ଅନ୍ତର୍ଜାତୀୟ

ଜୁକରବର୍ଗଙ୍କ ସୁରକ୍ଷା: ଫେସବୁକ୍‌ ଅଫିସ୍‌ରେ ଗୁପ୍ତ ସୁଡ଼ଙ୍ଗ!

ଜୁକରବର୍ଗଙ୍କ ସୁରକ୍ଷା: ଫେସବୁକ୍‌ ଅଫିସ୍‌ରେ ଗୁପ୍ତ ସୁଡ଼ଙ୍ଗ!

ନୂଆଦିଲ୍ଲୀ/ଓ୍ବାଶିଂଟନ, ୧୦।୩ : ଫେସ୍‌ବୁକ୍‌ ଅଫିସ୍‌ରେ ରହିଛି ଗୁପ୍ତ ସୁଡ଼ଙ୍ଗ। ଶୁଣିଲେ ଆଶ୍ଚର୍ଯ୍ୟ ଲାଗିଲେ  ବି ସତ। ଫେସବୁକ୍‌ ମୁଖ୍ୟ ଜୁକରବର୍ଗଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କରାଯାଇଛି ଏପରି ବ୍ୟବସ୍ଥା। 

ଜଳବାୟୁ ପରିବର୍ତ୍ତନ: ଉତ୍ତରଗୋଲାର୍ଦ୍ଧରେ ଖରାଦିନେ ଆସିବ ଝଡ଼ତୋଫାନ;ନିସ୍ତାର ପାଇବନି ଭାରତ

ଜଳବାୟୁ ପରିବର୍ତ୍ତନ: ଉତ୍ତରଗୋଲାର୍ଦ୍ଧରେ ଖରାଦିନେ ଆସିବ ଝଡ଼ତୋଫାନ;ନିସ୍ତାର ପାଇବନି ଭାରତ

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୦।୩ : ଜଳବାୟୁ ପରିବର୍ତ୍ତନର ପ୍ରଭାବ ସମଗ୍ର ପୃଥିବୀରେ ପଡ଼ିବାକୁ ଆରମ୍ଭ କରିଛି। ଏହାଯୋଗୁ ଉତ୍ତରଗୋଲାର୍ଦ୍ଧରେ ଖରାଦିନେ ଭୟଙ୍କର ଝଡ଼ତୋଫାନ ସୃଷ୍ଟି ହେବାର ରହିଛି ଆଶଙ୍କା। 

କଲମ୍ବିଆ ବିମାନ ଦୁର୍ଘଟଣା: ୧୨ ମୃତ

କଲମ୍ବିଆ ବିମାନ ଦୁର୍ଘଟଣା: ୧୨ ମୃତ

ବୋଗୋଟା,୧୦।୩: କଲମ୍ବିଆର ଏକ ବିମାନ ଶନିବାର ସାନ୍‌ ଜୋସେ ଡେଲ୍‌ ଗ୍ବାଭିଏରାରୁ ଭିଲାଭେସେନ୍‌ସିଓ ଯାଉଥିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଛି।

ବୋଟ୍‌ ଦୁର୍ଘଟଣା: ୮୭ ଆହତ

ବୋଟ୍‌ ଦୁର୍ଘଟଣା: ୮୭ ଆହତ

ଟୋକିଓ, ୧୦।୩: ଜାପାନର ଉତ୍ତର-ପଶ୍ଚିମ ଉପକୂଳରେ ଘଟିଛି ଏକ ବୋଟ ଦୁର୍ଘଟଣା। କୌଣସି ସାମୁଦ୍ରିକ ଜୀବ ସହିତ ଧକ୍କା ହେବା ଫଳରେ ଏଭଳି ହୋଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି।

