ଜୀବନଚର୍ଯ୍ୟା

ବୁଦ୍ଧିମତ୍ତା  ବଢ଼ାଏ ବ୍ୟାୟାମ

ବୁଦ୍ଧିମତ୍ତା ବଢ଼ାଏ ବ୍ୟାୟାମ

ବୁଦ୍ଧିମତ୍ତାର ବିକାଶରେ ବ୍ୟାୟାମର ଭୂମିକା ରହିଛି। ଏଭଳି ଏକ ତଥ୍ୟ ସମ୍ପର୍କରେ ନିକଟରେ ସୂଚନା ମିଳିଛି। ଉପରୋକ୍ତ ବିଷୟବସ୍ତୁ ଉପରେ ଆମେରିକାସ୍ଥିତ ଓ୍ବାଶିଂଟନ ୟୁନିଭର୍ସିଟିର ସ୍ନାୟୁଶଲ୍ୟ ବିଶେଷଜ୍ଞମାନେ ଏକ ସର୍ଭେ କରିଥିଲେ।

ପେଟ ସମସ୍ୟାରୁ ମୁକ୍ତି ଦିଏ ତରଭୁଜ

ପେଟ ସମସ୍ୟାରୁ ମୁକ୍ତି ଦିଏ ତରଭୁଜ

ଖରାଦିନେ ତରଭୁଜ ପ୍ରଚୁର ପରିମାଣରେ ମିଳିଥାଏ। ଏଥିରେ ୯୦ ପ୍ରତିଶତ ଜଳୀୟ ଅଂଶ ରହିଛି। ଏହା ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ଥିବା ବେଳେ ଏହାର ସେବନରେ ଆମେ ଡିହାଇଡ୍ରେସନ୍‌ ସମସ୍ୟାରୁ ମୁକ୍ତି ପାଇଥାଉ। ଏହାସହ ତରଭୁଜ ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ। ଏଥର ଜାଣିବା ଏହା ଆମ ଶରୀର ପାଇଁ କେତେ ଲାଭଦାୟକ।

ନିଜେ ରାନ୍ଧି ଖାଉଥିଲେ...

ନିଜେ ରାନ୍ଧି ଖାଉଥିଲେ...

ସର୍ବପ୍ରଥମେ ଗ୍ୟାସ୍‌ ଚୁଲାର ବ୍ୟବହାର ଭଲ ଭାବେ ଜାଣନ୍ତୁ। କାରଣ ନୂଆ ନୂଆ ରୋଷେଇ କରିବା ସମୟରେ ଅନେକେ ଚୁଲାର ଫ୍ଲେମ୍‌ ଆବଶ୍ୟକତା ଅନୁଯାୟୀ ହାଇ କିମ୍ବା ସିମ୍‌ରେ ରଖିବା ସମ୍ପର୍କରେ ଜାଣିପାରନ୍ତି ନାହିଁ ଏବଂ ଖାଦ୍ୟ ଜଳିଯାଇଥାଏ।

ପଇଡ଼ପାଣି

ପଇଡ଼ପାଣି

ବର୍ତ୍ତମାନ ଖରାର ପ୍ରଭାବ ଦିନକୁ ଦିନ ବଢୁଛି। ତେଣୁ ପ୍ରତି ରାସ୍ତା କଡରେ ବିଭିନ୍ନ ଥଣ୍ଡା ପାନୀୟ ଦୋକାନ ଆଗରେ ଭିଡ ଜମୁଛି। ତେବେ ସ୍ବାସ୍ଥ୍ୟ ସଚେତନତା ଦୃଷ୍ଟିରୁ ଅଧିକାଂଶ ପଇଡ ପାଣି ପିଇବାକୁ ସବୁଠୁ ଅଧିକ ପସନ୍ଦ କରୁଥିବା ଦେଖିବାକୁ ମିଳୁଛି। ପୁରୀ ଚନ୍ଦନପୁର ଜାତୀୟ ରାଜପଥରେ ପଇଡ ବ୍ୟବସାୟ କରୁଥିବା କ୍ଷୀର ମଲ୍ଲିକ କୁହନ୍ତି, ଏମିତିରେ ବର୍ଷର ପ୍ରତିଟି ସମୟରେ ପଇଡର ଚାହିଦା ରହିଥାଏ।

