ଜୀବନଚର୍ଯ୍ୟା

ଜଙ୍କଫୁଡ୍ ଅଭ୍ୟାସ ଲାଗି ଫେସବୁକ୍ ବି ଦାୟୀ
ଛୋଟପିଲା, କିଶୋରୀ, କିଶୋରଙ୍କ ପିଜ୍ଜା, ବର୍ଗର ଭଳି ଜଙ୍କଫୁଡ୍କୁ ବେଶ୍ ପସନ୍ଦ କରିଥାନ୍ତି। ସେମାନଙ୍କର ଏହି ଅଭ୍ୟାସ ଲାଗି ଫେସବୁକ୍ ଦାୟୀ ବୋଲି ଗବେଷକ ସୂଚିତ କରିଛନ୍ତି। ଏକ ଗବେଷଣା ଅନୁସାରେ, କିଶୋରୀ, କିଶୋରଙ୍କ ଜଙ୍କଫୁଡ୍ ପ୍ରେମ ପାଇଁ ସବୁଠୁ ବେଶି ସୋସିଆଲ ମିଡିଆ ୱେବସାଇଟ୍ ଦାୟୀ।

ସକାଳୁ ପିଅନ୍ତୁ ତେଜପତ୍ର ପାଣି
ସକାଳୁ ତେଜପତ୍ର ପାଣି ପିଇଲେ ଅନେକ ଉପକାର ମିଳିଥାଏ। ନିତ୍ୟକର୍ମ ପରେ ରାତିରୁ ପାଣିରେ ଭିଜା ଯାଇଥିବା ତେଜପତ୍ର ପାଣି ନିୟମିତ ପିଇଲେ ପେଟରେ ଥିବା ଚର୍ବି କମିବାକୁ ଆରମ୍ଭ କରିଥାଏ।

ରଙ୍ଗ କହିବ ଆପଣ କେତେ ରୋମାଣ୍ଟିକ
ଚାଲି ଚଳନ, ବେଶ ପୋଷାକରୁ ଜଣଙ୍କର ବ୍ୟକ୍ତିତ୍ୱ ବିଷୟରେ ଜଣାପଡିଥାଏ। ଆହୁରି ମଧ୍ୟ ଏହି ରଙ୍ଗରୁ ଜାଣିହୁଏ କିଏ କେତେ ରୋମାଣ୍ଟିକ୍।

ହରମୋନ୍ ସ୍ତରକୁ ସନ୍ତୁଳନ ରଖିବେ କିପରି...
ଶରୀର ସୁସ୍ଥ ରହିବାକୁ ହେଲେ ହରମୋନ୍ ସ୍ତର ସନ୍ତୁଳିତ ଅବସ୍ଥାରେ ରହିବା ଜରୁରୀ। କାରଣ ହରମୋନ୍ ସ୍ତରରେ ପରିବର୍ତ୍ତନ ହେଲେ ଏହାର ନକାରାତ୍ମକ ପ୍ରଭାବ ଶରୀର ଉପରେ ପଡିଥାଏ।

ମେଦ କମାଇବ ମେଥି ପାଣି
ମେଥି ଶରୀର ପାଇଁ ବେଶ୍ ଲାଭଦାୟକ। ଏହାର ସେବନରେ ଅନେକ ରୋଗ ଦୂରେଇ ଯାଇଥାଏ। ବିଶେଷ କରି ମେଥିର ପାଣି ପିଇଲେ ମେଦବୃଦ୍ଧି ହୋଇ ନ ଥାଏ। ଏଥିରେ ରହିଛି ଭରପୂର ମାତ୍ରାରେ ଆଣ୍ଟିଅକ୍ସିଡାଣ୍ଟ ଓ ଆଣ୍ଟି ଇନ୍ଫ୍ଲାମେଣ୍ଟୋରୀ ଗୁଣ। ଏହା ଶରୀରର ଭିତର ଅଂଶକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ।

