ଅନ୍ତର୍ଜାତୀୟ

ରନ୍‌ଓ୍ବେରୁ ଖସିଲା ବିମାନ: ୫ ଆହତ

ରନ୍‌ଓ୍ବେରୁ ଖସିଲା ବିମାନ: ୫ ଆହତ

କାଠମାଣ୍ଡୁ,୨।୯: ନେପାଳ ତ୍ରିଭୁବନ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଘଟିଛି ଏକ ଅଘଟଣ। ଏଠାରେ ଏଯାତ୍ରୀବାହୀ ବିମାନ ରନ୍‌ଓ୍ବେ ଖସିଯାଇଛି। ବିମାନ ଚାଳକ ସତର୍କତା ସହିତ ବିମାନକୁ ଅଟକାଇଥିଲେ। ବିମାନରେ ୨୧ ଜଣ ଯାତ୍ରୀ ଥିଲେ।

ପାକିସ୍ତାନକୁ ଧମକ ଦେଲେ ଟ୍ରମ୍ପ୍‌: ୨୧ଶହ କୋଟିର ଅନୁଦାନ ଉପରେ ରୋକ

ପାକିସ୍ତାନକୁ ଧମକ ଦେଲେ ଟ୍ରମ୍ପ୍‌: ୨୧ଶହ କୋଟିର ଅନୁଦାନ ଉପରେ ରୋକ

ଓ୍ବାଶିଂଟନ,୨।୯: ଆମେରିକା ଡୋନାଲ୍ଡ ଟ୍ରମ୍ପ୍‌ ସରକାର ପାକିସ୍ତାନର ନୂଆ ସରକାରଙ୍କୁ ଦେଇଛନ୍ତି ଧମକ। ଆତଙ୍କବାଦ ବିରୋଧରେ ଆବଶ୍ୟକ ପଦକ୍ଷେପ ଗ୍ରହଣ ନ କଲେ ୨୧ ଶହ କୋଟିର ଅନୁଦାନ ପ୍ରଦାନ ନେଇ ପୁଣିଥରେ ଆମେରିକା ଚିନ୍ତା କରିବାକୁ ବାଧ୍ୟ ହେବ ବୋଲି ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ ସରକାରକୁ ସୂଚିତ କରାଯାଇଛି।

ୟୋକୋହାମାରେ ଆୟୋଜିତ ହେଲା ଗ୍ରୀଷ୍ମକାଳୀନ ଡ୍ୟାନ୍ସ ଫେଷ୍ଟ

ୟୋକୋହାମାରେ ଆୟୋଜିତ ହେଲା ଗ୍ରୀଷ୍ମକାଳୀନ ଡ୍ୟାନ୍ସ ଫେଷ୍ଟ

ୟୋକୋହାମା,୧।୯: ପୋର୍ଟ ସିଟି ଭାବେ ପରିଚିତ ଜାପାନର ୟୋକୋହାମା ସହର ଆନନ୍ଦ ଉତ୍ସାହ ପାଇଁ ବେଶ୍‌ ପରିଚିତ। ଏହି ସହର ବେପାର ବଣିଜ କ୍ଷେତ୍ରରେ ଜାପାନ ସହ ସାରା ବିଶ୍ୱକୁ ଯୋଡିବାର ଏକ ମୁଖ୍ୟ ଭୁମିକା ଗ୍ରହଣ କରିଥାଏ। 

ସୁନ୍ଦରୀଙ୍କୁ କରାଯାଏ ବଳାତ୍କାର: ପିଲିପାଇନ୍ସ ରାଷ୍ଟ୍ରପତି

ସୁନ୍ଦରୀଙ୍କୁ କରାଯାଏ ବଳାତ୍କାର: ପିଲିପାଇନ୍ସ ରାଷ୍ଟ୍ରପତି

ମନିଲା,୧।୯: ଫିଲିପାଇନ୍ସ ରାଷ୍ଟ୍ରପତି ରୋଡ୍ରିଗୋ ଦୁର୍ତତେ ସର୍ବଦା ବିବାଦୀୟ ବୟାନ ମାଧ୍ୟମରେ ଚର୍ଚ୍ଚାରେ ରହିବାକୁ ପସନ୍ଦ କରିଥାଆନ୍ତି। ନିକଟରେ ସେ ମହିଳାମାନଙ୍କୁ ନେଇ ସେମିତି ଏକ ମନ୍ତବ୍ୟ ଦେଇଛନ୍ତି। ତାଙ୍କ ମତରେ ସୁନ୍ଦରୀ ମହିଳାମାନଙ୍କ ପାଇଁ ବଳାତ୍କାର ଭଳି ମାମଲା ଦେଶରେ ବଢି ଚାଲିଛି। 

