ଅନ୍ତର୍ଜାତୀୟ

ଭାରତର କାର୍ଯ୍ୟାନୁଷ୍ଠାନକୁ ଆମେରିକାର ସମର୍ଥନ

ଭାରତର କାର୍ଯ୍ୟାନୁଷ୍ଠାନକୁ ଆମେରିକାର ସମର୍ଥନ

ନୂଆଦିଲ୍ଲୀ,୨୮।୨(ଆଇଏଏନ୍‌ଏସ୍‌):ପାକିସ୍ତାନରେ ଥିବା ଜୈଶ୍‌-ଇ-ମହମ୍ମଦ ଶିବିର ଉପରେ ଭାରତର କଠୋର କାର୍ଯ୍ୟାନୁଷ୍ଠାନକୁ ଆମେରିକା ସମର୍ଥନ ଜଣାଇଛି।

ଆର୍‌ଆଇସିରେ ପୁଲ୍‌ଓ୍ବାମା ପ୍ରସଙ୍ଗ ଉଠାଇଲେ ସୁଷମା

ଆର୍‌ଆଇସିରେ ପୁଲ୍‌ଓ୍ବାମା ପ୍ରସଙ୍ଗ ଉଠାଇଲେ ସୁଷମା

ୟୁଝେନ(ଚାଇନା),୨୮।୨ (ଆଇଏଏନ୍‌ଏସ୍‌):ପୁଲ୍‌ଓ୍ବାମା ଆକ୍ରମଣ ଏବଂ ଭାରତୀୟ ବାୟୁସେନାର କାର୍ଯ୍ୟାନୁଷ୍ଠାନକୁ ନେଇ ପାକିସ୍ତାନ ସହ ଉତ୍ତେଜନା ବୃଦ୍ଧି ପାଇଥିବାବେଳେ ବୁଧବାର ରୁଷିଆ-ଭାରତ-ଚାଇନା (ଆର୍‌ଆଇସି) ବହିର୍ବ୍ୟାପାର ମନ୍ତ୍ରୀମାନଙ୍କ ୧୬ତମ ବୈଠକ ଅନୁଷ୍ଠିତ ହୋଇଛି। 

ବାୟୁସେନା ବୋମାମାଡ଼ରେ ଜୈଶ୍‌ ଆତଙ୍କବାଦୀ ନିହତ ହେବା ଘଟଣା:ସଂଖ୍ୟାକୁ ନେଇ ସନ୍ଦେହ, ୩୫୦ ମୁଣ୍ଡ ଗଣିଲା କିଏ

ବାୟୁସେନା ବୋମାମାଡ଼ରେ ଜୈଶ୍‌ ଆତଙ୍କବାଦୀ ନିହତ ହେବା ଘଟଣା:ସଂଖ୍ୟାକୁ ନେଇ ସନ୍ଦେହ, ୩୫୦ ମୁଣ୍ଡ ଗଣିଲା କିଏ

ନୂଆଦିଲ୍ଲୀ/ଇସ୍‌ଲାମାବାଦ,୨୮।୨: ଆତଙ୍କବାଦୀଙ୍କୁ ଢାଲ କରି ଭାରତ ସହ ଛାୟାଯୁଦ୍ଧ ଚଳାଇଥିବା ପାକିସ୍ତାନକୁ ଭାରତ ଉଚିତ ଜବାବ ଦେଇଛି।     ଭାରତୀୟ ବାୟୁସେନା (ଆଇଏଏଫ୍‌)ର କାର୍ଯ୍ୟାନୁଷ୍ଠାନରେ ପାକିସ୍ତାନର ବାଲାକୋଟରେ ୩୫୦ ଆତଙ୍କବାଦୀ ନିହତ ହୋଇଥିବା ନୂଆଦିଲ୍ଲୀ ଦାବି କରୁଛି।