ଆଜ୍ମାରୁ ମୁକ୍ତି ଦିଏ ଭିଟାମିନ୍-ଡ଼ି’
ଭିଟାମିନ୍-ଡି’ ଅନେକ ରୋଗର ଚିକିତ୍ସାରେ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଥାଏ। ଇସ୍ରାଏଲ୍ର ଗବେଷକମାନେ ଜାଣିପାରିଛନ୍ତି ଯେ, ଭିଟାମିନ୍-ଡି’ ଆଜ୍ମା ରୋଗୀଙ୍କ ଲାଗି ମହୋଷଧୀ ଭଳି କାର୍ଯ୍ୟ କରିଥାଏ।

ପ୍ରତି ୧୦ ବର୍ଷରେ ମସ୍ତିଷ୍କରେ ଆସିଥାଏ ପରିବର୍ତ୍ତନ
ମସ୍ତିଷ୍କର ସେରିବ୍ରମ୍ରେ ଥିବା କୁଣ୍ଡଳାକୃତି ବୌଦ୍ଧିକସ୍ତରରେ ପ୍ରତି ୧୦ ବର୍ଷରେ ପରିବର୍ତ୍ତନ ଆସିଥାଏ ବୋଲି ଗବେଷକ ପ୍ରକାଶ କରିଛନ୍ତି। ଏହି ଧାରା ଗୁଣସୂତ୍ରରେ ଥିବା କାରକ ବାହକ ଜିନ୍ ଦ୍ୱାରା ପିଢ଼ି ପରେ ପିଢ଼ି ସ୍ଥାନାନ୍ତରିତ ହୋଇଥାଏ।

ତ୍ୱଚା ବି ବାରିପାରେ ଗନ୍ଧ
ଗନ୍ଧ ବାରିବାର କ୍ଷମତା ତ୍ୱଚାର ରହିଛି। ତ୍ୱଚା କୋଷିକାରେ ବିଭିନ୍ନ ଗନ୍ଧ ବାରିବାର ତତ୍ତ୍ୱ ଥିବା ଗବେଷଣାରୁ ଜଣାପଡ଼ିଛି। ଯଦି ଏହି ଅଭିଗ୍ରାହକ ତତ୍ତ୍ୱ୍ବ ବା ଓଲଫ୍ୟାକ୍ଟ୍ରୀ ରିସେପ୍ଟର୍ ଗୁଡ଼ିକୁ ସକ୍ରିୟ କରାଯାଏ, ତେବେ କୋଷିକାଗୁଡ଼ିକର ବିଭାଜନ ଶୀଘ୍ର ହୁଏ।

ସକାଳେ କାହିଁକି ପିଇବେ ଆଖୁରସ
ସକାଳୁ ଆଖୁରସ ପିଇଲେ ମିଳେ ଅନେକ ଉପକାର। ଆଖୁରସରେ ଶରୀରକୁ ସୁସ୍ଥ ରଖିବା ଭଳି ଭିଟାମିନ୍,କ୍ୟାଲସିୟମ୍, ଫସଫରସ୍, ଗ୍ଲୁକୋଜ୍ ଆଦି ତତ୍ତ୍ୱ ଭରି ରହିଛି। ଆଖୁସରରେ ଅଦାରସ, ଲେମ୍ବୁରସ ଏବଂ ବିଟ୍ ଲୁଣ ମିଶାଇ ପିଇଲେ ଏହା ପାଚନ ପ୍ରକ୍ରିୟାକୁ ଅଧିକ ସକ୍ରିୟ କରିଥାଏ।

ପ୍ରସାଧାନ ସାମଗ୍ରୀ ବ୍ୟବହାର ବେଳେ ରୁହନ୍ତୁ ସତର୍କ...
ଆଜିକାଲି ବିନା କସମେଟିକ୍ସରେ ବାହାରକୁ ବାହାରିବା ଲାଗି ପ୍ରାୟ ପସନ୍ଦ କରୁନାହାଁନ୍ତି। କିନ୍ତୁ କସମେଟିକ୍ସ ଯେ ଚେହେରା ଉପରେ ଖରାପ ପ୍ରଭାବ ପକାଇଥାଏ ଏକଥା ଅନେକକୁ ମାଲୁମ ନ ଥାଏ।