ହେଲିକପ୍ଟରରେ ଯାତାୟାତ କରୁଛନ୍ତି ଇମ୍ରାନ

ହେଲିକପ୍ଟରରେ ଯାତାୟାତ କରୁଛନ୍ତି ଇମ୍ରାନ

ଇସଲାମାବାଦ,୩୧।୮: ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ହେଲିକପ୍ଟର ଯାତ୍ରାକୁ ନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଛି। କ୍ରିକେଟରରୁ ରାଜନେତା ଓ ରାଜନେତାରୁ ପ୍ରଧାମନ୍ତ୍ରୀ ହୋଇଥିବା ଇମ୍ରାନ ଖାଁ ଶପଥ ଗ୍ରହଣ ପରେ ସରକାରୀ ଖର୍ଚ୍ଚ କାଟ କରିବାକୁ ଯେମିତି ଏକ ପ୍ରକାର ପ୍ରସ୍ତୁତ ହୋଇ ରହିଥିଲେ।

ଚାଇନା ଦେଲା ଭାରତକୁ ସତର୍କ ସୂଚନା

ଚାଇନା ଦେଲା ଭାରତକୁ ସତର୍କ ସୂଚନା

ବେଜିଂ/ଦିସପୁର,୩୧।୮: ଉତ୍ତରାଖଣ୍ଡରେ ୩ ଦିନ ଓ ପୂର୍ବ ଉତ୍ତର ପ୍ରଦେଶରେ ଆହୁରି ୨୪ ଘଣ୍ଟା ପର୍ଯ୍ୟନ୍ତ ପ୍ରବଳ ବର୍ଷା ଜାରି ରହିବ ବୋଲି ଚେତାବନୀ ଦେଇଛି କେନ୍ଦ୍ରୀୟ ପାଣିପାଗ ବିଭାଗ।

ବିଶ୍ୱ ତାପମାନ ଯୋଗୁ ବଢୁଛି କୀଟପତଙ୍ଗଙ୍କ କ୍ଷୁଧା

ବିଶ୍ୱ ତାପମାନ ଯୋଗୁ ବଢୁଛି କୀଟପତଙ୍ଗଙ୍କ କ୍ଷୁଧା

ଓ୍ବାଶିଂଟନ/ନୂଆଦିଲ୍ଲୀ,୩୧।୮: ବିଶ୍ୱ ତାପମାନ ବଢୁଥିବାରୁ କୀଟପତଙ୍ଗଙ୍କ କ୍ଷୁଧା ବୃଦ୍ଧି ପାଉଛି। ଫଳରେ ସେମାନେ ଫସଲ ନଷ୍ଟ କରୁଛନ୍ତି। ଆମେରିକାର ଭେରମୋଣ୍ଟ ବିଶ୍ୱବିଦ୍ୟାଳୟରେ ଏନେଇ ହୋଇଥିବା ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି। 

ଡବ୍ଲ୍ୟୁଟିଓକୁ ଚେତାବନୀ ଦେଲେ ଟ୍ରମ୍ପ୍‌

ଡବ୍ଲ୍ୟୁଟିଓକୁ ଚେତାବନୀ ଦେଲେ ଟ୍ରମ୍ପ୍‌

ଓ୍ବାଶିଂଟନ,୩୧।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବିଶ୍ୱ ବାଣିଜି୍ୟକ ସଂଗଠନ(ଡବ୍ଲ୍ୟୁଟିଓ)କୁ ଦେଇଛନ୍ତି ଚେତାବନୀ। ଡବ୍ଲ୍ୟୁଟିଓ ଆମେରିକା ସର୍ତ୍ତରେ ରାଜି ନ ହେଲେ ଟ୍ରମ୍ପ୍‌ ସରକାର ସଂଗଠନ ସଦସ୍ୟତାରୁ ଓହରି ଯିବେ ବୋଲି ସେ ଧମକ ଦେଇଛନ୍ତି। 