ଟିଆର୍‌ପି ବୃଦ୍ଧି କରିବାକୁ ଅର୍ନବଙ୍କୁ ନେଇ ବ୍ୟଙ୍ଗ କରୁଛି ପାକ୍‌ ଗଣମାଧ୍ୟମ

ଟିଆର୍‌ପି ବୃଦ୍ଧି କରିବାକୁ ଅର୍ନବଙ୍କୁ ନେଇ ବ୍ୟଙ୍ଗ କରୁଛି ପାକ୍‌ ଗଣମାଧ୍ୟମ

ଭାରତୀୟ ବାୟୁସେନା ପକ୍ଷରୁ ପାକିସ୍ତାନର ବାଲାକୋଟରେ ଥିବା ଜୈଶ-ଏ-ମହମ୍ମଦ ଆତଙ୍କବାଦୀ ସଂଗଠନ ଟ୍ରେନିଂ କ୍ୟାମ୍ପ ଉପରେ ବିମାନ ଆକ୍ରମଣ କରାଯାଇଥିଲା। ଏହା ପରେ ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ଅପହରଣ କରିନେଇଥିଲା ପାକ୍‌। ଏଭଳି ପରିସ୍ଥିତିରେ ଉଭୟ ଦେଶର ଗଣମାଧ୍ୟମରେ ପରସ୍ପର ବିରୋଧି ମନ୍ତବ୍ୟ ପ୍ରକାଶ ପାଇଥିଲା। 

ପାକିସ୍ତାନ ଗ୍ୟାସ ପାଇପ୍‌ଲାଇନ୍‌ ବିସ୍ଫୋରଣ ପାଇଁ ନିଜକୁ ଦାୟୀ କଲେ ବେଲୁଚି ବିଦ୍ରୋହୀ ନେତା

ପାକିସ୍ତାନ ଗ୍ୟାସ ପାଇପ୍‌ଲାଇନ୍‌ ବିସ୍ଫୋରଣ ପାଇଁ ନିଜକୁ ଦାୟୀ କଲେ ବେଲୁଚି ବିଦ୍ରୋହୀ ନେତା

ବେଲୋଚିସ୍ତାନ,୯।୩: ପାକିସ୍ତାନ ସେନା ପକ୍ଷରୁ ନିଆଯାଇଥିବା ପଦକ୍ଷେପରେ ଅତିଷ୍ଠ ହୋଇ ବେଲୁଚି ବିଦ୍ରୋହୀ ନେତା ବା ବାଲୋଚ ଲିବରେଶନ ଟାଇଗର୍‌ସ(ବିଏଲ୍‌ଟି) ପାକିସ୍ତାନ ଗ୍ୟାସ ପାଇପ୍‌ଲାଇନ୍‌ ବିସ୍ଫୋରଣ କରିଥିବା ପ୍ରକାଶ କରିଛି। 

ରୂପ ବଦଳାଇ ଲଣ୍ଡନରେ ବୁଲୁଛନ୍ତି ନୀରବ

ରୂପ ବଦଳାଇ ଲଣ୍ଡନରେ ବୁଲୁଛନ୍ତି ନୀରବ

ଲଣ୍ଡନ/ନୂଆଦିଲ୍ଲୀ,୯।୩: ପ୍ରଥମ ଥର ପାଇଁ କ୍ୟାମେରା ଫ୍ରେମରେ କଏଦ ହୋଇଛନ୍ତି ପଳାତକ ନୀରବ ମୋଦି। ପ୍ରାୟ ୧୩ ହଜାର କୋଟି ଟଙ୍କା ବ୍ୟାଙ୍କ ଠକେଇ ପରେ ଫେରାର ଥିବା ନୀରବଙ୍କୁ ଲଣ୍ଡନ ରାସ୍ତାରେ ବୁଲୁଥିବାର ଦେଖିବାକୁ ମିଳିଛି। 

ସନ୍ତାନ ପ୍ରସବ କଲେ ଟ୍ରାନ୍ସଜେଣ୍ଡର

ସନ୍ତାନ ପ୍ରସବ କଲେ ଟ୍ରାନ୍ସଜେଣ୍ଡର

ଟେକ୍ସାସ,୮।୩: ଆମେରିକା ସାନ୍‌ ଅଣ୍ଟାନିଓ ଟେକ୍ସାସରେ ରହୁଥିବା ବାୟଲି ସିମ୍ପସନ ଜଣ ଟ୍ରାନ୍ସଜେଣ୍ଡର ପୁରୁଷ। ସେ ମହିଳାର ପରିବର୍ତ୍ତନ ହୋଇ ପୁରୁଷ ହୋଇଛନ୍ତି। ସିମ୍ପସନ ଏବେ ମା’ ହେବା ଖବର ଦ୍ରୁତ ବେଗରେ ବ୍ୟାପିବାରେ ଲାଗିଛି। 

