ଜୀବନଚର୍ଯ୍ୟା

ଯୁବ ବୟସରେ ମାନସିକ ରୋଗ

ଯୁବ ବୟସରେ ମାନସିକ ରୋଗ

ମଣିଷ ଯେକୌଣସି ଐଶ୍ୱର୍ଯ୍ୟରେ ମଣ୍ଡିତ ହୋଇଥାଉନା କାହିଁକି, ସୁନ୍ଦର ଏକ ପରୀ ମହଲରେ ବାସ କରି ହୀରା, ନୀଳା, ମୋତି ଓ ମାଣିକ୍ୟର ଅଳଙ୍କାରରେ ଭୂଷିତ ହୋଇଥାଉନା କାହିଁକି ଯଦି କୌଣସି ମାନସିକ ରୋଗରେ ପୀଡ଼ିତ ହୁଏ, ତେବେ ସବୁ ଐଶ୍ୱର୍ଯ୍ୟ ତା’ ପାଖରେ ତୁଚ୍ଛ ହୋଇଯାଏ। କାରଣ ମଣିଷ ଶାରୀରିକ ରୋଗାକ୍ରାନ୍ତ ହେଲେ ଦେହ ସିନା ଖରାପ ହୋଇଯାଏ, କିନ୍ତୁ ମନ ଠିକ୍‌ ଥାଏ। ହେଲେ ଥରେ ମାନସିକ ରୋଗାକ୍ରାନ୍ତ ହେଲେ ମଣିଷ ସବୁଠାରୁ ବେଶି ଅଭିଶାପଗ୍ରସ୍ତ ହୋଇଯାଏ ଏବଂ ସବୁ ଥାଇ ମଧ୍ୟ ସେ ସବୁକିଛି ହରାଇବସେ।

ଓଜନ କମାଏ ଗୁପ୍‌ଚୁପ୍‌

ଓଜନ କମାଏ ଗୁପ୍‌ଚୁପ୍‌

ଗୁପ୍‌ଚୁପ୍‌ ସ୍ବାସ୍ଥ୍ୟ ପାଇଁ ହାନିକାରକ ବୋଲି କୁହାଯାଏ। କିନ୍ତୁ ଉତ୍ତମ ପରିବେଶରେ ପ୍ରସ୍ତୁତ ହେଉଥିବା ଗୁପ୍‌ଚୁପ୍‌ ସ୍ବାସ୍ଥ୍ୟ ପାଇଁ ବେଶ୍‌ ଲାଭଦାୟକ। କଥାଟା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ହେଲେ କେମିତି ଏହା ସ୍ବାସ୍ଥ୍ୟ ଉପଯୋଗୀ..

ଶୀତଦିନେ ସକାଳେ ଶୀଘ୍ର ବିଛଣା ଛାଡନ୍ତୁ

ଶୀତଦିନେ ସକାଳେ ଶୀଘ୍ର ବିଛଣା ଛାଡନ୍ତୁ

ଶୀତଦିନ ସକାଳେ ପ୍ରାୟ ଅଳସୁଆ ଲାଗେ। ଏହି ସମୟରେ ଦିନ ଛୋଟ ଓ ରାତି ବଡ ହେଉଥିବାରୁ ଲୋକେ ବେଶି ସମୟ ଶୋଇଥାଆନ୍ତି। ଆଉ ଚର୍ବିଯୁକ୍ତ ଓ ତେଲମସଲା ଖାଦ୍ୟ ଅଧିକ ଖାଇବାକୁ ଭଲପାଆନ୍ତି।

କିଡ୍‌ନୀ ଷ୍ଟୋନ୍‌ରୁ ଦୂରେଇ ରହିବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ...

କିଡ୍‌ନୀ ଷ୍ଟୋନ୍‌ରୁ ଦୂରେଇ ରହିବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ...