ଚାଇନାରେ ଖାଦ୍ୟ ସଙ୍କଟର ପଦଧ୍ୱନୀ

ଚାଇନାରେ ଖାଦ୍ୟ ସଙ୍କଟର ପଦଧ୍ୱନୀ

ଓ୍ବାଶିଂଟନ,୩୦।୮: ଖୁବ୍‌ଶୀଘ୍ର ଚାଇନାରେ ଖାଦ୍ୟ ସଙ୍କଟ ଦେଖାଯିବାର ଆଶଙ୍କା ରହିଛି। ଏନେଇ ଆମେରିକାର ଏକ ଗବେଷଣା ସଂସ୍ଥା ଏହାର ରିପୋର୍ଟରେ ପ୍ରକାଶ କରିଛି। ସମ୍ପ୍ରତି ଚାଇନାର ଖାଦ୍ୟ ଉତ୍ପାଦନ ୧୩୮.୭୨ ନିୟୁତ ଟନ୍‌ ହୋଇଛି। 

ନେପାଳ ଗସ୍ତରେ ମୋଦି

ନେପାଳ ଗସ୍ତରେ ମୋଦି

କାଠମାଣ୍ଡୁ,୩୦।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ନେପାଳ ଗସ୍ତ କରିଛନ୍ତି। ସେଠାରେ ଆୟୋଜିତ ହେଉଥିବା ‘ବେ ଅଫ୍‌ ବେଙ୍ଗଲ୍‌ ଇନିସିଏଟିଭ୍‌ ଫର୍‌ ମଲ୍ଟି-ସେକ୍ଟୋରାଲ ଟେକ୍ନିକାଲ ଆଣ୍ଡ ଇକୋନମିକ କୋଅପରେଶନ(ବିଆଇଏମ୍‌ଏସ୍‌ଟିଇସି) ସମ୍ମିଳନୀରେ ଯୋଗ ଦେବେ ମୋଦି। 

ଗୁଗୁଲ ଇଡିଅଟ୍‌କୁ ନେଇ ଖପ୍ପା ହେଲେ ଟ୍ରମ୍ପ୍‌

ଗୁଗୁଲ ଇଡିଅଟ୍‌କୁ ନେଇ ଖପ୍ପା ହେଲେ ଟ୍ରମ୍ପ୍‌

ଓ୍ବାଶିଂଟନ୍‌,୩୦।୮: ଗୁଗୁଲରେ ‘ଇଡିଅଟ୍‌’ ଲେଖି ସର୍ଚ୍ଚ କରିବା ସମୟରେ ନଜରକୁ ଆସୁଛି ଶକ୍ତିଶାଳୀ ଦେଶର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଚେହେରା। ଏହାକୁ ନେଇ ଏବେ ଟ୍ରମ୍ପ୍‌ ଗୁଗୁଲ ଉପରେ ଏକ ପ୍ରକାର ଖପ୍ପା ହୋଇଯାଇଥିବା ଜଣାପଡିଛି।

ମ୍ୟାନମାର୍‌ରେ ଭାଙ୍ଗିଲା ଡ୍ୟାମ୍‌: ୮୫ ଗାଁ ଜଳମଗ୍ନ

ମ୍ୟାନମାର୍‌ରେ ଭାଙ୍ଗିଲା ଡ୍ୟାମ୍‌: ୮୫ ଗାଁ ଜଳମଗ୍ନ

ନାପିଦ୍ୱ,୩୦।୮: ପ୍ରବଳ ବର୍ଷା ଯୋଗୁ ମ୍ୟାନ୍‌ମାରରେ ଥିବା ଓ୍ବର କ୍ରିକ୍‌ ଡ୍ୟାମ୍‌ରେ ଫାଟ ସୃଷ୍ଟି ହେବାରୁ ବନ୍ୟା ଜଳ ମାଡ଼ିଯାଇଛି। ଏଥିରେ ପ୍ରମୁଖ ସଡ଼କ ପଥରେ ବନ୍ୟା ଜଳ ଜମି ରହିବା ସହିତ ୮୫ଟି ଗାଁକୁ ଜଳମଗ୍ନ ହୋଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି। 

