରିଆର ପପ୍‌ ବ୍ରାଣ୍ଡ ‘ବ୍ଲାକ୍‌ ପିଙ୍କ୍‌’ର ଗୀତ ‘କିଲ୍‌ ଦିଲ୍‌ ଲଭ୍‌’ ସବୁଠାରୁ କମ୍‌ ସମୟ ମଧ୍ୟରେ ୟୁଟ୍ୟୁବ୍‌ରେ ୧୦ କୋଟି ଦର୍ଶକ ହୋଇଛନ୍ତି। ଏହି ବ୍ରାଣ୍ଡ ‘ଗ୍ୟାଙ୍ଗନମ୍‌ ଷ୍ଟାଇଲ୍‌’ରୁ ଚର୍ଚ୍ଚାକୁ ଆସିଥିବା ପପ୍‌ଷ୍ଟାର ‘ସାଇ’ଙ୍କ ରେକର୍ଡ ମଧ୍ୟ ଭାଙ୍ଗି ଦେଇଛି। 

 ଆଜି ପର୍ଯ୍ୟନ୍ତ ପଶ୍ଚାତ୍ତାପ କରୁଛନ୍ତି ବିବେକ

ଆଜି ପର୍ଯ୍ୟନ୍ତ ପଶ୍ଚାତ୍ତାପ କରୁଛନ୍ତି ବିବେକ

ବଲିଉଡ୍‌ ଅଭିନେତା ବିବେକ ଓବରୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ୍‌କୁ ନେଇ ଏବେ ଖୁବ୍‌ ଚର୍ଚ୍ଚାରେ। ତେବେ ବିବେକ ବଲିଉଡ୍‌ର ଏକ ସିନେମାକୁ ନେଇ ଆଜି ପର୍ଯ୍ୟନ୍ତ ଦୁଃଖ ପ୍ରକାଶ କରୁଛନ୍ତି।

ସତରେ କ’ଣ ଶ୍ରୁତି ହାସନଙ୍କର ହୋଇଗଲା ବ୍ରେକ୍‌ଅପ୍‌!

ସତରେ କ’ଣ ଶ୍ରୁତି ହାସନଙ୍କର ହୋଇଗଲା ବ୍ରେକ୍‌ଅପ୍‌!

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଶ୍ରୁତି ହାସନ ଓ ତାଙ୍କର ଇଟାଲିୟନ୍‌ ପୁରୁଷ ବନ୍ଧୁ ମାଇକେଲ କୋରସେଲଙ୍କ ମଧ୍ୟରେ ବ୍ରେକ୍‌ଅପ୍‌ ହୋଇଥିବା ଖବର ଶୁଣିବାକୁ ମିଳୁଛି।

ମୋତେ ମୋ’ ଯୋଗ୍ୟତା ଅନୁଯାୟୀ କାମ ମିଳେ, ସଲମାନଙ୍କ ଭାଇ ବୋଲି ନୁହେଁ: ଅରବାଜ ଖାନ୍‌

ମୋତେ ମୋ’ ଯୋଗ୍ୟତା ଅନୁଯାୟୀ କାମ ମିଳେ, ସଲମାନଙ୍କ ଭାଇ ବୋଲି ନୁହେଁ: ଅରବାଜ ଖାନ୍‌

ବମ୍ବେ: ବଲିଉଡ୍‌ ଅଭିନେତା ଭାବେ ସଲମାନ ସଫଳତାର ଶୀର୍ଷରେ ପହଞ୍ଚିଥିବା ବେଳେ ଅନ୍ୟ ଦୁଇ ଭାଇ ଅରବାଜ ଏବଂ ସୋହେଲ ସେତେଟା ସଫଳ ହୋଇପାରିନାହାନ୍ତି। ଏପରିକି ଅରବାଜ ଏବଂ ସୋହେଲଙ୍କ କ୍ୟାରିଅର ପଛରେ ସଲମାନଙ୍କ ବଡ଼ ହାତ ରହିଥିବା କୁହାଯାଏ। 

‘ଲୁକାଛୁପ୍ପି’ ନିର୍ଦ୍ଦେଶକ-ପ୍ରଯୋଜକଙ୍କ ସହ ପୁଣି କାମ କରିବେ କ୍ରୀତି; କାହାଣୀର ପୃଷ୍ଠଭୂମି ରହିବ ସରୋଗେସି