କୋଟିଏ ଟଙ୍କାର ଗଞ୍ଜେଇ ଜବତ: ୩ ଧରାପଡ଼ିଲେ, ୭ ଫେରାର

କୋଟିଏ ଟଙ୍କାର ଗଞ୍ଜେଇ ଜବତ: ୩ ଧରାପଡ଼ିଲେ, ୭ ଫେରାର

ବୋରିଗୁମ୍ମା,୭।୪(ଡି.ଏନ୍‌.ଏ.) ବୋରିଗୁମ୍ମା ଥାନା ଅନ୍ତର୍ଗତ ୬୩ ନମ୍ବର ଜାତୀୟ ରାଜପଥ ଜୟନ୍ତଗିରି ଓ ଚାରଗଁ। ମଧ୍ୟରେ ଶନିବାର କୋଟିଏ ଟଙ୍କାର ଗଞ୍ଜେଇ ଜବତ କରାଯାଇଛି। ଏଥିରେ ସମ୍ପୃକ୍ତ ୩ ଜଣଙ୍କୁ ପୋଲିସ ଗିରଫ କରିଥିବା ବେଳେ ୭ ଜଣ ଫେରାର ରହିଛନ୍ତି । ଗିରଫ ବ୍ୟକ୍ତିମାନେ ହେଲେ ଉମୁରୀ ଅଞ୍ଚଳର ଡ୍ରାଇଭର ଅନିଲ ସାଇଲି, ତ୍ରିଲୋଚନା ଖରା, ଶେଖ୍‌ ବାସିର । ଫେରାର ଥିବା ଅନ୍ୟ ୭ ଜଣ ହେଲେ କାବୁଲ ଖରା, ରାଜୁ ଖରା, ସଞ୍ଜୟ ସୁନା, ମଙ୍ଗଳା, ମାଣ୍ଡି, ପ୍ରିନ୍ସ ଓ ରଞ୍ଜନ ବାଘ। ଆଇପିଏସ୍‌ ସାଗରିକା ନାଥ ଏହି ସୂଚନା ଦେଇଛନ୍ତି ।

ମଧୁମେହ ରୋଗୀଙ୍କ ପାଇଁ ବରଦାନ ଘିକୁଆଁରି

ମଧୁମେହ ରୋଗୀଙ୍କ ପାଇଁ ବରଦାନ ଘିକୁଆଁରି

ବିଶେଷକରି ଏଲୋଭେରା(ଘିକୁଆଁରି)କୁ ମୁହଁର ସୁନ୍ଦରତା ବୃଦ୍ଧି କରିବାରେ ବ୍ୟବହାର କରାଯାଇଥାଏ। ଫଳରେ ଏଥିରେ ଥିବା ଔଷଧୀୟ ଗୁଣ ବିଷୟରେ ବେଶ୍‌ କମ୍‌ ଅବଗତ। ଏଲୋଭେରା ମଧୁମେହ ରୋଗୀଙ୍କ ପାଇଁ ବରଦାନ ସଦୃଶ।

ବାସି ପାଟିରେ ପାଣି ପିଇବା ଲାଭଦାୟକ

ବାସି ପାଟିରେ ପାଣି ପିଇବା ଲାଭଦାୟକ

ସାଧାରଣତଃ ପାଣି ଆମ ପାଇଁ ନିହାତି ଆବଶ୍ୟକ। ଏହାର ସେବନରେ ଶରୀର ସୁସ୍ଥ ରହିଥାଏ। ତେବେ ଖାଲି ପେଟରେ ପାଣି ପିଇଲେ ଏହା ଆମ ଶରୀରକୁ ସୁସ୍ଥ ରଖିଥାଏ। ବିଶେଷକରି ସକାଳୁ ବିଛଣାରୁ ଉଠିବା ପରେ ମୁହଁ ନ ଧୋଇ ପାଣି ପିଇଲେ ଅଧିକ ଲାଭ ମିଳିଥାଏ।

