ଜୀବନଚର୍ଯ୍ୟା

ଘରେ ସୁଖ ସମୃଦ୍ଧି ଲାଗି ଆପଣାନ୍ତୁ ଏହି ଉପାୟ...

ଘରେ ସୁଖ ସମୃଦ୍ଧି ଲାଗି ଆପଣାନ୍ତୁ ଏହି ଉପାୟ...

ଏକ ବଡ ପେଟ ଥିବା ଜଣେ ହସକୁରା ବୁଢାକୁ ଲାଫିଙ୍ଗ୍‌ ବୁଦ୍ଧ କୁହାଯାଏ । ବଜାରରେ ବସିଥିବା ଲାଫିଙ୍ଗ୍‌ ବୁଦ୍ଧ, ଦୁଇ ହାତ ଉପରକୁ କରିଥିବା ଲାଫିଙ୍ଗ୍‌ ବୁଦ୍ଧ ଆଦି ମୂର୍ତ୍ତି ବିକ୍ରି ହୋଇଥାଏ। ତେବେ ଏହାକୁ ଘରେ ରଖିଲେ ସୁଖ ସମୃଦ୍ଧି ବୃଦ୍ଧି ପାଏ ବୋଲି ଫେଙ୍ଗ୍‌ଶୁଇରେ ଉଲ୍ଲେଖ ଅଛି। ଘରେ ଅର୍ଥାଭାବ ଲାଗି ରହୁଥିଲେ ହାତରେ ଧନ ପୁଟୁଳି ଧରିଥିବା ଲାଫିଙ୍ଗ ବୁଦ୍ଧ ରଖିଲେ ଧୀରେ ଧୀରେ ଅବସ୍ଥାରେ ପରିବର୍ତ୍ତନ ଘଟେ।

ଧୀଶକ୍ତି ବୃଦ୍ଧି କରେ ଏକାକ୍ଷରୀ ମହାମନ୍ତ୍ର  'ଓଁ'

ଧୀଶକ୍ତି ବୃଦ୍ଧି କରେ ଏକାକ୍ଷରୀ ମହାମନ୍ତ୍ର 'ଓଁ'

ଓଁ କୁ ଏକାକ୍ଷରୀ ମନ୍ତ୍ର ଭାବେ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି। ଏହା ହେଉଛି ପ୍ରଣବ। ଯାହାକି ବିଭିନ୍ନ ମନ୍ତ୍ରର ପ୍ରାରମ୍ଭରେ ଲାଗିଥାଏ। ଓଁ ବିନା ମନ୍ତ୍ର ପ୍ରାଣଶକ୍ତି ବିହୀନ ହୋଇଥାଏ ବୋଲି କୁହାଯାଏ। 

କ୍ୟାଲୋରି ନିୟନ୍ତ୍ରଣ କରିବାର ସହଜ  ଉପାୟ

କ୍ୟାଲୋରି ନିୟନ୍ତ୍ରଣ କରିବାର ସହଜ ଉପାୟ

ଶରୀରରେ କ୍ୟାଲୋରି ଅସନ୍ତୁଳିତ ହେଲେ ବିଭିନ୍ନ ସ୍ବାସ୍ଥ୍ୟଜନିତ ସମସ୍ୟା ଦେଖାଦେଇଥାଏ। ହେଲେ ଏହାକୁ ସନ୍ତୁଳିତ ରଖିବାର ଏକ ସରଳ ଉପାୟ ରହିଛି। ତାହା କ’ଣ ଜାଣନ୍ତି ?

ଅଣ୍ଟା ବିନ୍ଧାର ଘରୋଇ ଉପଚାର

ଅଣ୍ଟା ବିନ୍ଧାର ଘରୋଇ ଉପଚାର

ଅଣ୍ଟାବିନ୍ଧା ଆଜିକାଲି ଏକ ସାଧାରଣ ସମସ୍ୟା ପାଲଟି ଗଲାଣି। ଗୋଟିଏ ସ୍ଥାନରେ ଅଧିକାଂଶ ସମୟ ବସି ରହିବା,  ମାଂସପେଶୀ ଟାଇଟ୍‌ ହୋଇଯିବା, ଅଧିକାଂଶ ସମୟ ନଇଁ କରି ବସିବା, ହଠାତ୍‌ ଅଧିକ ଓଜନ ଜିନିଷ ଉଠାଇବା ଯୋଗୁ ଅଣ୍ଟାବିନ୍ଧା ହୋଇଥାଏ।

