ଜୀବନଚର୍ଯ୍ୟା

ହେପାଟାଇଟିସ୍‌ ଭାଇରସ ସଂକ୍ରମଣ କରେ ଟାଟୁ

ହେପାଟାଇଟିସ୍‌ ଭାଇରସ ସଂକ୍ରମଣ କରେ ଟାଟୁ

ହେପାଟାଇଟିସ୍‌ ଏକ ମାରାତ୍ମକ ରୋଗ। ପ୍ରାରମ୍ଭରୁ ଏହାର ଠିକ ଭାବରେ ଚିକିତ୍ସା ନ କଲେ ତାହା ପ୍ରାଣନାଶକ ସାଜିଥାଏ। ଏହାର ଭାଇରସ ସଂକ୍ରମଣ କରିବାରେ ଟାଟୁର ଭୂମିକା ରହିଛି ବୋଲି ଲଣ୍ଡନ ୟୁନିଭର୍ସିଟି ପକ୍ଷରୁ ହୋଇଥିବା ଗବେଷଣାରୁ ଜାଣିବାକୁ ମିଳିଛି। ଆଜିକାଲି ଯୁବପିଢ଼ି ଟାଟୁ କରିବା ଏକ ଫ୍ୟାଶନରେ ପରିଣତ ହୋଇଗଲାଣି। 

ପୁରୁଷଙ୍କ ଅପ୍ରଜନନତା

ପୁରୁଷଙ୍କ ଅପ୍ରଜନନତା

”ପୁରୁଷଙ୍କ କ୍ଷେତ୍ରରେ ଅପ୍ରଜନନତା ଅସାଧାରଣ ଶୁକ୍ର ଉପତ୍ାଦନ କିମ୍ବା ନିମ୍ନମାନର ଶୁକ୍ର ନିର୍ଗମନ ଯୋଗୁଁ ହୋଇଥାଏ। ପୁରୁଷମାନଙ୍କଠାରେ ଶୁକ୍ର ଉପତ୍ାଦନ ଓ ବିକାଶରେ କୌଣସି ଅସୁବିଧା ନ ଥାଇପାରେ, କିନ୍ତୁ ଗଠନ ତଥା ନିର୍ଗମନ ସମସ୍ୟା ସୁସ୍ଥ ଶୁକ୍ରାଣୁଯୁକ୍ତ ନିର୍ଗମନ ଫ୍ଲୁଇଡ଼ମାନଙ୍କୁ ପ୍ରଜନନ ହୋଇପାରୁଥିବା ଫାଲୋପିଆନ୍‌ ଟ୍ୟୁବ୍‌ରେ ପହଞ୍ଚତ୍ବାରେ ବଧା ଦେଇଥାଏ। କମ୍‌ ପରିମାଣର ଶୁକ୍ର, ଶୁକ୍ରାଣୁ ନିର୍ଗମନରେ ସମସ୍ୟାକୁ ଦର୍ଶାଇଥାଏ। ପ୍ରାୟତଃ ପୁରୁଷଙ୍କଠାରେ ଅପ୍ରଜନନତାର ସଂକେତଗୁଡ଼ିକ ଗୁରୁତ୍ୱପର୍ଣ୍ଣ ।“ 

ଗହଳି ସ୍ଥାନ ଓ ମେଦବହୁଳତା

ଗହଳି ସ୍ଥାନ ଓ ମେଦବହୁଳତା

ମେଦବହୁଳତା ବା ଓଜନ ବୃଦ୍ଧି ଏବେ ଏକ ସାଧାରଣ ସମସ୍ୟାରେ ପରିଣତ ହୋଇଗଲାଣି। ଆବଶ୍ୟକତାଠାରୁ ଅଧିକ ଖାଇବା, ଅଧିକ ପରିମାଣରେ ଜଙ୍କ ଫୁଡ୍‌ ତେଲଯୁକ୍ତ ଖାଦ୍ୟ ଖାଇବା ସାଧାରଣତଃ ଓଜନ ବଢ଼ାଇବାରେ ସାହାଯ୍ୟ କରିଥାଏ। ଅନ୍ୟପକ୍ଷରେ ମେଦବୃଦ୍ଧି ଯୋଗୁ ହୃଦ୍‌ରୋଗ, ବ୍ଲଡପ୍ରେସର ପରି ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ। 

ସଚେତନ ହେଲେ ଘାତକ ହୁଏନି ଡାଇବେଟିସ୍‌...