 ମନୁଷ୍ୟ ତ୍ୱଚା ବାସ୍ନାକୁ ମନେ ରଖେ ମଶା

ମନୁଷ୍ୟ ତ୍ୱଚା ବାସ୍ନାକୁ ମନେ ରଖେ ମଶା

ଲଣ୍ଡନ, ୬।୪: ମଶା ମନୁଷ୍ୟ ତ୍ୱଚାର ବାସ୍ନାକୁ ରଖେ। ସେଥି ପାଇଁ ବାରମ୍ବାର ମଶା ଏକ ନିଦ୍ଦିଷ୍ଟ ବ୍ୟକ୍ତିଙ୍କୁ ହିଁ କାମୁଡ଼ି ଥାନ୍ତି। ଏହି ବାସ୍ନାକୁ ଗୋଟିଏ ମଶା ପାଖରୁ ଅନ୍ୟ ମାନମାନଙ୍କ ନିକଟକୁ ସ୍ଥାନାନ୍ତର ହୋଇଥାଏ। ଏହା ସହିତ ମଶା ଘଉଡେଇବା ପାଇଁ ବ୍ୟବହୃତ ହେଉଥିବା ପ୍ରଣାଳୀକୁ ମଧ୍ୟ ମଶା ମନେ ରଖିଥାନ୍ତି।

 ସମ୍ପର୍କକୁ  ସୁଦୃଢ଼ କରେ ଆଲିଙ୍ଗନ

ସମ୍ପର୍କକୁ ସୁଦୃଢ଼ କରେ ଆଲିଙ୍ଗନ

ଓ୍ବାଶିଂଟନ, ୫।୪: ଅଲିଙ୍ଗନ ପ୍ରତିଟି ସମ୍ପର୍କକୁ ସୁଦୃଢ଼ କରିଥାଏ। ଛୋଟ ପିଲା ମା’କୁ ଦେଖିଲେ ଦଉହି ଆସି ଆଲିଙ୍ଗନ କରେ। ସେହିପରି ଭାଇ ଭଉଣୀ, ପ୍ରେମିକ-ପ୍ରେମିକା, ସାଙ୍ଗସାଥିମାନେ ପରସ୍ପରକୁ ଆଲିଙ୍ଗନ କରିଥାନ୍ତି। ଏହାଦ୍ୱାରା ଭଲ ପାଇବା ବଢ଼ିବା ସହିତ ସମ୍ପର୍କର ସ୍ଥାୟିତ୍ୱ ବୃଦ୍ଧି ପାଇଥାଏ ବୋଲି ଗବେଷକ ସୂଚିତ କରିଛନ୍ତି।

ଗରମ ଦିନେ ଥଣ୍ଡା ପାଣି ପିଇବା ହାନିକାରକ

ଗରମ ଦିନେ ଥଣ୍ଡା ପାଣି ପିଇବା ହାନିକାରକ

ଖରାଦିନେ ଥଣ୍ଡାପାଣି ପିଇବାର ସଉକ ଅନେକଙ୍କର ଥାଏ। ଏପରିକି ଅନେକେ ଖରାରୁ ଆସି ଘରେ ପହଞ୍ଚିବା ପରେ ଥଣ୍ଡାପାଣି ପିଇବାକୁ ଇଚ୍ଛା ପ୍ରକାଶ କରିଥାନ୍ତି। ମାତ୍ର ଗରମ ଦିନରେ ଥଣ୍ଡା ପାଣି ପିଇବା ସ୍ବାସ୍ଥ୍ୟପକ୍ଷେ ବେଶ କ୍ଷତିକାରକ। ଏହି ପାଣି ପିଇବା ଫଳରେ କି କି ଅସୁବିଧା ହୋଇପାରେ ଆସନ୍ତୁ ଆଲୋଚନା କରିବା।

