ଜୀବନଚର୍ଯ୍ୟା

୧୦୩  ପ୍ରକାର ରୋଗ ଦୂର କରେ ପାଟିର ଲାଳ

୧୦୩ ପ୍ରକାର ରୋଗ ଦୂର କରେ ପାଟିର ଲାଳ

ମୁଖ ଭିତରେ ଏକ ଲକ୍ଷରୁ ଅଧିକ ସ୍ବେଦଗ୍ରନ୍ଥି ଲାଳ ତିଆରି କରିଥାନ୍ତି। ଏଥିରେ ଶରୀରର ୧୦୩ ପ୍ରକାର ରୋଗ ଦୂର ହୋଇଥାଏ। ଏହାକୁ ସକାଳେ ଉଠି ପୁରାତନ ଘାରେ ଲାଗାଇଲେ କିଛି ଦିନ ମଧ୍ୟରେ ଘା ଭଲ ହୋଇଥାଏ।

ପ୍ଲାଷ୍ଟିକ ବୋତଲରେ ପାଣି ପିଇବା କ୍ଷତିକାରକ

ପ୍ଲାଷ୍ଟିକ ବୋତଲରେ ପାଣି ପିଇବା କ୍ଷତିକାରକ

ପ୍ଲାଷ୍ଟିକ ବୋତଲରେ ପାଣି ପିଇବା ଆଜିକାଲି ସାଧାରଣ ମନେହେଉଥିଲେ ମଧ୍ୟ ଏହା ଏକ ଖରାପ ଅଭ୍ୟାସ।  ଦେଖିବାକୁ ଗଲେ ଏହା ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟି ସାରିଛି।  ତେବେ ପ୍ଲାଷ୍ଟିକ ବୋତଲରେ ପାଣି ପିଇବା ସ୍ବାସ୍ଥ୍ୟପକ୍ଷେ କ୍ଷତିକାରକ ହୋଇଥାଏ। ପ୍ଲାଷ୍ଟିକରେ ବିଭିନ୍ନ ପ୍ରକାର ରାସାୟନିକ ପଦାର୍ଥ ଓ ବ୍ୟକ୍ଟେରିଆ ଆଦି ରହିଥାଏ। ଯାହାକି ଆମ ସ୍ବାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ। ଆସନ୍ତୁ ଜାଣିବା ପ୍ଲାଷ୍ଟିକ ବୋତଲରେ ପାଣି ପିଇବା ଦ୍ୱାରା ହେଉଥିବା କ୍ଷତି ବିଷୟରେ:

ଅନିଦ୍ରା ସମସ୍ୟାକୁ ଦୂର କରିବା ପାଇଁ ଆପଣେଇ ପାରିବେ ଏଭଳି ସହଜ ଉପାୟ...

ଅନିଦ୍ରା ସମସ୍ୟାକୁ ଦୂର କରିବା ପାଇଁ ଆପଣେଇ ପାରିବେ ଏଭଳି ସହଜ ଉପାୟ...

ମନୁଷ୍ୟକୁ ନିରୋଗ ରଖିବା ପାଇଁ ଗୋଲାପ ଫୁଲ ବେଶ୍‌ ଉପକାରୀ ସାବ୍ୟସ୍ତ ହୋଇଥାଏ। ଅନିଦ୍ରା ରୋଗରୁ ଦୂରେଇ ରହିବା  ଲାଗି ଏହା ମହୋଷଧୀ ସଦୃଶ କାମ କରେ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି।

