ଜୀବନଚର୍ଯ୍ୟା

 ହୃଦ୍‌ଘାତଠୁ ଦୂରେଇ ରହିବା ପାଇଁ...

ହୃଦ୍‌ଘାତଠୁ ଦୂରେଇ ରହିବା ପାଇଁ...

ହୃଦ୍‌ଘାତ (ହାର୍ଟ ଆଟାକ୍‌) ଏକ ମାରାତ୍ମକ ରୋଗ। ଏହା ଅନ୍ୟ ରୋଗ ଅଥବା ଡାଇବେଟିସ୍‌, ବ୍ଲଡ୍‌ପ୍ରେସର ଭଳି ଆଗରୁ ସୂଚନା ଦେଇ ଆସି ନ ଥାଏ। ଛାତିରେ  ହଠାତ୍‌ ଖୁବ୍‌ ଯନ୍ତ୍ରଣା ହେବା, ଝାଳ ବୋହିବା, ଧଇଁ ସଇଁ ହେବା ଏହାର ଲକ୍ଷଣ।

ଯୁବପିଢିଙ୍କ ପାଇଁ ସତର୍କ ଘଣ୍ଟି

ଯୁବପିଢିଙ୍କ ପାଇଁ ସତର୍କ ଘଣ୍ଟି

ଆଜିକାଲି ଅନେକ ଯୁବପିଢ଼ି ହୃଦ୍‌ଘାତ ପରି ମାରାତ୍ମକ ସ୍ବାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଅବ୍ୟବସ୍ଥିତ ଜୀବନଶୈଳୀ, ଖାଦ୍ୟପେୟ, ନିଶାଦ୍ରବ୍ୟ ସେବନ ଅଭ୍ୟାସରେ ପରିଣତ ହେବା ଆଦି ଏଭଳି ସମସ୍ୟାର ପ୍ରମୁଖ କାରଣ ଭାବରେ ନିଆଯାଇପାରେ। 

ଖାଦ୍ୟ ବି ସୃଷ୍ଟି କରେ ସମସ୍ୟା

ଖାଦ୍ୟ ବି ସୃଷ୍ଟି କରେ ସମସ୍ୟା

କ୍ରମବର୍ଦ୍ଧିଷ୍ଣୁ ହୃଦ୍‌ଜନିତ ସମସ୍ୟା ସମ୍ପର୍କରେ ଜନସଚେତନା ସୃଷ୍ଟି କରିବା ସକାଶେ ପ୍ରତିବର୍ଷ ସେପ୍ଟେମ୍ବର ୨୯କୁ ‘ବିଶ୍ୱ ହୃତ୍‌ପିଣ୍ଡ ଦିବସ’ ଭାବରେ ପାଳନ କରାଯାଉଛି। ଏହି ଦିନ ସରକାରୀ ତଥା ବେସରକାରୀ ସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ।

ସକାଳେ ପିଅନ୍ତୁ ଏପରି କ୍ଷୀର ଦୂରେଇବ ହୃଦରୋଗ

ସକାଳେ ପିଅନ୍ତୁ ଏପରି କ୍ଷୀର ଦୂରେଇବ ହୃଦରୋଗ

ଆଧୁନିକ ଜୀବନଶୈଳୀ ଏବେ ଅଧିକାଂଶ ବ୍ୟକ୍ତିଙ୍କୁ ରୋଗାକ୍ରାନ୍ତ କରି ପକାଇଛି। ଖାଦ୍ୟ ପାନୀୟରେ ଅନିୟମିତତା ହିଁ ଏବେ ହୃଦରୋଗ ଭଳି ମାରାତ୍ମକ ସମସ୍ୟା ସୃଷ୍ଟି କରିଛି।

ଡାଇବେଟିସ୍‌ରୁ ମୁକ୍ତି ପାଇଁ ଆପଣାନ୍ତୁ ଏହି ଘରୋଇ ଉପାୟ...