ସଚେତନ ହେଲେ ଘାତକ ହୁଏନି ଡାଇବେଟିସ୍‌...

ଡାଇବେଟିସ୍‌ ସମସ୍ୟାକୁ ସମୂଳେ ନାଶ କରିବା ହୁଏତ ଅସମ୍ଭବ, କିନ୍ତୁ ସଚେତନତା ଅବଲମ୍ବନ କରାଗଲେ ଏଥିରୁ ସୃଷ୍ଟି ହେବାକୁ ଥିବା ପ୍ରାଣଘାତକ ସମସ୍ୟାରୁ ରକ୍ଷା ମିଳିଥାଏ।  ଏହିରୋଗ ବେଳେବେଳେ ବଂଶାନୁକ୍ରମିକ ହୋଇଥାଏ ବୋଲି ଚିକିତ୍ସକ କହିଥାନ୍ତି। 

ଜାଣନ୍ତୁ ବାଦାମ କ୍ଷୀରର ଉପକାରୀ ଗୁଣ ସମ୍ପର୍କରେ.....

ଜାଣନ୍ତୁ ବାଦାମ କ୍ଷୀରର ଉପକାରୀ ଗୁଣ ସମ୍ପର୍କରେ.....

ସମସ୍ତେ ଜାଣନ୍ତି କ୍ଷୀର ପିଇବା ସ୍ବାସ୍ଥ୍ୟ ପକ୍ଷେ ହିତକର। ଏଥିରୁ ଆମକୁ ଶକ୍ତି ମିଳିଥାଏ। କ୍ଷୀରରୁ ପ୍ରଚୁର ପରିମାଣରେ କ୍ୟାଲସିୟମ ଓ ନ୍ୟୁଟ୍ରିଶନ ମିଳିଥାଏ। ସେହିପରି ବାଦାମ ଦ୍ୱାରା ମଧ୍ୟ ମସ୍ତିଷ୍କ ଶକ୍ତ ହେବା ସହିତ ସୁନ୍ଦରତା ବୃଦ୍ଧି ହୋଇଥାଏ। ଯଦି ଏହି କ୍ଷୀର ଏବଂ ବାଦାମରୁ ପ୍ରସ୍ତୁତ ବାଦାମ କ୍ଷୀର ପିଆଯାଏ ତେବେ ଏଥିରୁ ମିଳୁଥିବା ଶକ୍ତି ମଧ୍ୟ ଦ୍ୱିଗୁଣିତ ହୋଇଯାଏ।

ଫଙ୍ଗାଲ୍‌ ଇନ୍‌ଫେକ୍ସନ୍‌ ହେଉଥିଲେ...

ଫଙ୍ଗାଲ୍‌ ଇନ୍‌ଫେକ୍ସନ୍‌ ହେଉଥିଲେ...