ସ୍ମରଣ ଶକ୍ତି ପାଇଁ ଏକେଟି ପ୍ରୋଟିନ୍‌ ଦାୟୀ

ସ୍ମରଣ ଶକ୍ତି ପାଇଁ ଏକେଟି ପ୍ରୋଟିନ୍‌ ଦାୟୀ

ଓ୍ବାଶିଂଟନ, ୪।୪: ମନୁଷ୍ୟ ମସ୍ତିଷ୍କରେ ଛୋଟବେଳଠାରୁ ବଡ ହେବା ପର୍ଯ୍ୟନ୍ତ ଅନେକ ସ୍ମୃତି ରହିଥାଏ। ଧୀରେ ଧୀରେ କେତେକ ଘଟଣା ଭଲ ଭାବେ ମନେ ମଧ୍ୟ ପଡି ନ ଥାଏ। ମସ୍ତିିଷ୍କରେ ବିଭିନ୍ନ ଘଟଣାକୁ ସାଇତି ରଖିବାରେ ଏକେଟି ପ୍ରୋଟିନ୍‌ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ଏହା ସହିତ ମସ୍ତିଷ୍କରେ ଥିବା ଏକେଟି-୧, ଏକେଟି-୨ ଓ ଏକେଟି-୩ ଆଦି ୩ ପ୍ରକାର ମସ୍ତିଷ୍କ କୋଷିକା ମଧ୍ୟ ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି ବୋଲି କଲୋରାଡୋ ବିଶ୍ୱବିଦ୍ୟାଳୟର ଗବେଷକ ଜାଣି ପାରିଛନ୍ତି।

ଦୁଃଖ ସମୟରେ ପୁରୁଷଙ୍କୁ ସହଯୋଗ କରିଥାନ୍ତି ମହିଳା

ଦୁଃଖ ସମୟରେ ପୁରୁଷଙ୍କୁ ସହଯୋଗ କରିଥାନ୍ତି ମହିଳା

ଓ୍ବାଶିଂଟନ, ୩।୪: ମହିଳାମାନେ ପୁରୁଷଙ୍କ ଦୁଃଖ ସମୟରେ ସେମାନଙ୍କୁ ମାନସିକସ୍ତରରେ ଅଧିକ ସହାୟତା ଦେଇଥାନ୍ତି। ଫଳରେ ସମ୍ପୃକ୍ତ ପୁରୁଷଙ୍କ ମଧ୍ୟରେ ଦୁଃଖ ଓ ପ୍ରତିକୂଳ ପରିସ୍ଥିତି ସହ ଲଢ଼ିବାର ଶକ୍ତି ସୃଷ୍ଟି ହୋଇଥାଏ ବୋଲି ଗବେଷକ ଜାଣିପାରିଛନ୍ତି। ତେବେ ପୁରୁଷଙ୍କ ସୁଖ ସମୟରେ ଏଭଳି ମହିଳାମାନେ ସେମାନେ ଦେଇଥିବା ମାନସିକ ସହାୟତାର ପ୍ରତିଦାନ କେବେ ମଧ୍ୟ ମାଗି ନ ଥାନ୍ତି ବୋଲି ଗବେଷକ କହିଛନ୍ତି।

ଫେସ୍‌ର ଇନ୍‌ଷ୍ଟାଣ୍ଟ ଗ୍ଲୋ ପାଇଁ

ଫେସ୍‌ର ଇନ୍‌ଷ୍ଟାଣ୍ଟ ଗ୍ଲୋ ପାଇଁ

ଏକ ଚାମଚ ମହୁରେ ଲେମ୍ବୁ ରସ ମିଶାଇ ମୁହଁରେ ମସାଜ୍‌ କରନ୍ତୁ। ଏପରି କରିବା ଦ୍ୱାରା ତ୍ୱଚା ନମନୀୟ ରହିଥାଏ। କମଳା ଚୋପାକୁ ଖରାରେ ଶୁଖାଇ ତା’ର ପାଉଡର ପ୍ରସ୍ତୁତ କରନ୍ତୁ। ଏହି ପାଉଡରରେ ଏକ ଚାମଚ କ୍ଷୀର, ଅଳ୍ପ ପରିମାଣର ହଳଦୀଗୁଣ୍ଡ ଏବଂ ଲେମ୍ବୁ ରସ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହି ପେଷ୍ଟକୁ ମୁହଁରେ ଲଗାଇଲେ ତ୍ୱଚା ସଫା ଦେଖାଯାଇଥାଏ।