ଯେଉଁଠି ବିବାହରେ ସାକ୍ଷୀ ହୁଏ ‘ପାଣି’
ରାୟପୁର: ଛତିଶଗଡ଼ ଧୁରବା ଜନଜାତିରେ ବିବାହକୁ ନେଇ ରହିଛି ଏକ ଭିନ୍ନ ପରମ୍ପରା। ଏଠାରେ ବିବାହ ସମୟରେ ଅଗ୍ନିକୁ ସାକ୍ଷୀ ରଖି ସାତଫେରା ନିଆ ଯାଇ ନ ଥାଏ। ଅଗ୍ନି ସ୍ଥାନରେ ରହିଥାଏ ପାଣି।

ବାସି ରୁଟି ଖାଉଥିଲେ...
ବାସି ରୁଟିକୁ ଅନେକେ ଅଦରକାରୀ ଭାବି ଫୋପାଡି ଦେଇଥାଆନ୍ତି। ହେଲେ ଏଥିରେ ଥିବା ପୋଷକତତ୍ତ୍ୱ ଓ ପ୍ରୋଟିନ୍ ଆମ ଶରୀର ପାଇଁ ବେଶ ଲାଭଦାୟକ। ବାସି ରୁଟିର ଉପକାରିତା ସମ୍ପର୍କରେ କିଛି ଦରକାରୀ ତଥ୍ୟ...

ଚୁଇଙ୍ଗମ୍ ଚୋବାଇଲେ କ’ଣ ମିଳେ..
ବ୍ୟସ୍ତବହୁଳ ଜୀବନ ଶୈଳୀରେ ଆମେ ଅନେକ ରୋଗର ଶିକାର ହେଉଛୁ। ହେଲେ କିଛି ଘରୋଇ ଉପଚାର ମାଧ୍ୟମରେ କିପରି ଏଥିରୁ ମୁକ୍ତି ମିଳିବ ଜାଣିବା ସେ ସମ୍ପର୍କରେ..

ବର୍ଷରେ ୫ଦିନ ସ୍ତ୍ରୀ-ସ୍ବାମୀ ହସିବା ମନା
ଉତ୍ତର ପ୍ରଦେଶ : ବାରାଣାସୀର ମଣିକର୍ନିକା ଘାଟ ଅଞ୍ଚଳରେ ଥିବା ପିଡି ଗାଁରେ କାହିଁ କେଉଁ କାଳରୁ ଚାଲିଆସିଛି ଏକ ପରମ୍ପରା। ଦମ୍ପତିଙ୍କ ପାଇଁ ଏହି ପରମ୍ପରା ବେଶ କଡାକଡି ଭାବେ ପାଳନ କରାଯାଇଥାଏ।

ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣରେ ରଖେ ଗୁଆ
ଅତ୍ୟଧିକ ଗୁଆ ଖାଇଲେ ଏହା ଶରୀରରେ କୁପ୍ରଭାବ ପକାଇଥାଏ। ହେଲେ ଏହାକୁ ସଠିକ୍ ମାତ୍ରାରେ ଖାଇଲେ ଶରୀରକୁ ଅନେକ ଲାଭ ମିଳିଥାଏ।

ଆବଶ୍ୟକତାରୁ ଅଧିକ ଶୋଇବା କ୍ଷତିକାରକ
କେହି କେହି ଭାବନ୍ତି କମ୍ ସମୟ ଶୋଇଲେ ଶରୀର ଉପରେ ଏହାର କୁପ୍ରଭାବ ପଡିଥାଏ। ହେଲେ ଏହା ସମ୍ପୂର୍ଣ୍ଣ ଭୁଲ୍। ଦିନକୁ ୧୦ ଘଣ୍ଟାରୁ ଅଧିକ ସମୟ ଶୋଇଲେ ହୃଦଘାତ ସମସ୍ୟା ଦେଖାଦେଇଥାଏ ବୋଲି ଏକ ଗବେଷଣାରୁ ଜଣାପଡିଛି।