କେବେକେବେ ଦେହରେ କୌଣସି ସ୍ଥାନ କୁଣ୍ଡାଇ ହେବା ସମସ୍ୟା ଅନେକଙ୍କଠାରେ ଦେଖା ଦେଇଥାଏ। ଆଉ ଯଦି ଏହି କୁଣ୍ଡାଇବା ଜଙ୍ଘରେ ହୁଏ, ତା’ ପୁଣି କୌଣସି ସାର୍ବଜନୀନ ସ୍ଥାନ କିମ୍ବା ସର୍ବସମ୍ମୁଖରେ; ତେବେ ନା କହି ହୁଏ ନା ସହିହୁଏ। ଏ ସମୟରେ ଖୋଜାପଡେ ଟଏଲେଟ୍‌ ଅବା କୌଣସି ଫାଙ୍କା ସ୍ଥାନ। ହେଲେ ସର୍ବଦା ଏହି ସମସ୍ୟାର ବିକଳ୍ପ ଏହା ନୁହେଁ, ତେଣୁ ଏହାର କାରଣ ଜାଣିବା ସହ ଯଥା ସମୟରେ ପ୍ରତିକାର କରିବା ଆବଶ୍ୟକ...   

ଫନି ଓ୍ବିଣ୍ଟର କ୍ୟାପ୍‌

ଫନି ଓ୍ବିଣ୍ଟର କ୍ୟାପ୍‌

ଶୀତଦିନ ଆସିଲେ ଶୀତବସ୍ତ୍ରର ଚାହିଦା ବେଶ୍‌ ବଢ଼ିଯାଏ। ଆଉ ଏହି ଚାହିଦାକୁ ଦେଖି ମାର୍କେଟ୍‌କୁ ପ୍ରତିବର୍ଷ କିଛି ନା କିଛି ନୂଆ ଡିଜାଇନର ଶୀତବସ୍ତ୍ର ଆସିଥାଏ। ତେଣିକି ସେ ସ୍ବେଟର ହେଉ ଅବା ଓ୍ବିଣ୍ଟର କୋଟ୍‌, ଜ୍ୟାକେଟ୍‌, ସ୍କାର୍ଫ କିମ୍ବା ଓ୍ବିଣ୍ଟର କ୍ୟାପ୍‌ ଇତ୍ୟାଦି। କିନ୍ତୁ ବେଳେବେଳେ ଏମିତି କିଛି ଡିଜାଇନର ଶୀତବସ୍ତ୍ର ଆସେ, ଯାହା ଲାଗେ ଖୁବ୍‌ ଅଜବ। ତେଣୁ ଏଠାରେ ସେମିତି କିଛି ଫନି ଓ୍ବିଣ୍ଟର କ୍ୟାପ୍‌ ସମ୍ପର୍କରେ ଉଲ୍ଲେଖ କରାଗଲା...

ଶୀତ ଦିନ କଅଁଳ ଖରାରେ ବସନ୍ତୁ ଅଧଘଣ୍ଟା; ମିଳିବ ଏସବୁ ଫାଇଦା...

ଶୀତ ଦିନ କଅଁଳ ଖରାରେ ବସନ୍ତୁ ଅଧଘଣ୍ଟା; ମିଳିବ ଏସବୁ ଫାଇଦା...

ଶୀତଦିନ କଅଁଳ ଖରା ଶରୀର ପାଇଁ  ବେଶ୍‌ ଲାଭଦାୟକ। ଏହା ଦ୍ୱାରା ରକ୍ତ ସଞ୍ଚାଳନ ସ୍ବାଭାବିକ ହୋଇଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ହୋଇଛି। ସେହିପରି କଅଁଳ ଖରାରେ ଥିବା  ଭିଟାମିନ୍‌ ଡି ଆଣ୍ଠୁଗଣ୍ଠି ସମସ୍ୟା ଦୂର କରେ। 

ନିୟମିତ ଖାଆନ୍ତୁ ପାନ ମିଳିବ ଏସବୁ ଫାଇଦା

ନିୟମିତ ଖାଆନ୍ତୁ ପାନ ମିଳିବ ଏସବୁ ଫାଇଦା

ପାନକୁ ବିଭିନ୍ନ ଢଙ୍ଗରେ ଖିଆଯାଇଥାଏ। କେହି କେହି ଖାଲି ପାନ ସହ ଗୁଆ ଖାଇବାକୁ ପସନ୍ଦ କରନ୍ତି ତ ଆଉ କେହି ବିନା ଚୂନରେ ପାନ ଖାଇଥାଆନ୍ତି। ତେବେ ଶୀତଦିନେ ଦେଖାଯାଉଥିବା କିଛି ସାଧାରଣ ସମସ୍ୟାକୁ ଠିକ୍‌ କରିଥାଏ ପାନ। ଆୟୁର୍ବେଦ ଅନୁଯାୟୀ, ପାନରେ ରହିଛି ଅନେକ ଔଷଧୀୟ ଗୁଣ।