ଘରେ ନିଅନ୍ତୁନି ଅଫିସ୍‌ ଟେନସନ୍‌

ଘରେ ନିଅନ୍ତୁନି ଅଫିସ୍‌ ଟେନସନ୍‌

ସବୁବେଳେ ନିଜର ସୀମା ଭିତରେ ରହନ୍ତୁ। ଅଫିସ୍‌ରେ କାମ ଅଫିସ୍‌ରେ ସାରିବାକୁ ଚେଷ୍ଟା କରନ୍ତୁ। ଯଦି ଅଫିସ୍‌ କାମ ଘରକୁ ନେଇ ଆସିବେ ତେବେ ଆପଣଙ୍କ ଅନ୍ୟ କାମ ଏଥିଯୋଗୁ ବିଳମ୍ବ ହେବ।

ଖରାଦିନରେ ଆଉଟ୍‌ ଫିଟ୍‌

ଖରାଦିନରେ ଆଉଟ୍‌ ଫିଟ୍‌

ଖରାଦିନେ ଆପଣ ଟାଇଟ୍‌ ଜିନ୍ସ ବଦଳରେ ଲଙ୍ଗ ସ୍କର୍ଟ ପିନ୍ଧି ପାରିବେ। ଏହି ପରି ଡ୍ରେସ ଆପଣଙ୍କ ଲୁକ୍‌ ଟ୍ରେଣ୍ଡି ଲାଗିବା ସହ ଷ୍ଟାଇଲିସ୍‌ ଲୁକ୍‌ ଦେଇଥାଏ।

ସ୍ବାସ୍ଥ୍ୟୋପକାରୀ ଉଷୁମ ପାଣି

ସ୍ବାସ୍ଥ୍ୟୋପକାରୀ ଉଷୁମ ପାଣି

ଉଷୁମ ପାଣି ପିଇବା ଦ୍ୱାରା ଶରୀରରେ ଥିବା ବିଷାକ୍ତ ପଦାର୍ଥ ଆପେ ଆପେ ବାହାରି ଯାଇଥାଏ। ଏଥିପାଇଁ ସକାଳୁ ଉଠି ଉଷୁମ ପାଣିରେ ଲେମ୍ବୁ ଓ ମହୁ ମିଶାଇ ପିଅନ୍ତୁ। ଉଷୁମ ପାଣି ପିଇବା ଦ୍ୱାରା ପାଚନ କ୍ରିୟାକୁ ଆହୁରି ସକ୍ରିୟ ହୋଇଥାଏ।

ଖରାଦିନେ ପିଅନ୍ତୁ ଜଲ୍‌ଜିରା

ଖରାଦିନେ ପିଅନ୍ତୁ ଜଲ୍‌ଜିରା

ଖରାଦିନ ଆସିଲେ ସାଧାରଣତଃ ଥଣ୍ଡା ପାନୀୟ ପିଇବାକୁ ସମସ୍ତଙ୍କ ମନ ବଳିଥାଏ। ଏହି ସମୟରେ ଯେଉଁମାନେ ଜଲ୍‌ଜିରା ଭଳି ଥଣ୍ଡା ପାନୀୟ ସେବନ କରନ୍ତି ତାହା ସେମାନଙ୍କ ଅଜାଣତରେ ସ୍ବାସ୍ଥ୍ୟ ପକ୍ଷେ ହିତକର ହୋଇଥାଏ। ଖରାଦିନେ ଶରୀରରେ ଜଳୀୟ ଅଂଶ କମି ଯାଉଥିବା ବେଳେ ଜଲ୍‌ଜିରା ଏହାକୁ ପୂରଣ କରିଥାଏ।

