ଜୀବନଚର୍ଯ୍ୟା

ବ୍ୟାୟାମ : କିଛିି କଥା

ବ୍ୟାୟାମ : କିଛିି କଥା

ସୁସ୍ଥ ରହିବାକୁ କିଏ ବା ନ ଚାହେଁ? ହେଲେ କେତେକ ଏହାକୁ ଆବଶ୍ୟକ ମୁତାବକ ଗୁରୁତ୍ୱ ଦେଇ ନ ଥାଆନ୍ତି। ନିଜକୁ ନୀରୋଗ ତଥା ସୁସ୍ଥ ରଖିବା ପଛରେ ବ୍ୟାୟାମର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। 

ସ୍ବାସ୍ଥ୍ୟ ଓ  ସନ୍ତୋଷଜନକ ଜୀବନଶୈଳୀ

ସ୍ବାସ୍ଥ୍ୟ ଓ ସନ୍ତୋଷଜନକ ଜୀବନଶୈଳୀ

ଖାଦ୍ୟ ପଦାର୍ଥକୁ ଖୁବ୍‌ଶୀଘ୍ର ବା ବହୁତ ଧୀରେ ଖାଇବା ଉଚିତ ନୁହେଁ ା ଗପସପରେ ମଜି ରହି, ହସିହସି ବା ଟେଲିଭିଜନ ଦେଖି ଖାଇବା ଉଚିତ ନୁହେଁ ା ଭୋଜନ ପ୍ରାରମ୍ଭରେ ମଧୁର ରସଯୁକ୍ତ ଖାଦ୍ୟ, ମଧ୍ୟଭାଗରେ ଲବଣ ଓ ଅମ୍ଳ ରସଯୁକ୍ତ ଖାଦ୍ୟ ଏବଂ ଶେଷରେ ପିତା-କଷା ରସଯୁକ୍ତ ଖାଦ୍ୟ ଗ୍ରହଣ ବିଧେୟା ଖାଇବାର ୧୫ ମିନିଟ୍‌ ପୂର୍ବ ଓ ଖାଇବାର ୧୫ ମିନିଟ୍‌ ପରବର୍ତ୍ତୀ ସମୟ ମଧ୍ୟରେ ପାଣି ପିଇବା ଉଚିତ ନୁହେଁ ...

ନଡ଼ିଆ ତେଲରେ ଘଷିଲେ ଦାନ୍ତ ମିଳିବ ଏସବୁ ଫାଇଦା...

ନଡ଼ିଆ ତେଲରେ ଘଷିଲେ ଦାନ୍ତ ମିଳିବ ଏସବୁ ଫାଇଦା...

ପ୍ରତିଦିନ ସକାଳେ ନଡ଼ିଆ ତେଲରେ ଦାନ୍ତ ଘଷିଲେ ମିଳିଥାଏ ଅନେକ ସୁଫଳ। ପ୍ରାୟତଃ ସଭିଏଁ ସକାଳେ  ଟୁଥ୍‌ପେଷ୍ଟରେ ଦାନ୍ତ ଘଷିଥାନ୍ତି ।

ଜୁସ୍‌ ଥେରାପି ରଖେ ବହୁରୋଗରୁ ଦୂରେଇ...

ଜୁସ୍‌ ଥେରାପି ରଖେ ବହୁରୋଗରୁ ଦୂରେଇ...

ନିୟମିତ ଜୁସ୍‌ ପିଇଲେ ଶରୀର ସୁସ୍ଥ ରହିଥାଏ। ଏହା ଦ୍ୱାରା ତ୍ୱଚାରେ  ଆସିଥାଏ ଚମକ। ପ୍ରତିଦିନ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଜୁସ୍‌ ପିଇବାକୁ ଜୁସ୍‌ ଥେରାପି କୁହାଯାଇଥାଏ।

କୋଲେଷ୍ଟରଲ କମାଇବାକୁ ଚାହୁଁଛନ୍ତି ଆପଣାନ୍ତୁ ଏହି ସହଜ ଉପାୟ...

କୋଲେଷ୍ଟରଲ କମାଇବାକୁ ଚାହୁଁଛନ୍ତି ଆପଣାନ୍ତୁ ଏହି ସହଜ ଉପାୟ...