ଦିନରେ ୩ ଥର ପିଅନ୍ତୁ ଉଷୁମ ପାଣି, ମିଳିବ ଏସବୁ ଫାଇଦା...

ଦିନରେ ୩ ଥର ପିଅନ୍ତୁ ଉଷୁମ ପାଣି, ମିଳିବ ଏସବୁ ଫାଇଦା...

ଶରୀର ପାଇଁ ଉଷୁମ ପାଣି ଚିକିତ୍ସା ବେଶ୍‌ ଉପଯୋଗୀ ସାବ୍ୟସ୍ତ ହୋଇଥାଏ। ଏହାଦ୍ୱାରା ରକ୍ତ ସଞ୍ଚାଳନ ପ୍ରକିୟା ସ୍ବାଭାବିକ ହେବା ସହିତ ହାର୍ଟ ଆଟାକ୍‌ ହେବାର ଆଶଙ୍କା ଦୂର ହୋଇଥାଏ।

କେମିତି ପ୍ରସ୍ତୁତ କରିବେ କଙ୍କଡ଼ା ମସଲା

କେମିତି ପ୍ରସ୍ତୁତ କରିବେ କଙ୍କଡ଼ା ମସଲା

ଖାଦ୍ୟ ପ୍ରତି ଅନେକଙ୍କ ବିଶେଷ ଦୁର୍ବଳତା ଥାଏ। ଯେଉଁ ହୋଟେଲରେ ସୁସ୍ବାଦୁ ଖାଦ୍ୟ ମିଳେ, ସେଠାରେ ରହିବାକୁ ପର୍ଯ୍ୟଟକ ପସନ୍ଦ କରିଥାନ୍ତି। ତେଣୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଲାଗି ପୁରୀର ବିଭିନ୍ନ ହୋଟେଲରେ ଭଲ ଖାଦ୍ୟ ଉପରେ ଗୁରୁତ୍ୱ ଦିଆଯାଇଥାଏ। ଏହି ହୋଟେଲଗୁଡ଼ିକ ମଧ୍ୟରୁ ହଲିଡେ ରିସର୍ଟ ଅନ୍ୟତମ। ପୁରୀ ସିଟି ରୋଡଠାରେ ରହିଥିବା ଏହି ହୋଟେଲ ଗ୍ରାହକଙ୍କ ଚାହିଦାକୁ ଦେଖି   ଉଭୟ ଆମିଷ ଓ ନିରାମିଷ ଖାଦ୍ୟ ପ୍ରସ୍ତୁତ କରିଥାଏ। ଆମିଷ ଖାଦ୍ୟ ମଧ୍ୟରେ ଓଡ଼ିଆ ଡିସ୍‌ ‘କଙ୍କଡ଼ା ମସଲା’ର ବେଶ୍‌ ଚାହିଦା ରହିଛି। ଏହାର ଗୋଟିଏ ପ୍ଲେଟ୍‌ ଦାମ୍‌ ରହୁଛି ୮୦୦ ଟଙ୍କା। ଏହାର ପ୍ରସ୍ତୁତି ସମ୍ପର୍କରେ କହିଛନ୍ତି ହୋଟେଲ ହଲିଡେ ରିସର୍ଟର ମୁଖ୍ୟ ସେଫ୍‌ ଶେଖ୍‌ ମଞ୍ଜୁର।