ଡାଇବେଟିସ୍‌ରୁ ମୁକ୍ତି ପାଇଁ ଆପଣାନ୍ତୁ ଏହି ଘରୋଇ ଉପାୟ...

ପ୍ରତିଦିନ ମଞ୍ଜୁଆତି ପତ୍ରକୁ ସିଝାଇ ଏହାର ରସ ପିଇଲେ ମିଳିଥାଏ ଅନେକ ଉପକାର। ଏହା ଦ୍ୱାରା ଡାଇବେଟିସ୍‌ରୁ ମୁକ୍ତି ମିଳିଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି। ଏହା ଇନସୁଲିନ୍‌ କ୍ଷରଣକୁ ସ୍ବାଭାବିକ କରେ। 

କମ୍‌ ବୟସରେ କେଶ ଝଡୁଛି କି...

କମ୍‌ ବୟସରେ କେଶ ଝଡୁଛି କି...

କମ୍‌ ବୟସରେ ମୁଣ୍ଡରୁ କେଶ ଝଡ଼ିବା ଚିନ୍ତାର ବିଷୟ ପାଲଟିଛି। ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆମେ ଅନେକ ସମୟ ଅନ୍ୟମାନଙ୍କଠାରୁ ଉପଦେଶ ନେଇଥାଉ। ତେବେ ସେମାନଙ୍କ କହିବାନୁଯାୟୀ କେଶ ନ ଛିଡିବା ପାଇଁ  ମଧ୍ୟ ବିଭିନ୍ନ ପ୍ରକାର ଦ୍ରବ୍ୟ ବ୍ୟବହାର କରିଥାଉ ଯାହାକି   ଆମ ପାଇଁ ଅନେକ କ୍ଷତିକାରକ ହୋଇଥାଏ। ଏହା କରିବା ପରେ ମଧ୍ୟ ଏହି ସମସ୍ୟାରୁ ମୁକ୍ତି ମିଳି ନ ଥାଏ।

ଡେଙ୍ଗୁ ପାଇଁ ଲାଭଦାୟକ କଖାରୁ

ଡେଙ୍ଗୁ ପାଇଁ ଲାଭଦାୟକ କଖାରୁ

ସାରା ଦେଶରେ ଏବେ ଡେଙ୍ଗୁରେ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି ଆଉ ଏଥିରେ ଅନେକ ପ୍ରାଣ ମଧ୍ୟ ହରାଉଛନ୍ତି। କିନ୍ତୁ ଆୟୁର୍ବେଦରେ ଏହାର ଭଲ ଚିକିତ୍ସା ରହିଛି ବୋଲି ବିଶେଷଜ୍ଞମାନେ କହିଛନ୍ତି।

ଅର୍ଶରୁ ଦୂରେଇ ରହିବା ପାଇଁ ଚାହୁଁଛନ୍ତି, ଆପଣାନ୍ତୁ  ଏହି ସହଜ ଉପାୟ...

ଅର୍ଶରୁ ଦୂରେଇ ରହିବା ପାଇଁ ଚାହୁଁଛନ୍ତି, ଆପଣାନ୍ତୁ ଏହି ସହଜ ଉପାୟ...

ପରିବର୍ତ୍ତିତ ଜୀବନ ଶୈଳୀରେ ଖାଦ୍ୟପେୟରେ ଅନିୟମିତତା ଯୋଗୁ କେତେକଙ୍କୁ ଅର୍ଶ ହୋଇଥାଏ। ତେବେ ଏହାର ସଫଳ ନିରାକରଣ ଆୟୁର୍ବେଦରେ ଉଲ୍ଳେଖ ରହିଛି। 

ଘରେ ମୂଷା ଉପଦ୍ରବ କରୁଥିଲେ....

ଘରେ ମୂଷା ଉପଦ୍ରବ କରୁଥିଲେ....