ଗର୍ଭାବସ୍ଥାରେ ମୃଦୁପାନୀୟ ମନା...
ଗର୍ଭାବସ୍ଥାରେ ମହିଳାମାନେ ଉତ୍ତମ ଖାଦ୍ୟପେୟ ସହିତ ସ୍ବାସ୍ଥ୍ୟର ସଠିକ୍ ଯତ୍ନ ନେବା ଆବଶ୍ୟକତା ପଡ଼ିଥାଏ। ଏହି ସମୟରେ ସାମାନ୍ୟ ଏକ ତ୍ରୁଟି ମା’ ଓ ଛୁଆ ଉଭୟଙ୍କୁ କ୍ଷତି ପହଞ୍ଚାଇଥାଏ । ରକ୍ତ ଶର୍କରା, ବ୍ଲଡ୍ ପ୍ରେସର ଓ ଶରୀରର ଓଜନ ଆଦି ଦିଗ ପ୍ରତି ଏହି ସମୟରେ ବିଶେଷ ଦୃଷ୍ଟି ଦିଆଯିବା ଆବଶ୍ୟକ ।

କୈଶୋରାବସ୍ଥାରେ ଅଧିକ କ୍ରୋଧ ଆସିଥାଏ କାହିଁକି...
ମଣିଷର ଚାରିଟି ଅବସ୍ଥା ଶୈଶବ, କୈଶୋର, ଯୌବନ ଓ ବାର୍ଦ୍ଧକ୍ୟ ମଧ୍ୟରୁ କୈଶୋରାବସ୍ଥାକୁ ବହୁ ଦୃଷ୍ଟିରୁ ମହ୍ବପୂର୍ଣ୍ଣ ବୋଲି ଧରାଯାଏ। ଏହି ସମୟରେ ମଣିଷର ଶାରୀରିକ ଓ ମାନସିକସ୍ତରରେ ଆସିଥାଏ ସର୍ବାଧିକ ପରିବର୍ତ୍ତନ।

ଓ୍ବେଟ୍ ଲିଫ୍ଟିଂ ଏକ୍ସରସାଇଜ ଅଧିକ କରେ-ଅନୁଭା ସୌର୍ଯ୍ୟା
ଅନୁଭା ସୌର୍ଯ୍ୟା। ଓଡ଼ିଆ ସିନେ ଜଗତରେ ଜଣେ ଜଣାଶୁଣା ଚେହେରା। ୨୦୧୧ ‘ମୁଁ ପ୍ରେମୀ ମୁଁ ପାଗଳ’ ଫିଲ୍ମ ମାଧ୍ୟମରେ ସେ ଓଡ଼ିଆ ସିନେ ଜଗତକୁ ପ୍ରବେଶ କରିଥିଲେ। ‘ସମୟ ବଡ଼ ବଳବାନ’, ‘ରିଭେଞ୍ଜ’, ‘ସ୍ବିଟ୍ ହାର୍ଟ’ ଭଳି ଚଳଚ୍ଚିତ୍ରରେ ଅଭିନୟ କରି ଦର୍ଶକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ଶୁଟିଂ ବ୍ୟସ୍ତତାରେ ଥାଇ ମଧ୍ୟ ସେ ନିଜ ଫିଟ୍ନେସ୍ ପ୍ରତି ସବୁବେଳେ ଧ୍ୟାନ ଦେଇଥାନ୍ତି।

ଜୀବନକୁ କରନ୍ତୁ ରୋମାଣ୍ଟିକ୍...
ଏହି ଦୁନିଆରେ କେହି ବି ପର୍ଫେକ୍ଟ ନୁହଁନ୍ତି । ଏହି ଦୃଷ୍ଟିରୁ ଜଣକର ଜୀବନ ସାଥୀ ସବୁ ଦୃଷ୍ଟିରୁ ପର୍ଫେକ୍ଟ ହୋଇଥିବେ ବୋଲି ଆଶା କରିବା ଅନୁଚିତ । ଯଦି ଜୀବନ ସାଥୀଙ୍କୁ ତାଙ୍କର ଦୁର୍ବଳତା ସହ ନିଜର କରିହେବ ତେବେ ଏହା ହେବ ପ୍ରକୃତ ଭଲ ପାଇବା । ବିବାହ ପରବର୍ତ୍ତୀ ଜୀବନକୁ ରୋମାଣ୍ଟିକ କରିବା ଲାଗି କେତେକ ବିଷୟ ଉପରେ ଧ୍ୟାନ ଦେବାକୁ ପଡ଼ିଥାଏ।

