ଜୀବନଚର୍ଯ୍ୟା

କ୍ୟାନ୍‌ସର ନିରୋଧୀ ବ୍ରୋକୋଲି

କ୍ୟାନ୍‌ସର ନିରୋଧୀ ବ୍ରୋକୋଲି

ବ୍ରୋକୋଲିକୁ ପରିବା ଭାବରେ ବ୍ୟବହାର କରାଯାଏ। ଏଥିରେ ଆଣ୍ଟିଅକ୍ସିଡାଣ୍ଟ ଓ ପଲିଫେନଲ ଥିବାରୁ ଏହା କ୍ୟାନ୍‌୍‌ସର ବିରୋଧୀ ଅଟେ। ଏଥିରେ ଜଣେ ବୟସ୍କ ଲୋକର ଆବଶ୍ୟକତା ଅନୁସାରେ ଅନ୍ୟ ପୁଷ୍ଟିକାରକ ଦ୍ରବ୍ୟ ମଧ୍ୟ ମହଜୁତ ରହିଛି। ଏହାର ବୈଜ୍ଞାନିକ ନାମ ବ୍ରାସିକା ଓଲେରାସିଆ। ଏହା ବ୍ରାସିକାସିଆ ପରିବାର ଅନ୍ତର୍ଭୁକ୍ତ। 

ସକାଳେ ପିଅନ୍ତୁ ଖଜୁରୀ ପାଣି, ମିଳିବ ଏସବୁ ଫାଇଦା...

ସକାଳେ ପିଅନ୍ତୁ ଖଜୁରୀ ପାଣି, ମିଳିବ ଏସବୁ ଫାଇଦା...

ପ୍ରତିଦିନ ସକାଳେ ଅଭ୍ୟାସ କରି ଅଧାକପ୍‌ ଖଜୁରୀ ପାଣି ଖାଇଲେ ଶରୀରର ଅନେକ ଉପକାର ହୋଇଥାଏ। ଏହାର ଅନେକ ଔଷଧୀୟ ଗୁଣ ରହିଛି।  ଖଜୁରୀ କୋଳିରେ ଭିଟାମିନ, ଆଇରନ, ମିନେରାଲ, କ୍ୟାଲସିୟମ, ଆମିନୋଏସିଡ୍‌, ଫସ୍‌ଫରସ୍‌ ଓ  ଭିଟାମିନ୍‌ ସି’ ଥାଏ।

ସକାଳେ ଦାନ୍ତଘଷିିବା ପୂର୍ବରୁ ପିଅନ୍ତୁ ଗ୍ଲାସେ ଥଣ୍ଡା ପାଣି; ମିଳିବ ବହୁ ଫାଇଦା...

ସକାଳେ ଦାନ୍ତଘଷିିବା ପୂର୍ବରୁ ପିଅନ୍ତୁ ଗ୍ଲାସେ ଥଣ୍ଡା ପାଣି; ମିଳିବ ବହୁ ଫାଇଦା...

ଆଜିର ଯୁବବର୍ଗ ସୁନ୍ଦରତା ବଜାୟ ରଖିବା ପାଇଁ ବିଭିନ୍ନ ପ୍ରକାର ଉପାୟ କରୁଛନ୍ତି। ତେବେ କ’ଣ କେବେ ଜାଣିଛନ୍ତି ଘରେ ଥିବା ଥଣ୍ଡା ପାଣି ଦ୍ୱାରା ସୁନ୍ଦର ତ୍ୱଚା ସହଜରେ ହାସଲ କରିହୋଇଥାଏ।

ସବୁଦିନ ଦେହରେ ଲଗାଇଲେ ଫାଳେ ଲେମ୍ବୁ ମିଳିବ ଏସବୁ ଫାଇଦା...

ସବୁଦିନ ଦେହରେ ଲଗାଇଲେ ଫାଳେ ଲେମ୍ବୁ ମିଳିବ ଏସବୁ ଫାଇଦା...