ଚାଷୀଙ୍କର ଫସଲକୁ କୀଟ, ପତଙ୍ଗ, ବିହଙ୍ଗ, ଭାଲୁ, ମାଙ୍କଡ଼, ହାତୀ ଓ ଅନ୍ୟାନ୍ୟ ସୂକ୍ଷ୍ମାତିସୂକ୍ଷ୍ମ ଜୀବ ଯଥା ଅଷ୍ଟପଦୀ, ଦ୍ୱିପଦୀ ଓ ସୂତ୍ରଜୀବ ଫସଲର ଭିନ୍ନ ଭିନ୍ନ ଅବସ୍ଥାରେ ଆକ୍ରମଣ କରନ୍ତି। 

ଶକ୍ତିର ଘର ‘ସଜନା’

ଶକ୍ତିର ଘର ‘ସଜନା’

ସାଧାରଣତଃ ସଜନାକୁ ଏକ ପନିପରିବା ଭାବେ ବ୍ୟବହାର କରାଯାଏ। ଡାଲିରେ ସଜନା ନାଡି ପଡି ରନ୍ଧା ହୋଇଥିଲେ ଖୁବ୍‌ ସ୍ବାଦଯୁକ୍ତ ହୋଇଥାଏ।

ବହୁ ରୋଗଠୁ ଦୂରେଇ ରହିବା ଲାଗି ସକାଳେ ପିଅନ୍ତୁ ଉଷୁମ ପାଣିରେ ମିଶାଇ ଏହି ଲୁଣ...

ବହୁ ରୋଗଠୁ ଦୂରେଇ ରହିବା ଲାଗି ସକାଳେ ପିଅନ୍ତୁ ଉଷୁମ ପାଣିରେ ମିଶାଇ ଏହି ଲୁଣ...

ସକାଳେ ଟିପେ କଳା ଲୁଣ(ସୈନ୍ଧବ ଲବଣ) ଗ୍ଲାସେ ଉଷୁମ ପାଣି ସହିତ ପିଇଲେ ମିଳିଥାଏ ଅନେକ ଉପକାର। 

ମେହେନ୍ଦି ରସମରେ ରୁହନ୍ତୁ ଷ୍ଟାଇଲିଶ

ମେହେନ୍ଦି ରସମରେ ରୁହନ୍ତୁ ଷ୍ଟାଇଲିଶ

ରିଙ୍ଗ୍‌ ସେରିମନିରୁ ଆରମ୍ଭକରି ବିବାହ ପର୍ଯ୍ୟନ୍ତ ପ୍ରତିଟି  ଛୋଟ ବଡ଼ ଜିନିଷ କିଣିବା ବେଳେ ଯୁବତୀମାନେ ବେଶ୍‌  ସଚେତନ ହୋଇଥାନ୍ତି। କିନ୍ତୁ ଏହି ବ୍ୟସ୍ତତା ଭିତରେ  ଯଦି ଆପଣ ମେହେନ୍ଦି ରସମ୍‌କୁ ଅଣଦେଖା କରନ୍ତି ତେବେ ବିବାହର ମସ୍ତିରେ କେଉଁଠି ନା କେଉଁଠି କମି ରହିଯିବ। ମେହେନ୍ଦି ରସମକୁ ଖାସ୍‌ କରିବା ପାଇଁ ଆପଣାନ୍ତୁ କିଛି ଟିପ୍ସ...

ଘରେ କରନ୍ତୁ ବ୍ୟାୟାମ

ଘରେ କରନ୍ତୁ ବ୍ୟାୟାମ

ସୁସ୍ଥ ଶରୀର ପାଇଁ ସନ୍ତୁଳିତ ଆହାର ସହ ବ୍ୟାୟାମ ବି ଜରୁରୀ। ଅନେକେ ଖାଦ୍ୟ ମାମଲାରେ ସତର୍କ ରହନ୍ତି। କିନ୍ତୁ ବ୍ୟାୟାମ ବେଳକୁ ବେପରୁଆ ହୋଇଯାଆନ୍ତି। ତେବେ ବ୍ୟାୟାମର ଥାଏ ବିଭିନ୍ନ ଉପକାରିତା। କିଛି ଶରୀରକୁ ସୁଗଠିତ କରେ ତ ଆଉ କିଛି ସୁସ୍ଥ ଓ ନିରୋଗ ରଖେ। ଜାଣନ୍ତୁ ବ୍ୟାୟମର ସେମିତି କିଛି 
ଉପକାରିତା ସମ୍ପର୍କରେ....

