ଜୀବନଚର୍ଯ୍ୟା

ରାସ୍ତାକଡରେ ହେଜ୍‌ ଲଗାଇଲେ କମିବ ପ୍ରଦୂଷଣ

ରାସ୍ତାକଡରେ ହେଜ୍‌ ଲଗାଇଲେ କମିବ ପ୍ରଦୂଷଣ

ଲଣ୍ଡନ: ପୃଥିବୀର ବିଭିନ୍ନ ଦେଶରେ ପଦୂଷଣର ମାତ୍ରା ଦିନକୁ ଦିନ ବଢିବାରେ ଲାଗିଛି। ଏହାକୁ ଦେଖି କେତେକ ସ୍ଥାନରେ ରାସ୍ତା କଡରେ ବିଭିନ୍ନ ପ୍ରକାରର ଗଛ ଲଗାଯାଉଛି। ହେଲେ ରାସ୍ତା କଡରେ ଯଦି ହେଜ୍‌ କରାଯାଏ ତେବେ ଏହା ପଦୂଷଣର ମାତ୍ରାକୁ କମ୍‌ କରିବ ବୋଲି ନିକଟରେ କରାଯାଇଥିବା ଏକ ଗବେଷଣାରୁ ଜଣାପଡିଛି।

ସକାଳେ ପିଅନ୍ତୁ ତେଜପତ୍ର ପାଣି ରହିବେ ବହୁ ରୋଗରୁ ଦୂରେଇ...

ସକାଳେ ପିଅନ୍ତୁ ତେଜପତ୍ର ପାଣି ରହିବେ ବହୁ ରୋଗରୁ ଦୂରେଇ...

ସକାଳୁ ଅଧଗ୍ଲାସେ ତେଜପତ୍ର ପାଣି ପିଇଲେ ଅନେକ ଉପକାର ମିଳିଥାଏ। ନିତ୍ୟକର୍ମ ପରେ ରାତିରୁ ପାଣିରେ ଭିଜା ଯାଇଥିବା ତେଜପତ୍ର ପାଣି ନିୟମିତ ପିଇଲେ ପେଟରେ ଥିବା ଚର୍ବି କମିବାକୁ ଆରମ୍ଭ କରିଥାଏ। 

ଗର୍ଭାବସ୍ଥାରେ ଏସବୁ ମନା...

ଗର୍ଭାବସ୍ଥାରେ ଏସବୁ ମନା...

ଗର୍ଭାବସ୍ଥାରେ ମହିଳାମାନେ ଉତ୍ତମ ଖାଦ୍ୟପେୟ ସହିତ ସ୍ବାସ୍ଥ୍ୟର ସଠିକ୍‌ ଯତ୍ନ ନେବା ଆବଶ୍ୟକତା ପଡ଼ିଥାଏ। ଏହି ସମୟରେ ସାମାନ୍ୟ ଏକ ତ୍ରୁଟି ମା’ ଓ ଛୁଆ ଉଭୟଙ୍କୁ କ୍ଷତି ପହଞ୍ଚାଇଥାଏ । 

ଗଛ ବତିଖୁଣ୍ଟ

ଗଛ ବତିଖୁଣ୍ଟ

”କେତେ ସାମୁଦ୍ରିକ ମାଛ, ଜଳଜୀବ ଓ ବୀଜାଣୁ ରାତିରେ ଚକ୍‌ମକ୍‌ କରିଥାନ୍ତି। ସେମାନଙ୍କଠାରେ ଏଭଳି ପଦାର୍ଥ ଥାଏ। ସିଙ୍ଗାପୁରର ଜାତୀୟ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ଆହୁରି ଅନେକ ମାଛଙ୍କଠାରେ ଜିନୀୟ ପରିବର୍ତ୍ତନ ଆଣି ସେମାନଙ୍କ ଦେହରେ ଏ ପ୍ରକାର ଜେଲିଫିସ୍‌, ସାମୁଦ୍ରିକ ପୋହଳା ଆଦିଙ୍କଠାରୁ ଏ ପ୍ରକ୍ରିୟା ଜାତକାରୀ ଜିମ୍‌ ନେଇ ଅନ୍ୟ ମାଛଙ୍କଠାରେ ଭରିଦେବା ଫଳରେ ତାଙ୍କ ଦେହରୁ ଆଲୋକ ବାହାରୁଛି।“