କିଡ୍‌ନୀ ଷ୍ଟୋନ୍‌ରୁ ଦୂରେଇ ରହିବା ପାଇଁ ଆୟୁର୍ବେଦରେ ଅନେକ ଘରୋଇ ସହଜ ଉପାୟ ସମ୍ପର୍କରେ ବର୍ଣ୍ଣନା କରାଯାଇଛି। ନିୟମିତ କଲରା ଖାଇବା ଦ୍ୱାରା ଅନେକ ଉପକାର ମିଳିଥାଏ। ଏହା ଦ୍ୱାରା ବିଭିନ୍ନ କିଡ୍‌ନୀ ସମସ୍ୟା ଦୂର ହୁଏ ।

ଲିଭର ସମସ୍ୟାରୁ ଦୂରେଇ ରଖେ ଅଶ୍ୱତ୍ଥ ପତ୍ର

ଲିଭର ସମସ୍ୟାରୁ ଦୂରେଇ ରଖେ ଅଶ୍ୱତ୍ଥ ପତ୍ର

ଅଶ୍ୱତ୍ଥ(ଓସ୍ତ) ପତ୍ରର ଏହା ଅନେକ ଔଷଧୀୟ ଗୁଣ ରହିଛି। ଏହା ବହୁବିଧ ଲିଭର ସମସ୍ୟାରୁ ଦୂରେଇ ରଖେ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି।

ଶୀତ ଦିନେ ଖାଇଲେ ମୂଳା ସାଲାଡ୍‌, ମିଳେ ଅନେକ ଫାଇଦା...

ଶୀତ ଦିନେ ଖାଇଲେ ମୂଳା ସାଲାଡ୍‌, ମିଳେ ଅନେକ ଫାଇଦା...

ମୂଳାର ଅନେକ ଔଷଧୀୟ ଗୁଣ ରହିଛି। ଶୀତଦିନେ ମୂଳା ଖାଇଲେ ଅନେକ ରୋଗରୁ ମୁକ୍ତି ମିଳିଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି। କେହି କହି ଏହାକୁ ସାଲାଡ୍‌ କରି ଖାଇଥାନ୍ତି। 

ଘରୋଇ ଉପାୟରେ ଇନ୍‌ଷ୍ଟାଣ୍ଟ ଗ୍ଲୋ

ଘରୋଇ ଉପାୟରେ ଇନ୍‌ଷ୍ଟାଣ୍ଟ ଗ୍ଲୋ

ଏମିତି କେଉଁ ମହିଳା ହେଉ କି ଝିଅ କିଏବା ଚାହେଁନି  ସୁନ୍ଦର ଦେଖାଯିବାକୁ। ଖାସ୍‌କରି କୌଣସି ସ୍ପେସିଆଲ୍‌  ଅକେଜନ୍‌ରେ   ଝିଅମାନେ ପାର୍ଲର ଯାଇ ଫେସିଆଲ କରିଥାନ୍ତି । କିନ୍ତୁ କେତୋଟି ଘରୋଇ ଉପାୟ ଅବଲମ୍ବନ କରି ଆପଣଙ୍କ ମୁହଁରେ ଇନ୍‌ଷ୍ଟାଣ୍ଟ ଗ୍ଲୋ ଆଣିପାରିବେ।