‘ଲୁକାଛୁପ୍ପି’ ନିର୍ଦ୍ଦେଶକ-ପ୍ରଯୋଜକଙ୍କ ସହ ପୁଣି କାମ କରିବେ କ୍ରୀତି; କାହାଣୀର ପୃଷ୍ଠଭୂମି ରହିବ ସରୋଗେସି

ବମ୍ବେ: ଚଳଚ୍ଚିତ୍ର ‘ଲୁକାଛୁପ୍ପି’ ଅନେକ ସଫଳତା ଆଣି ଦେଇଛି ଅଭିନେତ୍ରୀ କ୍ରୀତି ସାନନ ଏବଂ ଅଭିନେତା କାର୍ତ୍ତିକ ଆର୍ୟନଙ୍କ ଜୀବନରେ। 

‘ପିଏମ୍‌ ନରେନ୍ଦ୍ର ମୋଦି’ ବାଓପିକ୍‌ ଫିଲ୍ମ ରିଲିଜ୍‌ ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ

‘ପିଏମ୍‌ ନରେନ୍ଦ୍ର ମୋଦି’ ବାଓପିକ୍‌ ଫିଲ୍ମ ରିଲିଜ୍‌ ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ୧୬।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୀବନୀ ଉପରେ ଆଧାରିତ ବାୟୋପିକ ଫିଲ୍ମ ‘ପିଏମ ନରେନ୍ଦ୍ର ମୋଦି’ ରିଲିଜ୍‌ ଉପରେ ଶୁକ୍ରବାର ରୋକ ଲଗାଇଛନ୍ତି ସୁପ୍ରିମକୋର୍ଟ। 

ମାଧୁରୀଙ୍କ ଏହି କାମରେ ଖୁସି ହେଲେ ଆମିର: ସୋସିଆଲ ମିଡିଆରେ କଲେ ଧନ୍ୟବାଦ

ମାଧୁରୀଙ୍କ ଏହି କାମରେ ଖୁସି ହେଲେ ଆମିର: ସୋସିଆଲ ମିଡିଆରେ କଲେ ଧନ୍ୟବାଦ

ବଲିଉଡ୍‌ର ମିଷ୍ଟର ପରଫେକ୍ଟନିଷ୍ଟ ଆମିର ଖାଁ ଅଭିନୟ ବ୍ୟତୀତ ସମାଜସେବା ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି।

କରୀନା ଖୋଲିଲେ ପ୍ରେମପେଡ଼ି, କହିଲେ କେବଳ ସୈଫଙ୍କୁ ଦେଖିଥିଲେ, ଦୁଇଟି ପିଲାର ପିତାଙ୍କୁ ନୁହଁ

କରୀନା ଖୋଲିଲେ ପ୍ରେମପେଡ଼ି, କହିଲେ କେବଳ ସୈଫଙ୍କୁ ଦେଖିଥିଲେ, ଦୁଇଟି ପିଲାର ପିତାଙ୍କୁ ନୁହଁ

ବଲିଉଡ୍‌ରେ କରୀନା କପୁର ଏବଂ ସୈଫ ଅଲ୍ଲୀ ଖାନ୍‌ଙ୍କୁ କୁଲ୍‌  କପଲ କୁହାଯାଏ। ୨୦୧୨ରେ ସେମାନଙ୍କ ବିବାହ ହୋଇଥିଲା।  ୮ ବର୍ଷ ପରେ କରୀନା ତାଙ୍କ ପ୍ରେମପେଡ଼ି ଖୋଲିଛନ୍ତି।

ବିନା ଗ୍ଲିସେରିନ୍‌ରେ କାନ୍ଦନ୍ତି ଏହି ଅଭିନେତ୍ରୀ, ବିବାହ ପରେ ବଲିଉଡ୍‌ରେ କରିଥିଲେ ଏଣ୍ଟ୍ରି

ବିନା ଗ୍ଲିସେରିନ୍‌ରେ କାନ୍ଦନ୍ତି ଏହି ଅଭିନେତ୍ରୀ, ବିବାହ ପରେ ବଲିଉଡ୍‌ରେ କରିଥିଲେ ଏଣ୍ଟ୍ରି

ଅଭିନେତ୍ରୀ ମୌସୁମୀ ଚାଟାର୍ଜୀ ୬୦-୭୦ ଦଶକରେ ହିନ୍ଦୀ ଏବଂ ବଙ୍ଗଳା ଫିଲ୍ମରେ ଅଭିନୟ କରି ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ। ୧୬ ବର୍ଷ ବୟସରୁ ମୌସୁମୀ ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ। 

