ଅନ୍ତର୍ଜାତୀୟ

ଜୀବନ ବଞ୍ଚାଇବାକୁ ଘରେ ପଶୁଛନ୍ତି ତୁଷାର ଭାଲୁ

ଜୀବନ ବଞ୍ଚାଇବାକୁ ଘରେ ପଶୁଛନ୍ତି ତୁଷାର ଭାଲୁ

ମସ୍କୋ,୧୦।୨: ଗ୍ଳୋବାଲ ଓ୍ବାର୍ମିଂ ଯୋଗୁ ମେରୁଠାରେ ଥିବା ହିମ ପାହାଡ଼ ତରଳିବାରେ ଲାଗିଛି। ଏହାଦ୍ୱାରା ଏଠାରେ ବାସ କରୁଥିବା ତୁଷାର ଭାଲୁ ଖାଦ୍ୟ ତଥା ସୁରକ୍ଷା କାରଣରୁ ଏଠାରେ ଥିବା ବାସଗୃହଗୁଡ଼ିକରେ ପଶୁଥିବା ସ୍ଥାନୀୟ ବାସିନ୍ଦା ପ୍ରଶାସନ ନିକଟରେ ଅଭିଯୋଗ କରିଛନ୍ତି। 

ସୈନ୍ୟ ବାହିନୀ ହେଲିକପ୍ଟର ଦୁର୍ଘଟଣା ଗ୍ରସ୍ତ: ୩ ମୃତ ; ୧୦ ଆହତ

ସୈନ୍ୟ ବାହିନୀ ହେଲିକପ୍ଟର ଦୁର୍ଘଟଣା ଗ୍ରସ୍ତ: ୩ ମୃତ ; ୧୦ ଆହତ

ଆଦିସ୍‌ ଆବ୍ବା,୧୦।୨: ଜାତିସଂଘ ପକ୍ଷରୁ ସୁଦାନରେ ମୁତୟନ ଥିବା ଇଥୋପିଆ ଶାନ୍ତି ବାହିନୀର ଏକ ହେଲିକପ୍ଟର ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏଥିରେ ୩ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧୦ ଆହତ ହୋଇଛନ୍ତି।

ଓସ୍କାର ଲାଇବ୍ରେରିରେ ସ୍ଥାନ ପାଇବ ସୋନମଙ୍କ ଫିଲ୍ମ

ଓସ୍କାର ଲାଇବ୍ରେରିରେ ସ୍ଥାନ ପାଇବ ସୋନମଙ୍କ ଫିଲ୍ମ

ମୁମ୍ବାଇ/ନ୍ୟୁୟର୍କ ,୧୦।୨:ସୋନମ କପୁରଙ୍କ ଅଭିନୀତ ଫିଲ୍ମ ‘ଏକ ଲଡ୍‌କୀ କୋ ଦେଖା ତୋ ଐଶା ଲଗା’ ଓସ୍କାର ଲାଇବ୍ରେରିରେ ସ୍ଥାନ ପାଇବାକୁ ଯାଉଛି।

୬ବର୍ଷର  ବାଳିକା ହେଲେ ଅବୈତନିକ ପୋଲିସ ଅଫିସର

୬ବର୍ଷର ବାଳିକା ହେଲେ ଅବୈତନିକ ପୋଲିସ ଅଫିସର

ଫ୍ରିପୋର୍ଟ(ଆମେରିକା),୧୦।୨: ହ୍ୟୁଷ୍ଟନ୍‌ ଅଞ୍ଚଳର ୬ବର୍ଷର ଜଣେ ବାଳିକାଙ୍କ ସ୍ବପ୍ନ ସତ୍ୟରେ ପରିଣତ ହୋଇଛି। ଦିନକ ପାଇଁ ହେଲେ ବି ସେ ଅବୈତନିକ ପୋଲିସ ଅଫିସର ଭାବେ ଶପଥଗ୍ରହଣ କରିଥିଲେ। 

ମୋଦିଙ୍କ ଅରୁଣାଚଳ ପ୍ରଦେଶ ଗସ୍ତକୁ ଚାଇନାର ବିରୋଧ

ମୋଦିଙ୍କ ଅରୁଣାଚଳ ପ୍ରଦେଶ ଗସ୍ତକୁ ଚାଇନାର ବିରୋଧ

ନୂଆଦିଲ୍ଲୀ/ବେଜିଂ, ୯।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅରୁଣାଚଳ ପ୍ରଦେଶ ଗସ୍ତକୁ ବିରୋଦ କରିଛି ପଡୋଶୀ ଦେଶ ଚାଇନା। 