କଥା କହିବା ଶୈଳୀ ଓ ଜୀବନଧାରା

କଥା କହିବା ଶୈଳୀ ଓ ଜୀବନଧାରା

କଥା କହିବା ଶୈଳୀ ଦ୍ୱାରା ଆମର ଜୀବନଧାରା ପ୍ରଭାବିତ ହୋଇଥାଏ। ସମୟକ୍ରମେ ଏହା ସେମାନଙ୍କ ପାଇଁ ଏକ ପ୍ରମୁଖ ସମସ୍ୟା ହୋଇ ଉଭା ହୋଇଥାଏ। କେବଳ ସେତିକି ନୁହେଁ, ଏହାଦ୍ୱାରା ସେମାନଙ୍କ କାର୍ଯ୍ୟଦକ୍ଷତା ଏବଂ କାର୍ଯ୍ୟ କରିବା ଶୈଳୀରେ ଭିନ୍ନତା ଦେଖିବାକୁ ମିଳେ।

ଲିଭର ସମସ୍ୟାର କାରଣ

ଲିଭର ସମସ୍ୟାର କାରଣ

ଆମ ଶରୀରର ପ୍ରମୁଖ ଅଙ୍ଗ ମଧ୍ୟରୁ ଲିଭର ଅନ୍ୟତମ। ଏଥିରେ ଯଦି କିଛି ସମସ୍ୟା ଦେଖାଦିଏ ତାହାର ତୁରନ୍ତ ଚିକିତ୍ସା କରାଇନେବା ଆବଶ୍ୟକ। ହେଲେ ଏହାର କାରଣ ସମ୍ପର୍କରେ ଅବଗତ ହେବା ଦରକାର। 

ସ୍ବାସ୍ଥ୍ୟୋପକାରୀ କ୍ଷୀର

ସ୍ବାସ୍ଥ୍ୟୋପକାରୀ କ୍ଷୀର

ପ୍ରତିଦିନ କ୍ଷୀର ପିଇଲେ ତାହା ଅସ୍ଥିକୁ ମଜଭୁତ କରିଥାଏ। ଏଥିରେ ମ୍ୟାଗ୍ନେସିୟମ, ପୋଟାସିୟମ ଭରି ରହିଛି, ଯାହା ବ୍ଲଡପ୍ରେସର ରୋଗୀଙ୍କ ପାଇଁ ଉପକାରୀ।

ପୁରୁଷ ବନ୍ଧ୍ୟା

ପୁରୁଷ ବନ୍ଧ୍ୟା

ଶୁକ୍ର ଦୋଷ ନ ଥାଇ ନିଃସନ୍ତାନ ହେବାର ସମ୍ଭାବନା ଥାଏ। ପୁରୁଷ ବନ୍ଧ୍ୟାରେ କାରଣ ବହୁତ କମ୍‌ କ୍ଷେତ୍ରରେ ଉନ୍ମୋଚନ ହୋଇପାରିବ। ଏହି ପରିସ୍ଥିତିରେ ସହାୟତା ପ୍ରଜନନ ପ୍ରକ୍ରିୟାରେ ସନ୍ତାନ ଜନ୍ମ ହୋଇ ପାରିବ।

ଫିଲ୍‌ଡସ୍‌ ପଦକ

ଫିଲ୍‌ଡସ୍‌ ପଦକ

ବିଜ୍ଞାନ ପାଇଁ ଅନ୍ତର୍ଜାତୀୟ ସ୍ତରରେ ଶ୍ରେଷ୍ଠ ପୁରସ୍କାର ହେଉଛି ନୋବେଲ ପୁରସ୍କାର। ସୁଇଜରଲାଣ୍ଡର ଶିଳ୍ପପତି ଆଲଫ୍ରେଡ଼୍‌ ନୋବେଲଙ୍କ ଉଇଲ୍‌ ଅନୁସାରେ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ ଓ ଭେଷଜ ବିଜ୍ଞାନରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପ୍ରତିବର୍ଷ ଏହି ପୁରସ୍କାର ପ୍ରଦାନ କରାଯାଉଛି।

ଡାଇବେଟିସ୍‌ରୁ ଦୂରେଇ ରହିବା ଲାଗି ଆପଣେଇ ପାରିବେ ଏହି ସହଜ ଉପାୟ...