ପ୍ରଜନନ  କ୍ଷମତା ଓ ଯକ୍ଷ୍ମା

ପ୍ରଜନନ କ୍ଷମତା ଓ ଯକ୍ଷ୍ମା

ମହିଳାଙ୍କ କ୍ଷେତ୍ରରେ ଟିବି ୟୁଟ୍ରସ୍‌ରେ ସଂକ୍ରମଣ କାରଣରୁ ଏଣ୍ଡୋମେଟ୍ରିଅମର ପତଳା କରିଥାଏ ତେଣୁ ଏହା ଭ୍ରୂଣର ଠିକ୍‌ ବିକାଶରେ ବାଧାସୃଷ୍ଟି କରିଥାଏ ା ଯେବେ କି ପୁରୁଷଙ୍କ କ୍ଷେତ୍ରରେ ଏହା ଏପିଡାଇଡେମୋ-ଅର୍କିଟସ ସୃଷ୍ଟି କରି ପ୍ୟାସେଜକୁ ବ୍ଲକ କରିଥାଏ, ଯାହାଦ୍ୱାରା ପୁରୁଷ ଆଜୋସ୍ପର୍ମିକ ହୋଇଥାଏ। ଯେଉଁଠାରେ ସ୍ପର୍ମ ସିମେନ ମଧ୍ୟକୁ ପ୍ରବେଶ କରିପାରେ ନାହଁି ା ଏହାର ଲକ୍ଷଣଗୁଡିକ ସହଜରେ ଜଣାଯାଇ ନ ଥାଏ ଏବଂ ସମୟାନୁକ୍ରମେ ଏହା ମନୁଷ୍ୟର ପ୍ରଜନନ କ୍ଷମତାରେ ପ୍ରଭାବ ପକାଇଥାଏ ା 

ବିନା ସୁଜି, ବେସନରେ ଢୋକଲା

ବିନା ସୁଜି, ବେସନରେ ଢୋକଲା

ଆବଶ୍ୟକ ସାମଗ୍ରୀ:ଏକ କପ ହରଡ ଡାଲି (୫ଘଣ୍ଟା ପର୍ଯ୍ୟନ୍ତ ବତୁରାଇ ଦିଅନ୍ତୁ), ଏକ କପ ଚଣା ଡାଲି (୫ଘଣ୍ଟା ପର୍ଯ୍ୟନ୍ତ ବତୁରାଇ ଦିଅନ୍ତୁ), ଦୁଇକପ ଅରୁଆ ଚାଉଳ (୫ଘଣ୍ଟା ପର୍ଯ୍ୟନ୍ତ ବତୁରାଇ ଦିଅନ୍ତୁ), ଏକ କପ ଦହି ଏବଂ ସ୍ବାଦ ଅନୁସାରେ ଲୁଣ। 

କମ୍‌ ହାଇଟ୍‌ରେ ବି  ଲାଗିବେ ଷ୍ଟାଇଲିଶ୍‌

କମ୍‌ ହାଇଟ୍‌ରେ ବି ଲାଗିବେ ଷ୍ଟାଇଲିଶ୍‌

କୌଣସି ପାର୍ଟି ହେଉ କିମ୍ବା ଫଙ୍କଶନ୍‌ ଆକର୍ଷକ ଦେଖିବାକୁ ସମସ୍ତେ ଚାହାନ୍ତି, କିନ୍ତୁ ଝିଅମାନେ ଅଧିକ ମିକ୍ସ ଡ୍ରେସ ଚୟନ କରୁଛନ୍ତି  କିନ୍ତୁ ଯେଉଁମାନଙ୍କର ହାଇଟ୍‌ କମ୍‌ ସେମାନଙ୍କୁ ସାଧାରଣଃ ମିକ୍ସ ଡ୍ରେସ ଏତେଟା ମାନି ନ ଥାଏ। କାହିଁକି ନା ଏହି କାରଣରୁ ତାଙ୍କ ହାଇଟ୍‌ କମ୍‌ ଲାଗିଥାଏ । କେତୋଟି ଫ୍ୟାଶନ୍‌ ଟ୍ରିକ୍‌କୁ ଆପଣେଇ ପାରିଲେ ଆପଣଙ୍କ ଲୁକ୍‌ ଆହୁରି ଆକର୍ଷଣୀୟ ହେବ...

ଖାଦ୍ୟ ଶେଷରେ ଗୁଡ଼, କ’ଣ ମିଳେ ଫାଇଦା...

ଖାଦ୍ୟ ଶେଷରେ ଗୁଡ଼, କ’ଣ ମିଳେ ଫାଇଦା...