କେଶ ଝଡିବା ସମସ୍ୟାରୁ ମୁକ୍ତି ଦେବ ତେଲ

କେଶ ଝଡିବା ସମସ୍ୟାରୁ ମୁକ୍ତି ଦେବ ତେଲ

ବର୍ତ୍ତମାନ ସମୟରେ  ପ୍ରାୟତଃ  ଅଧିକାଂଶ ଲୋକଙ୍କଠାରେ କେଶ ଝଡିବା ସମସ୍ୟା ଦେଖାଦେଉଛି। ଜୀବନଶୈଳୀର ପରିବର୍ତ୍ତନ ଓ ବଢ଼ୁଥିବା ପ୍ରଦୂଷଣ ଏହାର ମୁଖ୍ୟ କାରଣ ହୋଇଥାଏ। ଏହି ସମସ୍ୟା ପିଲାଙ୍କଠାରେ ମଧ୍ୟ ଦେଖାଦେଇଥାଏ। ଯାହା ଫଳରେ ଉକ୍ତ ସମସ୍ୟା ପାଇଁ ଅନେକ ବ୍ୟକ୍ତି ଡାକ୍ତରଙ୍କ ପରାମର୍ଶ ଲୋଡିଥିଲେ ମଧ୍ୟ ଏହାର ସୁଫଳ ମିଳିପାରୁ ନାହିଁ। 

ପଇଡ଼ ପାଣି କମାଇଥାଏ ଓଜନ

ପଇଡ଼ ପାଣି କମାଇଥାଏ ଓଜନ

ପଇଡ଼ ପାଣି ପିଇବା ଦ୍ୱାରା ଅନେକ ସୁଫଳ ମିଳିଥାଏ। ସେଥିପାଇଁ ରୋଗୀଙ୍କୁ ଅନେକ ସମୟରେ ପଇଡ଼ ପାଣି ପିଇବାକୁ କୁହାଯାଇଥାଏ। ଏହାକୁ ପିଇବା ଦ୍ୱାରା ବ୍ଲଡ ସକ୍ୟୁଲେଶନ ଠିକ୍‌ ରହିଥାଏ। ପଇଡ଼ ପିଇବା ଦ୍ୱାରା ଦେହକୁ ଶକ୍ତି ମିଳିବା ସହ ରୋଗ ପ୍ରତିଷେଧକ ଶକ୍ତି ବଢ଼ିଥାଏ। ଏଥିରେ କ୍ୟାଲୋରିର ପରିମାଣ ରହିବା ସହିତ ନାଇଟ୍ରୋଜେନ ବା ଯବକ୍ଷାରଜାନ ଜୈବ ଅମ୍ଲ ରହିଥାଏ। ତେବେ ଆପଣ କ’ଣ ଜାଣନ୍ତି ଯେ ପଇଡ଼ ପାଣି ପିଇବା ଦ୍ୱାରା ଓଜନ କମ୍‌ ହୋଇଥାଏ। ଓଜନ କମେଇବା ପାଇଁ  ଆପଣ ଏହି ଉପାୟ ଅବଲମ୍ବନ କରିପାରିବେ। ଜାଣନ୍ତୁ ପଇଡ଼ ପାଣି ପିଇ ଆପଣ କେମିତି ଓଜନ କମ୍‌ ରଖିପାରିବେ।

ଖାଲି ପେଟରେ ଖାଆନ୍ତୁନି ଏଭଳି ଖାଦ୍ୟ

ଖାଲି ପେଟରେ ଖାଆନ୍ତୁନି ଏଭଳି ଖାଦ୍ୟ

ସର୍ବଦା ହେଲ୍‌ଦି ଫୁଡ୍‌  ବା ନିରୋଗୀ ଖାଦ୍ୟ ଶରୀରକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ। ତା’ସହ ସମୟ ଅନୁସାରେ ଖାଦ୍ୟ ଖାଇଲେ ଶରୀର ସୁସ୍ଥ ରହିବା ସହ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି ପାଇଥାଏ।

ମଧୁମେହ ରୋଗୀଙ୍କୁ ଗୁଡ଼ ଖାଇବା ମନା

ମଧୁମେହ ରୋଗୀଙ୍କୁ ଗୁଡ଼ ଖାଇବା ମନା

ସାଧାରଣତଃ ମଧୁମେହ ରୋଗୀଙ୍କ ପାଇଁ ଖାଦ୍ୟପେୟକୁ ନେଇ ଅନେକ କଟକଣା ରହିଥାଏ। ଏହି ରୋଗୀମାନଙ୍କୁ ଆଳୁ, ମିଠା ଆଦି ଅନେକ ଜିନିଷ ଖାଇବାକୁ ଡାକ୍ତର ମନା କରିଥାନ୍ତି। ଏହା ସହ ଚିନି ଖାଇବାକୁ ସମ୍ପୂର୍ଣ୍ଣ ରୂପେ ବାରଣ କରାଯାଇଥାଏ। ଅଧିକାଂଶ ଲୋକ ଚିନିର ବିକଳ୍ପ ଭାବେ ଗୁଡ଼କୁ ଗ୍ରହଣ କରିଥାନ୍ତି। ତେବେ ଜାଣନ୍ତୁ ଗୁଡ଼ ଖାଇବା ଦେହପାଇଁ କେତେଦୂର ଠିକ୍‌ ହୋଇଥାଏ। 

