ଜୀବନଚର୍ଯ୍ୟା

କିଡ୍‌ନୀ ଷ୍ଟୋନ୍‌ଠାରୁ ଦୂରେଇ ରହିବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ...

କିଡ୍‌ନୀ ଷ୍ଟୋନ୍‌ଠାରୁ ଦୂରେଇ ରହିବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ...

ସକାଳୁ କିଛି ସମୟ ବ୍ୟାୟାମ କରିବା ପରେ ୪-୫ଟି ଅଙ୍ଗୁର ଖାଇଲେ ସ୍ବାସ୍ଥ୍ୟ ଲାଗି ଖୁବ୍‌ ଭଲ। ନିୟମିତ ଏପରିକଲେ କିଡ୍‌ନୀ ଷ୍ଟୋନରୁ ମୁକ୍ତି ମିଳିଥାଏ ବୋଲି ଆୟୁର୍ବେଦରେ ଉଲ୍ଳେଖ ରହିଛି। ଅଙ୍ଗୁରରେ ପୋଟାସିୟମ ସହିତ ପ୍ରଚୁର ପରିମାଣରେ ଜଳୀୟ ଅଂଶ ଅଛି।

ଅଧିକ କମଳା ସେବନ କ୍ଷତିକାରକ

ଅଧିକ କମଳା ସେବନ କ୍ଷତିକାରକ

କମଳା ଖାଇବା ଶରୀର ପାଇଁ ଲାଭଦାୟକ। ଏହା ହାର୍ଟ ଓ ଆଖିକୁ  ସୁସ୍ଥ ରଖିବାରେ ସହାୟକ ହୋଇଥାଏ। ଏଥିସହିତ ଏହାର ବିଭିନ୍ନ ଉପକାରୀ ଗୁଣ ରହିଛି। ହେଲେ ଅତ୍ୟଧିକ କମଳା ସେବନ ଶରୀର ପାଇଁ କ୍ଷତିକାରକ। 

ଡାଇବେଟିସ୍‌ରୁ ଦୂରେଇ ରହିବା ପାଇଁ ସକାଳେ ଏଥିରୁ ଖଣ୍ଡେ ଚୋବାଇ ଖାଆନ୍ତୁ ...

ଡାଇବେଟିସ୍‌ରୁ ଦୂରେଇ ରହିବା ପାଇଁ ସକାଳେ ଏଥିରୁ ଖଣ୍ଡେ ଚୋବାଇ ଖାଆନ୍ତୁ ...

ଡାଲଚିନିର ଅନେକ ଔଷଧୀୟ ଗୁଣ ରହିଛି। ପ୍ରତିଦିନ ସକାଳେ ଖଣ୍ଡେ ଡାଲଚିନି  ଚୋବାଇ ଖାଇଲେ ଡାଇବେଟିସ୍‌ ହେବାର ଆଶଙ୍କା କମ୍‌ ହୋଇଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି। 

ପ୍ରତିଷେଧକ ଶକ୍ତି ବଢ଼ାଇବା ପାଇଁ ସକାଳେ ଏଥିରୁ ଖାଆନ୍ତୁ ଫାଳେ...

ପ୍ରତିଷେଧକ ଶକ୍ତି ବଢ଼ାଇବା ପାଇଁ ସକାଳେ ଏଥିରୁ ଖାଆନ୍ତୁ ଫାଳେ...

ସ୍ବାସ୍ଥ୍ୟ ପାଇଁ ସପେଟା ବେଶ୍‌ ଲାଭଦାୟୀ। ଏଥିରେ ଅନେକ ପୋଷକ ତତ୍ତ୍ୱ ଭରି ରହିଛି। ଏହା ଶରୀରକୁ ବିଭିନ୍ନ ପ୍ରକାର ସଂକ୍ରମଣରୁ ସୁରକ୍ଷା ଦେଇଥାଏ। 

କୋବିକୁ ତେଲରେ ଛାଣିଲେ ହୁଏ କ’ଣ...

କୋବିକୁ ତେଲରେ ଛାଣିଲେ ହୁଏ କ’ଣ...

ବଜାରରେ ଫୁଲ, ବନ୍ଧା, ଓଲୁ କୋବି ତଥା ବ୍ରୋକଲି ମିଳିଥାଏ। ଏସବୁକୁ କେହିକେହି ଭଜା ଅବା ତରକାରୀ କରି ଖାଉଥିବାବେଳେ କେତେକ ଏହାକୁ ତେଲରେ ଛାଣି ଖାଇଥାନ୍ତି। ତେବେ ଏହାକୁ ଛାଣି ଖାଇଲେ ଏଥିରେ ଥିବା କେତେକ ପୋଷକ ତତ୍ତ୍ୱ ନଷ୍ଟ ହୋଇଯାଇଥାଏ।

ଦୃଷ୍ଟି ଶକ୍ତି ଅତୁଟ ରଖିବା ପାଇଁ ସପ୍ତାହରେ ୩ ଥର ଖାଆନ୍ତୁ ଏହି ଶାଗ...