ଲେମ୍ବୁ ଖାଇବା ସ୍ବାସ୍ଥ୍ୟ ପାଇଁ ଉପଯୋଗୀ। ମହିଳାମାନେ ଏହାକୁ ସୌନ୍ଦର୍ଯ୍ୟ ବର୍ଦ୍ଧକ ଭାବେ ମଧ୍ୟ ବ୍ୟବହାର କରିଥାନ୍ତି। ଲେମ୍ବରେ ପ୍ରଚୁର ପରିମାଣରେ ସାଇଟ୍ରିକ୍‌ଏସିଡ଼୍‌ ରହିଥାଏ। 

ହାର୍ଟ ଆଟାକ୍‌ରୁ ଦୂରେଇ ରହିବା ପାଇଁ ସକାଳେ ଆପଣାନ୍ତୁ ଏହି ସହଜ ଉପାୟ...

ହାର୍ଟ ଆଟାକ୍‌ରୁ ଦୂରେଇ ରହିବା ପାଇଁ ସକାଳେ ଆପଣାନ୍ତୁ ଏହି ସହଜ ଉପାୟ...

ସକାଳେ ହର୍ବାଲ ଟି, ପିଇଲେ ଅନେକ ଉପକାର ମିଳେ। ହର୍ବାଲ ଟି’ ଓଜନ ହ୍ରାସ କରିବାରେ ମହୌଷଧୀ ଭଳି କାମ କରେ।

ଫଳ ଖାଇବାର ଉଚିତ୍‌ ସମୟ

ଫଳ ଖାଇବାର ଉଚିତ୍‌ ସମୟ

ସ୍ବାସ୍ଥ୍ୟକର ଖାଦ୍ୟ ହେଉଛି ଫଳ। ସେଥିପାଇଁ ସକାଳୁ ରାତି ପର୍ଯ୍ୟନ୍ତ ସବୁ ସମୟରେ ଫଳ ଆମର ପ୍ରଥମ ପସନ୍ଦ ହୋଇଥାଏ। ମାତ୍ର ସବୁ ଫଳ ଖାଇବାର ଏକ ନିର୍ଦ୍ଦିଷ୍ଟ ସମୟ ରହିଛି। ଜାଣନ୍ତୁ ସେ ବିଷୟରେ... 

ଗାଈ ନୁହେଁ, ଏହି ପଶୁର କ୍ଷୀର ପିଇଲେ ହେବେ ଶକ୍ତିଶାଳୀ

ଗାଈ ନୁହେଁ, ଏହି ପଶୁର କ୍ଷୀର ପିଇଲେ ହେବେ ଶକ୍ତିଶାଳୀ

କୁହାଯାଏ ଶରୀର ପାଇଁ ଗାଈ କ୍ଷୀର ଅଧିକ ଲାଭଦାୟକ ହୋଇଥାଏ। ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ଉଷୁମ କ୍ଷୀର ପିଇଲେ ଶରୀର ହୃଷ୍ଟପୃଷ୍ଟ ରହେ। 

ଶୁଷ୍କ ତ୍ୱଚାର ଉପଚାର

ଶୁଷ୍କ ତ୍ୱଚାର ଉପଚାର

ଶୀତଦିନେ ତ୍ୱଚା ଶୁଷ୍କ ହେବା ବା ଫାଟିବା ଏକ ସାଧାରଣ ସମସ୍ୟା। ଏଥିପାଇଁ କୋଲ୍ଡ କ୍ରିମ୍‌ ବା ମଇଶ୍ଚରାଇଜର ଜରୁରୀ। କିଛି ଘରୋଇ ଟିପ୍ସ ଆପଣାଇ ଆପଣ ଏଥିରୁ ରକ୍ଷା ପାଇପାରିବେ। ଜାଣନ୍ତୁ ସେ ସମ୍ପର୍କରେ...