ଛତୁରେ ବିଭିନ୍ନ ପୋଷକତ୍ବ ରହିଥାଏ। ଏହାକୁ ପ୍ରତିଦିନ ଖାଇଲେ ଶରୀରର ଅନେକ ଉପକାର ହୁଏ। ଶରୀରର ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ଏହା ସହାୟକ ହୋଇଥାଏ ।

ଲାଭଦାୟକ ତେନ୍ତୁଳି

ଲାଭଦାୟକ ତେନ୍ତୁଳି

ତେନ୍ତୁଳି ଖାଇଲେ ଗଳାରେ ସମସ୍ୟା ଦେଖାଯାଏ ବୋଲି ଅନେକେ କହିଥାଆନ୍ତି। ହେଲେ ଏହାର କେତେକ ଗୁଣ ଶରୀର ପାଇଁ ବେଶ୍‌ ଲାଭଦାୟକ। 

ବହୁ ରୋଗରୁ ଦୂରେଇ ରଖେ ଉପବାସ...

ବହୁ ରୋଗରୁ ଦୂରେଇ ରଖେ ଉପବାସ...

ବିଭିନ୍ନ ପର୍ବ ପର୍ବାଣିରେ ମହିଳାମାନେ ଉପବାସ ରଖିଥାନ୍ତି । ସାଧାରଣତଃ ଉପବାସକୁ ଶ୍ରଦ୍ଧା ଓ ଭକ୍ତି ଭାବ ସହ ଯୋଡା ଯାଇଥାଏ । କିଛି ଲୋକ ଏହାଦ୍ୱାରା ଓଜନ ହ୍ରାସ ପାଇଥାଏ ବୋଲି ମନେ କରିଥାନ୍ତି । 

ଉଚ୍ଚ ରକ୍ତଚାପରୁ ଦୂରେଇ ରହିବା ପାଇଁ ସକାଳେ ପିଅନ୍ତୁ ଏହି ରସ...

ଉଚ୍ଚ ରକ୍ତଚାପରୁ ଦୂରେଇ ରହିବା ପାଇଁ ସକାଳେ ପିଅନ୍ତୁ ଏହି ରସ...

ସକାଳେ ଚାମୁଚେ ଅଁଳାରସ ପିଇଲେ ଶରୀରର ଅନେକ ଉପକାର ହୋଇଥାଏ। ଏକ ଭାଗ, ପିପ୍‌ପଳୀ ଏକ ଭାଗ, ସୈନ୍ଧବ ଲୁଣ ଏକତ୍ର ଚୂର୍ଣ୍ଣ କରି ସେଥିରେ ଅଁଳାରସ ମିଶାଇ ଉଷୁମ ଜଳ ସହିତ ସେବନ କଲେ ବଦହଜମି, ଅମ୍ଳ, ହାକୁଟି, ପେଟଫମ୍ପା ଆଦି ଭଲ ହୁଏ।

ଡାଇବେଟିସ୍‌ ଆଶଙ୍କା ବଢ଼ାଏ ଭିଟାମିନ୍‌-ଡି’...

ଡାଇବେଟିସ୍‌ ଆଶଙ୍କା ବଢ଼ାଏ ଭିଟାମିନ୍‌-ଡି’...

ଶରୀରରରେ ଭିଟାମିନ୍‌-ଡି’ସ୍ତର କମ୍‌ ହେଲେ ମଧୁମେହ ଆଶଙ୍କା ବଢ଼ିଥାଏ ବୋଲି ଆମେରିକା ମିସିଗାନ ବିଶ୍ୱବିଦ୍ୟାଳୟର ଗବେଷକ ଏକ ତଥ୍ୟ ଉପସ୍ଥାପନ କରିଛନ୍ତି। 

ଶରୀରକୁ ଫିଟ୍‌ ରଖିବା ପାଇଁ କରନ୍ତୁ ଏହି ଯୋଗ...

ଶରୀରକୁ ଫିଟ୍‌ ରଖିବା ପାଇଁ କରନ୍ତୁ ଏହି ଯୋଗ...

ଶରୀରକୁ ଫିଟ୍‌ ରଖିବାକୁ ସଭିଏଁ ଚାହାନ୍ତି। ଯୋଗ ଦ୍ୱାରା ଏହା କରାଯାଇପାରେ। ତେବେ ଅଷ୍ଟାଙ୍ଗ ଯୋଗ କଲେ ଶରୀର ନିରୋଗ ଓ ଫିଟ୍‌ ରହିଥାଏ। 

ମେଦବହୁଳତାରୁ ଦୂରେଇ ରହିବା ପାଇଁ ଶୁଅନ୍ତୁ ଏତିକି  ସମୟ...

ମେଦବହୁଳତାରୁ ଦୂରେଇ ରହିବା ପାଇଁ ଶୁଅନ୍ତୁ ଏତିକି ସମୟ...