 ମଧୁମେହ ଆଶଙ୍କା କମାଏ ସ୍ତନ୍ୟପାନ

ମଧୁମେହ ଆଶଙ୍କା କମାଏ ସ୍ତନ୍ୟପାନ

ଓ୍ବାଶିଂଟନ, ୨।୪: ଜନ୍ମ ପରେ ନବଜାତକଙ୍କୁ ସ୍ତନ୍ୟପାନ କରାଇବା ଦ୍ୱାରା ମହିଳାଙ୍କ କ୍ଷେତ୍ରରେ ମଧୁମେହ ଆଶଙ୍କା ହ୍ରାସ ପାଇଥାଏ ବୋଲି ଚିକିତ୍ସା ବିଜ୍ଞାନୀ ଜାଣିପାରିଛନ୍ତି। ଶିଶୁଙ୍କୁ ୬ମାସ କିମ୍ବା ଏହାଠାରୁ ଅଧିକ ସମୟ ସ୍ତନ୍ୟପାନ କରାଇଲେ ଟାଇପ୍‌-୨ ମଧୁମେହ ଦେଖାଯାଇ ନ ଥାଏ।

ଅଟିଜିମ୍‌

ଅଟିଜିମ୍‌

ଅଟିଜିମ୍‌ ଶବ୍ଦଟି ଭାରତରେ ନୂଆ, ଏଇ ରୋଗ ସମ୍ପର୍କରେ ପିଲାମାନଙ୍କର ମା’ ବାପାମାନେ ସଚେତନ ନୁହନ୍ତି। ଏହି ରୋଗଟି ସ୍ନାୟୁବିକାଶ ସମ୍ବନ୍ଧୀୟ ରୋଗ, ଯାହାଫଳରେ ପିଲାଟି ଅଧିକାଂଶ ସମୟରେ ସାରା ଜୀବନ ପାଇଁ ଅକ୍ଷମ ରହିଯାଏ। ଏହି ରୋଗର ନିରୂପଣ ପାଇଁ କୌଣସି ନିର୍ଦ୍ଦିଷ୍ଟ ପରୀକ୍ଷା ନାହିଁ କିମ୍ବା ଏଥିପାଇଁ କୌଣସି ଗୋଟିଏ ପ୍ରକାରର ଚିକିତ୍ସା ନାହିଁ। ଏହା ସହିତ ଏହି ରୋଗ ବିଷୟରେ ସଚେତନତା ନ ଥିବାରୁ ଅନେକ ସମୟରେ ଭ୍ରାନ୍ତଧାରଣା ଏବଂ ଅନ୍ଧବିଶ୍ୱାସ ରହିବା ସ୍ବାଭାବିକ।

ମେଦବହୁଳତା ଓ ତରଭୁଜ

ମେଦବହୁଳତା ଓ ତରଭୁଜ

ମେଦବହୁଳତା ଏକ ସାଧାରଣ ସମସ୍ୟା ପାଲଟି ଗଲାଣି। ଏଥିରୁ ରକ୍ଷା ପାଇବାର ଏକ ସରଳ ଉପାୟ ରହିଛି। ଯଦି ଆପଣ ପ୍ରତିଦିନ ତରଭୁଜ ଖାଉଛନ୍ତି ତେବେ ଏହା ମେଦ କମାଇବାରେ ଅନେକାଂଶରେ ସହାୟକ ହୋଇଥାଏ। କେବଳ ସେତିକି ନୁହେଁ, ଏହାର ଆଉ କେତେକ ଉପକାରୀ ଗୁଣ ରହିଛି। ଶରୀରରେ ରକ୍ତ ପରିମାଣ ଯଦି କମ୍‌ ରହିଛି ତେବେ ଏହାକୁ ପୂରଣ କରିବାରେ ତରଭୁଜ ସାହାଯ୍ୟ କରିଥାଏ।

ଗ୍ଲାସେ ଲେମ୍ବୁ ପାଣି...

ଗ୍ଲାସେ ଲେମ୍ବୁ ପାଣି...