କଞ୍ଚା ମିଛ କହୁଛି ପାକିସ୍ତାନ: ସକାଳେ ଗୋଟିଏ ସନ୍ଧ୍ୟାରେ ଆଉ ଗୋଟିଏ ରୂପ

କଞ୍ଚା ମିଛ କହୁଛି ପାକିସ୍ତାନ: ସକାଳେ ଗୋଟିଏ ସନ୍ଧ୍ୟାରେ ଆଉ ଗୋଟିଏ ରୂପ

ନୂଆଦିଲ୍ଲୀ/ଇସଲମାବାଦ, ୨୭।୨: ପାକିସ୍ତାନ ମିଛୁଆ ବୋଲି ପୁଣି ଥରେ ଧରାପଡିଛି। 

ପାକିସ୍ତାନକୁ କହିଲା ଭାରତ: ଆମ ପାଇଲଟଙ୍କୁ ସୁରକ୍ଷିତ ଫେରାଅ

ପାକିସ୍ତାନକୁ କହିଲା ଭାରତ: ଆମ ପାଇଲଟଙ୍କୁ ସୁରକ୍ଷିତ ଫେରାଅ

ନୂଆଦିଲ୍ଲୀ, ୨୭।୨:ଭାରତୀୟ ବାୟୁସେନାର ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଥମାନ ପାକିସ୍ତାନ ବନ୍ଦୀ କରି ରଖିଛି। ତାଙ୍କୁ ଛାଡିବା ପାଇଁ ଆରମ୍ଭ ହୋଇଛି ପ୍ରୟାସ। ଅଭିନନ୍ଦନଙ୍କୁ ସୁରକ୍ଷିତ ଫେରାଇବା ପାଇଁ ପାକିସ୍ତାନକୁ କହିଛି ଭାରତ।

ବନ୍ଦୀ କରିଥିବା ଭାରତୀୟ ପାଇଲଟ୍‌ଙ୍କ କିଛି ବିଗାଡି ପାରିବନି ପାକିସ୍ତାନ: ଜାଣନ୍ତୁ କ’ଣ ଅଛି ନିୟମ

ବନ୍ଦୀ କରିଥିବା ଭାରତୀୟ ପାଇଲଟ୍‌ଙ୍କ କିଛି ବିଗାଡି ପାରିବନି ପାକିସ୍ତାନ: ଜାଣନ୍ତୁ କ’ଣ ଅଛି ନିୟମ

ନୂଆଦିଲ୍ଲୀ/ଇସଲମାବାଦ୍‌, ୨୭।୨: ବାଲାକୋଟରେ ଭାରତ ପକ୍ଷରୁ କରାଯାଇଥିବା ଏୟାର ଷ୍ଟ୍ରାଇକ୍‌ରେ ୩୫୦ ଆତଙ୍କବାଦୀ ନିହତ ହେବାପରେ ଉତ୍ତେଜିତ ହୋଇପଡିଛି ପାକିସ୍ତାନ।

ନେପାଳରେ ବିମାନ ଦୁର୍ଘଟଣା: ପର୍ଯ୍ୟଟନ ମନ୍ତ୍ରୀଙ୍କ ସମେତ ୭ମୃତ

ନେପାଳରେ ବିମାନ ଦୁର୍ଘଟଣା: ପର୍ଯ୍ୟଟନ ମନ୍ତ୍ରୀଙ୍କ ସମେତ ୭ମୃତ

କାଠମାଣ୍ଡୁ, ୨୭।୨: ନେପାଳର ତେହାରଥୁମ ଜିଲାରେ ଏକ ହେଲିକପ୍ଟର ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ନେପାଳ ପର୍ଯ୍ୟଟନ ମନ୍ତ୍ରୀ ରବୀନ୍ଦ୍ର ଅଧିକାରୀଙ୍କ ସମେତ ୭ଜଣଙ୍କ ମୃତ୍ୟୁ ହୋଇଛି।

ଶେଷରେ ନରମିଲା ପାକିସ୍ତାନ: ଇମ୍ରାନ କହିଲେ ଲଢେଇରେ ସମାଧାନ ନାହିଁ, ଆମେ କଥାବାର୍ତ୍ତା ପାଇଁ ପ୍ରସ୍ତୁତ

ଶେଷରେ ନରମିଲା ପାକିସ୍ତାନ: ଇମ୍ରାନ କହିଲେ ଲଢେଇରେ ସମାଧାନ ନାହିଁ, ଆମେ କଥାବାର୍ତ୍ତା ପାଇଁ ପ୍ରସ୍ତୁତ