ଗୁଗୁଲରେ ଆତ୍ମହତ୍ୟାର ସହଜ ଉପାୟ ଖୋଜୁଛନ୍ତି ନିରୀହ ଶିଶୁ

ଗୁଗୁଲରେ ଆତ୍ମହତ୍ୟାର ସହଜ ଉପାୟ ଖୋଜୁଛନ୍ତି ନିରୀହ ଶିଶୁ

ସିଡ୍‌ନୀ,୩୦।୮: ଅଷ୍ଟ୍ରେଲିଆର ନାଉରୁ ଦ୍ୱୀପରେ ଥିବା ଅପ୍ରବାସନ କେନ୍ଦ୍ରରେ ୯୩୯ ଶରଣାର୍ଥୀ ଆଶ୍ରୟ ନେଇଛନ୍ତି। ସେମାନଙ୍କ ମଧ୍ୟରେ ୧୩୯ ଶିଶୁ ଅଛନ୍ତି। କିଛିଦିନ ହେବ ଏସବୁ ଶିଶୁଙ୍କଠାରେ ଏକ ଗୁରୁତର ସମସ୍ୟା ଦେଖିବାକୁ ମିଳିଛି। 

ନ୍ୟୁ କେଲେଡ଼ୋନିଆରେ ଭୂକମ୍ପ

ନ୍ୟୁ କେଲେଡ଼ୋନିଆରେ ଭୂକମ୍ପ

ସିଡ୍‌ନୀ,୨୯।୮:  ଅଷ୍ଟ୍ରେଲିଆ ନ୍ୟୁ କେଲେଡ଼ୋନିଆ ଦ୍ୱୀପରେ ବୁଧବାର ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା  ୭.୧ ଥିଳା ବୋଲି ଆମେରିକ ଭୂ ବିଜ୍ଞାନ ସଂସ୍ଥା ପକ୍ଷରୁ ସୂଚିତ କରାଯାଇଛି।

ମହିଳା ଖବରଦାତାଙ୍କୁ ଗଳା କାଟି ହତ୍ୟା

ମହିଳା ଖବରଦାତାଙ୍କୁ ଗଳା କାଟି ହତ୍ୟା

ଢ଼ାକା, ୨୯।୮: ବାଂଲାଦେଶରେ ଜଣେ ମହିଳା ଖବରଦାତାଙ୍କୁ କିଛି ଅଜଣା ଆକ୍ରମଣକାରୀ  ଗଳାକାଟି ହତ୍ୟା କରିଛନ୍ତି। ସେ ହେଉଛନ୍ତି ସୁବର୍ଣ୍ଣା ନୋଦୀ। ମଙ୍ଗଳବାର ରାତି ପ୍ରାୟ ୧୦ଟା ୪୫ମିନିଟରେ କିଛି ଲୋକ ତାଙ୍କ ଘରେ ବଳ ପୂର୍ବକ ପଶି ଏପରି କାଣ୍ଡ କରିଥିବା କୁହାଯାଉଛି। 

ସାଢ଼େ ୫ ମାସରେ ହରିକେନ୍‌ ନେଇଛି ୩ ହଜାର ଜୀବନ

ସାଢ଼େ ୫ ମାସରେ ହରିକେନ୍‌ ନେଇଛି ୩ ହଜାର ଜୀବନ

ସାନ୍‌ ଜୁଆନ୍‌,୨୯।୮: ପୁରେଟୋରିକୋ ଗତ ସାଢ଼େ ୫ ମାସ ମଧ୍ୟରେ ହରିକେନ୍‌ରେ ୩ ହଜାର ଲୋକଙ୍କ ମୃତ୍ୟୁ ଘଟିଛି। ୨୦୧୭ ସେପ୍ଟେମ୍ବର ଠାରୁ ୨୦୧୮ ଫେବୃୟାରୀ ମଧ୍ୟ ଭାଗ ସୁଦ୍ଧା ଏପରି ହୋଇଥିବା ଏକ ରିପୋର୍ଟରେ ପ୍ରକାଶ ପାଇଛି।

