ଜୀବନଚର୍ଯ୍ୟା

ଜନ୍ମ ପରେ  କାହିଁକି ବନ୍ଧାଯାଏ ନାଭି ନାଡ଼ି

ଜନ୍ମ ପରେ କାହିଁକି ବନ୍ଧାଯାଏ ନାଭି ନାଡ଼ି

ଶିଶୁ ମାତୃ ଗର୍ଭରେ ଥିବାବେଳେ ପ୍ଲାସେଣ୍ଟା ମାଧ୍ୟମରେ ପୋଷକ ତତ୍ତ୍ୱ ମା’ ଠାରୁ ଗ୍ରହଣ କରିଥାଏ। ପ୍ଲାସେଣ୍ଟା ଗର୍ଭାଶୟ ପୃଷ୍ଠ ସହ ଲାଗି ରହିଥିବା ଏକ ଅସ୍ଥାୟୀ ଅଙ୍ଗ। ଏହା ଏକ ନଳୀ ଦ୍ୱାରା ଭ୍ରୂଣ ସହ ସଂଯୁକ୍ତ ହୋଇଥାଏ ।

ପିଇନ୍ତୁ ଏହି  ଜୁସ୍‌ ବହୁରୋଗରୁ ରକ୍ଷା ପାଇବେ

ପିଇନ୍ତୁ ଏହି ଜୁସ୍‌ ବହୁରୋଗରୁ ରକ୍ଷା ପାଇବେ

ସକାଳେ ବନ୍ଧାକୋବି ଜୁସ୍‌ ପିଇଲେ ମିଳିଥାଏ ଅନେକ ଉପକାର । ଏହାଯୋଗୁ ହୃଦ୍‌ଘାତ ସମେତ ମଧୁମେହ, ମେଦବହୁଳତା, କର୍କଟ ଆଦି ରୋଗରୁ ମୁକ୍ତି ମିଳିଥାଏ ।

ରେଡିଏଟର ପାଣି ପିଇ ୭ ଦିନ ବଞ୍ଚିଲେ ଯୁବତୀ

ରେଡିଏଟର ପାଣି ପିଇ ୭ ଦିନ ବଞ୍ଚିଲେ ଯୁବତୀ

ଓ୍ବାଶିଂଟନ: ଆମେରିକା କାଲିଫର୍ନିଆର ଏକ ପାହାଡ ତଳେ ଦୁର୍ଘଟଣାର ଶିକାର ହୋଇଥିବା ଜଣେ ଯୁବତୀ ୭ ଦିନ ପର୍ଯ୍ୟନ୍ତ ରେଡିଏଟର ପାଣି ପିଇ ଜୀବନ ବଞ୍ଚାଇଛନ୍ତି। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ପୋର୍ଟଲାଣ୍ଡ ନିବାସି ଏଞ୍ଜେଲା ଏର୍ନାଡେଜ(୨୩) ଏକ ଦୁର୍ଘଟଣାର ଶିକାର ହେବା ପରେ ପ୍ରାୟ ୨ଶହ ଫୁଟ ଉଚ୍ଚରୁ ତଳକୁ ପଡିଯାଇଥିଲେ।

ସ୍ବାମୀଙ୍କ ନାମ ନ ଧରିବା ପଛର କାରଣ

ସ୍ବାମୀଙ୍କ ନାମ ନ ଧରିବା ପଛର କାରଣ

ହିନ୍ଦୁ ଧର୍ମ ଅନୁଯାୟୀ ସ୍ବାମୀଙ୍କ ନାଁ ଧରିବା ଅଶୁଭ ବୋଲି କୁହାଯାଏ। ସ୍ବାମୀଙ୍କୁ ଭଗବାନଙ୍କ ମାନ୍ୟତା ଦିଆଯାଉଥିବା ବେଳେ ସ୍ତ୍ରୀ ନାଁ ଧରି ଡାକିଲେ ଏହାର ଅପମାନ ହୋଇଥାଏ ବୋଲି କୁହାଯାଏ।