ଦୃଷ୍ଟି ଶକ୍ତି ଅତୁଟ ରଖିବା ପାଇଁ ସପ୍ତାହରେ ୩ ଥର ଖାଆନ୍ତୁ ଏହି ଶାଗ...

ଆଖି ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ସଭିଏଁ ଆଖିର ଯତ୍ନ ନେବାରେ ସମସ୍ତେ ସର୍ବଦା ଯତ୍ନଶୀଳ ହୋଇଥାନ୍ତି। ତେବେ ଦୃଷ୍ଟି ଶକ୍ତି ଅତୁଟ ରଖିବା ପାଇଁ କେତେକ ଘରୋଇ ଚିକିତ୍ସା ଆପଣାଇଲେ ମିଳିଥାଏ ସଫଳତା। 

ଡାଇବେଟିସ୍‌ରୁ  ଦୂରେଇ ରହିବା ପାଇଁ  ଖାଇବା ପରେ ୧୦ ମିନିଟ୍‌ କରନ୍ତୁ ଏହିପରି...

ଡାଇବେଟିସ୍‌ରୁ ଦୂରେଇ ରହିବା ପାଇଁ ଖାଇବା ପରେ ୧୦ ମିନିଟ୍‌ କରନ୍ତୁ ଏହିପରି...

ଡାଇବେଟିସ୍‌ରୁ ଦୂରେଇ ରହିବା ପାଇଁ କେତେକ ସହଜ ଉପାୟ ଆପଣାଇଲେ ମିଳିଥାଏ ସୁଫଳ। ଏଥିରୁ ମୁକ୍ତି ପାଇବା ପାଇଁ ପ୍ରତିଦିନ ଖାଇସାରିବା ପରେ ୧୦ ମିନିଟ୍‌ ଚାଲିଲେ ସୁଫଳ ମିଳିଥାଏ।

ସକାଳେ ଚୋବାଇ ଖାଆନ୍ତୁ ଏହି ପତ୍ରରୁ ୩ଟି; ମିଳିବ ଅନେକ ଫାଇଦା...

ସକାଳେ ଚୋବାଇ ଖାଆନ୍ତୁ ଏହି ପତ୍ରରୁ ୩ଟି; ମିଳିବ ଅନେକ ଫାଇଦା...

ତୁଳସୀ ପତ୍ର ସ୍ବାସ୍ଥ୍ୟପାଇଁ ବହୁ ଲାଭଦାୟୀ। ତୁଳସୀ ପତ୍ରର ବିଭିନ୍ନ ଔଷଧୀୟ ଗୁଣ ରହିଛି। ତୁଳସୀ ପତ୍ର ଥଣ୍ଡା, କାଶ ଓ କଫରେ ମହୌଷଧୀ ଭଳି କାର୍ଯ୍ୟ କରେ ବୋଲି ଆୟୁର୍ବେଦରେ ରହିଛି ଉଲ୍ଲେଖ। 

ହାର୍ଟ ଆଟାକ୍‌ରୁ ଦୂରେଇ ରହିବା ପାଇଁ  ସକାଳେ ୧୦ ମିନିଟ ଏପରି କରନ୍ତୁ...

ହାର୍ଟ ଆଟାକ୍‌ରୁ ଦୂରେଇ ରହିବା ପାଇଁ ସକାଳେ ୧୦ ମିନିଟ ଏପରି କରନ୍ତୁ...

ସକାଳେ ୧୦ ମିନିଟ ପାଇଁ ଖରାରେ ବସିଲେ ଅନେକ ଫାଇଦା ମିଳିଥାଏ। ପ୍ରତିଦିନ ଅଭ୍ୟାସ କରି ଏପରି କଲେ ଶରୀର ସୁସ୍ଥ ରହିବା ସହିତ ଅନେକ ରୋଗରୁ ମିଳିଥାଏ ମୁକ୍ତି। ଖରା ହାଡ଼କୁ ମଜବୁତ କରେ। 

ଗ୍ୟାଷ୍ଟ୍ରିକ୍‌ କିଛି କଥା

ଗ୍ୟାଷ୍ଟ୍ରିକ୍‌ କିଛି କଥା

ଖାଦ୍ୟପେୟ ଏବଂ ପାଣି ପିଇବାରେ ଅନିୟମିତତା ଗ୍ୟାଷ୍ଟ୍ରିକ ସମସ୍ୟା ସୃଷ୍ଟି କରିଥାଏ। ନିଜ ଜୀବନଶୈଳୀ ପ୍ରତି ସଚେତନ ରହିଲେ ଆମେ ଏହାଠାରୁ ନିଜକୁ ଦୂରେଇ ରଖି ପାରିବା। ସେ ସମ୍ପର୍କରେ ଟିପ୍ସ..