ଘରେ ଅଫିସ୍‌ କାମ କରୁଥିଲେ

ଘରେ ଅଫିସ୍‌ କାମ କରୁଥିଲେ

ଓ୍ବାର୍କ ଫ୍ରମ୍‌ ହୋମ୍‌ର କନସେପ୍ଟ ଏବେ ବଢ଼ିବାରେ ଲାଗିଛି। ଖାସ୍‌କରି ମହିଳାମାନେ ଏହାର ବିଶେଷ ଲାଭ ଉଠାଉଛନ୍ତି। ଏମାନେ ଘରେ ରହି ଉଭୟ ଘର ଓ ଅଫିସ୍‌ କାମ କରୁଛନ୍ତି। ଅଫିସ୍‌ରେ ନୀତି ନିୟମ ଥିବାବେଳେ ଘରେ ରହି କାମ କରିବାରେ କର୍ମଚାରୀଙ୍କ ପାଇଁ କୌଣସି ନିୟମ ନ ଥାଏ। ତେଣୁ ଅଧିକାଂଶ ସମୟରେ କୌଣସି କାମ ଠିକ୍‌ ଭାବେ ହୋଇପାରି ନ ଥାଏ। ଜାଣନ୍ତୁ କିଛି ଟିପ୍ସ ଯାହାଦ୍ୱାରା ଉଭୟ କାମ ନିର୍ଦ୍ଧାରିତ ସମୟରେ ଶେଷ ହୋଇପାରିବ।

ମହିଳା କର୍କଟ ରୋଗ ଓ ନିରାକରଣ

ମହିଳା କର୍କଟ ରୋଗ ଓ ନିରାକରଣ

କର୍କଟ ଆଉ ଭୟଙ୍କର ରୋଗ ହୋଇ ରହିନାହିଁ। କାରଣ ଅଧିକାଂଶ  କର୍କଟ ରୋଗର  ନିରାକରଣ ଓ ଚିକିସତ୍ା ଉପଯୁକ୍ତ ସମୟରେ ହୋଇପାରିଲେ ଏହା ସମ୍ପୂର୍ଣ୍ଣ ଭାବେ ଆରୋଗ୍ୟ ହୋଇପାରୁଛି...

ଆଜ୍‌ମାରୁ ଦୂରେଇ ରହିବା ପାଇଁ ସକାଳେ ପିଅନ୍ତୁ ଏହି ରସ...

ଆଜ୍‌ମାରୁ ଦୂରେଇ ରହିବା ପାଇଁ ସକାଳେ ପିଅନ୍ତୁ ଏହି ରସ...

ପ୍ରତିଦିନ ସକାଳେ ଅଧାକପ୍‌ ଥାଲକୁଡ଼ି ପତ୍ର ରସ ପିଇଲେ ଅନେକ ଉପକାର ମିଳିଥାଏ।  ସ୍ମରଣ ଶକ୍ତି ବୃଦ୍ଧି ପାଇଁ ଏହାକୁ ଅଭ୍ୟାସ କରି ପିଇଲେ ସୁଫଳ ମିଳେ । 

ଅତୁଟ ଯୌବନ ପାଇଁ ଆପଣାନ୍ତୁ ଏହି ସହଜ ଉପାୟ...

ଅତୁଟ ଯୌବନ ପାଇଁ ଆପଣାନ୍ତୁ ଏହି ସହଜ ଉପାୟ...

ମହିଳାଙ୍କ ଯୌବନକୁ ଅତୁଟ ରଖିବା ପାଇଁ ବିଭିନ୍ନ ଉପାୟ ରହିଛି। ତେବେ ଏନେଇ ସୁରକ୍ଷିତ ଉପାୟ ଗ୍ରହଣ କରିବା ଆବଶ୍ୟକ।

ଶିଶୁ ନାମକରଣ ବେଳେ ଗୁରୁତ୍ୱ ଦିଅନ୍ତୁ...

ଶିଶୁ ନାମକରଣ ବେଳେ ଗୁରୁତ୍ୱ ଦିଅନ୍ତୁ...

