ଅନ୍ତର୍ଜାତୀୟ

ନୋବେଲ ଶାନ୍ତି ପୁରସ୍କାର ପାଇଁ ମୋର ଯୋଗ୍ୟତା ନାହିଁ: ଇମ୍ରାନ୍‌

ନୋବେଲ ଶାନ୍ତି ପୁରସ୍କାର ପାଇଁ ମୋର ଯୋଗ୍ୟତା ନାହିଁ: ଇମ୍ରାନ୍‌

ଇସ୍‌ଲାମାବାଦ,୪।୩: ପାକିସ୍ତାନ ଭାରତୀୟ ବାୟୁସେନାର ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ଭାରତକୁ ସମର୍ପଣ କରିବା ପରେ ନାନା କଥା ଶୁଣିବାକୁ ମିଳିଥିଲା। ଆଲୋଚନା ହେଲା କି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ ଶାନ୍ତି ପ୍ରତିଷ୍ଠା ପାଇଁ ଅଭିନନ୍ଦନଙ୍କୁ ଶୀଘ୍ର ଛାଡି ଦେଇଛନ୍ତି।

ଭାରତ-ପାକିସ୍ତାନକୁ ନେଇ ବ୍ୟଙ୍ଗ କରି ଫସିଗଲେ ବିଦେଶୀ କଳାକାର

ଭାରତ-ପାକିସ୍ତାନକୁ ନେଇ ବ୍ୟଙ୍ଗ କରି ଫସିଗଲେ ବିଦେଶୀ କଳାକାର

ନୂଆଦିଲ୍ଲୀ/କେପ୍‌ଟାଉନ,୪।୩: ଦକ୍ଷିଣ ଆଫ୍ରିକାର ବ୍ୟଙ୍ଗ କଳାକାର ତଥା ହୋଷ୍ଟ ଟ୍ରେଭର ନୋହ କିଛିଦିନ ତଳେ ଭାରତ-ପାକିସ୍ତାନ ଯୁଦ୍ଧ ପରିସ୍ଥିତିକୁ ନେଇ ତାଙ୍କ ଶୋ’ ମାଧ୍ୟମରେ ମଜାକ୍‌ ଉଡାଇଥିଲେ। 

ଆଝାର ବାହାଓ୍ବଲପୁର ଜୈଶ୍‌ ଶିବିରକୁ  ସ୍ଥାନାନ୍ତର

ଆଝାର ବାହାଓ୍ବଲପୁର ଜୈଶ୍‌ ଶିବିରକୁ ସ୍ଥାନାନ୍ତର

ନୂଆଦିଲ୍ଲୀ/ଇସଲାମାବାଦ୍‌, ୪।୩ : ଆତଙ୍କବାଦୀ ସଂଗଠନ ଜୈଶ୍‌-ଇ-ମହମ୍ମଦ ମୁଖ୍ୟ ମାସୁଦ୍‌ ଆଝାରଙ୍କ ମୃତ୍ୟୁ ନେଇ ଜାରି ରହିଛି ନାନା ଚର୍ଚ୍ଚା। ତେବେ ଆଝାରଙ୍କୁ ରାଓ୍ବଲପିଣ୍ଡି ଆର୍ମି ହସ୍ପିଟାଲରୁ ବାହାଓ୍ବଲପୁରର ବୋଥ୍‌ ଘାନୀ ସ୍ଥିତ ଜୈଶ୍‌ ଶିବିରକୁ ସ୍ଥାନାନ୍ତର କରାଯାଇଥିବା କୁହାଯାଉଛି।