ଡାଇବେଟିସ୍‌ରୁ ଦୂରେଇ ରହିବା ଲାଗି ଆପଣେଇ ପାରିବେ ଏହି ସହଜ ଉପାୟ...

ଦୈନନ୍ଦିନ ଜୀବନରେ ଆମେ ବିଭିନ୍ନ ପ୍ରକାର ପନିପରିବା ଆଦି ଖାଇଥାଉ। ଏସବୁ ସ୍ବାସ୍ଥ୍ୟ ଉପରେ ପକାଇଥାଏ ସକାରାତ୍ମକ ପ୍ରଭାବ। ତେବେ ପ୍ରତିଦିନ ସକାଳେ ଅଭ୍ୟାସ କରି ଫାଳେ ଆମ୍ବ କସିଆ ଅଦା ଖାଇଲେ ଡାଇବେଟିସ୍‌ ଆଶଙ୍କା ଦୂର ହୋଇଥାଏ। 

ରାଖୀ ଲୁକ୍‌

ରାଖୀ ଲୁକ୍‌

ରାଖୀପୂର୍ଣ୍ଣିମାକୁ ଅପେକ୍ଷା ଥାଏ ସବୁ ଭଉଣୀଙ୍କର। ଭାଇ ହାତରେ ରାଖୀ ବାନ୍ଧିବେ, ସୁରକ୍ଷାର ପ୍ରତିଶ୍ରୁତି ନେବେ। ଆଉ ପାଇବେ ସୁନ୍ଦର ଉପହାର। ତେବେ ଏହି ଦିନଟି  ଆଉ ଟିକେ ନିଆରା ଲାଗିବ ଯଦି ଭଉଣୀମାନଙ୍କ ଲୁକ୍‌ ହେବ କିଛି ଖାସ୍‌। ସେଥିପାଇଁ ଟ୍ରାଏ କରନ୍ତୁ ନିମ୍ନୋକ୍ତ କିଛି ଟିପ୍ସ...

ବାଇଗଣ ଖାଆନ୍ତୁ ହାର୍ଟ ଆଟାକ୍‌ରୁ ଦୂରେଇ ରୁହନ୍ତୁ

ବାଇଗଣ ଖାଆନ୍ତୁ ହାର୍ଟ ଆଟାକ୍‌ରୁ ଦୂରେଇ ରୁହନ୍ତୁ

ଦୈନନ୍ଦିନ ଜୀବନରେ ଆମେ ବିଭିନ୍ନ ପ୍ରକାର ଫଳ, ପନିପରିବା ଆଦି ଖାଇଥାଉ। ଏସବୁ ସ୍ବାସ୍ଥ୍ୟ ଉପରେ ପକାଇଥାଏ ସକାରାତ୍ମକ ପ୍ରଭାବ। ତେବେ ପ୍ରତିଦିନ ବାଇଗଣ ଖାଇଲେ ହାର୍ଟ ଆଟାକ୍‌ ଆଶଙ୍କା କମ୍‌ ହୋଇଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି।

ରୋଗ ପ୍ରତିରୋଧକ ଶକ୍ତି  ବଢାଇବାକୁ ଚାହୁଁଛନ୍ତି , ଖାଆନ୍ତୁ ଏହି ଫଳ

ରୋଗ ପ୍ରତିରୋଧକ ଶକ୍ତି ବଢାଇବାକୁ ଚାହୁଁଛନ୍ତି , ଖାଆନ୍ତୁ ଏହି ଫଳ

ଶରୀର ବିଭିନ୍ନ ସମୟରେ ରୋଗଗ୍ରସ୍ତ ହୋଇଥାଏ। ଯଦି ପ୍ରାକୃତିକ ଉପାୟରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରାଯାଏ ତେବେ ଶରୀର ଅନେକ ରୋଗଠାରୁ ଦୂରେଇ ରହିଥାଏ। 