ଧୂମପାନ ପରିତ୍ୟାଗ  ପାଇଁ ଆପ୍‌ସ

ଧୂମପାନ ପରିତ୍ୟାଗ ପାଇଁ ଆପ୍‌ସ

ଧୂମପାନ ଏପରି ଏକ ଅଭ୍ୟାସ ଯାହା ପରୋକ୍ଷରେ ଅନେକ ଗୁରୁତର ସ୍ବାସ୍ଥ୍ୟଜନିତ ସମସ୍ୟାକୁ ଡାକି ଆଣିଥାଏ। କେତେକ ଏହାର ବଶବର୍ତ୍ତୀ ହୋଇ ଅକାଳରେ ମୃତ୍ୟୁର ସାମନା କରିବାର ଅନେକ ନଜୀର ରହିଛି।

 ଭିଟାମିନ୍‌ ‘ଡି’ର ଆବଶ୍ୟକତା

ଭିଟାମିନ୍‌ ‘ଡି’ର ଆବଶ୍ୟକତା

ଆମ ଶରୀର ପାଇଁ ଭିଟାମିନ୍‌ ‘ଡି’ର ଆବଶ୍ୟକତା କେତେ ତାହା କହିବା ବାହୁଲ୍ୟ। ଏହାର ଅଭାବରେ ଅନେକ ସ୍ବାସ୍ଥ୍ୟଜନିତ ସମସ୍ୟା ଦେଖାଯାଇଥାଏ।

କେମିତି କମିବ ପେଟ ଗ୍ୟାସ୍‌ ସମସ୍ୟା? ଜାଣନ୍ତୁ କିଛି ଟିପ୍ସ

କେମିତି କମିବ ପେଟ ଗ୍ୟାସ୍‌ ସମସ୍ୟା? ଜାଣନ୍ତୁ କିଛି ଟିପ୍ସ

”ପେଟ ଗଣ୍ଡଗୋଳରୁ ତାହା ଅମ୍ଳ, ବଦହଜମି ଆଦି ଯାହା ହୋଇଥାଉ ନା କାହିଁକି, ଗ୍ୟାସ୍‌ ସୃଷ୍ଟି ହୋଇପାରେ। ବେଶି ଖାଇବା, କମ୍‌ ଖାଇବା, ବେଶି ପରିମାଣର ତେଲ, ଘିଅ, ଚର୍ବି ଓ ମସଲାମସଲି ଖାଇବା, ଅନିୟମିତ ଖାଇବା, ରସ୍ତାକଡ଼ ଦୋକାନରେ ଖାଇବା ଇତ୍ୟାଦି ଗ୍ୟାସ୍‌ ସୃଷ୍ଟିକୁ ପ୍ରୋତ୍ସାହନ ଦେଇଥାଏ।“

ବହୁ ରୋଗରୁ ଦୂରେଇ ରହିବା ପାଇଁ ସକାଳେ ପିଅନ୍ତୁ ଅଧଗ୍ଲାସେ ତ୍ରିଫଳା ପାଣି...

ବହୁ ରୋଗରୁ ଦୂରେଇ ରହିବା ପାଇଁ ସକାଳେ ପିଅନ୍ତୁ ଅଧଗ୍ଲାସେ ତ୍ରିଫଳା ପାଣି...

ସକାଳେ ନିତ୍ୟକର୍ମ ପରେ ଅଧଗ୍ଲାସେ ତ୍ରିଫଳା ପାଣି ପିଇଲେ ଶରୀରର ଅନେକ ଉପକାର ହୋଇଥାଏ। 

ମାନସିକ ରୋଗକୁ ଡାକିଆଣେ ଡାଇବେଟିସ୍‌...

ମାନସିକ ରୋଗକୁ ଡାକିଆଣେ ଡାଇବେଟିସ୍‌...