ମେକ୍ସିକୋ ଉପକୂଳରେ ୩ ଶହରୁ ଅଧିକ ବିରଳ ପ୍ରଜାତି ମୃତ କଇଁଛ

ମେକ୍ସିକୋ ଉପକୂଳରେ ୩ ଶହରୁ ଅଧିକ ବିରଳ ପ୍ରଜାତି ମୃତ କଇଁଛ

ସାଣ୍ଟା ମାରିଆ କୋଲୋଟେପକେ୍‌,୨୯।୮: ଦକ୍ଷିଣ ମେକ୍ସିକୋ ଉପକୂଳରେ ୩ ଶହରୁ ଅଧିକ ବିରଳ ପ୍ରଜାତିର କଇଁଛଙ୍କ ମୃତ ଦେହ ଉଦ୍ଧାର କରାଯାଇଛି।  କିଛି ଧୀବର ମାଛ ଧରୁଥିବାବେଳେ ମୃତ କଇଁଛ ଗୁଡ଼ିକ ଏଥିରେ ଧରାପଡ଼ିଥିଲେ। ଏଗୁଡ଼ିକର ଲମ୍‌ ୭୫ ସେମି ମଧ୍ୟରେ ଥିବାବେଳେ ଓଜନ ୪୫ କିଲୋଗ୍ରାମ ପର୍ଯ୍ୟନ୍ତ ରହିଛି ବୋଲି କୁହାଯାଉଛି।

୫ଶହରେ ଜଣେ ଚାଇନା ପର୍ଯ୍ୟଟକ ଆସନ୍ତି ଭାରତ

୫ଶହରେ ଜଣେ ଚାଇନା ପର୍ଯ୍ୟଟକ ଆସନ୍ତି ଭାରତ

ନୂଆଦିଲ୍ଲୀ/ବେଜିଂ,୨୮।୮: ବିଶ୍ୱ ପର୍ଯ୍ୟଟନ ବୃଦ୍ଧିରେ ଚାଇନା ପର୍ଯ୍ୟଟକଙ୍କର ରହିଛି ଗୁରୁତ୍ୱପୂର୍ଣ୍ଣ ଭୁମିକା। କାରଣ ଏମାନେ ସବୁ ସମୟରେ ବିଦେଶ ଭ୍ରମଣ କରିବାକୁ ପସନ୍ଦ କରିଥାଆନ୍ତି।

ସେନା କମାଣ୍ଡୋ ଠାରୁ କଠିନ ବୁଲେଟ୍‌ ଟ୍ରେନ୍‌ କର୍ମଚାରୀଙ୍କ ପ୍ରଶିକ୍ଷଣ

ସେନା କମାଣ୍ଡୋ ଠାରୁ କଠିନ ବୁଲେଟ୍‌ ଟ୍ରେନ୍‌ କର୍ମଚାରୀଙ୍କ ପ୍ରଶିକ୍ଷଣ

ଟୋକିଓ,୨୮।୮: ଜାପାନରେ ବୁଲେଟ୍‌ ଟ୍ରେନ୍‌ ଚଳାଇବା ବେଶ୍‌ କଷ୍ଟକର ବ୍ୟାପାର। ସେଥିପାଇଁ ଏହାର ପ୍ରଶିକ୍ଷଣ ମଧ୍ୟ ସେତିକି କଠିନ। ନିକଟରେ ଜାପାନର ଏକ ଖବର କାଗଜରେ ପ୍ରକାଶିତ ରିପୋର୍ଟରୁ ଏହା ଜଣାପଡିଛି। 

ଇରାନ-ରୁଷିଆରେ ପୁଣି ୪୮୬ ଆକାଉଣ୍ଟ ବନ୍ଦ କଲା ଟୁଇଟର

ଇରାନ-ରୁଷିଆରେ ପୁଣି ୪୮୬ ଆକାଉଣ୍ଟ ବନ୍ଦ କଲା ଟୁଇଟର

ସାନ୍‌ ଫ୍ରାନ୍ସିସ୍‌କୋ,୨୮।୮: ଟୁଇଟର ପକ୍ଷରୁ ପୂର୍ବରୁ ଇରାନ ଓ ରୁଷିଆରେ ୨୮୪ ଆକାଉଣ୍ଟ ବନ୍ଦ କରାଯାଇଥିବାବେଳେ ମଙ୍ଗଳବାର ପୁଣି ୪୮୬ ଆକାଉଣ୍ଟକୁ ବନ୍ଦ କରାଯାଇଛି। 