କ୍ରିକେଟ ଖେଳିଲେ ଇରଫାନ୍‌

କ୍ରିକେଟ ଖେଳିଲେ ଇରଫାନ୍‌

ବଲିଉଡ ଅଭିନେତା ଇରଫାନ ଖାନ୍‌ କ୍ରିକେଟ ଖେଳିଛନ୍ତି। ରିୟଲ ନୁହେଁ ରିଲରେ କ୍ରିକେଟରେ ଖେଳିଛନ୍ତି ଇରଫାନ୍‌।

ବୟଫ୍ରେଣ୍ଡ୍‌ଙ୍କ ସହ ଘରଛାଡ଼ି ପଳେଇବାକୁ ଚାହାନ୍ତି ସୁସ୍ମିତା

ବୟଫ୍ରେଣ୍ଡ୍‌ଙ୍କ ସହ ଘରଛାଡ଼ି ପଳେଇବାକୁ ଚାହାନ୍ତି ସୁସ୍ମିତା

ପୂର୍ବତନ ମିସ୍‌ ୟୁନିଭର୍ସ ତଥା ଅଭିନେତ୍ରୀ ସୁସ୍ମିତା ସେନ୍‌ ବ୍ରୟଫ୍ରେଣ୍ଡ ରେହମାନ୍‌ ଶାଲଙ୍କ ସହ ଏକ ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ନିୟୁର୍କରେ ଥିବା ସୁସ୍ମିତା ଫ୍ୟାନ୍ସଙ୍କୁ ଜଣାଇବା ପାଇଁ ଏହି ଫଟୋ ଶେୟାର କରିଛନ୍ତି। 

‘ଅଂଗ୍ରେଜୀ ମିଡିୟମ’ରେ ଅଭିନୟ କରିବେ

‘ଅଂଗ୍ରେଜୀ ମିଡିୟମ’ରେ ଅଭିନୟ କରିବେ

ମୁମ୍ବାଇ: ଅଭିନେତ୍ରୀ କରିନା କପୁର ଖାନ୍‌ ‘ଅଂଗ୍ରେଜୀ ମିଡିୟମ’ରେ ଜଣେ ପୋଲିସ ଭୂମିକାରେ ଅଭିନୟ କରିବେ। 

ପ୍ରଥମ ଫିଲ୍ମ ରିଲିଜ୍‌ ପୂର୍ବରୁ ପ୍ରିୟାଙ୍କୁ ମିଳିଲା ଦ୍ୱିତୀୟ ବଲିଉଡ୍‌ ସିନେମା, ସତ୍ୟ ଘଟଣା ଉପରେ ଆଧାରିତ କାହାଣୀ ‘ଲଭ୍‌ ହୈକର୍ସ’

ପ୍ରଥମ ଫିଲ୍ମ ରିଲିଜ୍‌ ପୂର୍ବରୁ ପ୍ରିୟାଙ୍କୁ ମିଳିଲା ଦ୍ୱିତୀୟ ବଲିଉଡ୍‌ ସିନେମା, ସତ୍ୟ ଘଟଣା ଉପରେ ଆଧାରିତ କାହାଣୀ ‘ଲଭ୍‌ ହୈକର୍ସ’

ପ୍ରିୟା ପ୍ରକାଶ ଓ୍ବାରିୟରଙ୍କୁ କିଏ ବା ଜାଣେ! ମାଲାୟଲମ୍‌ ଫିଲ୍ମ ‘ଔର ଉଦାର ଲଭ୍‌’ର ଏକ ଦୃଶ୍ୟରୁ ସେ ରାତାରାତି ଲାଇମ୍‌ଲାଇଟ୍‌କୁ ଆସିଥିଲେ। ଏହା ପରେ ତାଙ୍କୁ ମିଳିଲା ବଲିଉଡ୍‌ ଫିଲ୍ମ ‘ଶ୍ରୀଦେବୀ ବଙ୍ଗ୍‌ଲୋ’ରେ ଅଫର। ଏହା ପ୍ରିୟାଙ୍କ ବଲିଉଡ୍‌ ଡେବ୍ୟୁ ଫିଲ୍ମ। 