ଏକ ଗବେଷଣାରୁ ଜଣାପଡ଼ିଛି ଯେ, ଡାଇବେଟିସ୍‌ ଓ ମାନସିକ ରୋଗ ପରସ୍ପର ସହିତ ଜଡ଼ିିତ। ଏକ ପ୍ରକାର ଜିନ୍‌ ଡାଇବେଟିସ୍‌ ଓ ମାନସିକ ରୋଗ ମଧ୍ୟରେ ସଂଯୋଗ ସ୍ଥାପନ କରିଥାଏ। ପୂର୍ବରୁ ଜଣାପଡ଼ିଥିଲା ଡାଇବେଟିସ୍‌ ରୋଗୀଙ୍କୁ ମାନସିକ ରୋଗ ହେବାର ଆଶଙ୍କା ଅଧିକ ରହିଥାଏ। 

ଅଣ୍ଡା କମାଇଦିଏ ମଧୁମେହ ଆଶଙ୍କା

ଅଣ୍ଡା କମାଇଦିଏ ମଧୁମେହ ଆଶଙ୍କା

ଦେଶର ଅଧିକାଂଶ ଲୋକ ମଧୁମେହ ରୋଗରେ ଆକ୍ରାନ୍ତ। ଏହି ରୋଗରୁ ମୁକ୍ତି ପାଇବା ନିମନ୍ତେ ଅନେକ ଖାଦ୍ୟପେୟନ୍ତ ନିୟନ୍ତ୍ରଣ  କରିଥାଆନ୍ତି। ତେବେ ଅଣ୍ଡା ହେଉଛି ଅନ୍ୟ ଏକ ଖାଦ୍ୟ, ଯାହାକୁ ଖାଇବା ପାଇଁ କଟକଣା ନ ଥାଏ। ବରଂ ଏହାକୁ ଖାଇବା ଦ୍ୱାରା ମଧୁମେହରୁ ମୁକ୍ତି ମିଳିଥାଏ। 

ଯୁବପିଢ଼ିର ଫ୍ୟାଶନ ହୁଡିଜ୍‌

ଯୁବପିଢ଼ିର ଫ୍ୟାଶନ ହୁଡିଜ୍‌

ଯୁବପିଢ଼ି ସାଧାରଣତଃ ଫ୍ୟାଶନପ୍ରିୟ। କେଉଁ ସମୟରେ କ’ଣ ପିନ୍ଧିଲେ ସେମାନଙ୍କ ଲୁକ୍‌ ଆହୁରି ଷ୍ଟାଇଲିଶ୍‌ ଲାଗିବ, ସେ କଳା ସେମାନଙ୍କୁ ବେଶ୍‌ ଭଲଭାବେ ଜଣା।   ଯେଉଁଥିପାଇଁ ବର୍ତ୍ତମାନ ଓ୍ବିଣ୍ଟର  ଗେଟ୍‌ଅପ୍‌ରେ ବିଭିନ୍ନ ପ୍ରକାର ହୁଡିଜ୍‌ ପାଲଟିଛି ସେମାନଙ୍କର ପ୍ରଥମ ପସନ୍ଦ...

ସକାଳୁ ପିଅନ୍ତୁ ଜୁଆଣି ପାଣି ମିଳିବ ଏସବୁ ଫାଇଦା...

ସକାଳୁ ପିଅନ୍ତୁ ଜୁଆଣି ପାଣି ମିଳିବ ଏସବୁ ଫାଇଦା...

ସକାଳୁ ନିତ୍ୟକର୍ମ ପରେ ଜୁଆଣି ପାଣି ପିଇଲେ ପେଟ ଥଣ୍ଡା ରହିବା ସହିତ  ପାଚନ କ୍ରିୟା ସ୍ବାଭାବିକ ହୋଇଥାଏ। ଏହାଦ୍ୱାରା ଶରୀରର ଅନେକ ଉପକାର ହୋଇଥାଏ। 