ନିର୍ବନ୍ଧରେ ଅନାମିକା ଆଙ୍ଗୁଠିରେ କାହିଁକି ପିନ୍ଧାଯାଏ ମୁଦି

ନିର୍ବନ୍ଧରେ ଅନାମିକା ଆଙ୍ଗୁଠିରେ କାହିଁକି ପିନ୍ଧାଯାଏ ମୁଦି

ନିର୍ବନ୍ଧ ସମୟରେ କନ୍ୟା ସବୁବେଳେ ବାମ ହାତର ଅନାମିକା ଆଙ୍ଗୁଠିରେ ମୁଦି ପିନ୍ଧିଥାଏ। ସେହିପରି ବର ଡାହାଣ ହାତର ଅନାମିକା ଆଙ୍ଗୁଠିରେ ଏହା ପିନ୍ଧିଥାଏ। ଏହାକୁ ବିବାହର ପୂର୍ବ ସନ୍ତକ ବୋଲି କୁହାଯାଏ।

ଚା’ କହିଦେବ କିପରି ବ୍ୟକ୍ତିତ୍ୱ

ଚା’ କହିଦେବ କିପରି ବ୍ୟକ୍ତିତ୍ୱ

ଅଧିକାଂଶଙ୍କ ଘରେ ଚା’ ଠାରୁ ଦିନଟି ଆରମ୍ଭ ହୋଇଥାଏ। ସକାଳୁ ଚା’ ପିଇବା ଦ୍ୱାରା ମନ ଫ୍ରେସ୍‌ ଲାଗେ ଓ ସବୁ କାମ କରିବାକୁ ଇଚ୍ଛା ହୁଏ। କିଛି ଲୋକଙ୍କୁ ନାଲି ଚା’ ପସନ୍ଦ ହୋଇଥାଏ ତ ପୁଣି କାହାକୁ କ୍ଷୀର ଚା’। ତେବେ ଏଥିରୁ ଲୋକଙ୍କ ବ୍ୟକ୍ତିତ୍ୱ ଜାଣିହୋଇଥାଏ ବୋଲି ନିକଟରେ ବେଜିଂ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି ।

କାହିଁକି ଆସେ ଏପରି ସ୍ବପ୍ନ

କାହିଁକି ଆସେ ଏପରି ସ୍ବପ୍ନ

ରାତିରେ ଶୋଇଥିବା ସମୟରେ କେତେକ ଭୟଙ୍କର ସ୍ବପ୍ନ ଦେଖିଥାନ୍ତି। ତେବେ ଏପରି ସ୍ବପ୍ନ କାହିଁକି ଆସିଥାଏ, ଏହାର ଅନେକ କାରଣ ରହିଛି। ଚିକିତ୍ସା ବିଜ୍ଞାନୀ ଏହାକୁ ଏକ ପ୍ରକାର ଫୋବିଆ ବା ମାନସିକ ରୋଗ କହିଥାନ୍ତି।

ରକ୍ତହୀନତା ଦୂରକରେ ଜାମୁକୋଳି

ରକ୍ତହୀନତା ଦୂରକରେ ଜାମୁକୋଳି

ଜାମୁକୋଳିରେ ରହିଛି କ୍ୟାଲସିୟମ, ପୋଟାସିୟମ, ଆଇରନ୍‌ ଓ ଭିଟାମିନ୍ସ। ଏହାକୁ ଖାଇଲେ ଶରୀର ଅନେକ ରୋଗଠାରୁ ଦୂରେଇ ରହିଥାଏ ବୋଲି ଆୟୁର୍ବେଦ ଚିକିତ୍ସକମାନେ ମତ ଦିଅନ୍ତି।

ପୂର୍ବଜନ୍ମ ସମ୍ପର୍କରେ ଜାଣିବାକୁ ଚାହୁଁଛନ୍ତି...