ଗୁଡ଼ ଅନେକ ପୋଷକ ତତ୍ତ୍ୱରେ ଭରପୁର। ପ୍ରତିଦିନ ଖାଇସାରିବା ପରେ ଅଭ୍ୟାସ କରି ଫାଳେ ଗୁଡ଼ ଖାଇଲେ ମିଳିଥାଏ ଅନେକ ଫାଇଦା। 

ଓଜନ କମ କରିବ ଜିରା ପାଣି

ଓଜନ କମ କରିବ ଜିରା ପାଣି

ଜିରା ଯେପରି ଖାଦ୍ୟର ସ୍ବାଦ ବଢାଇଥାଏ ସେହିପରି ଦେହପାଇଁ ମଧ୍ୟ ଉପକାରୀ ହୋଇଥାଏ।   ଶରୀରର ଓଜନ କମାଇବାରେ ଜିରାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସକାଳୁ ଖାଲିପେଟରେ ଜିରାପାଣି ପଇବା ଦ୍ୱାରା ଓଜନ କମ୍‌ହୋଇଥାଏ। ଆପଣ ଯଦି ଏହି ସମସ୍ୟାର ସମାଧାନ କରିବାକୁ ଚାହାନ୍ତି ତେବେ ଜିରାପାଣିକୁ ନିୟମିତ ସକାଳେ ପିଅନ୍ତୁୁ।

ସକାରାତ୍ମକ ଚିନ୍ତାଧାରା  ବଢ଼ାଏ ଭିଡିଓଗେମ୍‌

ସକାରାତ୍ମକ ଚିନ୍ତାଧାରା ବଢ଼ାଏ ଭିଡିଓଗେମ୍‌

ସାଧାରଣତଃ ଛୋଟ ପିଲାମାନେ ଭିଡିଓଗେମ୍‌ ଖେଳିବାକୁ ପସନ୍ଦ କରିଥାଆନ୍ତି। କେତେକଙ୍କର ଏହା ଏକ ଅଭ୍ୟାସରେ ପରିଣତ ହୋଇଯାଇଥାଏ। 

ସୁସ୍ଥ ରହିବ ହୃତ୍‌ପିଣ୍ଡ

ସୁସ୍ଥ ରହିବ ହୃତ୍‌ପିଣ୍ଡ

ଆଜିକାଲି ହୃଦ୍‌ରୋଗ ଏକ ସାଧାରଣ ସମସ୍ୟା ପାଲଟି ଗଲାଣି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ହୃତପିଣ୍ଡ (ହାର୍ଟ)କୁ ସୁସ୍ଥ ତଥା ନୀରୋଗ ରଖିବା ପାଇଁ ନିମ୍ନୋକ୍ତ  ଟିପ୍ସ ଆପଣେଇ ପାରନ୍ତି...

ବ୍ୟାକ୍ଟେରିଆକୁ  ପ୍ରତିରୋଧ କରିବ ଲାଳ

ବ୍ୟାକ୍ଟେରିଆକୁ ପ୍ରତିରୋଧ କରିବ ଲାଳ

ପାଟି ଭିତରେ ଥିବା ଲାଳ ଅନେକ ସମୟରେ ଆମ ଶରୀର ପାଇଁ ଉପକାରୀ ସାବ୍ୟସ୍ତ ହୋଇଥାଏ। ଏହି ତାଲିକାରେ ଆଉ ଏକ କଥାକୁ ସାମିଲ କରାଯାଇଛି। 

ଔଷଧ: କିଛି କଥା

ଔଷଧ: କିଛି କଥା

ଆମକୁ କୌଣସି ରୋଗ ହେଲେ ଆମେ ବିଳମ୍ବ ନ କରି ଡାକ୍ତରଙ୍କ ସହ ପରାମର୍ଶ କରି ଔଷଧ ଖାଇଥାଉ। ଆରୋଗ୍ୟ ଲାଭ କରିବା ପରେ କେତେକ ମନକୁ ମନ ଔଷଧ ଖାଇବା ବନ୍ଦ କରିଦିଅନ୍ତି।