ଶେଷ ବସନ୍ତର ଆବାହନୀ

ଶେଷ ବସନ୍ତର ଆବାହନୀ

ଗ୍ରୀଷ୍ମଋତୁ ବିହୀନ ସେହି ବର୍ଷଟି : ୧୯୧୬ ଖ୍ରୀଷ୍ଟାବ୍ଦର କଥା। ଦକ୍ଷିଣ କାନାଡ଼ା ଓ ଯୁକ୍ତରାଷ୍ଟ୍ର ଆମେରିକାର ଉତ୍ତର-ପୂର୍ବାଞ୍ଚଳ ସ୍ଥାନଗୁଡ଼ିକରେ ସେ ବର୍ଷର ବସନ୍ତ ଋତୁଟି ପୂର୍ବ ବର୍ଷ ଭଳି ନିର୍ଦ୍ଧାରିତ ସମୟରେ ଆସିଥିଲା। କ୍ରମବର୍ଦ୍ଧିଷ୍ଣୁ ତାପମାତ୍ରାରେ ପୋଖରୀ, ଝରଣାରେ ଜମାଟ ବାନ୍ଧିଥିବା ବରଫ ତରଳିବାକୁ ଆରମ୍ଭକରେ। 

ଛୋଟ କଥା, ହେଲେ..

ଛୋଟ କଥା, ହେଲେ..

ଏପରି କେତୋଟି କଥା ଅଛି ଯାହାକୁ ଆମେ ଗୁରୁତ୍ୱ ଦେଇ ନ ଥାଉ। ହେଲେ ସେଗୁଡିକ ଆମ ଦୈନନ୍ଦିନ ଜୀବନକୁ ବେଶ୍‌ ପ୍ରଭାବିତ କରିଥାଏ। ସେସବୁ କଥା ଛୋଟ ହେଲେ ମଧ୍ୟ ସେଗୁଡିକର ଯଥେଷ୍ଟ ପ୍ରାସଙ୍ଗିକତା ରହିଛି। 

ସୁନିଦ୍ରାର ସହଜ ଉପାୟ

ସୁନିଦ୍ରାର ସହଜ ଉପାୟ

ଦିନତମାମ ପରିଶ୍ରମ ପରେ ଆମେ ରାତିରେ ଭଲରେ ଶୋଇବା ନିହାତି ଜରୁରୀ। ଏହାଦ୍ୱାରା ମନ ପ୍ରଫୁଲ୍ଲ ରହିବା ସହ ପରଦିନର କାମ ସହଜରେ ସମାପନ କରିହୁଏ। ତେବେ ଭଲ ନିଦ ଆସିବା ବା ସୁନିଦ୍ରା ହେବା ଏତେ ସହଜ କଥା ନୁହେଁ।

ଭିଟାମିନ ‘ଡି’ ଓ ଡାଇବେଟିସ୍‌

ଭିଟାମିନ ‘ଡି’ ଓ ଡାଇବେଟିସ୍‌

ଆମେ ସୁସ୍ଥ ରହିବା ପଛରେ ଭିଟାମିନ୍‌ଯୁକ୍ତ ଖାଦ୍ୟର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଶରୀରରେ ଭିଟାମିନ୍‌ର ଅଭାବ ପରିଲକ୍ଷିତ ହେଲେ କେତେକ ରୋଗ ସୃଷ୍ଟି ହୋଇଥାଏ। ଆମ ଶରୀରରେ ଭିଟାମିନ୍‌-‘ଡି’ ସନ୍ତୁଳିତ ରହିବା ନିହାତି ଜରୁରୀ।