ଅଣ୍ଡା ବଢ଼ାଏ ସ୍ମୃତି ଶକ୍ତି

ଅଣ୍ଡା ବଢ଼ାଏ ସ୍ମୃତି ଶକ୍ତି

ଅଣ୍ଡା ଖାଇଲେ ଅନେକ ସୁଫଳ ମିଳେ। ଅଣ୍ଡାରେ ଭରପୂର ମାତ୍ରାରେ ପ୍ରୋଟିନ, ଭିଟାମିନ ରହିଛି। 

ମୋତିଆବିନ୍ଦୁରୁ ଦୂରେଇ ରହିବା ପାଇଁ ସକାଳେ ଅଖିକୁ ଛାଟନ୍ତୁ ୭ ଥର ପାଣି

ମୋତିଆବିନ୍ଦୁରୁ ଦୂରେଇ ରହିବା ପାଇଁ ସକାଳେ ଅଖିକୁ ଛାଟନ୍ତୁ ୭ ଥର ପାଣି

ବୟସ ବଢ଼ିଲେ କେତେକଙ୍କ କ୍ଷେତ୍ରରେ ଆଖି ଉପରେ ଏକ ଧଳା ଆସ୍ତରଣ ସୃଷ୍ଟି ହୋଇଥାଏ। ଏହାକୁ ମୋତିଆବିନ୍ଦୁ କହିଥାନ୍ତି। 

କେଶ ବି’ ଦିଏ ଭବିଷ୍ୟ ସୂଚନା...

କେଶ ବି’ ଦିଏ ଭବିଷ୍ୟ ସୂଚନା...

କେଶ ମଧ୍ୟ ଭବିଷ୍ୟ ସୂଚନା ଦିଏ। ଏନେଇ ଜ୍ୟୋତିଷ ଶାସ୍ତ୍ରରେ ଉଲ୍ଲେଖ ରହିଛି। ମୁଣ୍ଡରେ ଗୋଟିଏ ଲୋମକୂପରୁ ଗୋଟିଏ କେଶ ବାହାରିବା ଶୁଭ ହୋଇଥାଏ । ମାତ୍ର ଏକ କେଶରୁ ଯଦି କେତେକ ଶାଖା ବାହାରିଥାଏ ତେବେ ତାହା ସମ୍ପୃକ୍ତ ବ୍ୟକ୍ତିଙ୍କ ଶକ୍ତିକୁ କମ୍‌ କରେ । ଏଭଳି ବ୍ୟକ୍ତି ସବୁବେଳେ ଦୁଇ ଗୋଟି ବିଚାରଧାରା ମଧ୍ୟରେ ଛନ୍ଦି ହୋଇଥାନ୍ତି । ଯେ କୌଣସି ସମସ୍ୟାର ସହଜ  ନିର୍ଣ୍ଣୟ ନେବାକୁ ସେମାନେ ହୋଇଥାନ୍ତି ଅକ୍ଷମ। ଏହିବ୍ୟକ୍ତି ଜୀବନରେ କମ୍‌ ସଫଳତା ପାଆନ୍ତି। ସେହିପରି କେଶ ପତଳା ବ୍ୟକ୍ତି ଶାନ୍ତ ସ୍ବଭାବର । ସେମାନଙ୍କ ମନରେ ଦୟା, ପ୍ରେମ, ସମ୍ବେଦନଶୀଳତା ଭରି ରହିଥାଏ ।