ପୂର୍ବଜନ୍ମ ସମ୍ପର୍କରେ ଜାଣିବାକୁ ଚାହୁଁଛନ୍ତି...

ପୂର୍ବଜନ୍ମରେ ଜଣେ କ’ଣଥିଲେ, ସେ ସମ୍ପର୍କରେ ଜାଣିବା ଲାଗି ଅନେକଙ୍କ ମନରେ ଦେଖାଦେଇଥାଏ ଉତ୍ସୁକତା। ଏନେଇ ଜ୍ୟୋତିଷାଶାସ୍ତ୍ରରେ ଏକ ଗଣନା ରହିଛି। ଯାହାଦ୍ୱାରା ପୂର୍ବଜନ୍ମ ବିଷୟରେ ସୂଚନା ମିଳିପାରିଥାଏ। ଜାତକରେ ଦେବଗୁରୁ ବୃହସ୍ପତିଙ୍କୁ ସ୍ଥିତି ନେଇ ଏହା ଗଣନା କରାଯାଇଥାଏ।

ମାଛ ଖାଇବା ପରେ କ୍ଷୀର ପିଇଲେ କ’ଣ ହୁଏ

ମାଛ ଖାଇବା ପରେ କ୍ଷୀର ପିଇଲେ କ’ଣ ହୁଏ

ସୁସ୍ଥ ସ୍ବାସ୍ଥ୍ୟ ଲାଗି ଆୟୁର୍ବେଦରେ ଅନେକ ନୀତି ନିୟମ ତଥା ଆଚାର ବ୍ୟବହାର ସମ୍ପର୍କରେ ଉଲ୍ଲେଖ କରାଯାଇଛି। ଆୟୁର୍ବେଦରେ ସୂଚିତ ହୋଇଛି ଯେ, ମାଛ ଖାଇବା ପରେ କ୍ଷୀର ପିଇଲେ ଶରୀର ଉପରେ ପଡ଼ିଥାଏ ଖରାପ ପ୍ରଭାବ। ଏହାଦ୍ୱାରା ଲ୍ୟୁକୋଡର୍ମା ହେବାର ଆଶଙ୍କା ରହିଥାଏ ।

ଭୋଜନ ପରେ ଏସବୁ କରିବା ମନା

ଭୋଜନ ପରେ ଏସବୁ କରିବା ମନା

ଭୋଜନ ପୂର୍ବରୁ ତଥା ପରେ କ’ଣ କରାଯିବା ଆବଶ୍ୟକ ସେନେଇ ଆୟୁର୍ବେଦରେ ନାନା ପରାମର୍ଶ ଉଲ୍ଲେଖ ରହିଛି। ଏହାଦ୍ୱାରା ଶରୀର ସୁସ୍ଥ ରହିବା ସହିତ ବିଭିନ୍ନ ରୋଗ ପ୍ରଭାବରୁ ମିିଳିଥାଏ ମୁକ୍ତି। ଭୋଜନ ପରେ ଫଳ ଖାଇଲେ ଅନେକ ପ୍ରକାର ସମସ୍ୟା ଦେଖାଯାଇଥାଏ।

ମନ୍‌ସୁନ୍‌ ଫ୍ୟାଶନ

ମନ୍‌ସୁନ୍‌ ଫ୍ୟାଶନ

ଦିନ ଥିଲା ବର୍ଷାଋତୁ ଆସିଲେ ଆଉଟ୍‌ଫିଟ୍‌କୁ ନେଇ ବଢ଼ିଯାଉଥିଲା ଚିନ୍ତା। ହେଲେ ଏବେ ସେ ସମୟ ଆଉ ନାହିଁ। ସ୍ପେଶାଲ ବର୍ଷାଦିନ ପାଇଁ ମାର୍କେଟ୍‌ରେ ବିଭିନ୍ନ ପୋଷାକଠାରୁ ଆରମ୍ଭକରି ଅନେକ ଓ୍ବାଟରପ୍ରୁପ୍‌ ଆସେସରିଜ୍‌ ପର୍ଯ୍ୟନ୍ତ ସବୁକିଛି ଉପଲବ୍ଧ। କେବଳ ଏତିକି ନୁହେଁ, ମଡର୍ନ ଦୁନିଆର ଚାହିଦା ଅନୁଯାୟୀ ବର୍ଷାରୁ ସୁରକ୍ଷା ଦେବା ପାଇଁ ବ୍ୟବହୃତ ଛତା ଏବଂ ରେନ୍‌କୋଟ୍‌ର ବି ବଦଳିଯାଇଛି ରୂପ।