ନେପାଳ ଜଳବିଦ୍ୟୁତ ପରିଯୋଜନା ନିକଟରେ ବିସ୍ଫୋରଣ

ନେପାଳ ଜଳବିଦ୍ୟୁତ ପରିଯୋଜନା ନିକଟରେ ବିସ୍ଫୋରଣ

କାଠମାଣ୍ଡୁ,୯।୨: ଭାରତର ସହଯୋଗରେ ନେପାଳରେ ନିର୍ମାଣ କରାଯାଉଥିବା ଅରୁଣ-୩ ଜଳବିଦ୍ୟୁତ ପ୍ରକଳ୍ପ ନିକଟରେ ଏକ ସିରିଏଲ ବିସ୍ଫୋରଣ ହୋଇଥିବା ଖବର ମିଳିଛି। 

ହଟ୍‌ ଡ୍ରେସ ପିନ୍ଧି ସଂସଦରେ ପହଞ୍ଚିଲେ ମହିଳା ସାଂସଦ

ହଟ୍‌ ଡ୍ରେସ ପିନ୍ଧି ସଂସଦରେ ପହଞ୍ଚିଲେ ମହିଳା ସାଂସଦ

ବ୍ରେସିଲିଆ, ୯।୨: ସଂସଦକୁ ଶର୍ଟ ଡ୍ରେସ୍‌ ପିନ୍ଧି ଆସି ଚର୍ଚ୍ଚାରେ ଜଣେ ମହିଳା ସାଂସଦ। ସୋସିଆଲ ମିଡିଆରେ ଉକ୍ତ ମହିଳାଙ୍କ ଫଟୋ ଭାଇରାଲ ହେବା ପରେ ତାଙ୍କୁ ଟ୍ରୋଲ୍ସକ ସାମ୍ନା କରିବାକୁ ପଡିଛି। 

ଏକାଠି ହେବେ ଟ୍ରମ୍ପ-କିମ୍‌

ଏକାଠି ହେବେ ଟ୍ରମ୍ପ-କିମ୍‌

ଓ୍ବାଶିଂଟନ,୯।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଉତ୍ତର କୋରିଆର ସୁପ୍ରିମ ଲିଡର୍‌ କିମ୍‌ ଜୋଙ୍ଗ-ଉନ୍‌ ଦ୍ୱିତୀୟ ଥର ଲାଗି ଏକ ଶିଖର ବାର୍ତ୍ତାରେ ଆଲୋଚନା କରିବେ ବୋଲି ଜଣାପଡିଛି।

ଭାରତ ଗସ୍ତରେ ରାଜପାକ୍‌ସେ

ଭାରତ ଗସ୍ତରେ ରାଜପାକ୍‌ସେ

କଲମ୍ବୋ,୮।୨: ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ତଥା ବିରୋଧୀ ନେତା ମହିନ୍ଦା ରାଜପାକ୍‌ସେ ଶୁକ୍ରବାର ସନ୍ଧ୍ୟାରେ ଭାରତ ଗସ୍ତରେ ବାହାରିବେ। ରାଜପାକ୍‌ସେଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। 

ନାଇଜେରିଆର ରାଜନୈତିକ ରାଲିରେ ଦଳାଚକଟା: ୫ ମୃତ

ନାଇଜେରିଆର ରାଜନୈତିକ ରାଲିରେ ଦଳାଚକଟା: ୫ ମୃତ

ଲାଗୋସ,୮।୨: ନାଇଜେରିଆର ପୂର୍ବରେ ଥିବା ରାଜ୍ୟ ତାରାବାରେ ଚାଲିଥିବା ଏକ ରାଜନୈତିକ ରାଲିରେ ଦଳାଚକଟା ହେବାରୁ ଅତିକମ୍‌ରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ବିବାହର ୩  ମିନିଟ ପରେ ସ୍ବାମୀଙ୍କୁ ତଲାକ୍‌ ଦେଲେ ସ୍ତ୍ରୀ