ଇସଲମାବାଦ, ୨୭।୨: ବୁଧବାର ସକାଳୁ ଭାରତ-ପାକ୍‌ ସୀମାରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହେବା ପରେ ପାକିସ୍ତାନ ନରମି ଯାଇଛି। 

ଭାରତୀୟ ପାଇଲଟଙ୍କୁ ବନ୍ଦୀ ଘଟଣା: ଭିଡିଓ ଜାରି କଲା ପାକିସ୍ତାନ

ଭାରତୀୟ ପାଇଲଟଙ୍କୁ ବନ୍ଦୀ ଘଟଣା: ଭିଡିଓ ଜାରି କଲା ପାକିସ୍ତାନ

ନୂଆଦିଲ୍ଲୀ/ଇସଲମାବାଦ, ୨୭।୨: ବାଲାକୋଟରେ ଭାରତର ଆତଙ୍କବାଦୀ ଦମନ ପରେ ଅଶାନ୍ତ ହୋଇପଡିଛି   ଭାରତ-ପାକ୍‌ ସୀମା। 

ଏବେ ଏକଘରିକିଆ ପାକିସ୍ତାନ: ମୁସଲିମ୍‌ ଦେଶଗୁଡିକ ବି ମୋଡିଲେ ମୁହଁ

ଏବେ ଏକଘରିକିଆ ପାକିସ୍ତାନ: ମୁସଲିମ୍‌ ଦେଶଗୁଡିକ ବି ମୋଡିଲେ ମୁହଁ

ଇସଲମାବାଦ/ନୂଆଦିଲ୍ଲୀ, ୨୭।୨: ବାଲାକୋଟରେ ଭାରତୀୟ ବାୟୁସେନା ପକ୍ଷରୁ  ଆତଙ୍କବାଦୀ ଶିବିରକୁ ଟାର୍ଗେଟ କରାଯାଇ ‘ଜୈଶ-ଇ-ମହମ୍ମଦ’(ଜେଇଏମ), ଲଶ୍କର-ଇ-ତୋଇବା(ଏଲଇଟି) ଓ ହିଜବୁଲ ମୁଜ୍ଜାହିଦ୍ଦୀନର ବହୁ ଶିବିର ଧ୍ୱଂସ ହୋଇଛି।

ପାକିସ୍ତାନର ମିଥ୍ୟା ପ୍ରଳାପ: ୨ ବାୟୁସେନା ବିମାନକୁ ଖସାଇଥିବା ଦାବି କଲା

ପାକିସ୍ତାନର ମିଥ୍ୟା ପ୍ରଳାପ: ୨ ବାୟୁସେନା ବିମାନକୁ ଖସାଇଥିବା ଦାବି କଲା

ନୂଆଦିଲ୍ଲୀ/ଇସଲାମାବାଦ୍‌,୨୭।୨: ଭାରତ-ପାକିସ୍ତାନ ସୀମାରେ ସୃଷ୍ଟି ହୋଇଛି ଉତ୍ତେଜନାମୂଳକ ସ୍ଥିତି। ତେବେ ପାକିସ୍ତାନ ୨ ଭାରତୀୟ ଯୁଦ୍ଧ ବିମାନକୁ ଖସାଇଥିବାନେଇ ଆରମ୍ଭ କରିଛି ମିଥ୍ୟା ପ୍ରଳାପ। 

ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣ ଘଟଣାରେ ଜୈଶ୍‌କୁ କଡ଼ା ଜବାବ୍‌ ଦେଇଛି ଭାରତ: ସୁଷମା ସ୍ବରାଜ

ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣ ଘଟଣାରେ ଜୈଶ୍‌କୁ କଡ଼ା ଜବାବ୍‌ ଦେଇଛି ଭାରତ: ସୁଷମା ସ୍ବରାଜ

ବେଜିଂ,୨୭।୨: ଭାରତ ପୁଲଓ୍ବାମା ଆତଙ୍କବାଦୀ ଘଟଣାରେ ଆବଶ୍ୟକ ପଦକ୍ଷେପ ନେଇଛି। ଏହା ଅନ୍ତର୍ଗତ ଜୈଶ୍‌-ଇ-ମହମ୍ମଦ ଆତଙ୍କବାଦୀ ଶିବିରକୁ ଧ୍ୱଂସ କରାଯାଇଛି ବୋଲି ବୈଦେଶିକ ବ୍ୟାପାରମନ୍ତ୍ରୀ ସୁଷମା ସ୍ବରାଜ ଚାଇନାର ବୁଜେନ୍‌ରେ ଏନେଇ ସୂଚନା ଦେଇଛନ୍ତି। 