ଆଣ୍ଠୁଗଣ୍ଠି ସମସ୍ୟାରୁ ମୁକ୍ତି ପାଇଁ ଆପଣାନ୍ତୁ ଏହି ସରଳ ଉପାୟ

ଆଣ୍ଠୁଗଣ୍ଠି ସମସ୍ୟାରୁ ମୁକ୍ତି ପାଇଁ ଆପଣାନ୍ତୁ ଏହି ସରଳ ଉପାୟ

ଆଗରୁ ବୟସ ବଢିଲେ ଆଣ୍ଠୁଗଣ୍ଠି ସମସ୍ୟା ଦେଖାଯାଉଥିଲା। ହେଲେ ଏବେ ଏହା ଯୁବପିଢିଙ୍କ ପାଖରେ ମଧ୍ୟ ଦେଖିବାକୁ ମିଳିଲାଣି। କେତେ ଗୁଡିଏ ଘରୋଇ ଉପଚାର ମାଧ୍ୟମରେ ସହଜରେ ଆମେ ଏହି ଯନ୍ତ୍ରଣାକୁ ଲାଘବ କରାଯାଇ ପାରିବ ବୋଲି ଆୟୁର୍ବେଦ ବିଶେଷଜ୍ଞମାନେ କହିଛନ୍ତି। 

କାନ୍ଦିବା ବି ହାର୍ଟ ଆଟାକ୍‌ ସମସ୍ୟାରୁ ଦୂରେଇ ରଖେ...

କାନ୍ଦିବା ବି ହାର୍ଟ ଆଟାକ୍‌ ସମସ୍ୟାରୁ ଦୂରେଇ ରଖେ...

କାନ୍ଦିଲେ ମାନସିକ ଶାନ୍ତି ମିଳିଥାଏ। କାନ୍ଦିବା ସମୟରେ ଶରୀରରେ ଆଣ୍ଡ୍ରୋନୋକ୍ରାଟିକୋଟ୍ରାପିକ୍‌ ଓ ଲ୍ୟୁସିନ୍‌ ନାମକ ହରମୋନ୍‌ କ୍ଷରଣ ହୋଇଥାଏ। ଏହାକୁ ଷ୍ଟ୍ରେସ୍‌ ହରମୋନ୍‌ କୁହାଯାଇଥାଏ।

ସ୍ମୃତି ଶକ୍ତି ବୃଦ୍ଧି କରିବାକୁ ଚାହୁଁଛନ୍ତି; ସକାଳେ ଆପଣାନ୍ତୁ ଏହି ସହଜ ଉପାୟ...

ସ୍ମୃତି ଶକ୍ତି ବୃଦ୍ଧି କରିବାକୁ ଚାହୁଁଛନ୍ତି; ସକାଳେ ଆପଣାନ୍ତୁ ଏହି ସହଜ ଉପାୟ...

ସକାଳୁ ନିତ୍ୟକର୍ମ ପରେ ମିଶ୍ରି ପାଣି ପିଇଲେ ପେଟ ଥଣ୍ଡା ରହିବା ସହିତ ଶରୀରର ଅନେକ ଉପକାର ହୋଇଥାଏ। ରାତିରେ ଏକ ଗ୍ଲାସ୍‌ ପାଣିରେ କିଛି ମିଶ୍ରି ଖଣ୍ଡ ପକାଇ ଏହାକୁ ସକାଳୁ ପିଇଲେ ପାଚନ କ୍ରିୟା ନିୟନ୍ତ୍ରିତ ହେବା ସହିତ ସନ୍ତାନ ହୀନତା ଓ କାଶରୁ ମିଳିଥାଏ ମୁକ୍ତି। 

ପ୍ରାତଃ ଭ୍ରମଣ ରଖେ ଅନେକ ରୋଗରୁ ଦୂରେଇ...

ପ୍ରାତଃ ଭ୍ରମଣ ରଖେ ଅନେକ ରୋଗରୁ ଦୂରେଇ...

ପ୍ରାତଃ ଭ୍ରମଣ ଦ୍ୱାରା ଅସ୍ଥି ଶକ୍ତିଶାଳୀ ହୋଇଥାଏ। ଚାଲିବା ଦ୍ୱାରା କେବଳ ଶାରିରୀକ ନୁହେଁ ବରଂ ମାନସିକ କ୍ଷମତା ମଧ୍ୟ ବୃଦ୍ଧି ହୁଏ। ଏହା ଦ୍ୱାରା ଚିନ୍ତା ଦୂରେଇ ଯାଏ। 

ସକାଳୁ ପିଅନ୍ତୁ ଅଧାକପ୍‌ ମହୁପାଣି...