ବୃକ୍‌କ ଶୋଥର ଉପଚାର

ବୃକ୍‌କ ଶୋଥର ଉପଚାର

ବୃକ୍‌କ ଆମ ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏହା ରକ୍ତରୁ ବିଷାକ୍ତ ଦୂଷିତ ପଦାର୍ଥ, ଅଦରକାରୀ ଜଳୀୟାଂଶ, ଧାତବ ଲବଣ ଛାଣି ମୂତ୍ର ସହ ମୂତ୍ରଦ୍ୱାର ଦେଇ ବାହାରିଯାଏ। ତତ୍‌ ସଙ୍ଗେ ସଙ୍ଗେ ରକ୍ତର ସାନ୍ଧ୍ରତା, ରକ୍ତଚାପ, ପି.ଏଚ୍‌., ଲୌହର ସାମ୍ୟତା ରକ୍ଷା ଓ ରକ୍ତର ଯୌଗିକକୁ ଠିକ୍‌ ରଖିବା ସହ ରକ୍ତକଣିକା ନିର୍ମାଣ, ଭିଟାମିନ୍‌ ‘ସି’କୁ କାର୍ଯ୍ୟରେ ଲଗାଇବାରେ ମୁଖ୍ୟ ଭୂମିକା ଗ୍ରହଣକରେ।

ରକ୍ତହୀନତାରୁ ଦୂରେଇ ରହିବା ପାଇଁ ସକାଳେ ଚାମଚେ ପିଅନ୍ତୁ ଏହି  ରସ...

ରକ୍ତହୀନତାରୁ ଦୂରେଇ ରହିବା ପାଇଁ ସକାଳେ ଚାମଚେ ପିଅନ୍ତୁ ଏହି ରସ...

ବ୍ରାହ୍ମୀ ଏକ ପ୍ରକାର ଔଷଧୀୟ ଗୁଳ୍ମ। ଏହା ବିଭିନ୍ନ ପ୍ରକାର ସ୍ବାସ୍ଥ୍ୟ ସମସ୍ୟାରେ ମହୋଷଧୀ ସଦୃଶ କାର୍ଯ୍ୟ କରିଥାଏ। ସକାଳେ ଅଭ୍ୟାସ କରି ଚାମଚେ ବ୍ରାହ୍ମୀ ରସ ପିଇଲେ ମିଳିଥାଏ ଅନେକ ଫାଇଦା । 

ମେଦବହୁଳତାରୁ ଦୂରେଇ ରହିବା ପାଇଁ ସକାଳେ ଅଧାକପ୍‌ ପିଅନ୍ତୁ ଏହି ରସ...

ମେଦବହୁଳତାରୁ ଦୂରେଇ ରହିବା ପାଇଁ ସକାଳେ ଅଧାକପ୍‌ ପିଅନ୍ତୁ ଏହି ରସ...

ସକାଳେ ଅଧାକପ କମଳା ରସ ପିିଇଲେ ମିଳିଥାଏ ଅନେକ ଫାଇଦା। ଏଥିରେ ଭରିରହିଛି ଲୌହ, କ୍ୟାଲସିୟମ୍‌, ପୋଟାସିୟମ, ଖଣିଜ, ଭିଟାମିନ ‘ଏ’ , ‘ବି ’ ଓ ‘ସି’ ଆଦି ପୋଷକ ତତ୍ତ୍ୱ।  କମଳା ରସ ଶରୀରକୁ ଫୂର୍ତ୍ତି ରଖିଥାଏ। 

ଯାତ୍ରା      ‘ଜନ୍ମ କେବଳ       ନାଟକ ପାଇଁ’

ଯାତ୍ରା ‘ଜନ୍ମ କେବଳ ନାଟକ ପାଇଁ’

ମନେ ପକାନ୍ତୁ ଏମିତିକା ଦୃଶ୍ୟଟେ : ମଞ୍ଚ ଉପରେ ନାମ ଘୋଷଣା ହୁଏ। ୧୫/୧୬ ବର୍ଷର ପିଲାଟେ ମଞ୍ଚ ଉପରକୁ ଉଠେ। ତାକୁ ଦେଖି ମଞ୍ଚସ୍ଥ ଅତିଥିମାନେ ତଟସ୍ଥ ହୁଅନ୍ତି। ପଚାରନ୍ତି, ତମେ ମାନପତ୍ର ନେବାକୁ ଆସିଛ? ତମ ବାପା କ’ଣ ଆସିନାହାନ୍ତି? ପିଲାଟି ଉତ୍ତର ଦିଏ: ମୋ ବାପାଙ୍କୁ ନୁହେଁ; ମୋତେ ହିଁ ସମ୍ମାନିତ କରିବାକୁ ଡକାଯାଇଛି।

ପ୍ରଥମ ରୋଜଗାର   ପ୍ରଥମ ଦରମା  ବାପାଙ୍କୁ ଦେଇଥିଲି

ପ୍ରଥମ ରୋଜଗାର ପ୍ରଥମ ଦରମା ବାପାଙ୍କୁ ଦେଇଥିଲି

ନ୍ୟାଶନାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଫ୍ୟାଶନ ଡିଜାଇନିଂ(ଏନ୍‌ଆଇଏଫ୍‌ଡି)ର ଡାଇରେକ୍ଟର ତଥା ସାମାଜିକ କର୍ମୀ ସନ୍ଧ୍ୟା ପଟ୍ଟନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି...