ସୁସ୍ଥ ରହିବାକୁ ଚାହୁଁଥିଲେ ଆପଣାନ୍ତୁ ଏହି ସହଜ ଉପାୟ...

ସୁସ୍ଥ ରହିବାକୁ ଚାହୁଁଥିଲେ ଆପଣାନ୍ତୁ ଏହି ସହଜ ଉପାୟ...

ୟୁରିନ୍‌ ଥେରାପି ସୁସ୍ଥ  ରହିବାର  ଅତି ପ୍ରାଚୀନ ଉପାୟ। ଏହି ସହଜ ଉପାୟ ଦ୍ୱାରା ଲାଷ୍ଟ ଷ୍ଟେଜ୍‌ରେ ବି  କ୍ୟାନସର ଭଳି ଦୂରାରୋଗ୍ୟରୁ ମୁକ୍ତି ମିଳିଥାଏ । ଏଥିପାଇଁ ଅପରେସନ୍‌ ଅବା କେମୋଥେରାପିର ଆବଶ୍ୟକତା ପଡ଼ି ନ ଥାଏ। 

ବଦଳାନ୍ତୁ ଶାକାହାର ପ୍ରତି ଥିବା ଧାରଣା

ବଦଳାନ୍ତୁ ଶାକାହାର ପ୍ରତି ଥିବା ଧାରଣା

ବର୍ତ୍ତମାନର ଯୁବପିଢ଼ି ଆମିଷପ୍ରିୟ। ମାତ୍ର ଅନେକେ ଶାକାହାରୀ ହେବାକୁ ପସନ୍ଦ କରିଥା’ନ୍ତି। ତେବେ ମାଂସାହାରୀ ବ୍ୟକ୍ତିମାନଙ୍କ ମଧ୍ୟରେ ନିରାମିଷ ଖାଦ୍ୟ ପଦାର୍ଥକୁ ନେଇ ଭୁଲ ଚିନ୍ତାଧାରା ରହିଛି। 

ଆଖିର ସାଥୀ...

ଆଖିର ସାଥୀ...

ଆଖିକୁ ସୁରକ୍ଷିତ ରଖିବା ଆବଶ୍ୟକ। ଏଥିପାଇଁ ଆୟୁର୍ବେଦରେ ଅନେକ ପରାମର୍ଶ ଦିଆଯାଇଛି। 

ପୂଜା ଶେଷରେ କରନ୍ତୁ ଏପରି ପ୍ରାର୍ଥନା...

ପୂଜା ଶେଷରେ କରନ୍ତୁ ଏପରି ପ୍ରାର୍ଥନା...

ପୂଜା ଶେଷରେ କେତେକ ଠାକୁରଙ୍କୁ ଧନ, ସମ୍ମାନ, ବୁଦ୍ଧି ଆଦି ପ୍ରଦାନ କରିବାକୁ ପ୍ରାର୍ଥନା କରନ୍ତି। ତେବେ ଏପରି କରିବା ଦ୍ୱାରା ଠାକୁର କେବେ ମଧ୍ୟ ସନ୍ତୁଷ୍ଟ ହୋଇ  ନ ଥାନ୍ତି। ଏହା ବ୍ୟକ୍ତିଙ୍କର ନିଜସ୍ବ ସ୍ବାର୍ଥକୁ ସୂଚିତ କରିଥାଏ। 

ଲାଗିବେ ଆକର୍ଷଣୀୟ...

ଲାଗିବେ ଆକର୍ଷଣୀୟ...