ସକାଳୁ ପିଅନ୍ତୁ ଅଧାକପ୍‌ ମହୁପାଣି...

ସକାଳେ ନିତ୍ୟ କର୍ମ ସାରି ଉଷୁମ ପାଣିରେ ଦୁଇଠୋପା ମହୁ ପକାଇ ପିଇଲେ ମେଦବହୁଳତାରୁ ମିଳେ ମୁକ୍ତି। ଏନେଇ ଆୟୁର୍ବେଦରେ ଉଲ୍ଲେଖ ରହିଛି। ମହୁରେ ପ୍ରୋଟିନ୍‌, ତନ୍ତୁଜ, ଶର୍କରା, ଲୌହ, ସୋଡିୟମ୍‌, ପୋଟାସିୟମ୍‌, ଫସଫରସ୍‌, ଜିଙ୍କ୍‌, କ୍ୟାଲସିୟମ୍‌ ଆଦି ତତ୍ତ୍ୱ ରହିଥାଏ।

ସକାଳର  ଡ଼ାଲଚିନି ଚା’ କିଡ୍‌ନୀ ସମସ୍ୟାରୁ ଦୂରେଇ ରଖେ...

ସକାଳର ଡ଼ାଲଚିନି ଚା’ କିଡ୍‌ନୀ ସମସ୍ୟାରୁ ଦୂରେଇ ରଖେ...

ସକାଳେ ନିତ୍ୟକର୍ମ ସାରି ଡ଼ାଲଚିନି ଚା‘ ପିଇଲେ ଏହା ଶରୀର ପାଇଁ ବେଶ୍‌ ଉପଯୋଗୀ ସାବ୍ୟସ୍ତ ହୋଇଥାଏ। ଏହା ରକ୍ତ ଶର୍କରାକୁ ନିୟନ୍ତ୍ରଣ କରିବା ସହିତ କୋଲେଷ୍ଟରଲସ୍ତର କରିଥାଏ ହ୍ରାସ । ପାଚନତନ୍ତ୍ରକୁ ସ୍ବାଭାବିକ କରି ରୋଗ ପ୍ରତିଷେଧକ ଶକ୍ତି ବଢ଼ାଏ ଡ଼ାଲଚିନି ଚା’। 

ଭାତ  ବି ବଢ଼ାଏ  ସ୍ମରଣ ଶକ୍ତି...

ଭାତ ବି ବଢ଼ାଏ ସ୍ମରଣ ଶକ୍ତି...

ପ୍ରତିଦିନ ଭାତ ଖାଇଲେ ଶରୀରର ଅନେକ ଉପକାର ହୁଏ। ତେବେ ବର୍ତ୍ତମାନର ପରିବର୍ତ୍ତିତ ଆଧୁନିକ ଜୀବନଶୈଳୀରେ କେତେକ ଭାତ ଅପେକ୍ଷା ଫାଷ୍ଟଫୁଡ୍‌କୁ ଅଧିକ ପସନ୍ଦ କରୁଛନ୍ତି । 

ଡାଇବେଟିସ୍‌ ମସ୍ତିଷ୍କ ଉପରେ ବି ପ୍ରଭାବ ପକାଏ...

ଡାଇବେଟିସ୍‌ ମସ୍ତିଷ୍କ ଉପରେ ବି ପ୍ରଭାବ ପକାଏ...