ଭାଇରାଲ: ଜୈଶ-ଇ-ମହମ୍ମଦ ଆତଙ୍କବାଦୀ ସଙ୍ଗଠନ ମୁଖ୍ୟ ମାସୁଦ ଆଝାର ମୃତ

ଭାଇରାଲ: ଜୈଶ-ଇ-ମହମ୍ମଦ ଆତଙ୍କବାଦୀ ସଙ୍ଗଠନ ମୁଖ୍ୟ ମାସୁଦ ଆଝାର ମୃତ

ନୂଆଦିଲ୍ଲୀ,୩।୩: ଜୈଶ-ଇ-ମହମ୍ମଦ ଆତଙ୍କବାଦୀ ସଙ୍ଗଠନର ମୁଖ୍ୟ ମସୁଦ ଆଝାରଙ୍କ ମୃତ୍ୟୁ ଘଟିଥିବା ଖବର ସୋସିଆଲ ମିଡିଆରେ ଭାଇରାଲ ହେଉଛି। ମାର୍ଚ୍ଚ ୨ ଅର୍ଥାତ୍‌ ଶନିବାର ପାକିସ୍ତାନ ସେନାର ଇସଲାମାବାଦ୍‌ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି। ତେବେ ଏହି ସଙ୍କ୍ରାନ୍ତରେ ବିଧିବଦ୍ଧ ଭାବେ ପାକିସ୍ତାନ ତରଫରୁ କୌଣସି ଘୋଷଣା କରାଯାଇନାହିଁ। ଏଥିସହ ତାଙ୍କର ସଂଗଠନ ତରଫରୁ ମଧ୍ୟ ଏ ନେଇ କୌଣସି ତଥ୍ୟ ପ୍ରକାଶ କରାଯାଇନାହିଁ। ଏଣୁ ଖବର ସତ୍ୟ ଅଥବା ମିଥ୍ୟା ତାହା ସ୍ପଷ୍ଟ ହୋଇନାହିଁ। 

ଧୀରେ ଧୀରେ ମାନୁଛି ପାକିସ୍ତାନ

ଧୀରେ ଧୀରେ ମାନୁଛି ପାକିସ୍ତାନ

ନୂଆଦିଲ୍ଲୀ/ଇସଲାମାବାଦ,୩।୩: ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେବାକୁ ଭାରତ ପକ୍ଷରୁ ଯେଉଁ ବିମାନ ଆକ୍ରମଣ କରାଗଲା ସେଥିରେ ଜୈଶ-ଇ-ଅହମ୍ମଦ ଆତଙ୍କବାଦୀ ସଙ୍ଗଠନର ଅନେକ କ୍ୟାମ୍ପ ନଷ୍ଟ ହୋଇଛି।

ପୁଣି ଥରେ ଦୌଡିବ ସମଝୌତା ଏକ୍ସପ୍ରେସ୍‌

ପୁଣି ଥରେ ଦୌଡିବ ସମଝୌତା ଏକ୍ସପ୍ରେସ୍‌

ନୂଆଦିଲ୍ଲୀ/ଇସଲାମାବାଦ,୩।୩: ଭାରତ-ପାକିସ୍ତାନ ମଧ୍ୟରେ ହୋଇଥିବା ଉତ୍ତେଜନା ପରେ ଉଭୟ ପଟରୁ ସମଝୌତା ଏକ୍ସପ୍ରେସକୁ ରଦ୍ଦ କରି ଦିଆଯାଇଥିଲା। ତେବେ ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ପାକିସ୍ତାନ ଛାଡି ଦେବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ସାମାନ୍ୟ କମ୍‌ ହୋଇଥିବା ଲକ୍ଷ୍ୟ କରାଯାଇଛି। 

ତାଲିବାନ ଆକ୍ରମଣରେ ୨୩ ଆଫଗାନୀସ୍ତାନ ସୁରକ୍ଷାକର୍ମୀ ନିହତ

ତାଲିବାନ ଆକ୍ରମଣରେ ୨୩ ଆଫଗାନୀସ୍ତାନ ସୁରକ୍ଷାକର୍ମୀ ନିହତ

କାବୁଲ,୩।୩ : ଆଫଗାନୀସ୍ତାନରେ ତାଲିବାନ୍‌ ଆତଙ୍କବାଦୀ ଆକ୍ରମଣରେ ୨୩ ସୁରକ୍ଷାକର୍ମୀ ନିହତ ହୋଇଛନ୍ତି। ଦକ୍ଷିଣପୂର୍ବ ଆଫଗାନୀସ୍ତାନର ହେଲମାଣ୍ଡ ପ୍ରଦେଶରେ ଘଟିଛି ଏହି ଅଭାବନୀୟ ଘଟଣା।