ପାକିସ୍ତାନକୁ ତାଗିଦ୍‌ କଲା ଆମେରିକା

ପାକିସ୍ତାନକୁ ତାଗିଦ୍‌ କଲା ଆମେରିକା

ଓ୍ବାଶିଂଟନ,୨୭।୨: ଭାରତୀୟ ବାୟୁସେନା ଜୈଶ୍‌-ଇ-ମହମ୍ମଦ୍‌ ଆତଙ୍କବାଦୀ ଶିବିର ଉପରେ ବୋମାମାଡ଼ କରିବା ପରେ ଦୁଇଦେଶ ମଧ୍ୟରେ ସୃଷ୍ଟି ହୋଇଛି ଉତ୍ତେଜନା। ଏହି ମାମଲାରେ ଆମେରିକା ପାକିସ୍ତାନକୁ ତାଗିଦ୍‌ କରିଛି।

ଛାନିଆ ହେଲା ପାକିସ୍ତାନ: ଆତଙ୍କବାଦୀ ମସୁଦ ଅଜହର ସ୍ଥାନାନ୍ତର

ଛାନିଆ ହେଲା ପାକିସ୍ତାନ: ଆତଙ୍କବାଦୀ ମସୁଦ ଅଜହର ସ୍ଥାନାନ୍ତର

ଇସଲାମାବାଦ,୨୬।୨: ଜମ୍ମ-କଶ୍ମୀରର ପୁଲଓ୍ବାମାରେ ଆତଙ୍କବାଦୀ ଆକ୍ରମଣ ପରେ ଆରମ୍ଭ ହୋଇଛି ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧ ପରିସ୍ଥିତି। ଏହି ଆକ୍ରମଣରେ ପାକିସ୍ତାନ ଆତଙ୍କବାଦୀ ସଙ୍ଗଠନ ଜୈଶ-ଇ- ମହମ୍ମଦ ସମ୍ପୃକ୍ତ ଥିବା ଜଣାପଡିବା ପରେ ପାକିସ୍ତାନ ପ୍ରତି ଆହୁରି କଠୋର ହୋଇଛି ଭାରତ।

ଜାପାନକୁ ସାହାଯ୍ୟ ମାଗିଲା ପାକିସ୍ତାନ

ଜାପାନକୁ ସାହାଯ୍ୟ ମାଗିଲା ପାକିସ୍ତାନ

ଇସଲାମାବାଦ,୨୬।୨: ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣ ପରେ ଭାରତ-ପାକିସ୍ତାନ ମଧ୍ୟରେ ବଢିଛି ଦୂରତା। ଗୋଟିଏ ପଟେ ପାକିସ୍ତାନ ଆତଙ୍କବାଦୀ ସୃଷ୍ଟି କରୁଥିବା ବେଳେ ଅନ୍ୟପଟେ ଭାରତ ଏହାକୁ ବିଲୋପ କରିବାକୁ ପ୍ରସ୍ତୁତ ହେଉଛି। 

୨୧ ମିନିଟ୍‌ର ଏୟାର ଷ୍ଟ୍ରାଇକ୍‌: ୩ଶହ ଆତଙ୍କବାଦୀ ମୃତ

୨୧ ମିନିଟ୍‌ର ଏୟାର ଷ୍ଟ୍ରାଇକ୍‌: ୩ଶହ ଆତଙ୍କବାଦୀ ମୃତ

ଶ୍ରୀନଗର/ଇସଲାମାବାଦ୍‌ ୨୬।୨: ଭାରତୀୟ ବାୟୁସେନା ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେଇଛି। 

ଏହି ତାଲିକାରେ ଶ୍ରୀଲଙ୍କା, ବାଂଲାଦେଶ ଓ ନେପାଳଠାରୁ ବି ପଛରେ ଭାରତ

ଏହି ତାଲିକାରେ ଶ୍ରୀଲଙ୍କା, ବାଂଲାଦେଶ ଓ ନେପାଳଠାରୁ ବି ପଛରେ ଭାରତ

ନ୍ୟୁୟର୍କ, ୨୬।୨: କୁହାଯାଏ, ସୁସ୍ଥ ସ୍ବାସ୍ଥ୍ୟ ଓ ପରିବେଶ ଏକ ସୁନ୍ଦର ଦେଶ ଗଢି ତୋଳିବାରେ ସହାୟକ ହୋଇଥାଏ। 