ଆଖି   ତଳ କଳା  ପଡ଼ିଥିଲେ...

ଆଖି ତଳ କଳା ପଡ଼ିଥିଲେ...

ଶରୀରରେ ଭିଟାମିନ୍‌ ବା ଅନ୍ୟ ପୋଷକ ତତ୍ତ୍ୱ କମ୍‌ ହେଲେ, ନିଦ ଠିକ୍‌ ଭାବେ ନ ହେଲେ, ଟେନ୍‌ସନରେ ରହିଲେ କିମ୍ବା ଆନୁବଂଶିକ କାରଣରୁ ବି ଆଖି ତଳ କଳା ପଡ଼ିଥାଏ। ତେବେ କିଛି ଘରୋଇ ଟିପ୍ସ ଆପଣାଇଲେ ଆପଣ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ...

ସାଇନସ୍‌ରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି, ଆପଣାନ୍ତୁ  ଏହି ସହଜ ଉପାୟ...

ସାଇନସ୍‌ରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି, ଆପଣାନ୍ତୁ ଏହି ସହଜ ଉପାୟ...

ସାଇନସ୍‌ରୁ ମୁକ୍ତି ପାଇବା ପାଇଁ ଆୟୁବେର୍ଦରେ ଅନେକ ପ୍ରକାର ପରାମର୍ଶ ଦିଆଯାଇଥାଏ। ଏହି ରୋଗରେ ୨୦ରୁ ୨୫ଟି ତୁଳସୀ ପତ୍ର ସକାଳେ ବାଟି ଏହାର ରସ ପିଇଲେ ମିଳିଥାଏ ସୁଫଳ।

ଉଷୁମ ଲେମ୍ବୁପାଣି : କିଛି କଥା

ଉଷୁମ ଲେମ୍ବୁପାଣି : କିଛି କଥା

ଉଷୁମ ଲେମ୍ବୁପାଣିରେ ଅନେକ ଉପକାରୀ ଗୁଣ ଭରି ରହିଛି। ଜାଣନ୍ତୁ ସେ ସମ୍ପର୍କରେ...

ସ୍ବାସ୍ଥ୍ୟୋପୋକାରୀ  ପିଆଜ

ସ୍ବାସ୍ଥ୍ୟୋପୋକାରୀ ପିଆଜ

ବିଶେଷ ଭାବରେ ଫାଷ୍ଟଫୁଡ ଜାତୀୟ ଖାଦ୍ୟ ପ୍ରସ୍ତୁତିରେ ପିଆଜର ଆବଶ୍ୟକତା ପଡିଥାଏ। ଅନେକ ଖାଦ୍ୟର  ସ୍ବାଦକୁ ଏହା ବଢ଼ାଇ ଦେଇଥାଏ। ଏଥିରେ ଅନେକ ସ୍ବାସ୍ଥ୍ୟପୋକାରୀ ଗୁଣ ଭରି ରହିଛି।  ସେ ସମ୍ପର୍କରେ ଟିପ୍ସ...