ଏଫ୍‌-୧୬ର ଅପବ୍ୟବହାର

ଏଫ୍‌-୧୬ର ଅପବ୍ୟବହାର

ଓ୍ବାଶିଂଟନ,୩।୩(ପି.ଟି.)- ଆମେରିକା ନିର୍ମିତ ଯୁଦ୍ଧବିମାନ ଏଫ-୧୬ର ବ୍ୟବହାର ଚୁକ୍ତିନାମାକୁ ପାକିସ୍ତାନ ଉଲ୍ଲଂଘନ କରି ଭାରତ ବିରୋଧରେ ଏହାର ଅପବ୍ୟବହାର କରିଛି। ଏଥିପାଇଁ ଆମେରିକା ଇସ୍‌ଲାମାବାଦକୁ ଅଧିକ ତଥ୍ୟ ମାଗିଛି। 

ଭାରତ-ପାକିସ୍ତାନ ମଧ୍ୟରେ ମଧ୍ୟସ୍ଥତା କରିବାକୁ ଚାହୁଁଛି ରୁଷ

ଭାରତ-ପାକିସ୍ତାନ ମଧ୍ୟରେ ମଧ୍ୟସ୍ଥତା କରିବାକୁ ଚାହୁଁଛି ରୁଷ

ନୂଆଦିଲ୍ଲୀ/ମସ୍କୋ,୨।୩: ଭାରତ ପାକିସ୍ତାନ ମଧ୍ୟରେ ଆରମ୍ଭ ହୋଇଥିବା ଉତ୍ତେଜନା ପରିସ୍ଥିତିକୁ ନେଇ ରୁଷ ଉଭୟଙ୍କ ମଧ୍ୟରେ ଶାନ୍ତି ପ୍ରତିଷ୍ଠା କରିବାକୁ ନେଇ କଥା ହେବାକୁ ଚାହୁଁଛି। 

ଜାପାନରେ ୬.୦ ତୀବ୍ରତାର ଭୂକମ୍ପ

ଜାପାନରେ ୬.୦ ତୀବ୍ରତାର ଭୂକମ୍ପ

ଟୋକିଓ,୨।୩: ଜାପାନର ଉତ୍ତରରେ ଥିବା ହାକ୍କାଇଡୋ ଦ୍ୱୀପରେ ଶନିବାର ୬.୦ ତୀବ୍ରତାର ଏକ ଭୂକମ୍ପ ଅନୁଭୂତ ହୋଇଛି। ଆମେରିକା ଭୂତତ୍ତ୍ୱ ସର୍ବେକ୍ଷଣ ସଂସ୍ଥାର ସୂଚନା ଅନୁଯାୟୀ ଏହାର କେନ୍ଦ୍ରସ୍ଥଳ ହାକ୍କାଇଡୋର ଦକ୍ଷିଣ-ପୂର୍ବରେ ଥିବା ନିମୁରୋ ସହରର ୧୯୧ କିଲୋମିଟର ଦୂରରେ ରହିଥିଲା। 

ଓ୍ବାଘା ସୀମା ପର୍ଯ୍ୟନ୍ତ ଅଭିନନ୍ଦନଙ୍କ ସହ ଆସିଥିବା ମହିଳା କିଏ

ଓ୍ବାଘା ସୀମା ପର୍ଯ୍ୟନ୍ତ ଅଭିନନ୍ଦନଙ୍କ ସହ ଆସିଥିବା ମହିଳା କିଏ

ନୂଆଦିଲ୍ଲୀ/ଇସଲାମାବାଦ,୨।୩: ପାକିସ୍ତାନ କବଜାରେ ଥିବା ଭାରତୀୟ ବାୟୁ ସେନାର ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଥମାନ ଶୁକ୍ରବାର ଭାରତ ଫେରିଛନ୍ତି। ହେଲେ ଏପର୍ଯ୍ୟନ୍ତ ତାଙ୍କୁ ନେଇ ଆଲୋଚନା ଥମୁନାହିଁ। 