ମାଲେକ, କୋଲ୍‌ମ୍ୟାନ୍‌ ବେଷ୍ଟ ଆକ୍ଟର-ଆକ୍ଟ୍ରେସ୍‌

ମାଲେକ, କୋଲ୍‌ମ୍ୟାନ୍‌ ବେଷ୍ଟ ଆକ୍ଟର-ଆକ୍ଟ୍ରେସ୍‌

ଲସ୍‌ ଏଞ୍ଜେଲସ୍‌ :୯୧ତମ ଓସ୍କାର୍ସ ଏକାଡେମୀ ଆଓ୍ବାର୍ଡସ ଉତ୍ସବରେ ରାମି ମାଲେକ ବେଷ୍ଟ ଆକ୍ଟର ଏବଂ ଅଲିଭିଆ କୋଲମ୍ୟାନ୍‌ ବେଷ୍ଟ ଆକ୍ଟ୍ରେସ୍‌ ଭାବେ ଓସ୍କାର ଆଓ୍ବାର୍ଡ ଜିତିପାରିଛନ୍ତି।

ପୁଲଓ୍ବାମା ପ୍ରତିଶୋଧ: ଜୈଶ୍‌ ଆତଙ୍କବାଦୀ ଶିବିରରେ ହଜାରେ କିଗ୍ରା ବୋମା ମାଡ଼ କଲା ଭାରତୀୟ ବାୟୁସେନା

ପୁଲଓ୍ବାମା ପ୍ରତିଶୋଧ: ଜୈଶ୍‌ ଆତଙ୍କବାଦୀ ଶିବିରରେ ହଜାରେ କିଗ୍ରା ବୋମା ମାଡ଼ କଲା ଭାରତୀୟ ବାୟୁସେନା

ଶ୍ରୀନଗର/ଇସଲାମାବାଦ୍‌,୨୬।୨: ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେଇଛି ଭାରତ। ମଙ୍ଗଳବାର ଭୋର୍‌ ୩ଟା ୩୦ରେ ଭାରତୀୟ ବାୟୁସେନାର ୧୨ ମିରାଜ୍‌-୨୦୦୦ ଯୁଦ୍ଧବିମାନ ନିୟନ୍ତ୍ରଣ ରେଖା ଅତିକ୍ରମ କରି ଜୈଶ୍‌-ଇ-ମହମ୍ମଦ୍‌ ଆତଙ୍କବାଦୀ ଶିବିରରେ ହଜାରେ କିଗ୍ରା ବୋମା ମାଡ଼ କରିଛି। 

ନରମିଲା ଇମ୍ରାନଙ୍କ ସ୍ବର

ନରମିଲା ଇମ୍ରାନଙ୍କ ସ୍ବର

ଇସ୍‌ଲାମାବାଦ,୨୬।୨(ପି.ଟି.):ପୁଲ୍‌ଓ୍ବାମା ଆକ୍ରମଣ ପରେ ଭାରତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ଏହାର ଠିକଣା ଜବାବ ଦିଆଯିବ ବୋଲି କହିଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ସ୍ବର ବଦଳିଯାଇଛି। 