କରନ୍ତୁ ଏହି ୫ଟି କାମ, ଯଦି ଚାହାନ୍ତି କମାଇବାକୁ ଓଜନ

କରନ୍ତୁ ଏହି ୫ଟି କାମ, ଯଦି ଚାହାନ୍ତି କମାଇବାକୁ ଓଜନ

ଆଧୁନିକ ଜୀବନଶୈଳୀ ଓ ଖାଦ୍ୟ ପଦାର୍ଥ ତଥା ଜଙ୍କ୍‌ଫୁଡ୍‌ ଖାଇବା ଦ୍ୱାରା ଅନେକ ବ୍ୟକ୍ତି ମେଦବହୁଳତାର ଶିକାର ହୋଇଥାନ୍ତି। ଏହି  ସବୁ ସମସ୍ୟା ବିଶେଷକରି ଯୁବପିଢିଙ୍କଠାରେ ଅଧିକ ମାତ୍ରାରେ ଦେଖାଯାଇଥାଏ। ଏହି ସମସ୍ୟା ଠାରୁ ମୁକ୍ତି ପାଇବା ନିମନ୍ତେ ଅନେକ ଚେଷ୍ଟାକରି ମଧ୍ୟ କୌଣସି ସୁଫଳ ମିଳି ନ ଥାଏ। ଯଦି ଆପଣ ଏହି ସମସ୍ୟା ନେଇ ଚିନ୍ତିତ ଅଛନ୍ତି, ତେବେ ସକାଳୁ ଉଠି ଏହି ୫ଟି କାମ କରି ଦେଖନ୍ତୁ ଯାହା ଆପଣକୁ ଦେବ ଏପରି ସମସ୍ୟାରୁ ମୁକ୍ତି।

ମ୍ୟାଲେରିଆ ସଂକ୍ରମଣରୁ ରକ୍ଷା ପାଇବାର ସହଜ ଉପାୟ

ମ୍ୟାଲେରିଆ ସଂକ୍ରମଣରୁ ରକ୍ଷା ପାଇବାର ସହଜ ଉପାୟ

ମ୍ୟାଲେରିଆ ସଂକ୍ରମଣଜନିତ ସମସ୍ୟାରୁ ରକ୍ଷା ପାଇବାର ସହଜ ଉପାୟ ହାତ ପାଅନ୍ତାରେ ରହିଛି। ଏଭଳି ଏକ ଉପାୟ ସଦ୍ୟତମ ଗବେଷଣାରୁ ଜଣାପଡିଛି।

ଫ୍ରଏଡାୟ ଧାରାରେ ମାନସିକ ସ୍ବାସ୍ଥ୍ୟ

ଫ୍ରଏଡାୟ ଧାରାରେ ମାନସିକ ସ୍ବାସ୍ଥ୍ୟ

ଆମତ୍ୀୟତାକୁ ସୃଜନଶୀଳ ଓ ଘୃଣାଭାବକୁ ଧ୍ୱଂସାମତ୍କ ଶକ୍ତି ଭାବରେ ଫ୍ରଏଡ ବର୍ଣ୍ଣନା କରିଛନ୍ତି । ଆମ ଦୈନନ୍ଦିନ ଜୀବନ ସଂଗ୍ରାମ ପାଇଁ ଉଭୟ ସୃଜନଶୀଳ ଓ ଧ୍ୱଂସାମତ୍କ ଶକ୍ତିର ସମନ୍ବୟ ଆବଶ୍ୟକ । ଚାକିରି, ବ୍ୟବସାୟ ବା ଅନ୍ୟ କୌଣସି ବୃତ୍ତି ଅଥବା କୌଣସି ସାମାଜିକ ସମସ୍ୟାର ସମାଧାନ ପାଇଁ ଆମେ ଯେଉଁ ଉସତ୍ାହ ଓ ଆକ୍ରମଣାମତ୍କ ପଦକ୍ଷେପ ନେଉ, ତାହା ସୃଜନଶୀଳ ଶକ୍ତିର ପ୍ରଭାବ । ଏକ ଶକ୍ତିର ସଦ୍‌ବିନିଯୋଗ ନ ହୋଇ ଅବାସ୍ତବ ବ୍ୟବହାର ହେଲେ, ଏହା ମାନସିକ ସ୍ବାସ୍ଥ୍ୟ ଉପରେ କୁ-ପ୍ରଭାବ ପକାଏ।

ବିଭିନ୍ନ ରୋଗରୁ ଦୂରେଇ ରହିବା ପାଇଁ ସକାଳେ ପିଅନ୍ତୁ ଏହି ରସ...