ପୁଲଓ୍ବାମା ଆକ୍ରମଣରେ ଜୈଶ ଆତଙ୍କବାଦୀ ସଙ୍ଗଠନର ହାତ ନାହିଁ କହିଲା ପାକିସ୍ତାନ

ପୁଲଓ୍ବାମା ଆକ୍ରମଣରେ ଜୈଶ ଆତଙ୍କବାଦୀ ସଙ୍ଗଠନର ହାତ ନାହିଁ କହିଲା ପାକିସ୍ତାନ

ଇସଲାମାବାଦ,୨।୩: ପୁଣିଥରେ ପଦାରେ ପଡିଛି ପାକିସ୍ତାନର ଅସଲ ଚେହେରା। ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବାର ଆଉ ଏକ ଉଦାହରଣ ଦେଖିବାକୁ ମିଳିଛି। ଜମ୍ମୁ-କଶ୍ମୀରର ପୁଲଓ୍ବାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଜୈଶ-ଇ-ମହମ୍ମଦର ହାତ ନ ଥିବା କହିଛି ପାକିସ୍ତାନ।

ଯୁଦ୍ଧବନ୍ଦୀ ଘୋଷଣା କଲା ପାକ୍‌

ଯୁଦ୍ଧବନ୍ଦୀ ଘୋଷଣା କଲା ପାକ୍‌

ଇସ୍‌ଲାମାବାଦ୍‌,୨।୩(ପି.ଟି.): ପାକିସ୍ତାନ ବୈଦେଶିକ ଦପ୍ତର ଶୁକ୍ରବାର ଭାରତୀୟ ବାୟୁସେନା ଓ୍ବିଙ୍ଗ୍‌ କମାଣ୍ଡର ଅଭିନନ୍ଦନ ବର୍ଥମାନଙ୍କୁ ସ୍ବଦେଶ ଫେରାଇ ଦେଇଥିଲେ ହେଁ ତାଙ୍କୁ ‘ଯୁଦ୍ଧ ବନ୍ଦୀ’ ଘୋଷଣା କରିଛି। 

ଲାହୋରରେ ଅଟକି ରହିଛନ୍ତି ୩୦ରୁ ଊର୍ଦ୍ଧ୍ୱ ଭାରତୀୟ

ଲାହୋରରେ ଅଟକି ରହିଛନ୍ତି ୩୦ରୁ ଊର୍ଦ୍ଧ୍ୱ ଭାରତୀୟ

ନୂଆଦିଲ୍ଲୀ/ଲାହୋର,୧।୩: ଭାରତ-ପାକିସ୍ତାନ ମଧ୍ୟରେ ଉପୁଜିଥିବା ଉତ୍ତେଜନା ଫଳରେ ପାକିସ୍ତାନ ସମଝୌତା ଏକ୍ସପ୍ରେସ୍‌ ଟ୍ରେନକୁ ରଦ୍ଧ କରି ଦେଇଛି। 

ସ୍ତ୍ରୀଙ୍କ ଚିନ୍ତାଧାରା ବୁଝିବା ପାଇଁ ଆପ୍‌ ତିଆରି କଲା କମ୍ପାନୀ

ସ୍ତ୍ରୀଙ୍କ ଚିନ୍ତାଧାରା ବୁଝିବା ପାଇଁ ଆପ୍‌ ତିଆରି କଲା କମ୍ପାନୀ

ଟୋକିଓ,୧।୩ : ଜାପାନର ଏକ କମ୍ପାନୀ ସ୍ତ୍ରୀଙ୍କ ଚିନ୍ତାଧାରା ବୁଝିବା ପାଇଁ ତିଆରି କରିଛି ଏକ ଆପ୍‌। ସ୍ତ୍ରୀଙ୍କ ବ୍ୟବହାର ବୁଝିବା ଲାଗି ଏହି ଆପ୍‌ ତିଆରି ହୋଇଥିବା କୁହାଯାଉଛି। 

ଓସାମା ବିନ ଲାଡେନ ପୁଅ ନଁ।ରେ ପୁରସ୍କାର ରାଶି ଘୋଷଣା

ଓସାମା ବିନ ଲାଡେନ ପୁଅ ନଁ।ରେ ପୁରସ୍କାର ରାଶି ଘୋଷଣା

ନ୍ୟୁୟର୍କ, ୧।୩: ଅନ୍ତର୍ଜାତୀୟ ଆତଙ୍କବାଦୀ ସଙ୍ଗଠନ ଅଲକାଏଦାର ଦୁର୍ଦ୍ଦାନ୍ତ ଅପରାଧୀ ଓସାମା ବିନ ଲାଦେନର ପୁଅ ହମଜା ବିନ ଲାଦେନ ଉପରେ ପୁରସ୍କାର ରାଶି ଘୋଷଣା। ହମଜା ବିନ ଲାଦେନର ଠିକଣା କହିଲେ ସୂଚନାକାରୀକୁ ମିଳିବ ୧ ମିଲିୟନ ଡଲାର ପୁରସ୍କାର । 