ମାନସିକ ସ୍ବାସ୍ଥ୍ୟ ଓ ଯୁବପିଢ଼ି

ମାନସିକ ସ୍ବାସ୍ଥ୍ୟ ଓ ଯୁବପିଢ଼ି

”ପ୍ରତି ୪ ଜଣରେ ଜଣେ ମାନସିକସ୍ତରରେ କୌଣସି ପ୍ରକାରର ଅସୁସ୍ଥ ଥାଆନ୍ତି। ଆକଳନ ଅନୁଯାୟୀ, ସାରା ପୃଥିବୀରେ ୫୦କୋଟି ଲୋକ ମାନସିକ ରୋଗର ଶିକାର ହୋଇଥାଆନ୍ତି। ଏହାମଧ୍ୟରୁ ୧୫କୋଟି ଲୋକ ‘ମାନସିକ ବିଷାଦ’ ବା ଡିପ୍ରେସନ୍‌ ରୋଗରେ ପୀଡ଼ିତ ଓ ଏହି ୧୫ କୋଟି ଲୋକଙ୍କ ମଧ୍ୟରେ ଯୁବବର୍ଗଙ୍କ ସଂଖ୍ୟା ଅଧିକ। ଅନ୍ୟ ରୋଗଗୁଡ଼ିକର ଚିକିତ୍ସା ସୁବିଧା ପରି ‘ମାନସିକ ରୋଗର ଚିକିତ୍ସା’ ସବୁ ସ୍ଥାନରେ ଉପଲବ୍ଧ ନୁହେଁ।“

ବିବର୍ତ୍ତନର ଅନୁକରଣ

ବିବର୍ତ୍ତନର ଅନୁକରଣ

”ଗୋଟିଏ ଜୀବଜାତିଠାରେ ଜୈବିକ ପରିବର୍ତ୍ତନ ହେତୁ ନୂତନ ଜୀବଜାତିର ସୃଷ୍ଟି ସମ୍ଭବ ହୋଇଥାଏ। ଏହି ପରିବର୍ତ୍ତନ ମୁଖ୍ୟତଃ ଜିନୀୟ ଧ୍ରୁବୀକରଣ ଫଳରେ ଘଟୁଥିବାର ଏବେ ସଚରାଚର ବିଶ୍ୱାସ କରାଯାଉଛି। ତେବେ, ତାହା ଘଟୁଥିଲା ପ୍ରାକୃତିକ ରୂପେ। ଏହି ଚିନ୍ତାଧାରାକୁ ଆଧାରକରି ବିଜ୍ଞାନାଗାରରେ ତାହାର ଅନୁକରଣ କରିବା ଏବଂ ତାହାକୁ ମାନବ ଜାତିର କଲ୍ୟାଣରେ ଲଗାଇବାର ପଥ ଉନ୍ମୁକ୍ତକରିବା ହେତୁ ଚଳିତ ୨୦୧୮ ମସିହାରେ ରସାୟନ ବିଜ୍ଞାନରେ ନୋବେଲ ପୁରସ୍କାର ପାଇଛନ୍ତି ତିନିଜଣ କୃତବିଦ୍ୟ ରସାୟନ ବିଜ୍ଞାନୀ- ଆମେରିକାର ଫ୍ରାନ୍‌ସେସ୍‌ ଏଚ୍‌. ଆର୍‌ନୋଲ୍ଡ  ଓ  ଜର୍ଜ ପି. ସ୍ମିଥ୍‌ ଏବଂ ଇଂଲଣ୍ଡର ସାର୍‌ ଗ୍ରେଗୋରି ପି. ଉଇଣ୍ଟର।“

ସକାଳେ ଖାଇଲେ ଖାଇବା ସୋଡ଼ା  କ’ଣ  ମିଳିବ ଉପକାର...

ସକାଳେ ଖାଇଲେ ଖାଇବା ସୋଡ଼ା କ’ଣ ମିଳିବ ଉପକାର...