ବିଭିନ୍ନ ରୋଗରୁ ଦୂରେଇ ରହିବା ପାଇଁ ସକାଳେ ପିଅନ୍ତୁ ଏହି ରସ...

ପ୍ରତିଦିନ ସକାଳେ ଗାଧୋଇ ସାରି ଚାମୁଚେ ତୁଳସୀ ରସ ପିଇଲେ ମିଳିଥାଏ ଅନେକ ଉପକାର। 

ହୃଦ୍‌ଜନିତ ଆଶଙ୍କା ଦୂର କରେ ଦୁଗ୍ଧଜାତୀୟ ଖାଦ୍ୟ

ହୃଦ୍‌ଜନିତ ଆଶଙ୍କା ଦୂର କରେ ଦୁଗ୍ଧଜାତୀୟ ଖାଦ୍ୟ

ହୃଦ୍‌ରୋଗଜନିତ ସମସ୍ୟାଠାରୁ ନିଜକୁ ଦୂରେଇ ରଖିବାକୁ ଚାହୁଁଛନ୍ତି କି ? ଯଦି ହଁ, ତେବେ ଏହାର ଉପାୟ ହାତ ପାଆନ୍ତାରେ ରହିଛି। ଯଦି ଜଣେ ବ୍ୟକ୍ତି ନିୟମିତ ଦୁଗ୍ଧଜନିତ ଖାଦ୍ୟ ଖାଆନ୍ତି ତେବେ ତାହା ହୃତପିଣ୍ଡ (ହାର୍ଟ)କୁ ସୁସ୍ଥ ରଖିଥାଏ। 

ଯୁବାବସ୍ଥାରେ ହୃଦ୍‌ରୋଗ

ଯୁବାବସ୍ଥାରେ ହୃଦ୍‌ରୋଗ

ହୃଦ୍‌ରୋଗ ଏଭଳି ଏକ ମାରାତ୍ମକ ରୋଗ ଯାହା ଦେଖେନି ବୟସ। ଏହି ରୋଗରେ ଆକ୍ରାନ୍ତ ହେଲେ ଅସମୟରେ ରୋଗୀ ଟାଣି ହୋଇଯାଏ ମୃତ୍ୟୁମୁଖକୁ। ତେବେ ଯୁବାବସ୍ଥାରେ ବଢୁଥିବା ହୃଦ୍‌ରୋଗ ସମସ୍ୟାକୁ ଏଡାଇବାକୁ ହେଲେ ଜୀବନଶୈଳୀରେ ପରିବର୍ତ୍ତନ ସହ କେତୋଟି ଦିଗପ୍ରତି ବିଶେଷ ଯତ୍ନଶୀଳ ହେବା ଆବଶ୍ୟକ...

ସକାଳେ ମୁହଁ ନ ଧୋଇ କରନ୍ତୁ ଏପରି, ବହୁ ରୋଗଠୁ ନିଜକୁ ରଖିବେ ଦୂରେଇ...

ସକାଳେ ମୁହଁ ନ ଧୋଇ କରନ୍ତୁ ଏପରି, ବହୁ ରୋଗଠୁ ନିଜକୁ ରଖିବେ ଦୂରେଇ...

ପ୍ରତିଦିନ ସକାଳେ ମୁହଁ  ନ ଧୋଇ ଦେଢ଼ ଗ୍ଲାସ୍‌ ବାସି ପାଣି ପିଇଲେ ଅନେକ ଉପକାର ମିଳିଥାଏ। ଏନେଇ ଆୟୁର୍ବେଦରେ ଉଲ୍ଲେଖ ରହିଛି। ଏପରି କଲେ ପାଚନ କ୍ରିୟା ସ୍ବାଭାବିକ ହେବା ସହିତ ଏସିଡିଟି ସମସ୍ୟାରୁ ମିଳିଥାଏ ମୁକ୍ତି।