ପାକିସ୍ତାନ ହସ୍ପିଟାଲରେ ମରଣାନ୍ତକ ରୋଗ ଶଯ୍ୟାରେ ଅଝହର

ପାକିସ୍ତାନ ହସ୍ପିଟାଲରେ ମରଣାନ୍ତକ ରୋଗ ଶଯ୍ୟାରେ ଅଝହର

ଇସଲାମାବାଦ୍‌,୧।୩ : ମୋଷ୍ଟ ଓ୍ବାଣ୍ଟେଡ୍‌ ଆତଙ୍କବାଦୀ ଜୈଶ୍‌-ଇ-ମହମ୍ମଦ ମୁଖ୍ୟ ମସୁଦ୍‌ ଅଝହର ପାକିସ୍ତାନର ହସ୍ପିଟାଲରେ ମରଣାନ୍ତକ ରୋଗରେ ଚିକିତ୍ସାଧୀନ ରହିଛନ୍ତି। ଏନେଇ ପାକିସ୍ତାନ ବିଦେଶମନ୍ତ୍ରୀ ଶାହ ମହମ୍ମୁଦ୍‌ କୁରେସୀ ଦେଇଛନ୍ତି ସୂଚନା। 

ଅଭିନନ୍ଦନଙ୍କୁ ପାଛୋଟି ଆଣିବ ବାୟୁସେନା: ୱାଘା ସୀମା ଯିବେ ଅଧିକାରୀ

ଅଭିନନ୍ଦନଙ୍କୁ ପାଛୋଟି ଆଣିବ ବାୟୁସେନା: ୱାଘା ସୀମା ଯିବେ ଅଧିକାରୀ

ନୂଆଦିଲ୍ଲୀ/ଇସଲାମାବାଦ୍‌,୧।୩ : ପାକିସ୍ତାନ ଭାରତୀୟ ବାୟୁସେନାର ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଥମାନଙ୍କୁ ଛାଡିବାକୁ ଘୋଷଣା କରିଛି। ତାଙ୍କୁ ଓ୍ବାଘା ସୀମାରେ ପାକିସ୍ତାନ ସୈନ୍ୟ ବାହିନୀ ଆଣି ଛାଡ଼ିବାର ଯୋଜନା ରହିଛି।

ମୋଦିଙ୍କ ସହ ଫୋନରେ କଥା ହେବାକୁ ଚାହୁଁଛନ୍ତି ଇମ୍ରାନ୍‌

ମୋଦିଙ୍କ ସହ ଫୋନରେ କଥା ହେବାକୁ ଚାହୁଁଛନ୍ତି ଇମ୍ରାନ୍‌

ନୂଆଦିଲ୍ଲୀ/ଇସ୍‌ଲାମାବାଦ,୨୮।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଏବେ ଫୋନରେ କଥା ହେବାକୁ ଚାହୁଁଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ। 

ଭାରତ-ପାକିସ୍ତାନ ଯୁଦ୍ଧ ହେଲେ ଏକ ସପ୍ତାହରେ ୨ କୋଟି ୧୦ ଲକ୍ଷ ଲୋକଙ୍କ ଘଟିବ ମୃତ୍ୟୁ!

ଭାରତ-ପାକିସ୍ତାନ ଯୁଦ୍ଧ ହେଲେ ଏକ ସପ୍ତାହରେ ୨ କୋଟି ୧୦ ଲକ୍ଷ ଲୋକଙ୍କ ଘଟିବ ମୃତ୍ୟୁ!