ଯଦି ରାତିରେ ନିଦ ଆସିବାକୁ କଷ୍ଟ ହେଉଛି କିମ୍ବା ବିଳମ୍ବ ହେଉଛି, ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ। କରାଯାଇଥିବା ଏକ ଗବେଷଣାରୁ ଗବେଷକ ଜାଣିପାରିଛନ୍ତି ଯେ, ନିଦ ହେଉ ନ ଥିଲେ ମଧୁମେହ, ମେଦବହୁଳତା ପରି ସମସ୍ୟା ଅତି ଶୀଘ୍ର ଦେଖାଦେଇଥାଏ। 

ଯକୃତରୁ ନିସୃତ ‘ ଟିଏସ୍‌କେ’ ହର୍ମୋନ ବଢ଼ାଏ ମେଦବହୁଳତା

ଯକୃତରୁ ନିସୃତ ‘ ଟିଏସ୍‌କେ’ ହର୍ମୋନ ବଢ଼ାଏ ମେଦବହୁଳତା

ମେଦ ବହୁଳତା ଏପରି ଏକ ସମସ୍ୟା ଯାହା ବର୍ତ୍ତମାନ ସମୟରେ ବିଶ୍ୱର ଅଧିକାଂଶ ଲୋକଙ୍କୁ ଚିନ୍ତାରେ ପକାଉଛି। ଏହାକୁ ନେଇ ମଧ୍ୟ ଚିନ୍ତାରେ ଯୁବପିଢ଼ୀ। ଏଥିରେ କବଳିତ ଲୋକେ ଏକ୍ସରସାଇଜ ଅବା ଡାଇଟିଂ କରୁଥିଲେ ମଧ୍ୟ ସେମାନଙ୍କର ଓଜନ କମ୍‌ ହୋଇ ନ ଥାଏ। ତେବେ ଅଧିକ ପ୍ରଚେଷ୍ଟା ପରେ ମଧ୍ୟ ଯଦି ଓଜନ୍‌ କମ୍‌ ହେଉନାହିଁ  ତେବେ ଚିନ୍ତା କରନ୍ତୁ ନାହିଁ। କାରଣ ଶରୀରରେ ମେଦବହୁଳତା ସୃଷ୍ଟି କରୁଥିବା ତଥା ମୋଟାପଣ କମ୍‌ କରିବାକୁ ଦେଉ ନ ଥିବା ହରମୋନ୍‌ ବିଷୟରେ ବୈଜ୍ଞାନିକମାନେ ଜାଣିବାକୁ ପାଇଛନ୍ତି।

ଜାମୁକୋଳି ଆଣେ ତ୍ୱଚାରେ ଚମକ...

ଜାମୁକୋଳି ଆଣେ ତ୍ୱଚାରେ ଚମକ...

ସ୍ବାଦରେ ଜାମୁକୋଳି ଖଟାମିଠା। ହେଲେ ଏହା ସ୍ବାସ୍ଥ୍ୟ ପାଇଁ ବେଶ୍‌ ଉପଯୋଗୀ। ମଧୁମେହ ରୋଗୀଙ୍କ ଲାଗି ଏହା ମହୌଷଧୀ ସଦୃଶ କାମ କରେ। ମଧୁମେହ ରୋଗୀ ପ୍ରତିଦିନ ଜାମୁ କୋଳି ଖାଇବା ଦ୍ୱାରା ରୋଗ ନିୟନ୍ତ୍ରଣରେ ରହିଥାଏ।

ସକାଳେ କପେ ରେଡ୍‌ ଟି ରଖେ ମେଦବହୁଳତାରୁ ଦୂରେଇ...

ସକାଳେ କପେ ରେଡ୍‌ ଟି ରଖେ ମେଦବହୁଳତାରୁ ଦୂରେଇ...

ସକାଳେ ରେଡ୍‌ ପିଇଲେ ଅନେକ ଉପକାର ମିଳିଥାଏ। ରେଡ୍‌ ଟିରେ ଲୌହ, ପୋଟାସିୟମ୍‌, ଜିଙ୍କ୍‌, ମାଙ୍ଗାନିଜ୍‌, କପର, କ୍ୟାଲସିୟମ୍‌, ସୋଡ଼ିୟମ୍‌, ମ୍ୟାଗ୍ନେସିୟମ୍‌, ଫ୍ଲୋରାଇଡ୍‌, କ୍ୟୁରସେଟିନ୍‌ ଆଦି ତତ୍ତ୍ୱ ରହିଥାଏ।