ମ୍ୟାନମାର ସେନା ମୁଖ୍ୟଙ୍କ ନାଁରେ ମୋକଦ୍ଦମା

ମ୍ୟାନମାର ସେନା ମୁଖ୍ୟଙ୍କ ନାଁରେ ମୋକଦ୍ଦମା

ଜେନେଭା,୨୮।୮: ଜାତିସଂଘର ରିପୋର୍ଟ ଅନୁଯାୟୀ ମ୍ୟାନମାରରେ ରୋହିଙ୍ଗ୍ୟା ମୁସଲମାନଙ୍କ ଉପରେ ସେନା ଅତ୍ୟାଚାର କରିଛି। ୟୁଏନ୍‌ର ମୁଖ୍ୟ ମାନବାଧୀକାର ଆୟୋଗ ପାଇଁ କାମ କରୁଥିବା ତଦନ୍ତକାରୀ ଦଳ କହିଛି ରୋହିଙ୍ଗ୍ୟା ମୁସଲମାନଙ୍କ ନରସଂହାର ମାମଲାରେ ମ୍ୟାନମାର ସେନା ମୁଖ୍ୟଙ୍କ ନାଁରେ ମାମଲା ହେବା ଆବଶ୍ୟକ।

ହୀରା ଚୋରି କଲା ପିମ୍ପୁଡ଼ି: ଭିଡ଼ିଓ ଭାଇରାଲ

ହୀରା ଚୋରି କଲା ପିମ୍ପୁଡ଼ି: ଭିଡ଼ିଓ ଭାଇରାଲ

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୮।୮: ସମ୍ପ୍ରତି ହୀରା ଚୋରି କରୁଥିବା ଏକ ପିମ୍ପୁଡିର ଭିଡ଼ିଓ ୟୁଟ୍ୟୁବ୍‌ରେ ଭାଇରାଲ ହୋଇଛି। ହୀରା ଦୋକାନରେ ଥିବା ହୀରାକୁ ପିମ୍ପୁଡି ବୋହି ନେଉଥିବାର ଦୃଶ୍ୟ ଭିଡ଼ିଓରେ ଦେଖିବାକୁ ମିଳୁଛି।

ବାୟୁ ପ୍ରଦୂଷଣ: ବର୍ଷକୁ ନେଉଛି ୪.୨ ନିୟୁତ ଜୀବନ, ପ୍ରଭାବିତ ହେଉଛି ଗାଣିତିକ ଦକ୍ଷତା

ବାୟୁ ପ୍ରଦୂଷଣ: ବର୍ଷକୁ ନେଉଛି ୪.୨ ନିୟୁତ ଜୀବନ, ପ୍ରଭାବିତ ହେଉଛି ଗାଣିତିକ ଦକ୍ଷତା

ନୂଆଦିଲ୍ଲୀ/ବେଜିଂ,୨୮।୮: ବାୟୁ ପ୍ରଦୂଷଣ ଯୋଗୁ ପ୍ରତିବର୍ଷ ବିଶ୍ୱରେ ୪.୨ ଲୋକଙ୍କର ମୃତ୍ୟୁ ଘଟୁଛି। ଏହାଦ୍ୱାରା ଲୋକଙ୍କ ମସ୍ତିଷ୍କ ଉପରେ ନକାରାତ୍ମକ ପ୍ରଭାବ ପଡ଼ିବା ସହିତ ଗାଣିତିକ ଦକ୍ଷତା ଦୁର୍ବଳ ହେଉଛି। 

ପାଇଲଟ ଚିନ୍ତାଗ୍ରସ୍ତ ଥିବାରୁ ହୋଇଥିଲା ବିମାନ ଦୁର୍ଘଟଣା

ପାଇଲଟ ଚିନ୍ତାଗ୍ରସ୍ତ ଥିବାରୁ ହୋଇଥିଲା ବିମାନ ଦୁର୍ଘଟଣା

କାଠମାଣ୍ଡୁ,୨୮।୮: ଚଳିତ ବର୍ଷ ମାର୍ଚ୍ଚରେ ନେପାଳରେ ହୋଇଥିବା ବିମାନ ଦୁର୍ଘଟଣାର କାରଣ ଜଣାପଡିଛି। ‘ୟୁଏସ୍‌ ବାଙ୍ଗଲା’ର ବିମାନ ଦୁର୍ଘଟଣା ହେବା ପଛରେ ସବୁଦୋଷ ପାଇଲଟଙ୍କର ଥିଲା ବୋଲି ଜଣାପଡିଛି।