ଫିଟ୍‌ନେସ୍‌: ଆଇସ୍‌କ୍ରିମ୍‌, ମୃଦୁପାନୀୟଠାରୁ ଦୂରେଇ ରୁହେ-ସମରେଶ ରାଉତରାୟ

ଫିଟ୍‌ନେସ୍‌: ଆଇସ୍‌କ୍ରିମ୍‌, ମୃଦୁପାନୀୟଠାରୁ ଦୂରେଇ ରୁହେ-ସମରେଶ ରାଉତରାୟ

ନାୟକ ହେଉ ଅବା ଖଳନାୟକ, ସବୁ ପ୍ରକାର ଚରିତ୍ରକୁ ନିଖୁଣ ଭାବେ ତୁଲାଇ ପାରୁଥିବା ଅଭିନେତା ହେଉଛନ୍ତି ସମରେଶ ରାଉତରାୟ। ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ଓ ନ୍ୟାଶନାଲ୍‌ ସ୍କୁଲ ଅଫ୍‌ ଡ୍ରାମାରେ ପଢିବା ପରେ ପ୍ରଥମେ ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ।

ସକାଳେ ଖାଆନ୍ତୁ  କଖାରୁ ମଞ୍ଜି, ହାର୍ଟ ଆଟାକ୍‌ରୁ ରହିବେ ଦୂରେଇ

ସକାଳେ ଖାଆନ୍ତୁ କଖାରୁ ମଞ୍ଜି, ହାର୍ଟ ଆଟାକ୍‌ରୁ ରହିବେ ଦୂରେଇ

କଖାରୁ ମଞ୍ଜିକୁ ବିଭିନ୍ନ ଖାଦ୍ୟ ପ୍ରସ୍ତୁତିରେ ବ୍ୟବହାର କରାଯାଇଥାଏ। ଏହା ସ୍ବାସ୍ଥ୍ୟ ପାଇଁ ଉପକାରୀ।  ପ୍ରତିଦିନ ସକାଳେ ଅଭ୍ୟାସ କରି ୭ଟି କଖାରୁ ମଞ୍ଜି ଖାଇଲେ ହାର୍ଟ ଆଟାକ୍‌ରୁ ମୁକ୍ତି ମିଳିଥାଏ

ଗାଧାନ୍ତୁ ଲୁଣ ପାଣିରେ, ମିଳିବ ଢେର ଫାଇଦା

ଗାଧାନ୍ତୁ ଲୁଣ ପାଣିରେ, ମିଳିବ ଢେର ଫାଇଦା

ସକାଳୁ ଗାଧୋଇଲେ ଦିନସାରା ଫ୍ରେସ୍‌ ଲାଗିଥାଏ। ହେଲେ ଯେଉଁମାନେ ପ୍ରତିଦିନ ସକାଳୁ ଲୁଣ ପାଣିରେ ଗାଧୋଇ ଥାଆନ୍ତି ସେମାନଙ୍କୁ ଅନେକ ଫାଇଦା ମିଳିଥାଏ। ଲୁଣରେ ଥିବା ମ୍ୟାଗ୍ନେସିୟମ, କ୍ୟାଲସିୟମ, ସୋଡିୟମ ଓ ମିନେରାଲ୍ସ ଶରୀରକୁ ଇନଫେକ୍ସନଠାରୁ ଦୂରେଇ ରଖିଥାଏ। 

ମନସୁନ୍‌ କେୟାର

ମନସୁନ୍‌ କେୟାର

ମନସୁନ୍‌ରେ ହେୟାର ସ୍ପ୍ରେ କିମ୍ବା ଜେଲ୍‌ ବ୍ୟବହାର କରନ୍ତୁ ନାହିଁ । କାହିଁକି ନା ଏହା ସ୍କାଲ୍ପରେ ଲାଗିକି ରହିଯିବ ଯାହାଦ୍ୱାରା ମୁଣ୍ଡରେ ରୁପି ହେବାର ଆଶଙ୍କା ରହିଛି ।  