ଚୁଡ଼ି ଫ୍ୟାଶନ

ଚୁଡ଼ି ଫ୍ୟାଶନ

ଚୁଡ଼ି ଏମିତି ଏକ ଜୁଏଲେରୀ, ଯାହାକୁ ସବୁ  ବର୍ଗର ମହିଳା ପିନ୍ଧିଥାନ୍ତି । ଦିନକୁ ଦିନ ଏହାର ନୂଆ ନୂଆ ଡିଜାଇନ୍‌ ବି ଆସୁଛି, ଯାହା ଟ୍ରେଣ୍ଡି ଲାଗିବା ସହ ମହିଳାଙ୍କୁ ଷ୍ଟାଇଲିଶ୍‌ ଲୁକ୍‌ ବି ଦେଇପାରୁଛି...

ହାର୍ଟ ଆଟାକ୍‌ରୁ ଦୂରେଇ ରହିବା ପାଇଁ ସକାଳେ ଏଥିରୁ ଖାଆନ୍ତୁ ଫାଳେ...

ହାର୍ଟ ଆଟାକ୍‌ରୁ ଦୂରେଇ ରହିବା ପାଇଁ ସକାଳେ ଏଥିରୁ ଖାଆନ୍ତୁ ଫାଳେ...

ପ୍ରତିଦିନ ଫାଳେ ସେଓ ଖାଇବା ଦ୍ୱାରା ଅନେକ ରୋଗ ଦୂର ହୋଇଥାଏ । ବିଭିନ୍ନ ପ୍ରକାର ପୋଷକ ତତ୍ତ୍ୱରେ ଭରପୂର ସେଓ ସ୍ବାସ୍ଥ୍ୟ ପାଇଁ ହିତକର ହୋଇଥାଏ ଏବଂ ପାଚନ ତନ୍ତ୍ରକୁ ସୁସ୍ଥ ରଖିଥାଏ ।

ଧଳା ଚାଉଳ ବି ବଢ଼ାଇଥାଏ ମେଦବହୁଳତା...

ଧଳା ଚାଉଳ ବି ବଢ଼ାଇଥାଏ ମେଦବହୁଳତା...

ଧଳା ଚାଉଳ ଭାତ ଖାଇବାକୁ ସମସ୍ତେ ଭଲ ପାଆନ୍ତି। ଏହା ରୁଚିକର। କିନ୍ତୁ  ଧଳା ଚାଉଳ ଡାଇବେଟିସ୍‌ ଟାଇପ୍‌-୨ ବୃଦ୍ଧି କରିଥାଏ।

ଅଫିସରେ ବି କରିପାରିବେ ବ୍ୟାୟାମ

ଅଫିସରେ ବି କରିପାରିବେ ବ୍ୟାୟାମ

ଅଫିସର ବାତାବରଣ କାମ କରିବାକୁ ଖୋରାକ୍‌ ଯୋଗାଇ ଥାଏ। ଯଦି ଜଣଙ୍କୁ କାମର ଶ୍ରେୟ ମିଳୁଥାଏ ତେବେ ଅଫିସରେ କାମ କରିବାକୁ ବେଶ ଭଲ ଲାଗେ। ତେବେ କାମ କରିବା ସମୟରେ ଅନେକ ନିଜର ସ୍ବାସ୍ଥ୍ୟ କଥା ଭୁଲିଯାଆନ୍ତି। 

ଆଣ୍ଠୁଗଣ୍ଠି  ସମସ୍ୟାରୁ ମୁକ୍ତି ଦିଏ ଏହିପତ୍ର...

ଆଣ୍ଠୁଗଣ୍ଠି ସମସ୍ୟାରୁ ମୁକ୍ତି ଦିଏ ଏହିପତ୍ର...

ସାରୁ ଖାଇବାକୁ ଅକଧିକାଂଶ ଲୋକ ପସନ୍ଦ କରି ନ ଥାଆନ୍ତି। ହେଲେ ସାରୁ ଶରୀର ପାଇଁ ଯେତିକି ଉପକାରୀ ଏହାର ପତ୍ର ମଧ୍ୟ ସେତିକି ଉପକାରୀ ବୋଲି ଆୟୁର୍ବେଦରେ ବର୍ଣ୍ଣନା କରାଯାଇଛି।