ଶୀତଦିନ ଆରମ୍ଭ ପ୍ରାୟ। ତେଣୁ କିପରି  ତ୍ୱଚା ଏବଂ କେଶକୁ ଶୀତର ପ୍ରଭାବରୁ ଦୂରେଇ ରଖିହେବ, ତାହା ଏବେଠୁ ସାଜିଛି ଅନେକଙ୍କ ଲାଗି ଚିନ୍ତାର କାରଣ। ହେଲେ ଏଥିପାଇଁ ବ୍ୟସ୍ତ ନ ହୋଇ କେତୋଟି ଘରୋଇ ଉପାୟ ଆପଣେଇଲେ ଶୀତରେ ବି ତ୍ୱଚା ଓ କେଶ ସୁନ୍ଦର ତଥା ଆକର୍ଷଣୀୟ ଲାଗିବ। ଜାଣିରଖନ୍ତୁ ସେ ସମ୍ପର୍କରେ...

ଗର୍ଭାବସ୍ଥାରେ  ହୃଦ୍‌ରୋଗ

ଗର୍ଭାବସ୍ଥାରେ ହୃଦ୍‌ରୋଗ

ହୃଦ୍‌ରୋଗ ଏକ ଭୟଙ୍କର ରୋଗ। ତେଣୁ ଗର୍ଭାବସ୍ଥାରେ ଏହି ରୋଗ ଚିହ୍ନଟ ହେଲେ  ହୃଦ୍‌ରୋଗ ବିଶେଷଜ୍ଞ ଏବଂ ପ୍ରସୂତି ବିଶେଷଜ୍ଞଙ୍କ ଦ୍ୱାରା ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା ଓ ଚିକିତ୍ସା କରିବା ଦ୍ୱାରା ଉଭୟ ମା’ ଏବଂ ଗର୍ଭସ୍ଥ ଶିଶୁକୁ ସୁରକ୍ଷିତ ରଖିବାରେ 
ସାହାଯ୍ୟ କରିଥାଏ...

ମଶା ଦୂରେଇବା ଲାଗି ଆପଣାନ୍ତୁ ଏହି ଉପାୟ...

ମଶା ଦୂରେଇବା ଲାଗି ଆପଣାନ୍ତୁ ଏହି ଉପାୟ...

ମଶାଠାରୁ ରକ୍ଷା ପାଇବା ପାଇଁ ଘରର ପରିବେଶ ସହିତ ଘର ଚାରିପଟ ପ୍ରତି ଦୃଷ୍ଟି ଦେଲେ ଆଉ ମଶା ହୋଇ ନ ଥାନ୍ତି।

ଦୋଷୀକୁ ଦିଆଯାଉଥିଲା ଏପରି ଦଣ୍ଡ

ଦୋଷୀକୁ ଦିଆଯାଉଥିଲା ଏପରି ଦଣ୍ଡ

ବିଭିନ୍ନ ଅପରାଧ ପାଇଁ ଭାରତରେ ଦଣ୍ଡ ସଂହିତା ଅନୁସାରେ ଦଣ୍ଡ ବିଧାନ କରାଯାଏଥାଏ।  ସେଥି ମଧ୍ୟରେ ଦୋଷ ଅନୁସାରେ ଜେଲଠୁ ଆରମ୍ଭ କରି ଫାଶୀ ପର୍ଯ୍ୟନ୍ତ ଦଣ୍ଡାଦେଶ ବ୍ୟବସ୍ଥା ରହିଛି।

ସୁନିଦ୍ରା ପାଇଁ

ସୁନିଦ୍ରା ପାଇଁ

ଦିନ ତମାମ କିଏ ଶାରୀରିକ ତ କିଏ ମାନସିକ ପରିଶ୍ରମ କରୁଛି। ତେବେ ଶରୀରକୁ ସୁସ୍ଥ ରଖିବା ଲାଗି ଆମକୁ ରାତିରେ ଶୋଇବା ନିହାତି ଦରକାର। ଜଣେ ବ୍ୟକ୍ତି ପ୍ରତିଦିନ ରାତିରେ ଅତିକମ୍‌ରେ ୭-୮ ଘଣ୍ଟା ନିଦ୍ରା ଯିବା ଆବଶ୍ୟକ।