ପ୍ରଫେଶନ ଅନୁଯାୟୀ  ପିନ୍ଧନ୍ତୁ ଡ୍ରେସ୍‌

ପ୍ରଫେଶନ ଅନୁଯାୟୀ ପିନ୍ଧନ୍ତୁ ଡ୍ରେସ୍‌

ଆପଣ ତ ଶୁଣିଥିବେ ‘ଫାଷ୍ଟ ଇମ୍ପ୍ରେଶନ୍‌ ଲାଷ୍ଟ ଲଙ୍ଗ’। ସେଥିପାଇଁ ଆମେ ଯେଉଁ ପ୍ରଫେଶନ୍‌ ଅନୁଯାୟୀ ଡ୍ରେସ୍‌ ପିନ୍ଧିଲେ ତାହା ନିଜର ବ୍ୟକ୍ତିତ୍ୱକୁ ଅଧିକ ଆକର୍ଷଣୀୟ କରିଥାଏ । ତେଣୁ ଅଫିସ ଯିବା ସମୟରେ କେଉଁ ଡ୍ରେସ୍‌ ପିନ୍ଧିଲେ ତାହା ଆପଣଙ୍କୁ ପରଫେକ୍ଟ ମ୍ୟାଚ୍‌ କରିବ ଜାଣନ୍ତୁ ସେ ସମ୍ପର୍କରେ..

ବର୍ଷାଦିନରେ ସ୍ବାସ୍ଥ୍ୟବର୍ଦ୍ଧକ ଖାଦ୍ୟ

ବର୍ଷାଦିନରେ ସ୍ବାସ୍ଥ୍ୟବର୍ଦ୍ଧକ ଖାଦ୍ୟ

ମନସୁନ୍‌ ଆସିଲେ ଖାଦ୍ୟପେୟକୁ ନେଇ ଟିକେ ସତର୍କ ରହିବାକୁ ହେବ। ନ ହେଲେ ଆମେ ସ୍ବାସ୍ଥ୍ୟଜନିତ ସମସ୍ୟାର ସମ୍ମୁଖୀନ ହେବାର ଆଶଙ୍କାରହିଛି। ତେବେ ବର୍ଷା ଋତୁରେ କେଉଁ ପରିବାରେ ସ୍ବାସ୍ଥ୍ୟୋପକାରୀ ଗୁଣ ଭରିରହିଛି ସେ ସମ୍ପର୍କରେ ଟିପ୍ସ...

୨ମାସ ଘନ କୁହୁଡ଼ିରେ ଆଛାଦିତ ରୁହେ ଏହି ଗାଁ

୨ମାସ ଘନ କୁହୁଡ଼ିରେ ଆଛାଦିତ ରୁହେ ଏହି ଗାଁ

ରୁଷିଆର ନୋରି୍‌ସ୍କରେ ପ୍ରତିବର୍ଷ ୨ ମାସ ପର୍ଯ୍ୟନ୍ତ ଘନ କୁହୁଡ଼ି ଆଚ୍ଛାଦିତ ହୋଇ ରହିଥାଏ। ଘନ କୁହୁଡ଼ି ଯୋଗୁ ଏଠାରେ ଦିନରେ ମଧ୍ୟ ରାତି ଭଳି ଅନ୍ଧାରିଆ ହୋଇଥାଏ। ଲୋକମାନଙ୍କୁ ୨ ମାସ ପର୍ଯ୍ୟନ୍ତ ଘରେ ରହିବାକୁ ପଡ଼େ।

ସୁସ୍ଥ ଦାନ୍ତ ପାଇଁ

ସୁସ୍ଥ ଦାନ୍ତ ପାଇଁ

ଭଲ ଭାବରେ ଚୋବାଇ ଖାଇଲେ ଖାଦ୍ୟ ହଜମ ହୋଇଥାଏ, ଆଉ ଏହି କାମଟିକୁ ତୁଲାଏ ଦାନ୍ତ। ଦାନ୍ତରେ ଯଦି କିଛି ସମସ୍ୟା ଦେଖାଦେଲା, ତେବେ ଆମକୁ ଖାଇବାରେ ଅସୁବିଧା ହୋଇଥାଏ। ତେଣୁ ଦାନ୍ତ କିପରି ସୁସ୍ଥ ତଥା ସବଳ ରହିବ, ସେଥିପାଇଁ ଆମେ ପ୍ରତିଦିନ ସକାଳୁ ଦାନ୍ତ ଘଷୁ। କେତେକ  ଅଳ୍ପ ସମୟ ଭିତରେ ଏହି କାମ ଶେଷ କରିଦିଅନ୍ତି। ଫଳରେ ଦାନ୍ତ ଭଲ ଭାବରେ ସଫା ହୋଇ ନ ଥାଏ।