ବ୍ୟସ୍ତ ବହୁଳ ଜୀବନଶୈଳୀରେ ଖାଦ୍ୟପେୟରେ ଅନିୟମିତତା ଯୋଗୁ କେତେକଙ୍କୁ ଡାଇବେଟିସ୍‌ ହୋଇଥାଏ। ଏହା ଶରୀରକୁ କ୍ଷତି ପହଞ୍ଚାଇବା ସହ ମସ୍ତିଷ୍କକୁ ଉପରେ ମଧ୍ୟ ଗୁରୁତର ପ୍ରଭାବ ପକାଇଥାଏ।

ଗ୍ଲୋ ବଢ଼ାଏ  ବିଅର

ଗ୍ଲୋ ବଢ଼ାଏ ବିଅର

ଯଦିଓ ବିଅର ପିଇବା ସ୍ବାସ୍ଥ୍ୟୋପକାରୀ ନୁହେଁ ବୋଲି କୁହାଯାଏ, ହେଲେ ଏହା  ସୌନ୍ଦର୍ଯ୍ୟ ବୃଦ୍ଧିରେ ବେଶ୍‌ ସହାୟକ ହୋଇଥାଏ। ତେବେ ଆସନ୍ତୁ ଜାଣିବା ଏହାକୁ  ବ୍ୟବହାର କରିବାର ଉପାୟ...

ଶିଶୁଙ୍କ ପ୍ରଦର୍ଶନ କ୍ଷମତା ବଢ଼ାଏ ଜିଜ୍ଞାଷା...

ଶିଶୁଙ୍କ ପ୍ରଦର୍ଶନ କ୍ଷମତା ବଢ଼ାଏ ଜିଜ୍ଞାଷା...

ଜିଜ୍ଞାଷା ଶିଶୁଙ୍କ ପ୍ରଦର୍ଶନ କ୍ଷମତା ବଢ଼ାଏ ବୋଲି ଆମେରିକା ମିସିଗାନ ବିଶ୍ୱବିଦ୍ୟାଳୟର ଗବେଷକ ସୂଚିତ କରିଛନ୍ତି। ଶିଶୁମାନଙ୍କ ମଧ୍ୟରେ କୌଣସି ବିଷୟରେ ଯଦି ଜାଣିବାର ଇଛା ଜାଗିଉଠେ ତେବେ ସେଭଳି ଶିଶୁଙ୍କର ପ୍ରଦର୍ଶନ କ୍ଷମତା ମଧ୍ୟ ଅନୁରୂପ ବୃଦ୍ଧି ପାଇଥାଏ। 

ପିଲାଙ୍କୁ ସମୀପ ଦୃଷ୍ଟି ସମସ୍ୟାରୁ ଦୂରେଇ ରଖେ ଆଉଟ୍‌ଡୋର ଗେମ୍ସ...

ପିଲାଙ୍କୁ ସମୀପ ଦୃଷ୍ଟି ସମସ୍ୟାରୁ ଦୂରେଇ ରଖେ ଆଉଟ୍‌ଡୋର ଗେମ୍ସ...

ଇନ୍‌ଡୋର ଗେମ୍ସ ଅପେକ୍ଷା ଆଉଟ୍‌ଡୋର ଗେମ୍ସ ପିଲାମାନଙ୍କୁ ସୁସ୍ଥ ରଖିଥାଏ। ସେଥିପାଇଁ ପ୍ରତିଦିନ ସକାଳୁ ପିଲାଙ୍କୁ ରନିଙ୍ଗ କିମ୍ବା ସ୍କିପିଙ୍ଗ କରିବାର ଅଭ୍ୟାସ କରାଇବା ଉଚିତ। 

ଆଖିତଳ କଳା ପଡୁଥିଲେ ଆପଣାନ୍ତୁ ଏହି ସହଜ ଉପାୟ...

ଆଖିତଳ କଳା ପଡୁଥିଲେ ଆପଣାନ୍ତୁ ଏହି ସହଜ ଉପାୟ...

ଆଖିତଳେ କଳାଦାଗ  ବା ଡାର୍କ ସର୍କଲ ଅନେକଙ୍କୁ ସମସ୍ୟାରେ ପକାଇଥାଏ। ସମୟର ଅଭାବରୁ ଅନେକ ନିଜ ଶରୀରର ଯତ୍ନ ନେଇପାରନ୍ତି ନାହିଁ। ଫଳରେ ଆଖି ତଳେ ଦେଖାଯାଏ ଡାର୍କ ସର୍କଲ। ଏହା ସୃଷ୍ଟି ହେବାର ବିଭିନ୍ନ କାରଣ ରହିଛି।