ଗ୍ୟାଷ୍ଟ୍ରିକ୍‌ ସମସ୍ୟାରୁ ଉପଶମ ଦେବ ଖଜୁର

ଗ୍ୟାଷ୍ଟ୍ରିକ୍‌ ସମସ୍ୟାରୁ ଉପଶମ ଦେବ ଖଜୁର

ଖଜୁରି କୋଳିରେ ଅନେକ ଉପକାରୀ ଗୁଣ ରହିଛି। ବିଶେଷ ଭାବରେ ଗ୍ୟାଷ୍ଟ୍ରିକ୍‌ଜନିତ ସମସ୍ୟା ଦୂର ପାଇଁ ଏହା  ଉପକାରୀ ସାବ୍ୟସ୍ତ ହୋଇଥାଏ ବୋଲି ଲଣ୍ଡନ ୟୁନିଭର୍ସିଟି ପକ୍ଷରୁ ହୋଇଥିବା ଏକ ସର୍ଭେରୁ ଜଣାପଡିଛି। 

ଦୈନନ୍ଦିନ ବ୍ୟବହାର୍ଯ୍ୟ  ସାମଗ୍ରୀ ଓ ଶାରୀରିକ ସମସ୍ୟା

ଦୈନନ୍ଦିନ ବ୍ୟବହାର୍ଯ୍ୟ ସାମଗ୍ରୀ ଓ ଶାରୀରିକ ସମସ୍ୟା

ଆମେ ପ୍ରତିଦିନ ସାବୁନ, ଶାମ୍ପୋ, ଟୁଥ୍‌ପେଷ୍ଟ ଆଦି ସାମଗ୍ରୀ ବ୍ୟବହାର କରିଥାଉ। ହେଲେ ଏଭଳି କେତେକ ଦୈନନ୍ଦିନ ସାମଗ୍ରୀର ଆବଶ୍ୟକତାଠାରୁ ଅଧିକ ବ୍ୟବହାର ସ୍ବାସ୍ଥ୍ୟଜନିତ ସମସ୍ୟାକୁ ଡାକିଆଣି ଥାଏ।

ବହୁରୋଗରୁ ଦୂରେଇ ରହିବା ପାଇଁ ସକାଳେ ଖାଆନ୍ତୁ ଏଥିରୁ ୪ଟି...

ବହୁରୋଗରୁ ଦୂରେଇ ରହିବା ପାଇଁ ସକାଳେ ଖାଆନ୍ତୁ ଏଥିରୁ ୪ଟି...

ପେସ୍ତା ବାଦାମ ଶରୀର ପାଇଁ ଅନେକ ଉପକାରୀ। ପ୍ରତିଦିନ ସକାଳେ ଏହାକୁ ୫ ଗ୍ରାମ୍‌ ଲହୁଣୀ ସହିତ ମିଶାଇ ଖାଇଲେ ମିଳିଥାଏ ଅନେକ ଫାଇଦା। 

ଅବସାଦ ଦୂର କରିବାର ସହଜ ଉପାୟ

ଅବସାଦ ଦୂର କରିବାର ସହଜ ଉପାୟ

ଆଜିକାଲିର ବ୍ୟସ୍ତମୟ ଜୀବନରେ ଜଣେ ଅବସାଦଗ୍ରସ୍ତ ହେବା କିଛି ନୂଆ କଥା ନୁହେଁ। ଯଦି ଆପଣ ଏଭଳି ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ତେବେ ତାହାକୁ ନେଇ ବ୍ୟତିବ୍ୟସ୍ତ ହୁଅନ୍ତୁ ନାହିଁ।