୨୦୧୯ ସାଧାରଣ ନିର୍ବାଚନ: ସନି, ଊର୍ମିଳା, ପ୍ରକାଶ ରାଜଙ୍କ ଡେବ୍ୟୁ, ଦଳ ବଦଳାଇଛନ୍ତି ଅନେକ

୨୦୧୯ ସାଧାରଣ ନିର୍ବାଚନ: ସନି, ଊର୍ମିଳା, ପ୍ରକାଶ ରାଜଙ୍କ ଡେବ୍ୟୁ, ଦଳ ବଦଳାଇଛନ୍ତି ଅନେକ

ବମ୍ବେ: ୨୦୧୯ ସାଧାରଣ ନିର୍ବାଚନକୁ ନେଇ ଦେଶର ରାଜନୀତି ସରଗରମ। ସବୁଥର ଭଳି ଏଥର ମଧ୍ୟ ରାଜନୈତିକ ଦଳଗୁଡ଼ିକରେ କଳାକାରଙ୍କ ଯୋଗଦାନ ଏଥିରେ ତଡ଼କା ଲଗାଇଛି। 

ମା’ଙ୍କ ଆଗ୍ରହ ଯୋଗୁ ଆଲିଆଙ୍କ ସହ ଲିଭ୍‌ ଇନ୍‌ରେ ରହିବେ ରଣବୀର

ମା’ଙ୍କ ଆଗ୍ରହ ଯୋଗୁ ଆଲିଆଙ୍କ ସହ ଲିଭ୍‌ ଇନ୍‌ରେ ରହିବେ ରଣବୀର

ବମ୍ବେ: ପ୍ରଥମେ ପ୍ରେମ ସମ୍ପର୍କ ଆଉ ପରେ ବିବାହକୁ ନେଇ ହେଉଥିଲା ଚର୍ଚ୍ଚା। ମାତ୍ର ଏବେ ଲିଭ୍‌ ଇନ୍‌ରେ ରହିବେ ବଲିଉଡର ନୂଆ ଲଭ୍‌ବାର୍ଡ ଆଲିଆ-ରଣବୀର।

‘ଦବଙ୍ଗ-୩’ରେ ନଜର ଆସିବେ ୨ ଷ୍ଟାର କିଡ୍‌: ଜଣେ ସଲମାନ୍‌ଙ୍କ ଭାଣେଜୀ, ଆଉଜଣେ ମହେଶଙ୍କ ଝିଅ ଅଶ୍ୱାମୀ

‘ଦବଙ୍ଗ-୩’ରେ ନଜର ଆସିବେ ୨ ଷ୍ଟାର କିଡ୍‌: ଜଣେ ସଲମାନ୍‌ଙ୍କ ଭାଣେଜୀ, ଆଉଜଣେ ମହେଶଙ୍କ ଝିଅ ଅଶ୍ୱାମୀ

ସଲମାନ୍‌ ଖାନ୍‌ଙ୍କ ଆଗାମୀ ସିନେମା ‘ଦବଙ୍ଗ-୩’ରେ ଜଣେ ନୁହେଁ  ଦୁଇ ଦୁଇ ଜଣ ଷ୍ଟାର କିଡ୍‌ଙ୍କୁ ଦେଖିବାକୁ ମିଳିପାରେ। ଏହାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି।

ବୟଫ୍ରେଣ୍ଡଙ୍କ ସହ ଅଙ୍କିତା ଲୋଖଣ୍ଡେଙ୍କ ଭିଡିଓ ଭାଇରାଲ

ବୟଫ୍ରେଣ୍ଡଙ୍କ ସହ ଅଙ୍କିତା ଲୋଖଣ୍ଡେଙ୍କ ଭିଡିଓ ଭାଇରାଲ

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ସହ ବ୍ରେକଅପ୍‌ ପରେ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେଙ୍କୁ ମିଳିଯାଇଛନ୍ତି ନୂଆ ବୟଫ୍ରେଣ୍ଡ। ଏହି ଅଭିନେତା ହେଉଛନ୍ତି ବିକି ଜୈନ। ଉଭୟ ଏକ ବିବାହ ପାର୍ଟିରେ ନଜର ଆସିଛନ୍ତି। 

ସଲମାନ-ଦିଶାଙ୍କ ହଟ୍‌ କେମେଷ୍ଟ୍ରି

ସଲମାନ-ଦିଶାଙ୍କ ହଟ୍‌ କେମେଷ୍ଟ୍ରି

ଏଥର ଇଦ୍‌ରେ ସଲମାନ ଖାନ୍‌ ଏବଂ କ୍ୟାଟ୍ରିନା କୈଫଙ୍କ ଅଭିନୀତ ଫିଲ୍ମ ‘ଭାରତ’ ଧୁମ୍‌ ମଚାଇବାକୁ ଯାଉଛି।