କୋଲେଷ୍ଟରଲ କମାଏ ଛତୁ

କୋଲେଷ୍ଟରଲ କମାଏ ଛତୁ

ଛତୁରେ ବିଭିନ୍ନ ପୋଷକତ୍ବ ରହିଥାଏ। ଏହାକୁ ପ୍ରତିଦିନ ଖାଇଲେ ଶରୀରର ଅନେକ ଉପକାର ହୁଏ। ଶରୀରର ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ଏହା ସହାୟକ ହୋଇଥାଏ ।

ଅଧିକାଂଶ ସିଜରିଆନ୍‌ ଶିଶୁ ମେଦବହୁଳ ହୁଅନ୍ତି କାହିଁକି

ଅଧିକାଂଶ ସିଜରିଆନ୍‌ ଶିଶୁ ମେଦବହୁଳ ହୁଅନ୍ତି କାହିଁକି

କେତେକ ସିଜରିଆନ୍‌ ଶିଶୁ ମେଦବହୁଳ ହୋଇଥାନ୍ତି। ଏନେଇ ଓହିଓ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ଉଲ୍ଳେଖ ରହିଛି। ସିଜରିଆନ୍‌ ଶିଶୁ ଓ ମେଦବହୁଳତା ମଧ୍ୟରେ ଗଭୀର ସମ୍ପର୍କ ଥିବା ଗବେଷକ ରିପୋର୍ଟ ଦର୍ଶାଇଛନ୍ତି।

ବହୁରୋଗରୁ ଦୂରେଇବାକୁ ଚାହୁଁଥିଲେ ଆପଣାନ୍ତୁ ଏହି  ଥେରାପି

ବହୁରୋଗରୁ ଦୂରେଇବାକୁ ଚାହୁଁଥିଲେ ଆପଣାନ୍ତୁ ଏହି ଥେରାପି

ନିୟମିତ ଜୁସ୍‌ ପିଇଲେ ଶରୀର ସୁସ୍ଥ ରହିଥାଏ। ଏହା ଦ୍ୱାରା ତ୍ୱଚାରେ ଆସିଥାଏ ଚମକ। ପ୍ରତିଦିନ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଜୁସ୍‌ ପିଇବାକୁ ଜୁସ୍‌ ଥେରାପି କୁହାଯାଇଥାଏ।

ବ୍ଲଡ ସୁଗାର ନିୟନ୍ତ୍ରଣରେ ରଖେ ଛତୁ

ବ୍ଲଡ ସୁଗାର ନିୟନ୍ତ୍ରଣରେ ରଖେ ଛତୁ

ବ୍ଲଡ ସୁଗାର ସମସ୍ୟା ଏବେ ବୃଦ୍ଧି ପାଇବାରେ ଲାଗିଛି। ଫଳରେ ମଧୁମେହ ବା ଡାଇବେଟିସ୍‌ ରୋଗୀଙ୍କ ସଂଖ୍ୟା ମଧ୍ୟ ଦ୍ରୁତ ଗତିରେ ବଢି ଚାଲିଛି। ହେଲେ ଛତୁ ଖାଇଲେ ଏହା ନିୟନ୍ତ୍ରଣରେ ରହିଥାଏ ବୋଲି ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣାପଡିଛି।