ଜେଣ୍ଡର  ନ୍ୟୁଟ୍ରାଲ  ଫ୍ୟାଶନ

ଜେଣ୍ଡର ନ୍ୟୁଟ୍ରାଲ ଫ୍ୟାଶନ

ବର୍ତ୍ତମାନ ପ୍ରତ୍ୟେକ କ୍ଷେତ୍ରରେ ପୁରୁଷ ଏବଂ ନାରୀକୁ ସମାନ ଭାବେ ଗ୍ରହଣ କରାଯାଉଛି। ଧୀରେ ଧୀରେ ସେମାନଙ୍କ ପ୍ରତି ସମାଜରେ ଥିବା ଭେଦଭାବ ହ୍ରାସ ପାଉଛି। ଯେଉଁଥିରୁ ବାଦ୍‌ ପଡ଼ିନି ଫ୍ୟାଶନ୍‌। ତେବେ ମେନ୍‌ ଏବଂ ଓମେନ୍‌ ଫ୍ୟାଶନ ମଧ୍ୟରେ କେବଳ ଦୂରତା କମିନି ବରଂ ଜେଣ୍ଡର ନ୍ୟୁଟ୍ରାଲ ବା  ୟୁନିସେକ୍ସ ଫ୍ୟାଶନ ଏବେ ଲାଟେଷ୍ଟ ଟ୍ରେଣ୍ଡ ପାଲଟିଛି...  

କ୍ରୋଶେ ଜୁଏଲେରି

କ୍ରୋଶେ ଜୁଏଲେରି

ସାଧାରଣତଃ ବକ୍ରାଗ୍ର ଛୁଞ୍ଚତ୍ରେ ବୁଣିବାର କାର୍ଯ୍ୟକୁ କ୍ରୋଶେ ବୋଲି କୁହାଯାଏ। ତେଣୁ ଏହାର ଜୁଏଲେରିକୁ ମଧ୍ୟ ବୁଣିବୁଣି  ହିଁ ତିଆରି କରାଯାଇଥାଏ। 

ନିଦ୍ରାହୀନତା ବି ସୃଷ୍ଟି କରେ ଏହି ରୋଗ...

ନିଦ୍ରାହୀନତା ବି ସୃଷ୍ଟି କରେ ଏହି ରୋଗ...

ନିଦ୍ରାହୀନତା ଯୋଗୁ ମଧୁମେହ ସମସ୍ୟା ଦେଖାଦେଇଥାଏ। ଏସମ୍ପର୍କରେ ଚିକିତ୍ସା ବିଜ୍ଞାନୀମାନେ ମତପୋଷଣ କରିଛନ୍ତି। ନିଦ୍ରାହୀନତା ଦ୍ୱାରା ଇନସୁଲିନ୍‌ କ୍ଷରଣରେ ବାଧା ସୃଷ୍ଟି ହୋଇଥାଏ। ଫଳରେ ପୁରୁଷଙ୍କଠାରେ ଟେଷ୍ଟୋଷ୍ଟେରନ ଏବଂ କ୍ରିଟିସୋଲ୍‌ ହର୍‌ମୋନ୍‌ କ୍ଷରଣରେ ସମନ୍ବୟ ସୃଷ୍ଟି ହୋଇ ପାରି ନ ଥାଏ। 

‘ଲୋ-ବ୍ଲଡ୍‌ପ୍ରେସର୍‌’ଠାରୁ ଦୂରେଇ ରହିବାକୁ ଚାହୁଁଛନ୍ତି ଆପଣାନ୍ତୁ ଏହି ଘରୋଇ ଉପାୟ...

‘ଲୋ-ବ୍ଲଡ୍‌ପ୍ରେସର୍‌’ଠାରୁ ଦୂରେଇ ରହିବାକୁ ଚାହୁଁଛନ୍ତି ଆପଣାନ୍ତୁ ଏହି ଘରୋଇ ଉପାୟ...

ପରିବର୍ତ୍ତିତ ଜୀବନ ଶୈଳୀରେ ଖାଦ୍ୟପେୟରେ ଅନିୟମିତତା ଯୋଗୁ କେତେକଙ୍କୁ ଲୋ-ବ୍ଲଡ୍‌ପ୍ରେସର୍‌ ହୋଇଥାଏ। ବସିବା ଜାଗାରୁ ଉଠି ପଡ଼ିଲେ ହଠାତ୍‌ ଅନ୍ଧାର ଦିଶିବା, ହାଲିଆ ଲାଗିବା, ମୁଣ୍ଡ ବୁଲାଇବା ଆଦି ଲୋ-ବ୍ଲଡ୍‌ପ୍ରେସରର  ଲକ୍ଷଣ।