ଘରେ ଶିଶୁଟିଏ ଜନ୍ମନେବା ମାତ୍ରେ ଆନନ୍ଦ ଉଲ୍ଲାସର ବାତାବରଣ ସୃଷ୍ଟି ହୋଇଥାଏ। ଏହା ପରେ ପରିବାର ଲୋକେ ଏକୋଇଶିଆରେ ଗଣକ ଡକାଇ ଶିଶୁର ନାମକରଣ କରି  ସେହି ନାମରେ  ଡାକିବା ଆରମ୍ଭ କରିଥାଆନ୍ତି। ତେବେ ନାମକରଣ ସମୟରେ ନିମ୍ନଲିଖିତ କେତୋଟି କଥା ଉପରେ ଗୁରୁତ୍ୱ ଦେବା ଜରୁରୀ।

ବିଳମ୍ବରେ ଖାଦ୍ୟ ଖାଇଲେ...

ବିଳମ୍ବରେ ଖାଦ୍ୟ ଖାଇଲେ...

ବ୍ୟସ୍ତମୟ ଜୀବନଶୈଳୀର କୁପ୍ରଭାବ ଶରୀର ଉପରେ ପଡିଥାଏ। ବିଶେଷଭାବରେ କାର୍ଯ୍ୟଚାପ ଯୋଗୁ କେତେକ ଠିକ୍‌ ସମୟରେ ଖାଦ୍ୟ ଖାଇପାରି ନ ଥାନ୍ତି। ବିଳମ୍ବରେ ଭୋଜନ କରିବା ସହ ଶୟନ କ୍ଷେତ୍ରରେ ଅନିୟମିତତା ଦେଖିବାକୁ ମିଳିଥାଏ।

ପିଲାଙ୍କ ବୁଦ୍ଧିମତ୍ତା ଓ ଡିଜିଟାଲ ଡିଭାଇସ

ପିଲାଙ୍କ ବୁଦ୍ଧିମତ୍ତା ଓ ଡିଜିଟାଲ ଡିଭାଇସ

ବର୍ତ୍ତମାନ ଡିଜିଟାଲ ଯୁଗ। କମ୍ପ୍ୟୁଟର, ମୋବାଇଲ ଏବଂ ବିଭିନ୍ନ ପ୍ରକାର ଇଲେକ୍‌ଟ୍ରୋନିକ ଗେଜେଟ୍‌ର ବ୍ୟବହାର ଦିନକୁ ବଢ଼ି ଚାଲିଛି। କେବଳ ଯୁବପିଢ଼ି ନୁହେଁ, ଛୋଟ ପିଲା ମଧ୍ୟ ନିଜକୁ ଏହା ସହ ସାମିଲ କରିବାକୁ ପଛାଉ ନାହାନ୍ତି। 

ଔଷଧ ବ୍ୟବହାର

ଔଷଧ ବ୍ୟବହାର

”ଔଷଧ ପ୍ରତି ଅସାବଧାନ ହୋଇ ବେପରୁଆ ମନୋଭାବ ପୋଷଣ କରିବା ଆଦୌ ନିରାପଦ ନୁହେଁ । ପ୍ରତ୍ୟେକେ ଜାଣି ରଖିବା ଉଚିତ ଯେ ଔଷଧ ଜୀବନ ରକ୍ଷା କରେ, ପୁଣି ଔଷଧ ଜୀବନ ନେଇଯାଏ ମଧ୍ୟ। ଏପର କି ଯେଉଁ ଔଷଧଟି ଆମ ରୋଗକୁ ଆରୋଗ୍ୟ କରି ବଞ୍ଚେଇ ଦିଏ, ସେହି ଔଷଧଟି ମଧ୍ୟ ଠିକ ଭାବରେ ବ୍ୟବହାର ନ କଲେ ଜୀବନ ପ୍ରତି ସୃଷ୍ଟି କରେ ସଙ୍କଟ । ସେଥିପାଇଁ ଔଷଧ ବ୍ୟବହାର ସମ୍ପର୍କରେ ଆମ ସମସ୍ତଙ୍କର କେତେକ ସାଧାରଣ  ଧାରଣା ରହିବା ବାଞ୍ଛନୀୟ।“

ସକାଳେ ଗ୍ଲାସେ ଉଷୁମ ପାଣି ସହ ଚୋବାଇ ଖାଆନ୍ତୁ ୭ଟି ଗୋଲମରିଚ; ମିଳିବ ବହୁ ଫାଇଦା...