ଖରା ଦିନେ ଗ୍ଲାସେ ଲେମ୍ବୁ ପାଣି ପିଇଦେଲେ ମନ ଶାନ୍ତି ହୋଇଯାଏ। ପେଟକୁ ତ ଏହା ଥଣ୍ଡା, ଅନ୍ୟପକ୍ଷରେ ଏହାର ଅନେକ ଉପକାରୀ ଗୁଣ ରହିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ନିୟମିତ ଲେମ୍ବୁ ପାଣି ପିଇଲେ ତାହା ଶରୀରରେ ଥିବା ବିଷାକ୍ତ ତତ୍ତ୍ୱକୁ ବାହାର କରିଦିଏ।

କ୍ୟାନ୍‌ସର ପାଇଁ ନୂଆ ମେଡିସିନ୍‌

କ୍ୟାନ୍‌ସର ପାଇଁ ନୂଆ ମେଡିସିନ୍‌

କୁହାଯାଏ-କ୍ୟାନ୍‌ସର-ନୋ ଆନ୍‌ସର। ହେଲେ ଆଜିକାଲି ଚିକିତ୍ସା ବିଜ୍ଞାନ ବେଶ୍‌ ଉନ୍ନତି କଲାଣି। କେତେକ କ୍ଷେତ୍ରରେ କ୍ୟାନ୍‌ସରର ଅବସ୍ଥା ଅନୁସାରେ ଜଣେ ବ୍ୟକ୍ତି ଏଥିରୁ ସମ୍ପୂର୍ଣ୍ଣ ଆରୋଗ୍ୟ ଲାଭ କରିପାରୁଛି।

ମାତାପିତାଙ୍କ ଖାଦ୍ୟଗ୍ରହଣ ଶୈଳୀ ସନ୍ତାନଙ୍କୁ ପ୍ରଭାବିତ କରେ

ମାତାପିତାଙ୍କ ଖାଦ୍ୟଗ୍ରହଣ ଶୈଳୀ ସନ୍ତାନଙ୍କୁ ପ୍ରଭାବିତ କରେ

ଓ୍ବାଶିଂଟନ, ୧।୪: ମାତାପିତାଙ୍କ ଖାଦ୍ୟ ଗ୍ରହଣ ଶୈଳୀ ସନ୍ତାନଙ୍କୁ ପ୍ରଭାବିତ କରିଥାଏ ବୋଲି ସଦ୍ୟ ସମ୍ପନ୍ନ ହୋଇଥିବା ଗବେଷଣାରୁ ଜଣାପଡିଛି। ଦେଲାଓ୍ବାର ବିଶ୍ୱ ବିଦ୍ୟାଳୟର କେତେକ ଗବେଷକ ଏ ସମ୍ପର୍କରେ ଏକ ସର୍ଭେ ରିପୋର୍ଟ ପ୍ରସ୍ତୁତ କରିଛନ୍ତି।

ହର୍‌ମୋନ୍‌ ସନ୍ତୁଳନକୁ ବିଗାଡେ ଫାଷ୍ଟଫୁଡ୍‌

ହର୍‌ମୋନ୍‌ ସନ୍ତୁଳନକୁ ବିଗାଡେ ଫାଷ୍ଟଫୁଡ୍‌

ଆଜିକାଲି ପ୍ରାୟ ସମସ୍ତଙ୍କର ବାହାର ଖାଦ୍ୟ ବେଶି ପସନ୍ଦ। ସେଥିମଧ୍ୟରୁ ଫାଷ୍ଟଫୁଡ୍‌ର ନାଁ ଶୁଣିଲେ ଅନେକେ ନିଜ ଲୋଭ ସମ୍ବରଣ କରିପାରନ୍ତି ନାହିଁ। ସମସ୍ତେ ଊଣା ଅଧିକେ ଅବଗତ ଯେ ଫାଷ୍ଟଫୁଡ୍‌ ଆମ ଶରୀର ପାଇଁ ହାନିକାରକ। ତା’ପରେ ବି ଆମେ ଫାଷ୍ଟଫୁଡ୍‌ ମାୟାରୁ ମୁକୁଳି ପାରୁନୁ। ଏବେ ଏକ ଗବେଷଣାରୁ ଜଣାପଡିଛି ଯେ ଫାଷ୍ଟଫୁଡ୍‌ କେବଳ ଶରୀରର ମୋଟାପଣ ବୃଦ୍ଧି କରେ ତା’ ନୁହେଁ, ଏହା ଶରୀରରେ ହର୍‌ମୋନ୍‌ର ସନ୍ତୁଳନକୁ ମଧ୍ୟ ବିଗାଡି ଦେଇଥାଏ।