ଶରୀରକୁ ସୁସ୍ଥ ରଖିବା ପାଇଁ ପାକସ୍ଥଳୀରେ ଥିବା ଏସିଡ୍‌ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ତେବେ ବେଳେବେଳେ କୌଣସି କାରଣରୁ ଏହା ସ୍ବାଭାବିକ ଭାବେ କାମ କରିନ ଥାଏ।

ଶୋଇବାର ୨ ଘଣ୍ଟା ପୂର୍ବରୁ କରନ୍ତୁ ଭୋଜନ...

ଶୋଇବାର ୨ ଘଣ୍ଟା ପୂର୍ବରୁ କରନ୍ତୁ ଭୋଜନ...

ଶୋଇବା ଏବଂ ଭୋଜନ ସମୟ ମଧ୍ୟରେ କିଛି ପାର୍ଥକ୍ୟ ରହିବାର ଆବଶ୍ୟକ। ସେନେଇ ଆୟୁର୍ବେଦରେ ପରାମର୍ଶ ଦିଆଯାଇଛି। ଏଥିରେ ଅନିୟମିତତା ହେଲେ ବ୍ରେଷ୍ଟ ଓ ପ୍ରୋଷ୍ଟେଟ୍‌ କ୍ୟାନସର ହେବାର ଆଶଙ୍କା ରହିଥାଏ। ପ୍ରାତଃଭୋଜନ, ମଧ୍ୟାହ୍ନ ଭୋଜନ ଓ ରାତ୍ର ଭୋଜନ ଗ୍ରହଣ ସମୟରେ ନିୟନ୍ତ୍ରଣ ଅଣାଗଲେ ଅନେକ ରୋଗରୁ ମିଳିଥାଏ ମୁକ୍ତି। ତେବେ ମଧ୍ୟାହ୍ନ ଓ ରାତ୍ର ଭୋଜନ ପରେ ସ୍ନାକ୍ସ ଖାଇବାକୁ ଆୟୁର୍ବେଦରେ ବାରଣ କରାଯାଇଛି। ଖାଦ୍ୟ ଖାଇବାର ୨ ଘଣ୍ଟା ପରେ ଶୋଇଲେ ଖାଦ୍ୟ ଅଧା ହଜମ ଅବସ୍ଥାକୁ ଆସିଯାଇଥାଏ। ଏହାପରେ ଶୋଇଲେ ସ୍ବାସ୍ଥ୍ୟ ପାଇଁ ଭଲ। ଏପରି କଲେ ମେଦବହୁଳତା ମିଳିଥାଏ ମୁକ୍ତି। ସେହିପରି ରକ୍ତଶର୍କରା ଓ କୋଲେଷ୍ଟରଲସ୍ତର ମଧ୍ୟ ସ୍ବାଭାବିକ ହୋଇଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି।

ନିରାମିଷ ମାଛ

ନିରାମିଷ ମାଛ

ଲଣ୍ଡନର ଏକ ରେଷ୍ଟୁରାଣ୍ଟରେ ନିରାମିଷ ମାଛ ମିଳୁଛି। ଯାହାର ସ୍ବାଦ ଚାଖିବା ପାଇଁ ଗ୍ରାହକଙ୍କ ଭିଡ଼ ଦେଖିବାକୁ ମିଳୁଛି। ଲଣ୍ଡନର ଡାନିଏଲ ସଟନ ନାମକ ଜଣେ ବ୍ୟକ୍ତି ଏହି ରେଷ୍ଟୁରାଣ୍ଟ ଆରମ୍ଭ କରିଥିଲେ। ନିରାମିଷ ଲୋକଙ୍କ ଚାହିଦା ପୂରଣ କରିବା ପାଇଁ ସେ ମାଛ କଦଳୀ ଫୁଲ ଓ ସାମୁଦ୍ରିକ ବୃକ୍ଷ ସୋଫାମାୟାର ବ୍ୟବହାର କରି ତିଆରି କରିଥିଲେ ଏହି ଖାଦ୍ୟ। ଏହାର ସ୍ବାଦ ମାଛ ଭଳି ଲାଗିଥାଏ। ରେଷ୍ଟୁରାଣ୍ଟ୍‌ରେ ପ୍ରସ୍ତୁତ ଏହି ଖାଦ୍ୟକୁ ନେଇ ଏବେ ସୋସିଆଲ୍‌ ମିଡ଼ଆରେ ଜାରି ରହିଛି ଚର୍ଚ୍ଚା।