ସକାଳେ ଗ୍ଲାସେ ଉଷୁମ ପାଣି ସହ ଚୋବାଇ ଖାଆନ୍ତୁ ୭ଟି ଗୋଲମରିଚ; ମିଳିବ ବହୁ ଫାଇଦା...

ପ୍ରତିଦିନ ସକାଳେ ଗ୍ଲାସେ ଉଷୁମ ପାଣି ସହିତ ୭ଟି ଗୋଲମରିଚ ଚୋବାଇ ଖାଇଲେ ଅନେକ ରୋଗରୁ ରକ୍ଷା ମିଳିଥାଏ। 

ଅର୍ଶରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି? ଆପଣାନ୍ତୁ ଏହି ଉପାୟ...

ଅର୍ଶରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି? ଆପଣାନ୍ତୁ ଏହି ଉପାୟ...

ଲାଜକୁଳି ଲତା ଏକପ୍ରକାର ଗୁଳ୍ମ। ଏହାର ଅନେକ ଔଷଧୀୟ ଗୁଣ ରହିଛି।  ଆଦିବାସୀ ବହୁଳ ଅଞ୍ଚଳରେ ଲାଜକୁଳି ଲତା ଉପରେ ଦୀର୍ଘ ୧୫ ବର୍ଷ ଧରି ଉତ୍ତରାଖଣ୍ଡ ଆୟୁର୍ବେଦ ବିଶ୍ୱବିଦ୍ୟାଳୟର କିଛି ଗବେଷକ ଜାଣିପାରିଛନ୍ତି ଯେ, ଏହା ଅର୍ଶରୁ ମୁକ୍ତି ଦେଇଥାଏ। 

ସକାଳେ  ଲବଙ୍ଗ ଚା’ ପିଇଲେ କ’ଣ ମିଳେ ଫାଇଦା...

ସକାଳେ ଲବଙ୍ଗ ଚା’ ପିଇଲେ କ’ଣ ମିଳେ ଫାଇଦା...

ପ୍ରତିଦିନ ସକାଳେ କପେ ଲବଙ୍ଗ ଚା’ ପିଇଲେ ଅନେକ ଉପକାର ମିଳିଥାଏ।  ଆଣ୍ଠୁଗଣ୍ଠିରେ ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଲବଙ୍ଗ ଚା’ କୁ ଦିନକୁ ଦୁଇରୁ ତିନି ଥର ପିଇଲେ ସୁଫଳ ମିଳେ । 

ଦାନ୍ତ ବିନ୍ଧାରୁ ମୁକ୍ତି ପାଇଁ ଆପଣାନ୍ତୁ ଏହି  ସହଜ ଉପାୟ...

ଦାନ୍ତ ବିନ୍ଧାରୁ ମୁକ୍ତି ପାଇଁ ଆପଣାନ୍ତୁ ଏହି ସହଜ ଉପାୟ...

ସଂକ୍ରମଣରୁ କିମ୍ବା ଠିକ୍‌ ଭାବରେ ସଫା ନ କରିବା ଯୋଗୁ ଦାନ୍ତ ବିନ୍ଧା ହୋଇଥାଏ। ଏଥିରୁ ମୁକ୍ତି ଲାଗି ଲୋକ ବିଭିନ୍ନ ପ୍ରକାର ଔଷଧର ସାହାରା ନେଇଥାନ୍ତି। ଏହାଦ୍ୱାରା ଦାନ୍ତ ବିନ୍ଧା ଦୂର ହୋଇଯାଏ ମାତ୍ର ଶରୀର ଉପରେ ପଡ଼ିଥାଏ କୁପ୍ରଭାବ ।