ହାଫିଜଙ୍କୁ ନମାଜ ପଢିବାକୁ ବାରଣ କଲା ପାକିସ୍ତାନ

ହାଫିଜଙ୍କୁ ନମାଜ ପଢିବାକୁ ବାରଣ କଲା ପାକିସ୍ତାନ

ଇସଲାମାବାଦ,୮।୩: ମୁମ୍ବାଇ ଆତଙ୍କବାଦୀର ମାଷ୍ଟରମାଇଣ୍ଡ ହାଫିଜ ସଇଦଙ୍କୁ ଲାହୋରର ଜାମିଆ ମସଜିଦ୍‌ ଶୁକ୍ରବାରର ନମାଜ ପଢିବାକୁ ନେଇ ପ୍ରତିବନ୍ଧକ ଲଗାଇଛି। 

ଭାରତ ଆଣୁଥିବା ରୁଷ ବୁଡାଜାହଜର ନାଁ ଶୁଣିଲେ ଥରୁଛନ୍ତି ଶତ୍ରୁପକ୍ଷ

ଭାରତ ଆଣୁଥିବା ରୁଷ ବୁଡାଜାହଜର ନାଁ ଶୁଣିଲେ ଥରୁଛନ୍ତି ଶତ୍ରୁପକ୍ଷ

ମସ୍କୋ/ନୂଆଦିଲ୍ଲୀ,୮।୩: ଭାରତ-ପାକିସ୍ତାନ ମଧ୍ୟରେ ଉପୁଜିଥିବା ଯୁଦ୍ଧ ପରିସ୍ଥିତିକୁ ଲକ୍ଷ୍ୟ କରି ଭାରତ ତା’ର ସାମରିକ ଶକ୍ତି ବୃଦ୍ଧି କରିବାକୁ ଯୋଜନା କରିଛି। ଏଥିପାଇଁ ରୁଷ ସହ ଏକ ଚୁକ୍ତି ହୋଇଥିବା ସୂଚନା ମିଳିଛି। 

ପାକିସ୍ତାନରେ ଏବେ ବି ସକ୍ରିୟ ରହିଛି ୨୨ ଆତଙ୍କବାଦୀ ଶିବିର

ପାକିସ୍ତାନରେ ଏବେ ବି ସକ୍ରିୟ ରହିଛି ୨୨ ଆତଙ୍କବାଦୀ ଶିବିର

ନୂଆଦିଲ୍ଲୀ/ଇସଲାମାବାଦ୍‌,୮।୩: ପାକିସ୍ତାନରେ ଏବେ ମଧ୍ୟ ୨୨ ଆତଙ୍କବାଦୀ ଶିବିର ସକ୍ରିୟ ରହିଛି। ସେଥିମଧ୍ୟରୁ ଜୈଶ୍‌ ମହମ୍ମଦର ୯ଟି ଶିବିର ରହିଛି। 

୨୦୫୦ ସୁଦ୍ଧା ସମୁଦ୍ରରେ ପ୍ଲାଷ୍ଟିକ୍‌ ବର୍ଜ୍ୟବସ୍ତୁ ମାଛ ପରିମାଣକୁ ଟପିବ!

୨୦୫୦ ସୁଦ୍ଧା ସମୁଦ୍ରରେ ପ୍ଲାଷ୍ଟିକ୍‌ ବର୍ଜ୍ୟବସ୍ତୁ ମାଛ ପରିମାଣକୁ ଟପିବ!

ନୂଆଦିଲ୍ଲୀ/ଓ୍ବାଶିଂଟନ,୭।୩: ସମୁଦ୍ରରେ ପ୍ଲାଷ୍ଟିକ୍‌ ବର୍ଜ୍ୟବସ୍ତୁ ପରିମାଣ ଧୀରେ ଧୀରେ ବଢ଼ିବାରେ ଲାଗିଛି। ଆଗାମୀ ୨୦୫୦ ସୁଦ୍ଧା ଏହା ମାଛ ପରିମାଣକୁ ଟପିଯିବ ବୋଲି ଓ୍ବାଲ୍ଡ ଓ୍ବାଇଡ୍‌ ଫଣ୍ଡ୍‌ ପକ୍ଷରୁ କରାଯାଇଥିବା ସର୍ଭେ ରିପୋର୍ଟରେ ଉଲ୍ଲେଖ କରାଯାଇଛି। 