ଯୁଦ୍ଧ ଆଶଙ୍କାରେ ପାକିସ୍ତାନ ଭୟଭୀତ: ସୀମାରେ ଜଙ୍ଗଲ ଓ ବଙ୍କର ସଫା କାର୍ଯ୍ୟ ଆରମ୍ଭ

ଯୁଦ୍ଧ ଆଶଙ୍କାରେ ପାକିସ୍ତାନ ଭୟଭୀତ: ସୀମାରେ ଜଙ୍ଗଲ ଓ ବଙ୍କର ସଫା କାର୍ଯ୍ୟ ଆରମ୍ଭ

ଗୁରୁଦାସପୁର/ଇସଲାମାବାଦ୍‌,୨୫।୨: ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ପଞ୍ଜାବର ଭାରତ-ପାକିସ୍ତାନ ସୀମାବର୍ତ୍ତୀ ଅଞ୍ଚଳରେ ଜଙ୍ଗଲ ସଫା କାର୍ଯ୍ୟ ଜୋରସୋର ଆରମ୍ଭ ହୋଇଛି। ଏଠାର ଥିବା ବଙ୍କର ଗୁଡ଼ିକୁ ମଧ୍ୟ ସୀମା ସୁରକ୍ଷା ବଳ କର୍ମଚାରୀଙ୍କ ପକ୍ଷରୁ ସଫା କରାଯାଉଛି। 

ଆମଜନ୍‌ ଜଙ୍ଗଲରେ ମିଳିଲା ୩୬ଫୁଟ ହ୍ବେଲର ମୃତଦେହ

ଆମଜନ୍‌ ଜଙ୍ଗଲରେ ମିଳିଲା ୩୬ଫୁଟ ହ୍ବେଲର ମୃତଦେହ

ବ୍ରାସିଲିଆ,୨୫।୨: ଆମଜନ୍‌ ଜଙ୍ଗଲରେ ଏକ ୩୬ଫୁଟ ହ୍ବେଲର ମୃତଦେହ ମିଳିବା ପରେ ବନ୍ୟଜନ୍ତୁ ଗବେଷକଙ୍କୁ ଏହା ଚିନ୍ତାରେ ପକାଇ ଦେଇଛି। ଏହା ବ୍ରାଜିଲିୟନ ଦ୍ୱିପର ମାରାଜୋରେ ଆମାଜନ ନଦୀ ମୁହାଣ ନିକଟରେ ମିଳିଛି। 

ପାକିସ୍ତାନ ଗୋଟିଏ ପରମାଣୁ ବୋମା ପକାଇଲେ ଭାରତ ପକାଇବ ୨୦: ମୁଶରଫ

ପାକିସ୍ତାନ ଗୋଟିଏ ପରମାଣୁ ବୋମା ପକାଇଲେ ଭାରତ ପକାଇବ ୨୦: ମୁଶରଫ

ଇସଲାମାବାଦ,୨୫।୨: ବେଳକୁ ବେଳ ଭାରତ ପାକିସ୍ତାନ ମଧ୍ୟରେ ଶତ୍ରୁତା ବଢିବାରେ ଲାଗିଛି। ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁଶରଫ କହିଛନ୍ତି, ପାକିସ୍ତାନ ଯଦି ଗୋଟିଏ ପରମାଣୁ ବୋମା ଭାରତ ଉପରେ ପକାଏ ତେବେ ଭାରତ ୨୦ଟି ପରମାଣୁ ବୋମା ପକାଇ ପାକିସ୍ତାନକୁ ଧ୍ୱଂସ କରିଦେବ। 

ଭାରତୀୟ ଲଘୁ ଫିଲ୍ମ ‘ପିରିୟଡସ୍‌: ଦି ଏଣ୍ଡ ଅଫ୍‌ ସେଣ୍ଟେନ୍ସ’ ହାତେଇଲା ଓସ୍କାର

ଭାରତୀୟ ଲଘୁ ଫିଲ୍ମ ‘ପିରିୟଡସ୍‌: ଦି ଏଣ୍ଡ ଅଫ୍‌ ସେଣ୍ଟେନ୍ସ’ ହାତେଇଲା ଓସ୍କାର

ନୂଆଦିଲ୍ଲୀ/ ଡାଲ୍‌ବି, ୨୫।୨: ଭାରତୀୟ ଲଘୁ ଫିଲ୍ମ ‘ପିରିୟଡସ୍‌: ଦି ଏଣ୍ଡ ଅଫ୍‌ ସେଣ୍ଟେନ୍ସ’କୁ ମିଳିଛି ଓସ୍କାର ସମ୍ମାନ। ଫିଲ୍ମର କାହାଣୀ ଉତ୍ତରପ୍ରଦେଶ ହାପୁଡ ଜିଲା କାଠି ଖେଡ଼ା ଗାଁର ଯୁବତୀ ସ୍ନେହ ଉପରେ ଦୃଶ୍ୟାଙ୍କନ କରାଯାଇଛି।