ବିବାହର ୩ ମିନିଟ ପରେ ସ୍ବାମୀଙ୍କୁ ତଲାକ୍‌ ଦେଲେ ସ୍ତ୍ରୀ

କୁଏତ୍‌ ସିଟି,୮।୨: ବିବାହର ୩ ମିନିଟ ପରେ ଜଣେ ସ୍ତ୍ରୀ ସ୍ବାମୀଙ୍କୁ ଦେଇଛନ୍ତି ତଲାକ୍‌। ସେମାନେ ବିବାହ କରିବାକୁ କୁଏତ୍‌ର ଏକ କୋର୍ଟକୁ ଯାଇଥିଲେ। ବିବାହ ସମ୍ପନ୍ନ ହେବା ପରେ ଘରକୁ ଫେରୁଥିବା ସମୟରେ ସ୍ତ୍ରୀ ଝୁଣ୍ଟି ତଳେ ପଡ଼ିଯାଇଥିଲେ।

ଧରାପଡ଼ିଲା ଇମ୍ରାନ୍‌ଙ୍କ ବନ୍ଧୁ ଚେହେରା: ଆତଙ୍କବାଦକୁ କହିଲେ ସ୍ବାଧୀନତା ଲଢ଼େଇ

ଧରାପଡ଼ିଲା ଇମ୍ରାନ୍‌ଙ୍କ ବନ୍ଧୁ ଚେହେରା: ଆତଙ୍କବାଦକୁ କହିଲେ ସ୍ବାଧୀନତା ଲଢ଼େଇ

ଇସଲାମାବାଦ୍‌,୭।୨: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁଙ୍କର ଭାରତ ପ୍ରତି ଥିବା ମନୋଭାବର ପ୍ରକୃତ ରୂପର ପର୍ଦ୍ଦାଫାଶ ହୋଇଛି। ତାଙ୍କର ବନ୍ଧୁ ଚେହେରାର ମୁଖା ଖୋଲି ଯାଇଛି। 

ମାଡି ଆସୁଛି ବିପଦ: ୨୧୦୦ସୁଦ୍ଧା ତରଳିବ ଏକ ତୃତୀୟାଂଶ ହିମାଳୟ; ଜଳସଙ୍କଟ ଯୋଗୁ ପ୍ରଭାବିତ ହେବେ ୧୬୫ କୋଟି ଲୋକ

ମାଡି ଆସୁଛି ବିପଦ: ୨୧୦୦ସୁଦ୍ଧା ତରଳିବ ଏକ ତୃତୀୟାଂଶ ହିମାଳୟ; ଜଳସଙ୍କଟ ଯୋଗୁ ପ୍ରଭାବିତ ହେବେ ୧୬୫ କୋଟି ଲୋକ

ନୂଆଦିଲ୍ଲୀ/ପ୍ୟାରିସ୍‌,୭।୨: ବିପଦ ମାଡି ଆସୁଛି । ଆସନ୍ତା ୨୧୦୦ ସୁଦ୍ଧା ହିମାଳୟର ଏକ ତୃତୀୟାଂଶ ଅଂଶ ତରଳିଯିବ। ଏହାଦ୍ୱାରା ବିଭିନ୍ନ ନଦୀରେ ଜଳସ୍ତର ହ୍ରାସ ପାଇବ। ଏସମ୍ପର୍କରେ ଏକ ଗବେଷଣା ରିପୋର୍ଟରେ ଦର୍ଶାଯାଇଛି।

ପାସଓ୍ବାର୍ଡ ସହ   ପରଲୋକରେ ସିଇଓ; ଫସିଗଲା ୧୯୦ ମିଲିୟନ ଡଲାରର କ୍ରିପ୍ଟୋକରେନ୍ସି

ପାସଓ୍ବାର୍ଡ ସହ ପରଲୋକରେ ସିଇଓ; ଫସିଗଲା ୧୯୦ ମିଲିୟନ ଡଲାରର କ୍ରିପ୍ଟୋକରେନ୍ସି

ଟରେଣ୍ଟୋ,୭-୨:  କାନାଡାର ସର୍ବବୃହତ କ୍ରିପ୍ଟୋକରେନ୍ସି ଏକ୍ସଚେଞ୍ଜ ମଧ୍ୟରେ ଅନ୍ୟତମ କ୍ୱାଡ୍ରିଗା ସିଏକ୍ସ ପାଇଁ ଏବେ ମୁଣ୍ଡବ୍ୟଥା ବଢ଼ିଯାଇଛି। କମ୍ପାନୀର ପ୍ରତିଷ୍ଠାତା ତଥା ସିଇଓ ଗେରାଲ୍ଡ କୋଟେନ ମୃତ୍ୟୁବରଣ କରିଛନ୍ତି।

ପାକିସ୍ତାନର ରାଷ୍ଟ୍ରୀୟ ପଶୁ ମାରିବାକୁ ୧ଲକ୍ଷ ୭୦ ହଜାର ଡଲାର ଦେଲେ ଆମେରିକୀୟ ବ୍ୟକ୍ତି

ପାକିସ୍ତାନର ରାଷ୍ଟ୍ରୀୟ ପଶୁ ମାରିବାକୁ ୧ଲକ୍ଷ ୭୦ ହଜାର ଡଲାର ଦେଲେ ଆମେରିକୀୟ ବ୍ୟକ୍ତି

ଇସଲାମାବାଦ, ୬।୨: ପାକିସ୍ତାନର ରାଷ୍ଟ୍ରୀୟ ପଶୁ ମାରଖୋର ଶିକାର ପାଇଁ ଆମେରିକାର ଜଣେ ବ୍ୟକ୍ତି ସର୍ବାଧିକ ୧ଲକ୍ଷ ୭୦ ହଜାର ଟଙ୍କା ଦେଇ ଅନୁମତି ହାସଲ କରିଛନ୍ତିି। 

ଭାରତୀୟ ଯୋଗାଯୋଗ ବ୍ୟବସ୍ଥା ହେଲା ସୁଦୃଢ଼: ଜିସାଟ୍‌-୩୧ର ସଫଳ ଉତ୍‌କ୍ଷେପଣ

ଭାରତୀୟ ଯୋଗାଯୋଗ ବ୍ୟବସ୍ଥା ହେଲା ସୁଦୃଢ଼: ଜିସାଟ୍‌-୩୧ର ସଫଳ ଉତ୍‌କ୍ଷେପଣ

ନୂଆଦିଲ୍ଲୀ/ପ୍ୟାରିସ୍‌,୬।୨: ଇସ୍ରୋର ସଫଳତା ତାଲିକାରେ ଯୋଡି ହୋଇଛି ଏକ ନୂଆ ଅଧ୍ୟାୟ। ଇସ୍ରୋ ପକ୍ଷରୁ ସଞ୍ଚାର ଉପଗ୍ରହ ଜିସାଟ୍‌-୩୧ର ସଫଳ ଉତ୍‌କ୍ଷେପଣ କରାଯାଇଛି। 

୫ ବର୍ଷର ଶିଶୁ, ସ୍କୁଲ ଆଡମିଶନ ପାଇଁ ୧୫ ପେଜର ସିଭି

୫ ବର୍ଷର ଶିଶୁ, ସ୍କୁଲ ଆଡମିଶନ ପାଇଁ ୧୫ ପେଜର ସିଭି

ବେଜିଂ, ୫।୨: କୌଣସି ଚାକିରି ପାଇଁ ଆପଣ ସିଭି ପ୍ରସ୍ତୁତ କରୁଥିବାର ଦେଖିଥିବେ କିନ୍ତୁ କେବେ ସ୍କୁଲରେ ଆଡମିଶନ ପାଇଁ ୧୫ ପେଜ୍‌ ସିଭି ଦେବା କଥା ଶୁଣିଛନ୍ତି କି। 

ଯେବେ ସ୍ବପ୍ନ ପାଲଟେ ସମାଜ ସେବା: ୧୧ ଦେଶର ୫୦ରୁ ଅଧିକ ସହରରେ କାର୍ଯ୍ୟ କରୁଛି ରବିନ୍‌ହୁଡ୍‌ ଆର୍ମି

ଯେବେ ସ୍ବପ୍ନ ପାଲଟେ ସମାଜ ସେବା: ୧୧ ଦେଶର ୫୦ରୁ ଅଧିକ ସହରରେ କାର୍ଯ୍ୟ କରୁଛି ରବିନ୍‌ହୁଡ୍‌ ଆର୍ମି

ନୂଆଦିଲ୍ଲୀ/ଓ୍ବାଶିଂଟନ, ୫।୨: ପାଠପଢ଼ି ଭଲ ଚାକିରି କରିବା ପାଇଁ ଯୁବବର୍ଗଙ୍କ ମଧ୍ୟରେ ରହିଥାଏ ଲକ୍ଷ୍ୟ। ତେବେ ଏମିତି କେତେକ ଯୁବବର୍ଗ ଉଚ୍ଚଶିକ୍ଷା ପ୍ରାପ୍ତ କରି ସମାଜ ସେବା ସ୍ବପ୍ନକୁ ସାକାର କରିବା ଲାଗି ଆଗେଇ ଆସି ସୃଷ୍ଟି କରିଛନ୍ତି ଏକ ନିଆରା ଉଦାହରଣ।

ଏଠାରେ ଘର କିଣିଲେ ମିଳିବ ଦେଢ ଲକ୍ଷ ଟଙ୍କା

ଏଠାରେ ଘର କିଣିଲେ ମିଳିବ ଦେଢ ଲକ୍ଷ ଟଙ୍କା

ରୋମ, ୫।୨: ସାଧାରଣତଃ ଘର କିମ୍ବା ଘେଉଁଠି ଜମି କିଣିଲେ ଆପଣଙ୍କୁ ମୋଟାରକମର ଅର୍ଥ ଦେଇ କିଣିବାକୁ ପଡିଥାଏ। 

ଗର୍ଭବତୀ ମା’ଙ୍କୁ ଗୁଳିକଲେ ୪ ବର୍ଷର ପୁଅ

ଗର୍ଭବତୀ ମା’ଙ୍କୁ ଗୁଳିକଲେ ୪ ବର୍ଷର ପୁଅ

ଓ୍ବାଶିଂଟନ,୫।୨: ଆମେରିକାର ଓ୍ବାଶିଂଟନ ଷ୍ଟେଟ ଅପାର୍ଟମେଣ୍ଟରେ ରହୁଥିବା ଜଣେ ଗର୍ଭବତୀ ମହିଳାଙ୍କୁ ତାଙ୍କ ୪ ବର୍ଷର ପୁଅ ଗୁଳି କରିବା ଘଟଣା ଏବେ ସାମ୍ନାକୁ ଆସିଛି।

୧୨ ବର୍ଷ ପରେ ନାକରୁ ବାହାରିଲା ମୁଦି

୧୨ ବର୍ଷ ପରେ ନାକରୁ ବାହାରିଲା ମୁଦି

ଲଣ୍ଡନ, ୫।୨: ୧୨ବର୍ଷ ପରେ ହଜିଥିବା ମୁଦି ନାକରୁ ବାହାରିଲା। ଶୀର୍ଷକଟି ପଢି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। 

ପ୍ୟାରିସର ଘରୋଇ କୋଠାରେ ନିଆଁ

ପ୍ୟାରିସର ଘରୋଇ କୋଠାରେ ନିଆଁ

ପ୍ୟାରିସ,୫।୨: ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ମଙ୍ଗବାର ଏକ ଘରୋଇ କୋଠାରେ ନିଆଁ ଲାଗିଯିବା ଫଳରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏଥିରେ ଅନ୍ୟ ୨୮ ଆହତ ମଧ୍ୟ ହୋଇଛନ୍ତି।

ପୋପ୍‌ଙ୍କ ଐତିହାସିକ ୟୁଏଇ ଗସ୍ତ

ପୋପ୍‌ଙ୍କ ଐତିହାସିକ ୟୁଏଇ ଗସ୍ତ

ଆବୁଧାବି,୫ା୨: ଧର୍ମୀୟ ସଦ୍‌ଭାବ ଓ ସହିଷ୍ଣୁତାର ବାର୍ତ୍ତା ନେଇ ପୋପ୍‌ ଫ୍ରାନ୍ସିସ୍‌ ପ୍ରଥମଥର ଆରବର ମୁସଲିମ୍‌ବହୁଳ ରାଷ୍ଟ୍ର ୟୁଏଇ ଗସ୍ତ କରିଛନ୍ତି।

ଆମେରିକୀୟ ଦମ୍ପତି ଜିତିଲେ ୨୦୦ କୋଟି

ଆମେରିକୀୟ ଦମ୍ପତି ଜିତିଲେ ୨୦୦ କୋଟି

ଓ୍ବାଶିଂଟନ୍‌,୫ା୨: ଆମେରିକାର ଜେରି ଏବଂ ମାର୍ଗେ ସେଲ୍‌ବି ଭାଗ୍ୟଖେଳରେ ୨୦୦ କୋଟି ଟଙ୍କା ଜିତି ପାରିଛନ୍ତି। ଏଥିପାଇଁ ସେମାନେ ଗଣିତକୁ ଗୁରୁତ୍ୱ ଦେଇଛନ୍ତି। ଜେରି ମ୍ୟାଥମେଟିକ୍ସରେ ଅଣ୍ଡରଗ୍ରାଜୁଏଟ୍‌ ଡିଗ୍ରୀ।