ନୂଆଦିଲ୍ଲୀ/ଇସଲାମାବାଦ୍‌,୨୮।୨: ଭାରତ-ପାକିସ୍ତାନ ସୀମାରେ ସୃଷ୍ଟି ହୋଇଛି ଉତ୍ତେଜନାମୂଳକ ସ୍ଥିତି। ଏହାକୁ ଦୃଷ୍ଟିରେ ରଖି ଜାତିସଂଘ ପକ୍ଷରୁ ଦୁଇଦେଶଙ୍କୁ ସଞ୍ଜମତା ଆଚରଣ ପ୍ରଦର୍ଶନ ପାଇଁ କୁହାଯାଇଛି। 

ଉତ୍ତର କୋରିଆ ଆଉ କରିବନି ପରମାଣୁ ପରୀକ୍ଷା

ଉତ୍ତର କୋରିଆ ଆଉ କରିବନି ପରମାଣୁ ପରୀକ୍ଷା

ହାନୋଇ,୨୮।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଉତ୍ତର କୋରିଆ ମୁଖ୍ୟ କିମ୍‌ ଜଙ୍ଗ ଉନ୍‌ଙ୍କ ମଧ୍ୟରେ ହୋଇଥିବା ସାକ୍ଷାତ୍‌କାରରେ ଏକ ବଡ ନିଷ୍ପତ୍ତି ନିଆଯାଇଛି। 

୨୬୮ ଗ୍ରାମ୍‌ ଓଜନ ନବଜାତକକୁ ନୂଆ ଜୀବନ ଦେଲେ ଡାକ୍ତର

୨୬୮ ଗ୍ରାମ୍‌ ଓଜନ ନବଜାତକକୁ ନୂଆ ଜୀବନ ଦେଲେ ଡାକ୍ତର

ଟୋକିଓ,୨୮।୨: ଜାପାନର ଏକ ଡାକ୍ତରୀ ଦଳ ୨୬୮ ଗ୍ରାମ୍‌ ଓଜନ ନବଜାତକକୁ ଦେଇଛନ୍ତି ନୂଆ ଜୀବନ। ମାତୃ ଗର୍ଭରେ ୨୪ ସପ୍ତାହର ହୋଇଥିବା ସମୟରେ ଏହାର ବିକାଶ ସମ୍ଭବ ହୋଇପାରି ନ ଥିଲା।

ସମଝୌତା ଏକ୍ସପ୍ରେସକୁ ରଦ୍ଦ କଲା ପାକିସ୍ତାନ

ସମଝୌତା ଏକ୍ସପ୍ରେସକୁ ରଦ୍ଦ କଲା ପାକିସ୍ତାନ

ଇସ୍‌ଲାମାବାଦ,୨୮।୨: ଭାରତ-ପାକିସ୍ତାନ ମଧ୍ୟରେ ଆରମ୍ଭ ହୋଇଛି ଯୁଦ୍ଧ ପରିସ୍ଥିତି। ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣରୁ ଆରମ୍ଭ ହୋଇଥିବା ଏହି ପରିସ୍ଥିତି ସମୟକ୍ରମେ ଉଗ୍ର ରୂପ ଧାରଣ କଲାଣି।

ଭାରତ ସାଥିରେ ଆମେରିକା, ବ୍ରିଟେନ୍‌, ଫ୍ରାନ୍ସ: ଅଝହରଙ୍କୁ ବ୍ଲାକ୍‌ ଲିଷ୍ଟ୍‌ ପ୍ରସ୍ତାବ

ଭାରତ ସାଥିରେ ଆମେରିକା, ବ୍ରିଟେନ୍‌, ଫ୍ରାନ୍ସ: ଅଝହରଙ୍କୁ ବ୍ଲାକ୍‌ ଲିଷ୍ଟ୍‌ ପ୍ରସ୍ତାବ

ନୂଆଦିଲ୍ଲୀ/ଜେନେଭା,୨୮।୨: ଜୈଶ୍‌-ଇ-ମହମ୍ମଦ ଆତଙ୍କବାଦୀ ମାସୁଦ୍‌ ଅଝହରଙ୍କୁ ଜାତିସଂଘରେ ବିଶ୍ୱ ଆତଙ୍କବାଦୀ  ଘୋଷଣା କରିବା ପାଇଁ ଭାରତର ପ୍ରସ୍ତାବକୁ ମିଳିଛି ସହାୟତା।