ସ୍ପା ସୌନ୍ଦର୍ଯ୍ୟ ସହ ବଢ଼ାଉଛି ଫିଟ୍‌ନେସ୍‌

ସ୍ପା ସୌନ୍ଦର୍ଯ୍ୟ ସହ ବଢ଼ାଉଛି ଫିଟ୍‌ନେସ୍‌

ବର୍ତ୍ତମାନ ନିୟମିତ ସମୟ ଅନ୍ତରାଳରେ ସ୍ପା ଯିବା ଅନେକଙ୍କ ଜୀବନଶୈଳୀରେ ସାମିଲ ହୋଇସାରିଛି। ଏହା କାହା ଲାଗି ଆଜିର ବ୍ୟସ୍ତବହୁଳ ଜୀବନଶୈଳୀ ଭିତରେ କିଛି କ୍ଷଣ ରିଲାକ୍ସ ପାଇବାର ଏକ ଫର୍ମୁଲା ପାଲଟିଛି ତ ଆଉ କାହା ପାଇଁ ସାଜିଛି ସୌନ୍ଦର୍ଯ୍ୟ ବୃଦ୍ଧିର ମାଧ୍ୟମ। 

କ୍ୟାନସରଠୁ  ବି ଦୂରେଇ ରଖେ ମୂଳା ଶାଗ...

କ୍ୟାନସରଠୁ ବି ଦୂରେଇ ରଖେ ମୂଳା ଶାଗ...

ମୂଳା ଶାଗରେ ଅନେକ ପୋଷକ ତତ୍ତ୍ୱ ରହିଛି। ଏହା ଶରୀର ପାଇଁ ବେଶ୍‌ ଉପକାରୀ। ଶୀତ ଦିନେ ନିୟମିତ ମୂଳା ଶାଗ ଖାଇଲେ କ୍ୟନସରଠରୁ ଦୂର ହୋଇଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି। 

ସକାଳେ ପିଅନ୍ତୁ ଅଧାକପ୍‌ କାକୁଡ଼ି ଜୁସ୍‌ ମିଳିବ ଏସବୁ ଫାଇଦା

ସକାଳେ ପିଅନ୍ତୁ ଅଧାକପ୍‌ କାକୁଡ଼ି ଜୁସ୍‌ ମିଳିବ ଏସବୁ ଫାଇଦା

ସକାଳେ ଅଧାକପ୍‌ କାକୁଡ଼ି ଜୁସ୍‌ ପିଇଲେ ଶରୀରର ଅନେକ ଉପକାର ହୋଇଥାଏ। ନିୟମିତ ଏହାକୁ ପିଇଲେ ରକ୍ତ ସଞ୍ଚାଳନ ସ୍ବାଭାବିକ ହୋଇ ହାର୍ଟ ଆଟାକ୍‌ ଆଶଙ୍କା କମ୍‌ ହୋଇଥାଏ। 

ଓ୍ବିଣ୍ଟର୍‌  ଫ୍ୟାଶନ୍‌

ଓ୍ବିଣ୍ଟର୍‌ ଫ୍ୟାଶନ୍‌

ଶୀତଦିନେ ଉଲେନ୍‌ କୁର୍ତ୍ତିର କ୍ରେଜ୍‌ ଅଧିକ। ଏବେ ଏହି କୁର୍ତ୍ତି କେବଳ କାଜୁଆଲ୍‌ ଓ୍ବେର ହୋଇ ରହିନାହିଁ ବରଂ ଫ୍ୟାଶନ୍‌ ଷ୍ଟେଟ୍‌ମେଣ୍ଟ୍‌ ପାଲଟିଗଲାଣି। ଏହାର ଷ୍ଟାଇଲ୍‌, କଲର ଏବଂ ଡିଜାଇନ୍‌ର ରହିଛି ଡିମାଣ୍ଡ୍‌।

ମେକ୍‌ ଅପ୍‌ ନେଉଥିଲେ...