ଟ୍ରମ୍ପଙ୍କ ନିଷ୍ପତ୍ତି ଯୋଗୁ ଭାରତରେ ବଢିପାରେ ବେରୋଜଗାରୀ ସମସ୍ୟା

ଟ୍ରମ୍ପଙ୍କ ନିଷ୍ପତ୍ତି ଯୋଗୁ ଭାରତରେ ବଢିପାରେ ବେରୋଜଗାରୀ ସମସ୍ୟା

ନୂଆଦିଲ୍ଲୀ/ଓ୍ବାଶିଂଟନ,୭।୩: ଆମେରିକା ଓ ଭାରତ ମଧ୍ୟରେ ଏବେ ବ୍ୟବସାୟୀକ ସ୍ଥିତି କିଛି ଠିକ୍‌ ନାହିଁ। କାରଣ ଆମେରିକାର ଟ୍ରମ୍ପ ପ୍ରଶାସନ ଭାରତକୁ ଦିଆଯାଉଥିବା ଜେନେରାଲଇଜ୍ଡ ସିଷ୍ଟମ ଅଫ୍‌ ପ୍ରିଫରେନ୍‌ସେସ୍‌(ଜିଏସ୍‌ପି) ସୁବିଧାକୁ ବନ୍ଦ କରି ଦେଇଛି। 

ପାକିସ୍ତାନର ପୋଲ୍‌ ଖୋଲିଲେ ପୂର୍ବତନ ରାଷ୍ଟ୍ରପତି

ପାକିସ୍ତାନର ପୋଲ୍‌ ଖୋଲିଲେ ପୂର୍ବତନ ରାଷ୍ଟ୍ରପତି

ଇସଲାମାବାଦ,୭।୩: ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁଶରଫ ନିଜ ଦେଶର ପୋଲ୍‌ ଖୋଲିଛନ୍ତି। ଜଣେ ଖବରଦାତାଙ୍କୁ ଦେଇଥିବା ଏକ ସାକ୍ଷାତକାରରେ ସେ ଏମିତି କିଛି କଥା କହିଛନ୍ତି ଯାହା ପାକିସ୍ତାନର ଅସଲ ଚେହେରାକୁ ପଦାରେ ପକାଇଛି।

ଏୟାର ଷ୍ଟ୍ରାଇକ୍‌ ପରେ ଏବେ ବି ଅକ୍ଷତ ରହିଛି ଜୈଶ୍‌-ଇ-ମହମ୍ମଦ୍‌ ମଦ୍ରାସା: ରଏଟର ରିପୋର୍ଟ

ଏୟାର ଷ୍ଟ୍ରାଇକ୍‌ ପରେ ଏବେ ବି ଅକ୍ଷତ ରହିଛି ଜୈଶ୍‌-ଇ-ମହମ୍ମଦ୍‌ ମଦ୍ରାସା: ରଏଟର ରିପୋର୍ଟ

ନୂଆଦିଲ୍ଲୀ/ଓ୍ବାଶିଂଟନ, ମୁମ୍ବାଇ, ୬।୩ : ଭାରତୀୟ ବାୟୁସେନା ପକ୍ଷରୁ ପାକିସ୍ତାନ ଜୈଶ୍‌-ଇ-ମହମ୍ମଦ ଆତଙ୍କବାଦୀ ଶିବିରରେ କରାଯାଇଥିବା ଏୟାର ଷ୍ଟ୍ରାଇକ୍‌ ନେଇ ଜାତୀୟ ତଥା ଅନ୍ତର୍ଜାତୀୟସ୍ତରରେ ଜାରି ରହିିଛି ଚର୍ଚ୍ଚା। 

୪୦ ଆତଙ୍କବାଦୀ ସଂଗଠନ ଉପରେ ପାକିସ୍ତାନ ଲଗାଇଲା ପ୍ରତିବନ୍ଧକ

୪୦ ଆତଙ୍କବାଦୀ ସଂଗଠନ ଉପରେ ପାକିସ୍ତାନ ଲଗାଇଲା ପ୍ରତିବନ୍ଧକ

ନୂଆଦିଲ୍ଲୀ/ଇସଲାମାବାଦ୍‌,୬।୩ : ଆତଙ୍କବାଦୀ ସଂଗଠନକୁ ନିଜ ଦେଶରେ ପ୍ରଶୟ ଦେଇଥିବାରୁ ଅନ୍ତର୍ଜାତୀୟସ୍ତରରେ ଏବେ କୋଣଠେସା ହୋଇଛି ପାକିସ୍ତାନ।