ମଲାଇକାଙ୍କ ସହ ବିବାହକୁ ନେଇ ମୁହଁ ଖୋଲିଲେ ଅର୍ଜୁନ: କହିଲେ ଏବେ ମୋତେ ୩୩ ବର୍ଷ, ଶୀଘ୍ର ବିବାହ କରିବାକୁ ଚାହେଁନା

ମଲାଇକାଙ୍କ ସହ ବିବାହକୁ ନେଇ ମୁହଁ ଖୋଲିଲେ ଅର୍ଜୁନ: କହିଲେ ଏବେ ମୋତେ ୩୩ ବର୍ଷ, ଶୀଘ୍ର ବିବାହ କରିବାକୁ ଚାହେଁନା

ବମ୍ବେ: ବି-ଟାଉନର ଚର୍ଚ୍ଚିତ ଲଭ୍‌ବାର୍ଡ ହେଲେ ମଲାଇକା ଅରୋରା ଓ ଅର୍ଜୁନ କପୁର। ପ୍ରତିଦିନ ଉଭୟଙ୍କ ବିଷୟରେ କିଛି ନା କିଛି ରୋଚକ ଖବର ଶୁଣିବାକୁ ମିଳିଥାଏ। ସେ ଡିନର୍‌ ଡେଟ୍‌ରେ ଯାଆନ୍ତୁ ଅଥବା କୌଣସି ପାର୍ଟି ଅଥବା ଫଙ୍କଶନ୍‌ରେ, ସମସ୍ତଙ୍କର ଥାଏ ଉଭୟଙ୍କ ଉପରେ ନଜର। 

ଲୋକ ସଭା ନିର୍ବାଚନ ପରେ ଘୋଷଣା ହେବ ୬୬ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିଜେତାଙ୍କ ନାଁ

ଲୋକ ସଭା ନିର୍ବାଚନ ପରେ ଘୋଷଣା ହେବ ୬୬ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିଜେତାଙ୍କ ନାଁ

ମୁମ୍ବାଇ,୨୫।୪: ଆସନ୍ତା ମେ’ରେ ଲୋକ ସଭା ନିର୍ବାଚନ ଥିବାରୁ ଏହାପରେ ୬୬ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିଜେତାଙ୍କ ନାଁ ଘୋଷରା କରାଯିବ ବୋଲି ବୁଧବାର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସୂଚନା ଦେଇଛି।

ଦୁଇଜଣ କୋଏଲଙ୍କୁ ବିବାହ କରିଥିଲେ ଗାୟକ ଅରିଜିତ୍‌ ସିଂହ

ଦୁଇଜଣ କୋଏଲଙ୍କୁ ବିବାହ କରିଥିଲେ ଗାୟକ ଅରିଜିତ୍‌ ସିଂହ

ବଲିଉଡର ଲୋକପ୍ରିୟ ଗାୟକ ଅରିଜିତ୍‌ ସିଂହ ଗୁରୁବାର ୩୨ବର୍ଷରେ ପଦାର୍ପଣ କରିଛନ୍ତି। 

ଫିଲ୍ମ ‘ଭାରତ’ରେ କ୍ୟାଟ୍ରିନା ବି ଓଲ୍ଡ ଏଜ୍‌ ଚରିତ୍ରରେ ନଜର ଆସିବେ

ଫିଲ୍ମ ‘ଭାରତ’ରେ କ୍ୟାଟ୍ରିନା ବି ଓଲ୍ଡ ଏଜ୍‌ ଚରିତ୍ରରେ ନଜର ଆସିବେ

ମୁମ୍ବାଇ: ବଲିଉଡ୍‌ ଭାଇଜାନ୍‌ ସଲମାନ ଖାଁ ଓ କ୍ୟାଟ୍ରିନ କୈଫଙ୍କ ଅପ୍‌କିମିଙ୍ଗ ଫିଲ୍ମକୁ ନେଇ ଚର୍ଚ୍ଚା ଜାରି ରହିଛି। ଫିଲ୍ମ ‘ଭାରତ’ରେ ଉଭୟେ ନଜର ଆସୁଥିବା ବେଳେ ଏମାନଙ୍କର ଭିନ୍ନ ଗେଟ୍‌ଅପ୍‌ ଏବେ ଦର୍ଶକଙ୍କ ପାଇଁ କିଛି ଭିନ୍ନ ସ୍ବାଦ ଆଣିବ ବୋଲି କୁହାଯାଉଛି।