ଅବସାଦଠୁ ଦୂରେଇ ରହବାକୁ ଚାହୁଁଛନ୍ତି କି, ସାଇକେଲ ଚଲାନ୍ତୁ

ଅବସାଦଠୁ ଦୂରେଇ ରହବାକୁ ଚାହୁଁଛନ୍ତି କି, ସାଇକେଲ ଚଲାନ୍ତୁ

ବ୍ୟାୟାମ୍‌ର ସବୁଠୁ ସହଜ ଏବଂ ସରଳ ଉପାୟ ହେଉଛି ସାଇକେଲିଂ। ଏହା ଉଭୟ ଶାରୀରିକ ଓ ମାନସିକ ସ୍ତରରେ ଏହା ଆପଣଙ୍କୁ ଫିଟ୍‌ ରଖିଥାଏ।

ଫିଟ୍‌ ରଖେ ଯୋଗାସନ

ଫିଟ୍‌ ରଖେ ଯୋଗାସନ

ଦୈନିକ ଯୋଗାସନ କରିବା ମହିଳାଙ୍କ ଲାଗି ବେଶ୍‌ ଲାଭପ୍ରଦ। ଏହା ଶରୀରକୁ ଫିଟ୍‌ ଏବଂ ରୋଗମୁକ୍ତ ରଖିବାରେ ସାହାଯ୍ୟ କରିଥାଏ। ଆସନ୍ତୁ ଜାଣିବା ଏହାର ବିଭିନ୍ନ ଉପକାରିତା ସମ୍ପର୍କରେ...


ଶୀତରେ ବି  ରହିବ ଗ୍ଲୋ

ଶୀତରେ ବି ରହିବ ଗ୍ଲୋ

ଶୀତଦିନେ ଅଧିକାଂଶ ଗାଧୋଇବା ଲାଗି ଗରମ ପାଣି ବ୍ୟବହାର କରିଥାନ୍ତି। ଯଦିଓ ଏହା ଆରାମଦାୟକ, ହେଲେ ଏଥି ଯୋଗୁ ତ୍ୱଚା ଡ୍ରାଏ ହେବା, ଫାଟିବା ଏବଂ କଳା ପଡିବା ସମସ୍ୟା ଦେଖା ଦେଇଥାଏ। ତେଣୁ କେଉଁ ଉପାୟ ଆପଣାଇଲେ ଆପଣ ଗରମ ପାଣିରେ ଗାଧେଇବାର ସୁବିଧା ନେବା ସହ ପୂର୍ବ ପରି ତ୍ୱଚାର ଗ୍ଲୋ ରକ୍ଷା କରିପାରିବେ, ଜାଣି ରଖନ୍ତୁ ସେ ସମ୍ପର୍କରେ...

ଡାଇବେଟିସ୍‌ରୁ ଏହା ବି ରଖେ ଦୂରେଇ...

ଡାଇବେଟିସ୍‌ରୁ ଏହା ବି ରଖେ ଦୂରେଇ...

ରସୁଣରେ ଥିବା ଔଷଧୀୟ ଗୁଣ ଆମ ଶରୀରରୁ ବହୁ ରୋଗ ଦୂର କରିଦିଏ। ପ୍ରତିଦିନ  ଦୁଇକୋଲା ରସୁଣ ଖାଇଲେ ମିଳିଥାଏ ଅନେକ ସୁଫଳ।

ହାର୍ଟ ଆଟାକ୍‌ରୁ ଦୂରେଇ ରହିବା ପାଇଁ ସକାଳୁ ପିଅନ୍ତୁ ଗ୍ଲାସେ ବାସି ପାଣି...

ହାର୍ଟ ଆଟାକ୍‌ରୁ ଦୂରେଇ ରହିବା ପାଇଁ ସକାଳୁ ପିଅନ୍ତୁ ଗ୍ଲାସେ ବାସି ପାଣି...

ସକାଳେ ଶଯ୍ୟାତ୍ୟାଗ ପରେ ଏକ ଗ୍ଲାସ୍‌ ବାସି ପାଣି ପିଇଲେ ହୋଇଥାଏ ଅନେକ ଉପକାର। ଏହାକୁ କୁହାଯାଏ ଉଷାପାନ । 

ଧୂମପାନ ପରିତ୍ୟାଗ  କରିବାର ନୂଆ ଉପାୟ

ଧୂମପାନ ପରିତ୍ୟାଗ କରିବାର ନୂଆ ଉପାୟ

ଧୂମପାନ ଏପରି ଏକ ଅଭ୍ୟାସ ଯାହା ପରୋକ୍ଷରେ ଅନେକ ରୋଗକୁ ଆମନ୍ତ୍ରଣ କରିଥାଏ। ତଥାପି ଅନେକେ ଏହାକୁ ଦୈନନ୍ଦିନ ଜୀବନର ଏକ ଅଭ୍ୟାସ ଭାବେ ଭାବି ନିଅନ୍ତି ଏବଂ ଏହି ସାଇଲେଣ୍ଟ କିଲରକୁ ଆପଣାର କରିନିଅନ୍ତି।