ଆମେରିକାର ଝଟକା: ପାକିସ୍ତାନ ନାଗରିକଙ୍କୁ ୫ ବର୍ଷ ବଦଳରେ ମିଳିବ ୩ ମାସର ଭିଜା

ଆମେରିକାର ଝଟକା: ପାକିସ୍ତାନ ନାଗରିକଙ୍କୁ ୫ ବର୍ଷ ବଦଳରେ ମିଳିବ ୩ ମାସର ଭିଜା

ଓ୍ବାଶିଂଟନ, ୬।୩: ଆମେରିକା ପାକିସ୍ତାନକୁ ଦେଇଛି ଝଟକା। ଏଣିକି ଆମେରିକା ପାକିସ୍ତାନ ନାଗରିକଙ୍କୁ ୫ ବର୍ଷ ବଦଳରେ ୩ ମାସର ଭିଜା ପ୍ରଦାନ କରିବ ବୋଲି ନିଷ୍ପତ୍ତି ଗ୍ରହଣ କରିଛି।

ଆମ ପରିଧିକୁ ଆସୁଥିବା ବେଳେ ଭାରତର ବୁଡା ଜାହଜକୁ ହଟାଇଲା ନୌସେନା: ପାକିସ୍ତାନ

ଆମ ପରିଧିକୁ ଆସୁଥିବା ବେଳେ ଭାରତର ବୁଡା ଜାହଜକୁ ହଟାଇଲା ନୌସେନା: ପାକିସ୍ତାନ

ଇସଲାମାବାଦ,୫।୩: ଭାରତ-ପାକିସ୍ତାନ ସୀମାରେ ଉତ୍ତେଜନା ଚାଲିଥିବା ବେଳେ ଏବେ ପାକିସ୍ତାନ ନୌସେନା ଆଉ ଏକ ନୂଆ ଅଭିଯୋଗ ଆଣିଛି। ପାକିସ୍ତାନ ନୌସେନା କହିଛି ଗତ ସୋମବାର ଭାରତର ଏକ ବୁଡା ଜାହଜ ଜଳପଥରେ ପାକିସ୍ତାନରେ ପ୍ରବେଶ କରୁଥିବା ସମୟରେ ପାକ୍‌ ନୌସେନା ଏହାକୁ ଫେରାଇ ଦେଇଛନ୍ତି। 

ପାକିସ୍ତାନରେ ରହିଛି ୧୬ ଆତଙ୍କବାଦୀ ଶିବିର

ପାକିସ୍ତାନରେ ରହିଛି ୧୬ ଆତଙ୍କବାଦୀ ଶିବିର

ନୂଆଦିଲ୍ଲୀ/ଇସଲାମାବାଦ୍‌,୫।୩ : ଏବେ ବି ପାକିସ୍ତାନରେ ରହିଛି ୧୬ ଆତଙ୍କବାଦୀ ଶିବିର। ଏନେଇ ଭାରତ ପାଖରେ ରହିଛି ସୂଚନା। ପାକ୍‌ ଅଧିକୃତ କଶ୍ମୀରରେ ଏହି ଶିବିର ଗୁଡ଼ିକ ଥିବା କୁହାଯାଉଛି।

ରାଷ୍ଟ୍ରପତି ନିର୍ବାଚନ ଲଢିବେ ନାହିଁ ହିଲାରୀ

ରାଷ୍ଟ୍ରପତି ନିର୍ବାଚନ ଲଢିବେ ନାହିଁ ହିଲାରୀ

ଓ୍ବାଶିଂଟନ,୫।୩: ଆମେରିକାର ପୂର୍ବତନ ରାଷ୍ଟ୍ରପତି ବିଲ୍‌ କ୍ଲିଣ୍ଟନଙ୍କ ପତ୍ନୀ ତଥା ସିନେଟର ହିଲାରୀ କ୍ଲିଣ୍ଟନ ଆଗାମୀ ୨୦୨୦ ରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ ହେବେ ନାହିଁ ବୋଲି କହିଛନ୍ତି।