ଗଲ୍‌ ବ୍ଲଡର ସମସ୍ୟାକୁ ଠିକ୍‌ କରେ କଖାରୁ

ଗଲ୍‌ ବ୍ଲଡର ସମସ୍ୟାକୁ ଠିକ୍‌ କରେ କଖାରୁ

କଖାରୁ ସ୍ବାଦିଷ୍ଟ ପରିବା ଭାବେ ବ୍ୟବହାର କରାଯାଉଥିବା ବେଳେ ଏଥିରେ ଥିବା ଔଷଧୀୟ ଗୁଣ ଶରୀରର ଭିଭିନ୍ନ ଅଙ୍ଗକୁ ସୁସ୍ଥ ରଖିଥାଏ। ଏଥିରେ ରହିଛି ଆଣ୍ଟିଅକ୍ସିଡାଣ୍ଟ, ଭିଟାମିନ୍‌, କ୍ୟାରୋଟିନ୍‌, ପୋଟାସିୟମ୍‌, ଫସ୍‌ଫରସ୍‌, କ୍ୟାଲସିୟମ୍‌, ମାଗ୍ନେସିୟମ, ଆଇରନ୍‌ ଇତ୍ୟାଦି।

ହସ୍ତରେଖା ଦିଏ ସ୍ବାସ୍ଥ୍ୟ ସୂଚନା

ହସ୍ତରେଖା ଦିଏ ସ୍ବାସ୍ଥ୍ୟ ସୂଚନା

ହସ୍ତରେଖାରୁ ବିଭିନ୍ନ ରୋଗର ସୂଚନା ମିଳିଥାଏ। ଏନେଇ ଜ୍ୟୋତିଷଶାସ୍ତ୍ରରେ ଉଲ୍ଲେଖ ଅଛି। ହାତର କୌଣସି ରେଖା ଜୀବନରେଖାକୁ ଅତିକ୍ରମ କରି ସୂର୍ଯ୍ୟ ପର୍ବତ ତଳରେ ଥିବା ହୃଦୟରେଖାକୁ ଛେଦ କଲେ ଏହାକୁ ଅଶୁଭ କୁହାଯାଇଥାଏ।

ବହୁ ରୋଗରୁ ଦୂରେଇ ରଖେ ମନ୍ଦାର ଫୁଲ

ବହୁ ରୋଗରୁ ଦୂରେଇ ରଖେ ମନ୍ଦାର ଫୁଲ

ମନ୍ଦାର ଫୁଲର ସୌନ୍ଦର୍ଯ୍ୟ ସମସ୍ତଙ୍କୁ ଆକୃଷ୍ଟ କରେ। ଏହି ଫୁଲର ରହିଛି ଅନେକ ଔଷଧୀୟ ଗୁଣ। ଠାକୁର ପୂଜାରେ ଲାଗିବାପରେ ଏହାକୁ ଫୋପାଡ଼ି ଦିଆଯାଇଥାଏ। କିନ୍ତୁ ଏହାକୁ ଶୁଖାଇ ରଖି ବିଭିନ୍ନ ରୋଗର ନିଦାନରେ ଉପଯୋଗ କରାଯାଇପାରେ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି।

ପ୍ରେମରେ ପଡ଼ିଲେ ଏପରି ବଦଳେ ଚାଲିଚଳଣ...

ପ୍ରେମରେ ପଡ଼ିଲେ ଏପରି ବଦଳେ ଚାଲିଚଳଣ...