ଶୀତଦିନେ ଫୁଲକୋବି ଖାଇଲେ କ’ଣ ମିଳେ ଲାଭ

ଶୀତଦିନେ ଫୁଲକୋବି ଖାଇଲେ କ’ଣ ମିଳେ ଲାଭ

ଶୀତଦିନେ ଅଧିକ ପରିମାଣରେ ଫୁଲକୋବି ମିଳିଥାଏ। ଏହାକୁ ଅଧିକାଂଶ ଲୋକେ ଖାଇବାକୁ ପସନ୍ଦ କରିଥାଆନ୍ତି। 

ଗୁଡ଼ ମିଶା ଲେମ୍ବୁପାଣି ପିଅନ୍ତୁ; ଅନେକ ରୋଗରୁ ଦୂରେଇ ରୁହନ୍ତୁ...

ଗୁଡ଼ ମିଶା ଲେମ୍ବୁପାଣି ପିଅନ୍ତୁ; ଅନେକ ରୋଗରୁ ଦୂରେଇ ରୁହନ୍ତୁ...

ଲେମ୍ବୁପାଣି ପିଇବା ସ୍ବାସ୍ଥ୍ୟ ପାଇଁ ଭଲ। ଏଥିରେ ପ୍ରଚୁର ପରିମାଣରେ ଭିଟାମିନ-ସି ରହିଥାଏ। ଲେମ୍ବୁପାଣିରେ ଗୁଡ଼ ମିଶାଇ ପିଇଲେ ଅନେକ ଲାଭ ମିଳେ। 

ଉଚ୍ଚରକ୍ତଚାପରୁ ଦୂରେଇ ରହିବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ...

ଉଚ୍ଚରକ୍ତଚାପରୁ ଦୂରେଇ ରହିବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ...

ଆଳୁ ଖାଇଲେ ଶରୀରର ଅନେକ ଉପକାର ହୋଇଥାଏ। ତେବେ ଆଳୁଚୋପାରେ ମଧ୍ୟ ରହିଛି ଅନେକ ଔଷଧୀୟ ଗୁଣ। 

ଚିନ୍ତାମୁକ୍ତ ରହିବାକୁ ଖାଆନ୍ତୁ ଏହି ଖାଦ୍ୟ

ଚିନ୍ତାମୁକ୍ତ ରହିବାକୁ ଖାଆନ୍ତୁ ଏହି ଖାଦ୍ୟ

ଆଜିକାଲିର ବ୍ୟସ୍ତବହୁଳ ଜୀବନଶୈଳୀକୁ ନେଇ ଲୋକେ ବହୁ ଚିନ୍ତାରେ ରହୁଛନ୍ତି। ଫଳରେ ପର୍ସନାଲ ଏବଂ ପ୍ରଫେସନାଲ ଲାଇଫ୍‌ରେ ବାଲାନ୍ସ ରହୁନାହିଁ। ଚିନ୍ତା ଦିନକୁ ଦିନ ଆହୁରି ବଢ଼ିବାରେ ଲାଗୁଛି। ଏଥିରୁ ମୁକ୍ତିପାଇବା ପାଇଁ ଅଧିକାଂଶ ଲୋକ ନିଶା ସେବନ କରୁଛନ୍ତି। କିନ୍ତୁ ଏହା ସ୍ବାସ୍ଥ୍ୟ ପକ୍ଷେ ହାନିକାରକ। ତେବେ ଏମିତି କିଛି ଖାଦ୍ୟ ରହିଛି ଯାହାକୁ ଖାଇ ଅତି ସହଜରେ ଆପଣ ଚିନ୍ତାମୁକ୍ତ ଏବଂ ସୁସ୍ଥ ରହିପାରିବେ। ଆସନ୍ତୁ, ଜାଣିବା ସେପରି ଖାଦ୍ୟ ବିଷୟରେ...