ହାରିଗଲା ଏଚ୍‌ଆଇଭି: ନୂଆ ଜୀବନ ପାଇଲେ ଏଡସ୍‌ ସଂକ୍ରମିତ

ହାରିଗଲା ଏଚ୍‌ଆଇଭି: ନୂଆ ଜୀବନ ପାଇଲେ ଏଡସ୍‌ ସଂକ୍ରମିତ

ଲଣ୍ଡନ,୫।୩ : ଆଗାମୀ ଦିନରେ ଏଡସ୍‌ କବଳରୁ ସହଜରେ ମିଳିପାରିବ ମୁକ୍ତି। ମାନବ ସଭ୍ୟତା ସମ୍ମୁଖରେ ଏହି ଦୂରାରୋଗ୍ୟ ବ୍ୟାଧି ଆଉ ଅପ୍ରତ୍ୱିଦ୍ୱନ୍ଦ୍ୱୀ ହୋଇ ରହିବ ନାହିଁ। 

ପୃଥିବୀର ପ୍ରଦୂଷିତ ରାଜଧାନୀ ଦିଲ୍ଲୀ; ଗୁରୁଗ୍ରାମ୍‌ ପ୍ରଦୂଷିତ ସହର: ଗ୍ରୀନ୍‌ପିସ୍‌ ରିପୋର୍ଟ

ପୃଥିବୀର ପ୍ରଦୂଷିତ ରାଜଧାନୀ ଦିଲ୍ଲୀ; ଗୁରୁଗ୍ରାମ୍‌ ପ୍ରଦୂଷିତ ସହର: ଗ୍ରୀନ୍‌ପିସ୍‌ ରିପୋର୍ଟ

ନୂଆଦିଲ୍ଲୀ/ଓ୍ବାଶିଂଟନ,୫।୩ : ପୃଥିବୀର ପ୍ରଦୂଷିତ ରାଜଧାନୀ ଭାବେ ଦିଲ୍ଲୀ ପ୍ରଥମ ସ୍ଥାନରେ ରହିଛି। ସେହିପରି ପ୍ରଦୂଷିତ ସହର ମଧ୍ୟରେ ଗୁରୁଗ୍ରାମ୍‌ ପ୍ରଥମ ସ୍ଥାନ ହାସଲ କରିିଛି।

କାହିଁକି ବ୍ୟାପିଲା ମାସୁଦ ଆଝାରଙ୍କ ମୃତ୍ୟୁ ଖବର

କାହିଁକି ବ୍ୟାପିଲା ମାସୁଦ ଆଝାରଙ୍କ ମୃତ୍ୟୁ ଖବର

ନୂଆଦିଲ୍ଲୀ/ଇସଲାମାବାଦ,୪।୩: ଭାରତର ମୋଷ୍ଟ ଓ୍ବାଣ୍ଟେଡ ଆତଙ୍କବାଦୀ ତଥା ପାକିସ୍ତାନର ଆତଙ୍କବାଦୀ ସଙ୍ଗଠନ ଜୈଶ-ଇ-ମହମ୍ମଦର ମୁଖ୍ୟ ମାସୁଦ ଆଝାରଙ୍କ ମୃତ୍ୟୁ ଖବର ଜାଣିବା ପରେ ଭାରତରେ ଖେଳି ଯାଇଥିଲା ଖୁସିର ଲହରୀ।

ଆମେରିକାରେ ଭୟଙ୍କର ତୋଫାନ: ୨୨ ମୃତ ଶତାଧିକ ନିଖୋଜ

ଆମେରିକାରେ ଭୟଙ୍କର ତୋଫାନ: ୨୨ ମୃତ ଶତାଧିକ ନିଖୋଜ

ଓ୍ବାଶିଂଟନ,୪।୩: ଆମେରିକାରେ ଭୟଙ୍କର ତୋଫାନ ରଚିଛି ତାଣ୍ଡବ। ଏଥିରେ ୨୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଶତାଧିକ ଆହତ ହୋଇଛନ୍ତି। ସ୍ଥାନୀୟ ଅଲାବାମାରେ ଦକ୍ଷିଣ ରାଜ୍ୟରେ ଅନେକ କ୍ଷୟକ୍ଷତି ହୋଇଛି।