ମେକ୍‌ ଅପ୍‌ ନେଉଥିଲେ...

ମହିଳାମାନେ ସୌନ୍ଦର୍ଯ୍ୟ ବଢ଼ାଇବା ପାଇଁ ବ୍ୟୁଟି ପ୍ରଡକ୍ଟସ୍‌ ବ୍ୟବହାର କରିଥାନ୍ତି। ଆବଶ୍ୟକ ପଡ଼ିଲେ ପାର୍ଲର ଯାଇଥାନ୍ତି। ଯଦି ଆପଣ ଘରେ ମେକ୍‌ ଅପ୍‌ ନେବାକୁ ଚାହୁଁଛନ୍ତି ତେବେ କିଛି କଥାକୁ ଧ୍ୟାନରେ ରଖନ୍ତୁ।

ମେଦବହୁଳତାରୁ ବି ଦୂରେଇ ରଖେ ଛତୁ...

ମେଦବହୁଳତାରୁ ବି ଦୂରେଇ ରଖେ ଛତୁ...

ଛତୁରେ ବହୁ ମାତ୍ରାରେ ପୋଷକତ୍ବ ରହିଛି। ଏହା ଶରୀର ପାଇଁ ବେଶ୍‌ ଲାଭଦାୟକ। 

ବଦଳିଲା  କିଲୋଗ୍ରାମ ମାପ

ବଦଳିଲା କିଲୋଗ୍ରାମ ମାପ

”ବିଗତ ବର୍ଷ(୨୦୧୭) ଅକ୍ଟୋବର  ୧୯ ତାରିଖ ଦିନ ଫ୍ରାନ୍ସର ସେଭ୍ରେସଠାରେ  ଅନୁଷ୍ଠିତ ହୋଇଥିଲା ବିଭିନ୍ନ ଦେଶର ମାପ ବିଜ୍ଞାନ ପ୍ରତିଷ୍ଠାନ ମୁଖ୍ୟମାନଙ୍କର ଏକ ଆନ୍ତର୍ଜାତିକ ସମ୍ମିଳନୀ। ସେଇଠି ସ୍ଥିର ହେଲା ଯେ ଆସନ୍ତାବର୍ଷ (୨୦୧୯) ସୁଦ୍ଧା ଏଥିରେ ପରିବର୍ତ୍ତନ ଆଣିବାକୁ। କାରଣ, ଏହା ଭିତରେ ଲମ୍ବ ମପାଯାଉଥିବା ମିଟର, ସମୟ ମପା ଯାଉଥିବା ସେକେଣ୍ଡ, ତାପମାତ୍ରା ମପା ଯାଉଥିବା କେଲଭିନ ଇତ୍ୟାଦି ଏକକର ମାନକ ବଦଳା ସରିଛି। ତାହାକୁ ଆଉ ଭୌତିକ ପଦାର୍ଥମାନଙ୍କ ସହିତ ତୁଳନା କରାଯାଉନାହିଁ।“

ଏସବୁ ଲକ୍ଷଣ ହାର୍ଟ ଆଟାକ୍‌ର ପୂର୍ବ ସୂଚନା...

ଏସବୁ ଲକ୍ଷଣ ହାର୍ଟ ଆଟାକ୍‌ର ପୂର୍ବ ସୂଚନା...

ଅନେକ ରୋଗୀଙ୍କ କ୍ଷେତ୍ରରେ ହାର୍ଟ ଫେଲ୍ୟୁର୍‌ ବା ହାର୍ଟ ଆଟାକ୍‌ ସମସ୍ୟା ଦୃଷ୍ଟି ଗୋଚର ହୋଇଥାଏ। ଏହାର ଅର୍ଥ ହେଉଛି ସମ୍ପୃକ୍ତ ରୋଗୀଙ୍କର ହାର୍ଟ ସାଧାରଣ ଭାବରେ କାର୍ଯ୍ୟ ସମ୍ପାଦନ କରିବାରେ ଅକ୍ଷମ। ହାର୍ଟ ସାଧାରଣ ଭାବରେ ରକ୍ତ ପମ୍ପି ପ୍ରକିୟାକୁ ସମ୍ପନ୍ନ କରି ପାରି ନ ଥାଏ।