କିଡ୍‌ନୀ ଷ୍ଟୋନ୍‌ରୁ  ଦୂରେଇ ରହିବା ଲାଗି ଆପଣାଇ ପାରିବେ ଏହି ଘରୋଇ ଉପାୟ...

କିଡ୍‌ନୀ ଷ୍ଟୋନ୍‌ରୁ ଦୂରେଇ ରହିବା ଲାଗି ଆପଣାଇ ପାରିବେ ଏହି ଘରୋଇ ଉପାୟ...

ପରିବର୍ତ୍ତିତ ଜୀବନ ଶୈଳୀ ତଥା ଖାଦ୍ୟ ଗ୍ରହଣରେ ଅନିୟମିତତା ଯୋଗୁ ଏବେ କେତେକଙ୍କଠାରେ  କିଡ୍‌ନୀ ଷ୍ଟୋନ୍‌ ହେଉଥିବାର ଦେଖିବାକୁ ମିଳୁଛି। ଏଥିରୁ ଦୂରେଇ ରହିବା ପାଇଁ ଆୟୁର୍ବେଦରେ ଅନେକ ପରାମର୍ଶ ଦିଆଯାଇଛି। 

ଘାସ ଉପରେ ଖାଲି ପାଦରେ ଚାଲିଲେ ମିଳିବ ଅନେକ ଫାଇଦା

ଘାସ ଉପରେ ଖାଲି ପାଦରେ ଚାଲିଲେ ମିଳିବ ଅନେକ ଫାଇଦା

ଶରୀରକୁ ସୁସ୍ଥ ରଖିବାକୁ କିଏ କେତେ ଉପାୟ ଆପଣାଉଛନ୍ତି। କିଏ ଓ୍ବର୍କ ଆଉଟ୍‌ କରୁଛି ତ ପୁଣି କିଏ ଡାଏଟିଂ। ହେଲେ ସକାଳୁ ଖାଲି ପାଦରେ ଯେଉଁମାନେ ସବୁଜ ଘାସ ଉପରେ ଚାଲୁଛନ୍ତି ସେମାନେ ନିଜକୁ ଅନ୍ୟମାନଙ୍କଠାରୁ ଅଧିକ ସୁସ୍ଥ ରଖିପାରୁଛନ୍ତି। କାରଣ ସକାଳୁ ଖାଲି ପାଦରେ ଘାସରେ ଚାଲିବା ସମୟରେ ଦେହରେ ପଡୁଥିବା ସୂର୍ଯ୍ୟକିରଣ ମଧ୍ୟ ଶରୀରକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ। 

ଆଖି ରୋଗରୁ ଦୂରେଇ ରହିବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ...

ଆଖି ରୋଗରୁ ଦୂରେଇ ରହିବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ...

ବାୟୁ ପ୍ରଦୂଷଣ ଯୋଗୁ ବିଭିନ୍ନ ପ୍ରକାର ଆଖି ସମସ୍ୟା ଦେଖାଯାଇଥାଏ। ତେବେ ଏଥିରୁ ଦୂରେଇ ରହିବା ପାଇଁ ଆୟୁର୍ବେଦରେ କେତେକ ସହଜ ଘରୋଇ ପରାମର୍ଶ ସମ୍ପର୍କରେ ଉଲ୍ଲେଖ ଅଛି।