ଅଲ୍‌ରାଉଣ୍ଡର ସ୍ପେଶଶିପ୍‌

ଅଲ୍‌ରାଉଣ୍ଡର ସ୍ପେଶଶିପ୍‌

ମହାକାଶ ହେଉ ଅବା ପୃଥିବୀ ବିଷୟରେ ଅଧିକ ତଥ୍ୟ ଜାଣିବା ପାଇଁ ବିଭିନ୍ନ ଦେଶର ମହାକାଶ ବିଜ୍ଞାନୀ ଗବେଷଣା ଜାରି ରଖିଛନ୍ତି। ନିକଟରେ ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ‘ନାସା’ର ବୈଜ୍ଞାନିକମାନେ ଏକ ଅତ୍ୟାଧୁନିକ ସ୍ପେଶଶିପ୍‌ ପ୍ରସ୍ତୁତ କରିଛନ୍ତି।

ମସ୍ତିଷ୍କ କାର୍ଯ୍ୟଧାରାକୁ ସକ୍ରିୟ କରାଏ ସନ୍ତୁଳିତ ଖାଦ୍ୟ

ମସ୍ତିଷ୍କ କାର୍ଯ୍ୟଧାରାକୁ ସକ୍ରିୟ କରାଏ ସନ୍ତୁଳିତ ଖାଦ୍ୟ

ମସ୍ତିଷ୍କ ଯଦି ଠିକ୍‌ ଭାବରେ କାର୍ଯ୍ୟ କରେ ତେବେ ଆମେ କେତେକ ପ୍ରମୁଖ ସ୍ବାସ୍ଥ୍ୟଜନିତ ସମସ୍ୟାଠାରୁ ନିଜକୁ ଦୂରେଇ ରଖିଥାଉ। ବିଶେଷଭାବରେ ଏଥିପାଇଁ ଆମକୁ ନିଜର ଦୈନନ୍ଦିନ ଜୀବନଶୈଳୀ, ଖାଦ୍ୟପେୟ ପ୍ରତି ଧ୍ୟାନ ଦେବାକୁ ପଡିଥାଏ।

ପ୍ରାକୃତିକ ପେନ୍‌କିଲର

ପ୍ରାକୃତିକ ପେନ୍‌କିଲର

”ଆଜିର ଆଧୁନିକ ଚିକିତ୍ସା ବିଜ୍ଞାନରେ ଚିକିତ୍ସା ଦ୍ୱାରା କେତେକ ରୋଗରୁ ସାମୟିକ ଉପଶମ ମିଳୁଥିଲେ ମଧ୍ୟ ସମ୍ପୂର୍ଣ୍ଣ ଆରୋଗ୍ୟ ହେବା ଆଶା କ୍ଷୀଣ। କିନ୍ତୁ ଏପରି ଆୟୁର୍ବେଦ ଶାସ୍ତ୍ରରେ ଲକ୍ଷାଧିକ ଔଷଧ ଦ୍ରବ୍ୟର ବର୍ଣ୍ଣନା ରହିଅଛି ଯାହାକି ବ୍ୟକ୍ତିଙ୍କୁ ଜରାବ୍ୟାଧିରୁ ମୁକ୍ତି ଦେଇ ନୀରୋଗ କରିପାରିବ, ଏହା ମୁନି ଋଷିମାନଙ୍କ ଦିବ୍ୟ ଦୃଷ୍ଟି ଓ ସାଧନା ବଳରେ ସମ୍ଭବ ହୋଇପାରିଛି, ଯାହାକି ଦୁରାରୋଗ୍ୟ ବ୍ୟାଧି ମଧ୍ୟ ଚିର ଆରୋଗ୍ୟ ହୋଇପାରିବ।“

ଡେଙ୍ଗା ହେବା ପାଇଁ କରନ୍ତୁ ଏହି ସହଜ ଯୋଗାସନ...

ଡେଙ୍ଗା ହେବା ପାଇଁ କରନ୍ତୁ ଏହି ସହଜ ଯୋଗାସନ...

ସମସ୍ତେ ଡେଙ୍ଗା ଓ ଫିଟ୍‌ଫାଟ୍‌ ରହିବାକୁ ଚାହଁ।ନ୍ତି। କିନ୍ତୁ କେତେକଙ୍କର ଆବଶ୍ୟକ ଉଚ୍ଚତା ନ ଥିବାରୁ ସେମାନେ ମନ ଦୁଃଖ କରିଥାନ୍ତି।