ଡାଇବେଟିସ୍‌ ବି ଦୂର କରେ ଧନିଆ ପତ୍ର ଚଟଣି

ଡାଇବେଟିସ୍‌ ବି ଦୂର କରେ ଧନିଆ ପତ୍ର ଚଟଣି

ଧନିଆ ପତ୍ର ଚଟଣି ଶରୀର ପାଇଁ ଅନେକ ଉପକାରୀ। ନିୟମିତ ଏହାକୁ ଖାଇଲେ ହଜମ ଶକ୍ତି ବୃଦ୍ଧି ପାଇଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ କରାଯାଇଛି।

ଶୀତରେ ଗୋଡ଼ ଫାଟୁଥିଲେ..

ଶୀତରେ ଗୋଡ଼ ଫାଟୁଥିଲେ..

ଶୀତଦିନ ଆସିଲେ ଅନେକଙ୍କର ଗୋଡ଼ ହାତ ଫାଟିଥାଏ। ବିଶେଷ କରି ଗୋଡ଼ ଫାଟୁଥିବା ଲୋକେ ଚାଲିବା ବୁଲିବାରେ ଅସୁବିଧା ଭୋଗ କରନ୍ତି। ଏହାସହ ଗୋଡ଼ ମଧ୍ୟ ଅସୁନ୍ଦର ଦେଖାଦିଏ।

ଅବସାଦ ଦୂର କରେ ଏରୋମା ଥେରାପି

ଅବସାଦ ଦୂର କରେ ଏରୋମା ଥେରାପି

ସୁଗନ୍ଧର ପ୍ରଭାବ ସିଧାସଳଖ ମସ୍ତିଷ୍କ ଉପରେ ପଡ଼ିଥାଏ। ଏହାକୁ ଏରୋମା ଥେରାପି କହିଥାନ୍ତି। ଏହା ମାନସିକ ଅବସାଦ ଦୂର କରେ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି। 

ତମ୍ବା ଗ୍ଲାସ୍‌ରେ ପିଅନ୍ତୁ ପାଣି, ମିଳିବ ଏସବୁ ଫାଇଦା...

ତମ୍ବା ଗ୍ଲାସ୍‌ରେ ପିଅନ୍ତୁ ପାଣି, ମିଳିବ ଏସବୁ ଫାଇଦା...

ତମ୍ବାପାତ୍ରରେ ପାଣି ପିଇଲେ ଅନେକ ଉପକାର ମିଳିଥାଏ। ରାତିରେ ତମ୍ବାପାତ୍ରରେ ପାଣି ରଖି ସକାଳେ ଏଥିରୁ ଗ୍ଲାସେ ପିଇଲେ ବିଭିନ୍ନ ରୋଗରୁ ମୁକ୍ତି ମିଳିଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି। 

ସକାଳେ ପିଅନ୍ତୁ ଜିରା ମିଶା ଗୁଡ଼ପାଣି, ମିଳିବ ଅନେକ ଫାଇଦା...

ସକାଳେ ପିଅନ୍ତୁ ଜିରା ମିଶା ଗୁଡ଼ପାଣି, ମିଳିବ ଅନେକ ଫାଇଦା...

ସକାଳେ ପିଅନ୍ତୁ ଜିରା ମିଶା ଗୁଡ଼ପାଣି ପିଇଲେ ମିଳିଥାଏ ଅନେକ ଫାଇଦା। ଏହା ଦ୍ୱାରା ପାଚନକିୟା ସ୍ବାଭାବିକ ହେବା ସହିତ ରକ୍ତହୀନତାରୁ ମୁକ୍ତି ମିଳେ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି।