ଅନ୍ତର୍ଜାତୀୟ

ସେନା କମାଣ୍ଡୋ ଠାରୁ କଠିନ ବୁଲେଟ୍‌ ଟ୍ରେନ୍‌ କର୍ମଚାରୀଙ୍କ ପ୍ରଶିକ୍ଷଣ

ସେନା କମାଣ୍ଡୋ ଠାରୁ କଠିନ ବୁଲେଟ୍‌ ଟ୍ରେନ୍‌ କର୍ମଚାରୀଙ୍କ ପ୍ରଶିକ୍ଷଣ

ଟୋକିଓ,୨୮।୮: ଜାପାନରେ ବୁଲେଟ୍‌ ଟ୍ରେନ୍‌ ଚଳାଇବା ବେଶ୍‌ କଷ୍ଟକର ବ୍ୟାପାର। ସେଥିପାଇଁ ଏହାର ପ୍ରଶିକ୍ଷଣ ମଧ୍ୟ ସେତିକି କଠିନ। ନିକଟରେ ଜାପାନର ଏକ ଖବର କାଗଜରେ ପ୍ରକାଶିତ ରିପୋର୍ଟରୁ ଏହା ଜଣାପଡିଛି। 

ଇରାନ-ରୁଷିଆରେ ପୁଣି ୪୮୬ ଆକାଉଣ୍ଟ ବନ୍ଦ କଲା ଟୁଇଟର

ଇରାନ-ରୁଷିଆରେ ପୁଣି ୪୮୬ ଆକାଉଣ୍ଟ ବନ୍ଦ କଲା ଟୁଇଟର

ସାନ୍‌ ଫ୍ରାନ୍ସିସ୍‌କୋ,୨୮।୮: ଟୁଇଟର ପକ୍ଷରୁ ପୂର୍ବରୁ ଇରାନ ଓ ରୁଷିଆରେ ୨୮୪ ଆକାଉଣ୍ଟ ବନ୍ଦ କରାଯାଇଥିବାବେଳେ ମଙ୍ଗଳବାର ପୁଣି ୪୮୬ ଆକାଉଣ୍ଟକୁ ବନ୍ଦ କରାଯାଇଛି। 

ମ୍ୟାନମାର ସେନା ମୁଖ୍ୟଙ୍କ ନାଁରେ ମୋକଦ୍ଦମା

ମ୍ୟାନମାର ସେନା ମୁଖ୍ୟଙ୍କ ନାଁରେ ମୋକଦ୍ଦମା

ଜେନେଭା,୨୮।୮: ଜାତିସଂଘର ରିପୋର୍ଟ ଅନୁଯାୟୀ ମ୍ୟାନମାରରେ ରୋହିଙ୍ଗ୍ୟା ମୁସଲମାନଙ୍କ ଉପରେ ସେନା ଅତ୍ୟାଚାର କରିଛି। ୟୁଏନ୍‌ର ମୁଖ୍ୟ ମାନବାଧୀକାର ଆୟୋଗ ପାଇଁ କାମ କରୁଥିବା ତଦନ୍ତକାରୀ ଦଳ କହିଛି ରୋହିଙ୍ଗ୍ୟା ମୁସଲମାନଙ୍କ ନରସଂହାର ମାମଲାରେ ମ୍ୟାନମାର ସେନା ମୁଖ୍ୟଙ୍କ ନାଁରେ ମାମଲା ହେବା ଆବଶ୍ୟକ।

ହୀରା ଚୋରି କଲା ପିମ୍ପୁଡ଼ି: ଭିଡ଼ିଓ ଭାଇରାଲ

ହୀରା ଚୋରି କଲା ପିମ୍ପୁଡ଼ି: ଭିଡ଼ିଓ ଭାଇରାଲ

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୮।୮: ସମ୍ପ୍ରତି ହୀରା ଚୋରି କରୁଥିବା ଏକ ପିମ୍ପୁଡିର ଭିଡ଼ିଓ ୟୁଟ୍ୟୁବ୍‌ରେ ଭାଇରାଲ ହୋଇଛି। ହୀରା ଦୋକାନରେ ଥିବା ହୀରାକୁ ପିମ୍ପୁଡି ବୋହି ନେଉଥିବାର ଦୃଶ୍ୟ ଭିଡ଼ିଓରେ ଦେଖିବାକୁ ମିଳୁଛି।

ବାୟୁ ପ୍ରଦୂଷଣ: ବର୍ଷକୁ ନେଉଛି ୪.୨ ନିୟୁତ ଜୀବନ, ପ୍ରଭାବିତ ହେଉଛି ଗାଣିତିକ ଦକ୍ଷତା

ବାୟୁ ପ୍ରଦୂଷଣ: ବର୍ଷକୁ ନେଉଛି ୪.୨ ନିୟୁତ ଜୀବନ, ପ୍ରଭାବିତ ହେଉଛି ଗାଣିତିକ ଦକ୍ଷତା

ନୂଆଦିଲ୍ଲୀ/ବେଜିଂ,୨୮।୮: ବାୟୁ ପ୍ରଦୂଷଣ ଯୋଗୁ ପ୍ରତିବର୍ଷ ବିଶ୍ୱରେ ୪.୨ ଲୋକଙ୍କର ମୃତ୍ୟୁ ଘଟୁଛି। ଏହାଦ୍ୱାରା ଲୋକଙ୍କ ମସ୍ତିଷ୍କ ଉପରେ ନକାରାତ୍ମକ ପ୍ରଭାବ ପଡ଼ିବା ସହିତ ଗାଣିତିକ ଦକ୍ଷତା ଦୁର୍ବଳ ହେଉଛି। 

ପାଇଲଟ ଚିନ୍ତାଗ୍ରସ୍ତ ଥିବାରୁ ହୋଇଥିଲା ବିମାନ ଦୁର୍ଘଟଣା

ପାଇଲଟ ଚିନ୍ତାଗ୍ରସ୍ତ ଥିବାରୁ ହୋଇଥିଲା ବିମାନ ଦୁର୍ଘଟଣା

କାଠମାଣ୍ଡୁ,୨୮।୮: ଚଳିତ ବର୍ଷ ମାର୍ଚ୍ଚରେ ନେପାଳରେ ହୋଇଥିବା ବିମାନ ଦୁର୍ଘଟଣାର କାରଣ ଜଣାପଡିଛି। ‘ୟୁଏସ୍‌ ବାଙ୍ଗଲା’ର ବିମାନ ଦୁର୍ଘଟଣା ହେବା ପଛରେ ସବୁଦୋଷ ପାଇଲଟଙ୍କର ଥିଲା ବୋଲି ଜଣାପଡିଛି। 

ନିଜ ଦେଶ ପତାକାର ରଙ୍ଗ ଜାଣନ୍ତିନି ଟ୍ରମ୍ଫ

ନିଜ ଦେଶ ପତାକାର ରଙ୍ଗ ଜାଣନ୍ତିନି ଟ୍ରମ୍ଫ

ଓ୍ବାଶିଂଟନ,୨୭।୮: ପୁଣି ବିବାଦରେ ଶକ୍ତିଶାଳୀ ଦେଶ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ। କାରଣ ଟ୍ରମ୍ଫକୁ ଜଣାନାହିଁ ତାଙ୍କ ଦେଶ ପତାକାରେ ଥିବା ରଙ୍ଗ କ’ଣ ଓ ଏଥିରେ କେତୋଟି ଷ୍ଟାର ରହିଛି। 

ମିଳିଲା ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର ବୋମା

ମିଳିଲା ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର ବୋମା

ଫ୍ରାଙ୍କ ଫର୍ଟ,୨୭।୮: ଜର୍ମାନୀର ବମ୍‌ ଡିସ୍ପୋଜାଲ୍‌ ଟିମ୍‌ ରବିବାର ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର ଏକ ଜୀବନ୍ତ ବୋମାକୁ ନିଷ୍କ୍ରିୟ କରିବାକୁ ସଫଳ ହୋଇଛନ୍ତି। ଏହି ବୋମା ମିଳିବା ପରେ ପାଖାପାଖି ୧୮ହଜାର ୫ଶହ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା। 

୭୭ ବିଦେଶୀ ରାଷ୍ଟ୍ରରେ ବନ୍ଦୀ ଜୀବନ କାଟୁଛନ୍ତି ୭,୭୩୭ ଭାରତୀୟ

୭୭ ବିଦେଶୀ ରାଷ୍ଟ୍ରରେ ବନ୍ଦୀ ଜୀବନ କାଟୁଛନ୍ତି ୭,୭୩୭ ଭାରତୀୟ

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୭।୮: ବିଦେଶୀ ରାଷ୍ଟ୍ରରେ ଭାରତୀୟ ବନ୍ଦୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏନେଇ ପ୍ରକାଶିତ ଏକ ରିପୋର୍ଟରେ ଦର୍ଶାଯାଇଛି। ୭୭ଟି ବିଦେଶୀ ରାଷ୍ଟ୍ରର ବିଭିନ୍ନ ଜେଲ୍‌ରେ ୭,୭୩୭ ଭାରତୀୟ ବନ୍ଦୀ ଜୀବନ କାଟୁଛନ୍ତି। 

ଇମ୍ରାନ୍‌ ସରକାରଙ୍କ ପଦକ୍ଷେପ: ବିମାନ ବନ୍ଦରରେ ଭିଆଇପି ପ୍ରୋଟୋକଲ ନିଷେଧ

ଇମ୍ରାନ୍‌ ସରକାରଙ୍କ ପଦକ୍ଷେପ: ବିମାନ ବନ୍ଦରରେ ଭିଆଇପି ପ୍ରୋଟୋକଲ ନିଷେଧ

ଇସଲାମାବାଦ୍‌,୨୭।୮: ପାକିସ୍ତାନ ନୂଆ ସରକାର ନେଇଛନ୍ତି ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏବେ ବିମାନ ବନ୍ଦରରେ ଭିଆଇପି ପ୍ରୋଟୋକଲ ନିଷେଧ କରାଯିବ। ପୂର୍ବରୁ ରାଜନେତା, ବିଚାରପତି ଏବଂ ସେନା ଅଧିକାରୀ ପ୍ରଭୃତି ପ୍ରଭାବଶାଳୀ ବ୍ୟକ୍ତି ବିଶେଷଙ୍କୁ ଏହି ସୁବିଧା ମିଳୁଥିଲା। 

ନେପାଳ ଦେଇ ଟ୍ରେନ୍‌ରେ ଭାରତକୁ ଆସୁଛି ଚୋରା ଅସ୍ତ୍ରଶସ୍ତ୍ର ଓ ନିଶାଦ୍ରବ୍ୟ

ନେପାଳ ଦେଇ ଟ୍ରେନ୍‌ରେ ଭାରତକୁ ଆସୁଛି ଚୋରା ଅସ୍ତ୍ରଶସ୍ତ୍ର ଓ ନିଶାଦ୍ରବ୍ୟ

କାଠମାଣ୍ଡୁ/କଟିହାର,୨୬।୮: ଭାରତକୁ ନେପାଳ ଦେଇ ବିଭିନ୍ନ ଅସ୍ତ୍ରଶସ୍ତ୍ର ଓ ନିଶାଦ୍ରବ୍ୟର ଚୋରା କାରବାର ହେଉଛି। ଏଥିରେ ଆଇଏସ୍‌ଆଇ ଏଜେଣ୍ଟ୍‌, ମାଓବାଦୀଙ୍କ ହାତ ରହିଥିବାବେଳେ ରେଳ ବିଭାଗର କିଛି ପଦସ୍ଥ କର୍ମଚାରୀଙ୍କ ଜାଣତରେ ଏହା ହେଉଥିବା ଗୋଇନ୍ଦା ବିଭାଗ ପକ୍ଷରୁ ସୂଚିତ କରାଯାଇଛି।  

ଥରିଲା ଇରାନ: ଶତାଧିକ ଆହତ

ଥରିଲା ଇରାନ: ଶତାଧିକ ଆହତ

ତେହେରାନ,୨୬।୮: ପଶ୍ଚିମ ଇରାନର କରମାନାଶାହ ପ୍ରଦେଶରେ ରବିବାର ଭୂକମ୍ପ ଘଟିଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୦ ଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚିତ କରାଯାଇଛି। ଏହି ଘଟଣାରେ ଜଣେ ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ ଶତାଧିକ ଆହତ ହୋଇଛନ୍ତି।

ଚୋରା ନିଶାଦ୍ରବ୍ୟ କାରବାର: ଡ୍ରଗ୍ସ୍‌ ମାଫିଆ ରେଷ୍ଟୁରାଣ୍ଟରେ କରିଥିଲେ ୬ ଶହ ଫୁଟର ସୁଡ଼ଙ୍ଗ

ଚୋରା ନିଶାଦ୍ରବ୍ୟ କାରବାର: ଡ୍ରଗ୍ସ୍‌ ମାଫିଆ ରେଷ୍ଟୁରାଣ୍ଟରେ କରିଥିଲେ ୬ ଶହ ଫୁଟର ସୁଡ଼ଙ୍ଗ

ଓ୍ବାଶିଂଟନ,୨୬।୮: ଚୋରା ନିଶାଦ୍ରବ୍ୟ କାରବାର ପାଇଁ ଆମେରିକାର ଏକ ରେଷ୍ଟୁରାଣ୍ଟରେ ଡ୍ରଗ୍ସ୍‌ ମାଫିଆ କରିଥିବା ୬ ଶହ ଫୁଟ ଲମ୍ବ ସୁଡ଼ଙ୍ଗକୁ ସିଲ୍‌ କରିଛି ପୋଲିସ। ଏହି ସୁଡ଼ଙ୍ଗ ଆରିଜୋନା ସ୍ଥିତ ଏହି ରେଷ୍ଟୁରାଣ୍ଟରୁ ଆରମ୍ଭ ହୋଇ ମେକ୍ସିକୋ ସୀମାରେ ଶେଷ ହୋଇଥିବା ପୋଲିସ ସୂଚିତ କରିଛି। 

ଅପରିଚିତ ବ୍ୟକ୍ତିଙ୍କ ଶୁକ୍ରାଣୁ କହି ୧୦ ବର୍ଷ ହେବ ପିଲା ଜନ୍ମ କରୁଥିଲେ ଡାକ୍ତର

ଅପରିଚିତ ବ୍ୟକ୍ତିଙ୍କ ଶୁକ୍ରାଣୁ କହି ୧୦ ବର୍ଷ ହେବ ପିଲା ଜନ୍ମ କରୁଥିଲେ ଡାକ୍ତର

ଓ୍ବାଶିଂଟନ,୨୫।୮: ଆମେରିକାରେ ଜଣେ ଅବସରପ୍ରାପ୍ତ ଇନଫର୍ଟିଲିଟି ଡାକ୍ତର ଅପରିଚିତ ବ୍ୟକ୍ତିଙ୍କର ଶୁକ୍ରାଣୁ କହି ନିଜ ଶୁକ୍ରାଣୁ ମାଧ୍ୟମରେ ପିଲା ଜନ୍ମ କରୁଥିବା ଜଣାପଡିଛି। ତାଙ୍କ ନିକଟକୁ ଆସୁଥିବା ଶହ ଶହ ନିଃସନ୍ତାନ ମହିଳାଙ୍କୁ ମିଛ କହି ସେ ଏହି ବ୍ୟବସାୟ ଚଲାଇଥିଲେ। 

ନେପାଳରେ କର୍ଫ୍ୟୁ ଜାରି

ନେପାଳରେ କର୍ଫ୍ୟୁ ଜାରି

ଭୀମଦତ୍ତନଗର,୨୫।୮: ପୋଲିସ ଗୁଳିରେ ଜଣେ ୧୪ ବର୍ଷୀୟ ବାଳକଙ୍କ ମୃତ୍ୟୁ ପରେ ଆଶାନ୍ତ ହୋଇପଡିଛି ପଶ୍ଚିମ ନେପାଳର କଞ୍ଚନପୁର ଜିଲା। ଏଥିରେ ଅନ୍ୟ ୫ଜଣ ଆହତ ମଧ୍ୟ ହୋଇଛନ୍ତି। ଶୁକ୍ରବାର ରାତିରୁ ଏଠାରେ ଅନିଶ୍ଚିତକାଳ ପାଇଁ କର୍ଫ୍ୟୁ ଜାରିକରାଯାଇଛି।

ମ୍ୟାନମାର ହିଂସାକୁ ପୁରିଲା ଏକ ବର୍ଷ : ରୋହିଙ୍ଗ୍ୟା ପାଳିଲେ ବ୍ଲାକ୍‌ ଡେ’

ମ୍ୟାନମାର ହିଂସାକୁ ପୁରିଲା ଏକ ବର୍ଷ : ରୋହିଙ୍ଗ୍ୟା ପାଳିଲେ ବ୍ଲାକ୍‌ ଡେ’

କୋକ୍ସ ବଜାର,୨୫।୮: ମ୍ୟାନମାରରେ ରୋହିଙ୍ଗ୍ୟା ମୁସଲମାନଙ୍କ ଉପରେ ସେନାର ଆକ୍ରମଣକୁ ଏକ ବର୍ଷ ପୂରଣ ହୋଇଛି। ଶନିବାର ଏଥିପାଇଁ ରୋହିଙ୍ଗ୍ୟା ଶରଣାର୍ଥୀମାନେ ବ୍ଲାକ୍‌ ଡେ’ ବା କଳା ଦିବସ ଭାବେ ପାଳନ କରିଛନ୍ତି।

ମୁସ୍‌ଲିମ୍‌ ବ୍ରଦରହୁଡ୍‌ ଭଳି ଆର୍‌ଏସ୍‌ଏସ୍‌

ମୁସ୍‌ଲିମ୍‌ ବ୍ରଦରହୁଡ୍‌ ଭଳି ଆର୍‌ଏସ୍‌ଏସ୍‌

ଲଣ୍ଡନ,୨୫।୮(ପି.ଟି.) : ଇସ୍‌ଲାମିକ ଷ୍ଟେଟ୍‌ (ଆଇଏସ୍‌) ମନ୍ତବ୍ୟକୁ ନେଇ ଝଡ଼ ଥମି ନ ଥିବା ବେଳେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆର୍‌ଏସ୍‌ଏସ୍‌)କୁ ମୁସ୍‌ଲିମ୍‌ ବ୍ରଦର୍‌ହୁଡ୍‌ ସହ ତୁଳନା କଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ। 

ସର୍ବସାଧାରଣ ସ୍ଥାନରେ ରଖିପାରିବେ ଶାରୀରକ ସମ୍ପର୍କ

ସର୍ବସାଧାରଣ ସ୍ଥାନରେ ରଖିପାରିବେ ଶାରୀରକ ସମ୍ପର୍କ

ମେକ୍ସିକୋ ସିଟି,୨୬।୮: ଉତ୍ତର ଆମେରିକାର ମେକ୍ସିକୋରେ ଥିବା ଏକ ସହରରେ ସର୍ବସାଧାରଣ ସ୍ଥାନରେ ଶାରୀରିକ ସମ୍ପର୍କ ରଖିବାକୁ ଆଇନ ଅନୁମତି ପ୍ରଦାନ କରିଛି। ୧୫ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଗଓଦଲଜରା ଏମିତି ନିୟମ ତିଆରି କରିବାରେ ପ୍ରଥମ ସହର ବୋଲି କୁହାଯାଉଛି। 

ପ୍ରସବ ପାଇଁ ବ୍ରାଜିଲ ଯାଉଛନ୍ତି ଭେନେଜୁଏଲା ମହିଳା

ପ୍ରସବ ପାଇଁ ବ୍ରାଜିଲ ଯାଉଛନ୍ତି ଭେନେଜୁଏଲା ମହିଳା

ବ୍ରାଜିଲିଆ,୨୪।୮: ଆର୍ଥିକ ସଙ୍କଟ ଦେଇ ଗତି କରୁଛି ଭେନେଜୁଏଲା। ତେଣୁ ଏବେ ଏଠାକାର ମହିଳା ପ୍ରସବ ପାଇଁ ପଡୋଶୀ ଦେଶ ବ୍ରାଜିଲ ଯାଉଥିବା ଜଣାପଡିଛି। କାରଣ ନା ଏଠି ପ୍ରସବ କରିବାକୁ ସୁବିଧା ସୁଯୋଗ ଅଛି ନା ଏଠି ଡାକ୍ତର, ଔଷଧ, ପ୍ରସୂତି ଓ ନବଜାତକଙ୍କ ପାଇଁ ଉଦ୍ଦିଷ୍ଟ କୌଣସି ଆବଶ୍ୟକ ସାମଗ୍ରୀ ମିଳୁଛି।

ଶରିଫ୍‌ଙ୍କୁ ଭେଟିଲେ ପରିବାର ସଦସ୍ୟ

ଶରିଫ୍‌ଙ୍କୁ ଭେଟିଲେ ପରିବାର ସଦସ୍ୟ

ରାଓ୍ବଲପିଣ୍ଡି,୨୪।୮: ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫ୍‌ଙ୍କୁ ଶୁକ୍ରବାର ତାଙ୍କ ପରିବାର ସଦସ୍ୟ ଭେଟିଛନ୍ତି। ଆଦିଲା ଜେଲରେ ଥିବା ଶରିଫ୍‌ଙ୍କୁ ପରିବାର ସଦସ୍ୟ ଜେଲ୍‌ କର୍ତ୍ତୃପକ୍ଷଙ୍କ ଅନୁମତି ନେଇ ସାକ୍ଷାତ୍‌ କରିଛନ୍ତି।

ହଟିଲେ ଟର୍ନବୁଲ୍‌: ପ୍ରଧାନମନ୍ତ୍ରୀ ହେବେ ମୋରିସନ୍‌

ହଟିଲେ ଟର୍ନବୁଲ୍‌: ପ୍ରଧାନମନ୍ତ୍ରୀ ହେବେ ମୋରିସନ୍‌

କାନବେରା,୨୪।୮: ଅଷ୍ଟ୍ରେଲିଆରେ ଶାସକ ଦଳରେ ଭିତରେ ଜାରି ରହିଥିବା ଟଣା ଓଟରା ଯୋଗୁ ପୂର୍ବତନ ପ୍ରଧାନମନ୍ତ୍ରୀ ମେଲକମ୍‌ ଟର୍ନବୁଲ୍‌ ନିଜର ପଦବୀ ହରାଇଛନ୍ତି। ତାଙ୍କ ସହଯୋଗୀ ଅର୍ଥମନ୍ତ୍ରୀ ସ୍କୋଟ୍‌ ମୋରିସନ୍‌ ନୂତନ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଛନ୍ତି।

ପ୍ରତି ମିନିଟ୍‌ରେ ୧୦ ଲକ୍ଷ ଡଲାର ଚୋରି କରୁଛନ୍ତି ହ୍ୟାକର

ପ୍ରତି ମିନିଟ୍‌ରେ ୧୦ ଲକ୍ଷ ଡଲାର ଚୋରି କରୁଛନ୍ତି ହ୍ୟାକର

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୩।୮: ହ୍ୟାକରଙ୍କ ଯୋଗୁ ସାଇବର ସୁରକ୍ଷା ଉପରେ ଲାଗିଛି ପ୍ରଶ୍ନଚିହ୍ନ। ହ୍ୟାକର ପ୍ରତି ମିନିଟ୍‌ରେ ୧୦ ଲକ୍ଷ ଡଲାର ଚୋରି କରୁଛନ୍ତି। ଏନେଇ ସାନ୍‌ ଫ୍ରାନ୍ସିସ୍‌କୋର ସାଇବର ସିକ୍ୟୁରିଟି କମ୍ପାନୀ ରିସ୍କ ଆଇକ୍ୟୁ ପକ୍ଷରୁ କରାଯାଇଥିବା ଏକ ସର୍ଭେ ରିପୋର୍ଟରେ ପ୍ରକାଶ ପାଇଛି।

ଶ୍ରୀଲଙ୍କାର ଶହେରୁ ଅଧିକ ସହରରେ ସିଗାରେଟ ନିଷେଧ

ଶ୍ରୀଲଙ୍କାର ଶହେରୁ ଅଧିକ ସହରରେ ସିଗାରେଟ ନିଷେଧ

କଲୋମ୍ବୋ,୨୩।୮: ଶ୍ରୀଲଙ୍କାର ଶହେରୁ  ଅଧିକ ସହରରେ ସିଗାରେଟ ନିଷେଧ କରାଯାଇଛି। ଦେଶକୁ ତମାଖୁ ମୁକ୍ତ କରାଇବା ପାଇଁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏପରି ନିଷ୍ପତ୍ତି ଗ୍ରହଣ କରାଯାଇଛି। ତମାଖୁ ସେବନ ଦ୍ୱାରା ହେଉଥିବା ସ୍ବାସ୍ଥ୍ୟ ସମସ୍ୟା ନେଇ ସରକାର ବିଭିନ୍ନ ସଚେତନା ମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି।

ଏଠି ଟମାଟୋ କିଲୋ ୫୦ ଲକ୍ଷ

ଏଠି ଟମାଟୋ କିଲୋ ୫୦ ଲକ୍ଷ

କାରାକାସ,୨୨।୮: ଦକ୍ଷିଣ ଆମେରିକାର ଉତ୍ତର ଉପକୂଳରେ ଥିବା ଭେନେଜୁଏଲା ଏବେ ଘୋର ଖାଦ୍ୟ ସଙ୍କଟ ମଧ୍ୟରେ ଗତି କରୁଛି। ସରକାର ଏହାକୁ ସୁଧାରିବାକୁ ଚେଷ୍ଟା କରୁଛନ୍ତି ସତ, ହେଲେ ଏବେ ଏଠାରେ ଖାଦ୍ୟ ପଦାର୍ଥର ମୂଲ୍ୟ ଅବିଶ୍ୱାସନୀୟ ଭାବେ ବୃଦ୍ଧି ପାଇଛି।