ପ୍ରେମରେ ପଡିଲେ ଯୁବତୀ ଯୁବକଙ୍କ ଚାଲିଚଳଣ, କଥାବାର୍ତ୍ତା ସବୁକିଛି ବଦଳି ଯାଇଥାଏ । ତେବେ ଏହି ପରିବର୍ତ୍ତନ ସମସ୍ତଙ୍କ କ୍ଷେତ୍ରରେ ସମାନ ହୋଇ ନ ଥାଏ । ପ୍ରେମରେ ପଡିଲେ କିଏ ଅଧିକ ଭାବପ୍ରବଣ ହୋଇଯାଏ ତ’ କିଏ ଅଧିକ ଭୁଲାମନ ହୋଇଯାଏ ।

ଦୀର୍ଘାୟୁ ହେବାପାଇଁ ପିଅନ୍ତୁ ୮କପ୍‌ କଫି

ଦୀର୍ଘାୟୁ ହେବାପାଇଁ ପିଅନ୍ତୁ ୮କପ୍‌ କଫି

ନିୟମିତ ଦିନକୁ ୮ କପ୍‌ କଫି ପିଇଲେ ଜଣେ ଦୀର୍ଘାୟୁ ହେବ ବୋଲି ଜଣାପଡିଛି। ବ୍ରିଟେନର କଫି ପିଉଥିବା ପ୍ରାୟ ଏକ ମିଲିୟନ୍‌ ବ୍ୟକ୍ତିଙ୍କୁ ନେଇ କରାଯାଇଥିବା ଏକ ଗବେଷଣାରୁ ଏହା ଜଣାପଡିଛି।

ଏସି ବ୍ୟବହାର ପୂର୍ବରୁ ହୁଅନ୍ତୁ ସତର୍କ

ଏସି ବ୍ୟବହାର ପୂର୍ବରୁ ହୁଅନ୍ତୁ ସତର୍କ

ଆଧୁନିକ ଜୀବନଶୈଳୀରେ ଅନେକ ଏସିର ବ୍ୟବହାର କରିଥାନ୍ତି। ମାତ୍ର ଏହାଦ୍ୱାରା ଶରୀର ଉପରେ ନକାରାତ୍ମକ ପ୍ରଭାବ ପଡ଼ିଥାଏ ବୋଲି ନିକଟରେ ସିଓଲ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି।

ସୁସ୍ଥ ରହିବାକୁ ଚାହୁଁଛନ୍ତି, କରନ୍ତୁ ଏହି ଯୋଗ...

ସୁସ୍ଥ ରହିବାକୁ ଚାହୁଁଛନ୍ତି, କରନ୍ତୁ ଏହି ଯୋଗ...

ହଟ୍‌ ଯୋଗ ସାଧାରଣତଃ ଅଧିକ ତାପମାତ୍ରାରେ ଏବଂ ଗୋଟିଏ ବନ୍ଦ ରୁମ୍‌ରେ ଅଭ୍ୟାସ କରାଯାଇଥାଏ। ତେଣୁ ଏହାର ନାମ ହଟ୍‌ ଯୋଗ ରଖାଯାଇଛି। ବନ୍ଦ ହୋଇଥିବା ରୁମ୍‌ରେ ଏହି ଯୋଗ କରିବା ଦ୍ୱାରା ଶରୀରରୁ ଶୀଘ୍ର ଝାଳ ବାହାରିଥାଏ।

ଦାନ୍ତ ରୋଗରୁ ଦୂରେଇ ରହିବା ପାଇଁ ଏହି ତେଲରେ ଘଷନ୍ତୁ ଦାନ୍ତ

ଦାନ୍ତ ରୋଗରୁ ଦୂରେଇ ରହିବା ପାଇଁ ଏହି ତେଲରେ ଘଷନ୍ତୁ ଦାନ୍ତ

ପ୍ରତିଦିନ ସକାଳେ ନଡ଼ିଆ ତେଲରେ ଦାନ୍ତ ଘଷିଲେ ମିଳିଥାଏ ଅନେକ ସୁଫଳ। ପ୍ରାୟତଃ ସଭିଏଁ ସକାଳେ ଟୁଥ୍‌ପେଷ୍ଟରେ ଦାନ୍ତ ଘଷିଥାନ୍ତି । କିନ୍ତୁ ଟୁଥପେଷ୍ଟର ବ୍ୟବହାର ଦାନ୍ତକୁ କ୍ଷତି ପହଞ୍ଚାଏ।