ଥଣ୍ଡା ପାଣିରେ ଗାଧାନ୍ତୁ ମେଦବହୁଳତାରୁ ରକ୍ଷା ପାଆନ୍ତୁ...
ମେଦବହୁଳତା ଏକେ ଏକ ଜଟିଳ ସମସ୍ୟାଭାବେ ଉଭା ହୋଇଛି । ଓଜନ ବୃଦ୍ଧି ଶରୀରରେ ବିଭିନ୍ନ ରୋଗର କାରଣ ହୋଇଥିବା ବେଳେ ସୌନ୍ଦର୍ଯ୍ୟହାନୀ କରିଥାଏ । ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ କିଛି ଲୋକ ଡାଏଟିଂ କରିଥାନ୍ତି।

ଚେହେରାରେ ଚମକ ଆଣେ ବେସନ
ମୁଖର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ବେସନର ଉପଯୋଗ କଲେ ମିଳିଥାଏ ଅନେକ ସୁଫଳ। ଶୁଷ୍କ ହେଉ କିମ୍ବା ତୈଳାକ୍ତ ସବୁ ତ୍ୱଚା ପାଇଁ ବେସନ ଉପକାରୀ ସାବ୍ୟସ୍ତ ହୋଇଥାଏ । ସୂର୍ଯ୍ୟଙ୍କ ଅତିବାଇଗଣୀ ରଶ୍ମୀ କିମ୍ବା ପ୍ରଦୂଷଣ କାରଣରୁ ତ୍ୱଚାରେ ଦେଖାଯାଉଥିବା ସମସ୍ୟା ଦୂର କରିବା ପାଇଁ ବେସନ ପ୍ୟାକ୍ ଲଗାଇଲେ ମିଳିଥାଏ ସୁଫଳ ।

ସକାଳୁ ପିଅନ୍ତୁ ଅଙ୍ଗୁର ରସ
ସକାଳୁ ନିତ୍ୟକର୍ମ ସାରି ଅଙ୍ଗୁର ରସ ପିଇଲେ ସ୍ବାସ୍ଥ୍ୟ ଲାଗି ଖୁବ୍ ଭଲ। କିଡ୍ନୀ ଷ୍ଟୋନରୁ ମୁକ୍ତି ପାଇବା ପାଇଁ ଅଙ୍ଗୁର ରସ ମହୋଷଧୀ ଭଳି କାର୍ଯ୍ୟ କରେ ବୋଲି କାନାଡ଼ାର ଆଲବେର୍ଟା ବିଶ୍ୱବିଦ୍ୟାଳୟର କେତେକ ଗବେଷକ ସେମାନଙ୍କର ଗବେଷଣା ରିପୋର୍ଟରେ ସୂଚିତ କରିଛନ୍ତି।

ବାହାରେ ପ୍ରକାଶ କରନ୍ତୁନି ଏକଥା...
ସାଧାରଣତଃ ମହିଳାମାନେ ନିଜ ସାଙ୍ଗସାଥୀ ମେଳରେ କଥାହେବା ବେଳେ ସ୍ବାମୀ ଓ ଶାଶୁଘର ବିଷୟରେ ବହୁ କଥା ପ୍ରକାଶ କରିଥାନ୍ତି । ମାତ୍ର ଏପରି କରିବା ଜଣେ ବୋହୂ ପାଇଁ ଠିକ୍ ନୁହେଁ । ସମ୍ପର୍କ ବିଶ୍ୱାସ ଓ ଭଲପାଇବାକୁ ନେଇ ଗଢ଼ି ଉଠିଥାଏ । ପରିବାରର ସମସ୍ତ ସଦସ୍ୟଙ୍କ ମଧ୍ୟରେ ବିଶ୍ୱାସ ଓ ଭଲପାଇବା ରହିଲେ ପାରିବାରିକ ସମ୍ପର୍କ ହୋଇଥାଏ ମଧୁର ।